Janamancha | Argument erupts between panelists during discussion over eclipse and eating food

แชร์
ฝัง
  • เผยแพร่เมื่อ 21 ธ.ค. 2024

ความคิดเห็น •

  • @bikramrekha
    @bikramrekha 2 ปีที่แล้ว +291

    ଧର୍ମ ଏକା ସିନା ମହତ ପଣିଆ ଆଉ ଯେତେ ସବୁ ଅଢେଇ ଦିନିଆ।🙏🙏🙏 ଜୟ ଜଗନ୍ନାଥ

    • @knowledgecollege...
      @knowledgecollege... 2 ปีที่แล้ว +1

      @Fact Finder Ethi kiye Manisa heba sikhiba...???

    • @krutabratananda740
      @krutabratananda740 2 ปีที่แล้ว

      @Fact Finder bhai sanatam dharma kn kahuchi sikhantu eii valia murkha valia jukti karantuni. alpa bidya vayankara sabubele . Barna hisab re banta jaithila jatiku. Ama sastra re jaha lekha achi taku science sabubele Manichi aji sina science kahuchi kichi pravab nahi agaku nischaya maniba sie ame banchithiba ki nai janin mun kintu jaha lekha achi semane sidha purusa sabu kichi vul kahi nahanti ki kharap kahi nahanti tanka artha ku anya artha kari dunai re ete sara dharma baharuchi. Dharma hela ama karma au karma emit kara jemit dharma ra jaya heba. Manisa ra karma vuli jauchi dharma marga re jiba kemit.

    • @krutabratananda740
      @krutabratananda740 2 ปีที่แล้ว +1

      @Fact Finder dharma kahuni kahaku ghruna kara. Sie khauchi sie manisa hei amanisa valia karma karuchi taku ghruna kara na ki manisa ku au hmm sabu mula re bhai ama karma nhi ama dharma au sanskar ku bujhae. Aga jaha lekha achi ta mahatwa bujha emit eii murkha mana nka vali khali science science huani. Nahele agaku loka bapa kie janibaku maa katha biswas na karik DNA test karibe bujhila. Vagwan karantu emananka pila semit test na karantu science science heik. Seii science ra mula hela beda au sastra

    • @krutabratananda740
      @krutabratananda740 2 ปีที่แล้ว

      @Fact Finder are bhai seithi ta problem ame kari parunei kintu semane ta upare study karik karuchantk ethipai ama education system kharap na ki ame. Tame jao foreign padha au banao ame ethi khusi ama sanskruti parampara bapa maa nku neiki

    • @krutabratananda740
      @krutabratananda740 2 ปีที่แล้ว

      @Fact Finder hau ame ta gapa maruch tame kn na science padhik nije teki pakeivha sethipai ama pakharr jaha achi taku neiki garba karuch na ki yaku taku dekhik fatei hauch. Nije jadi kn karicha kuha nahele tama gyana ghare rakha chua nku deba tamara 😂😂😂😂

  • @bikramswain2468
    @bikramswain2468 2 ปีที่แล้ว +152

    ଯେମିତି ଖାଇବ ଅନ୍ନ, ସେମିତି ହେବ ମନ।
    ସବୁ ବିରିୟାନିର ପ୍ରଭାବ।

  • @SOUMYA20011
    @SOUMYA20011 2 ปีที่แล้ว +8

    ଏଠି ଧର୍ମ କୁ କେହି ବିରୋଧ କରୁନାହାନ୍ତି ,,,,ବ୍ରାହ୍ମଣ ମାନଙ୍କ ଶାସନ କୁ ବିରୋଧ କରିଛନ୍ତି,,,,

  • @manasranjanpatra5605
    @manasranjanpatra5605 2 ปีที่แล้ว +9

    ବ୍ରାହ୍ମଣ ବାଦ୍ ବନ୍ଦ ହେଲେ ସବୁ ଠିକ୍ ହୋଇଯବ,,,

  • @Rajababu-gk6kp
    @Rajababu-gk6kp 2 ปีที่แล้ว +5

    ସାଧାରଣ କଥାକୁ ନେଇ ପରିସ୍ଥିତି ସୃଷ୍ଟି ହୋଇଛି ।
    ଏ ସବୁ ନାଟର ଗୋବର୍ଦ୍ଧନ ମିଡ଼ିଆ
    ମିଡ଼ିଆ ଦ୍ୱାରା ଏଭଳି ପରିସ୍ଥିତି

  • @smrutiart5133
    @smrutiart5133 5 หลายเดือนก่อน

    ହେତୁବlଦୀ ମତ ସମାଜ ରେ ଖରାପ୍ ପ୍ରଭାବ ପକାଉଛି

  • @jitusahoo551
    @jitusahoo551 2 ปีที่แล้ว +30

    ବୁଢା କୁ ମାତ୍ର 66. ସୁର ଭାଇ ସହ ଲଢେଇ କର ଦେଖିବା କାହାର କେତେ ଦମ.....

  • @bhubananandaswain3231
    @bhubananandaswain3231 2 ปีที่แล้ว +2

    ଏଭଳି ନୈରାଶ୍ୟଜନକ କାର୍ଯ୍ୟକ୍ରମ OTV ସଂସ୍ଥା ପ୍ରଶାରଣ କରେ ବୋଲି ମୁଁ କେଭେଁ ଚିନ୍ତା କରି ପାରୁନି । ନେତା, ସରକାରୀ ବାବୁ, ନାଟୁଆ, ଫାଟୁଆ,
    ଗାତୁଆ ସମସ୍ତେ ନିରୀହ ଜନସାଧାରଣଙ୍କୁ ହଳ ବୁଲାଇବା ନଜରକୁ ଆସିଛି । ଶେଷରେ ମିଡ଼ିଆ ଵାଲା ବି ହଳ ବୁଲେଇଲେଣି । ଛି ଛି ଛି ।

  • @pabitrabarik5963
    @pabitrabarik5963 2 ปีที่แล้ว +5

    ଯିଏ କହୁଚି ମୁ ଜୀବନ ଯାକ ଆମିଷ ଖାଏନି ତାଙ୍କର ଏତେ ଅଧର୍ଯ୍ୟ ,ରକ୍ତ ପୁରା ଗରମ,ଗୋରୁ ମାଂସ ଖାଇକି

  • @anantakumarnayak770
    @anantakumarnayak770 2 ปีที่แล้ว

    ଏ ଗୁଡ଼ାଙ୍କୁ କାହିଁକି ଏତେ ସମ୍ମାନ ଦଉଚ।ଦି କଉଡ଼ି ର ଲୋକ ଗୁଡା।କଣ ଆଉକାତ୍ ଅଛି। ଏ ଗୁଡା ଚୋରା ଗୁଡା। ଦେଖେଇ ହେଉଛନ୍ତି। ମୁସଲିମ ସମ୍ପ୍ରଦାୟ ଙ୍କୁ କହିବାର

  • @karmikanhu8283
    @karmikanhu8283 2 ปีที่แล้ว +122

    କିଛି ଦିନ ପରେ ସମୟ କହିବ ସତ କଥା । ଟିକେ ଅପେକ୍ଷା କରିବାକୁ ପଡ଼ିବ।

    • @Goutamgudulodiavlogs1
      @Goutamgudulodiavlogs1 2 ปีที่แล้ว +1

      Thik

    • @agnosticengineer
      @agnosticengineer 2 ปีที่แล้ว +3

      God-fearing People

    • @karmikanhu8283
      @karmikanhu8283 2 ปีที่แล้ว +1

      @@agnosticengineer We r Not sir, We say that the truth is coming out and Pakhandibadis r burning ,, but we r to wait ନମସ୍ତେ

    • @agnosticengineer
      @agnosticengineer 2 ปีที่แล้ว +3

      @@karmikanhu8283 who is Pakhandi according to you? People with no logic !!! Or People who wants Evidence and Proof

    • @BabaAndBaby11
      @BabaAndBaby11 2 ปีที่แล้ว +1

      @@agnosticengineer You are wasting your time man. Don’t argue with stupid people.

  • @gaganbiharinayak8713
    @gaganbiharinayak8713 2 ปีที่แล้ว

    ଭାରତୀୟମାନେ ବିଦେଶରେ ପ୍ରଧାନ ପଦ ପଦବୀରେ ରହି ଶାସନ କଲେଣି । ଏଠାରେ ମିଡିଆ ଜାତିବାଦ ନିରାକରଣରେ ବିଫଳ ହେଇ ବି ଏଠାରେ ହେତୁବାଦୀ ଓ ପରମ୍ପରାବାଦୀ କଥାର ନିଷ୍କର୍ଷ ବାହାର କରିବ କଣ ହିନ୍ଦୁ-ମୁସଲମାନ ଗଣିତ କଷାଉଛି ।

  • @belalsensenapati1300
    @belalsensenapati1300 2 ปีที่แล้ว +51

    ଆମେମାନେ ଧର୍ମ ବିଶ୍ୱାସକୁ ଛାଡି ବଞ୍ଚି ପାରିବୁ ନାହିଁ କି ବିଜ୍ଞାନକୁ ବାଦ ଦେଇ ଚଳି ପାରିବୁ ନାହିଁ। ଏକଥା ସମସ୍ତ ଆଧ୍ୟାତ୍ମିକ ସ୍ୱୀକାର କରିବେ। ଆଉ ଯେଉଁମାନେ ବିଜ୍ଞାନ ବିଜ୍ଞାନ ବୋଲି ହାଉଳି ହେଉଛନ୍ତି ସେମାନେ ହିନ୍ଦୁ ଧର୍ମ ଦର୍ଶନକୁ ଛାଡ଼ି ରହି ନାହାନ୍ତି କି ରହି ପାରିବେ ନାହିଁ।
    ସେମାନେ ଉତ୍ତର ଦିଅନ୍ତୁ କେହିଜଣଙ୍କର ବାପା ମାଆ କିମ୍ବା ନିଜେ ବି ବେଦିରେ ବିବାହ କରିନାହାନ୍ତି କିମ୍ବା ଫୁଲମାଳ ପକାଇ ଗାନ୍ଧର୍ବ ବିବାହ କରିନାହାନ୍ତି। ଏବଂ ଏଭଳି ବିବାହ ନିଜ ଭାଇଭଉଣୀ କି ନିଜ ପୁଅ ଝିଅର କରିବେ ନାହିଁ।
    ଉତ୍ତର ମିଳିଯିବ।
    ଚିକେନ୍ ବିରିଆନି କି ଆଉ ଅଭକ୍ଷ ପଦାର୍ଥ ଖାଅ, କିନ୍ତୁ ହିନ୍ଦୁ ଦର୍ଶନକୁ ସମାଲୋଚନା କରନାହିଁ।

    • @kishordharua
      @kishordharua 2 ปีที่แล้ว

      ଶନି ସୂର୍ଯ୍ୟ କୁ ଗିଲି ଦେଲା କି ସତରେ

    • @jchoudhury274
      @jchoudhury274 2 ปีที่แล้ว +2

      Right BHAI

    • @Inner.divinity
      @Inner.divinity 2 ปีที่แล้ว +5

      ଯଦି ଧାର୍ମିକ ଲୋକ ମାନେ କେବଳ ଗ୍ରହଣ ଦିନ ଉପବାସ କରିବା କୁ ଚାହିଁବେ , ସେଥିରେ କୋଉ ହେତୁବାଦୀ ଙ୍କ ଆପତ୍ତି ନାହିଁ କି ହେବା ଉଚିତ ନୁହଁ | କିନ୍ତୁ ଏ ମାନେ ଅନ୍ଧ ବିଶ୍ୱାସ କୁ ପ୍ରୋତ୍ସାହନ ଦେଉଛନ୍ତି , ମିଥ୍ୟା ଭୟ ର ବାତାବରଣ ସୃଷ୍ଟି କରୁଛନ୍ତି , ତେଣୁ ଏ ମୂର୍ଖ ଙ୍କୁ ଜବାବ ଦେବା କୁ ଏମିତି କରିବା କୁ ପଡୁଛି |

    • @alokswain7693
      @alokswain7693 2 ปีที่แล้ว

      ଠିକ୍ କଥା

    • @priyankadas3348
      @priyankadas3348 2 ปีที่แล้ว

      Sanatan Hindu dharmo re kon chicken mutton non veg khaeba ra porampora ochhi ki🙄 99% Hindu amiso khauchanty ,, kai setebele dharmo thik ochhi

  • @niranjanpanda8574
    @niranjanpanda8574 2 ปีที่แล้ว

    ହେତୁବାଦୀ ହିନ୍ଦୁ ବିଭାଜନକାରୀ ଗିରଫ୍ କର।

  • @dularim952
    @dularim952 2 ปีที่แล้ว +48

    ହେତୁ ବାଦୀ is right... ପ୍ରତାପ ରଥ Sir great work.. ଆରେ ଭାଈ.. ତମେ ତମ ଆସ୍ତା ଓ ବିଶ୍ଵାସ ରେ ଗୁଅ ଖାଆ କି ମୁତ ବି ପିଏ ଆମର ଆପତ୍ତି ନାହିଁ... ଆପତ୍ତି ସେତେବେଳେ ହୁଏ କି ତମେ ମାନେ ବିଜ୍ଞାନ ର logic.. ଦେଇ ଏହି ଧର୍ମର ରକ୍ଷକ ମାନେ ଲୋକ ଙ୍କୁ କହିଥାନ୍ତି.. ଆଉ କୁହ ନ୍ତି ଆମ ଧର୍ମଶାସ୍ତ୍ର ଓ ଜ୍ୟୋତିଷ ବିଜ୍ଞାନ, ପୁରାଣରେ ହଜାର ହଜାର ବର୍ଷ ରୁ ବିଜ୍ଞାନ ଅଛି ଦାବି କରନ୍ତି..!
    ଆରେ ଭାଈ..ମତେ ଟିକେ କହିବେ କି ଆମ ଶାସ୍ତ୍ର, ପୁରାଣ ରେ ଓ ଜ୍ୟୋତିଷ ବିଜ୍ଞାନ ରେ ଯଦି ବୋଉତିକ ବିଜ୍ଞାନ ଥିଲା ତ..? ଆଜି ପର୍ଯ୍ୟନ୍ତ ଗୋଟେ ଛୁଉଁଛି ଗବେଷଣା ବା ଆବିଷ୍କାର କରିପରିନଥିଲା..
    ଯଦି ଆମ ଶାସ୍ତ୍ର ପୁରାଣ ଓ ଜ୍ୟୋତିଷ ବିଜ୍ଞାନ ରେ ଅଛି.. ତାହା ହେଲେ ଆପଣମାନେ ଗୋଟିଏ କାମ କରନ୍ତୁ.. ଆପଣମାନେ ଆପଣଙ୍କର ପୁଆ ଝିଅ କୁ ଶାସ୍ତ୍ର ପୁରାଣ ଓ ଜ୍ୟୋତିଷ ବିଜ୍ଞାନ ପଢାନ୍ତୁ ଓ dostor, scientists, collector, engineer, lawyer ବନେଇ କି ଦେଖାନ୍ତୁ.
    ତାର ପରେ ମୁଁ ମାନିବି କି ସତରେ ତମ ଶାସ୍ତ୍ର ପୁରାଣ ଓ ଜ୍ୟୋତିଷ ବିଜ୍ଞାନ ରେ ବୋଉତିକ ବିଜ୍ଞାନ ଅଛି ବୋଲି..
    ଏବେ ଆସିବା ପରମ୍ପରା ଓ ସଂସ୍କୃତିକୁ..ଆରେ ଭାଈ.. ଆମ ଭାରତୀୟ ବା ଓଡ଼ିଆ ପରମ୍ପରା ଓ ସଂସ୍କୃତିରେ jeans 👕, jeans 👖 ଓ suit 👔 boot 🥾 ପିନ୍ଧିବାର ନାହିଁ.. ତାହା ହେଲେ ଆପଣମାନେ କାହିଁ କି ପିନ୍ଧୁଛନ୍ତି..?
    ଆମ ଭାରତୀୟ ଓ ଓଡ଼ିଆ ପରମ୍ପରା ଓ ସଂସ୍କୃତିରେ ତ ଦୁତୀ ଓ ଗାମୁଛା ପିନ୍ଧିନବାର ପରମ୍ପରା ରହିଛି.. ତମେ ମାନେ ଗୋଟିଏ କାମକର ଦୁତୀ ଓ ଗାମୁଛା ପିନ୍ଧିନ୍ତି କି ସମାଜରେ ବୁଲ..ତା ପରେ ହେତୁ ବାଦୀ ଙ୍କୁ ବିରୋଧ କରିବ। ଆଗ କାଳରେ ତୁମ ବାପା ଅଜା ସମୟରେ ହଇଜା ହେଲେ ଠାକୁରାଣୀ କହି ପୂଜା କରୁଥିଲେ ଓ ମେଡିକାଲ୍ ଯାଉଥିଲେ.ଏବଂ ଚିକେନ୍ ପକ୍ସ ହେଲେ ଠାକୁରାଣୀ କହୁଥିଲେ, ତମେ ଏବେ ସେୟା କରୁଛନା ମେଡିକାଲ୍ ଯାଉଛ..? ସତୀଦାହ ପ୍ରଥା.. ପୂର୍ବରୁ ସ୍ଵମୀ ମରିଗଲେ ସ୍ତ୍ରୀକୁ ସତୀପ୍ରଥା ମାଧ୍ୟମରେ ଜିଅନ୍ତା ଜାଳିଦେଉଥିଲେ.. ଏବେ ତମ ଏହା କୁ ପାଳନ କରିଥାନ୍ତି କି..?
    ଆଜ୍ଞା.. ଆମ ହିନ୍ଦୁ ଧର୍ମରେ ଏହି ବୋଲି ଅନେକ କୁ ପ୍ରଥା ଓ ପରମ୍ପରା ରହିଛି ଆସିଛି..ଏହି କୁ ପ୍ରଥା ଓ ଅନ୍ଧବିଶ୍ୱାସ କୁ ବିରୋଧଲେ.. ଆପଣଙ୍କର ଧାର୍ମିକ ଭାବନା କେମିତି ଆହାତ ମୁଁ କିଛି ବୁଝି ପାରୁନାହିଁ..ଆଉ ଗୋଟେ କଥା.. ଧାର୍ମିକ ଲୋକ logic..ଦେଅନ୍ତି କି. ପଥରକୁ ମାନିଲେ ଠାକୁର ନ ପଥର ବୋଲି କହିଥାନ୍ତି.. ଏହି ସମୟରେ ଜଣେ ବିଜ୍ଞାନ ବାଦୀ ଆସିକି କୁହେ କି ସର୍ବଜନିକ ସାମ୍ନା ରେ ଆଜ୍ଞା ଏଠା ଗୋଟିଏ ପଥର ଅଟେ..ତ ଏଇଠି ତାର ଧାର୍ମିକ୍ ଭାବନା ଆହାତ ହେଇଯାଏ.. କେମିତି କା ଧାର୍ମିକ ଭାବନା ଯେକେହି ପ୍ରଶ୍ନ ପାରିଲେ ଆହାତ ହେଇଯିଉଛି...😂😂ଜୟ.. ବିଜ୍ଞାନ ଜୟ ମାନବତା..🙏🙏

    • @puspamitrasa9335
      @puspamitrasa9335 2 ปีที่แล้ว +6

      Jabardast logic.....

    • @sudhansucreativeworld2418
      @sudhansucreativeworld2418 2 ปีที่แล้ว +6

      ଠିକ୍ କଥା କହିଛନ୍ତି ଆଜ୍ଞା, ଆମ ସମାଜରେ ଆଜି ପର୍ଯ୍ୟନ୍ତ ଅନ୍ଧବିଶ୍ୱାସ ରହିଛି। ତାକୁ ବାହାର କରିବାକୁହେବ ହେବ । କାଲି ଲୋକଙ୍କୁ ଧର୍ମ ନାମରେ ଭୁଆଁ ବୁଲାଉଛନ୍ତି ।ସମୟ ଆସିଲେ ସବୁ ଧରା ପଡ଼ିଯିବ । କାରଣ ସତ୍ କେବେ ଲୁଚି ରହେନା

    • @bharatbehera8671
      @bharatbehera8671 2 ปีที่แล้ว +3

      You are absolutely right... ଅନ୍ଧ ଶାସ୍ତ୍ର ନୀତି ପରମ୍ପରା ମାନୁଥିବା ପୁରୁଷମାନେ, ତାଙ୍କର ତଳ ଡ଼ାସ୍ ନ ଉଠିଲେ medicine ଦୋକାନରୁ ବାଟିକା ଟିଏ ଆଣି କାମ ହେଉଛି। ସେଇଟି ପରା ଆମୋ ବିଜ୍ଞାନ ତିଆରି କରିଛି।

    • @bapidibya365
      @bapidibya365 2 ปีที่แล้ว +5

      Acha science akhire maa,bhouni au stree sabu female ta tame nija gharu start kara maa bhouni stree sabu same, science akhire reproduction normal common procedure ta tame parents nku respect dounathiba science behaviour sikhaeni ....au rahila science katha science sabu padhuchanti nijaku ete gyani dekhani aji kali school re bi bohut science padhuchu but ame dharmku manibu kahinkina science bohut limited hable telescope asila pare bohut dekhila ta purbaru science dekhinathila mane nuha ki se exist karunathila science universe ra only 0.1% bi dekhini ki light speed re gale bi human civilization re Andromeda galaxy jae bi pahanchiba earth re 40% ocean bi reveal kariparini au science katha sabu dina badale aji eta thik kali au kou scientist kahiba bhul but ama dharma parents nku respect sikhae nature ku respect sikhae sympathy,care,love ,truth,sikhae ame tree, water,sun, fire, air ku puja karu khali human kn ame animal nku bi puja karu ama dharma sikhae srusti ra sabu kana re bhagwan achanti yaku humanity kahanti ama dharmre needy nku help kariba sikhae muka au inocent animal ki birds nku Mariki khaiba sikhaeni kn tanka ra bikala dekha jauni rakhyasa ye hetu badi nija khaibaku right prove pain science ra na nouchanti au hindu dharm ku devide pain try karuchanti jadi emananku rasta upare godeiki haniba darkar tahele agaku kie hindu dharm upare anguthi uthei baku daribe

    • @puspamitrasa9335
      @puspamitrasa9335 2 ปีที่แล้ว +2

      @@Chinmay563 Chinmay babu ate chiduchha kakinki....Ate possessive feel karani.....tuma irritation ta tuma tu/ta bhasa ru jana paduchhi...
      Ame jani paruchhu tumara bahut gyan achhi.. ok ..
      02 questions I am having please reply...
      Amar mahan sanatana Hindu Dharma re "BARNA BIBHEDA" ( Brahmana, Khyatriya, Baisya & Sudra) rahiba kete dura grahaniya....
      >21st century re rahibi apana "RAHU 0 KETU " concept re personally believe karanti ki....
      > Apananka pain kauta besi important..."Dharma na jati..." Kauta ku nei garba karanti....

  • @niranjansahoo2024-j7i
    @niranjansahoo2024-j7i 2 ปีที่แล้ว

    ଜନମଞ୍ଚ ଏମିତି ହୁଏନି। ଆପଣ କରୁଥିବା ପୋଗ୍ରାମ କୁ ସ୍ୱାଗତ କିନ୍ତୁ ଏଭଳି ନୁହେଁ। ଖୋଲା ଖୋଲି ଜନତା ଙ୍କ ସମ୍ପର୍କ ରେ ଆସି ମତ ନିଅନ୍ତୁ।

  • @Master_ofWhy
    @Master_ofWhy 2 ปีที่แล้ว +76

    ଏ ମାଗିହା ମିଡ଼ିଆ ପେଳ ମୋର ବାଣ୍ଡ ମାଗିହେ ନିଜର trp ପାଇଁ ସେମାନଙ୍କୁ କଣ ପାଇଁ ଝଗଡା କରାଉଛ ମଞ୍ଚ କୁ ଡ଼ାକିକି??

    • @anuskabhoi1679
      @anuskabhoi1679 2 ปีที่แล้ว +2

      Right

    • @Rajababu-gk6kp
      @Rajababu-gk6kp 2 ปีที่แล้ว +2

      ସେ ମିଡ଼ିଆ କାଠ ପାଳିଆ ଦରକାର

    • @s2fire44
      @s2fire44 2 ปีที่แล้ว +1

      You are right bro 🤣🤣🤣

    • @bholeswarkishan2249
      @bholeswarkishan2249 2 ปีที่แล้ว +1

      ସତ କଥା ଭାଇ

    • @pintupradhan9737
      @pintupradhan9737 2 ปีที่แล้ว +2

      Odisa re ete sabu News bala jogu ye bhali faltu Katha News ku Anu Chanti .au hetu badi mg gura wife mane Laguchi sindura pindhu nathibe .😁

  • @uditnarayanpradhan5324
    @uditnarayanpradhan5324 2 ปีที่แล้ว

    ହlତିବାଦୀ ମାନେ ହେତୁରଖି କଥା କହୁଛନ୍ତି, ନୂଆ ଆଶା ର ମଶାଲ ଧରି ଆଗକୁ ମାଡିଲେଣି l ପରିପାଶ୍ୱିକ ଜ୍ଞାନ ଅଭାବ ରୁ ବିଜ୍ଞାନ ଗତି ଧାୱନ, ମାଡିଚାଲ

  • @samyaksartandnature5149
    @samyaksartandnature5149 2 ปีที่แล้ว +24

    ବ୍ରାହ୍ମଣ ମାନଙ୍କ ଧନ୍ଦା ମୂଳକ କାର୍ଯ ଉପରେ ହେତୁବାଦୀ ମାନଙ୍କ କୁଠାର ଘାତ। ଗୋଟିଏ ଗୋଷ୍ଠୀର ଧାର୍ମିକ ଦୋକାନ ବନ୍ଧ କରିବାର ପ୍ରୟାସ କଲେ ଧାର୍ମିକ ଦୋକାନୀ ମାନେ ବ୍ୟସ୍ତ ବିବ୍ରତ ହୋଇପଡ଼ିବା ଏକ ସ୍ବଭାବିକ କଥା।
    ଧାର୍ମିକ କୁସଂସ୍କାର କୁ ବିରୋଧ କଲେ ଧର୍ମାନ୍ଧ ମାନଙ୍କ ସାମ୍ନା କରିବାକୁ ପଡ଼ିବ।

    • @anilkumarjena7590
      @anilkumarjena7590 2 ปีที่แล้ว +1

      ଭାଇ କଥା ପଦେ କହିଲ, ମୁଁ ଏଥିରେ ଏକମତ.......

    • @rajeshbag4453
      @rajeshbag4453 2 ปีที่แล้ว

      Aadhyamikata ur sciencenre faraki6inahi samantabadi bicharka mane scienceku Aada aakhire dekhanti

  • @batapattanaik3401
    @batapattanaik3401 2 ปีที่แล้ว

    ପକୀ ଗାଲୁଆ, ହଜର ,ହଜାର , ଲୋକ ଭୋକ,ଉପାସ ରେ ରହୁଅଛନତ ଗରିବି ହେତୁ ସେତେବେଳେ ଏ ଶଳାପାଟି ଚୁପ କାହିକିଁ, ଆଜି ଶଳାର ଦରଦ ବୋହି ପଡୁଛି , କିଛି ନୁହଁ ସବୁ ଚାଲବାଜି କଥା, ଏ ଶଳା ଅସଲ ମାଦରଚୋଦ, ମୂଖ୍ଯ ।ଗାଲୁଆ , ଆକୁ କଣ ଓଡିଶାରେ କେହି ଜଣେ ସାଧ୍ଯ କରିବାକୁ ନାହାଁନି ଦୁଇ ଜାବଡା ବାଜିଗଲେ ରାସାତାକୁ ଆସିବାକୁ ଗୋଟେ ମିନିଟ ଲାଗତାନି । ଏଇ ଗୋଟେକୁ ସାବାଡ କରିଦେଲେ , ବିରି ମାଡ ଦେଖି କୋଳଥ ଚେପା ଭଳି ବାକି ସଜାଡି ହୋଇଯାଆନ୍ତେ । ତା ବୋପା, ମା' ର' କୂଳ ବୁଡିଲା ବେଳକୁ ଏଇ ଭଳି ଘୋଡାମୁହାଁ ପୂୁଅ ଜନମ ହୁଏ ।

  • @kanheihial514
    @kanheihial514 2 ปีที่แล้ว +16

    ସେହି ଭଗବାନ ମାନଂକର ସଂସ୍କୃତି ଆମେ ଅନୁସରଣ କରୁଛୁ ଆଉ।

  • @mallick7473
    @mallick7473 2 ปีที่แล้ว

    ଭାଇ ଯିଏ ବିଜ୍ଞାନ କୁ ମାନୁଛି ତାକୁ ତା ବାଟରେ ଛାଡ଼, ଯିଏ ଶାସ୍ତ୍ର କୁ ମାନୁଛି ତାକୁ ତା ବାଟରେ ଛାଡ଼. କାରଣ ମଣିଷ ସମାଜରେ ବିଭିନ୍ନ ପ୍ରକାର ର ଲୋକ ବସବାସ କରୁଛନ୍ତି, ବିଭିନ୍ନ ଜାତିର ଲୋକ ରହୁଛ ନ୍ତି, ତେଣୁ କାହାରିକୁ ଜବରଦସ୍ତି କରିବାଟା ଭୁଲ...

  • @santoshmohapatra3061
    @santoshmohapatra3061 2 ปีที่แล้ว +60

    ଏବେ କଣ ଗାଣ୍ଡିରେ ପଶୁଛି ଧର୍ଯ୍ୟ ? ଭଡୁଆ କୋଉଠିକାର । ଅଲଗା ଧର୍ମ ଉପରେ କହିଲେ ଠିଆ ଠିଆ ପେଲିଦେବେ ଅଜା

    • @pintupradhan9737
      @pintupradhan9737 2 ปีที่แล้ว +2

      Right

    • @subasacharanasahu9169
      @subasacharanasahu9169 2 ปีที่แล้ว

      Right

    • @gayatrisabar7135
      @gayatrisabar7135 2 ปีที่แล้ว

      Bhai emankra hindu upare katha kahibaku muhh badhigaka kehi hindu muhh ku band na karebaru emnak muh badhuchi emank pain hindu upar ku anguthi utheiba common heigala thare kebe Christian au Islam upar ku b anghuthi dekhantu sete bele ae hetu manis aethi nuha duniya chadi ki paleithiba hindu mane ae manis ki khyama kariki chadi dauchanti alaga religion lok kebe chadibrni

  • @kaliadas6008
    @kaliadas6008 2 ปีที่แล้ว +2

    ଆରେ ଭାଇ.. ଧର୍ମ. ସଂସ୍କୃତି. ବଞ୍ଚିରହୁ. ବିଜ୍ଞାନ ବି ତା ବାଟରେ ଥାଉ.. ଯଦି ଧର୍ମ କୁ ଭୁଲି ନିରୋଳା ବିଜ୍ଞାନ ପଛରେ ପଡିବା. ମଣିଷ ମାନେ ସବୁ ଏଇ ହେତୁବାଦୀ ଙ୍କ ଠାରୁ ଶିଖି ନିରୋଳା ବିରିୟାନୀ. ମଟନ. ମଦ. ଚିକେନ ଖାଇ ଉତ୍ତେଜିତ ହେଇ ଗୋଡେଇ ଗୋଡେଇ ଝିଅଙ୍କୁ ରେଫ କରିବେ.. ଜ୍ଞାନ ଭ୍ରଷ୍ଟ ମା. ଭଉଣୀ ଙ୍କୁ ମଧ୍ୟ ମାନିବେନି. କୁକୁର ଠୁ ହୀନ ହେଇଯିବେ... ତେଣୁ ଜ୍ଞାନ ବି ଥାଉ ବିଜ୍ଞାନ ବି ଥାଉ.

  • @santoshswain7624
    @santoshswain7624 2 ปีที่แล้ว +41

    I support our sanatan hindu dharma, culture and bramhin samaj.

    • @kumarsantosh6427
      @kumarsantosh6427 2 ปีที่แล้ว +2

      Bramhin samaj kana teki dharuchanti

    • @priyankadas3348
      @priyankadas3348 2 ปีที่แล้ว +1

      You support sanatan Hindu dharmo but you eating non veg ,, chicken mutton fish 😂😂🙄

    • @sgrvlog9837
      @sgrvlog9837 2 ปีที่แล้ว +2

      Bramhin Samaja Gote Kalanka

    • @maminacts9316
      @maminacts9316 2 ปีที่แล้ว +2

      Bhai bramhan ra artha kn jani6a ki???🤔🤔

  • @a.k.sahooindia245
    @a.k.sahooindia245 2 ปีที่แล้ว

    ରଥ ବାବୁଙ୍କର ମୁଣ୍ଡ କାମ କରୁନି ବୋଧେ ହୁଏ, ସେ
    ବିଜ୍ଞାନର କଥା କହୁଛନ୍ତି,ସେ କହିବେକି ଶ୍ରୀମନ୍ଦିରର ବାନା କାହିଁକି ପବନର ବିପରିତ ଦିଗରେ ଉଡେ, ବିଜ୍ଞାନ ଫେଲ ମାରିଛି

  • @aaentertainment9228
    @aaentertainment9228 2 ปีที่แล้ว +18

    ଧର୍ମ ନାଁ ରେ ଲୋକଙ୍କୁ ଉପାସ ରଖିବା ଅଧର୍ମ ନୁହେଁ କି
    ପରାଗ/ଗ୍ରହଣରେ ଉପାସକୁ ବାଧ୍ୟତାମୂଳକ କରାନଯାଉ
    ତମ ପେଟ ପୁରା ଅଛି ବୋଲି ଆଉ କେହି ଭୋକରେ ନଥିବେ ଏ କଥା ଭାବିବା ଭୁଲ
    ଯଦି ପେଟରେ ଭୋକ ଅଛି ଖାଦ୍ୟର ଆବଶ୍ୟକତା ଅଛି ତାହେଲେ ଗ୍ରହଣ ହେଉ କି ପରାଗ ଖାଇବାରେ ଅସୁବିଧା ନାହିଁ

    • @marketingdigital2409
      @marketingdigital2409 2 ปีที่แล้ว +1

      Apana thik kahuchhanti but problem is that " Bhala book📚" sahajare bujhiparanti nahi . Kichhi loka totali bujhi paranti nahi aau kichhi loka parabarti samayare bujhijanti

    • @aaentertainment9228
      @aaentertainment9228 2 ปีที่แล้ว

      @@marketingdigital2409 ହଁ

    • @asishperai188
      @asishperai188 2 ปีที่แล้ว +1

      Right

  • @pravaspatra3939
    @pravaspatra3939 2 ปีที่แล้ว

    ହେତୁବାଦୀ ବୁଢ଼ା ପାଗଳ ହୋଇଯାଇଛି

  • @bhubanmohanta743
    @bhubanmohanta743 2 ปีที่แล้ว +66

    ହେତୁବାଦୀ ମୋଉଷା ଏତେ ରଗନ୍ତୁନି ମୋ ବିଜ୍ଞାନ କୁ ଯଦି ଭଗବାନ ବୋଲି ଭାବୁଛନ୍ତି ବିଜ୍ଞାନ କହୁଛି ଛିଡା ହୋଇ ପରିସ୍ରା କରିବା ପାଇଁ ଶାସ୍ତ୍ର କହୁଛି ବସିକି ପରିସ୍ରା କରିବା ପାଇଁ ।ଆପଣ ହେତୁବାଦୀ ମନେ ଝାଡା ବସିଲା ବେଳେ ଛିଡା ହଇକି ପରିସ୍ରା କରନ୍ତିକି

  • @pramodkumarrout1747
    @pramodkumarrout1747 21 วันที่ผ่านมา

    ହେତୁବାଦ ବାଦୀ ଜିନ୍ଦାବାଦ

  • @dk...bankerschoice...4320
    @dk...bankerschoice...4320 2 ปีที่แล้ว +5

    Pratap ratha bohut intelligence person,, emiti situations sia kadapi adjust kariparibe

  • @jagannathmishra1599
    @jagannathmishra1599 4 หลายเดือนก่อน

    ତୁମ ଭଳି ବିକ୍ରି ହେଇଯାଇଥିବା ସାମ୍ବାଦିକ ଆଗରେ ନ ବସିବା ଭଲ. ଯେତିକ ଚିଲାଉଥିବା panelist ଆଣୁଛ. ପ୍ରତାପ ରଥ ଭଳି ଭଦ୍ର ଲୋକଙ୍କ ସ୍ଥାନ ସେଠି ନାହିଁ

  • @tejarajabehera4092
    @tejarajabehera4092 2 ปีที่แล้ว +6

    ଭାରତ ବର୍ଷ ସୁଧୁରି ବାକୁ ଆହୁରି ଅନେକ ବର୍ଷ ଲାଗିଯାଇପାରେ, ଯେପରି ଗାଲିଲିଓ ଙ୍କ ବାର୍ତ୍ତା କୁ ତାଙ୍କ ମୃତ୍ୟୁ ର ଅନେକ ବର୍ଷ ପରେ ସତ୍ୟ ବୋଲି ମାନିଥିଲେ l

  • @kunalkunal8957
    @kunalkunal8957 2 ปีที่แล้ว

    ପ୍ରତାପ ବୁଢା କୁ ପଚାର ରମଜାନ୍ ବିଷୟ ରେ କିଛି କହୁ

  • @duryodhanparida8260
    @duryodhanparida8260 2 ปีที่แล้ว +6

    କୋର୍ଟରେ ଦୋଷୀକୁ ବି ତାପକ୍ଷ କହିବାକୁ ମିଳେ, କିନ୍ତୁ ଏଠି ହେତୁବାଦୀ କୁ କୁହାଇ ଦେଉନାହାନ୍ତି, ସେ ବାହାରିଗଲେ ଭୁଲ ରହିଲା କେଉଁଠି,

  • @namonarayana_studychannel-01
    @namonarayana_studychannel-01 2 ปีที่แล้ว +1

    ବର୍ତ୍ତମାନର ମୂର୍ଖ ମଣିଷ ସଦ୍ ବୁଦ୍ଧି ହରାଇ ବସିଛି।

  • @thenovelteller8016
    @thenovelteller8016 2 ปีที่แล้ว +33

    ଏହି ଅବସର ରେ ଗୋଟେ ସୁନ୍ଦର ଗଳ୍ପ ଟି ଏ ମନେ ପଡେ, ଯାହା ବର୍ତ୍ତମାନ ର ପରିସ୍ଥିତି ସହ ଠିକ୍ ଖାପ ଖାଉଛି, ଶୀତ ରାତି ର ଜଙ୍ଗଲ , ଦଳେ ମାଙ୍କଡ ବସି ଥରୁ ଥାଆନ୍ତି, ନିଆଁ ଟିକେ କଉଠୁ ପାଇଗଲେ , ନିଆଁ ପୋଇଁବେ ବୋଲି ଆଶା ,ଗଛ ର ଉପର ଡାଳ ରେ ବସିଥିଲା ଗୋଟେ ଛୋଟ ପକ୍ଷୀ, ଠିକ୍ ସେ ସମୟ ରେ ଜୁଳୁ ଜୁଲିଆ ପୋକ ଟା ଏ ଗୋଟେ ମାଙ୍କଡ ପାଖ ଦେଇ ଉଡିଗଲା, ମାଙ୍କଡ ଟା ସାଥୀ ମାଙ୍କଡ ଙ୍କୁ କହିଲା ହେଇରେ ନିଆଁ,ଧର ,ଚଢ଼େଇ ଟି ମାଙ୍କଡ ଙ୍କୁ ବୁଝାଇବାକୁ ଯାଇ କହିଲା ଆରେ ସେଟା ନିଆଁ ନୁହେଁ ପୋକ ଟା ଏ, ମାଙ୍କଡ ରାଗି ଯାଇ କହିଲେ ଆମେ ଏତେ ସବୁ ମାଙ୍କଡ ସମସ୍ତେ ସେଟା କୁ ନିଆଁ କହୁଚୁ,ତୁ ଗୋଟେ ଛୋଟ ପକ୍ଷୀ ତୁ କହିବୁ ପୋକ ,ତୁ ପାଗଳ ଟା,ଏମିତି କହି ମାଙ୍କଡ ସେ ଯୁକୁଜୁଲିଆ ପୋକ କୁ ଧରିବାକୁ ଗୋଡାଇଲେ , ପକ୍ଷୀ ଟି ବାର୍ ବାର୍ ବୁଝାଉ ଥାଏ ,କିନ୍ତୁ ଶେଷ ରେ ମୂର୍ଖ ମାଙ୍କଡ ଦଳେ ବିରକ୍ତ ହୋଇ ସେ ପକ୍ଷୀ ଟିକୁ ମାରିଦେଲେ , moral - ମୂର୍ଖ ଲୋକ ଙ୍କୁ ଜ୍ଞାନ ଦେବା ହିଁ ବ୍ୟର୍ଥ । * ଏଠାରେ ପକ୍ଷୀ - ହେତୁବାଦୀ ଓ ମାଙ୍କଡ ଦଳ - ଏ ଧର୍ମ ର ଠିକାଦାର ,like if you agree।

    • @amareshbhoi2747
      @amareshbhoi2747 2 ปีที่แล้ว +1

      Kana kahila bhai right 👍

    • @shivamkisku519
      @shivamkisku519 2 ปีที่แล้ว +3

      ହେତୁ ବାଦି କିଛି କାଂଶରେ ଠିକ୍

    • @puspamitrasa9335
      @puspamitrasa9335 2 ปีที่แล้ว +1

      It is completely appropriate and applicable in this context..jabardast.......

    • @satyanarayan8658
      @satyanarayan8658 2 ปีที่แล้ว +1

      👌

    • @1991Mahendra
      @1991Mahendra 5 หลายเดือนก่อน

      ହେତୁ ବାଦି ମାଙ୍କଡ଼

  • @Mrsinuodiavlog
    @Mrsinuodiavlog 2 ปีที่แล้ว

    ହେତୁବାଦୀ ବାଳ ବାଦି ତମେ ଶଳେ ଆଗ ଶୃଙ୍ଖଳା ଶିଖ ତା ପରେ କଥା ବାର୍ତ୍ତା କରିବ

  • @kailashswainkailashswain6878
    @kailashswainkailashswain6878 2 ปีที่แล้ว

    ଅନ୍ୟ ଧର୍ମ ସମ୍ପ୍ରଦାୟ ହୋଇଥିଲେ ବୁଢ଼ା ଜିଭ କଟାସରନ୍ତାଣି କେବେଠାରୁ।ଅଧିକ ଗପୁ ନ ଥାଆନ୍ତା।

  • @Gobinda375
    @Gobinda375 2 ปีที่แล้ว +3

    ଦୟାକରି ଆପଣ ମାନେ ଦେଖିବେ କିଏ ଭକ୍ତ, କିଏ ପାପି ଏ ସଂସାର ରେ ଅଛନ୍ତି।ମୋର ଆଉ ଗୋଟିଏ ଲେଖାକୁ ପଢନ୍ତୁ। ଆପଣାଙ୍କୁ ଅନୁରୋଧ।

  • @abinashnayak8840
    @abinashnayak8840 2 ปีที่แล้ว +1

    ଏ ହେତୁଆ ମାନଙ୍କ ପାଇଁ ଆଜି ଆମ ସମାଜ ନଷ୍ଟ ହବକୁ ବସିଲାଣି

    • @sgrvlog9837
      @sgrvlog9837 2 ปีที่แล้ว

      Bramhin Mananaka Pain Ama Samaja Nasta Heijaichi Hetubadi nka pain nuha

  • @marndi3221
    @marndi3221 2 ปีที่แล้ว +3

    ବାଳ ଧର୍ମ ଦେଖାଉଛ । ଆଗ ଝିଅ ପିଲାଂକୁ ଛୁଟ ଛୁଟ ଡ୍ରେସ ପିନ୍ଧିବା ବଦଳ ରେ ନିଜ ଇଯତ ଲୁଚୁଥିବା ଡ୍ରେସ ପିଧିବାକୁ କୁହନ୍ତୁ । ନିଜ ପରମ୍ପରା ବି ବଞ୍ଚିବ ଆଉ ଝିଅ ରେପ୍ ରୁ ବି ବଞ୍ଚିବେ । ତା ପରେ କିଛି ବକ୍ ବକ୍ ହବ ।

  • @MRShark7
    @MRShark7 2 ปีที่แล้ว

    ଆରେ ମାଗିଆ ସବୁବେଳେ ହିନ୍ଦୁ ମାନେ ଯୋଉ ଧର୍ମ ସଂସ୍କୃତି କୁ ପାଳନ କରୁଛନ୍ତି ତମ ଗାଣ୍ଡୀ ଫାଟୁଛି କଣ ପାଇଁ। ମୁସଲିମ ମାନେ ଇଦ ରେ ଗୋଟେ ମାସ ପର୍ଜ୍ୟନ୍ତ୍ ଉପାସ ରଖନ୍ତି । ତାଙ୍କ ଧର୍ମ ରେ କଣ କେହି ହେତୁବାଦି ନାହାନ୍ତି। ସେମାନେ ନିଜ ଧର୍ମ କୁ ସମ୍ମାନ ଦିଅନ୍ତି। ଆଉ ଏ ମାଗିଆ ସେମାନଙ୍କୁ କିଛି କହିପାରିବନି କହିଲେ 56 ଟା ମୁସଲିମ ଦେଶ ଗେହି ଦେବେ ଆକୁ

  • @theriseingsambalpur8780
    @theriseingsambalpur8780 2 ปีที่แล้ว +3

    ଏ ଅଶିକ୍ଷିତ ସମାଜ ର ଲୋକ ଆଜି ବି ମଧ୍ୟକାଳୀନ ବିଶ୍ଵାସ ରେ ବଞ୍ଚୁ ଛନ୍ତି । ଏ T V chenel ଵାଲା ବି କେତେ ମୂର୍ଖ କି ଶିକ୍ଷା ଶ୍ଵାସ୍ଥ୍ୟ ନିଯୁକ୍ତି ନୁତନ ଚିନ୍ତା ଛାଡି କେବଳ ଧର୍ମ ଭବନରେ ମାତି ଛନ୍ତି

  • @pabitradas8181
    @pabitradas8181 2 ปีที่แล้ว

    ଖାଇବା ସହିତ କିଛି ସମ୍ପର୍କ ନାହିଁ, ଯେମିତି ଯାହାକୁ ଭଲ ଲାଗୁଛି ସେ ଭାରତ ପରି ଗଣତନ୍ତ୍ର ଦେଶରେ କରିପାରିବ କିନ୍ତୁ ଦେଖେଇ ହୁଅନା. ହିନ୍ଦୁ ସଂସ୍କୃତି କୁ ଟିକେ ସଂମାନ ଦିଅ. ତମେ ତ ମାରିବାକୁ ବସିଲଣି ତମକୁ କିଛି ଫରକ ପଡିବ ନାହିଁ କିନ୍ତୁ ନୂତନ ଯୁବ ପିଢିଙ୍କୁ ନଷ୍ଟ କରନାହିଁ.

  • @shivabhai1264
    @shivabhai1264 2 ปีที่แล้ว +6

    ଥିଲେ ଥାଉ ପଛେ ବୁଦ୍ଧି ହଜାର , ଗୁଣ ନ ଥିଲେ ସବୁ ଅସାର ।

  • @hareshkumarpatel4586
    @hareshkumarpatel4586 2 ปีที่แล้ว

    British ୧୮୩୫ ଶିକ୍ଷା ନୀତି ପରିର୍ବତନ ଆବଶ୍ଯକ ନହେଲେ ଏଇମିତି ଆଉ କଉକଉ ବାଦି ବାହରିବେ କହି ହେବନାହିଁ।

  • @akashsethi3849
    @akashsethi3849 2 ปีที่แล้ว +65

    ଧର୍ମ ରହିଛି ସବୁ ଦିନ ପାଇଁ ରହିବ କିନ୍ତୁ ଆମ ଆମ ଭିତରେ କଳହ ସୃଷ୍ଟି କରନ୍ତୁ ନାହିଁ କାରଣ ଭାରତ ହେଉଛି ଧର୍ମ ନିରପେକ୍ଷ ରାଷ୍ଟ୍ର, ତେଣୁ ଭାରତ ବର୍ଷ ରେ ରହୁଥିବା ସବୁ ଲୋକ ଆମ ନିଜର , ଯେଉଁ ମାନେ ଏହାକୁ ସମ୍ପୂର୍ଣ ଭାବରେ ବୁଝପାରିଲେ ସେମାନେ ଙ୍କ ପାଇ ଠିକ୍ କିନ୍ତୁ ଏହି ଆଧୁନିକ ସମାଜରେ ମଧ୍ୟ ଆମେ ବିଜ୍ଞାନ କୁ ସ୍ଥାନ ଦେଇଛୁ ,ତେଣୁ ଧାର୍ମିକ ଓ ବିଜ୍ଞାନ ଙ୍କୁ ଆମେ ଗ୍ରହଣ କରିବା ଉଚିତ , ତେଣୁ ଜଣ କୁ ଧରି ଆଉ ଜଣ କୁ ଛାଡ଼ିବା ଉଚିତ ନୁହେଁ, ଯିଏ ଯେଉଁ ପରି ଭାବେ ନିଜକୁ ଅତିବାହିତ କରିପାରିଲା ତାହା ପାଇଁ ମଧ୍ୟ ଆମ ସମ୍ବିଧାନ ରହିଛି ଯା ପାଇଁ ଆଜି ଆମେ ଭାରତୀୟ ବୋଲି ଗର୍ବ କରୁଛେ, ପରନ୍ତୁ ଧାର୍ମିକ ଭାବନା ମଧ୍ୟ ଆମ ଜୀବନ ରେ ରହିଛି ଏହା ସବୁ ଦିନ ପାଇଁ ରହିବ 🙏Jay Jagannath 🙏

    • @naturecreation477
      @naturecreation477 2 ปีที่แล้ว

      Right

    • @Thephilosopher319
      @Thephilosopher319 2 ปีที่แล้ว

      🔔🔔🔔🔔🔔

    • @mr.siboofficial8133
      @mr.siboofficial8133 2 ปีที่แล้ว +1

      Dharmaha Rakshito Rakshita Ha 🙏🏻🕉🚩

    • @bharatbehera8671
      @bharatbehera8671 2 ปีที่แล้ว +3

      ଆପଣଙ୍କ ମତ ଠିକ୍, ହେଲେ ଭଗବାନ ଆମ ମନୁଷ୍ୟ ଜାତିକୁ ସମାନ ଭାବରେ ଗଢ଼ିଛନ୍ତି, ତ ଶାସ୍ତ୍ର, ଧର୍ମ ନାଁ ରେ ଜାତିଭେଦ, ଅଛୁଆଁ, ଘୃଣା, ହିଂସା ବାଛବିଚାର କାହିଁକି? ମନ୍ଦିରକୁ ପ୍ରବେଶ ମନା ମଧ୍ୟ। ଇଏ ଅନ୍ଧ ଶାସ୍ତ୍ର ନୀତି ପରମ୍ପରା ନୁହେଁ ତ ଆଉ କଣ ?

    • @mr.siboofficial8133
      @mr.siboofficial8133 2 ปีที่แล้ว +2

      @@bharatbehera8671 hoi re Seta Muslim & Christians korila beloku to kain kichi kounu., Semane tanko dharma ku kia Apamana korile mundo upare mundo godai deba, Au Amo hindu Dharma ku kain Ete sobu balo Question...??
      Emitire Semane Sobu guda Missionary Converted sola gudako 🤬

  • @dharitreecreations3207
    @dharitreecreations3207 2 ปีที่แล้ว

    ବାହାହୋଇଛୁ ବୋଲି ମାଇକିନିକୁ ରାସ୍ତା ରେ ଧରି
    ସୋଇ ପଡେ ।

  • @SOUMYA20011
    @SOUMYA20011 2 ปีที่แล้ว +14

    ମୁଁ କହିବାକୁ ଚାହେଁ ଯେ ଦିନେ ଦିନେ fasting ( ଅପାସ) ରହିବା ଟା ଦେହ ପାଇଁ ଭଲ ,,,କିନ୍ତୁ ସେଇଟା ନିଜ ଇଚ୍ଛାରେ ଗୋଟେ ମଣିଷ କରିବା,,,ଯେବେ ତାକୁ comfortable feel ହେବ ସେ ସେଇଦିନ fasting କରିବ,,,, ବ୍ରାହ୍ମଣ ମାନେ ଏ rule ଲେଖିଦେବେ ଆଉ ଲୋକମାନେ ତାକୁ ଅନ୍ଧ ଭଳି ମାନିବେ ଆଉ ଯଦି କିଏ question କରିବ,,ତାକୁ ସବୁ ଧର୍ମ ଦ୍ରହି କହିଦେବ,,,, indirectly କୁହା ଯାଉଛି ଯେ ବ୍ରାହ୍ମଣ ମାନେ କେବଳ ଜ୍ଞାନୀ ଆଉ ସବୁ ଏଠି ମୂର୍ଖ 😂😂😂😂

  • @ManasKar623
    @ManasKar623 2 ปีที่แล้ว

    ତୁ ଏମିତି ହେତୁବାଦୀ ଯେ ତୁ ଲଙ୍ଗଳା ହୋଇ ବୁଲିବୁ ତୋତେ ଛାଡ଼ିଦେବେ.

  • @surendrasabar9425
    @surendrasabar9425 2 ปีที่แล้ว +6

    ହେତୁବାଦି ସାର୍ ଠିକ୍ କହିଛନ୍ତି

    • @surendrasabar9425
      @surendrasabar9425 2 ปีที่แล้ว

      କିଛି ଅସୁବିଧା ହେବନି

  • @sriharirout4017
    @sriharirout4017 2 ปีที่แล้ว

    ହଁ, ମୁଁ ସେ ହେତୁବାଦୀ ମଉସାଙ୍କ କଥାକୁ ସମ୍ମାନ ଜଣାଉଛି ଯେ ତୁମର ଇଛା ହେଲା ତୁମେ ଖାଇଲ କିନ୍ତୁ ଲୋକମାନଙ୍କୁ ଉସୁକାଇବା କ'ଣ ଦରକାର।ଆମେ ଆମ ଧର୍ମକୁ ବିଶ୍ବାସ କରୁ ସେଇଟା ଅନ୍ଧ,ମୂକ,ବଧିର ଯାହାବି ହେଉ।ସବୁ ଧର୍ମରେ ବି ସେଇୟା।ତୁମେ ଆଜି କହିବ ପର ସ୍ତ୍ରୀ ପାଖକୁ ଗଲେ ପାପ ନୁହେଁ ତାହା କ'ଣ ଆମେ ଗ୍ରହଣ କରିବୁ। ସେମିତି ହେଲେ କହି କାହାରିକୁ ମାନିବେ ନାହିଁ ଯାହାଫଳରେ ମଣିଷ ଏ ସମାଜରେ ବଞ୍ଚିବା କଷ୍ଟକର ହେଇଯିବ।ଯାହାର ଏ ସବୁ ଉପରେ ବିଶ୍ବାସ ନାହିଁ ସେ ନ ମାନି ପାରେ କିନ୍ତୁ ନିଜର ବଳୟ ଭିତରେ ରହି।ନିଜର ପରିଧି ବାହାରକୁ ଆସି ପ୍ରଚାର କରିବା ମୋ ମତରେ ଠିକ୍ ନୁହେଁ।

  • @saswatijena9426
    @saswatijena9426 2 ปีที่แล้ว +8

    Bhabani sir mora sabuthu favorite Reporter

  • @kanheihial514
    @kanheihial514 2 ปีที่แล้ว

    ଆମ ସାସ୍ତ୍ର କୁହେ ପାପି ମାନଂକୁ ବିନାଶ କରିବାକୁ ଭଗବାନ ଅବତାର ନିଅନ୍ତି । ଏହି ଜଗତରେ କିଏ ପାପ କରି ନାହିଁ? କିଏ ପବିତ୍ର? ସମସ୍ତେ ପାପ କରିଛନ୍ତି। ଆମେ ସମସ୍ତେ ପାପି, ତାହେଲେ ଆମକୁ ହିଁ ପ୍ରଥମେ ବିନାଶ କରିବେ। ନା ଆଉ କ'ଣ?

  • @debigoudrdb8809
    @debigoudrdb8809 2 ปีที่แล้ว +12

    କେତୁ ଗୋଡ଼େଇଲାଣି ସମସ୍ତ ଙ୍କୁ .କେମିତି ପ୍ରତିକାର କରିବେ .କେତେମାସ ରହିବ .ଦେଖିବାକୁ ରହିଲା

    • @bapidibya365
      @bapidibya365 2 ปีที่แล้ว

      Thik achi mun khandayata but mun respect due kahinkina sabu dharmare achanti sikhre dharma guru, Christian re father,muslim nka molana emiti sabu dharma re gote gosti thae jie bhagwan nka seba karuchanti but tanku kaha gandire dum achi insult kariki dekha tanka festivals re emiti kariki dekha jadi gote bi sun rise dekhiba kahiba ghare pasiki hanibe jou dina sabu hindu jagruk Hebe yogi Adityanath bhalia cm asibe au Ayodhya bhalia war muslim nuha hetubadi nka bhali rakhyasa nka saha karibe sedina emananka mrityu sunischita mala bele rama nama bi asibani muha ru

    • @debigoudrdb8809
      @debigoudrdb8809 2 ปีที่แล้ว +1

      @@bapidibya365 ଭାଇ ହେତୁ ବାଦୀ ଙ୍କୁ କେତୁ ବାଦୀ କୁହାଗଲା ଗୃହ ଶତ୍ରୁ ବିଭୀଷଣ କହିଲେ .ସେଥି ପାଇଁ ଏମିତି କମେଣ୍ଟ

  • @gadadharbehera2520
    @gadadharbehera2520 2 ปีที่แล้ว

    ଖଣ୍ଡାୟତ ଙ୍କ ଘରେ ଚାଉଳ ପିଣ୍ଡଦାନ ଦିଆଯିବ ବାହ୍ମଣ ଘରେ ଚାଉଳ ପିଣ୍ଡଦାନ ଏହି କଥା କିଏ ଲେଖିଥିଲେ ବ୍ରାହ୍ମଣ ମାନେ ଅନ୍ୟ କେହି

  • @ashu8913
    @ashu8913 2 ปีที่แล้ว +23

    ହେତୁବଦୀ ମାନେ ବହୁତ ଭଲ କରୁଛନ୍ତି । କେବଳ ପର୍ବ ଦିନ ଓପାସ କରିବେ ଆଉ ଅନ୍ୟ ଦିନ ପେଟ କଢ଼ିକି ସକାଳ 6 ରୁ mutton dokan ଅଗରେ ଛିଡ଼ା ହେବେ, ଏଇଟା ହଉଛି ଆମ ସଂସ୍କୃତି । ଖାଲି କାର୍ତ୍ତିକ ରେ ଆମିଷ ଖାଇବେନି ଆଉ ଅନ୍ୟ ଦିନ ଆମିଷ ଦୋକାନ ରେ ମାରିବେ🤣🤣🤣ସଂସ୍କୃତି କୁ ପୁରା ଟେକି ଧରିଛନ୍ତି ।pratap sir u r showing mirror to our blind society

    • @PRUNACHANDRAGRAHACHARJYA
      @PRUNACHANDRAGRAHACHARJYA 2 ปีที่แล้ว

      Tu Magia kia kahiba ku

    • @ashu8913
      @ashu8913 2 ปีที่แล้ว +1

      @@PRUNACHANDRAGRAHACHARJYA ତୋ ବୋପା 🤣🤣🤣🤣

    • @piyushsahoo2175
      @piyushsahoo2175 2 ปีที่แล้ว

      Hmm tame karuthiba emiti,,
      Tama family re bodhe discipline nathiba ki tama ra gote bapa nathibe,,,,
      Sethi pain emiti kahucha,,
      Tame jain pabitra masa re amisha khaucha,,,
      Nije khaiki nija bisaya re kahucha,,
      Lajya lajya

    • @PRUNACHANDRAGRAHACHARJYA
      @PRUNACHANDRAGRAHACHARJYA 2 ปีที่แล้ว

      @@piyushsahoo2175 mora kichi bhulu achi ki?

    • @piyushsahoo2175
      @piyushsahoo2175 2 ปีที่แล้ว

      @@PRUNACHANDRAGRAHACHARJYA naii naii bhaii,,
      Thik katha kahila,,,
      Hele ta ___ re katha tk pasilani taw sethi pain kahila au,,
      Kn kariba j se tara ta 10-12 ya bapa au kn ta kariba 😂

  • @bhabanisankarnath8888
    @bhabanisankarnath8888 2 ปีที่แล้ว

    ପ୍ରଦ୍ୟୁମ୍ନ ବାବୁ ଠିକ୍ କହିଲେ ଅନ୍ୟ ଧରମ ବେଳେ ବି କୁହନ୍ତୁ

  • @benudharsahoo9280
    @benudharsahoo9280 2 ปีที่แล้ว +94

    If courage please tell all Muslims to eat at there's Ramjan months. Then we believe you are hetubali

    • @sanjuktamohanty8531
      @sanjuktamohanty8531 2 ปีที่แล้ว +2

      Correct

    • @sujittripathy640
      @sujittripathy640 2 ปีที่แล้ว +7

      Agenda chhadibani tume. Asigala aukat ku muslim, hindu. Tanka ramjan re b muslim khauchhanti

    • @jubulipanda9016
      @jubulipanda9016 2 ปีที่แล้ว

      Egdum correct

    • @tapimohapatra1142
      @tapimohapatra1142 2 ปีที่แล้ว

      This falidebe

    • @Pro-dm7bz
      @Pro-dm7bz 2 ปีที่แล้ว +3

      Correct point... Hindu mane kana thika neichanti samastanka katha sunibe??

  • @akshayakumarrath4296
    @akshayakumarrath4296 2 ปีที่แล้ว

    ପିକୁ ଭାଇନାକୁ ଆଉ ମୋତେ ଡାକ ପ୍ରତାପକୁ ଧୋଇଦେଵୁ

  • @musicvlogswithjmguddu2946
    @musicvlogswithjmguddu2946 2 ปีที่แล้ว +3

    Adharma Ra Binash Hou🙏🏻

  • @arunkumar-nq5iy
    @arunkumar-nq5iy 2 ปีที่แล้ว

    ଏହା science ku promote ନାହିଁ। ରାକ୍ଷସ ପ୍ରକୃତ ଲୋକ ଙ୍କ ପରିଚୟକୁ ପାଶ୍ଚାତ୍ୟ ଅସଭ୍ୟ ବିକୃତ ମସ୍ତିସ୍କ ର ଉପାଦାନ। ଗ୍ରହଣ ସମୟରେ ଖାଇଲେ ଶରୀର ଓ ମନରେ ପ୍ରଭାବିତ କରିଥାଏ। ଏ ମାନଙ୍କ ମନ ଓ କଥା ଦେଖିଲେ ଜଣାପଡେ ଆହାର ମନକୁ ଖରାପ କରିସାରିଛି।

  • @nandakishorepatra6260
    @nandakishorepatra6260 2 ปีที่แล้ว +34

    Ratha sir your argument is absolutely correct. You must be rememberable one day. Many many thanks. May you long live. Thank you again.

  • @susambad
    @susambad 2 ปีที่แล้ว +1

    Meedia ଭାଇ @otv ଷ୍ଟାଫ ସମସ୍ତଙ୍କୁ ମୋର ହୃଦୟ ରୁ ପ୍ରଣାମ se ତାଙ୍କର ପରାଗ ସମୟରେ ବିରିୟାନୀ ଖାଇଲେ se ତାଙ୍କର ଭୋଗିବେ @ଓଟିଭି ତାଙ୍କ ପଛରେ କାହିଁ ଲାଗି ରହିଛ କଥା ରେ ଅଛି ମାନିଲେ ଠାକୁର ନୋ ମାନିଲେ କୁକୁର

  • @belalsensenapati1300
    @belalsensenapati1300 2 ปีที่แล้ว +26

    ଆରେ ଭାଇ, କେବେ ବି କେବେ ବି ଭାରତର ହେତୁବାଦୀ ମାନେ ପ୍ରକୃତ ପ୍ରଶ୍ନର ଉତ୍ତର ଦେଇ ପାରିବେନି। ଏମାନଙ୍କର କଥା କି କାମକୁ ନିଜ ଘରର ଲୋକମାନେ ବି ସମର୍ଥନ କରନ୍ତି ନାହିଁ। ନିଜ ସ୍ତ୍ରୀ ମଧ୍ୟ ଏମାନଙ୍କୁ ବିରୋଧ କରନ୍ତି, କିନ୍ତୁ ଏମାନେ ଏହି ସତକଥା ମିଡ଼ିଆ ଆଗରେ ସ୍ବୀକାର କରିବେ ନାହିଁ।
    ଆପଣ survey କରନ୍ତୁ, ଜାଣିବେ।

    • @kishordharua
      @kishordharua 2 ปีที่แล้ว

      ଆଛା ହଉ

    • @ganeshsahu5006
      @ganeshsahu5006 2 ปีที่แล้ว +1

      Bhai se manner jani nahanti, tanka mana control nai 😇😇psychology eie sekhei be

    • @chakraniranjan2181
      @chakraniranjan2181 2 ปีที่แล้ว

      ବବବବବ

  • @funqodia6093
    @funqodia6093 2 ปีที่แล้ว

    ମୁସଲିମ ଲୋକ ଉପବାସ ରହୁଛନ୍ତି ଟିକେ ତାଙ୍କୁ କହୁନ ଦେଖିଆ ତମର କେତେ ଦୟା

  • @bhubanmohanta743
    @bhubanmohanta743 2 ปีที่แล้ว +20

    ଏଣୁ ଆପଣ ମାନେ ବୁଝିବା ଦରକାର ବିଜ୍ଞାନ ବିନା ଚଳି ହେବ ଆଉ ଶାସ୍ତ୍ର ବିନା ଚଳି ହେବ ନାହିଁ

    • @live-fq5wt
      @live-fq5wt 2 ปีที่แล้ว +3

      Hai re magiha..science bina banchibu

    • @sanidhyaart-shorts1127
      @sanidhyaart-shorts1127 2 ปีที่แล้ว

      @@live-fq5wt agaru kon mari jai thile :??? Bala loka sete bele healthy thile..... Abe 1000 Disease

    • @sibasish129
      @sibasish129 2 ปีที่แล้ว

      Sastra is ancient science, modern science is bringing a lot of new things which was not there before as well as unfolding many facts mentioned in (sastra)ancient science .

    • @SoumyaRMohanty2003
      @SoumyaRMohanty2003 7 หลายเดือนก่อน

      ​@@sanidhyaart-shorts1127ତା ପଛେ ସର୍ବଦା ବିଜ୍ଞାନ ଅଛି,

  • @akshayakumarbhol4132
    @akshayakumarbhol4132 2 ปีที่แล้ว

    ଅସଲ କଥା ହେଲା, ଗତ ସୂର୍ଯ୍ୟ ପରାଗ ଏମିତି ସମୟରେ ହେଲା ଯେ, ଗୋଟିଏ ଦିନ ଏବଂ ଗୋଟିଏ ରାତି ପାଇଁ ପାକ ନିଷେଧ ପାଳନ ହେଲା । ଯାହା ଫଳରେ ହେତୁବାଦୀର ପରିଚୟ ଦେଉଥିବା ଏଇ ଭୋକ ବିକଳିଆ ମାନେ ଧର୍ମର ବିଧି ବ୍ୟବସ୍ଥାକୁ ଉଲ୍ଲଂଘନ କରି ଚିକେନ ବିରୀୟାନି ଖାଇଲେ । ଲୁଚେଇ ଖାଇଥିଲେ, କାହାର କିଛି କହିବାର ନ ଥିଲା , ମାତ୍ର ଦେଖେଇ ହୋଇ ଖାଇବା ହେତୁ ଏତେ ବିଶୃଙ୍ଖଳା ସୃଷ୍ଟି ହେଲା । ଏମାନେ ନିଜକୁ ସମାଜ ସଂସ୍କାରକ ବୋଲାଉଛନ୍ତି , ମାତ୍ର ନିଜ ସଂସ୍କୃତିର ଅବମାନନା କରୁଅଛନ୍ତି । ଏମାନଙ୍କୁ ଅସଭ୍ୟ କହିବା ପାଇଁ ମୋର ତିଳେ ମାତ୍ର କୁଣ୍ଠାବୋଧ ନାହିଁ ।

  • @rrranjanofficial9930
    @rrranjanofficial9930 2 ปีที่แล้ว +16

    I support Rath Sir 🙏

    • @kahurenana
      @kahurenana 2 ปีที่แล้ว

      ରଥ ବାବୁ ତାଙ୍କର ମାର କେତେ ଘଇତା ମାନେବାପା କେତେ କହିପାରିବେନି

  • @kaminimohanamohanty8573
    @kaminimohanamohanty8573 2 ปีที่แล้ว

    ତମେ ଶଳା ଖାଅ ନିଜ ଘରେ ବାହାରେ ହିନ୍ଦୁ ପରମ୍ପରା ଆମ ସଂସ୍କୃତି କୁ ଆକ୍ଷେପ କରିବା କୁ ତମର କୌଣସି ଅଧିକାର ନାହିଁ

  • @tapansahoo200
    @tapansahoo200 2 ปีที่แล้ว +8

    ହେତୁବାଦୀ ତେବେ ଏଇମାନେ, ନିହାତି ଫାଲତୁ ଲୋକ ଗୁଡା☝️

  • @pradeepmajhi9770
    @pradeepmajhi9770 2 ปีที่แล้ว

    ଧର୍ମ ସଂସ୍କୃତି ପରମ୍ପରା ପାଇଁ ସବୁେବେଳ ଝଗଡ଼ା କରୁଚ... ଠିକ୍ ଅଛି। ଓଡ଼ିଶା ରେ କେତେ ବେକାର ଯୁବକ ଯୁବତୀ ଅଛନ୍ତି ନିଯୁକ୍ତି କାହିଁକି ଆସୁନି ସେ ବିଷୟ ରେ କେବେ ଡିବେଟ ହଉନି। ଏହି ସବୁ ବାଳ କଥାରେ ଡିବେଟ କରିବା ପାଇଁ ଟାଇମ ଅଛି।

  • @iamhappy9397
    @iamhappy9397 2 ปีที่แล้ว +6

    Just believe in reality. Nothing wrong eating whatever on Solar or Lunar eclipse. Now a days lots of people are adopting easy way of income like preaching, vasthu etc….

    • @brucewayne54321
      @brucewayne54321 2 ปีที่แล้ว

      Reality if often dissaponting bro. If I will say this in our family, they will angry on me 😂😂. One type of mental slavery.

  • @gopalsagar5812
    @gopalsagar5812 2 ปีที่แล้ว +1

    Pratap ratha Brahman hoiki Brahman ra sabu sata Katha kholidele. Waah waah thankyou Pratap ratha

  • @jchoudhury274
    @jchoudhury274 2 ปีที่แล้ว +9

    ଧର୍ମ ପରମ୍ପରା ସଂସ୍କୃତି ରହିବା ବିଜ୍ଞାନ ବି ରହିବ ଜୟ ଜଗନ୍ନାଥ

  • @harmonium6769
    @harmonium6769 2 ปีที่แล้ว

    ଏମାନେ ତ ଛୋଟ ପିଲା ଭଳି ଝଗଡ଼ା କରୁଛନ୍ତି, ଏମାନେ debate ପାଇଁ ଯୋଗ୍ୟ ନୁହନ୍ତି।

  • @Inner.divinity
    @Inner.divinity 2 ปีที่แล้ว +4

    Pratap Rath sir is Major G D Buxi of Odisha 😁😂🙏

  • @gyanaranjanmartha7331
    @gyanaranjanmartha7331 2 ปีที่แล้ว

    TRP ବଢିବା ପାଇଁ ପାଲା ଚଳେଇଛି otv

  • @krushnachandrasahoo565
    @krushnachandrasahoo565 2 ปีที่แล้ว +4

    Sura bhai asithile 💯💯 bolal heithanta...

  • @trishu864
    @trishu864 2 ปีที่แล้ว

    ଏମିତି ବିରିୟାନୀ ଖାଇବା ଠିକ୍ ନୁହେଁ ସମାଜ କୁ ଭଲ ଶିକ୍ଷା ଦ ଉନି

  • @hariomforyou8558
    @hariomforyou8558 2 ปีที่แล้ว +8

    ଦମ୍ ନାହିଁ ଶଳା ଆସିଥିଲା ହେତୁବାଦି

  • @santoshkumarpanda3716
    @santoshkumarpanda3716 2 ปีที่แล้ว

    ଏତେ ରାଗ ଭଲ ନୁହଁ ୟେ ରଥ ବୁଢା ପାଗଳ ହେଇଯାଇଛି

  • @eatingranger9929
    @eatingranger9929 2 ปีที่แล้ว +34

    ଅନ୍ଧ ଭକ୍ତ ସଂଖ୍ୟା ଅଧିକ 😂😂😂

    • @PRUNACHANDRAGRAHACHARJYA
      @PRUNACHANDRAGRAHACHARJYA 2 ปีที่แล้ว +3

      Tu Magia kia baa

    • @bharatbehera8671
      @bharatbehera8671 2 ปีที่แล้ว

      You are absolutely right.. ସେଥିପାଇଁ ହେତୁବାଦୀଙ୍କ ମତ ମନ୍ଥର ଗତି କରୁଛି।

    • @iliiinakula5339
      @iliiinakula5339 2 ปีที่แล้ว

      Andha bhakta mane kn ta

    • @eatingranger9929
      @eatingranger9929 2 ปีที่แล้ว

      @@PRUNACHANDRAGRAHACHARJYA ତୋ ବୋପା 😂

    • @pradyumnajena8748
      @pradyumnajena8748 2 ปีที่แล้ว +2

      tu janma hela bele tora nama karana hoithila na scientist asiki deithile

  • @dashingdebasish3312
    @dashingdebasish3312 2 ปีที่แล้ว

    Se pratap rath nku bandhi ranchi pathajau

  • @tanushreesoy9329
    @tanushreesoy9329 2 ปีที่แล้ว +4

    Are semane khaile Tamar kn gala

  • @comedyonly2343
    @comedyonly2343 2 ปีที่แล้ว

    ଧର୍ମ ନାମରେ କେତେ ଦିନରୁ
    କରୁଛନ୍ତି ବେପାର,
    ବର୍ଣ ବ୍ୟବସ୍ତା ଜାତି ବ୍ୟବସ୍ତା ସବୁ ସୃଷ୍ଟି ତାକଂର।
    ଲାଗିଥିଲା ସୂର୍ୟ ପରାଗ, କହୁଥିଲେ ପାକ ନିଷେଦ୍ଧ।
    ହେଲେ ରଥ ବିରିୟାନୀ ଖାଇଦେଲା। କିଳାଟା ତାକଂ ଭୁଲ ଯାଗାରେ ପଶିଗଲା।
    ରଥ କିଳାଟା ତାକଂ ଭୁଲ ଯାଗାରେ ପଶିଗଲା।।।
    ମିଛ ପରମ୍ପରା ଦେଖାଇ ଠକା ଠକି ତାକଂ କାମ,
    ରଥ ବିରିୟାନୀ ମାଡରେ ନେଇଗଲେ ପୂରା ନାମ।
    କାଠ ପଥରକୁ ଲୁଗା ପିନ୍ଧାଇ କହନ୍ତି ସେ ମହାପ୍ରଭୁ, ତାକଂ କଥା ସେଇମାନେ ମାନନ୍ତି ଯେତେ ସବୁ ଗବଗାଣ୍ଡୁ।
    ସୂର୍ଯ୍ୟ ଚନ୍ଦ୍ର ଗ୍ରହ ନୁହନ୍ତି, ରାହୁ କେତୁ ଜମା ନାହାନ୍ତି,
    ରଥ ସତ କହିଦେଲା କିଳାଟା ତାକଂ ଭୁଲ ଜାଗାରେ ପଶିଗଲା।।।
    ଧୋତିକୁ ପରମ୍ପରା କହନ୍ତି,
    ଚିରା ଜିନ୍ସ ପିନ୍ଧିକି ଚାଲନ୍ତି।
    ବିଗ୍ୟାନକୁ ନିନ୍ଦା କରନ୍ତି, ହେଲେ ଫଟଫଟିଆ ଗାଡିରେ ବୁଲନ୍ତି।
    ଦୋଗଲାପଣକୁ ଛାଡରେ
    ଶଗଡ ଗାଡିରେ ବୁଲରେ
    ରଥ ସତ କହିଦେଲା ।
    କିଳାଟା ତାକଂ ଭୁଲ ଜାଗାରେ ପଶିଗଲା।
    ରଥ କିଳାଟା ତାକଂ ଭୁଲ ଯାଗାରେ ପଶିଗଲା।
    ହେତୁବାଦୀକଂ କିଳାଟା ତାକଂ ଭୁଲ ଜାଗାରେ ପଶିଗଲା।।।

  • @sunitjena8078
    @sunitjena8078 2 ปีที่แล้ว +7

    ଯିଏ ଯିଏ ସମାଜ କୁ ଉଠେଇବାକୁ ଚେଷ୍ଟା କରିଛି ସିଏ ବହୁତ୍ କମ୍ ଦିନ ବଞ୍ଚିଛି ex: କୁକୁଡ଼ା

  • @sankarshanpanigrahi610
    @sankarshanpanigrahi610 2 ปีที่แล้ว

    ତୁ ଭଗବାନ ବେ ରକ୍ଷା ।ଗାଲୁଆ କଥା। ବାଲେଶ୍ଵର ବିକଳ ହେଉଥିଲେ। ପାଳନ କର୍ତା। ଅଲ୍ଜ୍ଯା।ହଁ। ଗାଲକୁ ସେକ ଦରକାର। ଥଣ୍ଡା ରେ

  • @sanjayray8059
    @sanjayray8059 2 ปีที่แล้ว +35

    We have innumerable times in our life experienced existence of God in various ways, doesn't matter whether we accept it or not. God has absolute control of everything

    • @arghyaacharya4937
      @arghyaacharya4937 2 ปีที่แล้ว +1

      @Fact Finder chal bey

    • @arghyaacharya4937
      @arghyaacharya4937 2 ปีที่แล้ว

      @Fact Finder tora gandi kundei hauchi na bey

    • @sanjayray8059
      @sanjayray8059 2 ปีที่แล้ว

      @Fact Finder do u know what is Higgs boson, god particle, have you ever heard about these things, I am sure you don't.

    • @Inner.divinity
      @Inner.divinity 2 ปีที่แล้ว

      @@sanjayray8059 don't worry sir..a good psychiatrist can cure you

    • @sanjayray8059
      @sanjayray8059 2 ปีที่แล้ว

      @Fact Finder even you don't know science also, actually you don't know what you know, no problem, carry on.

  • @bikashsahoo3074
    @bikashsahoo3074 2 ปีที่แล้ว

    ହେତୁବାଦି ମାନକର ଜମାରୁ ଧଯୌ ନାହି ଖାଲି ଖାଇବେ

  • @hunterbabu9140
    @hunterbabu9140 2 ปีที่แล้ว +94

    ସେଇ କଥା ତୋ ଆମେ ମଧ୍ୟ କହୁଛୁ । ଯଦି ଖାଇବାର ଅଛି ତୋ ଘରେ ଖାଅ । ବଡ ବଡ poster ମାରି ଦେଖେଇ ହୋଇ ଖାଇବା କଣ ଦରକାର । ଘରେ କଣ ରାନ୍ଧିବା ବ୍ୟବସ୍ତା ନାହିଁ ଯେ ବାହାରେ ଦେଖେଇ ହୋଇ ଖାଇବ । ଖାଇ କି ଆମ ପରମ୍ପରା କୁ ଗାଳି ଦେବ । ଆମେ ଆମର ପରମ୍ପରା ମାନିବୁ । ହେତୁବାଦୀ ମାନଙ୍କର ଗାଣ୍ଡି କାହିଁକି ଫାଟୁଛି ? ଯଦି ବାହାରେ ଦେଖାଇ ହୋଇ ଖାଉଛ ତୋ ବାହାରେ ଗାଣ୍ଡି ଦେଖାଇ ହଗୁନ । ସବୁ ଆଡେ poster ମାର ଆମେ ହଗିବୁ ।
    ହେତୁବାଦୀ ନା ମୋ ପେଳବାଦୀ । 😂😂

    • @sorz26
      @sorz26 2 ปีที่แล้ว

      ଏଇ ହେତୁବାଦୀ ନିଜ ସ୍ତ୍ରୀ କୁ ଗେହିଁଲା ବେଳେ live telecast କରିବେ କି ଦେଖ ମୁ ମୋ ସ୍ତ୍ରୀ କି ଗେହିଁଲି ତମେ ମାନେ ବି ମୋ ସ୍ତ୍ରୀ କି ଗିହଁ😄😄

    • @sreetammahapatra5936
      @sreetammahapatra5936 2 ปีที่แล้ว +1

      Ryd lagila kathata 🖐️😅

    • @singrayho7925
      @singrayho7925 2 ปีที่แล้ว +1

      No thinks

    • @Thephilosopher319
      @Thephilosopher319 2 ปีที่แล้ว

      You also keep your tradition inside your home your asses are burning that's why this matter is on tv

    • @MyLove_SARADA
      @MyLove_SARADA 2 ปีที่แล้ว +2

      waah🤣😂👏👏

  • @Sksk-pg3ht
    @Sksk-pg3ht 2 ปีที่แล้ว +5

    କିଏ କଣ ଖାଉ କି ନ ଖାଉ ସେଥିରେ କିଛି ଆପତ୍ତି କରିବା ଦରକାର ନାହିଁ, ଯିଏ ଯାହା ଖାଇଲା କି ନ ଖାଇଲା ସେଥିରେ କିଛି ମୁଣ୍ଡ ପୁରାଇବା ଦରକାର ନାହିଁ,, ଏହା ସବୁ ଅନ୍ଧବିଶ୍ୱାସ

  • @subasjena1252
    @subasjena1252 2 ปีที่แล้ว

    ହେତୁ ବାଦି ମାନଙ୍କୁ ଗୁଳି କରି ହତ୍ୟା କରାଯାଉ
    ଶଳା ବାଣ୍ଡ ହେତୁ ବାଦି ଦେଖଉ ଛ

  • @manojmahananda3941
    @manojmahananda3941 2 ปีที่แล้ว +4

    Right to food

  • @chakraniranjan2181
    @chakraniranjan2181 2 ปีที่แล้ว +1

    ସାର୍ ମୋର ଗୋଟିଏ ପ୍ରଶ୍ନ କାହାକୁ ପଚାରିବି ବଗବାନ ଙ୍କୁ ନା ଆପଣ ଙ୍କୁ ପ୍ଲିଜ୍ ????????

  • @Devils___Lex
    @Devils___Lex 2 ปีที่แล้ว +4

    I support hetubad. They are telling the truth. Science

  • @desichicken8130
    @desichicken8130 2 ปีที่แล้ว

    ଏଇଠୁ ହଲେଇକି ପକେଇବି ଯେ ହେତୁବାଦୀ ତୋ ମୁହଁ ରେ ପଡିବ

  • @babanrout939
    @babanrout939 2 ปีที่แล้ว +9

    Hetubadi is perfect good.....

  • @satyasankar1
    @satyasankar1 2 ปีที่แล้ว

    ଆପଣ ଖାଆନ୍ତୁ , କିଛି ଅସୁବିଧା ନାହିଁ, କିନ୍ତୁ ରାସ୍ତା ଉପରେ ଦେଖେଇ ହୋଇ ଚିକେନ ବିରିୟାନୀ ଖାଇବାର ଉଦ୍ଦେଶ୍ଯ କ'ଣ ।କାହିଁ ଭାତ, ଡାଲମା ଖାଇଲନି?
    ଗୋଟେ ଖାଲି ଜିଦ୍ । ତମମାନଙ୍କୁ ପରା ଶଙ୍କରାଚାର୍ଯ୍ୟ ନିନ୍ଦା କଲେଣି।