@@likurout9162 Mora se jagannatha upare tike hele bi biswas nahin karana mun belaru anubhav karichi je tankara kichhi karamati nahin karana jetebele 9anka durbhikhya re bhokare Sara odisha ra lokamane poka machhi bhali khaibaku na pai marigale setebele tathakathit jagannatha kn chhutire thile ki? Bahanaga train tragedy hela bele jagannatha kuade jaithile ki
Our Constitution is not ours...it is a copied idea from other country...but our traditional knowledge is ours...Jay Jagannath 🙏❤️ Pranam Rathsharma mahodaya...🙏❤️ Love you Odisha...❤️❤️
People like you are so much brainwashed by these brahmins that If swati system, child marriage was not abolished in 1856 , you people would still practice it now in the name of jaganath sanskruti. Listen idiot keep your jaganath sanskruti to yourself because human rights matters the most then comes religion in a Democratic state and india is the largest democratic state in the world.
Indian Constitution is the best in the world Sabu samvidhan ku bhala se study kari ki sabu desha ra bhala bhala jinish ku adopt kara jaichhi Constitution re aau samastanku Saman adhikaar dia daichhi tora traditional knowledge re kana achhi Andha biswas, no scientific research, no argument, caste system etc.
@@chittaranjangachhayat6363 a bhali bhaba re dine tume gote pabitra dharma ku hareiba . Keep doing this & if you have time please read Bhagwat Gita before you turning towards nastik.
See conversion between swami Vivekanand amd Nikola Tesla. 😊 Rath Sir is right👍👍👍. I love the philosophy of gautam Budhha and Vivekanand...thats scientifically Energy is ultimate truth and no one can refuse it........see the Multiverse, Higs boson particle and lots of......... You will shock and all energies are integrated to a form called god... Bhagwat Geeta thats it 😎😎😎
Bhai tu gote AI robot ki??jadi nai to body re atma kouthu asila, body to parents dele atma kouthu asila. Jebe tora pilabele kichi health issue hauthila to parents ku pachar kete bhagwan nku Puja kara heichi
@@shiningodisha5679 apananka ra aji accident heijauchi taw apana nka ghara loka age bhagwaan nka pakahku jauchhanti au sekatha chhado au se doctor bi age thakura nku juhar heiki operation start karuchhanti...
Hindu religion ree satidraha pratha thila janichu naa nahi bee . Satidrapatha hindu religion raa parampara ehi system tuma Purba pidhi i. e bapa maa saha heuthila taa ebe kahiki kahunaha hindu religion satidrapratha thila bhala heuthila
@@veerpaika listen veer paika , u are completely brain washed by the Brahmins I think so you are unable to understand what professor Rath said . The main reason why the rationalists opposed the solar and lunar eclipse or grahan is that the Brahmins and astrologers gave fake , unproven , illogical scientific causes to do fasting . The rationalists never opposed the religion beliefs but the ill practices without right reason for it . The muslims follow 1 month fasting because it is their belief and they don't give any illogical and unscientific reasons to prove their point . So the rationalists doesnot opposed them .
@@Humanity299 Samvidhan pain etiki kahuchu re dhana...north korea ku jaunu...kim Jong un ra jhia Na aau se desha sra kehi dei paribeni boli recent rule heichi ..bujhilu
I can't discrimination to food as it is given by Maa Bhagwati Arnapurna Mahamayee. So, all kind of Food culture includes Satwik, Rajasik and Tamasik equally admirable.
@@Humanity299 yes, you are some right but it's cannot ignore the large section offering worship through Rajashik and Tamasik also. It's depends upon the worshipping of devotees. Its need to admire the all kind of practice of worshipping including Satwik Rajasik and Tamasik also. One things that, if any body's way devotion is mean for betterment of society that's always respect by everyone.
*According to you and our Indian Constitution Article 51 A (H) is saying about HUMANITY. Then where was your humanity while killing CHICKEN and MUTTON. If you restrict sacrifice then it's good , if you stop people to give milk to snake then it's good because it's cruelty. But you are taking innocents life by saying we are ହେତୁବାଦୀ . It's not acceptable.*
ଖ୍ରୀଷ୍ଟିୟାନ ନୁଆ ବର୍ଷ ରେ କାହିଁକି ଶ୍ରୀମନ୍ଦିର ସଜା ହେଇ ସ୍ୱାଗତ ଲେଖା ହେଲା? ଏହା କଣ ହିନ୍ଦୁ ସଂସ୍କୃତି ପାଈଁ ଲଯ୍ୟା ଜନକ କଥା ନୁହଁ କି?
ଭାଇ ଏଠି ଖ୍ରୀଷ୍ଟିଆନ କଉଠି ଆସିଲା
ନା ଜମା ନୁହେଁ ,ଆମେ ଧର୍ମ ନିରପେକ୍ଷ,ସବୁ ଧର୍ମ ପ୍ରତି ଆମର ସମ୍ମାନ ଅଛି । ପ୍ରଭୁ ଜଗନ୍ନାଥ ସବୁ ଧର୍ମ ର ଉପରେ ।
ଜଗନାଥ କେବଳ ହିନ୍ଦୁଙ୍କର ଠାକୁର ନୁହଁ ସେ ଆମ ସମଷ୍ଟିଙ୍କୁ ଜନ୍ମ ଦେଇଛନ୍ତି ତାଙ୍କର ପର୍ବ କୁ ମଧ୍ୟ ପାଳନ kale
ମୁଁ ଭଗବାନ ଙ୍କୁ ବିଶ୍ୱାସ କରେ ଜୟ ଜଗନ୍ନାଥ 🙏
ମୁଁ ସୂର୍ଯ୍ୟ କୁ ବିଶ୍ୱାସ କରେ ନାହିଁ ଏହା କହିଲା ପରେ ସୂର୍ଯ୍ୟ ଗାୟବ୍ ହେଇ ଯାଆନ୍ତି ନାହିଁ।
@@Humanity299 biswas nakale bi dekhi parucha...tanka kama kan janicha...surjya dwara kan hauchi janucha.
Bhagwan dwara kan hauchi kuha ?
@@iamatheist.8924 bhagwan nka dwara tame banchicha kintu tume nije nija ku jani naha
ମୋର ମୋ ପ୍ରଭୁ ଉପରେ ବରଷା ଅଛି ଜୟ ଜଗନ୍ନାଥ ଯୁଗେ ଯୁଗେ ଜଗନ୍ନାଥ 🙏🙏
@@likurout9162 Mora se jagannatha upare tike hele bi biswas nahin karana mun belaru anubhav karichi je tankara kichhi karamati nahin karana jetebele 9anka durbhikhya re bhokare Sara odisha ra lokamane poka machhi bhali khaibaku na pai marigale setebele tathakathit jagannatha kn chhutire thile ki? Bahanaga train tragedy hela bele jagannatha kuade jaithile ki
Gandita marao maghia@@DibyanshibharatiDibyanshibhara
@@DibyanshibharatiDibyanshibhara correct 🙏 andha biswasi loka saita bujhi bay ni
ଏଇ କେଇଟା ହେତୁ ବାଦୀଆ ଙ୍କୁ ଦେଖିଲା ମାତ୍ରେ ମୋତେ ଘୃଣା ଲାଗୁଚି, ପ୍ରଭୁ ଜଗନ୍ନାଥ ଏମାନଙ୍କୁ ସଦ୍ ବୁଦ୍ଧି ଦିଅନ୍ତୁ.. ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏
A magiha hetubadi ku badeyiki maridionti
ଆରେ ଭାଇ ତମକୁ ଯୋଉ ଘୃଣା ଲାଗୁଚି, 90% ବ୍ରାହ୍ମଣ ମଦ ଆଉ ମାଂସ ଖାଉଛନ୍ତି, ମନ୍ଦିର ରେ ପୂଜା କରୁଥିବା ଲୋକ ବି ଖାଉଛନ୍ତି. ତେଣୁକରି ନିଜେ ଆଗ ନିଜକୁ ଦେଖ
You are great Mr Rath.
Great 🐕
ସମ୍ବିଧାନରେ ବିଜ୍ଞାନକୁ ମାନିବାକୁ ଲେଖାଯାଇଅଛି । ବିଜ୍ଞାନ ସବୁ ବିଷୟରେ ଜବରଦଖଲ କରି ଝଗଡା ସୃଷ୍ଟି କରିବାକୁ ସମ୍ବିଧାନରେ ଲେଖା ହୋଇନାହିଁ । ବିଜ୍ଞାନକୁ ଅତିରଞ୍ଜିତ କରି ସମାଜ ବିଶୃଙ୍ଖଳା ସୃଷ୍ଟି କରିବାକୁ ସମ୍ବିଧାନରେ ଲେଖା ନାହିଁ ।
ଅନେକ ଜନ୍ମ ତପ ବେଳେ,ମଣିଷ ଜନ୍ମ ମହୀତଳେ. ମନୁଷ୍ୟ ଆଉ ପଶୁ ଭିତରେ ଗୋଟେ ଫରକ ଅଛି-ପଶୁ କେବଳ ଆହାର,ନିଦ୍ରା,ମୈଥୁନ ବିଷୟରେ ଚିନ୍ତାକରେ କିନ୍ତୁ ମଣିଷକୁ ବୁଦ୍ଧି ମିଳିଛି ଭାବିବା ପାଇଁ. ମାନବିକତା କଥା ଯଦି କହିବା,ତାହାର ଅର୍ଥ ନୁହେଁ ନିଜର ଜିହ୍ୱା ଲାଳସା,ବିକୃତ ମାନସିକତାକୁ ପୂରଣ କରିବାକୁ ଅଯଥା ବିବାଦ କରିବା. ଯୋଉଟା ସମଗ୍ର ସମାଜ ପାଇଁ ମଙ୍ଗଳକର, ସେଇଟା କରାଯିବ କଥା ନା କି କିଛି ଗୋଷ୍ଟି କଥା. କାଲିକି ଯଦି କିଛି ଲୋକ କହିବେ-ପୁରୁଷ ଶରୀର,ନାରୀ ଶରୀର କଣ ସମସ୍ତଙ୍କୁ ଜଣା, ତେଣୁ ପୋଷାକ ପିନ୍ଧିବା କାହିଁକି? ଆଉ ଯଦି କହିବା, ତାହେଲେ ଚିକେନ କାହିଁକି,ଗୋରୁ,ଘୁଷୁରୀ ବି ଖାଇବା,ଯେମିତି ଅଲଗା ଲୋକ ଖାଉଛନ୍ତି. କୁସଂସ୍କାର ଅନ୍ଧ ବିଶ୍ୱାସ କଣ କେବଳ ଗୋଟେ ଧର୍ମରେ ଅଛି?ମୁଁ ମୋ ଘରେ ଲଙ୍ଗଳା ହେଇକି ବୁଲେ,ମୋ ସ୍ୱାଧୀନତା କିନ୍ତୁ ମୁଁ ରାସ୍ତାରେ ଲଙ୍ଗଳା ହେଇକି ଦଉଡିବି କହିବି ମୋ ସ୍ୱାଧୀନତା,ତାହା ଗ୍ରହଣୀୟ ନୁହେଁ.କି ଭଳିଆ ବିକୃତ ମାନସିକତା,ପାଶ୍ଚାତ୍ୟ ସଂସ୍କୃତିର ହନୁକରଣ.ତାଙ୍କ ସମାଜ ଯେମିତି କାମବାସନାରେ ପଥଭ୍ରଷ୍ଟ ହେଇକି ନଷ୍ଟ ହେଲାଣି ଏଠିବି ସେଇୟା ହେବାକୁ ଯାଉଛି.ଆମ ସଂସ୍କୃତି ନୀତିନିୟମ ଯୋଗୁ ୫ ହଜାର ବର୍ଷ ହେଲା ତିଷ୍ଠିଛି.ସେମାନେ ଭଗବତ ଚିନ୍ତା ପାଇଁ ମୋହମାୟା ଛାଡି ହରେକୃଷ୍ଣ ହରେରାମ ଜପୁଛନ୍ତି ଆଉ ଆମେ କାମବାସନାରେ ଲିପ୍ତ ହେଇ ରସାତଳଗାମୀ ହେଉଛୁ ବାୟୋଲେଜି ପରିକ୍ଷଣଗାରରେ କହିବ ଆମକୁ ବଂଶବୃଦ୍ଧିର ପ୍ରଦର୍ଶନ କରିକି ଦେଖାଅ,ନହେଲେ ବୁଝି ହେବନି
ଖୁବ ସୁନ୍ଦର ବିଶ୍ଳେଷଣ କରିଛନ୍ତି, ଏକଦମ୍ ଠିକ୍ କହିଛନ୍ତି, ଅଜସ୍ର ଅଜସ୍ର ସାଧୁବାଦ ଆପଣଂକୁ । ଜୟ ଜଗନ୍ନାଥ 🙏
@@muktidwar ଆପଣଙ୍କୁ ବି ବହୁତ ଧନ୍ୟବାଦ କଥା ବୁଝିଥିବାରୁ. ଜୟ ଜଗନ୍ନାଥ.
prnam
@@ganesharout3234 Namaskar
ଧର୍ମ/righteous କହିଲେ ଏମାନେ ସମ୍ପ୍ରଦାୟ/religion ବୁଝୁଛନ୍ତି କର୍ତ୍ତବ୍ୟ କୁ ନୁହେଁ। ସମ୍ବିଧାନ ସମ୍ବିଧାନ କହୁଛନ୍ତି ସେ ସମ୍ବିଧାନ ଥାଇ ମଧ୍ୟ କିଛି ଭଲ ନ୍ୟାୟ ହେଇ ପାରୁନି, ଦଣ୍ଡ ର ବ୍ୟବସ୍ଥା କୁ କମ କରିଦିଆ ଯାଇଛି।
ତୁମେ ମାନ କି ନା ମାନ ଧର୍ମ ର ପାଳନ ସମସ୍ତେ କରୁଛନ୍ତି..ନିଜ ଜାଣତରେ ହେଉ କି ଅଜାଣତରେ ସମସ୍ତେ ଧର୍ମ ଆଉ ଅଧର୍ମ କରୁଛନ୍ତି 🥰ଜିଏ ସମାଜ ର କ୍ଷତି କଲା ତାହା ବିଧର୍ମ ରେ ଜୀବ ଯେ ସମାଜ ର କଲ୍ୟାଣ ରେ କାମ କରେ ସେ ଧର୍ମ ରାସ୍ତାରେ ଅଛନ୍ତି 😍
ଜୟ ଜଗନ୍ନାଥ 🙏
ଜୟ ସତ୍ୟ ସନାତନ🚩🚩🥰
ସେ ଯାହାବି ହେଉ, ପ୍ରଫେସର ରଥଙ୍କର ଅହଂ ଭାବ ଟା ଜଳ ଜଳ ଦିଶୁଛି,,,, ଯୁକ୍ତି ହେଉ କିନ୍ତୁ ନିଜକୁ ଏତେଟା ବଡ଼ ବଳବାନ, ବଡ଼ ବୁଦ୍ଧିମାନ ଭାବନା ଠିକ୍ ନୁହେଁ,,,
ଆଚରଣ ଆଉ ଉଚ୍ଚାରଣ ଗୋଟେ ସଭ୍ୟ ସମାଜରେ ଜମା ଗ୍ରହଣୀୟ ନୁହେଁ
Thik katha
Bopa maa thik na thibe tara.
ମୁର୍ଖମାନେ ଚିତ୍କାର କରି ନିଜର କଥା ପ୍ରମାଣ କରିବାକୁ ଚାହାନ୍ତି. ମୁଁ ଲାଇଭ ବିତର୍କର ଅଂଶ ଥିଲି.ଏ ବ୍ୟକ୍ତି ଜଣକ ନିଜ କଥା କହୁଥିଲା ବେଳେ ଅନ୍ୟ ମାନେ ଚୁପ ଥିଲେ, କିନ୍ତୁ ଯେତେବେଳେ ଅନ୍ୟ ମାନେ କହିଲେ,ଏ ବ୍ୟକ୍ତି ମଝିରେ ପଶି ଭାଡୁ ଭାଡୁ ହେଲା,ଅନ୍ୟକୁ ଅପମାନ ଦେଲା. ଭିଡ଼ିଓ ଦେଖାଇଲେ ଜାଣିପାରିବେ,ଅନ୍ୟ ଲୋକ ମାନେ ସମ୍ମାନ ଦେଇ କଥା ହେଉଥିବା ବେଳେ ଏ ତିରସ୍କାର କରି କଥା ହେଉଥିଲା. ଜଣେ କହିଲା- ମୁଁ ବିଦେଶରେ ପାଠ ପଡିଛି,ସେଠି ଚାକିରୀ କରିଛି.ପଇତା ପକେଇଛି. ଏ ବ୍ୟକ୍ତି ଜଣକ ସଂଗେ ସଂଗେ ଭାଡୁ ଭାଡୁ ହେଇ,ତାଙ୍କ କଥା ମଝିରେ ପଶିକି କହିଲେ- ଆପଣ ଯୋଉଠୁ ପଢନ୍ତୁ,ଚାକିରୀ କରନ୍ତୁ,ପଇତା ପକେଇକି ନିଜକୁ ବଡ ଭାବୁଛନ୍ତି, ଯେତେବେଳେ କି ବିତର୍କ ଚଳାଉଥିବା ବ୍ୟକ୍ତି ଜଣକ ପ୍ରଶ୍ନ ଅନ୍ୟ ବ୍ୟକ୍ତିକୁ କରିଥିଲେ,ଏ ବ୍ୟକ୍ତିଂକୁ ନୁହେଁ. ଆଉ ରହିଲା ଅନ୍ଧ ବିଶ୍ୱାସ କଥା, ତାହେଲେ କଣ ଅନ୍ଧ ବିଶ୍ୱାସ କେବଳ ହିନ୍ଦୁ ଧର୍ମରେ ଅଛି,ଅନ୍ୟ ଧର୍ମରେ ନାହିଁ, ସେଠି କାହିଁକି ଯାଇକି ବିରୋଧ କରୁନାହଁ?ଏଠି ଶସ୍ତା ପଡିଛି,ସେଠି ପାଟି ଫିଟିଲେ ମୁଣ୍ଡ ଗଡିବ. ଯଦି ମିଡ଼ିଆ ଵାଲା ଭୁଲ କଲେ ତମ ଭିଡିଓ କରିକି, ତାହେଲେ ତମେ ମନା କଲନି ତାଙ୍କୁ,ସେମାନେ ତ ଟିଆରପି ପାଇଁ ସବୁ କରିବେ. ତମକୁ ବି ନିଜର ପ୍ରଦର୍ଶନ କରିବାର ଥିଲା,ତେଣୁ ତମେ କରିଲା. ଏବେ ବିବାଦ ହେବାରୁ ମିଡ଼ିଆ ଦୋଷ ଦେଉଛ.
ପତିଆ ଟା ଭାଡୁଆ ଟେ।
Tuma sabhya samaja lokanka uparaku gobar mare ? Mada pi mada gola kare ?
@@iamatheist.8924 ଯେସାକୁ ତେସା ... 🤣
Thanks professor pratap sir.
ସୃଷ୍ଟିରେ ଯେତେ ଉପାଦାନ ଅଛି ଯଥା - ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର, ବାୟୁ, ଉଦ୍ଭିଦ.... ସେମାନଙ୍କର ଧର୍ମ ସେମାନେ ଠିକ୍ ଭାବରେ ପାଳନ କରୁଛନ୍ତି, କିନ୍ତୁ ମଣିଷ କେବଳ ନିଜ ମାନବ ଧର୍ମ ପାଳନ ନ କରି କେବଳ ସମ୍ବିଧାନ ର ଦ୍ୱାହି ଦେଇ ନିଜକୁ ସ୍ୱାହିଲା ଭଳି କର୍ମ କରୁ ଅଛି।
Hetubadi hi amar future.
Salute sir for correcting our life style.
ଅସମ୍ପୂର୍ଣ୍ଣ ଆଲୋଚନା , ଆଙ୍କର ମହାଶୟ। ନିଜେ ଅଧିକା କହିଲେ,ତର୍କରେ ଭାଗ ନେଇଥିବା ବ୍ୟକ୍ତିଙ୍କୁ କମ୍ ସୁଯୋଗ ମିଳିଲା।
Thik kahile
Our Constitution is not ours...it is a copied idea from other country...but our traditional knowledge is ours...Jay Jagannath 🙏❤️ Pranam Rathsharma mahodaya...🙏❤️ Love you Odisha...❤️❤️
Right 🙏 Jay Jagannath
People like you are so much brainwashed by these brahmins that If swati system, child marriage was not abolished in 1856 , you people would still practice it now in the name of jaganath sanskruti. Listen idiot keep your jaganath sanskruti to yourself because human rights matters the most then comes religion in a Democratic state and india is the largest democratic state in the world.
Indian Constitution is the best in the world
Sabu samvidhan ku bhala se study kari ki sabu desha ra bhala bhala jinish ku adopt kara jaichhi Constitution re aau samastanku Saman adhikaar dia daichhi tora traditional knowledge re kana achhi Andha biswas, no scientific research, no argument, caste system etc.
Murkha uneducated brainless Andhabhakta thu besi kichhi expectations nahi
Rath jagannath birodhi
8:24 Savage Reply Pandit ji 😂
Kanak News pura sasta heigala
Ratha sir. U r great 🙏🏿🙏🏿🙏🏿
bala na
Tu magia pakka Bhim wala party 100%
Great au mg kichi problem hele ratha sir pakhaku jibu bhagawan nka pakhaku jibuni
@@akshayamahapatra5513 tu bhounighia kn ashubidha houchhi
Pratap sir 🙏🙏🙏🙏
Very good Kanak news emiti discussion anantu ...bhala laguchi
ଏ ରଥ କୁ ଥରେ ଏକା ଛଡା ଜଉ ଲୋକ ଙ୍କ ଆଗରେ ତ ପରେ ଛାଡି ଜୀବ ତା ହେତୁ ବାଦି ବୁଦ୍ଧି
Jaha Munda re gobar thae...tarka Kari Jane ni
@Today Nation magiha
Magiha
@@Pk2018-d2h pendita auu
ଖାଲି ପିଟି ସବୁ ସମାଧାନ ହେଇ ଯାଏନି। ସେ ରଥ ଭାଗବାନଙ୍କୁ ଏଇଥି ପାଇଁ ମାନନ୍ତି ନାହିଁ କାରଣ ଗୋଟେ ଛୁଆ ଯେତେବେଳେ ବିକଳାଙ୍ଗ ହୋଇ ଜନ୍ମ ହେଉଛି ତାହାକୁ ଭଗବାନ ଠିକ୍ କରୁନାହାଁନ୍ତି କାହଁକି, କିନ୍ତୁ ସେ ଜାଣି ନାହାଁନ୍ତି ଯେ ତାହା ହେଉଛି ତାହାର କର୍ମ ର ଫଳ, ସେ ଏ ଜନ୍ମ ପୂର୍ବରୁ କିଛି କୁକର୍ମ କରିଥିଲା ସେଥିପାଇଁ ତ ଭଗବାନ ତାହାକୁ ସେମିତି କରିଛନ୍ତି, ନହେଲେ ସେ ହେଉଛନ୍ତି ଭଗବାନ। କିନ୍ତୁ ପ୍ରଭାବ ଲୋକଙ୍କ ଉପରେ ପଡ଼ୁଛି।
Rationalism is great...
Each to his own... Every one has equal rights to live his life as he likes...
Han sabko apna apna life jine ka adhikar hai ...par kisi bejuban ko maarne ka adhikar apko koun deta hai ???
Hmm isliye ta Sambidhan choro nku chrori kariba pain kam dand karideichhi, Sambidhan kichhi kama ku nuhan.
@@LEGENDCRICKET123-45C Insaan aur janwar me fark ko Samvidhan manta hai...
@@Humanity299 Duniya k top scholars ne SAMBIDHAAN likhe hai tu anpad gawar yaha samvidhan ko Galat thehra raha hai
Shame on you
Kya dusro ko kast deke tum apna like k hisab se jioge ??
Wesa to ravan bhi karta tha, without any kindness
Ratha sir you are 👍 👌 👍 👌 👍 salute to you sir...
No one can force not to eat or eat something in any day..
ପ୍ରଥମତଃ ମଣିଷ ଗୋଟିଏ ସାକାହାରି ପ୍ରାଣି ଅଟେ ପ୍ରଥମେ ମଣିଷ ଯେତେବେଳେ ବାନର ଥିଲେ ପରେ evaluation ହେଲେ ସେମାନେ ସାକାହାରୀ ଥିଲେ । ପରବର୍ତ୍ତୀ ସମୟରେ ମାଂସ ଖାଇଲେ କେବଳ homo ପ୍ରଜାତିର ମଣିଷ କୁ ଛାଡିଦେଲେ ମାଙ୍କଡ. , ସିମ୍ପାଜୀ, ଗରିଲା ଇତ୍ୟାଦି କୈଣସି ଆମଭଳି ପ୍ରଜାତି ଆସିଷ ଭକ୍ଷଣ କରେ ନାହିଁ କାରଣ ଆମର ଶରୀର ଆସିଷ୍ ଭକ୍ଷଣ ପାଇଁ ଉପଯୁକ୍ର ନୁହେଁ
😂
Wrong knowledge... please update yourself
ମଣିଷ ଜଣେ ସାକାହାରି ପ୍ରାଣୀ
@@iamatheist.8924ତୁ ବଡ ପଣ୍ଡିତ ମନେ ମନେ.. ନା ରେ... ମୂର୍ଖ ମାଗି ଖିଆ... ସବୁ reservation ନେଇକି ତମର ସବୁ ଚେର ଲାଗି ଗଲାଣି ନାହିଁ ରେ ଚୋର ଦଳ..
❤ ରଥ ଶର୍ମା
ପ୍ରତାପ ଆଜ୍ଞା କୁ ସବୁ ଜଣା କେବଳ ବ୍ୟବହାର ଜଣା ନାହିଁ ।
ତୁ ଯେମିତି ବ୍ୟବହାରରେ PhD କରିଛୁ
@@M.JAGANNATH ସତ କହିଲେ ଭାଇ
@@M.JAGANNATH 🙏
😟କଣ ବ୍ୟବହାର ପାଇଁ PHD କରିବାକୁ ପଡେ! ❗
🙏ମୁଁ ଜାଣିନି ମହୋଦୟ...!!!
🤷ଅନ୍ୟ ମାନେ ତ ନିଜ ମା ବାପା ଙ୍କ ଠାରୁ ବ୍ୟବହାର ଶିଖନ୍ତି ।
🙏ଭାଇ
👉ଏଠାରେ କିଏ ଠିକ୍ କିଏ ଭୁଲ ତ ପର ର କଥା ପ୍ରଥମେ ତର୍କ ତ ସଠିକ୍ କରିବା କଥା।
🙏ପ୍ରତାପ Sir ଜଣେ Teacher ଏଣୁ ତାଙ୍କୁ ପ୍ରଣାମ ।
କିନ୍ତୁ
👉ଏପରି ବ୍ୟବହାର ଯେପରି କି ଅନ୍ୟ ଜଣେ ମୂର୍ଖ ଓ ପ୍ରଦୀପ ଆଜ୍ଞା ଙ୍କ ମତ୍ତ ହିଁ ଶୁଣିବା କୁ ବାଧ୍ୟ । ଏହା ଉଚିତ୍ ବ୍ୟବହାର କି ?
🇮🇳ISRO ରୁ Satellite ଛାଡ଼ିବା ପୁର୍ବ ରୁ ବିଜ୍ଞାନୀ ଭଗବାନ ଙ୍କୁ ପ୍ରାଥନା କରିଲେ। ସେହି ବିଜ୍ଞାନୀ ମୂର୍ଖ ନା ଅପରାଧୀ ।⁉️
👉ଓଡ଼ିଶା, ଭାରତ ଓ ସଂପୂଣ୍ଣ ପୃଥିବୀ ରେ ତ ଅନେକ ମୋନୋ ବିଜ୍ଞାନୀ, ଭାରତ ରେ ବହୁତ ଉଚ୍ଚ ଶିକ୍ଷିତ ଗୁରୁ, ଶିକ୍ଷକ ତ ପ୍ରତାପ sir training ଦିଅନ୍ତୁ କାରଣ କେବଳ ପ୍ରଦୀପ sir ହିଁ ଠିକ୍ ।
👉ନଚେତ ଭାରତ ସରକାର ଓ ହାଇକୋର୍ଟ ସୁପ୍ରିମକୋର୍ଟ ରେ ଆବେଦନ କରନ୍ତୁ।
👉ଯାହାକୁ ଭୁଲ କିମ୍ବା ସମାଜ ଦ୍ରୋହି ଭାବୁଛନ୍ତି ସେମାନଙ୍କର ଉପରେ FIR କରନ୍ତୁ।
👉ଏପରି ଅନ୍ୟ ଜଣଙ୍କୁ କହିବା କୁ ନ ଦେବା । କେବଳ ନିଜ କଥା ହିଁ ଠିକ୍ ଭାବି ଅନ୍ୟ ଙ୍କୁ ବାରମ୍ବାର କହିବା କାହାର ଲକ୍ଷଣ।
🙏ହଁ, ପ୍ରତାପ ଆଜ୍ଞା ନିଜ ପରିବାର ଠାରୁ ବ୍ୟବହାର ଶିଖୁଛନ୍ତି । କିନ୍ତୁ ବ୍ୟବହାର କରିବା ସମୟ ରେ ନିନ୍ଦିତ ବ୍ୟବହାର, ବ୍ୟଙ୍ଗାତ୍ମକ ଓ ଅଯଥା ମନ୍ତବ୍ୟ ଦିଅନ୍ତି ।
🙏ଭାଇ ମୋର ଆପାଙ୍କ ସହିତ କୌଣସି ଶତ୍ରୁତା ନାହିଁ।
👉କେବଳ ବିଚାର ଭିହ୍ନ ।
🇮🇳ଜୟ ହିନ୍ଦ୍🙏🛐
@@M.JAGANNATH name justified ur mentality as u r an adivasi may b converted to Christianity.. so it's not what can't be expected frm u
Pratap is a med man
ହେତୁବାଦୀ ପ୍ରଫେସର ପ୍ରତାପ ରଥ. ଆମ ଓଡିଶା ର ସଂସ୍କୃତି କୁ ବୁଡେଇ ବାକୁ ବସିଛି . ଜୟ ଜଗନ୍ନାଥ 🙏🏻
ଜୟ ଶ୍ରୀ ଜଗନ୍ନାଥ
ପ୍ରଫେସର ପ୍ରତାପ ରଥ ଅନ୍ଧ ବିଶ୍ୱାସ ସମାଜ ରୁ ଦୂର କଲେ
@@chittaranjangachhayat6363 a bhali bhaba re dine tume gote pabitra dharma ku hareiba .
Keep doing this & if you have time please read Bhagwat Gita before you turning towards nastik.
New year celebrations ru Jana padichhi tame sabu kete odia sanskriti ku tekiki rakhichha.
ଅନେକ ଜନ୍ମ ତପ ବେଳେ,ମଣିଷ ଜନ୍ମ ମହୀତଳେ. ମନୁଷ୍ୟ ଆଉ ପଶୁ ଭିତରେ ଗୋଟେ ଫରକ ଅଛି-ପଶୁ କେବଳ ଆହାର,ନିଦ୍ରା,ମୈଥୁନ ବିଷୟରେ ଚିନ୍ତାକରେ କିନ୍ତୁ ମଣିଷକୁ ବୁଦ୍ଧି ମିଳିଛି ଭାବିବା ପାଇଁ. ମାନବିକତା କଥା ଯଦି କହିବା,ତାହାର ଅର୍ଥ ନୁହେଁ ନିଜର ଜିହ୍ୱା ଲାଳସା,ବିକୃତ ମାନସିକତାକୁ ପୂରଣ କରିବାକୁ ଅଯଥା ବିବାଦ କରିବା. ଯୋଉଟା ସମଗ୍ର ସମାଜ ପାଇଁ ମଙ୍ଗଳକର, ସେଇଟା କରାଯିବ କଥା ନା କି କିଛି ଗୋଷ୍ଟି କଥା. କାଲିକି ଯଦି କିଛି ଲୋକ କହିବେ-ପୁରୁଷ ଶରୀର,ନାରୀ ଶରୀର କଣ ସମସ୍ତଙ୍କୁ ଜଣା, ତେଣୁ ପୋଷାକ ପିନ୍ଧିବା କାହିଁକି? ଆଉ ଯଦି କହିବା, ତାହେଲେ ଚିକେନ କାହିଁକି,ଗୋରୁ,ଘୁଷୁରୀ ବି ଖାଇବା,ଯେମିତି ଅଲଗା ଲୋକ ଖାଉଛନ୍ତି. କୁସଂସ୍କାର ଅନ୍ଧ ବିଶ୍ୱାସ କଣ କେବଳ ଗୋଟେ ଧର୍ମରେ ଅଛି?ମୁଁ ମୋ ଘରେ ଲଙ୍ଗଳା ହେଇକି ବୁଲେ,ମୋ ସ୍ୱାଧୀନତା କିନ୍ତୁ ମୁଁ ରାସ୍ତାରେ ଲଙ୍ଗଳା ହେଇକି ଦଉଡିବି କହିବି ମୋ ସ୍ୱାଧୀନତା,ତାହା ଗ୍ରହଣୀୟ ନୁହେଁ.କି ଭଳିଆ ବିକୃତ ମାନସିକତା,ପାଶ୍ଚାତ୍ୟ ସଂସ୍କୃତିର ହନୁକରଣ.ତାଙ୍କ ସମାଜ ଯେମିତି କାମବାସନାରେ ପଥଭ୍ରଷ୍ଟ ହେଇକି ନଷ୍ଟ ହେଲାଣି ଏଠିବି ସେଇୟା ହେବାକୁ ଯାଉଛି.ଆମ ସଂସ୍କୃତି ନୀତିନିୟମ ଯୋଗୁ ୫ ହଜାର ବର୍ଷ ହେଲା ତିଷ୍ଠିଛି.ସେମାନେ ଭଗବତ ଚିନ୍ତା ପାଇଁ ମୋହମାୟା ଛାଡି ହରେକୃଷ୍ଣ ହରେରାମ ଜପୁଛନ୍ତି ଆଉ ଆମେ କାମବାସନାରେ ଲିପ୍ତ ହେଇ ରସାତଳଗାମୀ ହେଉଛୁ ବାୟୋଲେଜି ପରିକ୍ଷଣଗାରରେ କହିବ ଆମକୁ ବଂଶବୃଦ୍ଧିର ପ୍ରଦର୍ଶନ କରିକି ଦେଖାଅ,ନହେଲେ ବୁଝି ହେବନି
ସମ୍ବିଧାନ, ବିଜ୍ଞାନ ଓ ଧାର୍ମିକ ପରମ୍ପରା ସବୁ ଅଲଗା
ସମାଧାନ ବାହାରି ପାରିଲା ନାହିଁ ସାର୍। ମୁଁ ଆପଣ ମାନଙ୍କୁ ଅନୁରୋଧ କରୁଛ ଯେ। ଉତ୍ତର ଜାଣିବାକୁ ଚାହୁଁଛି। ଏଥି ନିମନ୍ତେ ମୁଁ ବାରମ୍ବାର ଆଲୋଚନା ଜାରି ରହି ଥାଉ
😄😄😄
See conversion between swami Vivekanand amd Nikola Tesla. 😊
Rath Sir is right👍👍👍. I love the philosophy of gautam Budhha and Vivekanand...thats scientifically
Energy is ultimate truth and no one can refuse it........see the Multiverse, Higs boson particle and lots of.........
You will shock and all energies are integrated to a form called god...
Bhagwat Geeta thats it 😎😎😎
Ratha budha maha murkha
Don't compare Nikola Tesla with this illiterate old man.
Good anchoring skill and voice....
Prof. Rath is great
ଏ ହେତୁବାଦୀ ରଥ ବୁଢା 2023 କରନାରେ ରାମ ରାମ ସତ୍ୟ ହେ
Kahi ete ashisnu....Corona re Jagannath bhakta kehi male nahi ki
Tu bi jibu
@@Pk2018-d2h କର୍ମ ର ଫଳ କୁ ଭକ୍ତି ଅନୁସାରେ କମ କରି ଦେଇଥାନ୍ତି ଭଗବାନ୍। ପ୍ରହଲ୍ଲାଦ ପରି ଭକ୍ତ ପୂର୍ଣ୍ଣ ରୂପେ ଶୁଦ୍ଧ ହେଲେ ସିନା କରୋନ ରୁ ପୂର୍ଣ୍ଣ ସୁରକ୍ଷିତ ହେଇ ପାରିବ।
🤣 ଆରେ ଆରେ ଏମିତି କୁହନ୍ତୁ ନି, ବରଂ କୁହନ୍ତୁ ଯେ ତାଙ୍କ ବୁଦ୍ଧି ବିବେକ ବୃଦ୍ଧି ହଉ।
ଅନ୍ଧବିଶ୍ୱାସ କେବଳ ଗୋଟିଏ ଧର୍ମରେ ଅଛି,ଅନ୍ୟ କୋଉଠି ନାହିଁ? କାରଣ ଶସ୍ତା ପଡିଛି ଏଠି,କହିଲେ ବେଶୀ କିଛି ହେବନି,ଅଲଗା ଜାଗାରେ ଜୀବନ ବିପଦ.ଏମାନଙ୍କୁ ସମର୍ଥନ ଦେବାରେ ଆମରି ନିଜର ଗୋଛିକଟା ଲୋକ ଅଛନ୍ତି,କଳା ପାହାଡ଼,ଧଳା ପାହାଡ଼ ସବୁ. ବିଦେଶୀ ଆସିକି ହରେ କୃଷ୍ଣ ହରେ ରାମ ଜପୁଛନ୍ତି,ଶୁଦ୍ଧ ନିରାମିଷାଶୀ ପାଲଟୁଛି,ଆମେ ଜିହ୍ୱା,କାମନା ଲାଳସାରେ ମାତିଛୁ.ମୋ ବୋଉଙ୍କ କଥା ମାନି ୨୩ ବର୍ଷ ହେଲା ନିରାମିଷାଶୀ,ତମ୍ବାଖୁ,ମଦ,ଗୁଟଖାକୁ ହାତ ମାରିନି ଆଜି ଯାଏଁ. ହଁ ଆଉ ଗୋଟେ ଦୁର୍ବାର ଆକର୍ଷଣର ମୋହମାୟା ଫାସରେ ପଡିନି ଆଜିଯାଏଁ କି ଛୁଇଁ ନାହିଁ ଥରେ. ହଁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ,କିନ୍ତୁ ମୁଁ ବି ମଣିଷ ଆଉ ବଂଚିଛି ଆଜିଯାଏଁ. ତେଣିକି ଯାହାର ବିବେକ ଯାହା କହୁଛି,ଆମ ବିବେକ କଥା ଆମେ ଶୁଣିଲୁ. ପ୍ରଥା ଏବଂ ପରମ୍ପରା ମଧ୍ୟରେ କଣ ଫରକ ଅଛି ସେଇଟା ପ୍ରଥମେ ଜାଣିବା ଦରକାର.କାଲିକି କହିବେ ଗୁରୁଜନଙ୍କୁ ସମ୍ମାନ ଦେବା କାହିଁକି,ସେମାନେ ବି ମଣିଷ,ଗୁରୁଜନଙ୍କୁ,ଗୁରୁଙ୍କୁ ସମ୍ମାନ ଦେବେ ପରମ୍ପରା,ପ୍ରଥା ନୁହେଁ,ଯେମିତି ଯୌତୁକ ପ୍ରଥା,ପରମ୍ପରା ନୁହେଁ. ପରମ୍ପରା ହେଉଛି ଯୋଉଟା ଆମ ବେଦ,ଶାସ୍ତ୍ର,ଉପନିଷେଦରେ ଲେଖା ଯାଇଛି ଯେମିତି ଗୁରୁକୁଳ,ଗୁରୁ-ଶିଷ୍ୟ ପରମ୍ପରା ଇତ୍ୟାଦି.
Try karithili...hele semane kahile nija Dharma ru andhabiswas pakhandvad jatibad etc ku band kala pare ama pakhaku asibu...nija ghara agey thik kar
ସୂର୍ଯ୍ୟନାରାୟଣ ରଥଶର୍ମା 💯✅️
Mr ratha.....i love you sr❤
Always with science ❤💪
Bhai science ku kaha without using any natural resources make something alive thing
Bhai tu gote AI robot ki??jadi nai to body re atma kouthu asila, body to parents dele atma kouthu asila.
Jebe tora pilabele kichi health issue hauthila to parents ku pachar kete bhagwan nku Puja kara heichi
@@shaitansingh9698 atma kn ??
@@SMASHBEAST1 tame odia???
@@SMASHBEAST1wah kete pratical pila 😅
ଯାହା ହଉ ବିଜ୍ଞାନ ସବୁବେଳେ ସନାତନ ଧର୍ମ ସହିତ ଦ୍ଵନ୍ଦ କରେ 🙂🙂🙂
କିନ୍ତୁ ବିଶ୍ବାସ ଯେଉଁଠି ଭଗବାନ ସେଇଠି 🙏🏼
So...biswas nahi ta bhagaban nahi .. simple
Pratap Sir you are absolutely right.. hai manabta
Thanks you Pratap ratha sir❤
Ratha sir nku thank u.. sata ku samna ku anithibaru ...
4:26 exactly... we also have our choices.. who give you the rights to question us... jay jagannath🚩🚩
Atheists from odisha , attendance here⚛️
Thik katha hetu baadi mahasaya.. ❤❤❤. Dharm naa re khali raajneeti chalichi athi
Personal choice......
This astrologer is my uncle’s best friend. His maternal grandfather house is in Tumuraput Sasan , Banapur. He is very good in nature
ବିଜ୍ଞାନ ଗ୍ରହଣଟାକୁ ତିଆରି କରିନାହିଁ ତେଣୁ ବିଜ୍ଞାନ ପାଇଁ ଗ୍ରହଣର ମାନ୍ୟତା କାଟି ଦିଆଯାଇ ପାରିବ ନାହିଁ ।
Ha ha ha...grahna ta kou bada jinisa ta ki ??? Emiti react karucha.
Jay Jagannath 🙏🌹
ବିଜ୍ଞାନ ଗ୍ରହଣଟାକୁ ତିଆରି କରିନାହିଁ ।
Tuu jai tiari karichu kii
I love ratha sir
Pratap Rath sir is always grt
ଦୀପିକା ଭଉଣୀ .🙏🙏🙏
ଟିଭି ଚ୍ୟାନେଲ କେବଳ ନିଜର ବ୍ୟବସାୟ ବଢାଇବା ପାଇଁ ପ୍ରତାପ ରଥ ଭଳି ମୂର୍ଖ ଅଜ୍ଞାନୀ ମାନଙ୍କୁ ଡ଼କାଉଛି 👍👍 ପଣ୍ଡିତ ମାନଙ୍କ ସହିତ ତର୍କ ବିତର୍କ ହେଲେ କିଛି ଶିକ୍ଷା ମିଳିବ କିନ୍ତୁ ଏ ପ୍ରତାପ ରଥ ଠାରୁ କ'ଣ ଶିଖିବ ????
Rationalism 🙏👏
ତାହେଲେ ଭଗବାନ ନାହାଁନ୍ତି କି?
@@Humanity299 ହଁ ଭାଇ ଭଗବାନ ବୋଲି ସେମିତି କେହି ନାହାନ୍ତି
@@Humanity299 no
@@Richardson894 sethipani tame sale chiken khaucha
@@iamatheist.8924 acha tu bada mg
Super. Ratha
Ratha sir is great 👍🏿👍🏿👍🏿👍🏿👍🏿
Rath sir is Right 👍
Dr professor is great personality love you sir
I really support you sir
Bibek with no Bibek 🤣🤣🤣
Typing mistake bro
😂😂
Dr Rath gote tautar
ଜୟ ସମ୍ବିଧାନ
ଜୟ ହେତୁବାଦୀ
ରଥଶର୍ମା ଦିନେ ସନ୍ତୋଷ ରାଉଳ କୁ ଭଗବାନ ମାନୁଥିଲେ.
😅😅😅😅😅
Satya sanatana🙏
ହେତୁ ବାଦି ହେବା ପାଇଁ ସାହସ ଓ ତର୍କ ଦରକାର
୧. ହଁ ଇଏ ମୋ ଦେଶ। ଯେଉଁଠି କ୍ଲିନିକ୍ ରେ ଥିବା ଠାକୁରଙ୍କ ମନ୍ଦିରରେ ପୂଜା କରି ଡାକ୍ତର ରୋଗୀ ଅପରେସନ କରିବାକୁ ଯାଏ। ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ।
୨. ହଁ ଇଏ ମୋ ଦେଶ। ଯେଉଁଠି ଧର୍ମ ସଂସ୍ଥା ମାନଙ୍କର ପଇସାରେ ଡାକ୍ତରଖାନା ତିଆରି ହୁଏ।ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ।
୩. ହଁ ଇଏ ମୋ ଦେଶ। ଯେଉଁଠି ସ୍ତ୍ରୀ ଲକ୍ଷ୍ମୀ ଠାକୁରାଣୀଙ୍କ ପୂଜା କରି ଗ୍ଯାସରେ ରୋଷେଇ ବସାଏ ଆଉ ପ୍ରଥମ ଖାଦ୍ଯ ଭଗବାନଙ୍କୁ ଅର୍ପଣ କରିଦିଏ।।ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ।
୪. ହଁ ଇଏ ମୋ ଦେଶ। ଯେଉଁଠି ବଡ ବଡ ଶିଳ୍ପାନୁଷ୍ଠାନ ଦିନଟିଏ କାମ ବନ୍ଦ ରଖି ବିଶ୍ବକର୍ମାଙ୍କ ପୂଜା କରନ୍ତି। ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ।
୫. ହଁ ଇଏ ମୋ ଦେଶ। ଯେଉଁଠି ବୈଜ୍ଞାନିକ ପଦ୍ଧତିରେ ବଡ ବଡ ଇମାରତ ତିଆରି ହେବା ଆଗରୁ ବାସ୍ତୁ ପୂଜା ହୁଏ। ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ।
୬. ହଁ ଇଏ ମୋ ଦେଶ । ଯେଉଁଠି ଉଚ୍ଚ କ୍ଷମତା ସମ୍ପନ୍ନ ଅତ୍ଯାଧୁନିକ ସୁରକ୍ଷା ଥିବା ବଡ ବଡ ଗାଡି ଗଡିବା ଆଗରୁ ଲେମ୍ବୁ ଉପରେ ମନ୍ତ୍ର ପଢି ଚଢାଇ ଦିଆଯାଏ। ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ।
୭. ହଁ ଇଏ ମୋ ଦେଶ । ଯେଉଁଠି ମାଇକ୍ ରେ ମନ୍ତ୍ର ପଢି ଇଶ୍ବରଙ୍କୁ ଆବାହନ କରାଯାଏ ଆଉ କାନ୍ଧ ଦେଇ ବିସର୍ଜନ କରାଯାଏ।ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ।
୮. ହଁ ଇଏ ମୋ ଦେଶ । ଯେଉଁଠି ବିଜ୍ଞାନର ଟିଭିରେ ଇଶ୍ବରଙ୍କ ଆଳତୀ ଦେଖି ଭାରତୀୟଙ୍କ ଦିନଚର୍ଯ୍ୟା ଆରମ୍ଭ ହୁଏ।ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ।
୯. ହଁ ଇଏ ମୋ ଦେଶ। ଯେଉଁଠି ବୈଜ୍ଞାନିକ ପଦ୍ଧତିରେ ତାଲିମ ନେଇଥିବା ଖେଳାଳୀ ଜଣଙ୍କ ଖେଳରେ ସଫଳତା ପାଇବାକୁ ସୂର୍ଯ୍ଯ ଙ୍କୁ ଅନାଇ ପଡିଆକୁ ପଶେ ଆଉ ଜିତି ସାରିଲା ପରେ ଆକାଶକୁ ଅନାଇ ପରମାତ୍ମାଙ୍କୁ ଧନ୍ଯବାଦ ଦିଏ। ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ।
୧୦. ହଁ ଇଏ ମୋ ଦେଶ । ଯେଉଁଠି ବୈଜ୍ଞାନିକଟିଏ ଧର୍ମର ଆଶ୍ରୟ ଲୋଡି ସୂଦୂର ବିଦେଶରୁ ଚାଲି ଆସି ଋଷିକେଶ, ହରିଦ୍ବାର ଆଉ ବାରଣାସୀରେ ଗଙ୍ଗାରେ ବୁଡ ପକାଇ ଗର୍ବରେ କହେ ହଁ ଭାରତୀୟ ସଭ୍ଯତା ହିଁ ଧର୍ମ, ବିଜ୍ଞାନ ଆଉ ସଭ୍ଯତାର ଏନ୍ତୁଡିଶାଳ। ଏଠି ଧର୍ମ ରେ ହିଁ ବିଜ୍ଞାନ ଅଛି ଆଉ ବିଜ୍ଞାନ ଧର୍ମକୁ ସମ୍ମାନ ଦେଇ ଶିଖିଛି। ଗର୍ବରେ କୁହ ମେରା ଭାରତ ମହାନ।
Na kale kn heba ??Dubai re esabu chaluchi ki
@@shiningodisha5679 apana dubai re jana heichhanti ki
@@shiningodisha5679 apananka ra aji accident heijauchi taw apana nka ghara loka age bhagwaan nka pakahku jauchhanti au sekatha chhado au se doctor bi age thakura nku juhar heiki operation start karuchhanti...
@@sangeetlifestyle3275 dharma manusya pain jemitiki limit re darkar..samasta jinisa re dharma ba andhbiswas parampara naa re chaliparibani... spirituality rahiba katha but sabuthire dharma eita thk nuhe
@@sangeetlifestyle3275 ethi semiti chali asuchi purba kalaru...
ଏହି ଯେଉଁ ହେତୁ ବାଦି ମଣିଷ ବସିଛନ୍ତି, ତାଙ୍କୁ ମୁଁ ପଚାରୁଛି ଆଗରୁ କେଉଁଠି ଥିଲେ ଆପଣତ ୨୦୨୨ ରେ ଜନ୍ମ ହୋଇ ନାହାଁନ୍ତି, ଆଗରୁ ବିରୁଦ୍ଧ କରୁ ନଥିଲେ,,, ଏ ୨୦୨୨ ରେ ମନେ ପଡିଲା ସଚେତନ କରାଇବା ପାଇଁ🙏🙏🙏
Vai paisa ta padiI nathila pocket re...se pain waiting re thile...
Bhai.... Nijaku first se sansodhan karichanti, paribar ku sudharichanti... Tapare 2022 asichi bhai......
Hindu religion ree satidraha pratha thila janichu naa nahi bee . Satidrapatha hindu religion raa parampara ehi system tuma Purba pidhi i. e bapa maa saha heuthila taa ebe kahiki kahunaha hindu religion satidrapratha thila bhala heuthila
It shouldn't be debated .
ସମ୍ବିଧାନ ତ କହିଛି ସବୁ ଧର୍ମକୁ ସଂମାନ ଦେବା ତୁ ଏ କଥା ଭୁଲି ଯାଉଛୁ ମାଗିହା ହେତୁବାଦୀ
ସେଇ କଥା ତ ଭୁଲ୍ ଲେଖା ଯାଇଛି। କାରଣ ଧର୍ମ/କର୍ତ୍ତବ୍ୟ ଓ ସମ୍ପ୍ରଦାୟ/religion ମଧ୍ୟରେ ପାର୍ଥକ୍ୟ ଅଛି। ସମ୍ପ୍ରଦାୟ/religion ଭୁଲ୍ ବି ହେଇ ପାରେ ଯେମିତି କି Islam/ମୁସଲମାନ୍ ସମ୍ପ୍ରଦାୟ ଯିଏ କି ଅନ୍ୟ ଲୋକଙ୍କୁ ମାରିବା ପାଇଁ କହୁଛି।
@@Humanity299 ତେବେ ଏ ହେତୁବାଦୀ କାହିଁକି ବାରମ୍ବାର ସମ୍ବିଧାନ କଥା କହୁଛି ତେବେ ସିଏ ଯୋଉ ସମ୍ବିଧାନ କଥା କହୁଛି ତାହା ବି ଭୁଲ ହେଇପାରେ, ଶେଷରେ ଗୋଟିଏ କଥା କହିବି ଜଣେ ଡାକ୍ତର ଅପେରସନ କରିବା ପୂର୍ବରୁ ଭଗବାନଙ୍କୁ ଡାକୁଛି, ଜଣେ ବୈଜ୍ଞାନିକ କିଛି ପରୀକ୍ଷଣ ପୂର୍ବରୁ ଭଗବାନ ଙ୍କୁ ଡାକୁଛି, ଅବଦୁଲ କଲମ ବି ଜଣେ ମହର୍ଷିଙ୍କୁ ଗୋଡ଼ ଧରି ନମସ୍କାର କରୁଥିବା ଭିଡ଼ିଓ ଦେଖିଥିବେ, ଏ ବୈଜ୍ଞାନିକ ମାନେ କଣ ଏତେ ମୂର୍ଖ କେବଳ ଏହି ମାଗିହା ହେତୁବାଦୀ ମାନେ ଶିକ୍ଷିତ
Magia bidesi tume mane parampara naa kahiki bahut gandi maricha. People manku kemiti parampara katha kahiki business kariba so tume parampara uthile tuma business stop heigiba. Ehi bhali andha biswas naa ree rakhicha india loka manku.
ଅଣ ଭେଜିଟେରିଆନ୍ ଖାଦ୍ୟ ହେତୁ ଜଳ ସଙ୍କଟ
Jay jagannath 🙏
ଭଗବାନ ଅଛନ୍ତି ଏବଂ ଭଗବାନ ମୁଁ ବହୁତ ବିଶ୍ୱାସ କରେ
ଥାଉ ଥିଲେ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର. ଏ କଥା ଜ୍ଞାନୀ ଗୁଣୀ ବ୍ୟକ୍ତି କହିଛନ୍ତି. କିନ୍ତୁ ଆଜିକାଲି ସ୍ୱାର୍ଥ,ଲାଳସା ପଛରେ ଅନ୍ଧ ହେଇକି ଲୋକ ଗୋଡ଼ାଉଛନ୍ତି ଯାହାର ପରିଣାମ କରୁଣ ଅନ୍ତରେ ଘଟୁଛି.ଆଜିକାଲି ଶିକ୍ଷା ବ୍ୟବସ୍ଥାର ଦୋଷ-ସମସ୍ତେ ଶିକ୍ଷିତ କିନ୍ତୁ ଜ୍ଞାନୀ ନୁହନ୍ତି. ଆଧୁନିକତା ସ୍ରୋତରେ ଭାସି ଯାଇ ନିଜକୁ ଆଧୁନିକ ଦେଖେଇହେବା ଏବଂ ସ୍ଵପ୍ନ କୁହୁଡ଼ିରେ ପହଁରୁଥିବା ଅଧିକାଂଶ ଯୁବ ସମାଜ ଏବଂ ଅନ୍ୟ ବ୍ୟକ୍ତିବିଶେଷ ଶେଷକୁ ବୁଡିଯାଉଛନ୍ତି. ବହୁତ ଘଟଣା ଘଟୁଛି କିନ୍ତୁ ଲୋକ ଚେତୁନାହାନ୍ତି. ମୋ ସଂଗେ କଣ ଏମିତି ହେବ ଏଇ ହେୟଜ୍ଞାନ ଯୋଗୁ ସବୁ ଭାସିଯାଉଛି. ଆମ ପୂର୍ବପୁରୁଷ ମାନେ କିଛି ନୀତିନିୟମ ଖାଲି ସେମିତି କରିନଥିଲେ. ତାହା ସମାଜକୁ ବାନ୍ଧିରଖିବାରେ ସହାୟକ ହେଉଥିଲା. ପାଶ୍ଚାତ୍ୟ ସଂସ୍କୃତିର ଲୋକମାନେ ଏବେ ଆମଠୁ ଶିଖୁଛନ୍ତି,ହରେ କୃଷ୍ଣ ଜପୁଛନ୍ତି. ଆମେ କଣ ତାଙ୍କଠୁ ଅଧିକ ଆଧୁନିକତା ଦେଖିଛୁ? ସେମାନେ ବୁଝିଗଲେଣି-ସ୍ୱାର୍ଥ ଲାଳସା କେବଳ ଦୁଃଖ ହିଁ ଦିଏ.
ନିଜ ମାଁ ସହ ମଧ୍ୟ ଶାରୀରିକ ସମ୍ପର୍କ ରଖନ୍ତୁ ଦେଖିବା ଆପଣମାନଙ୍କୁ ସେହି ମାଂସାସି ପ୍ରାଣୀଙ୍କୁ ଯଦି ପ୍ରକୃତି ସହିତ ଖେଳୁଆଡ କରିବା ଭଳ ନୁହେଁ। ମଣିଷ ମାତ୍ରେ ସମୟାନୁକ୍ରମେ ଚଳିବାକୁ ପଡ଼େ ତେଣୁ ସମାଜ ଯେପରି ଖରାପ୍ ଦିଗକୁ ଗତିକରି ଖରାପ୍ ପ୍ରଭାବ ନପକାଉ ସେଥିପାଇଁ ଆମ୍ଭମାନଙ୍କୁ ଭଳ ଚରିତ୍ର ଗଠନ ନେଇ ଚଳିବାକୁ ପଡିବ।
Knowledge in science reality universe evolution etc is necessary than Andhbiswas.
ପ୍ରତାପ ବାବୁ ଜଣେ ଅସହିଷ୍ଣୁ ବ୍ୟକ୍ତି😄
ବାଟ ରେ ହଗିଲେ ବି ନାଁ ହୁଏ..... 🙏
ପ୍ରତାପ ବାବୁ ବାଟରେ ହଗି କରି ନାଁ କରିବାକୁ ଚାହିଁଲେ, ତେଣୁ ଲୋକେ ଘରେ ଘରେ ଜାଣିଲେ..
ଦୁଇଜଣ କୁହଳିଆ କୌଣସି ବିଷୟରେ ଜ୍ଞାନ ନାହିଁ।ବଡ ପାଟି କରି ଅନ୍ୟକୁ ଦାବିବା ବ୍ୟତୀତ କିଛି ଜାଣନ୍ତି ନାହିଁ।debate ଯଦି କରୁଛ ଯୋଗ୍ୟ ଲୋକଙ୍କୁ ଡାକ।ପ୍ରତାପ ରଥ ଅହଙ୍କାରୀ ବିଧର୍ମୀ ଆଉ ସେ ରଥ ଶର୍ମା ଫମ୍ପା ମାଠିଆ।
ରଥ ଶର୍ମା ଜଣେ ଜଗନ୍ନାଥ ପ୍ରେମୀଙ୍କୁ ଫମ୍ପା ମାଠିଆ କହିବା ଠିକ୍ ନୁହେଁ
@@priyacharandas653 ଆବଶ୍ୟକତା ଠାରୁ ଅଧିକ ବଡ ପାଟିରେ କୌଣସି ଗୋଟେ ନିର୍ଦ୍ଦିଷ୍ଟ କଥାକୁ ବାରମ୍ବାର କହିବା ଏବଂ ଅଳ୍ପ ତଥ୍ୟ କୁ ଅତିରଞ୍ଜିତ କରି କହିବା ତାଙ୍କର ବିଶେଷତ୍ଵ।ଶବ୍ଦ ଅଧିକ କରିବା ଫମ୍ପା ମାଠିଆ ଲକ୍ଷଣ
Ratha sir is great 👍
What you think about Christianity & Islam ??
Jisu kn god?
Allah nka pai 1month upabas Kariba thik heba ??
Ratha Sir thik kahuchanti
@@veerpaika listen veer paika , u are completely brain washed by the Brahmins I think so you are unable to understand what professor Rath said . The main reason why the rationalists opposed the solar and lunar eclipse or grahan is that the Brahmins and astrologers gave fake , unproven , illogical scientific causes to do fasting . The rationalists never opposed the religion beliefs but the ill practices without right reason for it . The muslims follow 1 month fasting because it is their belief and they don't give any illogical and unscientific reasons to prove their point . So the rationalists doesnot opposed them .
@@Chhotu538 ଖ୍ରୀଷ୍ଟିଆନ ଇଂରାଜୀ ହେଉଛନ୍ତି ହେତୁଵାଦି
ଜୟ ହେତୁ ବାଦୀ ସତ
Love you ❤RATH SIR.
Jay jagannath Jay jagannath Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jai Jagannath 🙏 🙏 🙏
Professor ratha right in logically
ହୁଁ ଟା ମନୋରଂଜନ ମିଶ୍ରଙ୍କ ସ୍ୱର ଭଲି ଜଣାପଡୁଛି
Jay jagannath swami nayana patha grami bhaba tume🙌 🙏🙏🙏🙏🙏
My respect to all Odia Rationalists.
ସବୁଠାରୁ ମହାନ ଗ୍ରନ୍ଥ ସମ୍ବିଧାନ ତା ଠାରୁ ବଡ଼ କେହି ନାହିଁ
ଜୟ ସମ୍ବିଧାନ ଜୟ ବିଜ୍ଞାନ
ହଁ ସବୁଠାରୁ ମହାନ୍ ଗ୍ରନ୍ଥ ସମ୍ବିଧାନ 🤣 କାରଣ ଯେଉଁ ସମ୍ବିଧାନ ଥାଇ ମଧ୍ୟ ନଥିଲା ସହିତ ସମାନ କାରଣ ଚୋର ଠକ ଲୋକ ତାଙ୍କ କାମ ଅତି ସହଜରେ କରି ପାରୁଛନ୍ତି। ସମ୍ବିଧାନ ନିଜେ ପ୍ରମାଣ ଦେଉଛି ଯେ ସେ କଣ କିନ୍ତୁ ଧନ୍ୟ ସେ ସମ୍ବିଧାନକୁ ମାନିବା ଲୋକ ଓ ଲେଖିଯାଇଥିବା ଲୋକ। ଲୋକେ କଷ୍ଟ କରି ଆଇଏଏସ, ଡାକ୍ତର ହେବେ, କିନ୍ତୁ ମନ୍ତ୍ରୀ ମାନେ ଦଶମ ଶ୍ରେଣୀରେ ଅସଫଳତା ହାସଲ କରି ସେମାନଙ୍କଠୁ ଉପରେ ରହିବେ।
ଚୋର ଖଣ୍ଟଙ୍କ କାମ ଆହୁତି ସହଜରେ ହେଇ ଯାଉ
ବୋଲ ଆନନ୍ଦେ ଏକବାର୍ ଜୟ ସମ୍ବିଧାନ🤣
@@Humanity299 Samvidhan pain etiki kahuchu re dhana...north korea ku jaunu...kim Jong un ra jhia Na aau se desha sra kehi dei paribeni boli recent rule heichi ..bujhilu
ସମ୍ବିଧାନ ବି ଏଇ ଧର୍ମଶାସ୍ତ୍ରରୁ ଅଣାଯାଇଛି ରେ ଭାଇ। ସେଇଟା କାହିଁକି ଭୁଲି ଯାଉଛୁ। ହଉ ଆଉ ବେଶୀଦିନ ନୁହଁ ମ ମାତ୍ର ୩୦କି ୪୦ ବର୍ଷ ମଧ୍ଯ ରେ ନା ରହିବ ସମ୍ବିଧାନ ନାଥିବ ଭାରତ। କୋରାନ୍ ପଢିବ ଯଦି ଏବେଠୁ ଜନ୍ମ ସଂଖ୍ଯା ନିୟନ୍ତ୍ରଣ ନ ହୁଏ।।
Jai jagannatha
ଅହଂକାରୀ ପ୍ରତାପ ରଥ
Jay Jagannath Swami ❤❤❤❤
ବେଧ ପିଲା ଟା କିରେ , ତୁ ତ ଆମିଷ ଖାଉନୁ ଆମକୁ କ'ଣ ପାଇଁ ବିରିୟାନୀ ଖାଇବାକୁ କହୁଚୁ 😡 🤦 ଏ ମାଘିଆ ମାନେ ଭିତରେ ହିନ୍ଦୁ ଧର୍ମ ବିରୋଧ ରେ ଚକ୍ରାନ୍ତ କରୁଛନ୍ତି।
How blind even educated people, onion, garlic nonveg! But milk, curd, ghee, paneer, pureveg what's a amazing
ମୁର୍ଖମାନେ ଚିତ୍କାର କରି ନିଜର କଥା ପ୍ରମାଣ କରିବାକୁ ଚାହାନ୍ତି. ମୁଁ ଲାଇଭ ବିତର୍କର ଅଂଶ ଥିଲି.ଏ ବ୍ୟକ୍ତି ଜଣକ ନିଜ କଥା କହୁଥିଲା ବେଳେ ଅନ୍ୟ ମାନେ ଚୁପ ଥିଲେ, କିନ୍ତୁ ଯେତେବେଳେ ଅନ୍ୟ ମାନେ କହିଲେ,ଏ ବ୍ୟକ୍ତି ମଝିରେ ପଶି ଭାଡୁ ଭାଡୁ ହେଲା,ଅନ୍ୟକୁ ଅପମାନ ଦେଲା. ଭିଡ଼ିଓ ଦେଖାଇଲେ ଜାଣିପାରିବେ,ଅନ୍ୟ ଲୋକ ମାନେ ସମ୍ମାନ ଦେଇ କଥା ହେଉଥିବା ବେଳେ ଏ ତିରସ୍କାର କରି କଥା ହେଉଥିଲା. ଜଣେ କହିଲା- ମୁଁ ବିଦେଶରେ ପାଠ ପଡିଛି,ସେଠି ଚାକିରୀ କରିଛି.ପଇତା ପକେଇଛି. ଏ ବ୍ୟକ୍ତି ଜଣକ ସଂଗେ ସଂଗେ ଭାଡୁ ଭାଡୁ ହେଇ,ତାଙ୍କ କଥା ମଝିରେ ପଶିକି କହିଲେ- ଆପଣ ଯୋଉଠୁ ପଢନ୍ତୁ,ଚାକିରୀ କରନ୍ତୁ,ପଇତା ପକେଇକି ନିଜକୁ ବଡ ଭାବୁଛନ୍ତି, ଯେତେବେଳେ କି ବିତର୍କ ଚଳାଉଥିବା ବ୍ୟକ୍ତି ଜଣକ ପ୍ରଶ୍ନ ଅନ୍ୟ ବ୍ୟକ୍ତିକୁ କରିଥିଲେ,ଏ ବ୍ୟକ୍ତିଂକୁ ନୁହେଁ. ଆଉ ରହିଲା ଅନ୍ଧ ବିଶ୍ୱାସ କଥା, ତାହେଲେ କଣ ଅନ୍ଧ ବିଶ୍ୱାସ କେବଳ ହିନ୍ଦୁ ଧର୍ମରେ ଅଛି,ଅନ୍ୟ ଧର୍ମରେ ନାହିଁ, ସେଠି କାହିଁକି ଯାଇକି ବିରୋଧ କରୁନାହଁ?ଏଠି ଶସ୍ତା ପଡିଛି,ସେଠି ପାଟି ଫିଟିଲେ ମୁଣ୍ଡ ଗଡିବ. ଯଦି ମିଡ଼ିଆ ଵାଲା ଭୁଲ କଲେ ତମ ଭିଡିଓ କରିକି, ତାହେଲେ ତମେ ମନା କଲନି ତାଙ୍କୁ,ସେମାନେ ତ ଟିଆରପି ପାଇଁ ସବୁ କରିବେ. ତମକୁ ବି ନିଜର ପ୍ରଦର୍ଶନ କରିବାର ଥିଲା,ତେଣୁ ତମେ କରିଲା. ଏବେ ବିବାଦ ହେବାରୁ ମିଡ଼ିଆ ଦୋଷ ଦେଉଛ.
Jay Jagannath🙌🙌🙌 🙏🙏🙏🙏🚩🚩🚩🚩🚩
1 kilo chiken moton beep re 17000 hajar litre Pani kacha hauchi hetu badi sir mo kaon sayantra Rashtra Sanstha akada kahuchi
ପ୍ରତାପ ରଥ ଜଣେ ଅସାମାଜିକ ଓ ଅତି ନିଚ ପ୍ରକୃତିର। ପ୍ରତାପ ର ସତ ସାହସ ଅଛି ଯଦି ମୁସଲମାନ ପର୍ବରେ ସମ୍ବିଧାନ ସଂଶୋଧନ ଅଧିକାରରେ ଚିକେନ ଦେଇ ପାରିବେ। ମିଡ଼ିଆ ବାଲା କାହିଁକି ଅସାମାଜିକ ପ୍ରତାପ କୁ ଡାକୁଛି। ଏହା ସମାଜ ଉପରେ କୁ ପ୍ରଭାବ ପଡୁଛି।
Jai ratha sir❤❤
I can't discrimination to food as it is given by Maa Bhagwati Arnapurna Mahamayee. So, all kind of Food culture includes Satwik, Rajasik and Tamasik equally admirable.
Tamasika should be avoided
It's written in Gita...it has negative impact
Maa Bhagawati Annapurna Mahamayee kya khana pakake khati hain .. masala daal ke jo aap khate ho ?
Hindu food culture doesn't include Tamsik food like nonveg, stale food, ok? Maa didn't say give me nonveg food but people give her.
@@Humanity299 yes, you are some right but it's cannot ignore the large section offering worship through Rajashik and Tamasik also. It's depends upon the worshipping of devotees. Its need to admire the all kind of practice of worshipping including Satwik Rajasik and Tamasik also. One things that, if any body's way devotion is mean for betterment of society that's always respect by everyone.
@@LEGENDCRICKET123-45C why not, it's possible for Mother Goddess. That's why they are God Goddess.
Very very good news
Respected Pratap sir u r my inspiration, love u ❤❤❤❤❤
Bhai thik kahile
Ratha sir is right
He is the Raja Ram Mohan roy of odisha.
Hetu badi na band badi
@@mynameisnew3783 brainless Andhabhakta spotted 🤣🤣🤣
Sambidhan 73 year ra book sie kn kahiba
*According to you and our Indian Constitution Article 51 A (H) is saying about HUMANITY. Then where was your humanity while killing CHICKEN and MUTTON. If you restrict sacrifice then it's good , if you stop people to give milk to snake then it's good because it's cruelty. But you are taking innocents life by saying we are ହେତୁବାଦୀ . It's not acceptable.*
ତୁମ ଚ୍ୟାନେଲ ର ଆଉ କିଛି କାମ ନାହିଁ ।