Sei Sita Sakala | Odia romantic | Karunakar | J.P Mahanty | Old Song I Sarat Nayak | Sabitree Music

แชร์
ฝัง
  • เผยแพร่เมื่อ 6 พ.ย. 2016
  • Melodious odia romantic song titled Sei Sita Sakala wrttien by Veteran Odia Lyricist Arun Mantri sung by Karunakar Music by Sarat Nayak from Music Album Sei Sita Sakala of Sabitree Music. It's a one of the most papular song in odia musical market.
    Title: Sei Sita Sakala
    Singer: Karunakar
    Album: Sei Sita Sakala
    Lyricist: Arun Mantri
    Music By : Sarat Nayak
    Artist : Ashrumochan & Deepak
    Visual Director : Jaya Prakash Mahanty
    Music Label: Sabitree Music
    #sabitreemusic #SeiSitaSakal #oldisgold #karunakar #SaratNayak
    #arunmantri #JPMohanty #Asrumochan
    For more Superhit Odia Videos, Plz Subscribe to our Channel
    / sabitreemusicodia
  • เพลง

ความคิดเห็น • 783

  • @dinabandhupadhi9079
    @dinabandhupadhi9079 2 หลายเดือนก่อน +17

    ଗାଁ ସବୁବେଳ ପାଇଁ ଗାଁ🥰🥰🥰💐💐💐💐... ଆଜିବି ଏ ଗୀତ କିଏ ଶୁଣୁଛନ୍ତି କୁହନ୍ତୁ🙋🏻‍♂️🙋🏻‍♂️🙋🏻‍♂️🙋🏻‍♂️🙋🏻‍♂️

  • @lipankumar2.0292
    @lipankumar2.0292 5 หลายเดือนก่อน +61

    କେଉଁ ଭାଇ ଭଉଣୀ ମାନେ ୨୦୨୪ ରେ ଏହି ଗୀତ ଶୁଣୁଚ ଟିକେ କହିଲେ ❤

  • @subashnayak4611
    @subashnayak4611 2 ปีที่แล้ว +205

    ସତରେ ଗାଁ ର ପରିବେଶ କୋଉଠି ବି ମିଳିବନି ଶୀତ ହଉ କି ଖରା କି ବର୍ଷା। ଏ ଋତୁ ର ମଜା କେବଳ ଗାଁ ରେ ହିଁ ମିଳିଥାଏ। ଯିଏ ଗାଁ ରେ ଜନ୍ମ ସେ ହିଁ ଜାଣିଚି। । ଏସବୁ ସ୍ମୃତି ହେଇ ରହି ଯାଏ। ଭଗବାନ୍ ଙ୍କୁ ମୋର ଏତିକି ଧନ୍ୟବାଦ୍ ଜେ ମୋତେ ଗାଁ ରେ ଜନ୍ମ ଦେଇ ଛନ୍ତି।🍀🌴🌾🌴

  • @raghabkumar9592
    @raghabkumar9592 หลายเดือนก่อน +5

    ବହୁତ ସୁନ୍ଦର ଗୀତ ,ଆମ ଗାଁ ର ସେଇ ପୁରୁଣା ରୂପ କୁ ମୋ ର ମନେପକେଇ ଦେଲା ପୁଣି ଥରେ ,ଧନ୍ୟବାଦ ଏ ଗୀତ ଯିଏ ଲେଖିଛନ୍ତି ଆଉ ଯିଏ ଆମ ପାଖରେ ପହଂଚାଇଲେ

  • @ranjanpanda989
    @ranjanpanda989 7 หลายเดือนก่อน +12

    ଛୋଟ ବେଳେ ସପନ ରେ କୋଠାଘର, ମଟରସାଇକେଲ୍, ସହର ଭଲ ଲାଗୁଥିଲା,,
    ଆଜି ହକିକତ ରେ ସବୁ ପାଇଲା ପରେ ଲାଗୁଚି ଏ ଗୋଡା କେବଳ ସ୍ଵପ୍ନ ରେ ଭଲ ଲାଗେ..
    ଭଲ ଥିଲ, ମୋ ଚାଳଛାପର, ଭଲ ଥିଲା ମୋ ଶଗଡ଼ ଗାଡି. ଆଉ ମୋ ଧୂଳି ଧୂସର ମାଟି ର ଗାଆଁ..
    ସତ ରେ ବହୁତ୍ ମନେ ପଡେ ମୋ ଗାଁ ର କଥା.. ମୋ ମାଟି ର କଥା....

  • @minatirout7523
    @minatirout7523 2 หลายเดือนก่อน +6

    ବହୁତ ସୁନ୍ଦର ଗୀତ ଟି ନା ମନେପକାଇ ଦଉଚି ସେଇ ପିଲାଦିନ ର କଥା 🙏🙏😭😭😭ପୁଣୀ ଫେରି ଆସନ୍ତା କି 😭😭👍👍

  • @vladimirlenin..russianprem5616
    @vladimirlenin..russianprem5616 4 ปีที่แล้ว +40

    ଆମ ଓଡିଶା ର ପ୍ରତିଟି ଗାଁ ଏହି ପରି.
    ଆମେ ଓଡି଼ଆ..ଆମ ଭାଷା ସବୁଠୁ ବଢିଆ.

  • @yashkant47Raja
    @yashkant47Raja ปีที่แล้ว +51

    ଏହି ଗୀତ ଶୁଣି ମୁଁ ବୋହୁତ ଏମୋଷ୍ଣଲ ହୋଇ ଗଲି 😔😔 ଏବଂ ଏହି ଗୀତ ଶୁଣି ମୋ ଆଖି ରୁ ଲୁହ ବୋହୂ ଛି 😔🥺ଏବଂ ଏହି ପରି କାହା ର ହେ ଉ ଛି comment kara

    • @ODIABHAJANS-sq3dn
      @ODIABHAJANS-sq3dn 10 หลายเดือนก่อน

      Mati maa ku shraddha Karu thiba loka ra ebhili dasa hua. Dhanya bad

  • @Poeticheart493
    @Poeticheart493 2 ปีที่แล้ว +60

    ସତରେ ଏ ଗୀତ ଶୁଣିଲେ ଭାବୁକ ହୋଇ,ହଜି ଯାଏ ସେ ଅତୀତର ଅଭୁଲା ସ୍ମୁତିରେ.....❤️❤️❤️❤️❤️❤️

  • @rajesh99110
    @rajesh99110 10 หลายเดือนก่อน +6

    ସେ ପିଲା ବେଳର ଗାଁ ଆଉ ଏବେ କା ର ଗାଁ ଭିତରେ ବହୁତ କିଛି ବଦଳିଯାଇଛି ,ଗାଁ ରେ ସେ ମିଠା ଆଉ ନାହିଁ ସବୁ ବଦଳି ଯାଇଛନ୍ତି ସମୟ ସ୍ରୋତରେ

  • @arupkumardas3099
    @arupkumardas3099 4 ปีที่แล้ว +47

    ଓଃ କେତେ ସୁନ୍ଦର୍।
    ମୋ ଗାଁ ଠିକ୍ ଏହି ଭଳିଆ। କେତେ କଥା ସବୁ ମନେ ପଡିଗଲା ସାଙ୍ଗେ ସାଙ୍ଗେ।

    • @sunilnath3572
      @sunilnath3572 2 ปีที่แล้ว

      Tuma gaon kauthi arup babu

    • @arupkumardas3099
      @arupkumardas3099 2 ปีที่แล้ว

      @@sunilnath3572 Bhadrak

    • @sunilnath3572
      @sunilnath3572 2 ปีที่แล้ว +1

      🙏❤️🙏❤️ JAY BABA AARADI NKARA JAY HEU ❤️🙏❤️🙏❤️

  • @biswajitbiswajit4202
    @biswajitbiswajit4202 2 ปีที่แล้ว +10

    Such a beautiful song .. ସତରେ ଏ ଗୀତ ସୁଣିଲାପରେ ପିଲା ଦିନ ର କିଛି ସ୍ମୃତି ମାନେ ପଡ଼ିଲା ଆଉ ଆଖିରେ ରେ ଲୁହ ଆସିଗଲା । ସତରେ ଗାଁ ରେ କିଛି ବାସ୍ନା ଅଛି ମୁଁ ଯୋଉଠି ରୁହେ ମୋ ଗାଁ କଥା ମନେ ପଡେ।।।।।।।

  • @bikashparida1369
    @bikashparida1369 ปีที่แล้ว +7

    ଏ ଗୀତ ଆଉ ଭିଡିଓ ମୋତେ ପିଲା ଦିନ କଥା ଆମ ଗାଁ ଆମ ନଈ କୁଳ କଥା ମନେ 😢 ପକେଇ ଦେଲା। ମୋତେ ଭାବୁକ କରିଦେଲା । ମୋ ଆଖିରେ ଏବେ ଲୁହ 😢😢।

    • @sunilnath3572
      @sunilnath3572 3 หลายเดือนก่อน

      କଉଠି ତୁମ ଗାଁ ଭାଇ

  • @geetanjalisethi9772
    @geetanjalisethi9772 3 ปีที่แล้ว +39

    ନା ମୋର ଗାଁ ଅଛି ନା ମୁଁ ଗାଁ ରେ ଜନ୍ମ,ସାଙ୍ଗମାନେ ଯେତେବେଳେ ଖରା ଛୁଟିରେ ତାଙ୍କ ଗାଁ କୁ ଯାନ୍ତି,ଗାଁ ରୁ ଫେରି ଗାଁ ରେ କ'ଣ କଲେ କୁହନ୍ତି ,
    ମତେ ଯେତେବେଳେ ପଚାରନ୍ତି ମୋ ପାଖେ ଉତ୍ତର ନଥାଏ । କିନ୍ତୁ ମୁଁ ଏସବୁ ଅନୁଭବ କରିପାରେ ଯେତେବେଳେ ମାମୁଁ ଘର ଗାଁ କୁ ଯାଏ ।ଭାବବିହ୍ଵୋଳ ହୋଇଯାଏ ଗୀତଟି ଶୁଣିଲେ ।😒

  • @nabinkumar8181
    @nabinkumar8181 5 ปีที่แล้ว +81

    ଆଖି ରେ ଲୁହ ଦେଲା ଭଳି ଗୀତ, ଏ ଗୀତ ଶୁଣିଲେ ଗାଁ କଥା ଓ ପିଲା ଦିନ କଥା ମନେ ପଡେ,ଧନ୍ୟବାଦ ସାର୍

  • @sagarsingh-lj9fi
    @sagarsingh-lj9fi 8 หลายเดือนก่อน +4

    ସହର ରେ ରହି ଆଜି ମୋତେ ଗାଁ ଯିବା ପାଇଁ ବୋହୁତ ଇଚ୍ଛା ହେଉଛି କିନ୍ତୁ ଟଙ୍କା ପାଇଁ ଆଜି ମୁଁ ନିଜ ପାଖରେ ବନ୍ଧା ପଡିଛି 😢

  • @princechiku4794
    @princechiku4794 ปีที่แล้ว +7

    ପୂର୍ବ କଥା ବହୁତ୍ ମନେ ପଡ଼ୁଚି ଛୋଟବେଳେ କି ମଜା😢😢😢

  • @RSENGLISHCLASSES
    @RSENGLISHCLASSES 6 ปีที่แล้ว +14

    Ehivali Gita sabubele puruna smrutiku manepakeidiye.....
    Really it is ❤️ touching

  • @premdarsan2149
    @premdarsan2149 4 ปีที่แล้ว +43

    Stress relief madicine from the work pressure of life in the city....

    • @BinodKumar-ti7vh
      @BinodKumar-ti7vh 2 ปีที่แล้ว +1

      So qut sang most most beautiful 💕 lovely

  • @subhranshusekharsamal8916
    @subhranshusekharsamal8916 ปีที่แล้ว +7

    ପଲ୍ଲୀ ଜୀବନ ସର୍ବଦା ମଧୁର।

  • @odiaclasses96
    @odiaclasses96 6 ปีที่แล้ว +59

    Satare.... Emiti Gita dekhile Mana ku bahut Santi lage

  • @Raja-mp8de
    @Raja-mp8de 2 ปีที่แล้ว +3

    Au emitia gita kain au asuni... suni mana khusi heigala... mo gaan Dhuleswar Cuttuck katha manepadigala.. se Gaan mati.. se Barsa... se Nai pani... se Raja pana... I missed it alot.. Thank 🙏you for beautiful song.. love from Saudi Arabia🇸🇦

  • @lipanswain413
    @lipanswain413 2 ปีที่แล้ว +17

    This Odia song has a special feeling when ever u listen ..... Rly very heart touching .... Also this remind me my childhood...1900 kids miss this definitely....no doubt.

  • @anuskamahapatra55
    @anuskamahapatra55 ปีที่แล้ว +1

    ମୋ ଶାଶୁଘର area ସବୁ ଯେବେ ମାଣବସାଇବାକୁ ବୁଧବାର ଦିନ ଯାଏ ଦ୍ୱିପ୍ରହରେ ବହୁତ୍ enjoey କରେ ଏ ଦୃଶ୍ୟ କୁ

  • @anupamjena8416
    @anupamjena8416 9 หลายเดือนก่อน +2

    ସତରେ ଗାଁ ର ପରିବେଶ କୋଉଠି ମିଳିବନି
    ଯିଏ ଗାଆଁ ରେ ଜନ୍ମ ସେ ହିଁ ଜାଣିଚି

  • @Sipunbera8860
    @Sipunbera8860 3 ปีที่แล้ว +20

    This song beautifully shows the difference between village life and city life ...and village life is the best❤️🙏

  • @RanjanSundaray-ty4vf
    @RanjanSundaray-ty4vf 9 หลายเดือนก่อน +1

    ଶୀତ, ଖରା, ବର୍ଷା ଯେଉଁ ଦିନ ହେଉ ପଛେ ସବୁବେଳେ ଗାଁ ପରିବେଶ ନିହାତି ଅଲଗା ଲାଗେ ।ଏକାଠି ବସି ପଖାଳ ଖାଇବା , ଶୀତ ଦିନେ ଖରା ପୋଇଁବା, ବର୍ଷାରେ ଭିଜି ଭିଜି ଆସିବା ସେ ଯେଉଁ ମଜା ସବୁବେଳେ ଗାଁ ପରିବେଶ ନିହାତି ଅଲଗା ଅଲଗା ଲାଗେ ।ଗାଁ ରେ ଯୋଉ ଭାଇଚାରା ଅଛି ତାହା ସହରରେ mileni ।ସୁନ୍ଦର୍ ଗୀତଟିଏ ।

  • @gudusvegworld38
    @gudusvegworld38 5 ปีที่แล้ว +122

    ମୋ ଗାଁ ସବୁଠୁ ନିଆରା,ତା'ର ପ୍ରତିଟି ସ୍ମୃତି ଆଜି ବି ମନ ଭିତରେ କୁହୁଳି କୁହୁଳି ଜଳେ ଆଉ ଅମାନିଆ ଲୁହ ଆଖିରୁ ଝରିଯାଏ ||

  • @filmymaza5830
    @filmymaza5830 4 ปีที่แล้ว +11

    The best part of the modern society is to capture all the memories on one click... but this society can't back my real memory .... In this lockdown all migrants can feel that our motherland is only the safe place in the whole world ....

    • @arcreation796
      @arcreation796 4 ปีที่แล้ว

      Your describes is too good 😍👌👍

  • @pujaranitarai1233
    @pujaranitarai1233 2 ปีที่แล้ว +12

    Every word of song and scenery I can imagine while listening to this song.. Such a true n memorable song and lyrics.... 😭😭😭😭😭😭miss my childhood

  • @anuvlogs2811
    @anuvlogs2811 ปีที่แล้ว +2

    ବହୁତ ବଢିଆ ଗୀତ ଆଜି ମୋ ଗାଁ କଥା ମନେ ପଡିଗଲା ..😊😊

  • @sibunkumarpatra8580
    @sibunkumarpatra8580 7 ปีที่แล้ว +11

    really maindblowing song..... Love u ODISHa ....I miss u my village..😩😩😩

  • @sureshbai696
    @sureshbai696 5 ปีที่แล้ว +17

    This song brings tear in my eyes

  • @papu230
    @papu230 4 ปีที่แล้ว +14

    ଚାଲ ଗାଁକୁ ଯିବା ଫେରି🏞️🚶
    ଏହି ଗୀତ ଶୁଣିଲା ପରେ ମୋ ଗାଁ ରେ ଛୋଟ ବେଳେ କଟି ଥିବା କଥା ମନେ ପଡ଼ିଲା । ସତରେ ଗାଁ ରେ ଏବେ ବି ସେହି ଛୋଟ ବେଳର ସ୍ମୃତି ଏବେ ବି ମନେ ଅଛି
    *Really So nice heart touching Sông* ❤️👌❤️👌

  • @sureshlenka7066
    @sureshlenka7066 5 ปีที่แล้ว +26

    Last 3 year's I'm in a Bangalore.. but every moment I miss to my village...🙏🙏

  • @bhagirathisahoojaga.garadh498
    @bhagirathisahoojaga.garadh498 ปีที่แล้ว +3

    ସବୁଠୁ ଭଲ ସୁନ୍ଦର ଶାନ୍ତି ଲାଗେ ମୋ ଗାଁ

  • @sushantchhatar9598
    @sushantchhatar9598 ปีที่แล้ว +1

    ମୋ ଗାଁ କଥା ଶୁଣି ମୁଁ ବହୁତ ଖୁସି ହୋଇଗଲି, ସତରେ ତମେ ବହୁତ୍ ସୁନ୍ଦର୍ ପରିବେଷଣ ଧନ୍ୟବାଦ୍ ଆଜ୍ଞା।❤❤❤

  • @pradeepshub4076
    @pradeepshub4076 2 ปีที่แล้ว +5

    This song brings tears on my eyes...
    I love my village ❤♥💕💓💗

  • @tapanrout4138
    @tapanrout4138 6 ปีที่แล้ว +8

    Mind blowing.l want more such type of composition.

  • @santoshsamantaray1773
    @santoshsamantaray1773 4 ปีที่แล้ว +10

    The memorie of childhood has become fresh.. I love this song

  • @shreemanakhadua4605
    @shreemanakhadua4605 ปีที่แล้ว +1

    ଗାଁ ସେ ଅନନ୍ୟ,ତାର ତୁଳନା ନାହିଁ,ତା ପାଖରେ ମିଳୁଥିବା ସୁଖ ଜଗତେ ନାହିଁ ।

  • @amitdas817
    @amitdas817 7 หลายเดือนก่อน +1

    କେତେବେଳଏ ଗାଁରେ ଜଦିଓ ଘରେ କିଛି ବୀ ତରକାରି ପାଂଇ ନଥାଏ ପଡିସା ଘର ବାଡି କି ଗାଁର ପୋଖରୀ ଆମ୍ଭର ସାହା ଭରସା .....ଆମ୍ଭର ଆ ଠାରୁ ଆନନ୍ଦ କଣ। ..........

  • @abhishekbhattacharya5725
    @abhishekbhattacharya5725 ปีที่แล้ว +2

    ମୋତେ ମୋ ଗାଁ ଆହାରପଦା କଥା ମନେ ପଡୁଛି, ଭଦ୍ରକ ଜିଲ୍ଲା ର ଏକ ସୁନ୍ଦର ଗାଁ।

  • @advocatesubhalaxmi.mohanty8796
    @advocatesubhalaxmi.mohanty8796 6 ปีที่แล้ว +11

    Those days unforgettable thanks for uploading

  • @swarnaprabhadiwedi4787
    @swarnaprabhadiwedi4787 2 ปีที่แล้ว +4

    Wonderful lirics,brilliant singing, heart touching singing 💐😀🙏

  • @alokray39
    @alokray39 4 ปีที่แล้ว +1

    Ae duniare sabuthu adhika khusi mile thaye se heuchi mo ganna jaha ki ae duniaa re kouthi Milena au se chota ganna re ruhanti mo bapa au maa 🙏🙏

  • @ashishkumarmaharana143
    @ashishkumarmaharana143 3 ปีที่แล้ว +2

    I Miss You My Village ଦରୀ ❤️❤️❤️❤️

  • @rajeswarigiri3593
    @rajeswarigiri3593 5 ปีที่แล้ว +1

    Emti gita au sunibaku milunahi.pila bele hi emti gita suna jauthila jaha aji kali kehi sunu nahanti.Gan ra pratiti katha mana ku chhuen. Mate ei gita ti bahut bhala lage. Mora ta pila bela katha mane padigala. 😊😊😊

  • @pradiptakumar272
    @pradiptakumar272 4 ปีที่แล้ว +1

    Jete kahilebi kam padiba really reallyy verry beautiful song

  • @suniljena9773
    @suniljena9773 4 ปีที่แล้ว +5

    Satare😢 kete dure rahile b gaon re rahibara maza Bahut alaga

  • @rajkishorehembram706
    @rajkishorehembram706 7 ปีที่แล้ว +11

    I 've grow up by listing this great song

  • @pravashkumardash643
    @pravashkumardash643 6 ปีที่แล้ว +3

    awesome..song..tear comes to eyes...when u miss ur village by staying in city...!!!

  • @dr.golakabehariacharya6072
    @dr.golakabehariacharya6072 3 ปีที่แล้ว +4

    One of the best captivating songs best written, best choreographed and best enacted ....

  • @shivaramkbehera3613
    @shivaramkbehera3613 ปีที่แล้ว

    ସମସ୍ତେ ନିଜ ଗାଁ କୁ ଆମ ଓଡ଼ିଆ ଭାଷା କୁ ଭୁଲ ନାହିଁ ଆମେ ଓଡ଼ିଆ ସବୁଠୁ ବଢିଆ ଆମ ଭାଷା ଆମ ମାଟି କୁ ଭୁଲ ନାହିରେ ଭାଇ କେତେ ଦୂର କୁ ଗଲେବି ଭୁଲ ନାହିଁ

  • @BimalOdisha
    @BimalOdisha ปีที่แล้ว

    ଅରୂଣ ମନ୍ତ୍ରୀ - ଶରତ ନାୟକ - କରୁଣାକର = ସଂଗୀତର ଏକ ଅନନ୍ୟ ସଂଯୋଗ

  • @sarojkumarbisoyi7746
    @sarojkumarbisoyi7746 3 หลายเดือนก่อน +1

    ଏ ସହରେ ଫୁଲ ନାହିଁ,
    ପ୍ରଜାପତି ଉଡ଼େ ନାହିଁ।

  • @fundamentalhub922
    @fundamentalhub922 ปีที่แล้ว

    ଆଗାୟଂ ଏହି ଗୀତ ଟି ମୋ ଛୋଟ ବେଳ କଥା ମନେ ପକାଇ ଦିୟ। ସତ କହିବାକୁ ଗଲେ ମୋର ଜନ୍ମ ର ୮/୧୦ ପର୍ଯ୍ୟନ୍ତ ପରିବେଶ ଥିଲା। ଟିକେ ପୂର୍ବରୁ ଜନ୍ମ ହେଇଥିଲେ ସବୁ ଉପୋଭ୍ଗ କରିଥାନ୍ତି।ମୋ ଜେଜେ ଗଲା ପରେ e ଗୀତ ମୋତେ ବହୁତ୍ କଷ୍ଟ ଦିଆ । ମୋ ଗାଁ ଏକ ବିଶେଷ ଗାଁ
    Thanks a lot to make this beautiful lyrics and video

  • @tribikrampati7859
    @tribikrampati7859 5 ปีที่แล้ว +5

    Old is Gold ati sundar 👌🏼👌🏼

  • @BhumijKola8683
    @BhumijKola8683 5 ปีที่แล้ว +5

    Heart touch song. Nice, very beautiful.

  • @swarnnalatabehera1162
    @swarnnalatabehera1162 24 วันที่ผ่านมา

    Mo gann ku mu bahut miss karuchi😂😂😂😂

  • @sunilnath3572
    @sunilnath3572 2 ปีที่แล้ว

    🌹❤️🌹 BAHUT SUNDAR GITA GAON KU NEI 🌹❤️🌹

  • @jyotsnarani3824
    @jyotsnarani3824 9 หลายเดือนก่อน

    Satare e song sunila belaku ate khusi laguci ganra pila bela kataa Mane paduci

  • @saraswataprajnaray8061
    @saraswataprajnaray8061 5 ปีที่แล้ว

    Oho.. Bahut miss karuthili... Emiti song asuni.... Awesome

  • @jitendrapanda2980
    @jitendrapanda2980 9 หลายเดือนก่อน

    Besi kichhi kahibini🙏
    Bhagbaan nku etiki maguchi 👍
    Janma heichi gaan re au mrutyu bele gaan re hi mo marana hau🙏
    Jaha sukha dukha ra hisab mora mo gaan re hau😢😢😢

  • @mantuchowdhury7958
    @mantuchowdhury7958 4 ปีที่แล้ว +4

    Missing my childhood loving memories & my native land alot...
    🙏🙏🙏🙏

  • @pabitramohangayen6338
    @pabitramohangayen6338 4 ปีที่แล้ว

    Sundar song. Mo gaon katha o pila bela bela katha mane padigala

  • @akhilkumarmohanty6776
    @akhilkumarmohanty6776 4 หลายเดือนก่อน +1

    ଏଗିତରେ ଗାଁ ର ବାସନା ଅଛି

  • @jpnayak4364
    @jpnayak4364 5 ปีที่แล้ว +1

    Actually odisha. , Aau odisha Ra pratiti gaon bhai e duniya Ra aau kaunashi b gaon b nahin.

  • @banamalibehera9430
    @banamalibehera9430 2 ปีที่แล้ว +1

    How sweet voice of Karunakar Babu with
    Best lyric god bless him may live up to
    100 yr above.

  • @biswajeetmallick6366
    @biswajeetmallick6366 5 หลายเดือนก่อน

    Wow super ❤️💓😍 beautiful old is gold ❤❤I like you songs I like it voice ❤❤ good bless you ❤️😘💝💖

  • @asifsinghpradhan3704
    @asifsinghpradhan3704 หลายเดือนก่อน

    Good song & voice ❤
    Au abe himanshu bala pila ra songs 3 th class

  • @trinathbehera7989
    @trinathbehera7989 6 ปีที่แล้ว +3

    Thank you for remember childhood.Beautiful song

  • @akshdas790
    @akshdas790 ปีที่แล้ว

    Bahut mane pade chhhote bela katha i miss you childhoods

  • @priyabratabiswal9999
    @priyabratabiswal9999 9 หลายเดือนก่อน

    This is one and only ...this masterpiece never be created again...... it makes a feel of native always.....

  • @sanjibkumarsahoo8324
    @sanjibkumarsahoo8324 3 ปีที่แล้ว +1

    Village structure has been changed in the impact of modern way of life style of people... earlier village community was best in campaired to morden .

  • @Ajaykumarpradhan827
    @Ajaykumarpradhan827 2 ปีที่แล้ว +1

    I miss my village 😭😭satare ea sahara re kichibi nahi mo gan. Mo kehata thu badhike ea duniare kichi badanahi🥺🥺

  • @ms_roadways_025
    @ms_roadways_025 9 หลายเดือนก่อน

    Are he Ama lokanatha bus re !-! Banki to Cuttack

  • @sahuarun6772
    @sahuarun6772 3 ปีที่แล้ว

    Pura thik bhai akhiru luha asijae gam katha sahare bhabile

  • @jitendrabehera1234
    @jitendrabehera1234 7 ปีที่แล้ว +7

    Thanks for this song
    I miss you my village

  • @ranjeetkumarnahak7129
    @ranjeetkumarnahak7129 4 ปีที่แล้ว +4

    Excellent song..mind blowing..

  • @IS-SahilSwain
    @IS-SahilSwain 3 ปีที่แล้ว

    Aji mo village katha mane padigala bahut kanda lagila. Sanga sathi katha mane padila

  • @SubhasishM-jz1zm
    @SubhasishM-jz1zm 13 วันที่ผ่านมา

    କିଏ କିଏ ୨୦୨୪ ରେ ଦେଖୁଛ ❤

  • @pujaranitarai1233
    @pujaranitarai1233 2 ปีที่แล้ว +1

    😭😭😭😭memory,. Mo gaon 😭😭😭😭😭😭☹️

  • @banamalibehera9430
    @banamalibehera9430 2 ปีที่แล้ว

    Singer karunakar babu I am very please
    tolisten this extra ordinary song. God
    bless you for ever.

  • @onlydiffenceboys960
    @onlydiffenceboys960 7 หลายเดือนก่อน

    samaya ra sua re duniya ate agaku chali jaichhi je pachha katha bhabile satare akhiru luha chali asuchi❤❤😥😥
    👇

  • @sundharamaodisha3417
    @sundharamaodisha3417 4 ปีที่แล้ว +3

    That song is filling up the childhood..mumentes

  • @sibaprasaddalabehera9294
    @sibaprasaddalabehera9294 4 ปีที่แล้ว +4

    I love my village and my janmabhumi odisha. Village is heaven.

  • @sureshbarik103
    @sureshbarik103 4 ปีที่แล้ว +2

    Very nice.andbeautiful

  • @babunibabuni592
    @babunibabuni592 3 ปีที่แล้ว

    Satare heart touching song.chanhilebi aou piladina feriparibani

  • @abhiseknayak4208
    @abhiseknayak4208 4 ปีที่แล้ว

    Really... Gaon re smruti ku kebe bhuli habani.. Ame jete saharare rahile bi gaon ku kebe bhuli habani

  • @PRAMODKUMAR-ol7gj
    @PRAMODKUMAR-ol7gj 7 ปีที่แล้ว +80

    ଭାଇ ଏ ଗୀତ ମୁ ବହୁଦିନ ହେଲା ଖୋଜୁ ଥିଲି....ଯାହା ହେଉ ଆଜି ମିଳିଲା 💕💕

  • @SaurabhAnupamSahu
    @SaurabhAnupamSahu 2 ปีที่แล้ว

    Superb ... #SaurabhAnupamSahu

  • @lijan.jaganvlogs
    @lijan.jaganvlogs 3 ปีที่แล้ว

    Bahut kasta dauchhi e gita.... bahut ସ୍ମୃତି mane pakei dauchhi.... satare ଗାଁ ଆଉ ଗାଁ ପରିବେଶ ବହୁତ ସୁନ୍ଦର କିନ୍ତୁ ଏ ସବୁ ସୁଖ ଆଉ ଗାଁ ରେ ନାହିଁ... ବହୁତ କଷ୍ଟ ଦଉଛି ଏ ଗୀତ.... ଆମେ କଣ ସେତେବେଳ ଗାଁ କୁ ଫେରି ପାରିବ ନାହିଁ.... ଚେଷ୍ଟା କଲେ ନିଶ୍ଚେ ହବା...

  • @bichitrapadhy8592
    @bichitrapadhy8592 6 ปีที่แล้ว +5

    hearful congrats to all team

  • @manoranjanmullick3487
    @manoranjanmullick3487 ปีที่แล้ว

    Mo gan odisha 💚💛❤️ Jay jagannath

  • @luckynayak1493
    @luckynayak1493 5 ปีที่แล้ว +3

    I definitely miss my village always..
    #jeebanjyoti

  • @user-ho5lz4sm1g
    @user-ho5lz4sm1g ปีที่แล้ว +1

    ବହୁତ୍ ସୁନ୍ଦର୍ ଗାଆଁ ଗୀତ

  • @gobinda2728
    @gobinda2728 2 ปีที่แล้ว

    No1 song in odisha ..... ଆମ ଗାଁ ରେ ସବୁ ଅଛି .....

  • @mehenditips5328
    @mehenditips5328 3 ปีที่แล้ว

    This is my favorite song ମୁ ଏଇ song ବୋଲି 1st ହେଇଛି

  • @haipurparmit1837
    @haipurparmit1837 4 ปีที่แล้ว

    Gaon Se Bada Koi Nahin maa sea koi Nahin Hai Mera Dharti Mera Odisha mera maa mera odisha