9 PM PRIME TIME | ଆସିଲା 'ସୁଭଦ୍ରା' କେମିତି ପାଇବେ ଟଙ୍କା ? | Subhadra Yojana SOP Out | PrameyaNews7

แชร์
ฝัง
  • เผยแพร่เมื่อ 12 ก.ย. 2024
  • 9 PM PRIME TIME | ଆସିଲା 'ସୁଭଦ୍ରା' କେମିତି ପାଇବେ ଟଙ୍କା ? | Subhadra Yojana SOP Out | PrameyaNews7
    #subhadrayojana #sop #prameyanews7 #eligibility #odisha #women
    Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.
    For Latest News Follow us on:
    Website: www.prameyanews...
    TH-cam: / prameyanews7odia
    Twitter: / news7odia
    Facebook: / news7odia
    Instagram: / prameyanews7
    Playlists-
    Nua Jibana Nua Asha:
    • Nua Jibana Nua Asha
    ଶୁଣ...ଶୁଣ...ଶୁଣ:
    • Suna...Suna...Suna
    Explore Odisha:
    • Explore Odisha
    Breakfast Odisha:
    • Breakfast Odisha News7
    Maganna Oligi:
    • Maganna Oligi
    Biswas Abiswas Andhabiswas:
    • Biswas Abiswas Andhabi...
    Digital Special Stories:
    • Digital Special Stories
    Daffa | Crime Stories:
    • Daffa
    Jollywood Jalwa:
    • Jollywood Jalwa
    Face To Face:
    • Face To Face
    #PrameyaNews7 #News7 #OdishaNews

ความคิดเห็น • 310

  • @ChittaRanjanSahani
    @ChittaRanjanSahani 20 วันที่ผ่านมา +21

    ବିଯେପି ଏଥର ତିନି ପାଯୁରୁ ଯିବ ଛି ଛି

  • @BinodiniRoutBinodiniRout
    @BinodiniRoutBinodiniRout 19 วันที่ผ่านมา +7

    Nabeen sir 🙏 Jay hind ❤❤❤

  • @reetap4008
    @reetap4008 20 วันที่ผ่านมา +30

    ମୁଁ ଆଗରୁ କହିଛି ଓଡ଼ିଆ ମାନେ BJP ର ଅତ୍ୟାଚାର ରେ କାନ୍ଦି କାନ୍ଦି ନବୀନ ବାବୁ ଙ୍କୁ ଖୋଜିବେ,ଦେଖ ଆଜି ସେଇ ଦିନ ଆସିଲା।
    ଭୋଟ ଚୋର ଦଳ କୁ ଚପଲ ରେ ମାରିବୁ
    ଆସ ଆମ ଏରିଆ କୁ😠
    ତମ ଅସଲି ମୁଖା ଉତରେଇଦେବୁ😠

  • @nishikantapatra6437
    @nishikantapatra6437 19 วันที่ผ่านมา +21

    ବେକାରୀ ଲୋକଙ୍କୁ ରୋଜଗାର ଦେବାର କିଛି ଚିନ୍ତା କରୁନାହାନ୍ତି ସରକାର ବାଳ ଯୋଜନା କରୁଛନ୍ତି

  • @DEEPANKAR_SINGH99
    @DEEPANKAR_SINGH99 7 วันที่ผ่านมา +3

    ଉର୍ମିଳା ସୁପର ମିଛେଇ ନିର୍ଵାଚନ ପୂର୍ଵରୁ ୫୦ ,୦୦୦ ଟଙ୍କା ସଵୁ ମହିଳାଙ୍କୁ ଦିଆଯିବ ଦୁଇ ବର୍ଷ ରୁ ପାଞ୍ଚ ବର୍ଷ କୁ ଘୁଞ୍ଚିଗଲା 300 ୟୁନିଟ୍ ବିଜୁଳି ବିଲ୍ ଛାଡ 3000 ଟଙ୍କା ଭତ୍ତା ଦଵୁ କୁଆଡେ ଗଲା। ଚୁମର ସେ ପ୍ରତିସୃତି ? ମାଙ୍କେଡି ମୁହିଁ ଗାଲୁଗପ ମାରୁଛି ।

  • @Odisha_News_Live
    @Odisha_News_Live 20 วันที่ผ่านมา +55

    ଗଲି ଗଲି ମେ ସୋର ହୈ
    ମୋହନ ମାଝୀ ଚୋର ହୈ

    • @Eagleeye774
      @Eagleeye774 18 วันที่ผ่านมา +5

      ଖଣି, ଡାଲି, ଚିଟଫଣ୍ଡ, ପିସି, ..... ଚୋର କିଏ..?

    • @Gopitech9109
      @Gopitech9109 17 วันที่ผ่านมา

      Modi jhutha hai

    • @diptiranjanpal6056
      @diptiranjanpal6056 15 วันที่ผ่านมา +1

      @@Odisha_News_Live Naveen ta chora he

    • @SudamCharanDalai
      @SudamCharanDalai 15 วันที่ผ่านมา

      BJP sarkar sala chora 😮

    • @anandamohakuda4943
      @anandamohakuda4943 3 วันที่ผ่านมา

      😅😅

  • @reetap4008
    @reetap4008 20 วันที่ผ่านมา +10

    Our Beloved Nabin patnaik sir 🙏🙏❤️❤️❤️🎉🎉💚
    I love BJD ❤️❤️💚💚💚💚💚

  • @Odisha_News_Live
    @Odisha_News_Live 20 วันที่ผ่านมา +10

    Double Engine Sarkar Double Dhoka

  • @rajud3603
    @rajud3603 20 วันที่ผ่านมา +17

    2029 ରେ BJP ଓଡ଼ିଶା ରୁ ବିଦାୟ ନେଉଛି ଶଳା ଏଡେ ଗାଲୁଆ ଗୁଡାକ

    • @reetap4008
      @reetap4008 20 วันที่ผ่านมา +5

      ବହୁତ୍ ଡେରି ହୋଇ ଯାଇଥିବ,ଓଡ଼ିଶା ନର୍କ ହୋଇ ଯାଇଥିବ 5 ବର୍ଷ ରେ

    • @user-tb9sv1lh5w
      @user-tb9sv1lh5w 20 วันที่ผ่านมา

      Kahiba purbaru nije bhaba, BJD jaha kahithila seita karithila ki.

    • @rajud3603
      @rajud3603 20 วันที่ผ่านมา

      @@user-tb9sv1lh5w ଅନ୍ଧଭକ୍ତ ଙ୍କ ର ମାନେ 5ରହିବା ଦରକାର BJD ଏବେ ସରକାର ରେ ନାହିଁ ।। ଯିଏ ସରକାର ରେ ଅଛି ତାକୁ ଆମେ qustion କରୁଛୁ।।।

    • @jyotsnaranipanda2613
      @jyotsnaranipanda2613 20 วันที่ผ่านมา +2

      ଭଗବାନ କରନ୍ତୁ ଏଇ ବର୍ଷକ ଭିତରେ ବିଜେପି ଭାଙ୍ଗି ଯାଉ, ଆଉ ଥରେ ନବୀନ ବାବୁ ଆସନ୍ତୁ, ନହେଲେ ଓଡିଶାର ଭବିଷ୍ୟତ ଅନ୍ଧାର

    • @user-tb9sv1lh5w
      @user-tb9sv1lh5w 20 วันที่ผ่านมา

      @@jyotsnaranipanda2613 Naveen pattanaik mahoday aau kebe bhi government ku aasi paribe nahin.because aama MLA mananku traffic jageile, MLA mananku stage bandhiba ku adesh dele, pandian Raz karila.bjd bhuli jao government paain

  • @biswambarsatapathy9398
    @biswambarsatapathy9398 20 วันที่ผ่านมา +12

    Naveen Babu jindabad

  • @rajud3603
    @rajud3603 20 วันที่ผ่านมา +50

    ସୁଲତା ମ୍ୟାଡମ ଠିକ୍ କହୁଛନ୍ତି ଜୟ ନବୀନ SIR 💚💚💚💚💚

    • @Diptinihal
      @Diptinihal 3 วันที่ผ่านมา

      Mor ⁴2 www ghee e3 22

  • @lalitkumarsahu6532
    @lalitkumarsahu6532 11 วันที่ผ่านมา +4

    ଠିକ କହୁଛନ୍ତି । ବି ଜେ ପି ସଭ୍ୟା
    ଯେଉଁ ମହିଳା ୧୫୦୦ ଟଙ୍କା ରୁ ଅଧିକ ଟଙ୍କା ଆୟ କରୁଛନ୍ତି l ତାଙ୍କୁ ସୁଭଦ୍ରା ଯୋଜନା ଦିଅ
    ନାହିଁ l

  • @abiramgamango-nv6hf
    @abiramgamango-nv6hf 20 วันที่ผ่านมา +23

    ଲଜ୍ୟା ଲଜ୍ୟା ଲଜ୍ୟା, ପ୍ରଭୁ ଜଗନ୍ନାଥ ନାମ ନେଇ ମିଛ କଥା କହୁଛ ତୁମକୁ ଲଜ୍ୟା ଲାଗୁ ନାହିଁ ,

    • @Eagleeye774
      @Eagleeye774 18 วันที่ผ่านมา

      କାଳିଆ ଯୋଜନାର ସୃଷ୍ଟି 2019 ଭୋଟ ଉଦ୍ଦେଶ୍ୟରେ ହୋଇନଥିଲା କି..? ଏଥିରେ ନିଜକୁ ଚାଷୀ ବୋଲି କହି ଆବେଦନ କରିଥିବା ବ୍ୟକ୍ତିଙ୍କ document ଯାଞ୍ଚ ହୋଇଥିଲା କି..? କାଳିଆ ଟଙ୍କା ଚାଷକାର୍ଯ୍ୟରେ ଲାଗୁଥିଲା କି..? କାଳିଆ ନାଁରେ ରାଜନୀତି ଶେଷରେ ଦଳ ପାଇଁ କାଳ ହେଲା..

    • @Official_B.kanhar7289
      @Official_B.kanhar7289 17 วันที่ผ่านมา +1

      ​@@Eagleeye774 vote ପାଇଁ କାଳିଆ ଯୋଜନା ହେଲା , ଭୋଟ ପାଇଁ ବିଜୁ ଗାଁ ଗାଡି ହେଲା , ପିଠା ଯୋଜନା ହେଲା ଏବେ କିନ୍ତୁ ଭୋଟ ପାଇଁ ଲକ୍ଷ୍ମୀ ଯୋଜନ କଲେ ।

    • @Eagleeye774
      @Eagleeye774 17 วันที่ผ่านมา

      @@Official_B.kanhar7289 ଭୋଟ ସର୍ବସ୍ବ ଦଳ.. ଏହାର ନେତା କୁଜିନେତା ସବୁ ନିର୍ଲଜ, ଟାଉଟର, ଦୁର୍ନୀତିଗ୍ରସ୍ତ..

  • @Bmcreation3750
    @Bmcreation3750 17 วันที่ผ่านมา +2

    Sulata didi thik point kahichhanti, thanks you ma'am

  • @Odisha_News_Live
    @Odisha_News_Live 20 วันที่ผ่านมา +7

    Double Dhoka Double Disappointment

  • @BinodiniRoutBinodiniRout
    @BinodiniRoutBinodiniRout 19 วันที่ผ่านมา +4

    Right mam ❤❤Jay Nabeen ❤❤Jay bjd❤❤❤

  • @gaganswain8889
    @gaganswain8889 19 วันที่ผ่านมา +15

    ମୋଦୀ ଜୀ ତ ଟ୍ୟାକ୍ସ ଲଗେଇ ଲଗେଇ ମାରି ଦେବେ.... ଲୋକ ମାନଙ୍କୁ 😢

    • @Eagleeye774
      @Eagleeye774 18 วันที่ผ่านมา

      ମାଗଣାଖିଆଙ୍କ ପାଇଁ ମାଗଣା ଜିନିଷ ଆସିବ କେଉଁଠୁ.. ମୋଦିଜୀ ତାଙ୍କ ଘରୁ ଆଣି ଦେବେକି..? ଆମେ ଯେତେଦିନ ଯାଏଁ ନିଜକୁ ଗରିବ ଭିକାରୀ ପରିଚୟ ଦେଇ ସରକାରଙ୍କ ହାତଟେକାକୁ ଅନେଇ ବସିଥିବା ସେତେଦିନ ଯାଏଁ ଏମିତି ଚାଲିଥିବ..

    • @SIMPLYLAND.
      @SIMPLYLAND. 11 วันที่ผ่านมา

      Kai taro sata katha suniki kai patuchhi

  • @reetap4008
    @reetap4008 20 วันที่ผ่านมา +24

    ସୁଲତା ଅପା ଠିକ୍ ଠିକ୍ 👉 ପଏଣ୍ଟ ବୁଝେଇଛନ୍ତି। ଧନ୍ୟବାଦ୍ ଅପା🙏💚❤️

  • @KumudiniMohanta-zv9wb
    @KumudiniMohanta-zv9wb 19 วันที่ผ่านมา +5

    Shulata madam thik kahichhnti

  • @BanshidharPanda-oz9ws
    @BanshidharPanda-oz9ws 14 วันที่ผ่านมา +2

    ବିଜେପି ମିଛୁଆ ସରକାର।କାମ କିଛି ନାହିଁ। ଖାଲି ଯୁମଲା।ଧିକ ତୁମ ସରକାର। ମିଛୁଆ ମୋଦି। ମିଛୁଆ ମୋହନ।

  • @smrutimallick1678
    @smrutimallick1678 17 วันที่ผ่านมา +3

    sulatna didi good

  • @BigyankumarRay
    @BigyankumarRay 3 วันที่ผ่านมา +1

    We salute sulata Bhauni . Heart ly congratulations .

  • @sunitabaipaiofficel1018
    @sunitabaipaiofficel1018 20 วันที่ผ่านมา +2

    Wow

  • @RahulB10_official
    @RahulB10_official 17 วันที่ผ่านมา +2

    ଆମର ତେଲ ଲୁଣର ସଂସାର,ତେଲ,ଲୁଣର ରେଟ ବଢେଇଲେ ଆମେ ବଞ୍ଚିବୁ କେମିତି? ସୁଭଦ୍ରା ଯୋଯନା ଦରକାର ନାହିଁ।

  • @simanchalswain3125
    @simanchalswain3125 9 วันที่ผ่านมา +1

    ଓଡ଼ିଶାର ଚାରି କୋଟି ଜନତା ଭାଇ ଓ ଭଉଣୀମାନଙ୍କୁ ଠକି ଦେଲେ BjP କଥା କୁହାଲିଆ ମିଛୁଆ

  • @AjayDas-ko6mv
    @AjayDas-ko6mv 19 วันที่ผ่านมา +2

    All rights

  • @NiranjanHimirika-lv4ix
    @NiranjanHimirika-lv4ix 10 วันที่ผ่านมา +1

    ମାଗିଆ ବିଜେପି ରଡି ମାଇକିନା କିଛି ଜାଣି ନି ବିଦା ହେବ ଓଡିଶା ରୁ ବକବକ ହେଉ ଛି ମାଗିଆ

  • @ManasranjanSahoo-my6hv
    @ManasranjanSahoo-my6hv 19 วันที่ผ่านมา +6

    ସେ ସୁଭଦ୍ରା ଦଉ କି ନଦେଉ ଦରଦାମ କିନ୍ତୁ କମାଉ ମାଗଣା ଟଙ୍କା ଦରକାର ନାହିଁ ଭୋଟ ନେବା ପାଇଁ ସମସ୍ତେ ଏମିତି ପ୍ରଚାର କରିଥାନ୍ତି ଜୟ ଜଗନାଥ 🙏🏻🙏🏻🙏🏻

  • @prabinkumarnayak5324
    @prabinkumarnayak5324 19 วันที่ผ่านมา +2

    ଆଜିର jumala 5 ବର୍ଷ ନୁହେଁ 4 ବର୍ଷ ସୁଭଦ୍ରା ଯୋଜନା ଦେବେ

  • @jagannathpatnaik8409
    @jagannathpatnaik8409 19 วันที่ผ่านมา +3

    Odisha wants Nabin as CM.

  • @ranjanmajhi7890
    @ranjanmajhi7890 16 วันที่ผ่านมา +1

    ଏଠି ଯିଏ ମାଂସ ଭାତ ଖାଉଛି ତାରବି ପଇସା ଦରକାର ଯିଏ ସାଗୋ ପଖାଳ ଖାଉଛି ତାରବି ପଇସା ଦରକାର ହେଲା

  • @AjayDas-ko6mv
    @AjayDas-ko6mv 19 วันที่ผ่านมา +3

    No guarantee Modi

  • @gobardhanbehera3497
    @gobardhanbehera3497 19 วันที่ผ่านมา +2

    ବିଜେପି ମୁଖପାତ୍ରଙ୍କ ଠାରୁ ଉତ୍ତର ନାହିଁ

  • @Surya-narayan990
    @Surya-narayan990 19 วันที่ผ่านมา +1

    ଗାଦି ଛଡ଼ା ସରକାର।ପ୍ରତିଶ୍ରୁତି ନ ରଖିଲେ ଆଗାମୀ ନିର୍ବାଚନ ଉଚିତ୍ ଜବାବ ଦିଆଯିବ।

  • @pruthwirajrana7268
    @pruthwirajrana7268 20 วันที่ผ่านมา +4

    ସବୁ ତ ମାଗଣା ଖିଆ ମଣିଷ ଅଛନ୍ତି ଓଡିଶାରେ ମାଗଣା ପାଇଲେ ଆଲକାତରା ଖାଇନେବେ ଧନ୍ଯ ଧନ୍ଯ ଓଡିଶାବାସୀ !

    • @ranamixlyrics5829
      @ranamixlyrics5829 20 วันที่ผ่านมา

      Magana khia kie karu6i ?

    • @reetap4008
      @reetap4008 20 วันที่ผ่านมา +1

      ଆରେ ମୂର୍ଖ ଆମ ଟେକ୍ସ ପଇସା ଆମେ ପାଉଛୁ, କାହା ବାପା ପଇସା ନାହିଁ😠

    • @pruthwirajrana7268
      @pruthwirajrana7268 20 วันที่ผ่านมา

      @@reetap4008 ଠିକ କହିଲ ପଣ୍ଡିତ ଆମ ଟେକ୍ସ ପଇସା ଆମେ ଖାଇବା ଶ୍ରୀଲଙ୍କା ପରି ଭୋଗିବା

    • @pruthwirajrana7268
      @pruthwirajrana7268 20 วันที่ผ่านมา

      @@ranamixlyrics5829 ଯେ ମାଗଣା ଦେବ ତାକୁ ହିଁ ଲୋକମାନେ ଭୋଟଦେବେ ଆଉ ରାଜନୈତିକ ଦଳମାନେ ମାଗଣା ପାଇଁ ଘୋଷଣା କରିବେ ତାହା ହେଲେ ତ ଜନସାଧାରଣ ଭୋଟ ଦେବେ

    • @pruthwirajrana7268
      @pruthwirajrana7268 20 วันที่ผ่านมา

      @@reetap4008 ହଁ ରେ ପଣ୍ଡିତ ଆମ ଟେକ୍ସ ପଇସା ଆମେ ଖାଇବା ଆଉ ଶ୍ରୀଲଙ୍କା ପରି ଭୋଗିବା

  • @RajuKumar-p4c4c
    @RajuKumar-p4c4c วันที่ผ่านมา +1

    Love you Naveen

  • @mrinalkantsamal9316
    @mrinalkantsamal9316 20 วันที่ผ่านมา +3

    Useless bjp. Naveen pattanaik ra dash ku saman nuhe bjp

  • @BhimesenMajhi
    @BhimesenMajhi 16 วันที่ผ่านมา +1

    ଆମେ ଜାଣିଛୁ ବିଜେପି ସରକାର ଜୁମୁଲା ସରକାର୍ ଓଡ଼ିଶା ପାଇଁ କିଛି କରିପାରିବ ନାହିଁ

  • @akshayakshay835
    @akshayakshay835 20 วันที่ผ่านมา +2

    Super

  • @reetap4008
    @reetap4008 20 วันที่ผ่านมา +14

    ମୋହନ ମାଝି ର ବେକରେ ଗାମୁଛା ପକେଇ ଟାଣି ଆଣି ଚପଲ ମାଳ ପିନ୍ଧାଇ ଓଡ଼ିଶାରେ ବୁଲେଇବା ଦରକାର୍

    • @user-vt1dd1zv2y
      @user-vt1dd1zv2y 20 วันที่ผ่านมา

      Right Sir

    • @1bichitra
      @1bichitra 12 วันที่ผ่านมา

      Au gote bela handia kintu dele bhala haba

  • @abhilashrana2576
    @abhilashrana2576 19 วันที่ผ่านมา +2

    ବାଳ BJP ଏଥର ଯିବ ନିଶ୍ଚୟ... ଶଳା ଚୋର ଗୁଡାକ...କେତେ ଭଲ ଥିଲା ନବୀନ ସରକାର

  • @AjayDas-ko6mv
    @AjayDas-ko6mv 19 วันที่ผ่านมา +1

    No

  • @lingarajtandi2073
    @lingarajtandi2073 17 วันที่ผ่านมา

    ସଂଘମିତ୍ରା ମେଡ଼ମ୍ କୁ debate କୁ ଆଣିବା ଦରକାର ଥିଲା

  • @jogeswarnayak4883
    @jogeswarnayak4883 19 วันที่ผ่านมา +1

    300 unity kuade gala

  • @JagannathKadraka-fu3ef
    @JagannathKadraka-fu3ef 19 วันที่ผ่านมา +1

    ବହୁତ ମିଛ କହିବା କିଏ କହିଲ ବିଜେପି ନେତା ତଥା ସାଂସଦ ମିଛ ପ୍ରମାଣିତ ଦେଲେ a ମଇ ଲା

  • @nandannayak8591
    @nandannayak8591 20 วันที่ผ่านมา +3

    Galua sakar

  • @abiramgamango-nv6hf
    @abiramgamango-nv6hf 20 วันที่ผ่านมา +2

    ସେଥିପାଇଁ କୁହାଯାଏ ଆଜ୍ଞା ମାଇ ମୁଣ୍ଡ ମେଣ୍ଡା....

  • @Eagleeye774
    @Eagleeye774 18 วันที่ผ่านมา +1

    ଭୋଟ ପାଇଁ ବିଜେଡିଠାରୁ 1000 ଲେଖାଏଁ ନେଇଥିବା ମିଶନ ଶକ୍ତି ମହିଳାଙ୍କୁ ସୁଭଦ୍ରା ଯୋଜନାରୁ ବାଦ ଦିଆଯାଉ.. ଯେଉଁମାନେ ସମାଲୋଚନା କରୁଛନ୍ତି ସେମାନେ ଆବେଦନ କରିବେ କି ନାହିଁ କୁହନ୍ତୁ..

    • @anandamohakuda4943
      @anandamohakuda4943 3 วันที่ผ่านมา

      Na darkar nai jatra paty Bala ra faltu yojna

  • @BhaktuBariha-zd9rs
    @BhaktuBariha-zd9rs 7 วันที่ผ่านมา

    Dhanya vad🇮🇳💗🇮🇳♥️🇮🇳💚🇮🇳💜🇮🇳💙🇮🇳💛🇮🇳🇮🇳🇮🇳🇮🇳🇮🇳🇮🇳🇮🇳

  • @basumandal6209
    @basumandal6209 3 วันที่ผ่านมา

    Joyguru joy sree Jagannath OK MEDAM

  • @abasalamgomango9049
    @abasalamgomango9049 15 ชั่วโมงที่ผ่านมา

    ଜଣେ ମହିଳା କୁଲି କାମରେ ଦିନ କୁ ୨୦୦ . ଟଙ୍କା ପ୍ରାପ୍ତ ହୁଏ ବିଜେପିର ପ୍ରତ୍ୟେକ ସୁଭଦ୍ରା ଯୋଜନାରେ ଦିନ 27.77 . ଟଙ୍କା . ଏହା ଉକ୍ରୋତ ବ୍ଯକ୍ତି 😂😂😂😂😂

  • @kalpanaparidavlogchanel9693
    @kalpanaparidavlogchanel9693 19 วันที่ผ่านมา +1

    Jay Jagannath Jay bjd Jay Nabin sir apa thhik kahuchhanti

  • @gadadharbehera2520
    @gadadharbehera2520 13 วันที่ผ่านมา +1

    ବିଜେପି ସରକାର ଓଡିଶା ରେ ଭୋଟ ପୂର୍ବ ଯାହା କହିଥିଲେ, ତାହା ସତ୍ୟ କଥା ଏଠି କହୁ ନାହାନ୍ତି, କଥା କୁ ଘୋମୂଳା କରୁଛନ୍ତି

  • @PramodKumarNayak-i8d
    @PramodKumarNayak-i8d 20 วันที่ผ่านมา +4

    ବିଜେଡି ଦଳର ନିର୍ବାଚନ ସଂକଳ୍ପ ପତ୍ରରେ କ'ଣ ଲୋକାଭିମୁଖୀ ଯୋଜନା ଥିଲା ସୁଲତା ଦେଓ କୁହନ୍ତୁ। ଏବେ ସମୟ ଆସିଛି ବିଜେଡି ଦଳର ସଂଗଠନ ପାଇଁ ଗାଁ ଗାଁ ବୁଲି ମହିଳାମାନଙ୍କୁ କୁହନ୍ତୁ କେହି ଯେମିତି ସୁଭଦ୍ରା ଯୋଜନା ରେ ସାମିଲ ହେବାକୁ ଆବେଦନ ନ କରନ୍ତୁ ।

  • @Prem-bz3tr
    @Prem-bz3tr 19 วันที่ผ่านมา +1

    ଗରିବ ଭୂମିହୀନ ପରିବାରକୁ ଜମି ଜାଗା ରାସନ କାର୍ଡ କିଛି ମିଳିନାହିଁ କେବେ ମିଳିବ କୁହ ଭାଇ

  • @manojkumarpati6973
    @manojkumarpati6973 20 วันที่ผ่านมา +2

    Jayshree mohapatra kichhi Janinahanti.

  • @user-mh7vq6cn3g
    @user-mh7vq6cn3g 11 วันที่ผ่านมา +1

    Gandi fatuchhi bjd congress ra kara na 5 years re 50 hajara puni election aashiba subhadra chalu rahiba boli bjp kahiba mohila vot sabu bjp ku palei ba ye dara bjd aau congrss ku

  • @ranjanmajhi7890
    @ranjanmajhi7890 16 วันที่ผ่านมา

    ଏଠି ମାଗଣା ମିଳିଲେ ଆଲ୍ କଟ୍ରା ବି ଖାଇଦବୁ । ଆଉ ନଦେଲେ ବେକରେ ଗାମୁଛା ପକେଇ ଦବୁ ଦେଶବାସୀ ଏମିତି ଚାହୁଁ ଛନ୍ତି

  • @santoshmohanty8595
    @santoshmohanty8595 11 วันที่ผ่านมา

    3/4 barsha apekhya karantu,Anubhab karibe je BJD, 25 Barsha re kan karithila,BJP kan kari dekhauchhi ,3/4 Barsha re ....Jay Odisha

  • @Surya-narayan990
    @Surya-narayan990 19 วันที่ผ่านมา

    ଲକ୍ଷାପତି ଦିଦି କେମିତି ତିଆରି କରିବେ ସରକାର । ପଚାଶ ହଜାର ଟଙ୍କା ପାଞ୍ଚ ବର୍ଷରେ ଦେଲେ ମହିଳା ସାଗରେ ମାଛରେ ଖର୍ଚ କରିବେ।

  • @lingarajtandi2073
    @lingarajtandi2073 17 วันที่ผ่านมา

    ବର୍ଷ କୁ ୧୦୦୦୦ ଟଙ୍କା କଉ ଜାଗାରେ invest କରି ଉପକୃତ ହେବେ

  • @PrasannaNayak-ox4nl
    @PrasannaNayak-ox4nl 6 วันที่ผ่านมา

    Election purbaru kahuthile amme 50000 tanka barsaku thare thia jiba
    Tapare kahi voucher debu ta pare kahile due barsare kharcha karibe kintu abe kahuchhanti 5 barsare 10 ti kasti re 5000 tanka debu
    Aita Mahila nku thakidele

  • @BIKASHPRADHAN-mb8tn
    @BIKASHPRADHAN-mb8tn 20 วันที่ผ่านมา +2

    300 unit chad haba kebe kuhantu urmila madam😂😂😂

  • @Odisha_News_Live
    @Odisha_News_Live 20 วันที่ผ่านมา +1

    BJP Sarkar Michhua sarkar

  • @basumandal6209
    @basumandal6209 3 วันที่ผ่านมา

    Gold chorizo koribapai RATNABHANDARA Kholile ?

  • @sudarsanswain8239
    @sudarsanswain8239 9 ชั่วโมงที่ผ่านมา +1

    Urmila madam apana sehi gotia bite deuchhanti . Au kichhi sikhi nahanti .apanankra fala heuchhi alu byesta huantu nahi .apana o apanankara bjp dala heuchhanti gote gote drama artisti. Dinare lite dekhouchhanti odisha lokanku .apekhya kara agami electionku kemiti kandiba

  • @PramodKisan-on7qi
    @PramodKisan-on7qi 11 วันที่ผ่านมา

    💯

  • @prasantasirikaprasantasiri911
    @prasantasirikaprasantasiri911 วันที่ผ่านมา

    ନୁରାବତ ନାହିଁ ଆମେ କଣ janibu

  • @gcdas
    @gcdas 2 วันที่ผ่านมา

    Sarkar IT nebe but Kichidi jojana debe nahin

  • @dhaniramgoud3761
    @dhaniramgoud3761 20 วันที่ผ่านมา

    କଂଗ୍ରେସର ଦିଦି ଠିକ୍ ପ୍ରଶ୍ନ ପଚାରିଛନ୍ତି

  • @subashbaraj
    @subashbaraj 15 วันที่ผ่านมา

    Please clarify who will get not who will not get, Thanks

  • @AdityaNarayanMahanta-cv8sx
    @AdityaNarayanMahanta-cv8sx 6 วันที่ผ่านมา

    Matuarity comes when you about democracy in India is literally 🤡

  • @user-hl3ct5lu5s
    @user-hl3ct5lu5s 11 วันที่ผ่านมา

    ସୁଲତା କୁ ସୁଭଦ୍ରା ଜୋଜନା ଦରକାର

  • @PRATAPChandraJENA-ey1st
    @PRATAPChandraJENA-ey1st 5 วันที่ผ่านมา

    ଆପଣ କାହିଁକି ଏ ଉର୍ମିଳା କଳେହି ଟାକୁ ଡ଼ା କୁ ଛନ୍ତି ?

  • @DEBUMandal-ij8rz
    @DEBUMandal-ij8rz 12 วันที่ผ่านมา +1

    Koli juga Neeta Mane koi bhi Kota aaoge

  • @niky5249
    @niky5249 19 วันที่ผ่านมา

    Athi JOB kale b Gariba Saha saman AAGYA.. purba re Alu tomato...20/25 tankare miluthila...ebe chhada...Jaha JANATA JANARDAN dekhuchanti..

  • @MamaShaoo-d7s
    @MamaShaoo-d7s 11 วันที่ผ่านมา

    Our belove Nabin patnaik llove DJB DJB ❤❤❤❤

  • @SushilaTiria
    @SushilaTiria 16 วันที่ผ่านมา

    Subhadra yojana kn pain unmarried girls paibeni jau mane ki life time pain unmarried rahi jai6nti semana nka about re kn pain Government chinta kaleni

  • @basumandal6209
    @basumandal6209 3 วันที่ผ่านมา

    Joyguru Bhai aaponkar PIN ta Istahar babu mangku Katuchi !

  • @PujaPujapradhan-d5g
    @PujaPujapradhan-d5g 19 วันที่ผ่านมา

    Amiti urmila madam garaji hoeiki sata ku luchaeiparibeni

  • @PravakarParamanik-u9k
    @PravakarParamanik-u9k 4 วันที่ผ่านมา

    ❤Jay Jagannath Jay nabin babu Jay BJD Jay ❤

  • @facadesolutions8819
    @facadesolutions8819 15 วันที่ผ่านมา

    Video quality amiti kn pain karucha dekhiba pain bhala laguni

  • @basudebjena8893
    @basudebjena8893 10 วันที่ผ่านมา

    Jayshree Mohapatra Samaja sebi
    Ku a vali Mahila debet ku daka
    Na jau

  • @antaryamibehera
    @antaryamibehera 11 วันที่ผ่านมา

    ସେମାନଙ୍କୁ ଠିକୀ ଦେଲେ

  • @sribachharaut5445
    @sribachharaut5445 8 วันที่ผ่านมา

    Jay Naveen sir ❤❤❤

  • @sudhansupati7165
    @sudhansupati7165 20 วันที่ผ่านมา +1

    Michua BJP jaliati kri vote jitichi

  • @meherhemanta5036
    @meherhemanta5036 20 วันที่ผ่านมา

    BJD jindabad, sabu shg nku uniform saari pain 10,000 tanka dele, vot pain madhya janaku 1000 tanka lekhaen deichhanti ,bjp 300 deithila vot pain ,BJD vataa 500 ru1000 kalaa o sange sange delaa

  • @Surya-narayan990
    @Surya-narayan990 19 วันที่ผ่านมา

    ସୁଲତା ମାଡ଼ମ right।

  • @BiduraMajhi
    @BiduraMajhi 19 วันที่ผ่านมา

    B,j,p,good,☑️✔️✅❤💛💙💚

  • @akshyakrnayak4364
    @akshyakrnayak4364 6 วันที่ผ่านมา

    କାଳିଆ ୫୦୦୦ ରୁ ୨୦୦୦ ହେଲା କେମିତି ସୁ ଲତା

  • @SudarshanNayak-wo3nx
    @SudarshanNayak-wo3nx 8 วันที่ผ่านมา

    Election manifest bele Urmila Mohapatra kanare kadali pureithile ki

  • @BalaramPradhan-wr4eu
    @BalaramPradhan-wr4eu 19 วันที่ผ่านมา

    ମୋହନ ଚରଣ ମାଝୀ ଜିନ୍ଦାବାଦ

  • @user-gd9kl2yi3k
    @user-gd9kl2yi3k 19 วันที่ผ่านมา +2

    ବିଜେଡି ରାଜ୍ୟ ସରକାର କଥା କହୁ ବିଜେପି ଆସୁ ଆସୁ କଥା ରଖୀଚି ହେଲେ ବିଜେଡି ଭୋଟ ଆସିଲେ ଟଙ୍କା ଲୁଗା ଛତା ଜୁତା ଦବ ବିଜେଡି କହୁଛି ଖରାପ ଲାଗୁନି

  • @ashokcray74
    @ashokcray74 17 วันที่ผ่านมา

    It's a cat fighting. Not a dibet
    . Take some public to this so that could expose all

  • @BasantaRana-ni2it
    @BasantaRana-ni2it 20 วันที่ผ่านมา +2

    ବୁକାଚୁଦା BJD କଣ ସମସ୍ତଙ୍କୁ ଦେଉଥିଲା

  • @SagarBarik-pu9rn
    @SagarBarik-pu9rn 10 วันที่ผ่านมา

    Jay Naveen Patnaik

  • @PranatiPattnaik-hk5lf
    @PranatiPattnaik-hk5lf 19 วันที่ผ่านมา

    Unmarried ladies paibe or nahi unmarried ladies kou n ladied buhanti

  • @ranjitanaik2906
    @ranjitanaik2906 7 วันที่ผ่านมา

    Jay bjd

  • @manassahoo8818
    @manassahoo8818 19 วันที่ผ่านมา

    Documents kan darkar

  • @GangadharBishoe
    @GangadharBishoe 17 วันที่ผ่านมา

    Ok