Jibanku Kiaba Bharasa || Odia Bhajan || Full Video || Sarat Nayak || Pankaj Jal || Sabitree Music

แชร์
ฝัง
  • เผยแพร่เมื่อ 16 ก.ค. 2018
  • Enjoy this melodious and spiritual Odia Bhajan Jibanku Kiaba Bharasa from Sabitree Music. The bhajan is sung by popular odia singer Pankaj Jal, music Sarat Nayak and lyrics are written by veteran writers Bajaya Malla and Arun Mantri.
    Title: Jibanku Kiaba Bharasa
    Album: Odia Bhajan
    Singer: Pankaj Jal
    Lyrics: Bajaya Malla & Arun Mantri
    Artist : Kuna Tripathy & others
    Banner: Sabitree Music
    For more Superhit Odia Videos, Plz Subscribe to our Channel
    / sabitreemusicodia
  • บันเทิง

ความคิดเห็น • 3.9K

  • @LKkoraputia-xz5eh
    @LKkoraputia-xz5eh 23 วันที่ผ่านมา +15

    2024 ରେ ଏହି ଗୀତ କିହେ କୀହେ ଶୁଣୁଚ ❤❤❤❤❤ Jay shree jagannath

  • @AyushKumar-hr4cw
    @AyushKumar-hr4cw ปีที่แล้ว +124

    ଗୀତ ମାଧ୍ୟମ ରେ ଆମର ଜୀବନ ଓ ଚଲାପଥ ଦେଖେଇ ଥିବାରୁ ବହୁତ୍ ଧନ୍ୟବାଦ୍ , ଏହୀ ଭଳି ଗୀତ ଗୋଟେ ଖରାପ ମଣିଷ କୁ ଭଲ ମଣିଷ କରି ଦେଇ ପାରେ , ଅତି ସୁନ୍ଦର୍ ଭାବେ ବର୍ଣ୍ଣିତ ହେଇଚି ,

    • @Soumya_Hota
      @Soumya_Hota 8 หลายเดือนก่อน +13

      👍 right

    • @narayandalai9799
      @narayandalai9799 5 หลายเดือนก่อน +10

      ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️

    • @arjungouda4204
      @arjungouda4204 4 หลายเดือนก่อน

      ❤❤​@@narayandalai9799

    • @sushantromeo.7789
      @sushantromeo.7789 4 หลายเดือนก่อน +3

      Right

    • @SureshMeher-fe4wm
      @SureshMeher-fe4wm 4 หลายเดือนก่อน +1

      ❤❤❤❤​@@Soumya_Hota

  • @user-xd1ji5bs3e
    @user-xd1ji5bs3e 27 วันที่ผ่านมา +3

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ❤❤❤

    • @user-gd2vr1ux7c
      @user-gd2vr1ux7c 9 วันที่ผ่านมา

      Please 🙏 search 🔍 kijiye 👉 sudarshan Mishra ❤

  • @CartoonWale_Baba
    @CartoonWale_Baba ปีที่แล้ว +168

    ସକାଳୁ ଉଠି ଏହି ଗୀତ ଟି ଶୁଣିଲେ ମନ ଭରି ଯାଏ ❤️🙌🏻 ଜୟ ଜଗନ୍ନାଥ 🙏🏻🙏🏻

    • @ashwiniswain8755
      @ashwiniswain8755 ปีที่แล้ว +14

      Mindblowing

    • @user-nd4wl6qi5n
      @user-nd4wl6qi5n 2 หลายเดือนก่อน

      ,n😂😙;;c

    • @AKSHAYMALLICK-bb5kc
      @AKSHAYMALLICK-bb5kc 2 หลายเดือนก่อน +7

      😊😊😊😊😊😊😊😊😊😊😊😊😊😊😊😊😊

    • @user-dw1hq8wt9r
      @user-dw1hq8wt9r 2 หลายเดือนก่อน +3

      Sata re friend

    • @user-kz1sz8xo4g
      @user-kz1sz8xo4g 2 หลายเดือนก่อน

      😊😊😊😊​@@ashwiniswain8755

  • @jallypuja3650
    @jallypuja3650 4 หลายเดือนก่อน +81

    2024 re aei kie sabu sunucha like gote

    • @Vlenka607
      @Vlenka607 2 หลายเดือนก่อน +9

      2024 may 15 2.38 am re mu play karuchi ma pare kia Sunile like kara

    • @jkjeeban
      @jkjeeban 4 วันที่ผ่านมา

      Kou dina marijiba bhai kali juga chalichi bujhi ba pai pai try jara 🥺​@@Vlenka607

  • @mr.ankit.8
    @mr.ankit.8 26 วันที่ผ่านมา +9

    କେହି ରହିବନି ରହିବେ ନାହିଁ ଟି
    ଏ ଭବରଙ୍ଗ ଭୂମିତଳେ,
    ସର୍ବେ ନିଜ ନିଜ ଅଭିନୟ ସାରି
    ବହୁଡ଼ିବେ କାଳ ବଳେ ।🙏

    • @user-gd2vr1ux7c
      @user-gd2vr1ux7c 9 วันที่ผ่านมา

      Please 🙏 search 🔍 kijiye 👉 sudarshan Mishra ❤

  • @sagarkumarsahoo777
    @sagarkumarsahoo777 ปีที่แล้ว +88

    ପ୍ରତେକ ଓଡ଼ିଆ ଏହି ଗୀତ କୁ ଶୁଣିବା ଦରକାର।ଏବଂ ନିଜ ସମସ୍ତ ଭୁଲ କୁ ବୁଝିକରି ସୁଧାରିବା ଦରକାର । ଏଇ ଘୋର କଳିଯୁଗ ର ପାପ ମାୟା ରୁ ମୁକ୍ତ ହେବାର ଚାବିକାଠି ଏହି ଗୀତ । ❤

    • @prashantasahu3000
      @prashantasahu3000 2 หลายเดือนก่อน +2

      Good answer ❤

    • @user-gd2vr1ux7c
      @user-gd2vr1ux7c 9 วันที่ผ่านมา

      Please 🙏 search 🔍 kijiye 👉 sudarshan Mishra

  • @akashsa3742
    @akashsa3742 ปีที่แล้ว +43

    ଏ ଗୀତ ଶୁଣିକି ଆଖିରୁ ଲୁହ ଆସିଯାଉଛି /ବାସ୍ତବ ଜୀବନ ମିଛ କିସି ନାହିଁ ଏ ଦୁନିଆରେ ଜଗନ୍ନାଥ ହିଁ ସତ /ଜୟ ଜଗନ୍ନାଥ 🙏🙏🙏❤️❤️❤️

    • @user-gd2vr1ux7c
      @user-gd2vr1ux7c 9 วันที่ผ่านมา

      Please 🙏 search 🔍 kijiye 👉 sudarshan Mishra

  • @statusclubcreation5234
    @statusclubcreation5234 ปีที่แล้ว +35

    Mo Maa sabubele ae song sunanti ama 2vainku pilabele,,,I love this song forever kahinki na bahut kichhi sikhibaku milichhi ethiru ,,,bolo jay Jagannath 🙏🙏🙏

  • @gangarammandangi7368
    @gangarammandangi7368 ปีที่แล้ว +44

    ଜୟ ଜଗନ୍ନାଥ ସ୍ଵାମୀ , ନୟନ ପଥଗାମୀ ଭବତୁ ମେ । ବହୁତ ସୁନ୍ଦର ଗୀତ ଏବଂ ସୁନ୍ଦର ସ୍ୱର୍ । ବହୁତ ବହୁତ ଧନ୍ୟବାଦ୍ ଲେଖକ ଓ ଗାୟକ ମହାଶୟ ମାନଙ୍କୁ ।🙏🙏🙏।

  • @Lipasa572
    @Lipasa572 3 หลายเดือนก่อน +4

    2024 re ae gita mu sunili❤❤❤🙏🙏🙏

  • @AntarjalDuniya
    @AntarjalDuniya ปีที่แล้ว +76

    nice song . ଏ ଗୀତ ଶୁଣିଲେ ମନେ ହୁଏ ମିଛ ମାୟା ସଂସାର ସବୁ ତୁଛ | ଗୀତିକାର ଅତି ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି ଗୀତ ଟିକୁ ,ଏଇ ଗୀତ କୁ ସଂପୂର୍ଣ୍ଣ ଶୁଣିଲେ ମନ ପ୍ରଫୁଲ୍ଲ ଏବଂ ସକାରାତ୍ମକ ଚିନ୍ତାଧାରା ଆସେ |

    • @laxmipriyasahoo8119
      @laxmipriyasahoo8119 ปีที่แล้ว +3

      Nice song mind blowing

    • @subashdalai8893
      @subashdalai8893 ปีที่แล้ว +1

      Matrix World

    • @user-jh9cp7po1g
      @user-jh9cp7po1g 5 หลายเดือนก่อน

      Iqra s gate asa aqaá​@@laxmipriyasahoo8119

    • @tunnadora834
      @tunnadora834 5 หลายเดือนก่อน

      ​@@subashdalai8893A@❤

    • @user-gd2vr1ux7c
      @user-gd2vr1ux7c 9 วันที่ผ่านมา

      Please 🙏 search 🔍 kijiye 👉 sudarshan Mishra ❤

  • @dasharathsahoo5087
    @dasharathsahoo5087 ปีที่แล้ว +66

    ଓଡିଶା ରେ ଏ ଭଳିଆ ଭଜନ ନାହିଁ ହୃଦୟ କୁ ଛୁଇଁ ଦେଲା ଯିଏ ଭଜନ ଗାଇଛି, ଲେଖିଛି ତାଙ୍କୁ ଜଗନ୍ନାଥ ଙ୍କ ପାଖରେ ମୋର କୋଟି କୋଟି ନମସ୍କାର ପ୍ରଭୁ ତାଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ ଜୟ ଜଗନ୍ନାଥ

    • @TattooRoaster
      @TattooRoaster 6 หลายเดือนก่อน +3

      2z refund
      Theek❤❤❤❤❤❤

  • @sdkumarcollegelifestyle
    @sdkumarcollegelifestyle ปีที่แล้ว +21

    Bohut volo lage a song ti sunile ବହୁତ ଖୁସୀ ଲାଗେ ଜୟ ଜଗନ୍ନାଥ 🙏🙏🙏

    • @user-gd2vr1ux7c
      @user-gd2vr1ux7c 9 วันที่ผ่านมา

      Please 🙏 search 🔍 kijiye 👉 sudarshan Mishra ❤

  • @crazylitu03
    @crazylitu03 20 วันที่ผ่านมา +6

    ଆଜି ଏଇ ଗିତ ସୁଣୀ କି ମୋ ଆଖି ଖୁଲି ଗଲା🙏🙏🙏🙏 ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏

  • @Prasnjitmishravlog1102
    @Prasnjitmishravlog1102 หลายเดือนก่อน +2

    The best song
    Modern life re modern gita suniba thu bhut guna re a gita suniba darkar........ Salute of this song writer & singer❤❤❤❤❤❤🎉🎉🎉🎉❤❤❤❤❤❤❤❤

  • @Motivational-ff9fx
    @Motivational-ff9fx 7 หลายเดือนก่อน +52

    ହେ ପ୍ରଭୁ ଜଗନ୍ନାଥ ମୁଁ ଅବାଟ ରେ ଗତି କରୁଛି ମୋତେ ଠିକ୍ ପଥ ରେ ପ୍ରବାହିତ କର ମାଧବ ମଧୁ😢😢😢😢😢😢😢😢😢😢😢

    • @LaxmipriyaMallick-fu1ur
      @LaxmipriyaMallick-fu1ur 4 หลายเดือนก่อน +3

      ଦେଖ ଭାଇ ତମେ ତ ନିଜକୁ ନିଜେ ସୁଥାର

    • @user-pn6it4cr5c
      @user-pn6it4cr5c 4 หลายเดือนก่อน

      😅😮0😅😅​@@LaxmipriyaMallick-fu1ur

  • @janitech6312
    @janitech6312 9 หลายเดือนก่อน +15

    ଦିନ ଥିଲା ଏ ଗୀତ ପ୍ରଥମେ ମୁଁ ଆମ୍ବ ଗଛ ଉପରେ ଶୁଣିଥିଲି କଥା ଟା ଅବଶ୍ୟ କିଛି ଲୋକଙ୍କୁ ହସ ଲାଗିବ ହେଲେ କଥା ଟା ସତ ଏବେ ବି ଏଇ ଗୀତ ଶୁଣିଲେ ସେ ଆମ୍ବ ଗଛ କଥା ମନେ ପଡେ ହେଲେ ସେ ଗଛ ଆଉନାହିଁ ସତରେ ଦୁନିଆଟା ଗୋଟେ ସ୍ବପ୍ନ

    • @user-gd2vr1ux7c
      @user-gd2vr1ux7c 9 วันที่ผ่านมา

      Please 🙏 search 🔍 kijiye 👉 sudarshan Mishra ❤

  • @pujaraninayak7751
    @pujaraninayak7751 2 ปีที่แล้ว +37

    Life changing song...Sabu kichhi eithiru sikhihauchi ...Jay shree Krishna 🙏🙏🙏💕👌👌👌

  • @sureshsahoo3314
    @sureshsahoo3314 ปีที่แล้ว +24

    ମଣିଷ ଯେବେ ସବୁଆଡୁ ହାରାସ ହୋଇଯାଏ ସେତେବେଳେ ସେ ଆଉ କିଛି ବାଟ ନପାଏ ସେହି ସମୟରେ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଶରଣ ହୋଇଯାଅ ସବୁ କିଛି ଠିକ୍ ହୋଇଯିବ

    • @odjeevan10
      @odjeevan10 27 วันที่ผ่านมา

      Bhai Tama Katha suni kichi sikhya paili tenu dhanya bad apnaku

    • @SoubhagyaRanjanPradhan-y3b
      @SoubhagyaRanjanPradhan-y3b 13 วันที่ผ่านมา

      Jay Jaganath 🙏⭕❗⭕🙏

  • @BishnuFf1234
    @BishnuFf1234 8 หลายเดือนก่อน +24

    ବହୁତ ସୁନ୍ଦର ଗୀତ ❤,🙏🙏🙏🙏🙏 ଜୟ ଜଗନ୍ନାଥ ❤❤

    • @BishnuFf1234
      @BishnuFf1234 8 หลายเดือนก่อน +1

      🙏🙏🙏🙏🙏

    • @user-gd2vr1ux7c
      @user-gd2vr1ux7c 9 วันที่ผ่านมา

      Please 🙏 search 🔍 kijiye 👉 sudarshan Mishra ❤

  • @rmallik3345
    @rmallik3345 2 ปีที่แล้ว +19

    ଶୁଣାଯାଉଛି ଛୋଟ ବେଳରୁ ବୁଝା ପଡୁଛି ଏବେଏବେ😭 Lyrics 🙏🏽🙏🏽 music 🙏🏽🙏🏽 Total Song 🙏🏽🙏🏽🙏🏽

    • @user-gd2vr1ux7c
      @user-gd2vr1ux7c 9 วันที่ผ่านมา

      Please 🙏 search 🔍 kijiye 👉 sudarshan Mishra ❤

  • @krushnagouda8064
    @krushnagouda8064 ปีที่แล้ว +6

    ଏ ଗୀତ ବୋହୁତ ଭଲ ବାର୍ତ୍ତା ଆଗାମୀ ପିଢ଼ି ପାଈ ଆଗକୁ kn kn ହୋଉଛି ଶୁଣିଲି ଶିଖିବା

    • @user-gd2vr1ux7c
      @user-gd2vr1ux7c 9 วันที่ผ่านมา

      Please 🙏 search 🔍 kijiye 👉 sudarshan Mishra ❤

  • @saahosaaho3027
    @saahosaaho3027 10 หลายเดือนก่อน +20

    ଜୀବନ ର ମାନେ କଣ ଏ ଗୀତ ଭଲ କି ବୁଝେଇ ଦେଲା 🙏🙏🙏❤️

    • @user-gd2vr1ux7c
      @user-gd2vr1ux7c 9 วันที่ผ่านมา

      Please 🙏 search 🔍 kijiye 👉 sudarshan Mishra ❤

  • @jhanshibehera
    @jhanshibehera 5 หลายเดือนก่อน +20

    ଜୀବନ କୁ କି ଅବା ଭରସା ଆଜି ଅଛି କାଲିକି ନାହିଁ 😌🙏🙏🙏

  • @HrusikeshOfficial
    @HrusikeshOfficial ปีที่แล้ว +29

    ହୃଦୟ ସ୍ପର୍ଶୀ ଗୀତ...💝💝 ଜୟ ଜଗନ୍ନାଥ..👏👏

  • @bijirampalai4386
    @bijirampalai4386 ปีที่แล้ว +50

    ଭଲ ଲାଗିଲା ଗୀତ ଟା ମନକୁ ଛୁଇଁଲା ଭଲି ଗୀତ ସତରେ ଏ ଗୀତ ଜେ ଶୁଣିବ ତା ଲାଇଫ ଚେଞ୍ଜ ହୋଇଯିବ ଜେ ପ୍ରକୃତରେ ମଣିଷ ହୋଇଥିବ ସେ ତା ବାପା ଆଉ ବୋଉ କୁ ମାନୁଥିବ...
    ମତେ ବହୁତ ଭଲ ଲାଗିଲା ଗୀତ ଶୁଣି...?

    • @user-gd2vr1ux7c
      @user-gd2vr1ux7c 9 วันที่ผ่านมา +1

      Please 🙏 search 🔍 kijiye 👉 sudarshan Mishra ❤

  • @user-ws6qq6ct1y
    @user-ws6qq6ct1y 3 หลายเดือนก่อน +3

    Bahut sundar laguchai song ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻🙏🏻

    • @user-gd2vr1ux7c
      @user-gd2vr1ux7c 9 วันที่ผ่านมา

      Please 🙏 search 🔍 kijiye 👉 sudarshan Mishra ❤

  • @sidhikantajena7539
    @sidhikantajena7539 9 หลายเดือนก่อน +7

    ଜଗନ୍ନାଥ ସ୍ୱାମୀ ନୟନପଥ ଗାମୀ ଭବତୁମେ 🙏🏻🙏🏻

  • @kismatmahanta7486
    @kismatmahanta7486 ปีที่แล้ว +8

    ଜେତେ ଶୁଣିଲେବି ମନ ବୁଝୁନି ଜଯ ଜଗନାଥ👌👌👌👌👌👌

    • @user-gd2vr1ux7c
      @user-gd2vr1ux7c 9 วันที่ผ่านมา

      Please 🙏 search 🔍 kijiye 👉 sudarshan Mishra ❤

  • @user-vy2eb5mo2v
    @user-vy2eb5mo2v 4 หลายเดือนก่อน +5

    Very beautiful song

  • @elronamit4660
    @elronamit4660 ปีที่แล้ว +6

    ଏହି ତୋ ଭଜନ କହିଲେ କବନି ଏଇଟା ସତ୍ୟ କଥା Jay Jagannath 😍🙏

  • @rajeshempire2033
    @rajeshempire2033 3 ปีที่แล้ว +64

    ହୃଦୟସ୍ପର୍ଶୀ ସଙ୍ଗୀତ ଅତି ସୁନ୍ଦର 🙏🙏
    ଏହି ଗୀତ ରେ ଜୀବନ ର ସମସ୍ତ ସମସ୍ୟା ର ସମାଧାନ ଅଛି।
    ଏହି ଗୀତ ଶୁଣିଲେ ବହୁତ ଶାନ୍ତି ଲାଗୁଛି 🤗🤗

  • @umabhoi2157
    @umabhoi2157 ปีที่แล้ว +20

    I love this song ❤️❤️❤️❤️
    Jie ehi gitara mulya bujhiba sie jibanara mulya bujhi pariba
    Jai maa samaleswari 🙏🙏🙏🙏
    Jai Jagannath 🙏🙏🙏🙏

    • @user-gd2vr1ux7c
      @user-gd2vr1ux7c 9 วันที่ผ่านมา

      Please 🙏 search 🔍 kijiye 👉 sudarshan Mishra ❤

  • @bhimarajjhodia7812
    @bhimarajjhodia7812 ปีที่แล้ว +19

    ବହୁତ ସୁନ୍ଦର ଭାବରେ ଲେଖିଛନ୍ତି, ବହୁତ ଭଲ ଲାଗୁଛି ସମସ୍ତଙ୍କୁ ।

    • @user-gd2vr1ux7c
      @user-gd2vr1ux7c 9 วันที่ผ่านมา

      Please 🙏 search 🔍 kijiye 👉 sudarshan Mishra ❤

  • @satyasahu6383
    @satyasahu6383 ปีที่แล้ว +7

    Friends( ଜୀବନ କୁ କିଓବା ଭରଷା ) ବହୁତ ସୁନ୍ଦର ଭାବରେ ନିଜ ଜୀବନ ବିଷୟରେ ବର୍ଣ୍ଣନା କରିଛନ୍ତି ମୋତେ ବହୁତ ଭଲ ଲାଗିଲା ଆପଣ ମାନେ ବି ଦେଖନ୍ତୁ ଆଉ ନିଜ ଜୀବନକୁ ସତ୍କର୍ମ ର ମାର୍ଗ ଦୀୟନ୍ତୁ ଜଏ ଜଗରନାଥ,,,,,,,,,,,👏👏

    • @user-gd2vr1ux7c
      @user-gd2vr1ux7c 9 วันที่ผ่านมา

      Please 🙏 search 🔍 kijiye 👉 sudarshan Mishra ❤

  • @lalitmohanpradhan3427
    @lalitmohanpradhan3427 2 ปีที่แล้ว +9

    Bahut bahut sundara ❤️ atee sundar parikalpna , bahut sundar upadesha ra samahara , atee sundara lekha( Geeta) swora o Sangeeta 🙏 jay jagannath 🙏

  • @unodisha1726
    @unodisha1726 ปีที่แล้ว +12

    Ollywood will never make this type of gem further

  • @user-sv8ot3ni3c
    @user-sv8ot3ni3c 11 หลายเดือนก่อน +2

    ଅଇ ଭଜନ ନୁହେଁ ଜୀବନର ଲୁହାଝରା ସ୍ୱର ସଙ୍ଗୀତ🙏🙏🙏

  • @babasanthanmusiccreation9188
    @babasanthanmusiccreation9188 2 หลายเดือนก่อน +3

    ଉଚ୍ଚାରଣ ଆଚରଣ ହୋଇବ ଯେବେ ମିଳନ
    ହରିହର ଭେଟିବୁ ତୁହି 🥰🙏🙏🙏

    • @user-gd2vr1ux7c
      @user-gd2vr1ux7c 9 วันที่ผ่านมา

      Please 🙏 search 🔍 kijiye 👉 sudarshan Mishra ❤

  • @user-jl7el4xg9k
    @user-jl7el4xg9k 4 ปีที่แล้ว +10

    ବହୁତ ସୁନ୍ଦର ଆଉ ହୃଦୟ ସ୍ପର୍ଶୀ ଗୀତ

  • @narayandalai9799
    @narayandalai9799 5 หลายเดือนก่อน +7

    ଜୟ🚩🌴 ଶ୍ରୀ 🚩🌴ଜଗନ୍ନାଥ🚩🌴 ସ୍ୱାମୀ🚩🌴 ନୟନ 🚩🌴ପଥ 🚩🌴ଗାମୀ🚩🌴 ଭବ 🚩🌴ତୁମେ 🙏🙏🙏

  • @SRIxxxxxxx
    @SRIxxxxxxx 2 ปีที่แล้ว +7

    Odia best bhajan ,thank you sabitri music ❤️

  • @sibanathgond4646
    @sibanathgond4646 ปีที่แล้ว +2

    ବହୁତ ସୁନ୍ଦର ହେଇଛି କୋଟି କୋଟି ମୋର ନମସ୍କାର/ଅଲେଖ ମହିମା,🙏🙏🙏🌹🌹🌹👌👌

  • @rudraprasadbehera7524
    @rudraprasadbehera7524 4 ปีที่แล้ว +58

    ସବୁ କିଛି ଜାଣି ମଧ୍ୟ ମଣିଷ ସେହି ମାୟା ରେ ବାୟା।

    • @bnayakstudio1m673
      @bnayakstudio1m673 4 ปีที่แล้ว +2

      Thanks for spiritually

    • @anatanahak7441
      @anatanahak7441 3 ปีที่แล้ว +2

      Hm bhai satare kichi
      😩Jani parunanti 😓
      Tike kahicha ehi jibanaku
      Bharasa nahi e gita sunile bi
      Dara laguchi ⏩⏯️⏪

    • @abhaybariki6925
      @abhaybariki6925 3 ปีที่แล้ว +1

      @@anatanahak7441 🥺😓

  • @OdishaMaaRaKatha
    @OdishaMaaRaKatha 3 ปีที่แล้ว +25

    ଜଗନ୍ନାଥ ସ୍ୱାମୀ, ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଭବ ତୁମେ 🙏🙏🙏

  • @user-bm2sn8cj8o
    @user-bm2sn8cj8o 7 หลายเดือนก่อน +3

    ଜୟ ଜଗନ୍ନାଥ ସ୍ବାମୀ ଜଗତର ନାଥ ଜଗନ୍ନାଥ ସ୍ବାମୀ ଆମ ତରଫରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ

    • @user-gd2vr1ux7c
      @user-gd2vr1ux7c 9 วันที่ผ่านมา

      Please 🙏 search 🔍 kijiye 👉 sudarshan Mishra ❤

  • @narayandalai9799
    @narayandalai9799 5 หลายเดือนก่อน +5

    ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴🙏🙏🙏

  • @sasmita4171
    @sasmita4171 3 ปีที่แล้ว +43

    ଜୀବନର ପ୍ରକୃତ ସତ୍ୟତା ସଂଗୀତ ମାଧ୍ୟମରେ ସଜାଯାଇଛି... ବାସ୍ତବରେ ସଙ୍ଗୀତଜ୍ଞ ପଙ୍କଜ sir, ସବୁ କଳାକାର sir ମାନଙ୍କୁ ହୁଦୟରୁ କୋଟି କୋଟି ପ୍ରାମାମ 🙏🙏🙏🙏🙏

  • @AdityaSingh-sp9ff
    @AdityaSingh-sp9ff ปีที่แล้ว +83

    ଭଜନ ନୁହଁ ଇଏ ଜୀବନର ସତ୍ଯତା ଏଥିରେ ଲୁଚି ରହିଛି🙏🙏🙏🙏🙏🙏

  • @usharanibehera5463
    @usharanibehera5463 ปีที่แล้ว +3

    Satare jibana badalai daba e Gita ti 😢😢❤🙏🏻🥰😘

  • @ranjitkumbhar4935
    @ranjitkumbhar4935 ปีที่แล้ว +3

    ଅତି ସୁନ୍ଦର ଗୀତ ମନ କୁ ଛୁଇଁଲା ପରି ଗୀତ ❤️❤️❤️❤️

  • @rohit3624
    @rohit3624 2 ปีที่แล้ว +11

    ହୃଦୟସ୍ପର୍ଶୀ ସଙ୍ଗୀତ ଅତି ସୁନ୍ଦର 💞

  • @mkp.mukesh3276
    @mkp.mukesh3276 2 ปีที่แล้ว +46

    ଯେତେ ସୁନିଲେବି ନୂଆ ନୂଆ ଲାଗୁଚି👌👌👌👌

  • @ranjandash5190
    @ranjandash5190 ปีที่แล้ว +3

    Jay Jagannath 🙏😢

  • @Factsmine12865
    @Factsmine12865 2 ปีที่แล้ว +5

    ଜୟ ଜଗନାଥ🙏🙏

  • @parthasarathisahoo6133
    @parthasarathisahoo6133 2 ปีที่แล้ว +55

    ୨୦୨୧ ରେ କିଏ କିଏ ଏ ଗୀତ ଶୁଣୁଛ।।।
    [👍🏼]

  • @jspatra6801
    @jspatra6801 ปีที่แล้ว +27

    One of my favourite song. I loved it 🥰

    • @Ak-Edits786
      @Ak-Edits786 ปีที่แล้ว

      My teacher singing this song and I'm edict to this song 😂

    • @moks.7772
      @moks.7772 ปีที่แล้ว

      ​@@Ak-Edits786 no need to laugh

  • @Duleraja6762
    @Duleraja6762 ปีที่แล้ว +2

    Heart touching Bhajan 🙏👍

  • @dazling_girl_mama
    @dazling_girl_mama ปีที่แล้ว +4

    One of my favorite😍 this concept of the❤ song🎵 wow 😍

  • @pradoshnayak8198
    @pradoshnayak8198 2 ปีที่แล้ว +22

    BAHUT SUNDAR VOICE 😘🙏❤️. JAY SHREE RAM KI JAY 🙏🙏🙏🙏❤️❤️❤️😭😘

    • @papudhal4952
      @papudhal4952 2 ปีที่แล้ว

      M

    • @user-gd2vr1ux7c
      @user-gd2vr1ux7c 9 วันที่ผ่านมา

      Please 🙏 search 🔍 kijiye 👉 sudarshan Mishra ❤

  • @user-dk6yy3be9r
    @user-dk6yy3be9r 3 ปีที่แล้ว +14

    Wow excellent song and expression of kuna tripathi 🔥🔥🔥🔥🔥🔥

  • @sudarsanmuduli5237
    @sudarsanmuduli5237 8 หลายเดือนก่อน +3

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏

  • @pradeepbarik2543
    @pradeepbarik2543 7 หลายเดือนก่อน +2

    Jay Jagannath 🙏🙏🙏🙏🙏❤❤

  • @chaturbhujamahanta8463
    @chaturbhujamahanta8463 ปีที่แล้ว +12

    My favourite song..👍👍

  • @santhoshkumarpattnaik5339
    @santhoshkumarpattnaik5339 2 ปีที่แล้ว +12

    Jai jagannath 🙏🙏🙏🙏🙏🙏🙏🙏

  • @nareshkrishu254
    @nareshkrishu254 2 ปีที่แล้ว +1

    Jai jagannath swami nayana path gami prabhu tume bhabagrahi 🙏🙏🙏🙏

  • @barndrj9366
    @barndrj9366 2 ปีที่แล้ว +2

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ

  • @binodeenikar6938
    @binodeenikar6938 2 ปีที่แล้ว +10

    It's awesome... Jay Jagannath Swami Nayan path gami vaba tume 🙏🏼🙏🏼🙏🏼

    • @bablusahu8102
      @bablusahu8102 2 ปีที่แล้ว

      999999999999999999999999999999999999999999999999

  • @hadibandhubehera7846
    @hadibandhubehera7846 4 ปีที่แล้ว +250

    ସତରେ ଏ ଗିତ ଯିଏ ଥରେ ଶୁଣିଛି ଏକାଥରକେ ତା ଜିବନ ପରିବର୍ତ୍ତନଶୀଳ ହେଇଯିବ ବୋଲି ମୋର ଧାରଣା, ବହୁତ୍ ସୁନ୍ଦର ହେଇଛି,।

  • @adikalpana5795
    @adikalpana5795 ปีที่แล้ว +5

    Jay Jagannath 💐🙏

  • @rameshmajhi2881
    @rameshmajhi2881 6 หลายเดือนก่อน +3

    Super song Jay jagannath ❤

  • @sibaprasaddalabehera9294
    @sibaprasaddalabehera9294 5 ปีที่แล้ว +24

    Very nice and beautiful Bhajan. My favorite song. This song is true.

  • @prasantkumar3830
    @prasantkumar3830 3 ปีที่แล้ว +29

    Thanks savitree music creation of song
    Heart touching in song jibana ku ki aba bharasha. mind blowing singing
    Pankaj jal sir and very good acting kuna tripathy sir...jagannath pravu samasta desa basi nku satt buddhi deithantu.🙏Jay Jagannath🙏

  • @sipu135
    @sipu135 3 หลายเดือนก่อน +3

    ବହୁତ ଭଲ ଭାବେ ଲେଖକ ଲେଖିଛନ୍ତି ଏଇଟା ସତ କଥା ଆଜି ରେ ପୁଅ ଝିଅ ମାନେ ଏମିତି କାମ କରୁଛନ୍ତି ଏମାନଙ୍କ ଦୁଖଃ ରେ ନିଜ ବାପା ମାଆ ମରିଯାଉଛନ୍ତି....!
    ଧନ୍ଯବାଦ 🙏🙏🙏

  • @pujalinpolei884
    @pujalinpolei884 9 หลายเดือนก่อน +1

    ବହୁତ୍ ବହୁତ୍ ସୁନ୍ଦର୍ ...... 🙏🏻

  • @ohmygaush5271
    @ohmygaush5271 2 ปีที่แล้ว +13

    Bhajan + Motion 🥰

  • @subhasmitajena8030
    @subhasmitajena8030 2 ปีที่แล้ว +11

    Jay jagannatha ji
    Jay baladev ji
    Jay subhadra maai ji
    Outstanding motivation song 🙏🙏🙏💐💐🥰🥰🦚😇😇🦚😊

  • @dibakarpanka7400
    @dibakarpanka7400 3 หลายเดือนก่อน

    ଜୟ ଜଗନ୍ନାଥ ସ୍ଵାମୀ । ସତରେ ଲେଖକ ଓ ଗାୟକ ଙ୍କୁ ମୋର କୋଟି କୋଟି ପ୍ରଣାମ । ❤

  • @statusqueenroja9556
    @statusqueenroja9556 2 ปีที่แล้ว +2

    Jay Jagannath🙏🙏

  • @gurupujari940
    @gurupujari940 2 ปีที่แล้ว +13

    Jay jay jagannath 🙏🙏🙏

  • @ganeshbehera9575
    @ganeshbehera9575 ปีที่แล้ว +28

    ଜିବନର ପ୍ରକୃତ ସତ୍ୟ ଘଟଣାର କାହାଣୀ ଗିତ ବହୁତ ଭଲ ଲାଗୁଛି

  • @sourabhgarnayak1377
    @sourabhgarnayak1377 2 หลายเดือนก่อน +2

    Very nice song 💕❤❤❤❤ very nice song very very very nice

  • @papinaswain4492
    @papinaswain4492 ปีที่แล้ว +5

    Very nice song jibanaku pura bujhiba paei bahuta sundara heichi

  • @nirakarsahoo8251
    @nirakarsahoo8251 ปีที่แล้ว +10

    Heart touching song💜

    • @gelucreation3623
      @gelucreation3623 ปีที่แล้ว

      😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭

  • @sasmitamahaling1382
    @sasmitamahaling1382 ปีที่แล้ว +17

    Its mind-blowing song for every.................. Love my family..love my Jagannath......

  • @ajaybehera5914
    @ajaybehera5914 10 หลายเดือนก่อน +3

    ଏ ଭଜନ ସୁଣିକି ବେଳ ଥାଉ ଥାଉ ସୁଧିରି ଜଓ ଭାଇ ଭଉଣୀ ମାନେ ,,, ଏହା ଏକ ମାଧ୍ୟମ ଅଟେ କଳୀ ଯୁଗରେ ଜନ୍ମ ହେଇ ମଧ୍ୟ ଭଗବାନଙ୍କ ସାନିଧ୍ୟ ଲଭ କରିବାର

  • @dxytgamingvicky7204
    @dxytgamingvicky7204 13 วันที่ผ่านมา

    ଯେତେ ପାପ କଲେ ବି ଗୀତ ଶୁଣିବା ପରେ ମନା ପବିତ୍ର ❤Jay jagannath

  • @sushamamaharana1725
    @sushamamaharana1725 4 ปีที่แล้ว +18

    This is the soul touching song . kuna bhai u r one piece.

  • @saileshbehera1319
    @saileshbehera1319 ปีที่แล้ว +9

    jay jagannatha maha prabhu 🙏🙏🙏🙏

  • @skm9943
    @skm9943 ปีที่แล้ว +2

    Jay jagannatha🙏🙏🙏🙏🙏🙏🙏

  • @LovemoviesLovemovies
    @LovemoviesLovemovies 2 ปีที่แล้ว +3

    2022 Re kia Ae song Sunucha 🙋🏼‍♂️

  • @jaysenkhantu614
    @jaysenkhantu614 2 ปีที่แล้ว +34

    Kuna Tripathy sir u are great.. Life changing song..

  • @rajkishorbehera820
    @rajkishorbehera820 2 ปีที่แล้ว +11

    HRUDAYA SWARSA GEETA, AND EVERGREEN SONG. SALUT TO ALL TEAM 🙏🏼

  • @makeupworld6872
    @makeupworld6872 ปีที่แล้ว +5

    Thanks to the legend writer ❤️ this is the picture of reality 😒

  • @maheswargouda259
    @maheswargouda259 2 ปีที่แล้ว +6

    ❤Jay jaganatha ❤

  • @dandadharsahu5971
    @dandadharsahu5971 3 ปีที่แล้ว +11

    ବହୁତ ବହୁତ ସୁନ୍ଦର ,଼ଧନ୍ୟବାଦ। 🙏🙏🙏

  • @sunitasahoo2374
    @sunitasahoo2374 2 ปีที่แล้ว +14

    The only motivation I took for life❤️🙏

    • @badhalnayek949
      @badhalnayek949 2 ปีที่แล้ว

      🤣🤣🤣🤣🤣🤣🤣

  • @RajuChallan
    @RajuChallan 7 หลายเดือนก่อน +1

    ❤❤❤ hart touching song

  • @basumatimohanta-my5pw
    @basumatimohanta-my5pw 2 หลายเดือนก่อน +2

    Nice song ❤❤❤❤❤❤❤❤