Jagannatha Tume Parambramha - ଜଗନ୍ନାଥ ତୁମେ ପରଂବ୍ରହ୍ମ | Soulful Odia Devotional Song | Namita Agrawal
ฝัง
- เผยแพร่เมื่อ 7 ก.พ. 2025
- Create Your Reels Here:-bit.ly/3vCJe0f
Song : Jagannatha Tume Parambramha
Singer : Namita Agrawal
Album: Jagannatha Tume Parambramha
Album No: SM- 3992
Lyrics: Arabinda Muduli
Music: Arabinda Muduli
Music Label: Sidharth Music
------------------------------------------------------
♪ Full Song Available on ♪
►JioSaavn : bit.ly/3H7QSTk
►Wynk : bit.ly/34i27dx
►Resso :
►Spotify: spoti.fi/3GfUkdk
►Gaana : bit.ly/3uaX6hQ
►Apple Music: apple.co/3AJ1s0L
►Amazon Music: amzn.to/3KTTnLu
------------------------------------------------------
Editor : Chandan, Balram, Prasant, Faz & Bikram
Thumbnail Design : Bikash & Tapan
3D Modeling : Adil Ali Khan
Digital Grading : Shivananda Jena
DI At : Sidharth Studio
Camera Associate : Rintu, Narendra & Vicky
IT Support : Durga Prasad Das
Makeup : Deepak
Recorded At : Sidharth Studio
Voice Dubbing By : Munna & Sangram
Mastering By : Sitaram Agrawal & Pradyumna Singh
Banner : Sidharth Music
Producer : Sitaram Agrawal & Namita Agrawal
------------------------------------------------------
Set Caller Tune ; Operator Codes:
Vodafone Subscribers Dial
Airtel Subscribers Dial
Idea Subscribers Dial
BSNL (South / East) Subscribers sms BT To
Also available on Jio Tunes
------------------------------------------------------
"Sidharth Music" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବା ପାଇଁ "Namita Agrawal" TH-cam Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
-----------------------------------------------------
Watch & Subscribe to our other TH-cam Channels:
👉 Sidharth TV : / sidharthtv
👉 Sidharth Bhakti: / sidharthbhakti
👉 Sidharth Music: / sidharthmusic
------------------------------------------------------
Enjoy & stay connected with us!
👉 Like us on Facebook: / namitaagrawalofficial
------------------------------------------------------
#JagannathaTumeParambramha #NamitaAgrawal ##SidharthMusic #SitaramAgrawal
Jay jajgnnath prabhu bhajan sunikari shanti r ananda lagla...
Respected Namita maa'm really I've no words to praise you.Still I can say you are the nightangle of jagannth bhajana.This song is no doubt a heart touching one.As more as I listen it I feel it new.In every blood vesel it is flowing in my body.Tannk U ma'm.God bless U.
ହେ ମହା ବାହୁ ପ୍ରଭୂ ତୁମ ଚରଣେ କୋଟି କୋଟି ପ୍ରଣାମ କରୁଛି ହେ ପ୍ରଭୁ ଜଗନ୍ନାଥଙ୍କ ମୋର ଆପଣଙ୍କୁ ଅନୁରୋଧ କରୁଛି କି ହେ ପ୍ରଭୁ ଜଗତର ମଙ୍ଗଳ କର ପ୍ରଭୁ ଓଡ଼ିଶା ରେ ସର୍ବ ରୋଗ କଷ୍ଟ ଅର୍ଥ ସଙ୍କଟ ଦୂର କର ପ୍ରଭୁ ସମସ୍ତଙ୍କୁ ସୁ ବୁଦ୍ଧି ଦିଅ ଜଗତର ମଙ୍ଗଳ କର ପ୍ରଭୁ ମୋର ତୁମକୁ କୋଟି କୋଟି ପ୍ରଣାମ କରୁଛି ❤ ଜୟ ଜଗନ୍ନାଥ ❤ ଜୟ ଶ୍ରୀ ଲକ୍ଷ୍ମୀ ନାରାୟଣ ନମୋ ❤
😊
Jay Jagannath Balbhadra Subhadra
Nice so❤❤❤🙏🙏🙏 Jay
❤❤❤❤❤
A srusti ku mahaprabhu nischaya rakhiba
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପରମବ୍ରହ୍ମ ଅନ୍ତର୍ଯ୍ୟାମୀ ମହାପ୍ରଭୁ,
ଏ ଛୋଟିଆ ଚାକର ଟା କୁ ତୁମ ଚରଣରେ ଟିକେ ସ୍ଥାନ ଦିଅ ପ୍ରଭୁ,
When I travel in my car
I added in my mind and started this song . Still this song is in my heart . No-one defeat this song . Jay Jagannath
🎉🎉🎉🎉🎉🎉
ଵହ୍ୱତ ସୁନ୍ଦର ଗାଉଛନ୍ତି ନମିତା ଅଗ୍ରୱାଲ ❤❤ ମୁଁ ଜାଣି ପାରିଲି ନାହିଁ ହେ ପ୍ରଭୁ ଜଗନ୍ନାଥ ଏବେ ଏ ଜଣାଣ ଟି ମୁଁ ନମିତା ଅଗ୍ରୱାଲ ଙ୍କ କଣ୍ଠଦାନ ଶୁଣି ବାକୁ ପାଇଲି ❤❤
ହେ ଜଗତ ପିତା ତମ ଚରଣ ତଳେ ମୋର କୋଟି କୋଟି ପ୍ରଣାମ।।ତୁମ ଲୀଳା ଅତୁଲନୀୟ।।। ତୁମେ ରାମ ତୁମେ ଶ୍ୟାମ ତୁମେ ନାରାୟଣ।। 🙏🙏
Bahut bhala lagila, manaku shanti lagila. Namita mam ku koti koti pranam Ate sundara Gito Ama manaku upahara swarupa dei thibaru. Jay Jagannath🙏⭕‼️⭕
ହେ ହେ ମହାପ୍ରଭୁ ଆପଣମାନଙ୍କୁ ମୋର କୋଟି କୋଟି ପ୍ରଣାମ 🙏🙏🙏
ଚୁମ୍ବକରେ ଭାଗବତ ଗୀତାର ସାରାଂଶ କୁ ଏ ଭଜନରେ ଅତି ସୁନ୍ଦର ଭାବରେ ବର୍ଣନା କାରଯାଇଛି |
Jay jagannatha 🙏🙏🙏🌹🌹🌹❤️❤️❤️😭😭😭mo ବାପାକୁ ଭଲ karidio😭😭😭😭😭😭😭🙏🙏🙏🙏🙏🙏
Jai jagannath 🙏😔
Ma papa ku bi bhala karidia Prabhu Jay jaganatha❤❤
E
Bhagwaan tumar mangala karantu bhaiii ❤🙏
He mahaprabhu a jagataku abang jagata basinku koti paramayu dia au amiti kalyana karutha
❤ ଜୀବନ ଟା ଏମିତି ହସ ଖୁସିରେ ଚାଲିଯାଉ-----ହେ ମହାବାହୁ ❤ ଜୟ ଜଗନ୍ନାଥ ମୋ କଳା ଠାକୁର,, ଏତିକି ଅଳି ଅର୍ଦ୍ଦଳି ମୋର❤
ଏହି ଭଜନ ଶୁଣିଲେ ସମସ୍ତ ଦୁଃଖ ଭୁଲି ଯାଏ. ଜୟ ଜଗନ୍ନାଥ.
ହେ ଅନାଦି ଅନନ୍ତ ଜଗତ କରତା ହେ ନାଥ ଜଗନ୍ନାଥ ତୁମ ପାଦ ତଳେ କଲି ପ୍ରଣିପାତ ହେ ସୃଷ୍ଟି ହେ ସ୍ରଷ୍ଟା ତୁମ ବିନା ନାହିଁ ଗତି ନାହିଁ ମୁକ୍ତି ହେ ନାଥ ଜଗନ୍ନାଥ
ଆଖି କୁ ଦୁଶିବା କମିଲା ❤ କାଳିଆ ଠାକୁର ଙ୍କୁ ଆଖିଟେ ଧାର ମାଗିଛି ❤ବିଦାୟ ନେଲା ବେଳେ ଫେରାଇ ଦେବାକୁ କହିଛି ❤ ଜୟ ଜଗନ୍ନାଥ ❤ ଧର୍ମ ର ଜୟ ❤ କର୍ମ ର ଜୟ ହେଉ ❤
Mo jhia ahi song suniki khae sue ❤❤❤
Jay Jagannath samastanku bhala re Rakha
Namita mm Sabu samay emit jagannath vajan Pribesan kruthantu mor etik nibedan jay jagnnath
🙏🙏🏻🙏 Jai Jagannath Jai mahaprobhu.🙏🏻🙏🙏🏻 Nice composed.🌺🌺🌺
ଅତି ସୁନ୍ଦର ଭବରସାତ୍ମକ ମନଛୁଆଁ ଆକର୍ଷଣୀୟ କଣ୍ଠସ୍ୱର
ହେ ମଣିମା 🙏🥰⭕️🩸⭕️🥰🙏
🙏🌹🙏🌹🙏🌹🙏🌹🙏
जय श्री अनंताय जगन्नाथ नमो नम:
जय श्री अनंत सुभद्रांमबिका जगंनमाताय नमोनम:
जय श्री अनंताय बलभद्र नमो नम:
Such a beautiful tune n touchy melodious voice of NamitaJi. Wish to listen again n again.
🙏🌹🙏🌹🙏🌹🙏🌹🙏
ଯୁଗ କୁ ଯୁଗ ଏହି ମତେ। ପରମ ଆନନ୍ଦେ ଏ ଜଗତ, ଜଗତ ଓ ଜୀବନ,ଏ ସବୁ ମୋ କଳା ଠାକୁର ଙ୍କ ଦାନ---ଜୟ ଜଗନ୍ନାଥ ଜୟ ❤❤
Jia gaichhanti je gita lekhichhanti koti koti pranam😊😊😊😊
ହେ ପ୍ରଭୁ, ହେ ସୃଷ୍ଟି ସ୍ଥିତି ବିଲୟ ର ଅଧିକାରୀ। ଆପଣ ଆଦି, ଅନନ୍ତ, ଦ୍ବୈତ ଓ ଅଦ୍ଵୈତ। ଏ ଚରା ଚର ବ୍ରହ୍ମାଣ୍ଡର ଅଧିନାୟକ, ତବ ଶ୍ରୀ ଚରଣେ ଶରଣ ଶରଣ। ହେ ଜଗତ ପତି ଜଗନ୍ନାଥ।
😊😊
@@chandankumarpradhan6790❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Ffff😅@@chandankumarpradhan6790
Jay Jagannath Swami ji
🙌🏼🙌🏼🙌🏼🙌🏼🙌🏼🙌🏼🙌🏼🙌🏼🙌🏼🙌🏼❤❤❤❤❤❤❤❤❤❤❤❤
ହେ ନିଳାଦ୍ରି ବିହାରି ହେ ତ୍ରିଲୋକିନାଥ ହେ ଦିନବନ୍ଧୁ ତୁମ ପାଦ ପଦ୍ମ ରେ ମୋର କୋଟି ପ୍ରଣାମ ଗ୍ରହଣ କରନ୍ତୁ ପ୍ରଭୁ
Proud to be a Puri Loka 😊 Sabu sei jaga ra mahima
Puri re jnmo naeichnti kete Bhagya korichnti semane Jay Jagannath 🙏🙏🙏
Nutana barsare jagatara natha jagannathnk padarabindare binamra nibedana,,,😊❤❤❤❤
mahaprabhu aap best ho mere hero ❤❤ dusro k dukho k aap khud pr le lete hein mahaprabhu apke jesa koi nhi❤you're so beautiful, patitpavan, karunamaya, kripasindbu...kash mujhe bhi puri k aas paas janam milta to mai aapse mil paya krti jyada se jyada ..mahaprabhu you're my everything ❤sabse pyare sabse nyare jagnnath mahaprabhu. humesha aap mere sath rehna ❤
କର୍ମ କରି ଚାଲ ଏହାକୁ ବୁଝିବେ ମୋ କଳା ଠାକୁର ❤❤ ଜୟ ଜଗନ୍ନାଥ ❤❤
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ । ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Yeh jo dekhte yeh sach nehi yeh kahate hain yeh satya nehi yeh jo sochte hain yeh satya hai....aur ishko samajhna kisi ko samjhmei nehi aayeha..teeri kiti dhaa ❤❤
ଅତି ସୁନ୍ଦର କଣ୍ଠଦାନ ଜୟ ଜଗନ୍ନାଥ ❤
🙏🙏🙏🙏🙏
A bhajana mo kuni jhia sabubele sunuchi nice song
He jagata ra maudamani prani nku rakhiya kara bhaktapriya mahaprabhu tame hi mata pita jay jagannath.
Beautiful song mam mu sabudina dekhuchi au sunuchi
ଆଦି ନାହିଁ ଯା'ର ନାହିଁ ପୁଣି ଅନ୍ତ
କୋଟି ବ୍ରହ୍ମାଣ୍ଡ ଠାକୁର
ଅଗତିର ଗତି ହେ ଜଗତ ପତି
ତୁମ ମହିମା ଅପାର I
🙏🏾ଓଁ ଜୟ ଶ୍ରୀ ଜଗନ୍ନାଥ 🙏🏾
ନ ଦେଖି ଏତେ,ଦେଖି ଥିଲେ କେତେ ❤ ଜୟ ଜଗନ୍ନାଥ ❤
ଜୟ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ❤
ସତରେ ତୁମେ ସତ୍ୟ ନାରାୟଣ❤
Sansa ra re Samastanku bhalare rakha prabhu mu au kichi maguni tamaku🙏🙏🙏
Hii
Hey dayamaya tuma pada padama re koti koti pranam 🙏🙏
Jai jagannath swami nayana patha gami bhava tume 🙏🙏🙏🙏
ତମେ ଅନନ୍ତ, ଅଶେଷ ତମରି ଇଚ୍ଛା ରେ ଆମେ ପରିଚାଳିତ 🙏🏻🙏🏻🙏🏻🙏🏻
ମା ନମିତା ରାତି ପାହିଲେ ତୁମ ଶୁଣାଓ ସମସ୍ତଙ୍କୁ ଗୀତା ❤ଭଲ ହେବ ❤ଜୟ ମା ନମିତା ❤
ମାମା ମୋ ମାମା ତୁମ କୁ ମୋର ଅନନ୍ତ କୋଟି ପ୍ରଣାମ ଜଣାଉଛି ❤ମୋ ହ୍ରୁଦୟ ରୁ ❤ ଏହା କେବଳ ମୋ ଭାବ ମୋ ଜଗନ୍ନାଥ ଙ୍କୁ ଜଣା ❤ ଜୟ ମା ଲକ୍ଷ୍ମୀ ଜୟ ମା ଲକ୍ଷ୍ମୀ ❤❤❤❤
ପ୍ରଣାମ ହେ ପ୍ରଭୁ ପରମ ବିଷ୍ଣୁ ପରଂବ୍ରହ୍ମ ପୁରୁଷୋତ୍ତମ, ଅନନ୍ତ କୋଟି ବ୍ରହ୍ମାଣ୍ଡେଶ୍ଵର ସ୍ଵାମୀ , ମୋର ବାପା ଶ୍ରୀଜଗନ୍ନାଥ, ସଂସାରର ସମସ୍ତ ପ୍ରାଣୀ ତୁମ ଛତ୍ରଛାୟା ତଳେ ରଖ ମହାବାହୁ ❤🙏❤️🚩🪔🪔
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ❤
😢😢prabhu kn kahibi tume adi ananta sarbasresta prabhu tuma charanare lina karidiya e papi adhama ku prabhu
Jagannatha swami nayana pathagami bhaba tume❤❤❤❤
Jaijagannath swamy nayana patha gami babha tume jai jagannath jai beautiful presentation very Very nice best voice best lyrics best music thanks from RUKMINI PRODUCTION
I am from ganjam namita sister this song is my heart my god koti koti pranam this bhagabat colected song also namaskar you
ନିରାକାର ପରଂବ୍ରହ୍ମ ଶୂନ୍ୟବ୍ରହ୍ମ ଶ୍ରୀ ଜଗନ୍ନାଥ🙏🙏🙏
ଜୟ ଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍🌻🙏🌻
Bhai mate cs push paie ki player dakkar tame kheli baa ❤
Jaya jagannath koti koti pranam Prabhu tumaku mo sansar lagila apananku
ହେ' ଦୀନବନ୍ଧୁ। ତୁମର ଅପାର କରୁଣା।ତୁମର କଳନା ନାହିଁ।ନମିତା ମାମ୍ ତୁମ ସ୍ବରର ତୂଳନା ନାହିଁ।ଈଶ୍ବର ତୁମର ମଙ୍ଗଳ କରନ୍ତୁ।ଭଜନଟି ମନକୁ ଛୁଇଁ ଯାଉଛି।ବହୁତ ସୁନ୍ଦର ଭଜନ। ଧନ୍ୟବାଦ। 🙏
😅😊😅😮😮😅 j i😅1
ଧର୍ମ ର ସଦା ଜୟ ❤
Jay Jay Jagannath charanar binde ananta koti dandabata
Bapa aji tame puni pramana karideicha ke mu anatha nunhe mora bapa maa samaste achhanti i love you jagannath
Jay jagannath swami he Prabhu mahamari ru rakhaya Kara,🙏🙏🙏🙏🙏🙏
8i06
ଉପସ୍ଥାପନା ଭାବ ପୂର୍ଣ୍ଣ. ଧନ୍ୟବାଦ. ସ୍ୱର
ସଂଯୋଜନା ଚମତ୍କାର. ଧନ୍ୟା ହେ
ଶ୍ରୀମତୀ ନମିତା ଅଗ୍ରୱାଲ 🕉️🙏🌺
ଜୟ ପ୍ରଭୁ ଜଗନ୍ନାଥ
Llm4i 6p9
Nutana Barsha ra abhinandan samasta nku Jay Jagannath 🙏🌅
Jai shree Jagannath Swami 🚩🚩🙏 manima nka ra Jay ho 🌷🌍❤️❤️🥀🌍🍁🥰🥰🥰🥰🥰👣🙇🖤🖤❤️💜💛💖❣️🖤💓🙏⚫‼️⚫🚩🚩🙏
❤🇮🇳🇮🇳🇮🇳🎎❤️❤️❤️❤️❤️❤️💑💐🌸💮🏵️🌹🥀🌺🌲🌷🌾🌻🌼🦜🍇🍉🎄
ଅତି ସୁନ୍ଦର ଭାବଭକ୍ତି ଭରା ପରମବ୍ରହ୍ମଙ୍କ ଭଜନ "ଜୟ ଶ୍ରୀଜଗନ୍ନାଥ"
Joy jagannath 🙏🏻🌼
Beautiful bhajan gayeeki standard is high class thanks for your preparation jay jagannath
Mora sabukichi tume kahi tanka pakhare sharanna pashile sabu kastaru uddhaara paiba . Jay Jagannath 🙏🙏🙏🙏🙏🙏
Jay jagannatha ❤️🙏❤️❤️👏👏🙏🙏🙏🙏🙏🙏🙏🙏🙏🙏🙏🙏😭😭😭😭ମୋ ବାବା କୁ ଭଲ karidio😭😭😭
ଜୀବନ ଦୀପରରେ 🪔 ବିଶ୍ଵାସ ସଳିତା ତୁମାପାଦେ ଜଳୁଥାଉ
ଆୟୁଷର ଘିଅ ସରିଗଲେ ପ୍ରଭୁ 🙇 ତୁମ ପାଦେ ଲିଭିଯାଉ 🙏 ଜୟ ଜୟ ଶ୍ରୀ ଜଗନ୍ନାଥ 🙏
Aji parjyanta padhithiba best comment 😊
Aji parjyanta padhithiba best comment 😊
Aji parjyanta padhithiba best comment 😊
Aji parjyanta padhithiba best comment 😊
Aji parjyanta padhithiba best comment 😊
Jay Jagannath prabhu❤🙌
ହେ ପ୍ରଭୁ ଜଗନ୍ନାଥ ଧନ୍ୟ ମୁଏହି ଜଣାଶ ଶୁଣିଲି ❤ ସତ୍ୟ ସନାତନ ହେ ପ୍ରଭୁ ନୀରଞ୍ଜନ ତୂମ ପାଦେ ମୋର କୋଟି କୋଟି ପ୍ରଣାମ ❤❤
❤❤❤
ଜୟ ଜଗନ୍ନାଥ ❤
❤️ମୁଁ ❤️ଜଗନ୍ନାଥଙ୍କ ❤️ପ୍ରାର୍ଥନା ❤️କରୁଛି ❤️ଆପଣ ❤️ବଞ୍ଚିଥିବା ❤️ପର୍ଯ୍ୟନ୍ତ ❤️ଏହିଭଳି ❤️ଭଜନ ❤️ଶୁଣିବାକୁ ❤️ମିଳୁଥାଉ ❤️ଧନ୍ୟ ❤️ମହାପ୍ରଭୁ ❤️ଧନ୍ୟ ❤️ନମିତାମାମ ❤ଧନ୍ୟ ❤️ତୁମ ❤️ପରିବାର ❤️ଧନ୍ୟ ❤️ତୁମରି ❤️ସଂସ୍କାର ❤️ଧନ୍ୟ ❤️ତୁମ ❤️ଜୀବନ ❤️ମ୍ୟାମ ❤️ଆପଣଙ୍କ ❤️ଚରଣକମଳରେ ❤️ସତକୋଟି ❤️ପ୍ରଣାମ ❤️🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿
ଜୟ ଜଗନ୍ନାଥ ଶୁଭ ସକାଳ ମୋ ବାପା ଟା ପରା ❤ ମୋ ହ୍ରୁଦୟ ର ସହ ତୁମକୁ ମୋର ଶୁଭାଶିଷ,, ଜୟ ଜଗନ୍ନାଥ ଜୟ ଜଗନ୍ନାଥ ❤ସତ ର ସଦା ଜୟ ହୋଇଥାଏ ❤ ସମୟ କୁ ଅପେକ୍ଷା କର ❤❤❤❤
😊
ଭଗବାନ ସାରା ବିଶ୍ୱ କୁ ଭଲ ରେ ଏବଂ ରୋଗ ମୁକ୍ତ ରଖନ୍ତୁ 🥹😔🙏🏻
❤ Jay Jagannath
🍎
It's Adhikmaas, its morning 4 o'clock and I am listening to this song so beautiful and peaceful ... jai jagganath .
God bless you all who made efforts to create such beautiful garland of words of parabramha .....
Thanks Namitaji❤🙏⚘️⚘️⚘️
Very nice n meaningful devotional song. May God bless u Namita mam.
Mam Really your attractive sweet voice about odia bhajan to every peoples of Odisha
11qq1
Chubby
ଜୟ ଜଗନ୍ନାଥ ପ୍ରଭୁ ସବୁ ତମ ଲୀଳା
ପ୍ରଭୁ ଜଗତ ଠାକୁର ଜଗନ୍ନାଥ ଏ ମାୟ ସଂସାର ରୁ ତମେ ହିଁ ପାରି କରିବ
Jay Jagannath ❤❤
ହେ ପ୍ରଭୁ ଜଗନ୍ନାଥ ମୋ ପାଇଁ ଦୁଃଖ ❤ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ❤❤କରିବାର ନାହିଁ।
Jay Jagannath Swami Nayan Patha Gami Bhaba Tume 🙏🙏🙏🙏
Jay Jagannath Swami Nayan pathagami bhaba tume 🙏🙏
ଜୀବନର ସବୁ ମୋହ ମାୟା ତୁମ ପାଖରେ ତୁଚ୍ଛ।ତୁମେ ଅନନ୍ତ ତୁମେ ଆକାର ତୁମେ ମକାର ତୁମେ ରାମ ତୁମେ ଶ୍ୟାମ ତୁମେ ମୋ ଭଗବାନ 🙏
ତୁମେ ହିଁ ସର୍ବୋଚ୍ଚ ନ୍ୟାୟଧୀଶ ପ୍ରଭୁ 🙏🙌⭕‼️⭕
ବହୁତ ସୁନ୍ଦର ଭଜନ ଓ ଆପଣଙ୍କ ସୁମଧୁର ସ୍ୱର ଅପା 👌👌👌🙏🙏
Fgf
This song is the best song,when I hear the song my tears flow continuesly it is the best song ever made in odisha the best,the best the best the meaning the lyric.the swar is the best the best the best
❤️❤️❤️🙏🙏🙏🌹🌹🌹Jai Jagannath swami nayana patha gami bhaba tume ❤️❤️❤️🙏🙏🙏🌹🌹🌹
One of the most beautiful Bhajans of Lord Jagannatha that I have ever listened. Many thanks to the composer and Namita madam. Hare Krishna . Jai Jagannatha
😊
JAY jagannath pra bhu
କ୍ଷମା କରିବେ ପର୍ଶୁରାମ ବ୍ରାହ୍ମଣ ଥିଲେ ଆଉ ରାମ କ୍ଷତ୍ରୀୟ ଥିଲେ।
ଜୟ ମା ଲକ୍ଷ୍ମୀ ରେଣୁକା ଦେବୀ ତୁମ ପାଦେ ମୋର କୋଟି କୋଟି ପ୍ରଣାମ ❤❤
ଜୟ ମା ଲକ୍ଷ୍ମୀ ଏ ସବୁ ପୂର୍ବରୁ କରିଥିଵା କର୍ମ ଫଳ ଭୋଗିବାକୁ ପଡ଼ିବ ଜୟ ଜଗନ୍ନାଥ ଶୁଭ ସକାଳ ତା 20/10/2024/ଧର୍ମ ର ଜୟ ହେଉ,, କର୍ମ ର ଜୟ ହେଉ ❤❤ ଜୟ ଜଗନ୍ନାଥ ❤❤❤
ମତେ ଜଣା ସେ ବିଷୟରେ ସଚେତନ ❤❤ ଜୟ ଜଗନ୍ନାଥ ❤
Jai jagannath Swami ki Jai
ବାବୁ ରେ ମୋ ନମିତା ମା ଲକ୍ଷ୍ମୀ ❤ ଲକ୍ଷ୍ମୀ ❤ ବଞ୍ଚି ବାକୁ ପଡିବ ❤ ଜୟ ମା ଲକ୍ଷ୍ମୀ ଜୟ ମା ଲକ୍ଷ୍ମୀ ❤ ଏତିକି ପ୍ରାର୍ଥନା ପ୍ରଭୁ ଜଗନ୍ନାଥ ପାଖରେ ❤ ଜୟ ମା ଲକ୍ଷ୍ମୀ ଜୟ ମା ଲକ୍ଷ୍ମୀ ❤
Best bhajana never in earlier. Many Many thanks to composer and singer.
.mindblowing heart touching singing I love it
ବହୁତ ଦିନ ପରେ ଏକ ହୃଦୟସ୍ପର୍ଶୀ ଓଡ଼ିଆ ଭଜନ ଶୁଣିବାକୁ ମିଳିଲା ।
Jay Jagannath maha Prabhu mor family ro au mor sukho Shanti ferai dei pobhu
Beautiful devotional song.
Mind blowing jagarnnath Bhajan.
ହେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଆପଣଙ୍କ ଲୀଳା ଅପରମ୍ପାର।
ଜୟ ଜଗନ୍ନାଥ ମହାପ୍ରଭୁ
He pravu mo jibana ru sabu samasya ku dura kara.
Jai jagannath ji 🥰❤️🙏 jai nilamadhaw bhagwan shree hari krishna jagannath Swami ji 🚩❣️🚩🥰🥺🙏❣️🚩
Lwlcvyk poo oo
ମୋ ମହାପ୍ରଭୁ ବହୁତ ସୁନ୍ଦର ଦେଖା ଦେଖାଯାଉଛୁ
ମୋ ମାଆ ଦେହ ଭଲ କରି ଦିଅ
Prabhu samastanku khusire rakhantu Jay shree jagannath 🙏🙏🙏
Jay Sri Jagannath namaste 🙏
Very beautiful voice & very nice bhajan 🙏
Superb song
ଜଗନ୍ନାଥ କଦୟା ଥାଉ ତୁମକୁ ମୁଁ ବଂଚି ଥିବା ଜାଏ ତୁମର ଭଜନ ସୁଣୁଥିବି 😢😢😭😭🙏🙏