News Point: Unclassified Reality Of Odisha Govt's Subhadra Yojana & It's SOP

แชร์
ฝัง
  • เผยแพร่เมื่อ 27 ต.ค. 2024

ความคิดเห็น • 1.3K

  • @srriaz6543
    @srriaz6543 2 หลายเดือนก่อน +87

    AISF ଭ‌ଉଣି ଙ୍କ ସ୍ବାଗତ ଯୋଗ୍ୟ ବାର୍ତ୍ତା

    • @SuryalataBhrasagar
      @SuryalataBhrasagar 2 หลายเดือนก่อน

      ❤❤❤🎉🎉🎉🎉OK 👌

  • @AayaReddy
    @AayaReddy 2 หลายเดือนก่อน +33

    ଲୋକ ତ ଦେଖିଛନ୍ତି ତମ ଛୋର ସରକାରକୁ BJP ଠକ

  • @nirakar7192
    @nirakar7192 2 หลายเดือนก่อน +164

    Bjp ର ପାଠ କମ୍ ବସ୍ତାନି ଅଧିକା

  • @sanjayarout3164
    @sanjayarout3164 2 หลายเดือนก่อน +28

    AISF Madam ବହୁତ୍ ଭଲ କଥା କଉଛନ୍ତି ଦୟା କରି ସିଏ ବିଜେପି ର madam କୁ କିଛି ଜଣା ନାହିଁ

  • @Prem-bz3tr
    @Prem-bz3tr 2 หลายเดือนก่อน +87

    ଗରିବ ଭୂମିହୀନ ପରିବାରକୁ ଦିଅ

  • @devil-zw3gs
    @devil-zw3gs 2 หลายเดือนก่อน +94

    Bjp କଥା ଦେଇ ରଖିଲାନି କିନ୍ତୁ ଆମେ କଥା ରଖିବୁ ୫ ବର୍ଷ ପରେ bjp ହଟଓ ନାରଦେବୁ

    • @Xuy788
      @Xuy788 2 หลายเดือนก่อน +1

      ବିଜେଡି ଆଉ ଆସିବନି... 😂😂

    • @haradhanbehera9681
      @haradhanbehera9681 2 หลายเดือนก่อน +3

      @@Xuy788 ଭାଇ ବିଜେଡି ନ ଆସୁ କଂଗ୍ରେସ ତ ଅଛିନା ଆମେ କଂଗ୍ରେସ କୁ ଭୋଟ ଦବୁ 👍

    • @user-wr7rs6mo6v
      @user-wr7rs6mo6v 2 หลายเดือนก่อน

      Bjd❤❤❤😂❤

    • @Rubi20241
      @Rubi20241 2 หลายเดือนก่อน

      Bjd tate kete deichi

    • @Xuy788
      @Xuy788 2 หลายเดือนก่อน

      @@haradhanbehera9681 କଂଗ୍ରେସ ବି ପରମ ମାଗିହା openly ଚାକିରି ବିକିବ ଟେଣ୍ଡର ହେବ 15,20, ଲକ୍ଷ ରେ.. ସେଇଟା ବି ବେଶି ଦିନ ଲାଷ୍ଟିଙ୍ଗ ହେବ ନାହିଁ.. Fixed ଭୋଟ ବ୍ୟାଙ୍କ ପାଇଁ ପଠାଣ, christian missionary ଦ୍ୱାରା ନିରୀହ ଅଧିବାସୀଙ୍କୁ ଟଙ୍କା ଦ୍ୱାରା christian କରିବା ଲାଗିବେ 🙏🏻

  • @BnBHAGABATIentertainment
    @BnBHAGABATIentertainment 2 หลายเดือนก่อน +115

    ଏ ଉର୍ମିଳା କୁ ଧକ୍କା ଦେଇ ସେଠାରୁ ବାହାର କର

    • @babudalai2856
      @babudalai2856 2 หลายเดือนก่อน +3

      Besi over acting karuchi

  • @deepakmarndi8312
    @deepakmarndi8312 2 หลายเดือนก่อน +231

    Next ନିର୍ବାଚନ ରେ BJP ସରକାର ହାରିବ ନିଶ୍ଚୟ ଓଡ଼ିଶାବାସୀ ଠିକ୍ ବୁଝିଛନ୍ତି BJP କୁ ଭୋଟ ଦେଇ

    • @sanjubaba5944
      @sanjubaba5944 2 หลายเดือนก่อน +15

      PUNEE BJD asiley ballla khaiba, manerakha

    • @kanhadalai5827
      @kanhadalai5827 2 หลายเดือนก่อน +21

      ​@@sanjubaba5944ତୁ କଣ BJP ସରକାର ରେ ପେଳ ଖାଉଛୁ 😂

    • @sanjubaba5944
      @sanjubaba5944 2 หลายเดือนก่อน +4

      @@kanhadalai5827 Nah, mu govt. employee.

    • @ExcitedBoatLake-pf2qs
      @ExcitedBoatLake-pf2qs 2 หลายเดือนก่อน

      To galu maaridaba bjp​@@sanjubaba5944

    • @deepakmarndi8312
      @deepakmarndi8312 2 หลายเดือนก่อน +5

      @@sanjubaba5944 BJP ଆଉ କଣ ନୂଆ ଦୋଉଛି କି ସେଇ ସବୁ bjd ର ଯଦି ବି ଦବାର ନାହିଁ ଏତେ କ୍ରାଇଟରିଆ କଣ ପାଇଁ ,ନିର୍ବାଚନ ରେ ମିଛ ପ୍ରତିଶ୍ରୁତି ଦେବାର କାରଣ କଣ

  • @desiboybapun622
    @desiboybapun622 2 หลายเดือนก่อน +170

    ଏଇ ଅଭଦ୍ର ବିଜେପି ବାଲାଙ୍କୁ ଷ୍ଟୁଡିଓ କୁ ଡାକ ନି

    • @rajendrabehera8572
      @rajendrabehera8572 2 หลายเดือนก่อน +3

      Tike katha bjp ku vote dela kie bjd ra sabu loka hele dela kana paine tama neta jadi tike Tila ,😂 aie loka nka saha thare mote one to one Kariba ki

    • @pradyumnabehera8628
      @pradyumnabehera8628 2 หลายเดือนก่อน

      Right

    • @SaiBaba_Creations
      @SaiBaba_Creations 2 หลายเดือนก่อน +1

      ତତେ କଣ studio କୁ ଡାକିବେନି..... ମହୁଲି ପିଇ ସୁଇଯାଅ 😄😄

    • @ranjitparida6572
      @ranjitparida6572 2 หลายเดือนก่อน

      ୧୦୦%

    • @suraimurmu3128
      @suraimurmu3128 2 หลายเดือนก่อน +1

      ଆରେ ଅଭଦ୍ର ହେଲା କେମିତି,, ଭଦ୍ର ବୋଲି ଭୋଟ ଦେଇଛ 😂😂😂🤸‍♀️🤸🤸‍♀️🤸‍♂️🤸‍♂️🤸‍♀️🤸‍♂️🤸‍♂️🤸‍♂️🤸‍♀️🤣😂😂🤣😂

  • @tildegaschoolpada9112
    @tildegaschoolpada9112 2 หลายเดือนก่อน +9

    ସଙ୍ଘ ମିତ୍ରା ମାଡାମ ଠିକ କଥା କହୁଛନ୍ତି

  • @ntrprasant7386
    @ntrprasant7386 2 หลายเดือนก่อน +3

    Right 👍 sister sangamitra.

  • @SR_SanjayCreation
    @SR_SanjayCreation 2 หลายเดือนก่อน +51

    ଏଥର ବିଜେପି ନେତା ମାନଙ୍କୁ ଅଣ୍ଡା ମାଡ ହେବ

  • @razaswain2525
    @razaswain2525 2 หลายเดือนก่อน +53

    ସଂଘମିତ୍ରା ❤ ଓଡ଼ିଶା 🐯, ସବୁବେଳେ ସତ ର 🎉

  • @niranjanbhr73
    @niranjanbhr73 2 หลายเดือนก่อน +45

    ବିଜୁ ଜନତା ଦଳ ବିଜେପି କୁ ସପୋର୍ଟ କଲା ବୋଲି ଆଜି କାନ୍ଦୁଛି

    • @BijayaBehra-i6v
      @BijayaBehra-i6v 2 หลายเดือนก่อน

      ଗାଣ୍ଡିକୁଣ୍ଢେଇ ହଉଥିଲା

    • @niranjanbhr73
      @niranjanbhr73 2 หลายเดือนก่อน

      @@BijayaBehra-i6v hna asiki tike kundei de

  • @MunaRout-tb9nw
    @MunaRout-tb9nw 2 หลายเดือนก่อน +68

    ନରେନ୍ଦ୍ର ମୋଦୀ ମାଘିଆ ବଧେଛୁଆ ବିଜେପି ଚଟା ମାନେ

    • @Ranjankumar-fz8xj
      @Ranjankumar-fz8xj 2 หลายเดือนก่อน +6

      ଚାଲେବେ ପଠାଣ ଗିହା କୁକୁର ଟା

    • @babudalai2856
      @babudalai2856 2 หลายเดือนก่อน

      Cha bikali hatare ratnabhandara padile se kn kariba sabu neiki paleibe. 😢😢😢😢😢 Odisa basi wet. A bjp dine odisa ru sabu lutiki naba

    • @dilipgantayat4966
      @dilipgantayat4966 2 หลายเดือนก่อน

      Bjp ra Sabu michhua

    • @pramilapati3181
      @pramilapati3181 หลายเดือนก่อน

      ​@@babudalai2856 chaha bepari ru se prime minister heiparichhanti . Seita tanka success . Kahibaku gale APJ Abdul Kalam b paper bikuthile se India ra missile man heithile na nahin ? Kahara past status dekhiki judge karajaeni .

  • @birajrout7432
    @birajrout7432 2 หลายเดือนก่อน +15

    ପଞ୍ଚାୟତ election ପାଇଁ ମହିଳା ଙ୍କୁ ଥୋପ କିନ୍ତୁ ଓଡିଶାର ମହିଳା ଆଉ ବୋକା ବନିବେନି

  • @haradhanbehera9681
    @haradhanbehera9681 2 หลายเดือนก่อน +133

    ନବୀନ ଯାହା 24 ବର୍ଷରେ କରିଛି ତମେ 50 ବର୍ଷରେ ବି ସେମିତିକିଛି କରିପାରିବନି,ମୁ କିନ୍ତୁ ବିଜେପି କୁ ଭୋଟ ଦେଇନି ମୋତେ ଏତେ ବାଧୁଛି ତାହାଲେ ଯେଉଁମାନେ 300 ୟୁନିଟ ବିଲ, 3500 ଭତ୍ତା, ସୁଭଦ୍ରା ଯୋଜନା କୁ ଆଶା କରି ଭୋଟ ବିଜେପି କୁ ଦେଇଛନ୍ତି ସେମାନେ ଏବେ ଠିକ ବୁଝି ପାରୁଥିବେ......

    • @Ranjankumar-fz8xj
      @Ranjankumar-fz8xj 2 หลายเดือนก่อน +7

      ତୁ ଏତେ ମାଗଣା ଖିଆ କାହିଁକି କୋଡିଆ ଗିହା ନହେଇ ବାପ ପୁଅ ଦୁଇଜଣ ଖଟିକି ଖାଅ ବେ

    • @haradhanbehera9681
      @haradhanbehera9681 2 หลายเดือนก่อน +4

      @@Ranjankumar-fz8xj ତୁ ପୁଅ କେତେ କିଣିକି ଖାଇବୁ ଖା 🤪ଛଡ଼ିପୁଅ କେତେ ଖଟି ଖାଇବୁ ଖା

    • @biswajeetray1296
      @biswajeetray1296 2 หลายเดือนก่อน +1

      Ama lakhya thila e genda sarkar ku oltaideba, ama lakhya nathila 300 unit 3500 tanka bujhila

    • @biswajeetray1296
      @biswajeetray1296 2 หลายเดือนก่อน

      Au tame sarkar kebe gadhiparibani eta mo chalenge

    • @anandamohakuda4943
      @anandamohakuda4943 2 หลายเดือนก่อน

      Right 👍

  • @pradeepkumarsinha803
    @pradeepkumarsinha803 2 หลายเดือนก่อน +7

    ଯେ କୌଣସି ଦଳ ହେଉନା କାହିଁକି କ୍ଷମତାରେ ଆସିବା ମାତ୍ରେ ହିଁ ଅହଂକାରରେ ପରିପୂର୍ଣ୍ଣ ହୋଇଯାଆନ୍ତି।
    ନେତାଗଣ ସାବଧାନ।
    ଏ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦେଶ। ଓଡ଼ିଶାର ସବୁଠାରୁ ବଡନେତା ମହାପ୍ରଭୁ ଶ୍ରୀଜଗନ୍ନାଥ।
    ଅହଂକାର କରିବା ମାତ୍ରେ ହିଁ ମାଟିରେ ମିଶିବା ସୁନିଶ୍ଚିତ।

  • @KanhaiMajhi-pp8ll
    @KanhaiMajhi-pp8ll 2 หลายเดือนก่อน +51

    ସତ କଥା କହୁନ ଯେ ବିଜେପି ର ପାଣ୍ଠି ହିଁ ନାହିଁ ଭୋଟ ସମୟ ରେ ବହୁତ ପ୍ରତିଶୃତି ଦେଇଥିଲୁ ହେଲେ ନୂଆ ସରକାର ଗଠନ କରିଛୁ କିନ୍ତୁ ପୂରଣ କରିପାରୁନାହୁଁ ହେଲେ ସୋସିଆଲ ମିଡ଼ିଆ ରେ ଏତେ ବଡ଼ କାହିଁକି କହୁଛ ବିଜେପି ର ମିଛୁଆ ସାରା ଭାରତ ଜାଣିସାରିଲେଣି ✋️✋️✋️✋️✋️✋️

    • @prasantasamal4606
      @prasantasamal4606 2 หลายเดือนก่อน +2

      Right

    • @メspark999ff
      @メspark999ff 2 หลายเดือนก่อน

      suvadra yojana band heu mu b jane mahila jojana badalare prati zilla re age sital bhandar karajau

    • @jitendramallik2076
      @jitendramallik2076 2 หลายเดือนก่อน

      Rajakosa sun kari,khola kari jaithibaru instalment debaku paduchhi.

    • @jitendramallik2076
      @jitendramallik2076 2 หลายเดือนก่อน

      Bupa dhana pai thila, tenu pilanku 10000 deithila

  • @laxmanrout4041
    @laxmanrout4041 2 หลายเดือนก่อน

    Right

  • @hari-ut7gc
    @hari-ut7gc 2 หลายเดือนก่อน +27

    ବିଜେପି ଦୁର୍ନୀତିର ସରକାର

    • @manasranjankar9843
      @manasranjankar9843 2 หลายเดือนก่อน

      Sabu sachot officer ebe dhara paduchanti pa🤣🤣🤣

  • @JhunumaPradhan-i6k
    @JhunumaPradhan-i6k 2 หลายเดือนก่อน +1

    Thank you❤

  • @sanjaynayak9257
    @sanjaynayak9257 2 หลายเดือนก่อน +68

    BJP Sarkar thaka .

    • @MrRanjankumarsahoo
      @MrRanjankumarsahoo 2 หลายเดือนก่อน

      ଆଉ BJd ହଉଛି ଦଲାଲ, ଚୋର

  • @AjayDas-ko6mv
    @AjayDas-ko6mv 2 หลายเดือนก่อน +4

    All rights sister

  • @debasisacharya8954
    @debasisacharya8954 2 หลายเดือนก่อน +25

    ବିଜେଡି ସହିତ ବିଜେପି ସମାନ ହେଇପାରିବନାଇ, ବିଜେଡି

    • @runupradhan2486
      @runupradhan2486 2 หลายเดือนก่อน

      BJD sikhaichi micha pratisruti. Sabu dala samana.

  • @bijayparida8085
    @bijayparida8085 2 หลายเดือนก่อน +5

    ବିଜେପି କୁ ଭୋଟ ଦେଇ ଭୁଲ୍ କଲି ଆଉ ଭୋଟ ଦେବି ନାହଁ

  • @dinabandhumandala4187
    @dinabandhumandala4187 2 หลายเดือนก่อน +17

    ଜୟ ଜଗନ୍ନାଥ 🙏🙏🙏

  • @PintuNayakPintuNayak-v5q
    @PintuNayakPintuNayak-v5q หลายเดือนก่อน +1

    Hari kalakar madam

  • @MahendraMajhi-t7l
    @MahendraMajhi-t7l 2 หลายเดือนก่อน +31

    ୨୦୨୩ର ନିଯୁକ୍ତି ପିଲାମାନେ ଗତ ଜୁଲାଇରେ ପାସ କଲେ, ଆଜି ଯାଏ ଏମାନେ ପିଲାମାନଙ୍କୁ ନିଯୁକ୍ତି ପତ୍ର ଦେଇପାରି ନାହାନ୍ତି। ଏମାନେ କାହାକୁ ବି ନିଯୁକ୍ତି ଦେବେ ନାହିଁ।

  • @abhiabhi2511
    @abhiabhi2511 2 หลายเดือนก่อน +43

    ସଂଘମିତ୍ରା ମାଡାମ ଙ୍କ ଆଗକୁ କେହି ଆଶନୀ ରେ ସମସ୍ତ ଙ୍କୁ ଧୋଇକି ଛାଡ଼ିଦେବ......

    • @HarishKhillo-ey2fb
      @HarishKhillo-ey2fb หลายเดือนก่อน +1

      Very Good justice madom🙏🙏🙏

  • @prakashrout9068
    @prakashrout9068 2 หลายเดือนก่อน +20

    Right Sangha mitra mam

  • @DocTapan
    @DocTapan 2 หลายเดือนก่อน +12

    High school ପିଲା ମାନଙ୍କୁ scholarship ଦେଲ ନାହିଁ କାହିଁକି?

  • @soumyaranjandas8641
    @soumyaranjandas8641 2 หลายเดือนก่อน +18

    ୫୦୦୦୦ କହିକି 5000 ଟଙ୍କା ଧରେଇଦେଲ ଛି ଛି 😂😂😂😂😂😂😂😂

  • @Pustimultimedia
    @Pustimultimedia 2 หลายเดือนก่อน +20

    ଜୁମୁଲା ସରକାର ଉର୍ମିଳା କଣ କହିବ
    Bjp ମିଛ ପ୍ରତିଶ୍ରୁତି ଦିଅନ୍ତି

  • @namastecar8325
    @namastecar8325 2 หลายเดือนก่อน +3

    ଆମକୁ ଆଉ ଲାଗୁନି aaa ବିଜେପି ରଥ ଗଡ଼ିଲା ଭଳି, କାହିଁକିନା ସେମାନେ ବୋଧେ ଓଡିଶା ଲୋକଙ୍କୁ ଜାଣିପାରିଲେନି କାହିଁକିନା ଯଉଠି ବିଜେଡି କୁ 25 ବର୍ଷ ର ରାଜନୀତି କୁ ଓପାଡି ଦେଲେ ଇଏ ବିଜେପି starting ରୁ ଘୁଷୁରିଲେଣି, ନା ଆଉ ଲାଗୁନି, ପ୍ରଭୁ ଆପଣ ଏମାନଂକୁ ସାହା 😅😅😅😅

  • @padamsengouda5323
    @padamsengouda5323 2 หลายเดือนก่อน +16

    ଲାଜ ନାହିଁ ବିଜେପି କୁ ପଚାର ବିଜୁଳି କେବେ ଚାଡିବେ😢

  • @tildegaschoolpada9112
    @tildegaschoolpada9112 2 หลายเดือนก่อน +3

    ଅଙ୍ଗନବାଡି ଭଉଣୀ ଙ୍କୁ ଦରମା ବଢ଼ାଇବା କଥା କେବେ ଦେବ

  • @subhitapalei8464
    @subhitapalei8464 หลายเดือนก่อน

    Right point sanghamitra medam

  • @shuvendradash8391
    @shuvendradash8391 2 หลายเดือนก่อน +19

    Tame ବିଜେପି କିଛି କହିନାହାନ୍ତି ଆମେ ମନୁଙ୍କୁ କହୁଛୁ ନା ସଲା ଚୋର ହଉ ଠିକ୍ ଅଛି ଆମେ ଦେଖୁଛୁ 2029 ରେ

  • @TRIBIKRAMHOTA-d5r
    @TRIBIKRAMHOTA-d5r 2 หลายเดือนก่อน

    ବହୁତ ସୁନ୍ଦର

  • @pinkysethi7537
    @pinkysethi7537 2 หลายเดือนก่อน +3

    ବିଜେପି ଓଡିଶା ରେ bating ଆରମ୍ଭ କରୁ କରୁ all out, ଦୟାକରି ଆହୁରି ଭଲ practice କର।

  • @KumarDipak-o7h
    @KumarDipak-o7h 2 หลายเดือนก่อน +9

    Next time bjp odisaru out 100

  • @PadhanB
    @PadhanB 2 หลายเดือนก่อน +3

    ପିଠା ଯୋଜନା 😭ବିଜୁ ଯୁବବାହିନୀ 😭😭ନବୀନ ଓଡିଶା beg 😂😜🤭

  • @maninibehera6662
    @maninibehera6662 2 หลายเดือนก่อน

    Achi

  • @prasantakumar2497
    @prasantakumar2497 2 หลายเดือนก่อน +4

    ଏ BJP ନେତ୍ରୀ ଜଣଙ୍କ ମିଛ କହୁଛନ୍ତି. ଏ ଭଳି ନେତ୍ରୀ ଙ୍କୁ କଣ ପାଇଁ debate କୁ ଡାକୁଛ. ମିଛ କହିବାରେ ଏମାନେ ମାହିର. କଣ ପାଇଁ ଏମାନଙ୍କୁ ପ୍ରଶ୍ନ ପଚାରୁଛନ୍ତି. ଯାହା ଗୁଜୁରାଟ ରୁ ନିର୍ଦ୍ଧେଶ ଆସିବ ସେତିକି ଏ ପାଳନ କରିବେ. ପଚାରଂତୁ ଓଡ଼ିଆ ଅସ୍ମିତା କୁଆଡେ ଗଲା. Chief secy, Police DG non odia ଲୋକ. ଭୋଟ ଚୋରି କରି ଜିତିଛନ୍ତି.

  • @JhimiKhara
    @JhimiKhara หลายเดือนก่อน

    Good discussion 😊😊😊😊 good answer

  • @BasantaRana-ni2it
    @BasantaRana-ni2it 2 หลายเดือนก่อน +4

    BJD ରୋଗ ଜାଲାରେ ତାଟିଆ କାମୁଡୁଚି

  • @DhrubacharanSethi-y3b
    @DhrubacharanSethi-y3b 23 วันที่ผ่านมา

    Right sister

  • @harekrushnapujari.7337
    @harekrushnapujari.7337 2 หลายเดือนก่อน +9

    ହାତ, ଗୋଡ଼ ଦୁଇଟା ଭଗବାନ ଦେଇଛି, କାମ କରୁନ 😊ଖାଲି ସରକାର 😃😃😃

    • @BinodKumar-n8x
      @BinodKumar-n8x 2 หลายเดือนก่อน

      ❤❤

    • @Pradyumna-022
      @Pradyumna-022 2 หลายเดือนก่อน +1

      Govt kana soiba ki??

    • @priyabratdehurytuku
      @priyabratdehurytuku 2 หลายเดือนก่อน

      Tumaku kharap laguni kahiba pain

    • @jagabandhumati4658
      @jagabandhumati4658 2 หลายเดือนก่อน

      Bhai kahibeki ମାଓବାଦୀ kahinki srusti hue? ଅସମାନତା ଯୋଗୁଁ,ଜଣେ whole day ପରିଶ୍ରମ କରି Rs 400/ ପାଇବ ଆଉ ଜଣେ A/C ରେ ବସି Rs 3000/ per Day ପାଇବ,why ?samaste ମଣିଷ, ସମାନତା କରା ନ ଗଲେ ଆର୍ଥିକ ସବଳ ଠାରୁ per day pauthiba Rs400/ innocent people ଜବରଦସ୍ତ୍ chhadai ଆଣିବ,keep equality to all people

  • @RamakantaMoharana-x7l
    @RamakantaMoharana-x7l 2 หลายเดือนก่อน

    Right madam

  • @santoshkar4397
    @santoshkar4397 2 หลายเดือนก่อน +5

    BJD tumne kiya kiya public ku ullu banya.24 yrs.

  • @dambarubatagharia4222
    @dambarubatagharia4222 หลายเดือนก่อน

    ଜୟ ନବୀନ

  • @PramodDas-hn4ow
    @PramodDas-hn4ow 2 หลายเดือนก่อน +11

    ସଂଘ ମିତ୍ରା କହିପାରିବ ସରକାରୀ ସ୍କୁଲ କହନିକି ବନ୍ଧ ହେଇଛି , ତୁମକୁ ଜଣା ନାହି , ଇସ୍ପିତା ମାଡାମ ଯେତେ ଭୁକିଲେ କିଛି ଲାଭ ହବନି,

  • @SrimatiPingua
    @SrimatiPingua 2 หลายเดือนก่อน

    Tank mam

  • @MojoFacts
    @MojoFacts 2 หลายเดือนก่อน +7

    ମଗୀୟା ମାନେ ଠକି ଦେଲେ ରେ 😂 କହି ଥିଲେ ବର୍ଷକୁ ୫୦,୦୦୦ ହଜାର ଦେବେ ବୋଲି ଏବେ ବର୍ଷ କୁ ୫୦୦୦ ହେଇ ଗଲା । ଆଉ ୩୦୦ ୟୁନିଟ ବିଜୁଳି free ଦେବେ ବୋଲି କହି ଥିଲେ ସେଟା କାହିଁ 😂 ଭ

  • @PrakashKumar-sp2tq
    @PrakashKumar-sp2tq 2 หลายเดือนก่อน

    ଜୟଜଗନ୍ନାଥଜୟଶ୍ରୀରାମଜୟବିଜେପି🎉🎉

  • @ManojMohanty-e8o
    @ManojMohanty-e8o 2 หลายเดือนก่อน +39

    B j p bala michua.

  • @ArunKumar-vt6cv
    @ArunKumar-vt6cv 2 หลายเดือนก่อน +1

    Ismita MDM you are great

  • @narendrakarali3469
    @narendrakarali3469 2 หลายเดือนก่อน +13

    ଯେତେବଳେ ସରକାର ଗୋଟେ ଗରିବ ଲୋକଙ୍କ ପାଇଁ ଯୋଜନା କରନ୍ତି ବିରୋଧୀ ଆଗେଇ ଆସି ଯୋଜନା ର ସମାଲୋଚନା କରନ୍ତି। କିନ୍ତୁ ବିକଳ୍ପ କିଛି ନାହି। କର୍ମଜୀବୀ ମହିଳା ମନେ ଯୋଜନା ର ଯଦି ଲାଭ ପାଇବେ ହେଲେ ଗରିବ ଲୋକଙ୍କ ପାଇଁ କିଏ,? ଦୁର୍ନୀତି ବଢ଼ି ଚାଲିଛି , କାଳିଆ, ବଳିଆ ଏପରି ଅନେକ ଯୋଜନା ରେ ଧନୀ ଲୋକ ଲାଭ ପାଉଛନ୍ତି, ଗରିବ ଖାଲି ଗରିବ, ତୁମକୁ ଲାଜ ଲାଗୁନି, ଜଣେ ଚା କରି କରି ଯୋଜନା ରୁ ଲାଭ ନେବା କେତେ ଠିକ୍। ରେସନ କାର୍ଡ ରେ ଗାଁ, ଗଣ୍ଡା ସବୁ ଠାରେ ଧନୀ ଲୋକ ଲାଭ ନେଉଛନ୍ତି ଏହା କେତେ ଠିକ୍। କୀନ୍ତୁ ତୁମ ଚକରି ଦରମା ସରକାର ବଢାଇଲେ କଣ ଗରୀବ ଲୋକ ମାନେ ଏପରି ବିରୋଧ ପ୍ରଦର୍ଶନ କରିବା ନିନ୍ଦା କରିବା,ଠିକ୍ ଭୁଲ ବାଛିବା, କିଛି କରନ୍ତି କି? ସରକାର୍ ର ଯୋଜନା ତାକୁ ସ୍ବାଗତ କରିବା କଥା, ଛି ଛି ତୁମ news ଆଉ ତୁମ ଉପଦେଶ।

    • @rakeshmohanty134
      @rakeshmohanty134 หลายเดือนก่อน

      ୧୫୦୦ଟଙ୍କା ରୁ ଯିଏ ଅଧିକ୍ କମାଉଥିବ ସେ ପାଇବନି ଭାଇ ଏମିତି କେତେ ଲୋକ ଅଛନ୍ତି କହିବ

  • @PintuPintu-rn4xc
    @PintuPintu-rn4xc หลายเดือนก่อน

    Good comment

  • @pradhankulu2843
    @pradhankulu2843 2 หลายเดือนก่อน +10

    ଗୋଟେ ଗରିବ ଲୋକଟି ଜୋଦି ଏକୋ କାଳିନ ୫୦ ୦୦୦ ଦ‌ଉନ୧୦୦୦୦ ଲେଖା କାହିଁକି ଦବ ସେ କିଛି କାମରେ ଲାଗିବନି ଗ୍ରୁପ କରି ୧ ମାସକୁ ୫୦ ୦୦୦ ହଜାର୍ ପାଉନି ଆଉ ଏକ ବର୍ଷକୁ ୧୦ ୦୦୦ ହଜାର୍ କୋଉଠି ପାଇବ ଆଉ ୫ ବର୍ଷ ରେ କଣ ଦବ ବେକାର୍ କଥା କହୁଚ ହ‌ଉ ଦେଖ ଆଗକୁ କଣ ହ‌ଉଚି

  • @SOUMYARANJANSAHOO-x4u
    @SOUMYARANJANSAHOO-x4u หลายเดือนก่อน +1

    ୧୭ତାରିଖ ତାରିଖ ପରେ ଓଡିଶା ରେ ମହା ତାଣ୍ଡବ ହେବାକୁ ଯାଉଛି କାରଣ କାରଣ ବର୍ତ୍ତମାନ ଯୋଉମାନେ ସୁଭଦ୍ରା ରେ ଆବେଦନ କରୁଛନ୍ତୀ ସମସ୍ତ ଙ୍କ ର ପେଣ୍ଡିଗ୍ ହେଇ ରହୁଛି ଆଉ ମାଇକିନା ମାନେ ବ୍ୟାଙ୍କ୍ ଆଉ ପୋଷ୍ଟ୍ ଅଫିସ୍ ଆଗରେ ଲାଇନ୍ ଲଗେଇ ୨୦୦, ୨୫୦ଟଙ୍କା ଦେଇ ଆଧାର ଲିଙ୍କି କରିଛନ୍ତୀ ଯଦି ପଇସା ନ ଆସିଲା ଯାହା ହେବ

  • @RabiAsandhari
    @RabiAsandhari 2 หลายเดือนก่อน +17

    Sanga Mitra Apana CM uantu😂😂😂

  • @budhibamannayak6652
    @budhibamannayak6652 2 หลายเดือนก่อน

    Thanku sanghamitra mam

  • @itsbikram24
    @itsbikram24 2 หลายเดือนก่อน +4

    ଯଦି ସବୁ ସରକାର ଦେବ ତେବେ ଲୋକ କଣ କରିବେ କେବଳ ବସି ଖାଇବେ। ଗୋଟେ କୋଟି ରୁ କମିଲେ କଣ ଅସୁବିଧା ହେବ ଯୋଗ୍ୟ ଙ୍କୁ ମିଳୁ । ବାମପନ୍ଥୀ ଜେତେବେ ବେଳେ ବିରୋଧି ରେ ରହନ୍ତି ସବୁ ବେଳେ ନୀତି , ସମାନତା,ସମ୍ବିଧାନ, ଧର୍ମନିରପେକ୍ଷତା କଥା କୁହନ୍ତି କିନ୍ତୁ ସରକାର କୁ ଆସିଲେ ସବୁଠୁ ଅଧିକ ଦୁର୍ନୀତି କରନ୍ତି ।

  • @JhimiKhara
    @JhimiKhara หลายเดือนก่อน

    ❤❤❤❤ very good 👍👍

  • @Prem-bz3tr
    @Prem-bz3tr 2 หลายเดือนก่อน +7

    ଗାଁ ସାଥି ଦାବି ସରକାର ପୂରଣ କରୁ

  • @Nandalal-b9y
    @Nandalal-b9y 2 หลายเดือนก่อน +10

    ଚିଲେଇ କହିଲେ ମିଛ ସତ ହୋଇ‌ ଯିବନି!

  • @sribachharaut5445
    @sribachharaut5445 2 หลายเดือนก่อน +2

    Jay Naveen sir

  • @sudhansu159
    @sudhansu159 2 หลายเดือนก่อน +4

    Urimila madam micha kahuchi. 2yr re deba50.000deba kahicha

  • @jagabandhupradhan2639
    @jagabandhupradhan2639 2 หลายเดือนก่อน

    THANK YOU SANGHAMITRA DIDI

  • @SureshTuruk
    @SureshTuruk 2 หลายเดือนก่อน +3

    BJD jaha kuhe taha କରୁଥିଲା ନବୀନ ସରକାର ❤❤❤

    • @santoshnayak254
      @santoshnayak254 2 หลายเดือนก่อน

      କାଳିଆ ଜୋଜୋନା କେତେ କହିଥିଲା ଆଉ କେତେ ଦେଲା

  • @PrabhatPrabhatkumar-mt4hj
    @PrabhatPrabhatkumar-mt4hj 2 หลายเดือนก่อน

    Nice news

  • @kshetrabasidas9682
    @kshetrabasidas9682 2 หลายเดือนก่อน +1

    Sanghamitra mam 💯👌👌👍

  • @tapasparida29
    @tapasparida29 2 หลายเดือนก่อน

  • @sumitParida-f4i
    @sumitParida-f4i หลายเดือนก่อน

    Super

  • @kokilabarik9589
    @kokilabarik9589 2 หลายเดือนก่อน

    ଏଟା thaka🙏

  • @narayannayak2869
    @narayannayak2869 2 หลายเดือนก่อน +2

    ଲଜ୍ୟା, income ମାସକୁ 1500/- ବର୍ଷକୁ 18000/- ଟଙ୍କାରୁ ଅଧିକ ହେଲେ ମିଳିବନି ସୁଭଦ୍ରା ଟଙ୍କା., ଛି ଛି ଛି....... ଲଜ୍ୟା
    ବିଜେପି ସରକାର - ଏ ଉର୍ମିଳାକୁ ପିଟି ପିଟି
    ଚୂନ କଳା ମାରି ଝାଡୁ ରେ ପିଟ ଵେ.

  • @aloksahu2020
    @aloksahu2020 2 หลายเดือนก่อน

    ବହୁତ୍ ମିଛ

  • @jitendramallik2076
    @jitendramallik2076 2 หลายเดือนก่อน

    Best policy

  • @lipsabarik4620
    @lipsabarik4620 2 หลายเดือนก่อน

    🎉🎉🎉Sanghamitra ❤❤❤❤

  • @santoshminyaka137
    @santoshminyaka137 2 หลายเดือนก่อน +1

    ବିଜେପି ସରକାର ସବୁ ମିଛ କହୁଛନ୍ତି ଉର୍ମିଳା ମେଡୋମ ଯାହା କହୁଛନ୍ତି ସବୁ ମିଛ

  • @ranjitanaik2906
    @ranjitanaik2906 หลายเดือนก่อน

    Jay ନବୀନ ପଟ୍ଟନାୟକ jinda bad

  • @basantapradhan3406
    @basantapradhan3406 2 หลายเดือนก่อน +1

    ଦେଶକୁ ଖୋଳ କରିଥିବା କଂଗ୍ରେସ ରାଜ୍ୟକୁ ଧୋଇ ଦେଇଥିବା bjd ଏଠି ଭାଗବତ ପଢୁଛନ୍ତି

  • @DasuniKhatua
    @DasuniKhatua หลายเดือนก่อน

    Aisf madam ବହୁତ ଭଲ କଥା କହିଲେ . ହେଲେ ୧୭ ତାରିଖ ପୁର୍ବରୁ ଜିଏ ଆପଲାଇ କରିଥୀବ ତାକୁ ୧୭ ତାରିଖରେ ପଇସା ମିଳିବ ହେଲେ ମୁଁ ତ ୮ ତାରିଖରେ କରିଥୀଲି ମୋର ତ ୧ ଟଙ୍କା ଆସିଲାନି ଇଏ ରହୁଛନ୍ତି ୧୭ ତାରିଖପରେ ଜିଏ ଆପଲାଇ କରିବ ତାକୁ କ'ଣ ଦେବେ

  • @adanaprska
    @adanaprska 15 วันที่ผ่านมา

    Nice mem sangha mitra 💯👌

  • @punitramnaik4901
    @punitramnaik4901 2 หลายเดือนก่อน

    Wait for the next

  • @ShyamSundarbhoiBhoi-m7d
    @ShyamSundarbhoiBhoi-m7d 2 หลายเดือนก่อน

    Jena mam good

  • @subalkumarswain1457
    @subalkumarswain1457 2 หลายเดือนก่อน

    Congratulations sanghamitra Didi 🙏

  • @subashnayak4611
    @subashnayak4611 2 หลายเดือนก่อน +2

    ଆମେ ସମସ୍ତେ BJP କୁ vote ଦେଇ ଥିଲୁ,,, କାରଣ ମୁଁ ଚାହେଁ ପ୍ରତି ୫ ବର୍ଷ ରେ govt change' ହେଇ ବୋଲି,,, ତେଣୁ ମୁଁ କୋଉ party support କି Against ରେ ଯାଏନି,,, ହେଲେ BJP ତାର ନିର୍ବାଚନ ରେ ଯୋଉ ପ୍ରତିଶୁତି ଦେଇ ଥିଲା,,,୩୦୦ ୟୁନିଟ୍ ବିଜୁଳି,,,୩୫୦୦ଭର୍ତ୍ତା,,, ବର୍ଷ କୁ ୫୦,୦୦୦ ହଜାର ପ୍ରତ୍ୟେକ ମହିଳା ସୁଭଦ୍ରା ଯୋଜନା ରେ ଲାଭ ହେବ,,, ବିଜୁଳି ଭର୍ତ୍ତା କଥା ତ ଛାଡ଼,,,୫୦,୦୦୦ ହଜାର ରୁ ୫୦୦୦ ହଜାର ଦିଆ ଯିବ,, ଏ କି ଭାଣ୍ଡମି,,, ରତ୍ନ ଭଣ୍ଡାର,,,୪ ଦ୍ଵାର ଖୋଲିଲେ କଣ,,, ଆମ ପେଟ ପୁରି ଯିବ,,, ସେ ତ ଭଗବାନ୍ ଙ୍କ,,,କଥା ଆଜି ନହେଲେ କାଲି,, ଖୋଲା ହେବ,, ହେଲେ ମିଛ ପ୍ରତିଶ୍ରୁତି କଣ ପାଇଁ,,ହଉ ଅନ୍ଧ ଥରେ ବାଡ଼ି ହଜାଏ, ସବୁ ଆମରି ହାତରେ ଅଛି,୨୦୨୯ ରେ BJP ଆଉ Odisha ଆସିବନି,,,୨୦୨୯ vote re,,, Congress ନହେଲେ ପୁଣି BJD କୁ ଆଣିବୁ।

  • @manishanarendra8914
    @manishanarendra8914 2 หลายเดือนก่อน

    Right sanghamitra didi

  • @trinathsethi5036
    @trinathsethi5036 2 หลายเดือนก่อน

    AISF Sister' Welcome

  • @nirmalnaik-vm4hk
    @nirmalnaik-vm4hk 2 หลายเดือนก่อน +1

    ସୁଭଦ୍ରା ଯୋଜନା ଏକ ନିର୍ବାଚନୀ ପ୍ରସଙ୍ଗ ଏଥିରେ ମହିଳା ମାନଙ୍କ ପାଇଁ ଲାଭ ନୁହେଁ

  • @PRATAPChandraJENA-ey1st
    @PRATAPChandraJENA-ey1st 2 หลายเดือนก่อน +1

    ଉର୍ମିଳା ଗୋଟେ ଆଭଦ୍ରା ସ୍ତ୍ରୀ ସିଷ୍ଟାଚାର ଗାୟନ ନାହିଁ !

  • @devanshbiswas5501
    @devanshbiswas5501 หลายเดือนก่อน

    Ji

  • @gangadharsatapathy316
    @gangadharsatapathy316 2 หลายเดือนก่อน

    କିଛି କାମ ନାହିଁ ତ !!

  • @ArakhitaSamal-t3g
    @ArakhitaSamal-t3g 2 หลายเดือนก่อน

    Good morning good nice

  • @sulochanaa8868
    @sulochanaa8868 2 หลายเดือนก่อน

    Odisha ଲୋକଙ୍କୁ ଠିକ ହୋଇଛି, Naveen ବାବୁ କେତେ ସୁନ୍ଦର ଭାବେ ଓଡ଼ିଶା ର development କରୁଥିଲେ ତାଙ୍କୁ ଭୋଟ ନଦେଇ BJP କୁ ଭୋଟ ଦେଉଛନ୍ତି।

  • @sulatabiswal3334
    @sulatabiswal3334 2 หลายเดือนก่อน

    Rightsanghamitra sister

  • @SatyaranjanNayak-x3l
    @SatyaranjanNayak-x3l 2 หลายเดือนก่อน

    Kanak news apanku tku