Smruti Kebe Sita Sakala Ra - Sad Album Song | Ratikant Satpathy | Sumanta,Silalipi | Sidharth Music
ฝัง
- เผยแพร่เมื่อ 15 ส.ค. 2021
- Song : Smruti Kebe Sita Sakala Ra
Album : Smruti
Album No : SM- 1401
Singer : Ratikant Satpathy
Lyrics : Debidutta Mohanty
Music : Sarat Nayak
Music Label : Sidharth Music
----------------------------------------------------------------------
♪ All Full Songs are also Available on ♪
Gaana : bit.ly/3y7XPPd
JioSaavn : bit.ly/3jmAyVF
Wynk : bit.ly/2TgjQg9
Apple Music : apple.co/2T8HIlX
Amazon Prime Music : amzn.to/3qyU6Yr
iTunes : apple.co/2SAFNGv
Spotify : spoti.fi/362NU1s
TH-cam Music : bit.ly/3x8tr7p
----------------------------------------------------------------------
Set Caller Tune ; Operator Codes:
Airtel Users Dial 5432114079591
Airtel Users also get it free from Wynk App
Vodafone Users Dial 5375038142
BSNL (East/ South) Users sms BT 5038142 To 56700
Idea Users Dial 567895038142
Jio Users get it free from JioSaavn App
-------------------------------------------------------------
Watch & Subscribe to our other TH-cam Channels:
👉 Sidharth TV: / sidharthtv
👉 Sidharth Music: / sidharthmusic
👉 Sidharth Bhakti: / sidharthbhakti
👉 Namita Agrawal : / namitaagrawal
------------------------------------------------
Enjoy & stay connected with us!
👉 Like us on Facebook : / sidharthmusicodia
👉 Follow us on Twitter : / sidharth_tv
👉 Follow us on Instagram : / sidharthtvofficial
------------------------------------------------------------
#SidharthGold #SidharthMusic #SidharthTV #SidharthBhakti #NamitaAgrawal #OldAlbumSongOdia #BestAlbumSongOdia - เพลง
ଯେଉଁ ଗୀତ ର ଅର୍ଥ ଆମେ ଆମ ପିଲା ଦିନେ ବୁଝି ପାରୁନଥିଲେ ଆଜି ସତରେ ସେ ଗୀତ ର ଅର୍ଥ ଆମେ ବୁଝି ପାରୁଛେ 😂😂😂😂
Thik kahila bhai a gita suni akhire luha asi jauchi
Sata re mu bi bujhiparinathili pila dine
Hn Bhai ,time time kii baat 'ebe lyrics bii bujhijauchu ,bit by bit...🎉😢
ଠିକ୍ କହିଚ ମୋ ଭାଇ ❤
ଏହି ଗୀତ ଶୁଣିଲେ ଜୀବନର କିଛି ଆତ୍ମୀୟ ଅତୀତ ନିଜ ଚାରିପାଖେ ଘୁରିବୁଲେ ଆଉ ଆଖି ତାକୁ ନ ପାଇ କାନ୍ଦିବାକୁ ଲାଗେ।
ସ୍ମୃତି କେବେ ଜୋଛନା ରେ ଭରା ଶୀତଳ ଚାନ୍ଦିନୀ ରାତି...କେବେ ବିରହ ନିଆଁ ରେ ଜଳିଯାଉଥିବା ବିରହିନୀ ମନ ତାତି💖🌼☘️
କଣ ଲେଖିଛ ୱା
@@rohanpradhan3790 thank you so much 💖
Apana thik kahichhanti a Gita suniki mu kichhi samaya pain 16 year pachha ku pheri jaithili
You are an amazing writer. Keep it up👌
Bahut badhiya just excellence
ଜଣା ପଡ଼ିଲା ନାହିଁ ,ଏ ଗୀତ ଶୁଣୁ ଶୁଣୁ କେତେ ବେଳେ ଆଖିରେ ଲୁହ ଆସି ଗଲା ,💓💓👌
Right
ଜୀବନ ର ବାସ୍ତବ କଥା
🙏🏻
ସତ କହିଲେ sir
Right
ଭାଗ୍ୟ ରେ ଥିଲେ ଏମିତି ହୃଦୟ ସ୍ପର୍ଶୀ ଗୀତ ଶୁଣିବାକୁ ମିଳେ
ସତରେ ଏଇ ଗୀତ କେତେ ହୃଦୟ ସ୍ପର୍ଶୀ 💞💞💞… କେତେ ଯେ ମଧୁର 🍮🍮🍮… ଆଉ ଲୋମ ଟାଙ୍କୁରା ର ଅଶ୍ରୁ ଧାର 😭😭😭 ଆଉ ପିଲା ଦିନର ସେଇ ସୁନେଲୀ ସୂର୍ଯ୍ୟଙ୍କ 🌞🌞🌞 ସକାଳର କାକର ଭିଜା 🥳🥳🥳 ସବୁ ଯେମିତି ଏଇ ଗୀତରେ ଭର ପୂର୍ ରହିଛି
Yes bhai
ବର୍ତମାନର ସମୟରେ ଯାହା ହେଉଛି ସେସବୁ 20years ପୂର୍ବରୁ ଏହି video ମାଧ୍ୟମ ରେ ଦେଖା ଯାଇଛି
A gita sunibaa pare kahibi..proud to be an Odiaa❤❤
ଏ ଗୀତ ଶୁଣିଲେ ବିତି ଯାଇଥିବା ପୁରୁଣା କଥା ସବୁ ଆଖି ଲୁହରେ ଭାସିଆସେ। ରତି ସାରଙ୍କୁ ମୋର ହୃଦୟ ର ନମସ୍କାର
👍
ଏଇ ଗୀତ ସୁଣିକି ଆମେ ବଡ଼ ହେଇଗଲେଣି ହେଲେ ଗୀତ ସବୁ ବେଳେ ମଧୁର ସୋର 👌🥰😔😔🙏🙏
ପିଲା ଦିନେ ଗୀତ ର ମାନେ ବୁଝି ପାରୁ ନଥିଲେ ବି ଏଇ ଗୀତ ଟୀ ମନ କୁ ଛୁଇଁ ଯାଉଥିଲା ଆଉ ବୁଝିଲା ପରେ ଏଇ ଗୀତ ଟୀ ମନ ରେ ରହି ଯାଇଛି🥹
ସୁନ୍ଦର ଏକ ସଂରଚନା 👌, ସ୍ମୃତି କୁ ନେଇ ଚିର ଜୀବିତ ବର୍ତ୍ତମାନ।
Right👍
ଆଜିକାଲି ଆଧୁନିକ ଛୁଆ ମାନେ ଏହାର ମାନେ ବୁଝିବେ ମା ବାପା ଆମ ପାଇଁ କେତେ ମୂଲ୍ୟ ବାନ
କେତେ ସୁନ୍ଦର ସଂଯୋଜନା
କେତେବେଳେ ଆଖିରୁ ଲୁହ ଆସିଗଲା,ଜାଣି ହେଲା ନାହିଁ😢😢
କେତେ ଭଲ ଥିଲା ସେ ପିଲା ଦିନ😢😢
କିଛି ନଥାଇ ବି ସବୁ କିଛି ଥିଲା,ହେଲେ ଆଜି ସବୁ କିଛି ଥାଇ ବି କିଛି ନଥିଲା ପରି ଲାଗୁଛି 😢😢😢
ବାପା ମା ଙ୍କ ଋଣ କେବେ ବି ସୁଜି ହୁଏନି
ଭଗବାନ ସବୁ ବାପା ମା ଙ୍କୁ ଭଲରେ ରଖିଥାନ୍ତୁ।
ମୋର ସର୍ବଦା ପ୍ରିୟ ଗୀତ 🎵 ମୁଁ ଏହାକୁ ବହୁତ ଭଲ ପାଏ | ମୁଁ ଅନେକ ଥର ଏହା ଶୁଣିଲି ସେଥିରେ କିଛି ନୂଆ ପାଇଲି | ❤❤❤
ଏ ଗୀତରେ ପିଲା ଦିନର ସବୁ ସ୍ମୃତି ଆଖିକୁ ଭିଜେଇ ଦେଲା
ସ୍ମୃତି କେବେ ଅତୀତର ଅକୁହା କଥା
ସ୍ମୃତି କେବେ ପୁଣି ଅଧୁନାର ବ୍ଯଥା
😢ମୋ ପାଇଁତ ଏ ଗୀତ ଏତେ ହୃଦୟ ସ୍ପର୍ଶୀ ଯେ କହିବା ଓ ବର୍ଣନା କରିବା ସମ୍ଭବ ନୁହେଁ। ଏ ଗୀତକୁ ଯେତେ ଥର ଶୁଣେ । ସେତେଥର ମୋର ବାପା ଓ ଭାଇ 😭😭😭 କଥା ମନେପଡେ ........😭😭😭😭😭😭😭😭😭...............
Only 90s kids can feel it
ସବୁ କିଛି ଛାଡି ଆସିଲା ପରେ 😢😢😢
EASILY SMELL THE POWER OF OUR ODIA LITERATURE FROM THIS SONG .
PROUD TO BE AN ODIA 😊
ସେ ଭଏସ୍ ଆଉ ନାହିଁ ସେ କଣ୍ଠ ରେ ମନର ଭାବନା ଭାରି ରହିଛି ଆଉ କେତେ ହୁଦୟର ଜାଗା ନେଇଯାଇଛି l
ଜୟ ଜଗନ୍ନାଥ ❤
Jana padilani e gita sunu sunu ete bayasa bitigalani hele gita smruti hei rahi gala hrudaya re😢😢😢
ପିଲା ଦିନ କଥା ମନେ ପଡ଼ିଗଲା 😢😢
What a song .... I can't explain about it... memory of beautiful past
ବହୁତ ସୁନ୍ଦର ଓ ହୃଦୟସ୍ପର୍ଶି ହୋଇଛି 👌👌🙏
Old is gold ❤❤❤❤❤❤
ଅତୀତର ସବୁ ପୁରୁଣା କଥା ମନେ ପକେଇ ଦେଉଛି
Another song
th-cam.com/video/NGH5kkQhvjc/w-d-xo.html
ଏଇ ତ ଜୀବନ ...😊
ଏ ଗୀତ ଶୁଣିଲେ ଅତୀତ ତଥା ସ୍କୁଲ ସମୟ ର ଅଭୁଲା ସ୍ମୃତି ଆଖି ଆଗରେ ନାଚି ଯାଏ ଆଉ ହୃଦୟ କାନ୍ଦି ଉଠେ
Sir, Always You are my favorite . Really your voice is excellent.
Ever green song for me what I have listen.
This song & every stanza of its lyrics bound to me to listene again & again. ❤
Really heart touching memories
❤❤❤🥺🥺😞 se pila dinara katha mane paduchi
Heart touching song
Beautiful and Heart Touching song
Really heart touching song.😭 Childhood ra..nd life ra sad, happy jaha b memory thila..sabu mane padigala,akhire luha asigala😭
ପିଲା ଦିନ କଥା ମନେ ପଡିଗଲା
Bahuta sundara gitatiya
Very nice
bahut sundar laguchi ea gita keba aka thiba Eai gita suniba akhire luha Palai asiba
Atyanta hrudayasparshi ebam srutimadhura.chamatkara gita,sangita au kantha❤❤❤.samastanku ashesha dhanyabada
Hands up our singer such a great song keep it up picture is👍
Ratikanta Satpathy sir really Great voice
th-cam.com/video/YqlLlb1vTk4/w-d-xo.html
Old is gold ... 👈👈👈
Very nice song & heart touching.
Old is always gold 🥇❤❤
ସ୍ମୃତି ସେ ଟାଣ ଖରା ର ତାତି।ବହୁତ୍ କଷ୍ଟ ହୁଏ ଯେବେ ମନେ ପଡ଼େ
th-cam.com/video/YqlLlb1vTk4/w-d-xo.html
ଏବବି ନୂଆ ଲାଗୂଛି 😢❤😢
Very nice song
Old is gold
Lyrics ❤🙌🙌
ହୁଦୟକୁ ଛୁଇଁ ଲାପରି ଗିତଟିଏ ଗିତିକାର କୁଂ ଧନ୍ଯବାଦ
ସୁରଥ କୁମାର ଜେନା
Very beautiful song.
When ever i listen this song i miss my father every time....😢😢
ଗୀତ ପୁରା ମନକୁ ଛୁଇଁ ଜାଉଛୀ ପୁରୁଣା କଥା ମନେ ପଡିଗଲା❤❤❤❤❤
Jeu bhai mane ae gitare comment karichanti semanakara comment bahuta bhala lagila au singer ku bahut dhanyawad Debi amiti Gita tiku amu ku sunei thibaru au ama pila Dina mane pokaithibaru
Full of memories...n lots of emotions 🥺
Click here for another beautiful song
th-cam.com/video/NGH5kkQhvjc/w-d-xo.html
Beautiful song ❤❤
ଅତି ମଧୁର 😢
କଣ ଗୀତ sir heart କୁ ଲାଗିଲା ଆଉ ଆଖି ରୁ ଲୁହ ବାହାର କରିଦେଲା।😢
Ambassador car . Nostalgia only 90s kid can realte it
Really heart touching forever
19.7.2023 rati 11.50 sunuthili
Kn pain a bhali Gita asunahi
Bahut sundar voice
😭
E gitare aei dampati tanka pua katha mane pakauchhanti but semane jebe young thile tanka parents kuade gale.
Memories song nice
Heart touching song bhagyare thile emti gita tiye sunibaku mile...
WOW ❤So Wonderful ❤Really ❤Very Impressive ❤Touched My Heart ❤Really ❤LOVE THIS ❤❤❤
Silalipi was my college mate ☺☺☺
Bahut sundar bhabapurna gita❤❤❤❤
ମୋତେ ଏତେ ଭଲ ଲାଗେ ଯେ ପ୍ରାୟ 100ଥର ଶୁଣିଲିଣି ।ତା ଛଡା କାହିଁକି ନ ହେବ ଯେ କାରଣ ଗୀତ ଗାଇଥିବା କଳାକାର ର ପିଲାଦିନର ଅନେକ ସ୍ମୃତି ଏବେବି ମୋ ମନ ଭିତରେ ରହିଛି ସେଇ ଛୋଟ ପିଲାଟି ଯିଏ ମୋ ସାଇକଲ ଆଗରେ ବସି ମୋ ସହିତ କେତେ ଥର ଆମ ଘରକୁ ଆସିଛି
Miss you School time 😢😢😢😢😢 Outstanding Song
Always my favorite song i love this song🥰🥰 love u sir..
Bahut mane paduchi sei dina Sabu plz🙏🙏🙏 bhagwan phereidia sei dina Sabu 🥺🥺🥺🥺🥺🥺🥺
❤
Pila Dina ra bahut smruti rahijaichi ei song saha sabu goti goti Mone padijauchi pila Dina ra se sabu katha 😢😢
My favourite song.. thanks all. Related great team. Person
Masterpiece ❤😢
Bahut Sundar Gita tie sir 😢😢😢
Bahut sundar 🙏🙏💐💐👌👍🏾
Another level song. 👌👌👌👌👌
Touched My Heart ❤❤❤
😢satare aa song sunile akhire luha asi jauchi
Very nice...
Jete thara sunilebi mana bujhuni satare bahut sundar
Speechless 😢
Father mother is real hero our life
Favorite song and very nice
Really touching my heart
Jebe v Sita Dina ase..eie gita ta Mane pade .So much emotions.
SO SWEET ❤
Bahut sundr
🥰❤️💕🌸✅
Speechless
Really heart'touching compliments to me
Like who listen this song in 2023 and 2024
ଅତି ସୁନ୍ଦର ଗୀତ ରଚନା
Wow Priti Ranjan, love your acting skills.❤️
So Sweet 👌❤
Very nostalgic song.