ଚୂନଲଗା ଯୋଜନାର ଅନ୍ୟନାମ ସୁଭଦ୍ରା ଯୋଜନା ! shankar mada || subhadra yojana || khati
ฝัง
- เผยแพร่เมื่อ 12 ก.ย. 2024
- ଚୂନଲଗା ଯୋଜନାର ଅନ୍ୟନାମ ସୁଭଦ୍ରା ଯୋଜନା ! shankar mada || subhadra yojana || khati
#odianews #mohanmajhi #subhadrayojana #bhubaneswar #Khati #shankaromsharan #news #odisha #nto #breakingnews #latestnews #viralnews #khati
Your Queries
khati
odia news
subhadra yojana
subhadra yojana news
subhadra yojana mohan majhi news
breaking news odia
viral news odia
shankar mada
shankar om sharan
otv khabar
otv news
kanak news
kanak news headlines
news 7 news odia
Kolkata news
Kolkata rape case
Kolkata doctor news
damdar khabar
khabar aaj tak
suprabhat odisha
odia news channel
odia breaking
odisha bhaskar
pratidin tv
news today odisha
shankar om sharan news
shankar mada new video
shankar om sharan new video
mohan majhi news
vk pandian news
naveen pattnaik news
argus news
argus breaking news
argus news odia
argus podcast
argus podcast videos
viral news odia
mohan majhi news
sura routray news
vk pandian news
naveen pattnaik news
Congress news Odia
odisha Congress
odisha BJP
Odisha BJD
election news
political news
political news odia
accident case Odisha
ଗୋଟେ ମାଘ ମାସରେ କେବେ ଶୀତ ଯାଏ ନାହି ଆଉଥରେ ମାଘମାସ ଆସିବ.ପବ୍ଲିକ ଭଲଥିଲେ ବାଛିବେ!ଧନ୍ୟବାଦ..
Banda bachhibe
Na brother emane magha masare bagha bhali heijaithibe
ବହୁତ୍ ଛଳ କପଟ ରେ ଚାଲିଛି BJP ଡ଼କାୟତ ଦଳ😠କିନ୍ତୁ BJP ଆଉ କେବେ ବି ଗୋଟିଏ ଭୋଟ ପାଇବ ନାହିଁ, ଭସ୍ମ ହୋଇଯିବ ଲୋପ ପାଇଯିବ 😠😠
ରାବଣ ଛଳ କପଟ ରେ ସୀତା କୁ ଚୋରି କରି ଥିଲା।ରହିଲା ତା ଅହଙ୍କାର ଛଳ କପଟ ଦିନେ ନା ଦିନେ ବିନାଶ ହେଲା ହିଁ😠😠👠👠👠
Yes ma'am
ଛାଡ ହୋ ସୁଭଦ୍ରା ଯୋଜନା ଦିନକୁ ପଡୁଛି 27rupees ଆଳୁ ପିଆଜ କିଣିବାକୁ ଆଣ୍ଟିବନି ବାଳ bijness କରିବ
ବିଜେପିମିଛୁଆରକଥାଆରୁକହନାଇ
Right
@@rudrabibhar1953😂😂😂navina kn toh banda chatuthila😂
@@khantiodia4412ta mabiata teki thila
ଏବେ ଜାହା ସରକାରଙ୍କଠାରୁ ମୌଳିକ ସୁବିଧା ମିଳୁଛି,୨୦୧୪ ପୁର୍ବରୁ ବାଳ ବି ମିଳୁନଥିଲା, ଲୋକଙ୍କ ରୋଜଗାର କାହିଁକି ବଢିଲା ୨୦୧୪ ଅପେକ୍ଷା ତାହା ବିଶୟରେ
ମଧ୍ୟ କୁହନ୍ତୁ😂
ଲୋକଙ୍କୁ ଠକିବା ଭୁଆଁ ବୁଲାଇବା ଧର୍ମେନ୍ଦ୍ର ପ୍ରଧାନ ର ଜିନ୍ ରେ ଅଛି
Khali dharmendra nuhein bjp ro sabu neta modi gandi dhoiba neta
Au navina ra banda chatiba jin re achi😂@@jamunamurmu4427
Toh maa ku gehiba toh jin re achi😂
bhai tumo ghrare bjd jin achhi
@@diptiranjanpal6056 ଭାଇ ତମ ପାଖରେ ବୋଧହୁଏ ଧର୍ମେନ୍ଦ୍ର ଜିନ୍ ଅଛି ।
ବହୁତ ବଢିଆ କଥା କହିଛନ୍ତି ।ଆପଣଙ୍କୁ ଧnyaଵାଦ୍ ।
th-cam.com/video/b5aK6sXwJzY/w-d-xo.htmlsi=YrP4VFNBG8fK7UYs
Sundori sister right❤😮😊
Banda
Sab bjd Wale jal rahe ho
Aur jalo
ଅମିତ ସାହା ପୂର୍ବରୁ ଷ୍ଟେଟମେଣ୍ଟ ଦେଇ ସାରିଛନ୍ତି ନିର୍ବାଚନ ପୂର୍ବରୁ ଅନେକ ପ୍ରତିଶ୍ରୁତି ଦିଆ ଯାଏ ସବୁ କାର୍ୟକାରୀ କରି ହୁଏ ନାହିଁ
Michua
😂
କାହିଁକି କାର୍ଯ୍ୟକାରୀ କରି ହୁଏନାହିଁ। ଭଷଣ ବଡ ବଡ, ଯିଏ ଅଖାଦ୍ୟ ଖାଉଥାଏ ତାର ଏମିତି ହୁଏ।
Are se maghia kou gote karichi kahunu😂😂
ତାହେଲେ ଏଇଟା ଅନ୍ୟ party ପାଇଁ ବି applicable ତ? ପରେ ବିଜେପି ଯେମିତି କହିବନି ଯେ ସେ party ଏଇଟା କହିଥିଲେ କିନ୍ତୁ କଲେନି..
ବାଳ ବିଜେପି 2029 out କର
Bahut dura 2029 ehi 24 December bhitare mantri mandala bhangibaku chesata kara.❤
Mantri mandala bangile semankara kichi haba nahin
Bhangijiba na gadha jiba😂😂😂😂@@deotheroyalclan8854
@@deotheroyalclan8854answer ta public Mane debe tume kie
ଭାଈ ମୁଁ ସେ ଡାଇଲଗ୍ ମାରି ଦଉଚି - ଛାଡ଼ ହୋ ମୋଦୀ ଦବ 300 ୟୁନିଟ୍
ନାହିଁ ଭାଇ ଏହା ଲାଗୁଛି ସୁଚିନ୍ତିଟ ଯୋଜନା
Super Duper.
ମିଛୁଆ ହାରିମି bjp ସରକାର
ଅତି ସୁନ୍ଦର ପରିବେଷଣ।ସୃତି ମଧୁର।
ଓଡ଼ିଆ industry ର ଯେତେ hero heroine ରାଜନୀତି କରୁଛନ୍ତି 1st ସେମାନଙ୍କୁ ବହିସ୍କାର କରାଯାଉ ସେ MG ମାନେ ହିଁ ପ୍ରଥମେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି କୁ ବୁଦେଇଲେ ତାପରେ BJD କୁ ଯାଇକି ସବୁ ଲୁଟିଲା ପରେ ଏବେ ଆଉ BJP କୁ ଗଲେ ନିଜ କୁକର୍ମ ଲୁଚାଇବା ପାଇଁ ମାଡ଼ ହଉ ସମସ୍ତଙ୍କୁ 1st ସେ 4 ଫୁଟିଆ ହରି ହର କୁ ଆଉ ଡେଙ୍ଗା ଗେଣ୍ଡା ଅରିନ୍ଦମ କୁ ସେ ବାଳ ମାନେ ହିଁ ବେଶୀ ଛୋଡ଼ି ହେଇକି ରାଜନୀତି କରି ଓଡ଼ିଆ ଲୋକ କୁ ଭୁଆଁ ବୁଲେଇକି ଭୋଟ ମାଗିଲେ
ଭାଇ ମୁ ତମ କଥାରେ ଏକ ମତ
Absolutely right
Band pain bjp ku Vote ଦେଇଛ
@@brockenheartgamer7118 really!
Right brother....se comedian ku bjp ru bahiskar Kari ,chuna kali boliba derkar....bjp hatao odisha banchao Aur desh vi
ବିଜେପି ପ୍ରଥମ ଏବଂ ଶେଷ ସରକାର ପୁନଃଶ୍ଚ ସରକାର ଗଠନ କରିବା କଠିକର ପାଠ l
ବାଃ ବଢିଆ କଥାଟିଏ କହିଲେ🎉
ବିଜେପି ଓଡିଶା ରେ ଏ ଫାଷ୍ଟ ଲାଷ୍ଟ ରାଜନୀତି
Right speak
Hn toh sapana re😂😂
Odisha re kebala bjp
Banda Navina gandi marajiba😂
୨୦୨୯ରେ ଓଡିଶାରୁ ବିଜେପୀକୁ ପାତାଳୀ କରାଯିବ
Jay jagannath 🤩🤩🤩🤩🤩🤩🤩
ଅନ୍ଧ ଥରେ ବାଡିହଜଇବ 2ଥରନୁେହଁ ଭାସଣ ଥୀଲା ଛାଡ ହୋ
Thik katha sir
ଆଉ ୩୦୦ ୟୁନିଟ ବିଜୁଳି Free ଦେବେ ବୋଲି କହି ଥିଲେ ସେଇଟା କୁଆଡେ ଗଲା😂😂 BJP Scam କରିଦେଲା ଓଡ଼ିଶା ବାସି ସହିତ । ମୋଦି ପୁରା ଦେଶ ସହିତ scam କରୁଛି ଆଉ ଏଇଟା ତା କିଛି ନାହିଁ 😂
ଏହା ପରି ଲାଗୁଛି ,ବିଜେପି ଓଡିଶା ଲୋକଙ୍କୁ ବୋକା ବନାଇଛି ଏବଂ ବନାଉଛି ,ଧୀରେ ଧୀରେ ଓଡିଶାର ଲୋକମାନେ ବିଜେପିର ପ୍ରକୃତ ରଙ୍ଗ ଜାଣିବେ |
th-cam.com/video/b5aK6sXwJzY/w-d-xo.htmlsi=YrP4VFNBG8fK7UYs
Ratna bhandara khola hela Aau kana darakar 😮😮
ସାରେ ୧୦ ବର୍ଷ ହୋଇଥିଲେ ଭଲ ହୋଇଥାନ୍ତା ଆଉ ଥରେ ସରକାରକୁ ଆସିବା ପାଇଁ ସୁଯୋଗ ମିଳିଥାନ୍ତା
ପ୍ରଚାରକଲାବେଳେକହିଲେ ପ୍ରତେକମହିଳାକୁ1000ଟଙ୍କାଦିଆଯିବମାସକୁଏବେସେଇସୁଭଦ୍ରାଯୋଜନା ଟଙ୍କାଆଳୁବିକିଯେଉଟଙ୍କାନେଲେସେଇଆକୁଦେବେଗୋଟିଏଗୁଳିରେଦିଟାଶିକାର
ମାଁ ଭଉଣୀ ମାନଙ୍କୁ ଠକି ଦେଲେ
ଧୋକା ବାଜ ସରକାର bjp ସରକାର 😂😂😂
ବିଜେପି ଭାରତୀୟ ଜାଦାହାରାମ୍ ପାଟି। ଦେଶକୁ ରଜ୍ଯକୁ ବିକି ଦେବେ ଏମାନେ।
Thanx bhai
Thank right speech
ଯାହା କହିଛ ଠିକ୍ କହିଛନ୍ତି ଶଙ୍କର ଭାଇ। ବର୍ବାଦ ସରକାରଙ୍କୁ ଅନି ବେକରେ ବାନ୍ଧିଲେ
th-cam.com/video/b5aK6sXwJzY/w-d-xo.htmlsi=YrP4VFNBG8fK7UYs
ଧରି ଆଣ ଧର୍ମେନ୍ଦ୍ର ଙ୍କୁ ମୋ ପାଖକୁ , ମୋତେ ଛ ଥର ଠକିଛି । ମୁଁ ତଳଚେରିଆ କହୁଛି ।
Durgasish ବାବୁ madhya ଗାଁ ଦୌଡୁଥିଲେ ଇଲେକ୍ସନ ବେଳେ
BJP michha pratishruti dei vote neichhi
Bahut badhia
Thank you so much sir
ଏ ମା ଘିଆ BJP ଦଳ କୁ ପଞ୍ଚାୟତ୍ Election ରେ ଉଚିତ୍ ଜବାବ୍ ଦିଆ ଯିବ BJP ର ନାମ ନିଶାନ ଆଉ ରହିବନି ପଞ୍ଚାୟତ୍ Election ରେ
Right Katha
ବିଜେପି କୁ ତୁ ମାଗିଆ କହିବାକୁ ତୁ କିଏବେ ମଘୀଆ ଚୁର ସବୁ ଲୁଟି ନଲା ବିଜେଡି
@@sirisahu642maghiya andha bhakta
👌ଶଙ୍କର ମାଡ଼ ଜାଗା ଦେଖିକି ବଜିବୋ ସୋଲିଡ ବଜିବୋ👌
କାଇଁ ଏବେ କଣ ଗୋଦି ଚ୍ୟାନେଲ ନାହିଁକି.... ପ୍ରାଇମ୍ ଟାଇମ ଗୋଟେ ହେଉ... ଛାଡ ହୋ.......
ବିଜେପି କୁହାଳିଆ ଦଳ, ସେମାନେ କହିବା ରେ ବିଶ୍ବାସ କରନ୍ତି, ଲୋକମାନେ କେବେ ଏହା ବୁଝିବେ କେଜାଣି ?
Bjp ra last time
Bhai ehi last time nhi bjp neta mane odisha ku lutibe
Sankara hauchanti odisha ra dhruv rathee 😂
@@RAKESHKUMAR-on9smtume kie mahaprabhu.. kichhi gute koro ho..
Sankara khan congresh loka,
Jemiti 24 yr EX govt Lututhila
Accurate Katha kahucho bhai
❤❤❤
you are right bhai
Very beautiful ❤️❤️❤️
Panchayat election re ehara jabab diajiba.
Dhanyawad Sankar Bhai.
Badhiya bislesana.
ଏହି ଯୋଜନାର ନାମ ସୁଭଦ୍ରାଙ୍କ ନାମ ରଖି ମାଆ ସୁଭଦ୍ରାଙ୍କୁ ଅସମ୍ମାନ କରିଛି ଏହି ସରକାର।ଭୋଟ ପାଇଁ ଭଗବାନ ଙ୍କୁ ବି ବ୍ରାଣ୍ଡ ଆମ୍ବାସ୍ଯାଡାର ବନେଇ ଦେଲେ।ଆଉ ଆସନ ମିଳିଗଲା ପରେ ଭଣ୍ଡାଉଛନ୍ତି। ମୁଣ୍ଡ କିଛି କାମ କରୁନି ସରକାରଙ୍କ ର
ଛତିଶଗଡ ରେ ବଡ଼ ବଡ଼ vip ଓ car, bus, ଟ୍ରାକ୍ଟର,jcb ଥିବା ପରିବାର କୁ ରାସନ୍ କାର୍ଡ ମିଳିଛି, bjp କାର୍ଡ କାଟିବାକୁ ଦରୁଛି କାଳେ vote ମିଳିବନି, ଓଡ଼ିଶାରେ ବି ଦରାଉଛି ରାସନ୍ କାର୍ଡ bjd ନେତା ମାନଙ୍କ ର ଅଛି ହେଲେ କାଟି ପାରୁନି
ବେକାରଟାରେ ବଦନାମ କରୁଛି। ରଙ୍ଗ ବହୁରୂପୀ ଏଣ୍ଡୁଅ ବଦଳାଏ
Acha navina ku kahunu 24 years kn karuthila😂
1999 ରୁ ଭିକ୍ଷା ମାଗି ଥାଆନ୍ତ ନବୀନ ଥିବାରୁ 24 ବର୍ଷ ରୁ ଆଜିଯାଏଁ ବଞ୍ଚିଛ
ଏ ଲୋକ ସତେ ଯେମିତି bjp ଶାସିତ ରାଜ୍ୟ ରେ ମୋଦି ଦେଶକୁ ସୋର୍ଗ ବନେଇଛି ଭାବୁଛି
ଯା ଦେଖିବୁ ସେଠିକାର ଅବସ୍ଥା
ରାସ୍ତାରେ ଅଣ୍ଠୁଏ ଗାତ, 14 ରୁ 25 ବୟସର ମଦୁଆ ରାତି 12ଯାଏଁ ବୁଲୁଛି। ଯେତେ ମୋଦି ଉଦଘାଟନ କରିଛି ସବୁ ଭଗବାନ ଏ ଲୋକ ଟା ମିଛୁଆ ବୋଲି ଝଡ଼ ତଫାନ ବର୍ଷା ରେ ଭାଙ୍ଗି ଦେଉଛନ୍ତି
Durgasis ହୋଂଗୀ ଯାଇଛି
Good performance thank you Sir.
First time & last time govt of BJP😂😂
ପଞ୍ଚାୟତ ଇଲେକ୍ସନ ଠିକ୍ ଜାଓଵ ଦିୟାହଵ
ଧନ୍ୟବାଦ ଶଙ୍କର ବାବୁ, ଛାଡ଼ ହୋ...
ବିଜେପି ଏତେ ବଡ଼ ଟାଉଟର ଆମେ ଶାସନକୁ ଆସିବାରୁ ଜାଣିପାରିଲୁ, ବ୍ୟସ୍ତ ହୁଅନି ଭାଇ ଓ ଭଉଣୀମାନେ next ନିର୍ବାଚନରେ ବିଜେପିକୁ ଓଡିଶାରୁ ଚି଼ହ୍ନବର୍ଣ୍ଣ ଲିଭେଇଦବା
Yes...
Thank you
Congress
Bhai sarkar ba tame pasand kala.
Real statement Sankar Bhai.Thank you
Wow bro excellent💯💯💯 🤝🤝🤝🤝🤝🤝
Thank,yousomuchsir
ଠକ ଧର୍ମେନ୍ଦ୍ର ପ୍ରଧାନ ତାକୁ ଶିକ୍ଷା ମନ୍ତ୍ରୀ କଲା କିଏ ଧର୍ମେନ୍ଦ୍ର ପ୍ରଧାନ କୁ ମୂର୍ଖ ମନ୍ତ୍ରୀ କରିବାର ଥିଲା ନଚେତ୍ ଧର୍ମେନ୍ଦ୍ର ପ୍ରଧାନ କୁ ଠକ ମନ୍ତ୍ରୀ ପଦ ଦବାର ଥିଲା ଖାଲି ଜୋତା ମାଳ ମା ଘିଆ କୁ ଜୋତା ମାଳ ଦେଇ ଜୋତା ରେ ସେକିଲେ ବହୁତ୍ ଭଲ ହୁଅନ୍ତା
ଆମେ କରିଛୁ
@@Khirasindhubhoi3544ବାଳାଖାଇବୁ ରେ
ଆପଣ ଙ୍କୁ salute 🙏
ପ୍ରତିଶୃତି ରେ ବାଉଳା, ଆଳୁ, ପିଆଜ, ରସୁଣ କୁ ଭୁଲି, ପାଞ୍ଚ ବର୍ଷ ଖାଇବା, ନିରୋଳା ମୂଳା 🙏
ବହୁତ ବଢିଆ,,,,, ପ୍ରକୁତରେ ଲୋକ(ଅନ୍ଧଭକ୍ତ ) ଙ୍କ ଆଖି ଖୋଲିଲା ପରି କଥା,,,, ଧନ୍ୟବାଦ
ଦୀନକୁ 27 ଟଙ୍କା ଆଲୁ କିଣିବାକୁ ଦେଉଛି
ବାଳ ବିଜେପି ସରକାର ଛମାସ ଭିତରେ ମାଗିହା ସରକାର ଭାଙ୍ଗି ଯିବ
@@LaxmanBag-tc4fz 😆😆
This is the last and final time for BJP government in odisha.
th-cam.com/video/b5aK6sXwJzY/w-d-xo.htmlsi=YrP4VFNBG8fK7UYs
💯 right
Argus ଦୁର୍ଗାଶିସ ଛୋଡ଼ି ହୋଓଓ 😂😂😂😂
ବିଜେପି ମିଛ କହେ ବୋଲି ଦେଶ ସାରା ଜାଣିଛନ୍ତି। ଓଡିଆ ଲୋକ ଯଦି ତାଙ୍କ କଥାକୁ ବିଶ୍ବାସ କଲେ, ତା ଫଳ ଓଡିଆ ଲୋକ ଭୋଗିବେ ନାହିଁ କଣ ଗୁଜୁରାଟୀ ଭୋଗିବେ। ଦେଶସାରା ବିଜେପିକୁ ଚିହ୍ନି ଥିଲେ ବୋଲି , ଅବସ୍ଥା ଖରାପ ହେଲା ଅଥଚ ଆମେ ତାଙ୍କୁ ସାହାଯ୍ୟ କଲେ ଶାସନ ଗାଦିରେ ବସାଇବା ପାଇଁ। ଫଳ ଭୋଗିବା ଉଚିତ୍
Rightbhai
Ra8 bro
Thanks sir namaskar
ଧର୍ମେନ୍ଦ୍ର ପ୍ରଧାନ ଚୋର "ଛାଡହୋ" ପତ୍ରିକାର ସମ୍ପାଦକ।
ସତ କଥା
୨୪ ବର୍ଷ କ୍ଷମତାରେ ରହିବା ପରେ 3ମାସରେ ଏତେ ବ୍ୟସ୍ତ କାଇଁ କି ହଉଚ
କାଳିଆ jajanaa ଭଲ ଥିଲା
Ekdam right bhai👍
ସମସ୍ତେ ଗାଡ଼ି ବୁଲେଇ ବୁଲେଇ ପ୍ରଚାର କରନ୍ତି ଏଇଟା ନୂଆ ନାହିଁ 😂😂😂
ଭlବିନ ଭାଇ ଏଇତ ଖେଳ ଆରମ୍ବ କଥାରେ ମାତି ଗଳ ନା
You are right sir
ଭାଇ ଠିକ କହିଲେ ଶଙ୍କର ବିଜେପି ସରକାର ପୁରା ଗାଲୁଆ ସରକାର ଏବେ ଜାଣନ୍ତୁ ଓଡିଶା ବାସୀ
Thik kahichanti dhanyavaad 🙏
ଗାଁ ଗହଳିର ନୁହଁ ଭାଇନା ସିଏ ଟାଉନିଆ ହେଇଥିବ 😂😂😂😂
Agarus tv kn knruchu kahunti
ଆମଙ୍କୁ ଚୂନ ଲାଗେଲେ ଭଲ ଭାଇ କାରଣ ଆମର ଗଲୁ ଦୋଷ ଅଛି
ବିଜେପିର ତମେ ବା ଣ୍ଣଭାଗିଵ ଆଗରୁ କିଏଟକା ଦିଏ ସଳାଚୋରସଳେ ବିଜେପି ବିଧାୟକ ମାନେ ତମ ବିଆରେ ଗେହୁଥିଲେ
ସାନଭାଇ ମୋ ମନକଥା କହିଦେଲା ତୁମକୁ ବହୁତ ଧନ୍ୟବାଦ୍ ଜଣାଉଛୁ
ଆଜ୍ଞା ଟିକେ ଅପେକ୍ଷା କରନ୍ତୁ l ୨୦୪୭ ପର୍ଯ୍ୟନ୍ତ ଆମେ ବିକଶିତ ଭାରତ ଦେଖିବାକୁ ଅପେକ୍ଷା କରିଛୁ କି ନାହିଁ ?
ବିଜେପି ଓଡିଶା ଲୋକଙ୍କୁ ବୋକା ବନେଇ ଦେଲା
ନାମ ନିଅ ସବୁ ମାଗଳା ଖାଇ ବାର ଅକାତ ଯାଇନିକି
ନିଜେ ପରିଶ୍ରମ କରି ଖାଇବାକୁ ଚେଷ୍ଟା କର ଓଡିଶା ଆଗକୁ ବଢି ବ !
BJP ର ନୂଆ ଗୋଜବୟାଣି ଯୋଜନା
ଛ। ଡ ହୋ, ପଛ ବୁଦ୍ଧି ଆ ଭାଇ ମାନାଉଙ୍କୁ ଠିକ କଥା କହିଛ। ବହୁତ୍ ଭଲ ଲାଗିଲା ଭିଡିଓ, ୪ ଥର ଦେଖିଚି
Bahut badhia aa lagila hoo bhai puraa mana gad gad heigala❤
2029 ରେ କଂଗ୍ରେସ ଆସିବାଟା ଥୟ ଲେଖିକି ରଖିନିଅ ଭାଇମାନେ ❤❤❤ ତୁମକୁ ଅଶେଷ ଅଶେଷ ଧନ୍ୟବାଦ ❤❤❤
ଗରିବ ଲୋକଙ୍କୁ ଅପମାନ କରନ୍ତୁ ନାହିଁ
ପ୍ରଥମଥର BJP ଆସିଲା ATM ରେ ଲାଇନ୍ ଲଗେଇ ଥିଲେ
ଏବେ ସୁଭଦ୍ରା ରେ ମଧ୍ୟ ସୋଇ ହାଲ
ଏପରି ଯୋଜନା ଆହୁରି ମଧ୍ୟ ଅଛି
ବନ୍ଦ୍ କରନ୍ତୁ ଏପରି ଅପମାନ କରିବା
ମୋତେ ସରପଞ୍ଚ କର ମୁଁ ମାସକୁ ଭତ୍ତା 7000₹ ଦେବି କିନ୍ତୁ ଭତ୍ତା ପାଇବା ବ୍ୟକ୍ତି କୁ 110 ବର୍ଷ ବୟସ ହେଇଥିବାର ଅଛି। ହା ହା5 ହା
ବିଜେପି ର ମିଛ ପ୍ରତିଶୃତି ସବୁ ଜନତା ଜାଣିଗଲେଣି ପଂଚାୟତ ନିର୍ବାଚନ କୁ ଆଉ ନଥିବ.ସରକାରି ଚାକିରିଆଙ୍କୁ ମାସିକ ୯୦୦୦୦ ଦରମା ଦେଲା ବେଳେ ସରକାର ର କିଛି ଅସୁବିଧା ହଉନି ହେଲେ ୬୦ ବର୍ଷ ଅସହାୟ ଗରିବ ବୃଦ୍ଧା ମାନଙ୍କୁ ମାସିକ ୩୦୦୦ ଭତ୍ତା ଦେବା ପାଇଁ କଷ୍ଟ ହେଇଛି .ୟେ ସରକାର ର କେମିତିକା ନ୍ୟାୟ. ଧିକ ତମ ସରକାର ଧିକ ତ ମଣିଷ ପଣିଆ.
ନାଲି ଗାମୁଛା କୁଆଡେ ଗଲା ଶଳା ଆଉ କାହିଁ ଦୁସୁନି ,,Bjp କୁ,,ଭୋଟ ଦେଇ ଭୁଲ୍ ହେଲା
Jai congress
ଜୟ ଜଗନ୍ନାଥ ଜୟ ଶ୍ରୀ ରାମ ଜୟ ଭାରତ ମାତା
Sankar brother subhadra yojana free miliba Na return Sujhibaku padiba kuhantu
ବିଜେପି ଠକି ଚାଲିଛି , ଆଊ ସମସ୍ତଙ୍କୁ ଭୁଆଁ ବୁଲାଉଛି
Bjp jumlabaj sarkar samastanku jana hele andha bhakta nku kie bujheibe .❤❤❤❤❤
Very good
ଶଙ୍କର ଦାଦା ପ୍ରଣାମ 💐 🙏👌👌👌
Dhanyabad bhai 🎉really love u
ବଳରାମ ଜୋଜନା କେବେଠାରୁ ଦିଆଯିବ