No now a days sabu change heuchhi jie temple karuchhi se nije puja karuchhi jou cast hounakanhiki brahmin pratibaad kan pain karibe se old age brahmin marigaleni😊
କେହି ଉଚ୍ଚ ନୁହଁନ୍ତି କି କେହି ନିଚ୍ଚ ନୁହଁନ୍ତି, ସମସ୍ତେ ସମାନ। Humanity with science temper is the future of modern civilization. Jay Bigyan, Jay Insaan, Jay Samvidhan
No no khaiba upare jou restrictions achi taha health pain vala. Try to understand science Bhai. Hindu culture re jaha achi taha hundred percent right no need any modification. Caste system aste aste b restrictions ru uthilani . Sabuthu bada Katha heuchi karma jmti vala kariba
@@prajanadattaputhal7034 kau loka karuchhanti apana dekhi nahanti see drushya ei jao single single road hela au subarna Rekha project hela ama area ra puruna puruna jangal sesa hei gala ethi pain dayi kn sadharana manisa Rasta kadare jete gachha thila ebe badiba pain b gote gachha nahin khara dinare Jane cyclelia rastare kuade gale chhida heba pain gote b tree nahin kie jatila kuha kn na desara unbati heba science naamre Sabu desaku lootuchha
Rathara kaunasi bisayare depth nahi. Yes, there are superstitions everywhere, in any religion, in any society and any civilisation, but why single out one religious practice and those a class or two, not the whole society. Educate the society, educate the masses place your opinion but don't disrespect others.
ହେତୁବାଦୀ ଯାହା କହିଲେ ତାହା ସଂପୂର୍ଣ ସତ୍ୟ। ବର୍ତମାନ୍ ହିନ୍ଦୁଧର୍ମ ଓ ଭଗବାନ୍ ଙ୍କ ନାରେ ଦ୍ବାହିଦେଇ ସାଧାରଣତଃ ବ୍ରାହ୍ମଣ ସମାଜ ନିଜର ବଂଚିବାର ପନ୍ଥା ବାଛିନେଇ ଛନ୍ତି। କଥାରେ ଅଛି ବ୍ରାହ୍ମଣ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ। ଏ ସବୁ ଭାଣ୍ଡାମି।କେହି ଠାକୁରଙ୍କୁ ଦେଖିନାହିଁ। ମାତ୍ର ବହୁ କାଳରୁ କିଛି ପଣ୍ଡିତ,ବୁଦ୍ଧିଜିବୀ ଲୋକ ବ୍ରାହ୍ମଣ ମାନଙ୍କର ଜୀବିକା ନିମନ୍ତେ ଏ ଭଳି ବିଭିନ୍ନ ପ୍ରକାର ବ୍ୟବସ୍ଥା ଅବଲମ୍ବନ କରିଛନ୍ତି। Hinduism not at all a religion. It is the one of the life style or way of life that ever created by wise man (pandit) for the purpose of their own interest. So we have made it for people. The term faith or believe plays a vital role in the field of worship. There are many blind faith prevailing in the society. It has become customary. We believe that without the participation of Brahmin we can't worship God or Goddess or perform any rituals, puja for better living. In my personal opinion all are nuisance and irritation. The main reason is haw to earn money by misleading innocent people in the name of God, ceremony, custome etc. God, is nothing but believe. Life and death is certain. But we can't say how many times we have come to the world. And after that what will be our birth. This is the cycle of cosmos means creation. In my opinion as a greatest creature of world we should help the people unconditionally without expecting anything in return. This is the real puja to God. Thank you so much.
Hindu rituals are already written in Vedas 5 thousand years ago. People call professional Bramhins to conduct these rituals, in the same way as a Christian or Muslim follows such works by their clerics. But the so called Hetuvadis criticise only the Hindu practice, not the Christian or Muslim practice. Because Hinduism allows criticism, not other religions. There has always been open forums for argument in India for centuries. But these Hetuvadis don't know how to argue. They have no depth in any branch of knowledge. They are uncultured, uncivilized people with little learning.
That time already changed Now all are equal having no feelings on my own opinion ..so don't criticising so much to total Brahman society.. Except General cast others are taking various benefits from government to applying his Cota cast certificate..
That time already changed Now all are equal having no feelings on my own opinion ..so don't criticising so much to total Brahman society.. Except General cast others are taking various benefits from government to applying his cast certificate..
@@sureshchandrajena9134 This a narrow concept of Hindu practice. There are practices not laid Bramhins. Follow them if you like or follow other sets of practices. There are several isms within Hinduism.
@@Inner.divinity murkha kiye bhadrami ra saha katha hua ame janichu se niyama manile kounashi asubidha habani kintu ehara ekka bayigyanik karana achi je grahana dina randha khadya khaile taha sarira prati bipada
@@matruprasadswain8966 achha kintu fala mula khaile bipada nahi. Sidha katha bhata ruti khaoni. Baki sabu khao. Aeita only India re huye. Anya country re nuhe. Kain semane ra mari nahanti. Sanskruri ku respect deba boli andha biswas ku importance kn pain deba? Iv rays taa strong thaye jouta ki skin pain kharap. Khaidele jadi marijiba then sedina kichhi b khaoni. Kintu loke randhaa khadya khaibeni. Hele fala mula dahi khai pakeibe. Wahh ki concept. Bhikari b kn sedina na khaiji rahiba naa kn
Kebal murkha mane parhar ku thakur boli mani nianti..gote bilei pathar kimba plastic musa o prakriti musa madhya re farak janichi, gote bagha pathar chheli o prakriut chheli madhya re farak janichi, se kebe bi pathar chheli ku akraman Kare nahin khaiba paini..Khali murkha manisha pathar murty ku bhagwan boli dhari nie
Asabu Hindu dharma re thila boli kahinki kahuchanti...balya bibah au satidaha pratha ra cause kichhi alga thila ..ahaku Hindu dharma saha jodiki apana apananka murkhata ra parichaya douchanti sir
@@Sachins_Vlogs Bramhana kn thika neichhanti hindu dharma ra jadi sabu jati hindu ta samastankara eta daitwa aw adhikar ki hindu dharma ku agku badheiba bt bramhan kn thika neichhanti mamalta semane
Ok se madurchod ku kuha ki brahman mana ku SC ya St kari deba and job pain jo kota achi seta amaku bhi dei deba... Brahman mana nku kans pain general category re rakhicha
Dhua mula adhua mula sabu ekathi kari deuchi. Sie kaunsi darshanika nuhe ki Vaigyanika nuhe ki kaunasi Pandita nuhe . He has little knowledge on everything, and little knowledge is dangerous.
Sanatan Dharma hin pura biswara ek natra Dharma bhagabananku sanatan (Shree Vishnu bhagaban) au ame tanka that srusti boli ame helu sanatani au vaishnab
Ek number Hetubadi sir.
Tame କଣ atheist
Gyan vigyan pa 😂
Professor Ratha Right Kahuchhanti..... ବ୍ରାହ୍ମଣ ମାନେ ହିଁ ନିଜକୁ ସର୍ବସ୍ବ ଭାବି ଗୋଟିଏ ଧନ୍ଦା ଚଲେଇଛନ୍ତି ।
No now a days sabu change heuchhi jie temple karuchhi se nije puja karuchhi jou cast hounakanhiki brahmin pratibaad kan pain karibe se old age brahmin marigaleni😊
@@ashishpadhi5018 ପ୍ରଫେସର ରଥ ଜଣେ ପ୍ରକୃତ ରେ ମହାନ୍ ବ୍ୟକ୍ତି ସେ କେବଳ ରଥ ନୁହନ୍ତି ସେ ଓଡିଶାର ଜନତାଙ୍କୁ ବିଜ୍ଞାନର ରଥ ରେ ଆଗେଇ ନେବାକୁ ପ୍ରୟାସ କରିଛନ୍ତି, ତାଙ୍କୁ ବିବେକବାଦୀ ବ୍ରାହ୍ମଣ ମାନେ ସମର୍ଥନ କରିବା ଉଚିତ୍ ।
ତୁମେ ସେମିତି କୁହନି
Tu ba sehi gosthir@@ashishpadhi5018
@@ashishpadhi5018padhi mane brahman
ଜୟ୍ ସଂବିଧାନ ଜୟ୍ ଭିମ ଜୟ୍ ମୁଳନିବାସି
ବିଦେଶୀ ଆର୍ଯ୍ୟ ସମାଜ ଦେଶ ଛାଡ ଦେଶ ଛାଡ
ଏହି ସମାଜରୁ ଅନ୍ଧ ବିଶ୍ୱାସ ଦୂର କରିବା ପାଇଁ ରଥ sir ଆଗେଇ ଆସିଛନ୍ତି ମୁଁ ତାଙ୍କୁ support କରୁଛି 👍👍👍👍👍👍🌼🌼
Ratha sir is right
Right sir
କେତେ ପଇସା ନେଇଚ ତୁ ଆଉ ତୋ ରଥ ସାର
@@papumohanty8621 ଆ ରେ ଭାଇ ଇତିହାସ ସାକ୍ଷୀ ଅଛି ଗୌତମ ବୁଦ୍ଧ ଭଳି ମହାନ ପୁରୁଷ କୁ ଟେକା ପଥର ଆଉ ନିନ୍ଦା କରିଥିଲେ ଏହି ଅନ୍ଧ ସମାଜରେ ବାସ କରୁଥିବା ଲୋକ ମାନେ
@@papumohanty8621 ଆରି ଭାଇ ତୁ ଅନ୍ଧ ବିଶ୍ୱାସ କୁ ବି believe କରୁଛୁ ତୁ ସେହି ଅନ୍ଧ ବିଶ୍ୱାସ କୁ ନିଜ ଜୀବନ ବା ବଞ୍ଚି ବାର ଆଧାର କରି ଦେଇଚୁ ସେଥି ପାଇଁ ଆମେ ଉଚିତ୍ କଥା ଆଉ ଅନ୍ଧ ପ୍ରଥା କୁ ବିରୋଧ କଲେ ତୋତେ ଆଉ ତୋ ଭଳି ଅଲଗା ଲୋକ ମାନ କୁ କଷ୍ଟ ହଉଚି କାରଣ ସତ କଥା କଡ଼ା ଲାଗେ
ହିନ୍ଦୁ ଧର୍ମ ରେ ଓଡିଶା ର ବ୍ରାହ୍ମଣ ମାନେ ଆମିଷ ଖାଉଛନ୍ତି ,ମଦ ପିଉଛନ୍ତି ମିଛ କହୁଛନ୍ତି, ଲୋକଙ୍କୁ ମଧ୍ୟ ଠକୁଛନ୍ତି, ଏ କେଉଁ ପ୍ରକାର ର ବ୍ରାହ୍ମଣ ମୁଁ ବି ଜାଣିନି
Tu pana ta magiha kan janibu
@@maatarinivarsa2128 ମୁଁ ପଚାରୁଛି ମୋ କମେଣ୍ଟ ରେ ତୁ ଖରାପ କମେଣ୍ଟ କରିବାକୁ କିଏ? କଣ ତମ ଘରେ ପଶି ପାଣ ଗାଣ୍ଡି ମାରିଥିଲା କି ବେଧ ଛୁଆ କୋଉଠିକାର
@@subashnaik4459 to ghare pasi to maa bhauni ku gandi maribe magiha
@@subashnaik4459 to ghare Hadi gandi maribe
ଯାହା ଜଣା ପଡୁଛି, ତୁ ଗୋଟେ ବାର ବାଣ୍ଡିଆ ଛୁଆ , ନ ହେଲେ ତୁ କାହାକୁ କମେଣ୍ଟ ପଢି ଗାଳି କରନ୍ତୁନି, ଗାଳି କରିବା ତୋର ପେସା, ଭଲ ବାଟକୁ ଆସେ, ଲୋକଙ୍କୁ ସଂମାନ କର ଲୋକେ ତୋତେ ବି ସଂମାନ କରିବେ, ଗାଳି କରିଦେବା ବଡ଼ କଥା ନୁହେଁ,ଦାଣ୍ଡ କଳି ଘରକୁ ନେବା ଠିକ ନୁହେଁ,
କେହି ଉଚ୍ଚ ନୁହଁନ୍ତି କି କେହି ନିଚ୍ଚ ନୁହଁନ୍ତି, ସମସ୍ତେ ସମାନ। Humanity with science temper is the future of modern civilization. Jay Bigyan, Jay Insaan, Jay Samvidhan
ଯୁକ୍ତି କରିବା ଠିକ l
ପ୍ରତ୍ୟେକ ବ୍ୟକ୍ତି ନିଜର ମତାମତ ଉପସ୍ଥାପନ କରିବାର ଅଧିକାର ଅଛି l
କିନ୍ତୁ ଆଲୋଚନା ବେଳେ/ ଡିବେଟ ବେଳେ ରଥବାବୁ ଶାଳୀନତା, ସଂଯମତା ଓ ଭଦ୍ରାମି ଭୁଲି ଯାଉଛନ୍ତି l
ତାଙ୍କ କହିବାର ଶୈଳୀ ନମ୍ର ହେଲେ ତାଙ୍କ ଯୁକ୍ତି ସକାରାତ୍ମକ ହୋଇ ପାରନ୍ତା l
Au professor sir kete namra au kete santa mote laguchhi Kali jau biriyani khai thile jadi jhada dharithiba tebe pant re heijaithiba
@@niranjanpatra5772 ସେ ଜଣେ ବିଜ୍ଞପ୍ରାଜ୍ଞ ବ୍ୟକ୍ତି କିନ୍ତୁ ପୁରୋହିତବାଦୀ ସମାଜରେ ବନ୍ଧା ତଥା ଧର୍ମାନ୍ଧ ବ୍ରାହ୍ମଣ ଙ୍କୁ ନିଜ ଲୋକ ମାନବ କଲ୍ୟାଣ ପାଇଁ ସ୍ଵର ଉତ୍ତୋଳନ କଲେ ବୋଧେ ନିଜ ପେଟ ପାଟଣା ପାଇଁ ବାଧିବ ନିଶ୍ଚୟ😀🇮🇳 କିନ୍ତୁ ରଥସାର ଜଣେ ଧର୍ମ ନିରପେକ୍ଷ ବ୍ରାହ୍ମଣ, ତାଙ୍କୁ ହୃଦୟରୁ ଜୟ ଉତ୍କଳପୁତ୍ର,,,
ଯାହା ଲାଗୁଚି ହିନ୍ଦୁ ଧର୍ମ ଖାଲି ଖାଦ୍ୟ ଉପରେ କଟକଣା ଉପରେ ତିଷ୍ଠିଛି , ଗ୍ରହଣ ଦିନ ଖାଇଲେ ଧର୍ମ ନଷ୍ଟ , ଅମୁକ ବାରେ ସମୁକ ଖାଇଲେ ଧର୍ମ ନଷ୍ଟ , ଅମୁକ ପଶୁ ର ମାଂସ ଖାଇଲେ ଧର୍ମ ନଷ୍ଟ, ଅମୁକ ଲୋକ ର ଘରେ ଖାଇଲେ,ପାଣି ପିଇଲେ ଧର୍ମ , ଜାତି ନଷ୍ଟ |
ଠିକ କଥା ଭାଇ
Right 👍 bor
No no khaiba upare jou restrictions achi taha health pain vala. Try to understand science Bhai. Hindu culture re jaha achi taha hundred percent right no need any modification. Caste system aste aste b restrictions ru uthilani . Sabuthu bada Katha heuchi karma jmti vala kariba
ଅମୁକ ପଶୁ ନୁହେଁ। କୌଣସି ପଶୁର ମାଂସ ଖାଇବା ସମ୍ପୂର୍ଣ୍ଣ ରୂପେ ଅଗ୍ରହଣୀୟ।।।
Bhai ame samste Hindu kebala brahman nuhn.ame jeteka mandira jauche sabu hindu
କୋଟିକୋଟି ଧନ୍ୟବାଦ sir (ହେତୁବାଦୀ sir ଙ୍କୁ )
ରଥ ବାବୁ ଆଉ ପୁରୀ ପଣ୍ଡା ଦୁଇ ଗୋଷ୍ଠୀ ଏଠି ବ୍ରାହ୍ମଣ. ମୋର କହିବାର କଥା ହଉଚି. ହିନ୍ଦୁ ଧର୍ମ ଅନୁସାରେ ଏଠି ବ୍ରାହ୍ମଣ ମାନେ ଆମିଷ ଖାଇବା କଥା ନୁହେଁ. ଏ ପେଲେଇ ପୁଏ ଘୁଷୁରୀ ଖାଇଯାଉଛନ୍ତି. ଆଉ ସବୁଠୁ ବଡ଼ କଥା ହେଲା ବ୍ରାହ୍ମଣ ସମାଜ ସବୁ ବେଳେ ଉପରେ ରହିବା ପାଇଁ. ଲୋକଙ୍କୁ ସବୁ ଅଛୁଆଁ ଜାତି କରିକି ବିଭକ୍ତ କରିଦେଇଛନ୍ତି. ଗୋଟେ ହରିଜନ ଲୋକଟେ ଚା ଦୋକାନ କଲେ ଏଠି ସେମାନେ ଚା ପିଇବେନି. କାରଣ ତାଙ୍କର କୋଉଠି କାୟା ନଷ୍ଟ ହେଇଯିବ କିନ୍ତୁ ଭାଇ ଏଠି ମୁସଲମାନ ଲୋକଠୁ ବିରିୟାନୀ ଖାଇ ହାତ ଚାଟିକି ଯାଉଛନ୍ତି.ଖୋଜି ଖୋଜି ଯାଉଛନ୍ତି କୋଉଠି ମୁସଲିମ ବିରିୟାନୀ ଦୋକାନ ଅଛି. ଏଠି ଏମାନେ ଧର୍ମ ଛୋଡୁଛନ୍ତି. ଭାଇମାନେ ଟିକେ ଭାବ ଏ ବ୍ରାହ୍ମଣ ସମାଜ କେଡେ ମଘୀୟା ଜାତି.
Right
U R right bro
Wright maa petru bigyan padhiki janam neichi
Tatha babu bala pachilani, bigyan upre bhut bhrasa achi, agru bigyan nathil dete bele loka kn mari jouthile athi bhasan dauchi
ସଠିକ୍ କଥା କହିଛନ୍ତି
ବିଜ୍ଞାନର ଉନ୍ନତି ଯୋଗୁଁ ଜଳ ବାୟୁ ପରିବର୍ତ୍ତନ ହେଲାଣି।4 ମାସ ଖରା,4ମାସ ବର୍ଷା,4 ମାସ ଶୀତ କାଳ ଆଉ ନାହିଁ । ଅଦିନରେ ବିଜୁଳି ଘଡ ଘଡ଼ି ହେଉଛି , ଅଦିନରେ ବର୍ଷା ବାରମାସ ହେଉଛି । ଅନେକ ମହାମାରୀ ପୃଷ୍ଠଭୂମିରେ ପ୍ରବେଶ କରୁଛି ।ଏସବୁର ମୂଳ କାରଣ ହେଉଛି ବିଜ୍ଞାନର ଉନ୍ନତି। ବିଚାର ସମସ୍ତଙ୍କର.....
Science Kan kala bhai loka mane tree Kati debe
@@prajanadattaputhal7034 Tree rakhile kn BHUMI KAMPA band heijiba
ୟେ ଭଳି ପ୍ରଫେସର ବୁଝେଇ ପାରିବେ କଣ ପାଇଁ ହଉଛି ୟେ ସବୁ
@@prajanadattaputhal7034 kau loka karuchhanti apana dekhi nahanti see drushya ei jao single single road hela au subarna Rekha project hela ama area ra puruna puruna jangal sesa hei gala ethi pain dayi kn sadharana manisa Rasta kadare jete gachha thila ebe badiba pain b gote gachha nahin khara dinare Jane cyclelia rastare kuade gale chhida heba pain gote b tree nahin kie jatila kuha kn na desara unbati heba science naamre Sabu desaku lootuchha
Pura satha Katha bhai ✍️👍🙏 Old is the gold 🙏✍️
ଜୟ ହେତୁବାଦୀ ,ଜୟ ବିଜ୍ଞାନ,ଜୟ ସମ୍ବିଧାନ।
Hetubadi who the hell r
Jai sambhidhan. Jai bigyan. Jai babasaheb
ବିଜ୍ଞାନରୁ ଚାରି ପାଞ୍ଚଟା ପ୍ରଶ୍ନ ପଚାରିଲେ ତୋ ଗାଣ୍ଡି ଫାଟିଯିବ ଏଥି।। କହିଲା ନା କଣ ଜୟ ବିଜ୍ଞାନ 😂😂
@@soumyaranjanmohapatra7933 tahale kan kahibo. Jai andhabiswasa
@@soumyaranjanmohapatra7933ତୋର ବହୁତ ଜ୍ଞାନ ହେଇଯାଇଛି ଗୋବର ଖାଇକି 🤔🤔🤔🤔🤔🤔💀
ଶ୍ରୀମନ୍ଦିର ରେ ବ୍ରାହ୍ମଣ ମାନେ ଜଉ ବଞ୍ଚିବାର ଶୈଳୀ ଆପନାଉଛନ୍ତି ତାହା ସମସ୍ତଙ୍କୁ ଜଣା। ଠିକା ନେଇଛନ୍ତି ହିନ୍ଦୁ ଧର୍ମର
ହିନ୍ଦୁ ଧର୍ମ ସମ୍ପ୍ରଦାୟ ଥିବା ନିର୍ଲଜ ବ୍ରlହ୍ମଣ ମାନଙ୍କୁ ଜୋତା ମାଡ଼ ଦରକାର.
100% right
@@gurucharansahoo1413 11111111111111111111111
100% right
ଗ୍ରହଣ ଦିନ ବିରିୟାନୀ ଖାଇଲେ ଧର୍ମ ବିପଦ ରେ, ବଲିଉଡ ଫିଲ୍ମ ଯୋଗୁଁ ଧର୍ମ ବିପଦ ରେ, ଝିଅ ଙ୍କ ପୋଷାକ ଛୋଟ ହେଲେ ଧର୍ମ ବିପଦ ରେ , ବିଜେପି ଯୋଉ ରାଜ୍ୟ ରେ କ୍ଷମତା ରେ ନାହିଁ ସେଠି ଧର୍ମ ବିପଦ ରେ , ମୁସଲିମ ଜନସଂଖ୍ୟା ବଢିଲେ ଧର୍ମ ବିପଦ ରେ, ଆଦିବାସୀ ଖ୍ରୀଷ୍ଟିଆନ ହେଲେ ଧର୍ମ ବିପଦ ରେ, ଏତେ ବିପଦ ରେ ଅଭୟାରଣ୍ୟ ର ପ୍ରାଣୀ ବି ନ ଥିବେ |
ପ୍ରକୃତରେ ରଥ ବାବୁ ଠିକ୍ କହୁଛନ୍ତି ।👍 କେତେକ ଲୋକ ହିନ୍ଦୁ କହିଲେ ବ୍ରାହ୍ମଣ କୁ ହିଁ ବୁଝନ୍ତି ।
Bhul
Professor ରଥ କ ଯୁକ୍ତି କୁ ମୁଁ support କରୁଛି 👍👍👍👍👍👍👍
Sir Ratha ଠିକ କହୁଛନ୍ତି, ସତ କହିବାକୁ ଗଲେ, ବ୍ରହ୍ମଣ ମାନେ ବହୁତ ଲୁଟୁଛନ୍ତି,ମନ୍ଦିର ହେଉ କି, ଯେଉଁ କାର୍ଯ୍ୟ ରେ ବି,
Ratha sir, i salute to you..... you are right....
Jay Sanata dharma ☸
You are wrong bro
Brahman mane nijaku Bhagaban boli vabileni.sethi pain lokankara Bhagban upare varasha uthigalani. JAY BHIM
Not only bramhin sabu cast
Baba mane nijaku god kuhanti pujabii paanti kan only brahmin baba heuchhanti other cast b achhantina
ବ୍ରାହ୍ମଣ ଙ୍କୁ କେବଳ ବ୍ରାହ୍ମଣ ଜବତ କରିବ.
Brahaman nku sc kara
Reservation pain tu bada bada katha kahuchu...
@@lingarajnanda1247chodi pua to gandi re Pani achhi
@@P1ssd2 what's that meaning,
ସେ ଶଳା ବ୍ରାହ୍ମଣ ସବୁ ଭେଦ ଭାବ କରୁଛି।
JAi Bhim, Jai Constitution, Jai Science ..
Aa gaye yahan bhi
Chal....bhag..... Britisher kutta....😁
@@Phenomenalbeauty tum v
Jaibhim
Bala naa
ରଥ ବାବୁ very good 👍👍
ପ୍ରଫେସର ରଥ ଙ୍କ କଥା ଅନେକ ଠିକ ଆଜିର ଦିନରେ କିଛି ବ୍ରାହ୍ମଣ ଯାହା କରୁଛନ୍ତି ସମସ୍ତେ ଜାଣନ୍ତି
Cota uthei dia
ଆମେ ଧର୍ମ କୁ ସମ୍ମାନ କରୁ ❣️ ସବୁ ବେଳେ ମାନିବୁ.....
Hetubadi gorumansa khiebe ki
TH-cam b Bharatiya sanskruti nuhe
@@binaymohapatra687 ତୁମେ ମତ ଅନୁସାରେ କେଉଁ ଧର୍ମ ସମ୍ପ୍ରଦାୟର ଲୋକମାନେ ପ୍ରତିଦିନ ଧର୍ଷଣ, ହତ୍ୟା, ଯୌନ ନିର୍ଯାତନା, ଦୁର୍ନୀତି ଚୋରି, ଠକେଇ, ଛାଡ଼ପତ୍ର, ବଳାତ୍କର ଭଳି ସଙ୍ଗୀନ ଅପରାଧରେ ଜଡିତ ରହୁଛନ୍ତି ଟିକେ ଚିନ୍ତା କର ?
କେଉଁ ଧର୍ମ ଶାସ୍ତ୍ର, ବେଦ, ଉପନିଷଦ, ଭାଗବତ, ଗୀତା ପଢି ପାପ କାମରେ ଲିପ୍ତ ରହୁଛନ୍ତି ଟିକେ ଚିନ୍ତା କର,
ତୁମେ ବି ସେହି ସମ୍ପ୍ରଦାୟ ସହିତ ଜଡିତ କି ?
@@tarinimineralsneutrals4895 ମୂର୍ଖ ଗୋରୁ ମାଂସ ଖାଉଥିବା ଏବେକାର ବ୍ରିଟେନ ର ନୂଆ ପ୍ରଧାନମନ୍ତ୍ରୀ କୁ ନେଇ ଭାରତ ବାସୀ ବହୁତ ଖୁସି ଅଛନ୍ତି.
ଭାରତ ଗୋ ମାଂସ ରପ୍ତାନୀ ରେ ବିଶ୍ଵରେ ତୃତୀୟ ସ୍ଥାନ ଅଧିକାର ହାସଲ କରିଛି, ରପ୍ତାନି କରୁଥିବା କମ୍ପାନୀ ମାଲିକ ମାନେ କେଉଁ ଧର୍ମ ସମ୍ପ୍ରଦାୟ ସହିତ ଜଡିତ ଟିକେ ଚିନ୍ତା କର, ଗଜ ମୂର୍ଖ.
@@krishnalalmahanta2682 ତୁମେ କେଉଁ ଧର୍ମ ସମ୍ପ୍ରଦାୟ ସହିତ ଜଡିତ ଟିକେ ଚିନ୍ତା କର ?
୧. ହରିଜନ,୨. ଆଦିବାସୀ, ୩. ମୁସଲିମ, ୪. ଶିଖ, ୫. ହିନ୍ଦୁ, ୬. ଖ୍ରୀଷ୍ଟିଆନ୍.।
ସାର ଠିକ୍ କଥା କହୁଛନ୍ତି ❤❤❤
ଆଲୋଚନା ଠିକ୍ ଅଛି କିନ୍ତୁ ଭାଷା ଯେଉଁ ଭଳି ବ୍ୟବହାର ହେଉଛି ଯାହା ଅତ୍ୟନ୍ତନିନ୍ଦନୀୟ ଓ ଦୁଃଖଦ ଘଟଣା
Professor na murkha
Sea budha loka heleni kintu bhasa thik nai.emiti loka kan bujhiba
Hetubadi is stupid man
ଆମେ ସମସ୍ତେ ଅନ୍ଧ ଭାବରେ ସବୁ କଥା ଗ୍ରହଣ କରିବା ଅନୁଚିତ। ପ୍ରତ୍ୟେକ କଥାକୁ ଅନୁଧ୍ୟାନ ଓ ତଥା ବୁଝିସୁଝି ଗ୍ରହଣ କରିବା ଉଚିତ୍। ଯେଉଁ ମାନେ ଉପଦେଶ ଦେଉଥାନ୍ତି ସେମାନେ ବି ସବୁ ଜାନତା ମଣିଷ ନୁହଁନ୍ତି।
Right bro 👍
Binasakale Biparita Budhi, Rathababu tora bapa tora jataka karithile na nahi
ଧର୍ମ ଓ ବିଜ୍ଞାନ ଉଭୟ ର ଆବଶ୍ୟକତା ରହିଛି | କିନ୍ତୁ ପ୍ରକୃତ ଧର୍ମ କଣ ସେଇଟା ମଧ୍ୟ ଜାଣିବା ଦରକାର, ନ ହେଲେ ଅନ୍ଧ ବିଶ୍ୱାସ, କୁସଂସ୍କାର, କୁପ୍ରଥା ଇତ୍ୟାଦି କୁ ଧର୍ମ ବୋଲି ଧରି ନିଆଯାଇଛି ଯୁଗେ ଯୁଗେ | ହେତୁବାଦୀ ମାନେ ଯାହା କରୁଛନ୍ତି ତାହା ମଧ୍ୟ ଧାର୍ମିକ କାର୍ଯ୍ୟ | ସର୍ବଦା ପରମ୍ପରା କୁ ପ୍ରଶ୍ନ କରନ୍ତୁ , ଅନୁସନ୍ଧାନ କରନ୍ତୁ ଓ ଅନ୍ଧ ବିଶ୍ୱାସ କୁ ପ୍ରତ୍ୟାଖାନ କରନ୍ତି |
@@Inner.divinity right katha
Ok
ଜୟ ବିଜ୍ଞାନ, 👍
କେତେ ଅହଙ୍କାରୀ ରଥ ବାବୁ। ମୂର୍ଖ ଙ୍କ ଭାଷା, ଅଭଦ୍ର ଟିପଣି, ବ୍ୟବହାର ରେ ଶାଳିନତା ନାହିଁ।ବାହାରି ଆସିଲେ ସମାଜ ସୁଧାରି ବାକୁ
Rathara kaunasi bisayare depth nahi. Yes, there are superstitions everywhere, in any religion, in any society and any civilisation, but why single out one religious practice and those a class or two, not the whole society. Educate the society, educate the masses place your opinion but don't disrespect others.
Badilaki
ରଥ sir madi chala best of luck.
ଛୁଆଁ ଅଛୁଆଁ ଭେଦ ଭାବ ଏହା ହିଁ ହିନ୍ଦୁ
ଭାଇ ଭାଇ ମାଡ଼ ଲଗେଇବା ଜାତି ଜାତି ଭିତରେ ମାଡ଼ଲଗେଇବା ଏହା ହେଉଛି ହିନ୍ଦୁ
ହେତୁବାଦୀ ଖାଇଛି ଭଲ ହୋଇଛି
Gobar mada khaichhi bhala heichhi
ଜଣେ ବ୍ୟକ୍ତି ପାଖରେ ଖାଲି ବଡ ଡିଗ୍ରୀ ଥିଲେ ତାକୁ ଆମେ ଜ୍ଞାନୀ କହି ପାରିବା ନାହିଁ।ଜଣେ ବ୍ୟକ୍ତି ଯଦି ତର୍କ ଆଲୋଚନା ରେ ଖରାପ ଭାଷା ର ପ୍ରୟୋଗ କରୁଛନ୍ତି ।ତାଙ୍କ ଠାରୁ ମୂର୍ଖ କେହି ନାହାନ୍ତି।
100per thhik kahichhanti Bhai.
ଆରେ ଠିକ୍ ଭାଷାରେ ତର୍କ କଦାପି ବୁଝିଇ ପାରିବନି ଆଙ୍ଗୁଠିକୁ ଟିକେ ଥେଢା କରିବାକୁ ପଡେ
ଅଭଦ୍ର ଙ୍କ ଗୁରୁ ସିଏ
ହେତୁବାଦୀ ଯାହା କହିଲେ ତାହା ସଂପୂର୍ଣ ସତ୍ୟ। ବର୍ତମାନ୍ ହିନ୍ଦୁଧର୍ମ ଓ ଭଗବାନ୍ ଙ୍କ ନାରେ ଦ୍ବାହିଦେଇ ସାଧାରଣତଃ ବ୍ରାହ୍ମଣ ସମାଜ ନିଜର ବଂଚିବାର ପନ୍ଥା ବାଛିନେଇ ଛନ୍ତି। କଥାରେ ଅଛି ବ୍ରାହ୍ମଣ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ। ଏ ସବୁ ଭାଣ୍ଡାମି।କେହି ଠାକୁରଙ୍କୁ ଦେଖିନାହିଁ। ମାତ୍ର ବହୁ କାଳରୁ କିଛି ପଣ୍ଡିତ,ବୁଦ୍ଧିଜିବୀ ଲୋକ ବ୍ରାହ୍ମଣ ମାନଙ୍କର ଜୀବିକା ନିମନ୍ତେ ଏ ଭଳି ବିଭିନ୍ନ ପ୍ରକାର ବ୍ୟବସ୍ଥା ଅବଲମ୍ବନ କରିଛନ୍ତି। Hinduism not at all a religion. It is the one of the life style or way of life that ever created by wise man (pandit) for the purpose of their own interest. So we have made it for people. The term faith or believe plays a vital role in the field of worship. There are many blind faith prevailing in the society. It has become customary. We believe that without the participation of Brahmin we can't worship God or Goddess or perform any rituals, puja for better living. In my personal opinion all are nuisance and irritation. The main reason is haw to earn money by misleading innocent people in the name of God, ceremony, custome etc. God, is nothing but believe. Life and death is certain. But we can't say how many times we have come to the world. And after that what will be our birth. This is the cycle of cosmos means creation. In my opinion as a greatest creature of world we should help the people unconditionally without expecting anything in return. This is the real puja to God. Thank you so much.
Right Bhai
Hindu rituals are already written in Vedas 5 thousand years ago. People call professional Bramhins to conduct these rituals, in the same way as a Christian or Muslim follows such works by their clerics.
But the so called Hetuvadis criticise only the Hindu practice, not the Christian or Muslim practice. Because Hinduism allows criticism, not other religions.
There has always been open forums for argument in India for centuries. But these Hetuvadis don't know how to argue. They have no depth in any branch of knowledge. They are uncultured, uncivilized people with little learning.
That time already changed Now all are equal having no feelings on my own opinion ..so don't criticising so much to total Brahman society.. Except General cast others are taking various benefits from government to applying his Cota cast certificate..
That time already changed Now all are equal having no feelings on my own opinion ..so don't criticising so much to total Brahman society.. Except General cast others are taking various benefits from government to applying his cast certificate..
@@sureshchandrajena9134 This a narrow concept of Hindu practice. There are practices not laid Bramhins. Follow them if you like or follow other sets of practices. There are several isms within Hinduism.
ରଥ ବାବୁଙ୍କ କଥା ରେ ସନ୍ମତ 🤚
Acha tahele ghare kie chaligale saba daha pare aasiki chicken khai pariba ta
ଛି ଛି ଇଏ କି ଭାଷଣ । ନନ୍ଦିଘୋଷ ଚନେଲ ଆପଣ କୋଉ ଲୋକଙ୍କୁ ଉଠେଇ ଆଣିଛନ୍ତି।କଥା କହିବାର ଶୈଳୀ ଜାଣି ନାହାଁନ୍ତି।
Se para hetubadi heture bharti sanskar janinahanti
@@padmabatimohanta252 hm behaviour sikhini nonsense budha
Sata katha baduchiki
ଅଧର୍ମ ଯିଏ କରେ ସମୟ ତାକୁ ଆଗ ଭୋଜନ କରେ... l ତେଣୁ ଧର୍ମିକ ସମ୍ପ୍ରଦାୟର ଭାଇ ଭଉଣୀମାନେ ସମୟକୁ ଅପେକ୍ଷା କର l ଶେଷରେ ଧର୍ମର ବିଜୟ heba🙂🙂🙂🙂🙂🙂
ଯାହା ଲାଗୁଚି ହିନ୍ଦୁ ଧର୍ମ ଖାଲି ଖାଦ୍ୟ ଉପରେ କଟକଣା ଉପରେ ତିଷ୍ଠିଛି , ଗ୍ରହଣ ଦିନ ଖାଇଲେ ଧର୍ମ ନଷ୍ଟ , ଅମୁକ ବାରେ ସମୁକ ଖାଇଲେ ଧର୍ମ ନଷ୍ଟ , ଅମୁକ ପଶୁ ର ମାଂସ ଖାଇଲେ ଧର୍ମ ନଷ୍ଟ, ଅମୁକ ଲୋକ ର ଘରେ ଖାଇଲେ,ପାଣି ପିଇଲେ ଧର୍ମ , ଜାତି ନଷ୍ଟ |
@@Inner.divinity ତୁ ଭୀମଦା ଚାଲ
Pratapa ratha jane murkha
Pratapa ratha mundiki je pati karuchhanti
ଠିକ୍ କଥା କହିଛନ୍ତି ଧନ ଜିବନ ଜଉବନ ନଷ୍ଟ କରିକି ଜାଦି ବାଦ ଦଙ୍ଗା କରିକି ଆମ ଭାରତକୁ ନଷ୍ଟ କରିଚାଲିଛନ୍ତି ଏମାନେ ଧର୍ମ ନାମରେ
କିରେ ମନ୍ତ୍ର ପଢିକି ଗରମ କମେଇ ଦିଅ ମେଘ କରିଦିଅ
ଜ୍ଞାନ ଠୁ ବିଜ୍ଞାନ 😔
ତମର ଇଛା ତମେ ଯାହା କୋହିପାରିବ ଠାକୁରଙ୍କୁ କୋହୀବ କୁହ ମୁଁ ମଲା ପ୍ରଯୌନ୍ତ ମୋ ଧର୍ମ ମୋ ଭଗବାନଙ୍କୁ ମାନିବି ଓ ଆଗାମୀ ପିଢ଼ି ଭି ମୋର ମାନିବ
ଯାହାର ବାପା ଏକ ନୁହଁ ସିଏ ଠାକୁରଙ୍କୁ ଆଙ୍ଗୁଳି ଉଥୋଉ 😡 ବିଜ୍ଞାନ ନ ଆସିବା ଆଗରୁ 9ଗ୍ରହ ବିଷୟରେ ଲେଖା ହେଇଛି ଆମ ଗ୍ରନ୍ଥରେ 🙏 ଜୟ ଜଗନ୍ନାଥ 🙏
Right 👍❤
100 100 re right kotha kohilo bhai
ତୁରନ୍ତ ଗିରଫ କରାଯାଉ
ସେ ବୁଢାକୁ।।
ସମାଜକୁ କୁ ସଂସ୍କାର କରୁଛି ।।
ବୟସ ହେଇଗଲାଣି ମୁଣ୍ଡ କାମ କରୁନି ।।
🙏🙏🙏🙏🙏🙏🙏🙏🙏🙏
Devnagari lipi (developed in7-8CE) me likhi gayi kitabon ko bhagwan ka baani bol bol k logo ko chuna laga na asan nahi h 🤣☕
ଜଗନ୍ନାଥ ମନ୍ଦିର ରେ ମୁସଲିମ କି ଖ୍ରୀଷ୍ଟିଆନ ଲୋକ ଟେ ପଶି ଧରା ପଡ଼ିଲେ , ମନ୍ଦିର ଅପବିତ୍ର ହେଇ ଯାଏ, ଧୁଆ, ଧୁଇ କରି ତାକୁ ଶୁଦ୍ଧ କରିବା କୁ ପଡେ ଆଉ ଥରେ | ଏମିତି ଧର୍ମ ଓ ସଂସ୍କୃତି ଦୁନିଆ ରେ ଆଉ କୋଉଠି ନ ଥିବ, ମଣିଷ ର ଉପସ୍ଥିତି ଯୋଗୁଁ ଧାର୍ମିକ ସ୍ଥଳ ଅପବିତ୍ର ହେଇ ଯାଏ | ହାୟ ରେ ମଣିଷ ବୁଦ୍ଧି |
Ratha babu you are very good👍
ବ୍ରାହ୍ମଣ ମାନେ ଚିକେନେ ଖାଇ ଯାଇ ମନ୍ଦିର ରେ ପୂଜା କରୁଛନ୍ତି
ଜୟ ମୂଳନିବାସି
ହିନ୍ଦୁ ଅର୍ଥ କଣ ଦୟାକରି ସମସ୍ତ ବିଷୟରେ ଜାଣିବା ଆବଶ୍ୟକ l ରଥ ସାରଙ୍କ ଠାରୁ ଶିଖିବା ଦରକାର
ବାପା ମା' କେତେ ଆଶା ଭରସା କରି ନାଁ ରଖିଥିଲେ ବି. ରାମଚନ୍ଦ୍ର। ଅଥଚ ଏ ମ୍ଳେଛ, ମହାପ୍ରଭୁ ଶ୍ରୀଜଗନ୍ନାଥ, ଭଗବାନ ଶ୍ରୀରାମଚନ୍ଦ୍ର, ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କୁ ଗାଳିମନ୍ଦ ଦେଉଛି। ସେ ପାଗଳ ନୁହେଁ। ହିନ୍ଦୁ ଧର୍ମକୁ ଅପଦସ୍ତ କରି, ହିନ୍ଦୁ ଦେବଦେବୀ ଓ ଗୁରୁ ପରମ୍ପରା କୁ ମିଥ୍ୟା ବଦନାମ କରି ସନାତନ ହିନ୍ଦୁ ଧର୍ମ ପ୍ରତି ଲୋକଙ୍କର ଭରସା ଓ ବିଶ୍ବାସ ଭଙ୍ଗ କରି ହିନ୍ଦୁ ମାନଙ୍କୁ ଧର୍ମ ଛଡ଼ା କରି ଅନ୍ୟ ରିଲିଜିଅନ୍ , ଅନ୍ୟ ମଜହବ ଅଥବା ବାମପନ୍ଥୀ କମ୍ୟୁନିଷ୍ଟ ଓ୍ବକିଜମ୍ କୁ ଧର୍ମାନ୍ତରୀକରଣ/ ପନ୍ଥା ପରିବର୍ତ୍ତନ କରି ସନାତନ ହିନ୍ଦୁ ସଭ୍ୟତାକୁ ଧ୍ବଂସ କରିବା ଓ ଭାରତବର୍ଷକୁ ଖଣ୍ଡ ବିଖଣ୍ଡ କରି ଦଖଲ କରିବା ପାଇଁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ହିନ୍ଦୁ ବିରୋଧୀ ଶକ୍ତିମାନଙ୍କ ଦ୍ବାରା ଚାଳିତ ବିଶାଳ ଷଡ଼ଯନ୍ତ୍ର ଓ ବିଶ୍ବ ସ୍ତରୀୟ ନିରବଚ୍ଛିନ୍ନ କାର୍ଯ୍ୟକ୍ରମର କ୍ଷୁଦ୍ର ଅଂଶ ବିଶେଷ ହେଉଛନ୍ତି ଏମାନଙ୍କ ଭଳି ଲୋକମାନେ। ସେମାନେ ଭଲ ଭାବରେ ଜାଣନ୍ତି ସେମାନେ କ'ଣ କରୁଛନ୍ତି ଏବଂ ସେମାନଙ୍କର ଲକ୍ଷ୍ୟ କ'ଣ। ଏଥିପାଇଁ ବିଦେଶରୁ କୋଟି କୋଟି ଡଲାର୍ ଆସୁଛି ସ୍ବେଚ୍ଛାସେବୀ ସଂସ୍ଥା ( NGO) ମାନଙ୍କୁ ଅନୁଦାନର ଆଢ଼ୁଆଳରେ। କିନ୍ତୁ ସରଳ ବିଶ୍ୱାସୀ ସାଧାରଣ ହିନ୍ଦୁ ଓଡ଼ିଆ ଲୋକ ମାନେ ଜାଣି ପାରୁ ନାହାଁନ୍ତି ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି ମାରାତ୍ମକ ଷଡ଼ଯନ୍ତ୍ର କୁ। ସମଗ୍ର ଭାରତର ବିଶେଷ କରି ଓଡ଼ିଶାର ସୁଦୂର ଦୁର୍ଗମ ଅଞ୍ଚଳରେ କିଭଳି ହଜାର ହଜାର ସଂଖ୍ୟାରେ ଗରିବ ହିନ୍ଦୁ ବନବାସୀ, ଆଦିବାସୀ ଭାଇ ଭଉଣୀ ମାନଙ୍କର ଧର୍ମ ପରିବର୍ତ୍ତନ କରାଯାଉଛି। ପ୍ରତାପ ବାବୁ ଓ ବି. ରାମଚନ୍ଦ୍ରଙ୍କ ଭଳି ଅର୍ବାନ୍ ନକ୍ସାଲ ମାନେ ସେଥିପାଇଁ ପ୍ରାଥମିକ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ମାତ୍ର।
Hmm bhai religion exchange karibapain emane supaari neuchhanti hetubaadi nunhe subidhabaadi jou religion hua na kanhiniki money is everything so money pain sabu kichhi heuchhi guru nindaheba au pila jetiki respect douchaanti parents teacher nku au debeni patha satha padhibeni sabu terrorists heijibe.
ଵାସ୍ତଵିକ ରଥ ସାର ଯାହା କହୁଛନ୍ତି ଠିକ୍
Chup ghusuri pua aga to dimag check kar
ରଥ ବାବୁ ଙ୍କୁ ଦଣ୍ଡବତ 🙏 ଆମ ଓଡ଼ିଶାରୁ ଏଇ ବ୍ରାହ୍ମଣବାଦ ହଟିବା ଦରକାର, ଆଉ ଓଡ଼ିଆ ଭାଷା ସଂସ୍କୃତରୁ ଆସି ନାହିଁ
ପ୍ରକୃତରେ ବ୍ରାହ୍ମଣ ମାନେ ଏ ହିନ୍ଦୁ ସମାଜକୁ ଦୋଳିଦୋଳାନ୍ତ କରି ରଖିଛଅନ୍ତି, ହିନ୍ଦୁ ମାନଙ୍କ ଭିତରେ ଏମିତି ଘୃଣା ଭାବ ଭର୍ତ୍ତୀ କରିଦେଇଛଅନ୍ତି ମଣିଷ ତାକୁ ଧରି ଆଜି ଦୋଳିଦୋଳାନ୍ତ ହେବା ଛୋଡ଼ା ଆଉ କିଛିନୁହଁ. ଆଜିକା ଦିନରେ ଯାହାଘରେ ମଣିଷ ଟିଏ ମରିଯାଉଛି କ୍ରିୟା କର୍ମ ପାଇଁ ଶେ ଘୋର ର ସୋଦସ୍ୟ କେତେ ଦୋଳିଦୋଳାନ୍ତ, ତାମାନେ କଣ ସିନ୍ଧୁ ସଭ୍ୟତା ରେ ଏସବୁ ଥିଲା, ନାଁ କିଛି ଏସବୁ ନଥିଲା. ସିନ୍ଧୁ ସଭ୍ୟତା ପରେ ଏସବୁ ର ସୃଷ୍ଟି ତା ଅର୍ଥ କେହିଜଣେ ମଣିଷ ହିଁ ସୃଷ୍ଟି କରିଛି
ମୁଁ ଜଣେ ନାଗରିକ ହିସାବରେ ଏତିକି କହିବାକୁ ଚାହେଁ, ମୋର ଇଛା ହେଉଛି ମୁଁ ପରାଗ ସମୟରେ ରନ୍ଧା ଖାଦ୍ୟ ଖାଇବି କି ଧର୍ମୀୟ ବିଶ୍ୱାସ ଓ ପରମ୍ପରାକୁ ସମ୍ମାନ ଦେଇ ପାକତ୍ୟାଗ କରିବି, ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି । ଆଉ ହେତୁବାଦୀମାନେ ଯଦି ଏହି ପରମ୍ପରାକୁ ମାନିବାକୁ ନାରାଜ, ତେବେ ମନା ନାହିଁ, ସେମାନେ ତାଙ୍କ ଘରେ ଖାଆନ୍ତୁ । ଯଦି କେହି ଧର୍ମ ଓ ପରମ୍ପରାକୁ ସମ୍ମାନ ଦେଇ ଏହାକୁ ନାପସନ୍ଦ କରୁଛନ୍ତି ତେବେ ସେମାନଙ୍କୁ ତାଙ୍କ ଧର୍ମ ଓ ପରମ୍ପରା ପାଳନରେ ସହଯୋଗ କରନ୍ତୁ । କାରଣ ଏହା ସତୀ ପ୍ରଥା କିମ୍ବା ବାଲ୍ୟ ବିବାହ କିମ୍ବା ନରବଳୀ ଭଳି ଏତେ ଜଘନ୍ୟ ପରମ୍ପରା ଭଳି ପ୍ରତୀୟମାନ ହେଉନାହିଁ । ସମସ୍ତେ ବିଜ୍ଞାନ ଜାଣନ୍ତି । ମୁଁ ବି ଜଣେ ଆଇ. ଟି. ପ୍ରଫେସନାଲ । ହେଲେ ମୁଁ ମୋର ଧର୍ମ ଓ ସଂସ୍କାର ଓ ପରମ୍ପରାକୁ ସର୍ବଦା ସମ୍ମାନ ଦିଏ । ସୂର୍ଯ୍ୟ ଚନ୍ଦ୍ର ଓ ପୃଥିବୀ ଏକ ସରଳ ରେଖାରେ ରହିଲେ ଗ୍ରହଣ ଓ ପରାଗ ହୁଏ । ଯଦି ଏହି ଦିନ କେହି ପାକତ୍ୟାଗ କଲେ ତେବେ ହେତୁବାଦୀ ମାନଙ୍କର କଣ ଅସୁବିଧା ହେଲା । ଅଯଥାରେ କାହିଁକି ସେମାନେ ଏହି ପ୍ରଥାକୁ ସତୀଦାହ ପ୍ରଥା ଓ ନରବଳୀ ସହିତ ତୁଳନା କରୁଛନ୍ତି ? କେହି ପାକ ପ୍ରସ୍ତୁତ ନକଲେ ବା ଚିକେନ୍ ବିରିଆନି ନଖାଇଲେ କାହାର ତ କିଛି ଅସୁବିଧା ହେଉନାହିଁ । ବରଂ ମୋର ପରାମର୍ଶ ହେତୁବାଦୀ ମାନେ ତାଙ୍କ ଘରେ ଚିକେନ, ମଟନ କିମ୍ବା ଗୁହ ବି ଖାଆନ୍ତୁ କିଛି ମନା ନାହିଁ । ଏହା ମୁଁ ଏଇଥିପାଇଁ କହୁଛି, ଭାରତ ଗୋଟେ ଧର୍ମ ନିରପେକ୍ଷ ରାଷ୍ଟ୍ର । ତେଣୁ ଯଦି କାହା ଧର୍ମୀୟ ଭାବନା ଉପରେ କିଛି କଷ୍ଟ ଆସୁଛି, ତେବେ ରାଜରାସ୍ତାରେ ହେତୁବାଦୀ ମାନେ ଏଭଳି ନକଲେ କଣ ଅସୁବିଧା । ଏଠି ତ ନରବଳୀ କି ସତୀ ପ୍ରଥା ଭଳି କାହା ଜୀବନକୁ କ୍ଷତି ପହଂଚାଯାଉନି । ତେଣୁ ଏହି ବାଦାନୁବାଦ କୁ ବନ୍ଦ କରନ୍ତୁ । ଯିଏ ଯାହା କରିବେ ନିଜ ଘରେ କରନ୍ତୁ ।
Balya bibaha se musalman mankan pain heithila
ଧର୍ମ ଓ ବିଜ୍ଞାନ ଉଭୟ ର ଆବଶ୍ୟକତା ରହିଛି | କିନ୍ତୁ ପ୍ରକୃତ ଧର୍ମ କଣ ସେଇଟା ମଧ୍ୟ ଜାଣିବା ଦରକାର, ନ ହେଲେ ଅନ୍ଧ ବିଶ୍ୱାସ, କୁସଂସ୍କାର, କୁପ୍ରଥା ଇତ୍ୟାଦି କୁ ଧର୍ମ ବୋଲି ଧରି ନିଆଯାଇଛି ଯୁଗେ ଯୁଗେ | ହେତୁବାଦୀ ମାନେ ଯାହା କରୁଛନ୍ତି ତାହା ମଧ୍ୟ ଧାର୍ମିକ କାର୍ଯ୍ୟ | ସର୍ବଦା ପରମ୍ପରା କୁ ପ୍ରଶ୍ନ କରନ୍ତୁ , ଅନୁସନ୍ଧାନ କରନ୍ତୁ ଓ ଅନ୍ଧ ବିଶ୍ୱାସ କୁ ପ୍ରତ୍ୟାଖାନ କରନ୍ତି |
ଯଦି ଧାର୍ମିକ ଲୋକ ମାନେ କେବଳ ଗ୍ରହଣ ଦିନ ଉପବାସ କରିବା କୁ ଚାହିଁବେ , ସେଥିରେ କୋଉ ହେତୁବାଦୀ ଙ୍କ ଆପତ୍ତି ନାହିଁ କି ହେବା ଉଚିତ ନୁହଁ | କିନ୍ତୁ ଏ ମାନେ ଅନ୍ଧ ବିଶ୍ୱାସ କୁ ପ୍ରୋତ୍ସାହନ ଦେଉଛନ୍ତି , ମିଥ୍ୟା ଭୟ ର ବାତାବରଣ ସୃଷ୍ଟି କରୁଛନ୍ତି , ତେଣୁ ଏ ମୂର୍ଖ ଙ୍କୁ ଜବାବ ଦେବା କୁ ଏମିତି କରିବା କୁ ପଡୁଛି |
@@Inner.divinity murkha kiye bhadrami ra saha katha hua ame janichu se niyama manile kounashi asubidha habani kintu ehara ekka bayigyanik karana achi je grahana dina randha khadya khaile taha sarira prati bipada
@@matruprasadswain8966 achha kintu fala mula khaile bipada nahi. Sidha katha bhata ruti khaoni. Baki sabu khao. Aeita only India re huye. Anya country re nuhe. Kain semane ra mari nahanti. Sanskruri ku respect deba boli andha biswas ku importance kn pain deba? Iv rays taa strong thaye jouta ki skin pain kharap. Khaidele jadi marijiba then sedina kichhi b khaoni. Kintu loke randhaa khadya khaibeni. Hele fala mula dahi khai pakeibe. Wahh ki concept. Bhikari b kn sedina na khaiji rahiba naa kn
ମାନିଲେ ଠାକୁର ନ ମାନିଲେ ପଥର ସବୁ ସେଇ ମହାପ୍ରଭୁ ଙ୍କ ଲୀଳା🙏🙏🙏🙏🙏
Kau thakura. Marila pare kau thakura pakhaku jiba? Jaganatha. Odia wala jibe? America wala jesus pakhaku jibe. Japanese wala Buddha pakhaku jibe. Kintu India-american kuade jibe?
Kebal murkha mane parhar ku thakur boli mani nianti..gote bilei pathar kimba plastic musa o prakriti musa madhya re farak janichi, gote bagha pathar chheli o prakriut chheli madhya re farak janichi, se kebe bi pathar chheli ku akraman Kare nahin khaiba paini..Khali murkha manisha pathar murty ku bhagwan boli dhari nie
@@Inner.divinity tame bada pandita ta
Gutie Sabda khatam ok
Bramanna Mane Sata kahile nijaku Bada Mananti prathame se Bichar ti Bhul mo taraf ru
ରଥ sir ଙ୍କୁ ଯେଉଁ ମାନେ ସପୋଟ କରୁଛ ନ୍ତି ସେମାଙ୍କର ଦମ ଅଛି ଜଗନାଥ ଙ୍କ ମନ୍ଦିର ରେ ଯାଇଁ ପୂଜା କରୁନାହାନ୍ତି ତାଙ୍କ ପୁଅ ଝୀଅ ବାହା ଘର ରେ ପୁରୋହିତ କାହିଁ ଡାକୁଛନ୍ତି ବ୍ରାମ୍ହାଣ ଙ୍କୁ ଯୋଉ ମାନେ ନିନ୍ଦା କରୁ ଛ ନ୍ତି ସେମାନେ ଠିକ କରୁନହାନ୍ତି
ଧର୍ମ କୁଆମେ ମାନୁ ହେଲେ ହିନ୍ଦୁ ନୁହେଁ ଆମେ ଆମେ ଆଦିବାସୀ ସମସ୍ତେଙ୍କୁ ହିନ୍ଦୁ କହେଲେ ଚାଲି ବନାହିଁ ଭାରତରେ ବହୁତ ଲୁକ ଅଛନ୍ତି ବ୍ରାହ୍ମଣ ମନେ କୁହନ୍ତି ଭାରତରେ ସବୁ ହିନ୍ଦୁ ଅଛନ୍ତି ହେଲେ ଭାରତରେ ବହୁତ କମଛନ୍ତି ବ୍ରାହ୍ମଣ ମନେ ଏବେ ତୁମେମାନେ ନଜର ଉଠେଇ କିଦେଖା
ଯାହା ଲାଗୁଚି ହିନ୍ଦୁ ଧର୍ମ ଖାଲି ଖାଦ୍ୟ ଉପରେ କଟକଣା ଉପରେ ତିଷ୍ଠିଛି , ଗ୍ରହଣ ଦିନ ଖାଇଲେ ଧର୍ମ ନଷ୍ଟ , ଅମୁକ ବାରେ ସମୁକ ଖାଇଲେ ଧର୍ମ ନଷ୍ଟ , ଅମୁକ ପଶୁ ର ମାଂସ ଖାଇଲେ ଧର୍ମ ନଷ୍ଟ, ଅମୁକ ଲୋକ ର ଘରେ ଖାଇଲେ କି ପାଣି ପିଇଲେ ଧର୍ମ , ଜାତି ନଷ୍ଟ | କାର୍ତିକ ମାସ ରେ ଆମିଷ ଖାଇଲେ ଧର୍ମ ନଷ୍ଟ |
ଏତଲା withdrawକର ବ୍ରାହ୍ମଣ ସମାଜ , ତୁ ଧର୍ମ ଧର୍ମ କହୁଛୁ , ହେଲେ କିଛି ଜାଣିନୁ । ଦୁବ ଠାରୁ ହୋଇ ସରୁ ମନେ ମନେ ଦେବଦାରୁ ବୋଲି ଭାବ ନା । ଆମ ମାନଙ୍କୁ ଅନ୍ଧବିଶ୍ୱାସର ଅନ୍ଧାରରେ ପକାଇ ଖାଇସାରିଲଣି । ଆଉ ନୁହେଁ , ଏବେ ହେତୁ ବାଦୀ ର ବିଚାର ଆସିଛି, ବୈଜ୍ଞାନିକ ସଙ୍ଗତି ଆସିଛି । ତୁମେମାନେ ପରା ବ୍ରାହ୍ମଣ, ହଳ କରିବନି,ଭାର ବୋହିବନି । ତୁମ ପାଇଁ ହଳ କରିବା ଆମେ,ଭାର ବୋହିବା ଆମେ, ଗାଈ ରଖିବା ଆମେ ଆଉ ଖିଅ ଖାଇବ ତୁମେ , ଆମେ ଯାହା ପ୍ରେତକୁ ଦବା ତୁମେ ଧନାଏ ତାକୁ ସବୁ ବୁଜୁଳି କରି ଘରକୁ ନେଇଯିବ ,ଦାନ ବି ନବ , ଦକ୍ଷିଣା ବି ନବ ଆଉ କୁହା କରାଇବ " ପାତ୍ର ନାସ୍ତି " ଦେଖେଇଲା ମତେ ପରମ୍ପରା , ସଂସ୍କୃତି । ମୋ ସାଙ୍ଗରେ ମାଟି ହାଣିବୁ ଆ , ହଳ କରିବୁ ଆ,ଭାର ବୋହିବୁ ଆ ଆଉ ଘର ଛାଇବୁ ଆ ।
Correct bro
Bhai kathata Brahmana samaj Pani padini . Padichhi ama hindu dharm upare.
Agha etela to upare hau to hisab re to bapa jejebaba bi andhavishwas mane bujhija
Bhai bujhi hauni please aou thare reply dia
@@spvideo1206 Murkha mane bujhi paribeni
ହିନ୍ଦୁସ୍ତାନ ରେ ହିନ୍ଦୁଧର୍ମ କୁ ଦେବ ଦେବୀଙ୍କୁ ସମାଲୋଚନା କରୁଥିବା ଲୋକ ଜାରଜ ସନ୍ତାନ। ତୁମେ ଜଗନ୍ନାଥ ଙ୍କ ମହାପ୍ରସାଦ ରେ ଚିକେନ ମିଶାଇ ଖାଇବ ବୋଲି କହିବ ତୁମକୁ କେହି କିଛି କହିବେନି । ମା ତାରିଣୀଙ୍କୁ ମାଡାମ କହିବ। ଶଳା ମୁର୍ଖ। ତୁଟା ବେଧୁଆ ଛୁଆ। କଥାରେ ନୁହେଁ ମାଡରେ ବୁଝାଯିବ।
ରଥ sir ଜଣେ ଅଭଦ୍ର ମଣିଷ।ଏମାନେ ସିଷ୍ଟାଚାର ସିଖିନାହାନ୍ତି।ଖାଲି କହୁଛନ୍ତି ଆମେ ପାଠ ପଢ଼ିଚୁ ଆବେ ପାଠ ଟା ଭି ସେହି ମଣିଷ ହିଁ ସୃଷ୍ଟି କରିଛି।ଯଦି ପାଠ କୁ ମାନୁଚୁ ତେବେ ପ୍ରଥମେ ବେଦ କୁ ମାନେ ପାଠ ର ସୃଷ୍ଟି ବି ସେଇଠୁ।
ଜ୍ଞାନ sir ଠିକ କହିଛନ୍ତି
ପ୍ରଫେସର ରଥ ନିଜକୁ ସଂଯତ କରି ଉଗ୍ର ନହୋଇ ଉତ୍ତମ ବ୍ୟବହାର ଦେଇ କହିବା କଥା !!
ଉକ୍ତ ବ୍ରାହ୍ମଣଙ୍କୁ କିଛି ତର୍କ ଭିତିକ ପ୍ରଶ୍ନ ପଚାରିବା କଥା ଯଥା-
1.ହିନ୍ଦୁ ଧର୍ମ ଅନୁସାରେ ସତୀଦାହ ପ୍ରଥା ଥିଲା !! ତାହାକୁ ଏବେ କଣ ପୁଣି ଫେରେଇବା ?
2.ବାଲ୍ୟ ବିବାହ !!
ଏବେ କଣ ପୁଣି ଫେରେଇବା ?
3.ବାପା କି ମା ମରିଗଲେ ପୁଅ ତା ନିଜ ଚୁଟି କୁ ନିଜ ହାତରେ ଧରି ଉପଡିବା !!
ଏହା କଣ କରିବା ଠିକ?
4.ନଡ଼ିଆ ମୁଣ୍ଡରେ ଫଟେଇବା!!
5.ଅନ୍ଧ ହୋଇ ଛୋଟ ଛୁଆ ଙ୍କୁ ଚେଙ୍କ ଦେବ !!
ଏହା କଣ ଠିକ?
ଏମିତି ପୂର୍ବ ଅତୀତରେ ବା ଇତିହାସ ରେ ହିନ୍ଦୁ ଧର୍ମ ରେ ଏପରି ବହୁତ ଅନେକ ଭୟଙ୍କର ଅନ୍ଧ ବିଶ୍ୱାସ ବା ମରଣାତ୍ମକ ରଚନା ଥିଲା ତାକୁ କଣ ଏବେ ପୁଣି ଫେରେଇବା କି? ଯଦି ହଁ ତେବେ ଆମେ ସବୁ ଆଖି ଦିଶୁଥିବା ଅନ୍ଧ !!!
ସବୁ କଥା କୁ ବିଜ୍ଞାନ ଭିତିକ ତର୍କ ଭିତିକ ଭାବରେ ବୁଝିଲେ ଏସବୁ କିଛି ରହିବନି ।🙏
Supppppper🙏
Asabu Hindu dharma re thila boli kahinki kahuchanti...balya bibah au satidaha pratha ra cause kichhi alga thila ..ahaku Hindu dharma saha jodiki apana apananka murkhata ra parichaya douchanti sir
@@seemamohanty6277 cause ta bi apana search karantu
@@seemamohanty6277 alpa bidya bhayankari bujhile ...mu kouthi manakali Hindu dharma re nathila boli....
@@mereprabhu__krishna__ cause ta heuchhi conservative
Blind believe
Narrow minded
Illiterate
Uncultured
ମତେ ଜଗନ୍ନାଥ ମନ୍ଦିର ରୁ ହରିଜନ ପିଲାଟା କହି ମତେ ବାହାର୍ କରିଦେଲି ତାହେଲେ ମୁ କେମିତି ହିନ୍ଦୁ ହେଲି କୁଆଡେ ଗଲା ଜଗନ୍ନାଥ ମନା କରି ଆସିଲା ନାହୀ
He is only right the legend Oldman 👍👍👍👍👍👍
ଦଳିତ ଆଦିବାସୀ ହରିଜନ ସଂପ୍ରଦାୟର ଲୋକମାନଙ୍କୁ ଅନୁରୋଧ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ୍ ଧର୍ମାନ୍ତରୀକରଣ ଠାରୁ ଦୂରେଇ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ.
ହେତୁବାଦୀ sir ପ୍ରଭୁ ଆପଣଂକୁ ସତ୍ୟ ଜ୍ଞାନ ଦେଇଛନ୍ତି, ବ୍ରାହ୍ମଣ ମାନଙ୍କୁ ପୋଡ଼ାନ୍ତୁ ପାଠ
Jay hetubadi
Professor sir great job 👏
ମହାଶୟ ତମେ ଟିକିଏ ସନାତନ ଧର୍ମ ବିଷୟରେ ଜାଣ
Bhai tame sabu pasteiba tama bhalia emiti kete galeni tame Sabu kia
@@Sachins_Vlogs Bramhana kn thika neichhanti hindu dharma ra jadi sabu jati hindu ta samastankara eta daitwa aw adhikar ki hindu dharma ku agku badheiba bt bramhan kn thika neichhanti mamalta semane
Right Bhai
I love ratha sar❤❤❤❤
ସୂର୍ଯ୍ୟ ପରାଗ ରେ ନ ଖାଇବା ଗୋଟେ ଅନ୍ଧ ବିଶ୍ବାସ,ଏଇ ବ୍ରାହ୍ମଣ ଆଉ ଯୋତିଷ ମାନେ ଏଇ ଅନ୍ଧ ବିଶ୍ବାସ କୁ ଧର୍ମର ନାଆ ଦେଇ ଲୋକଙ୍କୁ ଡ଼ରାଉଛନ୍ତି,ଆମ ଧର୍ମ କୁହେନି କି ନ ଖାଇ ଉପାସ ରୁହ... ବରଂ ଆମ ଧର୍ମ କୁହେ ଅନ୍ୟକୁ ଉପାସ ରଖି ନିଜେ ଖାଅନି.... ବାସ୍ତବରେ ବ୍ରାହ୍ମଣ ମାନେ ହିଁ ଜାତି ତିଆରି କରିଥିଲେ, ସେମାନଙ୍କ ମତ ଅନୁସାରେ ବ୍ରାହ୍ମଣ ହେଲେ ଶ୍ରେଷ୍ଟ ହିନ୍ଦୁ ଆଉ ଯିଏ ତାଙ୍କ ବିରୋଧରେ ଗଲା ସେ ଅହିନ୍ଦୁ, ଶଳା ଏମାନେ ସମାଜରେ ନିଜ dominance ପାଇଁ ଲୋକଙ୍କୁ ଛୋଟ ଭାବନ୍ତି....
Jadi brahman ko itna bura bol rahe ho
Tumhare ghar me koi mar jata hai to uske
Baat man k kyun sradh karm karba te ho
ନିୟମ ବାହାର ନକଲେ ସେମାନଙ୍କ income ହବ କେମିତି
Rath sir is great
Tu MAGHIA pagela
@@saumyaranjannayak551 Tu Bedha pila kn ?
@@Quickfitness1
Tu MAGHIA hindu na kana?
ପ୍ରଫେସର ରଥ, ନିଜ ମଧ୍ୟ ରେ ଆତ୍ମ ନିର୍ଭରଶୀଳ ହୁଅ। ପରେ ହେତୁ ବାଦୀ ହେବ।
Ratha Sir Absolutely right we are with Ratha sir because we are with science
Ok se madurchod ku kuha ki brahman mana ku SC ya St kari deba and job pain jo kota achi seta amaku bhi dei deba...
Brahman mana nku kans pain general category re rakhicha
Ratha sir bodhe science ra mundi😀
ପ୍ରତାପ ରଥ ସାର୍ ବୈଜ୍ଞାନିକ ଚିନ୍ତାଧାରା ଆଧାର ରେ ସବୁ କଥା କହିଛନ୍ତି।
Dhua mula adhua mula sabu ekathi kari deuchi. Sie kaunsi darshanika nuhe ki Vaigyanika nuhe ki kaunasi Pandita nuhe . He has little knowledge on everything, and little knowledge is dangerous.
ଭଲ କହିଲା ରଥ ବୁଢା ଯେ ରଥ ଶଦ୍ଦ ଟା ନାଁ ରୁ କାଢିଦେ ପ୍ରଥମେ
ମହାଶୟ ..ପ୍ରତାପ ବାବୁ ହେଲେ ଆମ ହେତୁବାଦୀ ଙ୍କ ମଉଡମଣି, ହୃଦୟ ସମ୍ରାଟ, ତାଙ୍କ ଦ୍ୱାରା ଅନୁପ୍ରାଣିତ ହେଇ ଏ ଅଧମ କାଲି ଚନ୍ଦ୍ରଗ୍ରହଣ ଦିନ ନିଜ ଛାତ ଉପରେ କିଛି ବନ୍ଧୁ ମାନଙ୍କ ସହ ପୁରୀ, ଡାଲମା ଓ ବୁନ୍ଦିଆ ଖାଇବା ର ସାହସ କରି ପାରିଛି 🙏
@@Inner.divinity ଭଲ ନା ଖାଇଲେ କିଏ ମନା କରୁଛି। ହେଲେ ଲୋକଙ୍କ ନ ଖାଇବା ଟାକୁ ଅନ୍ଧବିଶ୍ୱାସ କୁହନି ଯାହାର ଯେମିତି ଇଛା ହେଉଛି କର ।
@@syamaprasadmahapatraମହାଶୟ..ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ ଦିନ କେବଳ କିଛି ଅତି ରକ୍ଷଣଶୀଳା ହିନ୍ଦୁ ଙ୍କୁ ଛାଡି ଦେଲେ ଦୁନିଆ ରେ ବାକି କେହି ଖାଦ୍ୟ ରେ କିଛି ବାରଣ ମାନନ୍ତି ନାହିଁ , ସେମାନେ ହଜାର ହଜାର ବର୍ଷ ଧରି ଖାଦ୍ୟ ଖାଇ ଆସୁଛନ୍ତି ଗ୍ରହଣ ଓ ପରାଗ ଦିନ , ଏହା ଦ୍ୱାରା ସେମାଙ୍କର ସ୍ୱାସ୍ଥ୍ୟ ଉପରେ କୌଣସି କୁ ପ୍ରଭାବ ପଡିବ ର କୌଣସି ବୈଜ୍ଞାନିକ ତଥ୍ୟ କି ପ୍ରମାଣ ନାହିଁ 🙏
@@Inner.divinity ହଜାର ହଜାର ବର୍ଷ ତଳେ ଜାଣିଥିଲେ ଟି ଗ୍ରହଣ କ'ଣ ବୋଲି 😀 ଆଉ ଖାଇବା କଥା ତମେ ଗୋମାଂସ ଖାଉନ ଅନ୍ୟ ଧର୍ମାବଲମ୍ବୀ ଲୋକ ତ ଖାଉଛନ୍ତି। କିଏ ମନା କରିବ
@@syamaprasadmahapatra ସେମାନେ ନ ଜାଣି ମଧ୍ୟ ଖାଇ ଆସୁଛନ୍ତି ଓ ଏହା ଦ୍ୱାରା ସେମାଙ୍କର ସ୍ୱାସ୍ଥ୍ୟ ଉପରେ କୌଣସି କୁ ପ୍ରଭାବ ପଡ଼ିବାର କୌଣସି ବୈଜ୍ଞାନିକ ତଥ୍ୟ କି ପ୍ରମାଣ ନାହିଁ |
Ratha sir you are best..
.we are with you.....jay bigyan jay sambidhan
I am the only God who you don't know. Eat as you like.
ଏତେ ବିଜ୍ଞାନ ବିଜ୍ଞାନ ଛୋଡ଼ି ହେଉଛୁ କହିଲୁ ମୌଳିକ ଆଉ ଯୌଗିକ କାହାକୁ କୁହାଯାଏ..?😂
1000 ବର୍ଷ ଧରି ଧର୍ମ ଆଉ ଜାତି ନାମରେ ଯେଉଁ ଶୋଷଣ କରି ଏବେ କହୁଛ ହିନ୍ଦୁ ଧର୍ମ ବଂଚିବାର ଜୀବନ ଶୈଳୀ, ଆ ମାନେ ତୁମେ ତୁମର ସୌଖିନ ପାଇଁ ମଣିଷ କୁ ଜାତି ନାଁରେ ପୋକ, ମାଛି ପରି ବ୍ୟବହାର କରୁଥିଲ, ନିଜକୁ ବ୍ରାହ୍ମଣ ଜାତି କହି ନିଜକୁ ଶ୍ରେଷ୍ଠ ଦେଖାଉ ଥିଲ ବିଦେଶୀ ବ୍ରାହ୍ମଣ ଛି.. ଥୁ. ଥୁ ବିଦେଶୀ, ପ୍ରତାପ ସାର ଧନ୍ୟବାଦ, ଆପଣଙ୍କ ଭଳି ସଚୋଟ ବ୍ରାହ୍ମଣ ଦେଶ ପାଇଁ ଗର୍ଵ 🙏🏻
ବିଜ୍ଞାନ କୁ ଆମେ ମନୁଛୁ। ତା ର ମାନେ ନୁହେଁ ଆମେ ଅମ ପରମ୍ପରା କୁ ଭୁଲିଯିବା , ଆମ ଧର୍ମ କୁ ଆମେ ଭୁଲିଯିବା ଅମା ଧର୍ମ ଅନୁସାରେ ଆମେ ସୂର୍ଯ୍ୟ ଦେବତା ଙ୍କୁ ପୂଜା କରୁ।
Karuna lie mana karuchi ki.ame bhi karuchu.kintu andhaviswas ku manibuni.
we should follow our culture
rout yeyes we should follow our culture but not superstitions.🙏🙏
ପ୍ରଥମ ହେତୁ ବାଦି କୁ ଭାସା ଶିକ୍ଷା ଦିଅ ପରେ ଡିବେଟ କୁ ଡାକିବ।
Bhaina semane Nara rupi rakhyas
I am agreeing with you 🙏❤️🙏
Jie jou bhasa bujhe taku sei bhasa darakar hetubadi is right
Ratha sir you are best
Good Question Sir Hindu ଗୋଟେ ଧର୍ମ ନୁହେଁ ବଞ୍ଚିବାର ର ଶୈଳୀ । ଧାର୍ମିକ ଭାବନା ଆସିଲା କୋଉଠୁ ?
Ratha sir is reforming the society.
What reforming.... destroying our culture 🧫
ଆରେ ବୁଡ଼ା ଇଥିକି ଜାଣିନୁ - ଧର୍ମ ହେଉଛି ଏକ ଜୀବନର ପଥ, ଧର୍ମକୁ ଅନୁସରଣ କଲେ ଜୀବନ ପ୍ରାପ୍ତ,
ସମସ୍ତଙ୍କୁ ସମାନ ଅଧିକାର ଦିୟା ଯାଉ
Jadi saman adhikar dia jiba ta Kota ku aage utha jau jahara talent achi se Pau,kebala gariba mananku aarthika sahayata milu
Bhai thare nija akhiru jati vedh bahara kari dekhantu
@@sushree5077 Sudama quota me Mandir ka reservation 🤣☕
Sabu manisa saman
Jay Jagannath Jay sanatana
ମୁଁ ବୁଝି ପାରୁନି ଏ ହେତୁବାଦୀ ପଣ୍ଡିତ କ'ଣ କହିବାକୁ ଚାହୁଁଛନ୍ତି। ହିନ୍ଦୁ ଧର୍ମ ନୁହେଁ, ଏକ ଜୀବନ ଶୈଳୀ। ସେଇ ଜୀବନ ଶୈଳୀକୁ ଅନୁସରଣ କରୁଥିବା ଲୋକକୁ ହିନ୍ଦୁ କୁହାଯାଏ। ଏତିକି ସାଧାରଣ କଥାକୁ ବୁଝିବାରେ ଅସୁବିଧା କେଉଁଠି? ଧର୍ମ ମଠ ମନ୍ଦିରରେ ନଥାଏ, ଏହା ବ୍ୟକ୍ତିର ଆଚରଣ ଓ ବ୍ୟବହାରରେ ଥାଏ। ଯେଉଁ ବ୍ୟକ୍ତି ଐଶ୍ୱରୀୟ ସତ୍ତାରେ ବିଶ୍ବାସ ରଖି ଏକ ଆଦର୍ଶ ଓ ଶୃଙ୍ଖଳିତ ଜୀବନ ଯାପନ କରେ, ମାନବିକ ମୂଲ୍ୟବୋଧର ପାଳନ କରେ ଏବଂ ସମାଜ ପ୍ରତି ତା'ର ଉତ୍ତର ଦାୟିତ୍ଵ ନିର୍ବାହ କରେ ସେ ହିଁ ଧାର୍ମିକ ପଦବାଚ୍ୟ। ଏହା ହିଁ ସନାତନ ଧର୍ମ।
ଆଉ ହେତୁବାଦୀ ମହାଶୟ ସମାଜରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚାହାନ୍ତି। ସାମାଜିକ ନିୟମ କହେ ସମଷ୍ଟିର ସ୍ବାର୍ଥ ପାଇଁ ବ୍ୟକ୍ତିକୁ ତ୍ୟାଗ କରିବା ସମିଚୀନ।
ପ୍ରାଚୀନ କାଳରୁ ପ୍ରଣୀତ ନିୟମ ସବୁ ସମାଜର ସ୍ବାର୍ଥ ପାଇଁ ହିଁ କରାଯାଇଥିଲା। ସ୍ବଳ୍ପ ଜ୍ଞାନ ହେତୁ ଅନେକ ନିୟମର ଉପାଦେୟତା ବୁଝି ନ ପାରି ଅନେକ ଏ ସବୁକୁ ଅଦରକାରୀ ଓ କୁସଂସ୍କାର କହିଛନ୍ତି। ମାତ୍ର ଧୀରେ ଧୀରେ ଏପରି ଚିନ୍ତା ଧାରାରେ ପରିବର୍ତ୍ତନ ବି ଆସୁଛି। ଲୋକ ପ୍ରାଚୀନ ପରମ୍ପରାର ମହତ୍ୱ ବୁଝୁଛନ୍ତି। କିନ୍ତୁ କିଛି ଲୋକ ନିଶ୍ଚୟ ଏ ସବୁକୁ ମାନିବେ ନାହିଁ। ହିନ୍ଦୁ ସମାଜରେ ବ୍ୟକ୍ତିର ସେ ସ୍ବାଧୀନତା ଅଛି। ତେଣୁ ହେତୁବାଦୀ ମହାଶୟ ଯାହା ଖାଇବା କଥା ଖାଆନ୍ତୁ କିମ୍ବା ଯାହା କରିବା କଥା କରନ୍ତୁ - ସେ ସବୁ ତାଙ୍କର ବ୍ୟକ୍ତି ସ୍ବାଧୀନତା ଅନ୍ତର୍ଗତ। ମାତ୍ର ତାଙ୍କ ଏତାଦୃଶ ସ୍ବାଧୀନତା ଯେବେ ସମାଜରେ ବିଶୃଙ୍ଖଳା ସୃଷ୍ଟି କରିବ ସେତେବେଳେ ତାଙ୍କୁ ସାମାଜିକ ପ୍ରତିକ୍ରିୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡିବ। ଏ କଥା ସିଏ ବୁଝିବା ଦରକାର। ତାଙ୍କ ବ୍ୟକ୍ତି ସ୍ବାଧୀନତା ଅସୀମ ବା ଲଗାମଛଡା ହୋଇ ନପାରେ।
ବାକି ବ୍ରାହ୍ମଣଙ୍କ ଉପରେ ଅବ୍ରାହ୍ମଣଙ୍କର ଆକ୍ରୋଶ ଏକ ମନସ୍ତାତ୍ତ୍ୱିକ ପ୍ରତିକ୍ରିୟା ଯାହା ଅନେକାଂଶରେ ହୀନମନ୍ୟତାର ପରିଚାୟକ।
ହିନ୍ଦୁ ଏକ ଧର୍ମ ନୁହେଁ । ଭାରତ ର ଅନ୍ୟ ନାମ ହିନ୍ଦୁସ୍ତାନ ଓ ଏହି ଦେଶର ସମସ୍ତ ଅଧିବାସୀ ହିନ୍ଦୁ ପଦବାଚ୍ୟ । ଶିଖ୍, ପାର୍ସୀ ଓ ଇସଲାମ୍ ଆଦି ଧର୍ମ ପରି ଓଡ଼ିଆ ମାନଙ୍କ ଧର୍ମ ହେଉଛି ସନାତନ । ଯଦି ସନାତନ ଧର୍ମ କଣ ଜଣା ନାହିଁ, ତେବେ ଗୋବର୍ଦ୍ଧନ ପୀଠକୁ ଯାଇ ବୁଝିଆସ ପ୍ରଫେସର ରଥ । ତୁମର ଅବାନ୍ତର ଯୁକ୍ତି ଦେଖି ମନେ ହେଉଛି , ସତେ ଯେମିତି ତୁମେ ଏକକ ଡ୍ୟାସ୍ ମୁଣ୍ଡି ।
Sanatan Dharma hin pura biswara ek natra Dharma bhagabananku sanatan (Shree Vishnu bhagaban) au ame tanka that srusti boli ame helu sanatani au vaishnab
ଟିକେ ଚିନ୍ତା କରନ୍ତୁ କେଉଁ ଧର୍ମ ସମ୍ପ୍ରଦାୟର ଲୋକମାନେ ଓଡ଼ିଶାରେ ପ୍ରତିଦିନ ଧର୍ଷଣ, ବଳାତ୍କର ହତ୍ୟା,ଯୌନ ନିର୍ଯାତନା,ଦୁର୍ନୀତି, ଚୋରି, ଠକେଇ ଛାଡ଼ପତ୍ର , ମାମଲାର ଜଡିତ ରହୁଛନ୍ତି .
ସେମାନଙ୍କ ନାମ ଏବଂ ଟାଇଟେଲ ରୁ ଜାଣି ପାରିବେ.
ଯାହାକୁ ଯେପରି ଭଲ ଲାଗୁଚି କରିବାକୁ ଦିୟ
You are correct
sir ମୋର ଗୋଟିଏ ପ୍ରଶ୍ନ କଣ ପ୍ର୍ରଫସର ରଥ ମୋ ସହିତ ଫୋନରେ ବିତ୍ରକ କରି ପରିବେ ନନ୍ଦିଘୋଷ ଟିଭି ମାଧ୍ୟମରେ
Ratha sir........👍👍👍👍👍👍👍👍👍👍👍👍👍👍👍👍👍👍👍👍👍
ଆର୍ଯ୍ଯମାନେ ଆଜକୁ 2000 ବର୍ଷ ଠାରୁ ବିଭିନ୍ନ ପ୍ରକାର ଧର୍ମ,ଜାତି,ଓ ରାଜନୀତିକ ମାଧ୍ୟମରେ ଆମ ଆଦିବାସୀ, ହରିଜନ, ଓ ଦୋଳିତ ଭାଇ ଭଉଣୀମାନଙ୍କ ମାନଙ୍କୁ ବିଭାଜନ ନୀତି (Divided rule policy)ପ୍ରୟୋଗ କରି ଅନ୍ୟା ଅତ୍ୟାଚାର,ଶୋଷଣ କରି ଆଜିପର୍ଯନ୍ତ ଚାଲିଆସୁଛନ୍ତି।ଏବଂ ବିପଦ ଆସିଲେ ଆମ ସରଳ ଆଦିବାସୀ,ହରିଜନ ଓ ଦୋଳିତ ଲୋକମାନଙ୍କୁ ହିନ୍ଦୁ କହିଥାନ୍ତି। ଆମେ ହେଲୁ ଏକ ପ୍ରଧାନ ଅସ୍ତ୍ର ଯେ ଆମ ଏକତାକୁ ଖଣ୍ଡ ଖଣ୍ଡ କରିବରେ।
I love debates...🌾🌾💞💞👍👍
ଏ ମା ଗିଆ ରଥ ବୁଢା କୁ ପେଣ୍ଟ ଖୋଲି ଶାବଳ ପୁରେଇ ଦିଅ
Sanskriti Rakha mo 😀😀😀😀 Ratha sir Great 😄😄😄😄😆😃😃😃
ରଥ sir ଜିନ୍ଦା ବାଦ୍
ସେ ପ୍ରଫେସର ରଥ କଥା କହିବା ର ଶୈଳୀ ଜାଣିନାହାନ୍ତି
ରଥ ଜଣେ ଅସାମାଜିକ ତତ୍ୱ ତେଣୁ ପ୍ରର୍ଯ୍ୟକ ଅଲୋଚନାରୁ ଦୁରେଇ ରଖିବା ଦର୍କାର
O tamaku baduchiki
Mr.Pratap Rath is right
Sir ,ମାଡି ଚାଲ ମାଡି ଚାଲ
Rath sir apan thik kahichanti. Apan sathi re ame achhu.sir nku like o comments diuntu
Sir kichhi thik kahinahanti
👎👎👎👎👎👎👎👎👎👎👎👎
ଆମେ ମାନିବୁ ନାହିଁ ରଥ ବାବୁ କୀ ଜୟ
Jay bhim, jay mulanivasi, jay constitutions, jay pratap sir , jay science, Nomo Buddhaya , pratap sir you are really great man 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ସେ ବୁଢ଼ା ଯାହା କହୁଛି, ତା ବୋଝକୁ ମୁଣ୍ଡେଇ ନଉଛି, ବିନାଶ କାଳେ ବିପରୀତ ବୁଦ୍ଧି. ଏମାନେ ହିଁ କଳୀ ଯୁଗର ଦାନବ ମାନେ. 🙏🙏🙏🙏ଜୟ ଜଗନ୍ନାଥ 🙏🙏 ଜୟ ଜଗନ୍ନାଥ 🚩🚩🚩
Sir apanaka mature sahmata.,
Murkha budha
ବ୍ରାହ୍ମଣ ଙ୍କୁ SC,ST କରିଦିଅ please। Au ete katha rahibani ❤️Prof. Rath please SC ,ST karidia
ଯଦିଓ ଆପଣ ସ୍ୱାମୀ ବିବେକାନନ୍ଦ ଙ୍କ କଥା କୁ ମାନିଛନ୍ତି ଓ ମାନୁଛନ୍ତି... ସ୍ୱାମୀ ବିବେକାନନ୍ଦ କହିଛନ୍ତି ପରମେଶ୍ୱର ଙ୍କ ନିକଟକୁ ଯିବାକୁ ହେଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଏକମାତ୍ର ମାଧ୍ୟମ ଆଉ ପୃଥିବୀ ରେ ଯେତେ ଜନ୍ମ ହୋଇଥିଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଙ୍କ ଭୋଳି କେହି ନାହିଁ
Real HerO . I see..One Man Army...HETU BADI 🙏🙏🙏
Yes
ଧର୍ମ ଛଡା, କୁଳାଙ୍ଗାର ଙ୍କର ଅନ୍ୟନାମ ହେତୁବାଦୀ.
Are harijana kota tama bhababana hin chota mim nile kabutar
ରଥ ଗୋଟେ ପାଗଳ
ରଥ sir 👆👆
ପ୍ରଫେସର ସାର ଆପଣ ଠିକ୍ କୁଣ୍ଡା ଦେଇ ପଠ ପଢ଼ିଛନ୍ତି, 😀😀
ଏଇ ରଥ ପ୍ରକୃତ ରେ ରାକ୍ଷସ ରଥ ,ସେ ସମସ୍ତଙ୍କୁ କ୍ରିଷ୍ଟିଆନ କରି ଦେବାକୁ ଚାହୁଁଛି ।ତାକୁ ସଫା କରିଦେବା ର ଆବଶ୍ୟକତା ରହିଛି ।
ବ୍ରାହ୍ମଣ ଜାତି ଲୋକ ମାନେ ଆମର ଭାରତ ର ନୁହେ ସେମାନେ ଗାଈ ମାଂସ ଖାଉଥିଲେ
କେମିତି ଟିକେ ବୁଝେଇ କୁହ...
Bala professor
କଳି ଯୁଗର ଶେଷ ସମୟ