କାଲି ସଂସଦରେ ହେଇଥିବା ଦୁର୍ଭାଗ୍ୟଜନକ ଘଟଣାରେ ପ୍ରକୃତରେ ଦାୟୀ କିଏ କହିଦେଲେ ବରିଷ୍ଠ ସାମ୍ବାଦିକ Rahul Gandhi

แชร์
ฝัง
  • เผยแพร่เมื่อ 19 ธ.ค. 2024

ความคิดเห็น •

  • @Naturemajhi5416
    @Naturemajhi5416 2 ชั่วโมงที่ผ่านมา +25

    ପ୍ରତାପ ଷଡ଼ଙ୍ଗୀ ବୁଢା ସମୟରେ ମିଚ୍ଛ କହୁଛି
    ଓଡ଼ିଆଙ୍କୁ ବଦନାମ କରୁଛି

  • @duryodhankishan73
    @duryodhankishan73 2 ชั่วโมงที่ผ่านมา +18

    ସବୁଠାରୁ ଚୁତିଆ ରାଜନୀତି ବିଜେପି କରୁଛି ଦେଶରେ ବି ଆଉ ଓଡ଼ିଶା ରେ ବି

  • @JayJagannath0307
    @JayJagannath0307 2 ชั่วโมงที่ผ่านมา +20

    ଡହରା ବିଜେପି

  • @sumitramajhi7845
    @sumitramajhi7845 3 ชั่วโมงที่ผ่านมา +14

    ବିଜେପି ର ନାଟକ ବାଜି ସାରା ଦେଶ ଦେଖୁଛି

  • @prashantakreputika
    @prashantakreputika 2 ชั่วโมงที่ผ่านมา +15

    ସିସିଟିଭି ର ସାକ୍ଷୀ ଦେଖେଇବା ଉଚିତ ଥିଲା ସାର

  • @bijayparida8085
    @bijayparida8085 2 ชั่วโมงที่ผ่านมา +13

    ବିଜେପି ର ହୀନରାଜନିତି ପାଇଁଁ ଆଜି ଏ ଘଟଣା

  • @BasantkumarSatapathy
    @BasantkumarSatapathy 2 ชั่วโมงที่ผ่านมา +17

    Rahul Gandhi very very intellectual Leader.

  • @SanatanchattarChattar
    @SanatanchattarChattar 6 ชั่วโมงที่ผ่านมา +137

    ବିଜେପି ନେତା ମାନେ କାହିଁକି ପାର୍ଲିଆମେଣ୍ଟ କୁ ପୁରାଉ ନଥିଲା କଂଗ୍ରେସ ନେତାଙ୍କୁ ,ସେମାନେ କଣ ତାଙ୍କ ବୋପlର କି,,

    • @MuktiKantaMishra-q7c
      @MuktiKantaMishra-q7c 5 ชั่วโมงที่ผ่านมา +3

      Jete bele congress purieba nahi tahale thik kichi 😂😂😂😂😂 BJP PIRIELE BHULU NAHI

    • @saratpradhan8117
      @saratpradhan8117 3 ชั่วโมงที่ผ่านมา +3

      ତୁମ ଭଳି ମୂର୍ଖ ଓଡ଼ିଶାରେ ପ୍ରଥମ ଥର ପାଇଁ ଦେଖିଲି

    • @Manoranjansahoo34680
      @Manoranjansahoo34680 3 ชั่วโมงที่ผ่านมา

      ​@@saratpradhan8117👌👌👌👍👍👍

    • @MuktiKantaMishra-q7c
      @MuktiKantaMishra-q7c 2 ชั่วโมงที่ผ่านมา

      @@saratpradhan8117 hmm bhai amar kan achi 70 barsare jie sambhidhan thik kari parkland aja sehi dal constitution thik kariba

    • @saratpradhan8117
      @saratpradhan8117 2 ชั่วโมงที่ผ่านมา

      @MuktiKantaMishra-q7c ଭାଇ ତୁମେ ଆଗ ନିଜର ମାତୃଭାଷା ଲେଖିବା ଶିଖ୍,

  • @saurabhasahu4495
    @saurabhasahu4495 ชั่วโมงที่ผ่านมา +4

    ସେଠାରେ ଅନେକ ବିଧାୟକ ଆଉ ଅନେକ ଲୋକ ଥିଲେ କେବଳ ରାହୁଲ ଗାନ୍ଧୀ ପେଲିଦେଲେ. ପୁରା ଯାତ୍ରା ହେଇଗଲା.

  • @nidhiramjena2398
    @nidhiramjena2398 3 ชั่วโมงที่ผ่านมา +11

    Parliament ଟା କଣ ବିଜେପି ର ପୂର୍ବପୁରୁଷଙ୍କ ଘର...

  • @subrataku.mohanty386
    @subrataku.mohanty386 ชั่วโมงที่ผ่านมา +3

    ଓଡ଼ିଆ ତାଙ୍କର ପ୍ରକୃତ ଗୁଣ ଦେଖେଇଛନ୍ତି।ଆମେ ହିଁ ପ୍ରକୃତ ଓଡ଼ିଆ। ଏଭଳି କରି ଓଡ଼ିଆଙ୍କ ସମ୍ମାନ ମାଟି ରେ ମିଶିଗଲା।

  • @prashantakreputika
    @prashantakreputika 2 ชั่วโมงที่ผ่านมา +6

    ରାହୁଲ ଜଣେ ମହାତ୍ମାଗାନ୍ଧି ଅଟନ୍ତି ଏତିପାଇଁ ଲୋକଙ୍କ ଉପକାର ପାଇଁ ଲଢେଇ ଜାରି କଖୁଛନ୍ତି ସାର ଜୟୀ ରାହୁଲଗାନ୍ଧି

  • @purnachandrabiswal1168
    @purnachandrabiswal1168 3 ชั่วโมงที่ผ่านมา +7

    ସାମ୍ବାଦିକ ବନ୍ଧୁ ମାନେ ଚାହିଁଲେ ସବୁ ସତ ବାହାରିବ ଆଉ ସତ କଣ ବାହାରିବ

  • @sanjuktamohanty9668
    @sanjuktamohanty9668 46 นาทีที่ผ่านมา +4

    Rahul Gandhi is very honest 👌 👍. He never tells lies.

  • @LokanathBehera-ip3ll
    @LokanathBehera-ip3ll 3 ชั่วโมงที่ผ่านมา +15

    ବାସ୍ତବିକ୍ ଦେଶ କେମିତି ଚଳିବ କେମିତି ଉନ୍ନତି କରିବ ଜନସାଧାରଣ କେମିତି ସୁଖ ଶାନ୍ତିରେ ରହିବେ ଏ କଥା ଆଲୋଚନା ନ ହୋଇ। କେବଳ। ନିଜ। ଆତ୍ମ ବଡିମା ଦେଖାଇବା ପ୍ରହସନ ଚାଲୁଛି ଏହା ଅତି ଦୁଃଖ ଏବଂ ପରି ତାପର ବିଷୟ

  • @KashinathaSethi-i1y
    @KashinathaSethi-i1y 5 ชั่วโมงที่ผ่านมา +50

    ଆମର ସଚ୍ଚୋଟ ସାମ୍ବାଦିକ ତଥା ବରିଷ୍ଠ ସାମ୍ବାଦିକ ରବି ଦାସ ଯାହା କହିଲେ ତାହା ଶହେ ଶହେ ସତକଥା

  • @dibyaranjan3454
    @dibyaranjan3454 4 ชั่วโมงที่ผ่านมา +46

    BJP କଲେ ନିଳା କଂଗ୍ରେସ୍ କଲେ କୀଳା

  • @laxmansahoo4681
    @laxmansahoo4681 4 ชั่วโมงที่ผ่านมา +7

    ଏବେ ଠାରୁ ରାହୁଲକୁ ମହାତ୍ମା ଗାନ୍ଧୀ କୁହାଯାଉ🎉

  • @BhismadevBehera
    @BhismadevBehera 5 ชั่วโมงที่ผ่านมา +57

    ସବୁ ଟଙ୍କା ପାଇଁ ଆଦାନୀ ସୁରକ୍ଷା ବ୍ୟବସ୍ଥା
    ଗୁଜରାଟୀ ହଟାଅ ଦେଶ ବଞ୍ଚାଅ
    ନହେଲେ ଗଣତନ୍ତ୍ର ପ୍ରତି ବିପଦ

    • @tapankumarbhoi1498
      @tapankumarbhoi1498 4 ชั่วโมงที่ผ่านมา

      Gujurat ku kouthiki hatei ba. Tike kahiba.

    • @Manoranjansahoo34680
      @Manoranjansahoo34680 2 ชั่วโมงที่ผ่านมา +1

      ଗୁଜରାଟୀ ହଟିଲେ ପଠାଣ ଘରେ ପଶିବେ ଏକଥା ବି ମନେରଖ

  • @jiturockez8572
    @jiturockez8572 2 ชั่วโมงที่ผ่านมา +7

    ବେଧ ଛୁଆ ମାନଙ୍କୁ ପାର୍ଲିଆମେଣ୍ଟ ଙ୍କୁ ଛାଡ଼ି ଆମେ ଭୁଲ କରୁଛେ..... ଇଏ ଶଳେ ଆମ ଦୁଃଖ, ସୁଖ ବୁଝିବେ.........ବେଟର ଆମ ଗାଁ ପାଞ୍ଚୟତ ଭଲ........

  • @praphulamahanta64
    @praphulamahanta64 5 ชั่วโมงที่ผ่านมา +69

    ରବି ଦାସ ଙ୍କ ବୟାନ ଠିକ୍ ଅଛି

    • @Manoranjansahoo34680
      @Manoranjansahoo34680 3 ชั่วโมงที่ผ่านมา

      ଚାଟୁକାରଟା ରବିଦାସ, ରାହୁଲ ଖାଁ ନିଜେ କହିଲା ଧକ୍କା ମାରିଛି, ରବିଦାସ କିପରି ଜାଣିଲା ସେ ଧକ୍କା ମାରିନି?

    • @sudhakarsuna7396
      @sudhakarsuna7396 ชั่วโมงที่ผ่านมา

      Bhai Rahul Khan kebe sata kuheni 😂😂😂"

  • @IndrajitBarik-rd9fl
    @IndrajitBarik-rd9fl 5 ชั่วโมงที่ผ่านมา +75

    ବିଜେପି ଦଳ କୁ ଟିକେ ଲାଜ ସରମ ଭଳି କିଛି ନାହିଁ ଛି ଛି

    • @saratpradhan8117
      @saratpradhan8117 3 ชั่วโมงที่ผ่านมา

      ତୁମ ଭଳି ମୂର୍ଖ ଓଡ଼ିଶାରେ ପ୍ରଥମ ଥର ପାଇଁ ଦେଖିଲି,

    • @durganaik9952
      @durganaik9952 3 ชั่วโมงที่ผ่านมา +1

      Nonsense

    • @TusarranjanPandit
      @TusarranjanPandit 3 ชั่วโมงที่ผ่านมา +1

      Tate laja saram achi na

    • @Manoranjansahoo34680
      @Manoranjansahoo34680 3 ชั่วโมงที่ผ่านมา

      👎👎👎👎👎👎👎👎👎👎👎👎👎

    • @Manoranjansahoo34680
      @Manoranjansahoo34680 3 ชั่วโมงที่ผ่านมา

      ​@@TusarranjanPandit👌👌👌

  • @gyanahial8210
    @gyanahial8210 2 ชั่วโมงที่ผ่านมา +5

    Rahulgandhi g brave hero

  • @ReeGamango-ni6ui
    @ReeGamango-ni6ui 5 ชั่วโมงที่ผ่านมา +88

    ମୂର୍ଖ ବିଜେପି

    • @saratpradhan8117
      @saratpradhan8117 3 ชั่วโมงที่ผ่านมา +1

      ତୁମ ଭଳି ମୂର୍ଖ ଓଡ଼ିଶାରେ ପ୍ରଥମ ଥର ପାଇଁ ଦେଖିଲି,

    • @TusarranjanPandit
      @TusarranjanPandit 3 ชั่วโมงที่ผ่านมา +1

      Tu murkha

    • @Manoranjansahoo34680
      @Manoranjansahoo34680 3 ชั่วโมงที่ผ่านมา

      ​@@saratpradhan8117👌👌👌👍👍👍

    • @Manoranjansahoo34680
      @Manoranjansahoo34680 3 ชั่วโมงที่ผ่านมา

      ​@@TusarranjanPandit👌👌👌👍👍👍

  • @MamtaCuttack
    @MamtaCuttack 5 ชั่วโมงที่ผ่านมา +6

    Rahul gandhi is a strong leader who is bringing truth before parliament thats why BJP is facing problem.

  • @bichitra-pradhan
    @bichitra-pradhan 3 ชั่วโมงที่ผ่านมา +5

    ବିଜେପି ଚାହୁଁଚି ଲୋକମାନଙ୍କୁ ବୋକା ବନେଇ ମିଛ କହି ଏକ ଛତ୍ର ବାଦୀ ଶାସନ କରିବାକୁ ଚାହୁଁଚି, ବିଜେପି ଗୋଟେ ଯାତ୍ରା ପାଟି 😂

  • @kshetrabasidas9682
    @kshetrabasidas9682 6 ชั่วโมงที่ผ่านมา +37

    Rahul Gandhi jindabad ❤

  • @prativa..gamer..odisha6197
    @prativa..gamer..odisha6197 4 ชั่วโมงที่ผ่านมา +23

    ପ୍ରତାପ ଷଡ଼ଙ୍ଗୀ ମଲା ନାହିଁ ନା?
    ସେଇଟା ମରିଯିବା କଥା

  • @sidheswarpattnaik7209
    @sidheswarpattnaik7209 6 ชั่วโมงที่ผ่านมา +61

    ପାର୍ଲିଆମେଣ୍ଟ ରୁ CCTV ଲାଗିଛି କାହିଁକି? ଦୟାକରି ଲୋକପ୍ରତିନିଧି ମାନେ ଉତ୍ତର ଦେବେକି?

  • @dillipdas8898
    @dillipdas8898 5 ชั่วโมงที่ผ่านมา +11

    ରବି ଦାସଠିକ କଥା କହୁଛନ୍ତି

  • @tudu652
    @tudu652 3 ชั่วโมงที่ผ่านมา +4

    ଷଣ୍ଢ ଆଗକୁ ଏ ହଡା ବଳଦ କାହିଁକି ଆସୁଥିଲା 😂😂😂 ଆ ବଳଦ ମୋତେ ଵିନ୍ଧ୍😊

  • @simanlimma796
    @simanlimma796 ชั่วโมงที่ผ่านมา +4

    You are right sir🙏

  • @SMILAN_143
    @SMILAN_143 5 ชั่วโมงที่ผ่านมา +24

    ମିଛ କହି ଯିଏ ସରକାର କରି ପାରୁଛି ସେ ଡ୍ରାମା କରିବା କଣ ବଡ଼ କଥା 😂😂😂😂😂

    • @Manoranjansahoo34680
      @Manoranjansahoo34680 2 ชั่วโมงที่ผ่านมา

      ରାଜନୀତିର ର ଅକ୍ଷର ତମକୁ ଜଣାନାହିଁ, ତେଣୁ ଅଯଥା ବୟାନ ଦିଅନି

  • @PanchananPanda-q5e
    @PanchananPanda-q5e 5 ชั่วโมงที่ผ่านมา +31

    ଜନତା ଙ୍କ ଟଙ୍କା ରେ New ପାର୍ଲିଆମେଣ୍ଟ ନିର୍ମାଣ କରିଦେଲେ। ସେହି ଟଙ୍କା ରେ CCTv କ୍ୟାମେରା ଲଗାଇଦେଲ।ଫୁଟେଜ ଦେଖି ବାକୁ ଟଙ୍କା ଦରକାର ପଡୁଛି କି????
    ଫୁଟେଜ ଦେଖିଲେ BJP ଧରା ପଡ଼ିଯିବ 😄ରାହୁଳ କୁ ନେଇ ଜେଲ ରେ ପୁରେଇ ଦିଅ ଏକଚାଟିଆ ଶାସନ କର 🙊
    ଦୟା କରି ଫୁଟେଜ ଦେଖା ଯାଉ 🙏🙏🙏

    • @nrusinghcharanpalei8938
      @nrusinghcharanpalei8938 3 ชั่วโมงที่ผ่านมา

      Cctv tampering kalapare dekhaiba bjp .gujurati bala khela kari chupre basipadi nata dekhuchi .

  • @nilspradhan6523
    @nilspradhan6523 5 ชั่วโมงที่ผ่านมา +22

    ଆଜ୍ଞା ରାହୁଲ ଙ୍କୁ ବିନା ଦୋଷ ଦୋଷାରୋପ କରୁଛନ୍ତି... ବିଜେପି ମାନ ଇଯତ ଦେବ ଏଥିରେ ସନ୍ଦେହ ନାହିଁ

  • @dolamanimahar1468
    @dolamanimahar1468 5 ชั่วโมงที่ผ่านมา +18

    Thanks to Ravi Das for
    good analysis

  • @surathachandrajena9514
    @surathachandrajena9514 3 ชั่วโมงที่ผ่านมา +2

    ଏ ପରିସ୍ଥିତିରେ ପ୍ରତ୍ୟକ୍ଷ ପ୍ରମାଣ ସିସିଟିଭ୍ ଅଛି ।ବ୍ୟସ୍ତହେବା ଅନାବଶ୍ୟକ ।😮

  • @nilakhantanayak3305
    @nilakhantanayak3305 5 ชั่วโมงที่ผ่านมา +13

    ସିଶିଟଭିଦେଖତୁ ବିଜେପି

  • @dalapati6343
    @dalapati6343 5 ชั่วโมงที่ผ่านมา +4

    ଏ ସବୁ ଶଳା ମାନେ ଶୁଣ ରାହୁଲ ଗାନ୍ଧୀ କାହାକୁ କଣ କ୍ଲ ପ୍ଲାଇକିସ, ହିନ୍ଧୁତ୍ୱ,ସେ ତାକୁ ମାରିଲା ,ଏ ସବୁ ରାଜନୀତି ବନ୍ଧ କର ଜଣ ସ୍ୱାର୍ଥ ପାଇଁ ଯେଉଁ ଇସ୍ତାର ଦେଲୁ କାମ କରି ଦେଖା ଅ।ଦୀର୍ଘ କେତେ ବର୍ଷ ବିରୋଧୀ ଦଳ ନ ଥିଲା ମନ ଯାହା ହେଲା ସେହା କହିଲ, କରିଲ ଆଉ ଏବେ କେବଳ ରାହୁଲ କୁ ଦିଶୁଛି।।।ଦୟାକରି ଭାରତ ବାସି ମାନଙ୍କ କଥା ଚିନ୍ତା କର ଶାସକ ଦଳ

  • @BhagabanMajhi-ry7sh
    @BhagabanMajhi-ry7sh 3 ชั่วโมงที่ผ่านมา +2

    ରବିଦାସ ଠିକ୍ କହିଚନ୍ତି ।ସିସି କେମେରା ତ ସତ କହିବ। କାଦ ପିଙ୍ଗାପିଙ୍ଗିରେ ସମୟ ନଷ୍ଟ କରୁଚନ୍ତି।ବଡ ବଡ ହସ୍ତିମାନେ ଯଦି ଖିର ପିଉଥିବା ପିଲାଙ୍କ ପରି ଶାସନ ଚାଲିଛି। ଗଣତନ୍ତ୍ରର ମନ୍ଦିରକୁ ପ୍ରଦୁଷଣ କରଛନ୍ତି।ଗଣମାଦ୍ୟମ ମଧ୍ୟ ପିଲା ଲିୟା ଗୁଲାମି ହଇଯାଉଛି।

  • @MobileGuru793
    @MobileGuru793 6 ชั่วโมงที่ผ่านมา +43

    ପ୍ରତାପ ଷଡ଼ଙ୍ଗୀ ପାଇଁ ଓଡ଼ିଶା ବଦନାମ 😮

    • @ranjanapanda6538
      @ranjanapanda6538 5 ชั่วโมงที่ผ่านมา +4

      ସତକଥା ଇଏ ବ୍ରହ୍ମଚାରୀ ବଳୀର ବକରା ହୋଇଗଲେ!!!

  • @surenbhoi9830
    @surenbhoi9830 4 ชั่วโมงที่ผ่านมา +4

    ରାହୁଲ କଣ ଅନ୍ଦା ବାଟ ଦିଶୁ ନାହିଁ 👉

  • @GobindachandraSahu-kf6vo
    @GobindachandraSahu-kf6vo 4 ชั่วโมงที่ผ่านมา +2

    ଟଙ୍କାର ମୂଲ୍ୟ କମିଲା, ଦରଦାମ ବଢିଲା, ପୁଞ୍ଜି ବଜାରରେ ନିଆଁ ଲାଗିଛି, ସେଆଡେ଼ ନଜର ପଡୁନି

  • @NrusinghaCharanRatha
    @NrusinghaCharanRatha 4 ชั่วโมงที่ผ่านมา +4

    ଗଣତନ୍ତ୍ର,ସମ୍ବିଧାନ, ସଂସଦ ଭଳି ଶବ୍ଦର ଅର୍ଥ ଜାଣିନଥିବା କେତେକ ଲୋକଙ୍କୁ ଜନସାଧାରଣ ଭୁଲରେ ନିର୍ବାଚିତ କରି ସଂସଦକୁ ପଠାଇଛନ୍ତି । ତେଣୁ ଏଭଳିଆ ପରିସ୍ଥିତି ସୃଷ୍ଟି ହୋଇଛି ।

  • @SipunbhoktaBhokta
    @SipunbhoktaBhokta ชั่วโมงที่ผ่านมา

    ଏହା କେତେ ସତ୍ୟତା ଜାଣିବାକୁ ବାକି,

  • @kanderamsing3065
    @kanderamsing3065 58 นาทีที่ผ่านมา

    ବିଜେପି ବେଶୀ ଦିନ ଶାସନ କଲା ସେଥିପାଇଁ ଏଇସବୁ ହେଉଛି।

  • @ranjanlipu96
    @ranjanlipu96 4 ชั่วโมงที่ผ่านมา +2

    cctv ଫୁଟେଜ ଏମାନେ କେବେବି ଦେଖେଇବ ନାହିଁ.

  • @PratapSahoo-rn8jn
    @PratapSahoo-rn8jn 5 ชั่วโมงที่ผ่านมา +2

    Rahul Gandhi zindabad

  • @Prafullavloger
    @Prafullavloger 6 ชั่วโมงที่ผ่านมา +30

    Michua radhua pratap sarangi

  • @technicalom1243
    @technicalom1243 5 ชั่วโมงที่ผ่านมา +4

    ଦେଶରେ ଅରାଜକତା ଆସିପାରେ
    ବଙ୍ଗଳାଦେଶ ପରି ପରିସ୍ଥିତି ସୃଷ୍ଟି
    ହୋଇପାରି

  • @sunilkumarsahoo2968
    @sunilkumarsahoo2968 4 ชั่วโมงที่ผ่านมา +1

    Bjp bala ଖାଲି ଧର୍ମ ନାମରେ ରାଜନୀତି କରୁଛି ଏମାନେ ଗାଁ ଟ୍ଟାଉତର ଭଳି ହେଉଛନ୍ତି

  • @JyostnaMohanty-f2r
    @JyostnaMohanty-f2r 4 ชั่วโมงที่ผ่านมา +1

    Bjp play dirty politics

  • @bhaktamahananda2605
    @bhaktamahananda2605 5 ชั่วโมงที่ผ่านมา +10

    Rabi sir 🙏🏼🙏🏼jindabad

  • @kamisandehury5446
    @kamisandehury5446 4 ชั่วโมงที่ผ่านมา +1

    ସାମ୍ବାଦିକ ପକ୍ଷପାତିତା ସମ୍ବାଦ ପରିବେଷଣ କରି ପାରିବ

  • @prabirkumardas641
    @prabirkumardas641 3 ชั่วโมงที่ผ่านมา +1

    ସୁକୁଟା ନନା ସବୁବେଳେ ଶ୍ରୀରାମ ଙ୍କ ନାମ ଉଚ୍ଚାରଣ କରୁଛି । ଏ ବୁଢ଼ା ବୟସରେ ମିଛ କଥା କହୁଛି । ଛି, ଛି ।

  • @suchentakri9223
    @suchentakri9223 3 ชั่วโมงที่ผ่านมา +2

    ଜୟ ଭୀମ 🙏🏻🙏🏻🙏🏻

    • @AmareswarGarnayak
      @AmareswarGarnayak 2 ชั่วโมงที่ผ่านมา

      Jaya pata kiya preeti ain

    • @AmareswarGarnayak
      @AmareswarGarnayak 2 ชั่วโมงที่ผ่านมา

      Jaya parakiya preeti

  • @niranjanacharya1204
    @niranjanacharya1204 5 ชั่วโมงที่ผ่านมา +5

    ବିଜେପି ବାଲେ ବୃଥାରେ ଅନ୍ୟ ଉପରେ ଦୋଷ ଲଦିବାରେ ଅଭ୍ୟସ୍ତ l

  • @AjayaJena-z5h
    @AjayaJena-z5h 5 ชั่วโมงที่ผ่านมา +7

    Right 👍

  • @SankhaTudu-ox9cu
    @SankhaTudu-ox9cu 6 ชั่วโมงที่ผ่านมา +30

    Protap sodagi mentally man

  • @SantoshNayak-zo7dk
    @SantoshNayak-zo7dk 3 ชั่วโมงที่ผ่านมา +2

    Bhutu badhia heichi

  • @budhadevsabar7499
    @budhadevsabar7499 3 ชั่วโมงที่ผ่านมา +2

    Sir discassan is good

  • @rasmiranjanrasmi9444
    @rasmiranjanrasmi9444 6 ชั่วโมงที่ผ่านมา +10

    Nana nataka karuchi

  • @sudhakarmohapatra9496
    @sudhakarmohapatra9496 3 ชั่วโมงที่ผ่านมา +1

    Odisha news kehi dekhunahanti

  • @jk-eg2ye
    @jk-eg2ye 4 ชั่วโมงที่ผ่านมา +2

    BJP RSS Modi 🦮🦮🦮 ବହୁତ ଉତ୍ପାତ ହେଉଛନ୍ତି ନିଜ ଦଶ ଲୁଚାଇବା ପାଇଁନାଟକ କରୁଛନ୍ତି ଅମିତ ଶାହା ଯୋଉ ଭାସନ ବାଜି କରିଛି ଦେଶର ଜନତାକୁ ଉସ୍କାଇଲା ପରି, m ଷଡ଼ଙ୍ଗୀ ଲଜ୍ଜ୍ୟା ଲାଗିବା କଥା 😂😂, ଜୟ ଜଗନ୍ନାଥ ଜୟ ସମ୍ବିଧାନ 💙💙💙💙💙🇮🇳💯🌾✅

  • @jawaharlalsethi6238
    @jawaharlalsethi6238 4 ชั่วโมงที่ผ่านมา +1

    Right sir❤

  • @ShakshisubashKandulia
    @ShakshisubashKandulia 3 ชั่วโมงที่ผ่านมา +1

    Good

  • @agofficial7006
    @agofficial7006 4 ชั่วโมงที่ผ่านมา +10

    Rabi sir...
    Your right ....

  • @SanjayDalai-q4k
    @SanjayDalai-q4k 5 ชั่วโมงที่ผ่านมา +4

    ସାର୍ ବିଜେପି ସମାଧାନ ନକରିବା ପାଇଁ। ରାହୁଲଙ୍କ। ଫସିଛନ୍ତି।

  • @user-so5ox2mj3m
    @user-so5ox2mj3m 5 ชั่วโมงที่ผ่านมา +1

    ନନାମି😢ଛରେଜିନିଛନ୍ତି ତାର ପରିଣାମ ଭଗବାନ ଫଳ ଦେଇଛନ୍ତି

  • @AjayKumarParida-b4m
    @AjayKumarParida-b4m 20 นาทีที่ผ่านมา +1

    BJP jindabad

  • @thabiradeep709
    @thabiradeep709 4 ชั่วโมงที่ผ่านมา +1

    ମୂର୍ଖ bjp

  • @biswajeetmohapatra7085
    @biswajeetmohapatra7085 26 นาทีที่ผ่านมา

    ନିରାଟ ସତ୍ୟ

  • @satpathysusama9316
    @satpathysusama9316 4 ชั่วโมงที่ผ่านมา +7

    ପ୍ରତାପ ବାବୁ ଜାଣେ ବୟସ୍କ ବ୍ୟକ୍ତି ସେ କିପରି ମିଛ କହି ପାରନ୍ତି

    • @subhendumaharana4819
      @subhendumaharana4819 3 ชั่วโมงที่ผ่านมา

      Bayaska hele kana hela BJP loka sabu choro michua kie kahaku kam nuhanti

  • @ranjanapanda6538
    @ranjanapanda6538 5 ชั่วโมงที่ผ่านมา +11

    ପାର୍ଲିଆମେଣ୍ଟ ଆରମ୍ଭ ବେବାର ବହୁ ପୂର୍ବରୁ ବିଜେପି ଦଳର ଏମ୍‌ପି ମାନେ ପାର୍ଲିଆମେଣ୍ଟ ଯାଇ ବିକ୍ଷୋଭ କରୁଥିଲେ କାହିଁକି?? ବିରୋଧ ଦଳ ନଥାଇ ବିକ୍ଷୋଭ କଲେ କିଏ ଦେଖୁଥିଲା?? ବିଜେପି ଏମ୍‌ପି ମାନେ ଗେଟ୍‌ ପାଖରେ ଗହଳିକରି ବିରୋଧିଦଳ ଏମ୍‌ପି ମାନଙ୍କୁ ଅଟକାଇବାର ଉଦ୍ଦେଶ୍ୟ କଣ?? ଜଣେ ବୟସ୍କ ହୃଦ୍‌ରୋଗି ପ୍ରତାପ ଷଡ଼ଙ୍ଗୀ ଗହଳି ଓ ଉତ୍ତେଜନାପୂର୍ଣ୍ଣ ଯାଗାରେ ରହୁଥିଲେ କାହିଁକି?? ଏସବୁ ଗ୍ରାମାଞ୍ଚଳର ରାଜନୀତି ଠାରୁ ଅତ୍ଯନ୍ତ ଘୃଣ୍ୟ। ଏମାନେ କ୍ଷମତା ପାଇଁ ଆହୁରି ନିମ୍ନ ସ୍ତରକୁ ଯାଇପାରିବେ। ଏମାନେ ଅତ୍ଯନ୍ତ ଘୃଣ୍ୟ।

    • @sashibhusanmohapatra5976
      @sashibhusanmohapatra5976 5 ชั่วโมงที่ผ่านมา

      ଭାରତ ର ନେତା ମାନେ ଅଯୋଗ୍ୟ, ନିଜେ ଠିକ୍ ନାହାନ୍ତି ଲୋକଙ୍କ କଥା କଣ ବୁଝିବେ, cctv ଫୁଟେଜ କାଢି ଯିଏ ହେଉ ଦଣ୍ଡ ମିଳୁ ଜନ ସାଧାରଣ ଖୁସି ହେବୁ, ଏ ସବୁ ନେତା ଆସନ ଲୋଭି,.ଜନ ସାଧାରଣ ଙ୍କ ପାଇଁ ନୂହେଁ l

  • @KarBibeka10
    @KarBibeka10 4 ชั่วโมงที่ผ่านมา +1

    ଯେତେ କୁହନ୍ତୁ ସାର୍ ବିଜେପିର ବିକଳ୍ପ ଭାବେ ଭାରତରେ କୋୖଣସି ରାଜନୈତିକ ଦଳ ସୃଷ୍ଟି ହେବା ଦରକାର। ନିକଟ ଭବିଷ୍ୟତରେ ଏଭଳି ସମ୍ଭାବନା ଜଣାପଡୁନି। ରାହୁଲଙ୍କ ବ୍ୟକ୍ତିତ୍ଵ ଓ ନେତୃତ୍ୱରେ କଂଗ୍ରେସ ସବଳ ହୋଇ ପାରୁନି। ଜାତୀୟ ସ୍ତରରେ ଆଉକିଛି ବିକଳ୍ପ ଦଳ ସୃଷ୍ଟି ହେବାପାଇଁ ସମୟ ଦରକାର ସେଥିପାଇଁ ଆମେ ଅପେକ୍ଷା କରିବା। ସେତେ ପର୍ଯ୍ୟନ୍ତ କେବଳ ବିଜେପି କୁ ଭାରତର ଶାସନରେ ବସାଇବା ଆବଶ୍ୟକ। ତେଣୁ ଏପରି କହି ସମୟର ଅପଚୟ କରନ୍ତୁ ନାହଁ ବରଂ ନୁଆ ବିକଳ୍ପ ତିଆରି ପାଇଁ ଚିନ୍ତା କରନ୍ତୁ। କାରଣ ଅତି ଦୀର୍ଘ ସମୟ ଗୋଟିଏ ଦଳ ଶାସନରେ ରହିଲେ ଦେଶରେ ଏକଛତ୍ରବାଦ ସମ୍ଭାବନା ରହିଛି।

  • @PrativaPanda-v8n
    @PrativaPanda-v8n 5 ชั่วโมงที่ผ่านมา +1

    ଏକଛତ୍ରବାଦ ଶାସନ କରିବା ଅଭ୍ୟାସ

  • @sangitasahoo5504
    @sangitasahoo5504 6 ชั่วโมงที่ผ่านมา +15

    Rahul🎉🎉

  • @avimanyupatri4365
    @avimanyupatri4365 23 นาทีที่ผ่านมา

    ଆଜ୍ଞା 🙏🙏🙏. ଆପଣ ମହାପୁରୁଷ. ଯାହା କହୁଛନ୍ତି ଶତକଡା ଶହେ ପ୍ରତିଶତ ସତ.
    ପଦେ କଥା କୁହନ୍ତୁ ଯଦି ସବୁ ମିଥ୍ୟା ଏବଂ କପୋଳ କଳ୍ପିତ, ତେବେ କଂଗ୍ରେସର କେତେଜଣ ମହାପୁରୁଷ CCTV ଯାଞ୍ଚ ପାଇଁ ଦାବି କରିଛନ୍ତି ? ମୁଁତ କାହିଁ କାହାର ଦାବି ଦେଖିନାହିଁ. ଯଦି କଥାଟା ମିଥ୍ୟା ତେବେ କାହିଁକି ଦାବି କଲେ ନାହିଁ ? ଟିକେ
    ଚିନ୍ତାକରିବେ. ଆମେ ବିଲୁଆ ବିଚାର କରିବା କଣ ଦରକାର. ସେମାନେତ ନିଜ ଦରମା ବଢ଼େଇ ମାଲାମାଲ. ଦେଶ ଭାସିଯାଉ, ନହେଲେ ଚୁଲିକି ଯାଉ.

  • @bandhya1963
    @bandhya1963 5 ชั่วโมงที่ผ่านมา +1

    ମିଛ କୁ ସତ କରିପାରିବେ କି BJP

  • @SankarDash-x8n
    @SankarDash-x8n 4 ชั่วโมงที่ผ่านมา +1

    very good speaking

  • @rameshbehera3975
    @rameshbehera3975 ชั่วโมงที่ผ่านมา

    ସାମ୍ୱାଦିକ ଛାଡି ରାଜନୀତି କର, ଭଲ କରିବେ

  • @suvransujena5310
    @suvransujena5310 4 ชั่วโมงที่ผ่านมา +4

    ପ୍ରତାପ ମରିଯାଉ

  • @niranjanacharya1204
    @niranjanacharya1204 5 ชั่วโมงที่ผ่านมา +1

    ଗଣମାଧ୍ୟମ ନିରପେକ୍ଷ ନୁହଁନ୍ତି l

  • @tripurareenath5864
    @tripurareenath5864 4 ชั่วโมงที่ผ่านมา +1

    Dirty politics

  • @duryodhanjena8740
    @duryodhanjena8740 4 ชั่วโมงที่ผ่านมา +1

    Jay ho cangres

  • @mamatamaharana1784
    @mamatamaharana1784 4 ชั่วโมงที่ผ่านมา +4

    CCTV footage kuade gala?

  • @prafullakumarbehera7774
    @prafullakumarbehera7774 ชั่วโมงที่ผ่านมา

    ବିକ୍ଷୋଭ ପ୍ରଦର୍ଶନ କରିବା ଗଣତାନ୍ତ୍ରିକ ପ୍ରକ୍ରିୟା ତା ମାନେ ନୁହେଁ ଯେ parliament ରେ ଆମର ଲୋକପ୍ରତିନିଧି ମାନଂକର ଗୁଣ୍ଡା ଆଚରଣ l ସାଧାରଣ ଲୋକଙ୍କ ପାଇଁ କଣ ବାର୍ତା ଦେଉଛନ୍ତି l ଏତେ ବୟାନ ବାଜି କାହିଁକି CCTV ଦେଖି ବାଚସ୍ପତି ନିଷ୍ପତି ନିଅନ୍ତୁ l

  • @Shreyasubi
    @Shreyasubi 5 ชั่วโมงที่ผ่านมา +2

    BJP କ୍ଷମତା ଲୋଭ ରେ ପାଗଳ ହୋଇ ଯାଇଚି

  • @prakashsahoo4870
    @prakashsahoo4870 4 ชั่วโมงที่ผ่านมา +1

    Rabi sir 🙏🏿🙏🏿 Jay Hind

  • @rajendrarajput8469
    @rajendrarajput8469 5 ชั่วโมงที่ผ่านมา +2

    Good Statement Sir it is correct and true fact that I am Proud of you Sir Jay Shree Jagannath Swami 🙏 🙏 🙏

  • @buneshsmasher6033
    @buneshsmasher6033 ชั่วโมงที่ผ่านมา

    Jay Bharat Jay bhim

  • @BinodDharus
    @BinodDharus 3 ชั่วโมงที่ผ่านมา

    Cctv dekha gale bhala heba

  • @jaydevsahoo1812
    @jaydevsahoo1812 2 ชั่วโมงที่ผ่านมา

    ରବି ଦାସ୍ ବରିଷ୍ଟ ସାମ୍ବାଦିକ କ'ଣ କହିଲେ
    ସବୁ ଗୋଳେଇ ଦେଲେ ସାପ 🐍 ମଲା ନା ବାଢ଼ି ଭାଙ୍ଗିଲା।

  • @karrran.0826
    @karrran.0826 6 ชั่วโมงที่ผ่านมา +16

    Right sir

  • @Filipkisku-s9f
    @Filipkisku-s9f ชั่วโมงที่ผ่านมา

    Rahul Gandhi jindabad ♥️ Jai Bhim. Deshdrohi Amit shah must resign. Jhooth mat bol

  • @eTime056
    @eTime056 4 ชั่วโมงที่ผ่านมา

    ଭାସ୍କରୀୟା କୁ ଏ ଖବର ଶୋଭା ପାଉନି.... ବହୁତ ଜଳୁଥିବ ଆଉ ପଡୁଥିବ

  • @NiranjanHimirika-lv4ix
    @NiranjanHimirika-lv4ix ชั่วโมงที่ผ่านมา

    Raghit sri

  • @SundarkumbharChandrika
    @SundarkumbharChandrika 4 ชั่วโมงที่ผ่านมา +6

    You are right sir

  • @PRAKASHMOHANTY-x1x
    @PRAKASHMOHANTY-x1x 3 ชั่วโมงที่ผ่านมา

    ଦୁର୍ଭାଗ୍ୟଜନକ ଓ ଲଜ୍ଜ୍ୟାଜନକ କଥା।

  • @PrasantaJena-h7e
    @PrasantaJena-h7e 3 ชั่วโมงที่ผ่านมา

    BJP hatiba darkar