ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
କାଳଜୟି ରଚନା ବିଦୁଷୀ ଙ୍କ କଣ୍ଠରେ ,🙏🏻🙏🏻
ବହୁତ ସୁନ୍ଦର ହୋଇଛି। ସବୁଠାରୁ ଅଧିକ ଭଲ ହୋଇଛି କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀଙ୍କ ପାଇଁ।
Bahut sunder bhajan
ମ୍ୟାଡମ୍ ଭଗବାନଙ୍କ ଆଶୀର୍ବାଦ ଆପଣଙ୍କ ଉପରକୁ ରହୁ। ଆପଣ ଦୀର୍ଘ ନିରାମୟ ଜୀବନ ବିତାନ୍ତୁ।
ଦେବୀ ଆପଣଙ୍କ ଅନେକ ଗୀତ ପରିବେଶ ରେଡିଓ ରେ ବହୁତ୍ ସୁଣିଛୁ ଅଧିକ କହିବାର ଆବଶ୍ୟକ ନାହିଁ ଆପଣକୁ ଦୀର୍ଘାୟୁ କାମନା କରୁଛି ଜୟ ଜଗନ୍ନାଥ
' ହେ ମୋ ହରିଣୀ ' ବଦଳରେ ' ହେମ ହରିଣୀ ' ଲେଖି ପୁରାତନ ଗୀତ ର ସୁରକ୍ଷା କରନ୍ତୁ । ବନାନ ଅଶୁଦ୍ଧି ରେ ଭାବ ର ପରିବର୍ତ୍ତନ ହୋଇଯାଏ।ଗୀତ ର ଶିର୍ଷକ ର ଆବଶ୍ୟକୀୟ ସଂଶୋଧନ ପାଇଁ ବିନମ୍ର ନିବେଦନ ।
bahut jaNa bahut thara lekhileNi hele kichhi pharak naai. Admin comments aau check bi karu nathibe bodhe
Liqougiu qqqweepiUiooopp
7yh]
m
ପ୍ରାଚୀନସଙ୍ଗୀତ କୁ ସୁରକ୍ଷାଦେଇଥିବାରୁ ଧନ୍ୟବାଦ୍।ବିଶି ବା ବିଚିତ୍ର ରାମାୟଣରୁଆନୀତ ଏହି ଗୀତଟି ବହୁତହୃଦୟସ୍ପର୍ଶୀ। ବିଶି ମାନେ ବିଶ୍ଵନାଥ ଖୁଣ୍ଟିଆ ଥିଲେ ଶ୍ରୀ ମନ୍ଦିର ର ସେବକ। ସେ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଙ୍କ ସମସାମୟିକ ଥିଲେ। ବିଶି ରାମାୟଣ କୁ ନାଟକ ଭାବରେପଲ୍ଲୀ ପରିବେଶରେ ମଞ୍ଚରେ ଅଭିନୀତ ହେବାର ଦେଖାଯାଏ।ଏହାକୁ ରାମଲୀଳା କୁହାଯାଏ।ମୋର ପିଲାଦିନରେ ମୁଁ କଟକଡଗରପଡ଼ା ରେ ବିଳମ୍ବିତ ରାତିରେ ଅଭିନୀତ ହେବାଉପଭୋଗ କରିଛି।। ସଂପୃକ୍ତ କଳାକାରଙ୍କୁ ମୋର ବହୁତ୍ ଶୁଭେଚ୍ଛା। ଜୟ ଜଗନ୍ନାଥ।।
A very very nice song , lyric music and voice are perfect.A part of Ramayan is narrated in a very melodious voice.thanks to Shyamamani Devi🙏🙏🙏🙏Jai shree Ram 🙏
Radhe Radhe..... 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Rtypb
ଜୟଶ୍ରୀ ରାମ ଜୟ ସୀତାରାମ
ହେ ମୋ ହରିଣୀ ଲେଖନ୍ତୁ
I love JE channel
Jaya Sita Ram
khub sundar
ସୁନ୍ଦର ! ଗୀତ ସୁନ୍ଦର ! ଗାନ ସୁନ୍ଦର ! ଚିତ୍ରଣ ସୁନ୍ଦର ! ଶ୍ରୀ ରାମାୟଣ ହି ଅତି ଅତି ସୁନ୍ଦର !!ଶ୍ରୀମତୀ ରାଜ୍ୟଲକ୍ଷ୍ମୀ ପାଣ୍ଡୁଲୁ , ବିଶାଖାପଟ୍ଟନାମ , ଆନ୍ଧ୍ରପ୍ରଦେଶ .
'ହେମ ହରିଣୀ' ମାନେ ?
ହେ ମୋର ହରିନି! ମନେ _ , oh my dear deer . ହେମ ହରିଣୀ ମନେ - golden deer . Maa Sita is atracted by that beautiful deer .
@@gnpantulu1919 ଆଜ୍ଞାଗୀତରେ କେବଳ 'ହେମ ହରିଣୀ' ଅଛି, 'ହେ ମୋ ହରିଣୀ' ଭୁଲ୍ ଅଟେ। ଅଷ୍ଟାଦଶ ଶତାବ୍ଦୀରେ ବିଶ୍ୱନାଥ ଖୁଣ୍ଟିଆଙ୍କ ଦ୍ୱାରା ରଚିତ 'ବିଚିତ୍ର ରାମାୟଣ'ର ଅଂଶ ବିଶେଷ। ଓଡ଼ିଶୀ ସଙ୍ଗୀତର ଉତ୍କୃଷ୍ଟ ଉଦାହରଣ।
dhanyabaad
ହେମ ହରିଣୀ ଧୀରେ ଧାମନ୍ତେ ଏକାଦଶ ଛାନ୍ଦ ମୁଖାରୀ, ପଟତାଳ ହେମ ହରିଣୀ ଧୀରେ ଧାମନ୍ତେ ଧୀରେ ଧାମନ୍ତେ ସୁନ୍ଦର ଧରଣୀ । ଧରୁ ଧରୁ କରୁ ମୃଗ ପଳାବନ୍ତେ ଗୋଡ଼ାଉଛନ୍ତି ରଘୁମଣି ॥ପଦ॥ କେତେବେଳେ ମୃଗ ଦୃଷ୍ଟିକି ନ ଦିଶେ କେତେବେଳେ ଦୃଷ୍ଟିଗୋଚର ।କେତେବେଳେ ଦୂରେ କେତେବେଳେ ପାଶେ ରାମଙ୍କୁ ହେଲା ଅଗୋଚର ॥୧॥ରାମଙ୍କୁ ବହୁତ ଦୂର ଘେନିଯାଇ ଗଲା ଅଦୃଶ୍ୟ ହୋଇ କାହିଁ ।ଫୁଟିଣ ରାମ ତରୁତଳେ ବସନ୍ତେ ପୁଣି ଛାମୁରେ ହେଲା ଯାଇଁ ॥୨॥ମାରିବା ବୋଲି ମନରେ ବିଚାରିଣ କୋଦଣ୍ଡରେ କାଣ୍ଡ ସନ୍ଧିଲେ ।ବଜ୍ରାଘାତ ପ୍ରାୟ ଶବଦ ଶୁଭିଲା ଯେତେବେଳେ ଶର ବିନ୍ଧିଲେ ॥୩॥ ଲକ୍ଷ୍ମଣ ତ୍ରାହି ସୀତା ତ୍ରାହି ବୋଲିଣ ରାମସ୍ୱରେ ଉଚ୍ଚେ ଡାକିଲା ।ମୃଗ ଦେହ ଛାଡ଼ି ନିଜ ତନୁ ଧରି ପ୍ରାଣ ହାରି ତଳେ ପଡ଼ିଲା ॥୪॥ ଦେଖି ରାମଚନ୍ଦ୍ର ଚକିତ ହୋଇଣ ବୋଲନ୍ତି ହେଲା ପରମାଦ ।ମୃଗ ଦେହ ଛାଡ଼ି ଅସୁର ଦେହରେ କିରୀଟ କୁଣ୍ଡଳ ଅଙ୍ଗଦ ॥୫॥ ଏ ବାଣୀ ଶୁଣି ଆମ୍ଭର ପ୍ରାୟ ମଣି ଆସଇ ନ ପୁଣି ଲକ୍ଷ୍ମଣ ।ଛାଡ଼ି ଅଇଲେ ସୀତାଙ୍କୁ ନ ପାଇବି କି ବୋଇଲା ଦୁଷ୍ଟ ଦାରୁଣ ॥୬॥ ଏହା ବିଚାରନ୍ତେ ବାମ ଭୁଜ ବାମ ନୟନ ତାଙ୍କର ସ୍ଫୁରିଲା ।ବୋଲେ ବିଷି ରାମ ପଛରେ ଗୋଡ଼ାଇ ଶୃଗାଳ ଘୋର ଧ୍ୱନି କଲା ॥୭॥
म ,
bahut bahut dhanyabaad
ଜୟଶ୍ରୀ ଜଗନ୍ନାଥ ଜୟ ଶ୍ରୀ କୃଷ୍ଣ ଜୟ ରାଧା ଗୋବିନ୍ଦ ଜୟ ଶ୍ରୀ ରାମ ଜୟ ସୀତାରାମ
So sweet
ଅତ୍ୟନ୍ତ ହୃଦୟସ୍ପର୍ଶି।
Very very ever heart touching song, I like every champu, odishi sung by Shymamani mam
👌
The sweetest song in your tone,thanks for your culture.
I am living listening these odisi songs.Iswar Mangal karantu. 🙏
Mo bou ra favourite song
Mam, Really I like very much. I have been listening regularly. Your sweetste tone is highly appreciated or heart 💖 touching.
Masta song
Truely very very nice.
Hema harini dhire dhamante Lyrics 🙏🙏-------------------------------------------------------Hema harini dhire dhamante dhire dhamante sundara dharani Hema harini dhire dhamante.dharu dharu karu mruga palabantedharu dharu karu mruga palabantegodaichanti raghumaniHema harini dhire dhamante dhire dhamante sundara dharani Hema harini dhire dhamante.Ketebele mruga drushtiku nadiseKetebele mruga drushtiku nadiseKetebele drushti gocharaketebele dure ketebele paseketebele dure ketebele paseramanku hela agocharaHema harini dhire dhamante dhire dhamante sundara dharani Hema harini dhire dhamante.Ramanku bahuta dura ghenijaiRamanku bahuta dura ghenijaigala adrushya hoikahniuthina rama tarutale basantiuthina rama tarutale basantiPuni chamure hela jaiHema harini dhire dhamante dhire dhamante sundara dharani Hema harini dhire dhamanteMariba boli manare bicharina Mariba boli manare bicharinaKodandare kanda sandhileBajraghata praya sabada shubhilaBajraghata praya sabada shubhilajetebele shara bindhileHema harini dhire dhamante dhire dhamante sundara dharani Hema harini dhire dhamanteLakhamna-trahi sita-trahi bolinaLakhamna-trahi sita-trahi bolinaRamasware uchha dakilaMruga deha chadi nija tanu dhariMruga deha chadi nija tanu dhariPrana hari khiti padilaHema harini dhire dhamante dhire dhamante sundara dharani Hema harini dhire dhamanteDekhi ramachandra chakita hoinaBolonti hela paramadaMruga dehachadi asura dehareMruga dehachadi asura dehareKirita kundala angadaHema harini dhire dhamante dhire dhamante sundara dharani Hema harini dhire dhamanteEha bicharante bama bhuja bamaEha bicharante bama bhuja bamanayana tankara sphurilaBole bisirama pachare godaiSrugala ghora dhwani kalaHema harini dhire dhamante dhire dhamante sundara dharani Hema harini dhire dhamante
Very beautiful song 🎉❤
Melodious songs
Excellent
Very Very nice beautiful best voice thanks from rukmini production BijayaKumarMishra GITIKARA senapatibagicha puri jai jagannath jai 🙏
Very nice.
Bahut sundar Skagit ,Jay Sri Ram jay sri Ram jay sri Ram
Shyamamani is the cuckoo of odisha.I like her each song lyrics.
Nicely sung.Thanks.
I'm great fan of shyamamani patnaik
Ever new and sweet
Hema harini bahut sunder
Beautiful your song 👌👌👌👌
Sweet song ❤
❤
ଅତି ସୁନ୍ଦର ,ଚମତ୍କାର, ଅତୁଳନୀୟ ।
Very nice mam
So nice memory. no dislike bro
bahut hi sundar ... jay sree ram
Jai shree ram jai maa bharti
Topa rahiachhi dekha Rupar dehe,ki rangare chahin Kurang kete taranga hue......Jay Shiya Ram ki jay.
Jay shree ram 🙏🏻🌼🌷🍀💕🌸
ଜୟ ସୀତାରାମ 🌺🙏🏻🙏🏻🙏🏻🌺
Touched heart very deeply....
Jay Sita Ram
emotional songs.
Very.nice
Old is gold didi
Jay Sitaram and Ramayana granth
Dil ko chhulia
Old song the way of life n refresh both ear and mind
Nice
A geeta sakale radio re bajile sunibaku bahut khusilage abe au sunibaku miluni
Thanyabad
ଜୟ ଶ୍ରୀ ରାମ
Real Gems of Odisha
Jay guru Dev maharaj
Patantarnahi verybestsong
Ati sundar gita
Very sweet🎵
Very heart tauching song he mo harini
Old songs give positive impact on society
Right. Old is gold.
InstaBlaster.
Fully agree 👍
ବିଚିତ୍ର ରାମାୟଣବିଶ୍ଵନାଥ ଖୁଣ୍ଟିଆ ରଚନା।ଜଣେ ଶ୍ରୀ ଜଗନ୍ନାଥ ସେବକ।କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସମସାମୟିକ ହେଲେ ମଧ୍ୟ ତାଙ୍କ ରଚନାରେ କବିସମ୍ରାଟ ପ୍ରଭାବ ଅନୁଭୂତ ହୁଏ। କଣ୍ଠ ଚମତକାର। ସମସ୍ତ ସଂପୃକ୍ତ କଳା କାରଙ୍କୁ ମୋର ଶୁଭେଚ୍ଛା। ମୁଁପାରମ୍ପାରିକ ରଚନାକୁ ହୃଦୟ ସହିତ ଭଲ ପାଏ ।କଳିଙ୍ଗ ଭାରତୀ(ବିଛନ୍ଦଚରଣ ପଟ୍ଟନାୟକ କଟକ)ଙ୍କ ଦ୍ବାରାପ୍ରଭାବିତ ହୋଇ ଆଜି ପର୍ଯ୍ୟନ୍ତ ପାରମ୍ପାରିକ ରୀତିରେ ମୋରନବସୃଜନ କରି ଆସୁଛି ଆଜି ପର୍ଯ୍ୟନ୍ତ। ଧନ୍ୟବାଦ।ଡ ଲାବଣ୍ୟଚନ୍ଦ୍ର ସାହୁଭୁବନେଶ୍ୱର ୧୮ମୋ ୮୮୯୫୪୮୭୧୬୨
👍👍👍👍
Very nice song Ramayana
💃👌🔓
Ilike it
ସୁନ୍ଦର ଉପସ୍ଥାପନା
Great Mam, your clear and sweet voice
ହେମ ହରିଣୀ
Jay shree Ram
Sundar gita aau sumadhur Sangita.
Mesmerizing madam🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Myfevorite chhanda
jay sri ram
Excellent 🎉
Jai Shri ram
Sundar
Good song forme
beautiful song
My febrait song is ramayan
Epic Ramayana is the best of all scripture.The lucid style of its songs are so soft and tender that it soothes the SOUL in a DIVINE bliss.
Mast sang Jay Sri ram
Evergreen songs old is gold
He mo Harini nu hemo harini.. mane swarna harini. Title thik karantu please.
Very nice, Please go ahead
Wishing you a long happy life
MY FEBRIGHT
ସିତାଠାବ
Nice 🎶🎤
Sweet voice that enchats
you are great mam.proud of odisha,
Jay seram ram ram ram ram
Maa sita ram khuci raha tume
Jaya shreeram
Ma tume chira namssya
Nice song the peace of mind
Pop ppplll a
Hu
very nice syamamani mam
କାଳଜୟି ରଚନା ବିଦୁଷୀ ଙ୍କ କଣ୍ଠରେ ,🙏🏻🙏🏻
ବହୁତ ସୁନ୍ଦର ହୋଇଛି। ସବୁଠାରୁ ଅଧିକ ଭଲ ହୋଇଛି କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀଙ୍କ ପାଇଁ।
Bahut sunder bhajan
ମ୍ୟାଡମ୍ ଭଗବାନଙ୍କ ଆଶୀର୍ବାଦ ଆପଣଙ୍କ ଉପରକୁ ରହୁ। ଆପଣ ଦୀର୍ଘ ନିରାମୟ ଜୀବନ ବିତାନ୍ତୁ।
ଦେବୀ ଆପଣଙ୍କ ଅନେକ ଗୀତ ପରିବେଶ ରେଡିଓ ରେ ବହୁତ୍ ସୁଣିଛୁ ଅଧିକ କହିବାର ଆବଶ୍ୟକ ନାହିଁ ଆପଣକୁ ଦୀର୍ଘାୟୁ କାମନା କରୁଛି ଜୟ ଜଗନ୍ନାଥ
' ହେ ମୋ ହରିଣୀ ' ବଦଳରେ ' ହେମ ହରିଣୀ ' ଲେଖି ପୁରାତନ ଗୀତ ର ସୁରକ୍ଷା କରନ୍ତୁ । ବନାନ ଅଶୁଦ୍ଧି ରେ ଭାବ ର ପରିବର୍ତ୍ତନ ହୋଇଯାଏ।ଗୀତ ର ଶିର୍ଷକ ର ଆବଶ୍ୟକୀୟ ସଂଶୋଧନ ପାଇଁ ବିନମ୍ର ନିବେଦନ ।
bahut jaNa bahut thara lekhileNi hele kichhi pharak naai. Admin comments aau check bi karu nathibe bodhe
Liqougiu qqqweepi
Uiooopp
7yh]
m
ପ୍ରାଚୀନସଙ୍ଗୀତ କୁ ସୁରକ୍ଷା
ଦେଇଥିବାରୁ ଧନ୍ୟବାଦ୍।
ବିଶି ବା ବିଚିତ୍ର ରାମାୟଣରୁ
ଆନୀତ ଏହି ଗୀତଟି ବହୁତ
ହୃଦୟସ୍ପର୍ଶୀ। ବିଶି ମାନେ
ବିଶ୍ଵନାଥ ଖୁଣ୍ଟିଆ ଥିଲେ ଶ୍ରୀ ମନ୍ଦିର ର ସେବକ। ସେ କବି
ସମ୍ରାଟ ଉପେନ୍ଦ୍ରଭଞ୍ଜ ଙ୍କ
ସମସାମୟିକ ଥିଲେ। ବିଶି ରାମାୟଣ କୁ ନାଟକ ଭାବରେ
ପଲ୍ଲୀ ପରିବେଶରେ ମଞ୍ଚରେ ଅଭିନୀତ ହେବାର ଦେଖାଯାଏ।
ଏହାକୁ ରାମଲୀଳା କୁହାଯାଏ।
ମୋର ପିଲାଦିନରେ ମୁଁ କଟକ
ଡଗରପଡ଼ା ରେ ବିଳମ୍ବିତ ରାତିରେ ଅଭିନୀତ ହେବା
ଉପଭୋଗ କରିଛି।। ସଂପୃକ୍ତ କଳାକାରଙ୍କୁ ମୋର ବହୁତ୍ ଶୁଭେଚ୍ଛା। ଜୟ ଜଗନ୍ନାଥ।।
A very very nice song , lyric music and voice are perfect.
A part of Ramayan is narrated in a very melodious voice.
thanks to Shyamamani Devi🙏🙏🙏🙏
Jai shree Ram 🙏
Radhe Radhe..... 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Rtypb
ଜୟଶ୍ରୀ ରାମ ଜୟ ସୀତାରାମ
ହେ ମୋ ହରିଣୀ ଲେଖନ୍ତୁ
I love JE channel
Jaya Sita Ram
khub sundar
ସୁନ୍ଦର ! ଗୀତ ସୁନ୍ଦର ! ଗାନ ସୁନ୍ଦର ! ଚିତ୍ରଣ ସୁନ୍ଦର !
ଶ୍ରୀ ରାମାୟଣ ହି ଅତି ଅତି ସୁନ୍ଦର !!
ଶ୍ରୀମତୀ ରାଜ୍ୟଲକ୍ଷ୍ମୀ ପାଣ୍ଡୁଲୁ , ବିଶାଖାପଟ୍ଟନାମ , ଆନ୍ଧ୍ରପ୍ରଦେଶ .
'ହେମ ହରିଣୀ' ମାନେ ?
ହେ ମୋର ହରିନି! ମନେ _ , oh my dear deer .
ହେମ ହରିଣୀ ମନେ - golden deer .
Maa Sita is atracted by that beautiful deer .
@@gnpantulu1919 ଆଜ୍ଞା
ଗୀତରେ କେବଳ 'ହେମ ହରିଣୀ' ଅଛି, 'ହେ ମୋ ହରିଣୀ' ଭୁଲ୍ ଅଟେ। ଅଷ୍ଟାଦଶ ଶତାବ୍ଦୀରେ ବିଶ୍ୱନାଥ ଖୁଣ୍ଟିଆଙ୍କ ଦ୍ୱାରା ରଚିତ 'ବିଚିତ୍ର ରାମାୟଣ'ର ଅଂଶ ବିଶେଷ। ଓଡ଼ିଶୀ ସଙ୍ଗୀତର ଉତ୍କୃଷ୍ଟ ଉଦାହରଣ।
dhanyabaad
ହେମ ହରିଣୀ ଧୀରେ ଧାମନ୍ତେ
ଏକାଦଶ ଛାନ୍ଦ
ମୁଖାରୀ, ପଟତାଳ
ହେମ ହରିଣୀ ଧୀରେ ଧାମନ୍ତେ ଧୀରେ ଧାମନ୍ତେ ସୁନ୍ଦର ଧରଣୀ ।
ଧରୁ ଧରୁ କରୁ ମୃଗ ପଳାବନ୍ତେ ଗୋଡ଼ାଉଛନ୍ତି ରଘୁମଣି ॥ପଦ॥
କେତେବେଳେ ମୃଗ ଦୃଷ୍ଟିକି ନ ଦିଶେ କେତେବେଳେ ଦୃଷ୍ଟିଗୋଚର ।
କେତେବେଳେ ଦୂରେ କେତେବେଳେ ପାଶେ ରାମଙ୍କୁ ହେଲା ଅଗୋଚର ॥୧॥
ରାମଙ୍କୁ ବହୁତ ଦୂର ଘେନିଯାଇ ଗଲା ଅଦୃଶ୍ୟ ହୋଇ କାହିଁ ।
ଫୁଟିଣ ରାମ ତରୁତଳେ ବସନ୍ତେ ପୁଣି ଛାମୁରେ ହେଲା ଯାଇଁ ॥୨॥
ମାରିବା ବୋଲି ମନରେ ବିଚାରିଣ କୋଦଣ୍ଡରେ କାଣ୍ଡ ସନ୍ଧିଲେ ।
ବଜ୍ରାଘାତ ପ୍ରାୟ ଶବଦ ଶୁଭିଲା ଯେତେବେଳେ ଶର ବିନ୍ଧିଲେ ॥୩॥
ଲକ୍ଷ୍ମଣ ତ୍ରାହି ସୀତା ତ୍ରାହି ବୋଲିଣ ରାମସ୍ୱରେ ଉଚ୍ଚେ ଡାକିଲା ।
ମୃଗ ଦେହ ଛାଡ଼ି ନିଜ ତନୁ ଧରି ପ୍ରାଣ ହାରି ତଳେ ପଡ଼ିଲା ॥୪॥
ଦେଖି ରାମଚନ୍ଦ୍ର ଚକିତ ହୋଇଣ ବୋଲନ୍ତି ହେଲା ପରମାଦ ।
ମୃଗ ଦେହ ଛାଡ଼ି ଅସୁର ଦେହରେ କିରୀଟ କୁଣ୍ଡଳ ଅଙ୍ଗଦ ॥୫॥
ଏ ବାଣୀ ଶୁଣି ଆମ୍ଭର ପ୍ରାୟ ମଣି ଆସଇ ନ ପୁଣି ଲକ୍ଷ୍ମଣ ।
ଛାଡ଼ି ଅଇଲେ ସୀତାଙ୍କୁ ନ ପାଇବି କି ବୋଇଲା ଦୁଷ୍ଟ ଦାରୁଣ ॥୬॥
ଏହା ବିଚାରନ୍ତେ ବାମ ଭୁଜ ବାମ ନୟନ ତାଙ୍କର ସ୍ଫୁରିଲା ।
ବୋଲେ ବିଷି ରାମ ପଛରେ ଗୋଡ଼ାଇ ଶୃଗାଳ ଘୋର ଧ୍ୱନି କଲା ॥୭॥
म ,
bahut bahut dhanyabaad
ଜୟଶ୍ରୀ ଜଗନ୍ନାଥ ଜୟ ଶ୍ରୀ କୃଷ୍ଣ ଜୟ ରାଧା ଗୋବିନ୍ଦ ଜୟ ଶ୍ରୀ ରାମ ଜୟ ସୀତାରାମ
So sweet
ଅତ୍ୟନ୍ତ ହୃଦୟସ୍ପର୍ଶି।
Very very ever heart touching song, I like every champu, odishi sung by Shymamani mam
👌
The sweetest song in your tone,thanks for your culture.
I am living listening these odisi songs.Iswar Mangal karantu. 🙏
Mo bou ra favourite song
Mam, Really I like very much. I have been listening regularly. Your sweetste tone is highly appreciated or heart 💖 touching.
Masta song
Truely very very nice.
Hema harini dhire dhamante Lyrics 🙏🙏
-------------------------------------------------------
Hema harini dhire dhamante
dhire dhamante sundara dharani
Hema harini dhire dhamante.
dharu dharu karu mruga palabante
dharu dharu karu mruga palabante
godaichanti raghumani
Hema harini dhire dhamante
dhire dhamante sundara dharani
Hema harini dhire dhamante.
Ketebele mruga drushtiku nadise
Ketebele mruga drushtiku nadise
Ketebele drushti gochara
ketebele dure ketebele pase
ketebele dure ketebele pase
ramanku hela agochara
Hema harini dhire dhamante
dhire dhamante sundara dharani
Hema harini dhire dhamante.
Ramanku bahuta dura ghenijai
Ramanku bahuta dura ghenijai
gala adrushya hoikahni
uthina rama tarutale basanti
uthina rama tarutale basanti
Puni chamure hela jai
Hema harini dhire dhamante
dhire dhamante sundara dharani
Hema harini dhire dhamante
Mariba boli manare bicharina
Mariba boli manare bicharina
Kodandare kanda sandhile
Bajraghata praya sabada shubhila
Bajraghata praya sabada shubhila
jetebele shara bindhile
Hema harini dhire dhamante
dhire dhamante sundara dharani
Hema harini dhire dhamante
Lakhamna-trahi sita-trahi bolina
Lakhamna-trahi sita-trahi bolina
Ramasware uchha dakila
Mruga deha chadi nija tanu dhari
Mruga deha chadi nija tanu dhari
Prana hari khiti padila
Hema harini dhire dhamante
dhire dhamante sundara dharani
Hema harini dhire dhamante
Dekhi ramachandra chakita hoina
Bolonti hela paramada
Mruga dehachadi asura dehare
Mruga dehachadi asura dehare
Kirita kundala angada
Hema harini dhire dhamante
dhire dhamante sundara dharani
Hema harini dhire dhamante
Eha bicharante bama bhuja bama
Eha bicharante bama bhuja bama
nayana tankara sphurila
Bole bisirama pachare godai
Srugala ghora dhwani kala
Hema harini dhire dhamante
dhire dhamante sundara dharani
Hema harini dhire dhamante
Very beautiful song 🎉❤
Melodious songs
Excellent
Very Very nice beautiful best voice thanks from rukmini production BijayaKumarMishra GITIKARA senapatibagicha puri jai jagannath jai 🙏
Very nice.
Bahut sundar Skagit ,Jay Sri Ram jay sri Ram jay sri Ram
Shyamamani is the cuckoo of odisha.I like her each song lyrics.
Nicely sung.
Thanks.
I'm great fan of shyamamani patnaik
Ever new and sweet
Hema harini bahut sunder
Beautiful your song 👌👌👌👌
Sweet song ❤
❤
ଅତି ସୁନ୍ଦର ,ଚମତ୍କାର, ଅତୁଳନୀୟ ।
Very nice mam
So nice memory. no dislike bro
bahut hi sundar ... jay sree ram
Jai shree ram jai maa bharti
Topa rahiachhi dekha Rupar dehe,ki rangare chahin Kurang kete taranga hue......Jay Shiya Ram ki jay.
Jay shree ram 🙏🏻🌼🌷🍀💕🌸
ଜୟ ସୀତାରାମ 🌺🙏🏻🙏🏻🙏🏻🌺
Touched heart very deeply....
Jay Sita Ram
emotional songs.
Very.nice
Old is gold didi
Jay Sitaram and Ramayana granth
Dil ko chhulia
Old song the way of life n refresh both ear and mind
Nice
A geeta sakale radio re bajile sunibaku bahut khusilage abe au sunibaku miluni
Thanyabad
ଜୟ ଶ୍ରୀ ରାମ
Real Gems of Odisha
❤
Jay guru Dev maharaj
Patantarnahi verybestsong
Ati sundar gita
Very sweet🎵
Very heart tauching song he mo harini
Old songs give positive impact on society
Right. Old is gold.
InstaBlaster.
Fully agree 👍
ବିଚିତ୍ର ରାମାୟଣ
ବିଶ୍ଵନାଥ ଖୁଣ୍ଟିଆ ରଚନା।
ଜଣେ ଶ୍ରୀ ଜଗନ୍ନାଥ ସେବକ।
କବିସମ୍ରାଟ ଉପେନ୍ଦ୍ର ଭଞ୍ଜ
ଙ୍କ ସମସାମୟିକ ହେଲେ ମଧ୍ୟ ତାଙ୍କ ରଚନାରେ କବିସମ୍ରାଟ ପ୍ରଭାବ ଅନୁଭୂତ ହୁଏ। କଣ୍ଠ ଚମତକାର। ସମସ୍ତ ସଂପୃକ୍ତ କଳା କାରଙ୍କୁ ମୋର ଶୁଭେଚ୍ଛା। ମୁଁ
ପାରମ୍ପାରିକ ରଚନାକୁ ହୃଦୟ ସହିତ ଭଲ ପାଏ ।କଳିଙ୍ଗ ଭାରତୀ(ବିଛନ୍ଦଚରଣ ପଟ୍ଟନାୟକ କଟକ)ଙ୍କ ଦ୍ବାରା
ପ୍ରଭାବିତ ହୋଇ ଆଜି ପର୍ଯ୍ୟନ୍ତ
ପାରମ୍ପାରିକ ରୀତିରେ ମୋର
ନବସୃଜନ କରି ଆସୁଛି ଆଜି ପର୍ଯ୍ୟନ୍ତ। ଧନ୍ୟବାଦ।
ଡ ଲାବଣ୍ୟଚନ୍ଦ୍ର ସାହୁ
ଭୁବନେଶ୍ୱର ୧୮
ମୋ ୮୮୯୫୪୮୭୧୬୨
👍👍👍👍
Very nice song Ramayana
💃👌🔓
Ilike it
ସୁନ୍ଦର ଉପସ୍ଥାପନା
Great Mam, your clear and sweet voice
ହେମ ହରିଣୀ
Jay shree Ram
Sundar gita aau sumadhur Sangita.
Mesmerizing madam🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Myfevorite chhanda
jay sri ram
Excellent 🎉
Jai Shri ram
Sundar
Good song forme
beautiful song
My febrait song is ramayan
Epic Ramayana is the best of all scripture.The lucid style of its songs are so soft and tender that it soothes the SOUL in a DIVINE bliss.
Mast sang Jay Sri ram
Evergreen songs old is gold
He mo Harini nu hemo harini.. mane swarna harini. Title thik karantu please.
Very nice,
Please go ahead
Wishing you a long happy life
MY FEBRIGHT
ସିତାଠାବ
Nice 🎶🎤
Sweet voice that enchats
you are great mam.proud of odisha,
Jay seram ram ram ram ram
Maa sita ram khuci raha tume
Jaya shreeram
Ma tume chira namssya
Nice song the peace of mind
Pop ppplll a
Hu
very nice syamamani mam