Sakalara pahili gadire Oriya song

แชร์
ฝัง
  • เผยแพร่เมื่อ 17 ต.ค. 2024

ความคิดเห็น • 1.6K

  • @jagdishtiria2335
    @jagdishtiria2335 9 หลายเดือนก่อน +220

    ଯେଉଁ ଭାଇ ଭଉଣୀ ମାନେ ୨୦୨୪ ରେ ଏ ଗୀତକୁ ଶୁଣୁଛନ୍ତି ମୁଁ ସେଇ ଭାଇ ଭଉଣୀ ମାନଙ୍କୁ ହୃଦୟ ରୁ ଧନ୍ୟବାଦ୍ ଦେବି ❤❤❤❤❤❤❤❤❤❤❤ ସମୟ ବଡ ବଳବାନ କେଉଁ ପରିସ୍ଥତିରୁ ଆଣିକି କଉ ଜାଗାରେ ପହଞ୍ଚେଇ ଦେଲା ❤❤❤❤❤❤❤❤❤❤❤❤❤❤

    • @ashiscreation123
      @ashiscreation123 7 หลายเดือนก่อน +3

      ମୁଁ ତ ସବୁଦିନ ଏ ଗୀତ ଶୁଣିଛି

    • @biswajitmishra8717
      @biswajitmishra8717 6 หลายเดือนก่อน +1

      Wa Wa Wa bhai

    • @BirenPali
      @BirenPali 6 หลายเดือนก่อน +2

      Mate bahut bhala Lage a gita

    • @pkonthespotlive5597
      @pkonthespotlive5597 6 หลายเดือนก่อน +3

      Mu 1999 re sunithili

    • @arunbagh6389
      @arunbagh6389 4 หลายเดือนก่อน +1

      ମୋ ପସନ୍ଦ ର ଗୀତ

  • @gorudraofficial
    @gorudraofficial ปีที่แล้ว +151

    ଭାଇ ଭ‌‌ଉଣୀ କାହାକୁ ଗୀତ ସୁଣୀଲାପରେ ହୃଦୟ ଭାଙ୍ଗି ଗଲାପରି ଲାଗିଲା ମୋତେ କୁହ ମୁଁ ଜାଣିଵାକୁ ଚାହୁଁଚି ଦୁନୀଆରେ ତରଳ ହୃଦୟ କେତେ ଅଛେ😭

    • @reetusrebarik7760
      @reetusrebarik7760 7 หลายเดือนก่อน +1

      ଭାଇ ମୋର ସେଇ ହୃଦୟ

    • @bijaykumar44
      @bijaykumar44 2 หลายเดือนก่อน +1

      Mora vanguchhi joduchhi puni vanguchhi...hela song...wow👌👌👌👌👌

  • @hadibandhubehera7846
    @hadibandhubehera7846 4 ปีที่แล้ว +256

    ଭାଇ ଏ ଗିତ ଶୁଣିବା ପରେ ଛାତି ଭିତରଟା କେମିତି ଶିରି ଶିରି ଲାଗୁଛି ସତରେ 👌 ସେ ଖୁସି ଆଉ ଆନନ୍ଦ କାଇଁ,ସେ କଣ୍ଠଶ୍ୱର, କଣ୍ଠଶିଳ୍ପୀ ଆଉ ମାନଙ୍କୁ ମନ ଝୁରେ,

  • @Cutyprva
    @Cutyprva 23 วันที่ผ่านมา +5

    ଏଇ ଦିନଗୁଡିକ ଅବିସ୍ମରଣୀୟ. ପୁରୁଣାସ୍ମୃତି ଗୁଡିକୁ ମନେପକେଇ ବହୁତ ଖୁସି ଲାଗେ

  • @pradyumndas6510
    @pradyumndas6510 ปีที่แล้ว +75

    ସମୟ ର ଚକ ରେ ସବୁ ଆଗକୁ ବଢ଼ି ସାରିଛି, ପୁରୁଣା କଥା ସ୍ମୃତି ହେଇ ସାରିଛି। ଦାୟିତ୍ଵ ର ବୋଝୋ ବଢ଼ି ଯାଇଛି। ତଥାପି ମୁଁ ଏ ଗୀତ କୁ ଶୁଣୁଛି 2022/11/25

  • @risetapan
    @risetapan 3 ปีที่แล้ว +35

    ରାତିର କାହାଣୀ ସକାଳେ ଶେଷ
    ଆଖିର ଲୁହରେ ଲିଭିବ ହସ.......
    ମିଛେ କାହିଁ ଆଶା ବାନ୍ଧିଲୁ ତୁ
    ସିନ୍ଦୁର ଫରୁଆ ରେ...
    What a great lyric.....

  • @IswarPrasadJena
    @IswarPrasadJena 3 ปีที่แล้ว +260

    ଆମ ଜୀବନର ସ୍ମୃତି ଏ ଗୀତ ପିଲାଦିନେ ମାମୁ ଘରୁ ଫେରିଲା କଥା ମନେ ପଡେ ବହୁତୁ ସୁନ୍ଦର ସେ ପିଲାଦିନ ଚିରଦିନ ପାଇଁ ଆମ ହୃଦୟରେ ରହିଯିବ ଏ ଗୀତ ସ୍ମୃତି ହୋଇ

    • @bapinasahoo55
      @bapinasahoo55 2 ปีที่แล้ว +2

      Right bhai

    • @bapinasahoo55
      @bapinasahoo55 2 ปีที่แล้ว +3

      Au sa dina faribani re mo suna bhai

    • @LUCKY_95427
      @LUCKY_95427 2 ปีที่แล้ว +2

      ହଁ ରେ ମୋ ଭାଇ 😢😭🙏

    • @kesharikumar188
      @kesharikumar188 ปีที่แล้ว

      Wow kn kahil mo bhai... right

    • @IswarPrasadJena
      @IswarPrasadJena ปีที่แล้ว +2

      @@kesharikumar188 ସତ କଥା ଭାଇ ସମସ୍ତଙ୍କ ପିଲା ଦିନ ଅନୁଭୂତି.. ଜୟ ଜଗନ୍ନାଥ... 🙏

  • @hrhits8814
    @hrhits8814 5 ปีที่แล้ว +120

    ଏହି ପୁରୁଣା ଗୀତ ଗୁଡିକ ଶୁଣିଲେ ମୋ ଜୀବନରେ ବିତି ଯାଇଥିବା ପୁରୁଣା କଥା ମନେ ପଡିଯାଏ ଆଉ ବହୁତ ଦୁଃଖ ଲାଗେ

  • @a.k.pradhanmr.pradhan2448
    @a.k.pradhanmr.pradhan2448 3 ปีที่แล้ว +66

    ସେତେବେଳ ର ଗୀତ ମନ ମୋହି ନେଉଥିଲା, କିଛି ଭାବନା ,ପ୍ରେମ , ଛାନ୍ଦ ରେ ଭରି ରହୁଥିଲା, ଆଜି ର ଗୀତ ରେ ସେଗୁଡା ଦେଖିବା ତ ଦୂରର କଥା ଶୁଣିବା କୁ ମିଳୁନି, ଖାଲି ଅପ ମିଶ୍ରଣ ଆଉ ଛତରା ଶବ୍ଦ ରେ ଭରି ରହିଛି, OLD IS GOLD every time very moment 👌👌

    • @jdscreation2878
      @jdscreation2878 ปีที่แล้ว

      Apana nka katha right

    • @SaiBaba14388
      @SaiBaba14388 ปีที่แล้ว

      Right

    • @manjulatasahu1765
      @manjulatasahu1765 ปีที่แล้ว

      Right

    • @kanhujena8458
      @kanhujena8458 10 หลายเดือนก่อน

      Write❤❤

    • @rishiprakash1203
      @rishiprakash1203 10 หลายเดือนก่อน

      Bhai ebe ta album total suniba hi bandh...mu jetebele bi sune aei puruna album search kari sune...bahut manepade pila dina tv dekha..😔

  • @sashikantasahoo2623
    @sashikantasahoo2623 4 ปีที่แล้ว +50

    ଏକା ଥିଲବେଳେ ପୁରୁଣା ଗୀତ ନିଶ୍ଚୟ ଶୁଣନ୍ତୁ

  • @Jhili.-3biki.3-.
    @Jhili.-3biki.3-. ปีที่แล้ว +15

    କୋଉ ମାନେ ଏଇ ଗୀତ କୁ 2023 ରେ ଶୁଣୁଚ like ଟେ ହେଇଯାଉ 😊😊😊😊

  • @CaptainMithun10
    @CaptainMithun10 4 ปีที่แล้ว +107

    ଜୀବନ ସହ ଅଙ୍ଗାଙ୍ଗୀ ଭାବେ ଜଡିତ ରହିଛି ପୁରୁଣା ଗୀତ ଗୁଡ଼ିକ

  • @ambikaprasadswain2546
    @ambikaprasadswain2546 3 ปีที่แล้ว +853

    ବହୁତ ଦୁଃଖ ଲାଗୁଛି ଏ ଗୀତ ଶୁଣିକି । ପୁରୁଣା କଥା ସବୁ ମନେ ପଡୁଛି । ଆର୍ଥିକ ସମସ୍ୟା ରେ ଥିଲେ ବି ବହୁତ ଖୁସିରେ ଥିଲି ମୁଁ । ନା ଥିଲା ପରିବାର ର ବୋଝ ନା ଥିଲା ବ୍ୟକ୍ତିଗତ ସମସ୍ୟା । ଆଜି ସବୁ ପାଖରେ ଥିଲେ ବି କିଛି ନଥିଲା ଭଳି । ଯଦି ଆର ଜନ୍ମ ରେ ପୁଣି ମଣିଷ ଜନ୍ମ ନିଏ ତେବେ ଏ ପିଲାବେଳ କୁ ମନ ଭରି ଉପଭୋଗ କରିବି ।

    • @dibya63
      @dibya63 3 ปีที่แล้ว +19

      କଣ କହିଲ ମ ଭାଇ

    • @dibya63
      @dibya63 3 ปีที่แล้ว +25

      ଯାହା କହିଲ ଭାଇ 100% ଠିକ

    • @bapinasahoo55
      @bapinasahoo55 2 ปีที่แล้ว +19

      Sata katha mo suna bhai

    • @rkdas9104
      @rkdas9104 2 ปีที่แล้ว +12

      Right brother

    • @souravbicky7998
      @souravbicky7998 ปีที่แล้ว +6

      Thik kathaa kahila bhaiii

  • @rehannayak4908
    @rehannayak4908 3 ปีที่แล้ว +261

    2021ରେ କିଏ କିଏ ସୁଣୁଚୋ pliz କୁହ

  • @surendrasunani735
    @surendrasunani735 2 ปีที่แล้ว +25

    E geeta pura natural laguchhi ajibi ❤
    Kiye kiye feel kari nijaku hajeidauchha ehi geetare... Love this song 🙏

  • @ramakrushnasahoo6717
    @ramakrushnasahoo6717 ปีที่แล้ว +13

    ଏହି ଗୀତର ସବୁ ଧାଡି ଅବର୍ଣ୍ଣନୀୟ, ସମ୍ପୂର୍ଣ ପ୍ରାକୃତିକ

  • @RaajKumar-uk4mm
    @RaajKumar-uk4mm ปีที่แล้ว +4

    Song suni bahut bhala lagila Chhota Bela sabu katha mane paduchi se life bahut bhala thila ଏବେ ଆର୍ଥିକ ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଛି 😢😢😢😢😢😢😢

  • @pintusethi4290
    @pintusethi4290 ปีที่แล้ว +10

    ଆରେ ଏ ପୁରୁଣା ଗୀତ ସବୁ ଶୁଣିଲେ ମୁଁ ନିଜେ ଜାଣିପାରୁନି ଯେ କୁଆଡ଼େ ହଜିଯାଉଛି😢😢😢❤❤❤❤ଶବ୍ଦହୀନ...କେମିତି କହିବି ମୋ...FEELINGS😢❤❤

  • @manojkumarnayak4967
    @manojkumarnayak4967 5 ปีที่แล้ว +162

    ଭାଇ ଭାରି ଦୁଖ ଲାଗେ ଏ ଗିତ ଶୁଣିଲେ
    କୁଆଡେ ଗଲାସେ ଦିନ

  • @sunilkumarsethi9352
    @sunilkumarsethi9352 5 ปีที่แล้ว +121

    କିଏ ଜାଣି ଥିଲା କେତେ ଶୀଘ୍ର ମୋର ବୟସ ଅତିବାହିତ ହେଇଯିବ ବୋଲି
    ପିଲା ଦିନ ର ସେହି ଅଭୁଲା ସଙ୍ଗୀତ କୁ ମନେ ପକେଇଲେ ବୋହୁତ ଦୁଃଖ ଲାଗେ😅😅😅😅

    • @gugulavlog
      @gugulavlog 3 ปีที่แล้ว +8

      Tamra Bhai nuhe sakastnkr chota bela atibahita heisarichi kete bhala laguthila se pila dina e song sunibaku au miluni

    • @rn8045
      @rn8045 ปีที่แล้ว +2

      Ama +2 timera gita ,kete maza karuthilu ajikali bhalia prema nuhe ,ek tarafa premakariki bi kanduthilu e gita suniki

  • @rksofm
    @rksofm 4 ปีที่แล้ว +39

    What a beautiful songs...
    Missing the era 1990-2005

  • @madhusmitamohanty8086
    @madhusmitamohanty8086 3 ปีที่แล้ว +173

    Old is not a gold it's kohinur dimond so we never forget it one of the best song I love this song ❤️

    • @pintu-g5v
      @pintu-g5v 2 ปีที่แล้ว +7

      Thnk u... ଆଜିକାଲି ଦୁନିଆରେ ଲୋକ ଆଗକୁ ଯାଉଛନ୍ତି. ହେଲେ ମୁଁ ସବୁ ବେଳେ ସେ ପୁରୁଣା ସ୍ମୃତି କୁ ଭାବି ଭାବି ଆଜି ମୁଁ ପଛରେ... କୁଆଡେ ଗଲା ସେଦିନ black white tv 😭

    • @ॐनमःनारायणायनमः
      @ॐनमःनारायणायनमः 2 ปีที่แล้ว +3

      Every new is bad.From song to ସମାଜ।

    • @evergreenmusic9536
      @evergreenmusic9536 2 ปีที่แล้ว +1

      Wright

    • @swagatmohanty5233
      @swagatmohanty5233 2 ปีที่แล้ว

      @@pintu-g5v q

    • @swarnabehera5285
      @swarnabehera5285 2 ปีที่แล้ว +2

      👌👌👌👌👌👌👌👌👍👍👍👍🙏😍

  • @Haraprasad07
    @Haraprasad07 ปีที่แล้ว +6

    2023 ରେ କିଏ ସବୁ ଶୁଣୁଛ ଭାଇ କୁହ 😊
    All time fevowrite
    Like here 👍👍👍

  • @dipakrout1205
    @dipakrout1205 6 ปีที่แล้ว +63

    Babul Supriyo such A Beautiful voice..miss those childhood days

  • @manasjena9369
    @manasjena9369 4 ปีที่แล้ว +24

    We public totally Speechless to express how much beautiful this type of songs😘😘😘😘 now a days we missed so much.

  • @biswaranjanbanchhor699
    @biswaranjanbanchhor699 ปีที่แล้ว +7

    2023 ହୋଇଗଲା ମାତ୍ର ଗୀତ ଟି ମନଭିତରେ ଏବେ ମଧ୍ୟ ସତେଜ ହୋଇ ରହିଛି 😍❤️

  • @chiteswarisahu5685
    @chiteswarisahu5685 ปีที่แล้ว +6

    ଏ ଗୀତ ଶୁଣିଲା ପରେ ମନ ମାମୁ ଘରେ ଥିଲା ବେଳ ପିଲା ଦିନ କଥା ମାନେ ପଡୁଛି miss that time

    • @foodiedeben
      @foodiedeben 2 หลายเดือนก่อน

      Same😭😭😭

  • @rajesh-jrcu
    @rajesh-jrcu ปีที่แล้ว +15

    ପୁଣି ମନ କିଣି ନେଲା ସେ ପୁରୁଣା ସଙ୍ଗୀତ 😘
    ମନେ ପଡ଼ିଗଲା ପୁଣି ତା କଥା😭

    • @ashisranjansahoo6766
      @ashisranjansahoo6766 ปีที่แล้ว

      Keya bhai tumara kana kiche atita achi jahaku a gita sunil manapaduchi 💔💔💔😒😒😒

  • @sangitadora9926
    @sangitadora9926 4 ปีที่แล้ว +32

    Missing old song....old days😍😍👌👌👌👏memory ble song in my life..all time favourite singer...babul supriyo....😍😍👏👌

  • @maheshnayak5433
    @maheshnayak5433 5 ปีที่แล้ว +37

    Babul suprionku ଆଉ ଥରେ ଗାଇବା ର ସୁଯୋଗ ମିଳୁ

  • @sonalibhanja870
    @sonalibhanja870 ปีที่แล้ว +5

    Ate puruna song Abe insta re viral hauchi 😍😍😍😍

  • @AsitSahani
    @AsitSahani 23 วันที่ผ่านมา +1

    My favourite song.2024 ରେ କିଏ ସୁନୁଛ ।

  • @copaamericacentario
    @copaamericacentario 4 ปีที่แล้ว +22

    90s da golden era of music...✌

  • @jaga444-h1c
    @jaga444-h1c 7 หลายเดือนก่อน +2

    ବହୁତ କଷ୍ଟ ଅନୁଭୂତ ହୁଏ ଏହି ଗୀତ ବିଗତ ଦୁଇ ବର୍ଷ ମଧ୍ୟରେ ମୋ ପ୍ରମ ମୁଁ ହରେଇଛି ସେଥିପାଇଁ ଏହି ଗୀତ ମୁଁ ସୁଣୁଛି ପ୍ରେମ ମାନେ କ'ଣ ହୋଇପାରେ ମୁଁ ବୁଝି ପାରିଲି ଯିଏ ଏହି ଗୀତ ସୁଣୁଛ଼ 😢 ମୁଁ ସୁଣୁଛି ଏହି ଗୀତ ବିଗତ ଦୁଇ ବର୍ଷ ପରେ

  • @anantakumarmalla7000
    @anantakumarmalla7000 ปีที่แล้ว +3

    Piladinare gita kete madhura kete sundara phuni pheri asantaki sei piladina😢😢

  • @bablusahu5671
    @bablusahu5671 ปีที่แล้ว +17

    songs my father used to play in the morning during my childhood time, nostalgic ❤

  • @Bharatbiki
    @Bharatbiki ปีที่แล้ว +7

    ଏହି ଗୀତଟି ସୁଣିଲେ ପିଲାବେଳର କଥା ଭାରି ମନେପଡୁଛି। ଭାରି ଦୁଃଖ ଲାଗୁଛି କାରଣ ସ୍କୁଲରେ ଯେଉଁ ଝିଅକୁ ଭଲ ପାଉଥିଲୀ ସେ ଦଶମ ଶ୍ରେଣୀ ପରିକ୍ଷ୍ୟା ପରେ କୁଆଡେ ଚାଲିଗଲା ଆଉ ଦେଖାକରିବାକୁ ମିଳିଲା 😢

    • @kumarpapu3225
      @kumarpapu3225 9 หลายเดือนก่อน +1

      Au kaha saha chaligala bodhe🤔

  • @Untalented769
    @Untalented769 8 หลายเดือนก่อน +2

    ଯେଉଁମାନେ 2024 re ସୁଣୁଛ like କର

  • @jyotisekharmishra469
    @jyotisekharmishra469 11 หลายเดือนก่อน +3

    Golden era..auu se dina pheribani 😢

  • @santoshkumarsinghdev813
    @santoshkumarsinghdev813 4 ปีที่แล้ว +8

    Smruti eko Rupa jonha
    Ye kothati pura puri soto kotha☺☺👌👌👌💞💞💞💞🧡🧡🧡

  • @rajesh99110
    @rajesh99110 7 ปีที่แล้ว +66

    old is always gold my childhood feeling this song

  • @prasantapatra3220
    @prasantapatra3220 4 ปีที่แล้ว +16

    One of my favorite song by babul Supriya sir it was full of emotion old is gold

  • @jyotsnaranijena5172
    @jyotsnaranijena5172 7 ปีที่แล้ว +248

    Old is gold....always....i like old albums very much. ...superb song

    • @bikramrana319
      @bikramrana319 6 ปีที่แล้ว +3

      JYOTSNARANI JEdgdyteterNA

    • @santoshjena1511
      @santoshjena1511 6 ปีที่แล้ว

      My fvrt song

    • @alokmallik401
      @alokmallik401 5 ปีที่แล้ว

      JYOTSNARANI JENA

    • @jatinkumar3614
      @jatinkumar3614 5 ปีที่แล้ว +1

      Same here

    • @boisimanchalreddy7972
      @boisimanchalreddy7972 5 ปีที่แล้ว

      JYOTSNARANI JENA ... that song my ferbet I'm fill on the song. I'm crazy......ok.so I'm never .for get.....it.s.awlya...

  • @kishorkumarbhitiria323
    @kishorkumarbhitiria323 9 หลายเดือนก่อน +1

    1995-2000 ମସିହାର ଗୀତ ମୁଁ ସପ୍ତମ ପଢ଼ୁଥିଲି ଖୁଵ ସୁନ୍ଦର ଥିଲା ସେ ସମୟ।ଵହୁତ ଦୁଃଖ ଵି ଲାଗୁଛି।😊😊

  • @sraddhabag486
    @sraddhabag486 ปีที่แล้ว +3

    Pehle wala baat yaad aata hai jab school time ka really nice song very very

  • @dibyaranjan3454
    @dibyaranjan3454 6 ปีที่แล้ว +282

    ଭାରି ଦୁଖ ଲାଗୁଛି ପୁରୁଣା ଗୀତ ଶୁଣିଲେ କି ଦେଖି ଲେ। କୁଆଡ଼େ ହଜିଗଲା ସେ ସମୟ ସେ ଦିନ।

    • @ranjannayak7293
      @ranjannayak7293 5 ปีที่แล้ว +5

      Right bhai...au puruna samaya..

    • @borntotravel5077
      @borntotravel5077 5 ปีที่แล้ว +3

      Same bro...au se Dina puni asanti...

    • @wolfgameing7732
      @wolfgameing7732 5 ปีที่แล้ว

      Really old is gold

    • @mrbhabanivlogs5993
      @mrbhabanivlogs5993 5 ปีที่แล้ว +4

      ଠିକ କଥା କହିଲ ଭାଇ, ସେ ସମୟ ଆଉ ଆସିବ ନାହିଁ ଖାଲି ସ୍ମୃତି ରହିଯିବ

    • @debendraray4052
      @debendraray4052 5 ปีที่แล้ว +1

      ଦିବ୍ୟ ବାବୁ thnks

  • @niranjanpradhan3548
    @niranjanpradhan3548 10 ปีที่แล้ว +30

    very nice song with a magnificient meaning, Niranjan, Saudi Arabia.

    • @rakeshray524
      @rakeshray524 3 ปีที่แล้ว

      ଚିର ସବୁଜ ଗୀତ |

  • @lilianaik5756
    @lilianaik5756 6 หลายเดือนก่อน +1

    ଏହି ଗୀତ ଶୁଣିଲେ ପିଲା ଦିନ କଥା ମନେ ପଡେ ଭାରି ଖୁସି ହେଇ ଶୁଣେ ନାଚି ନାଚି ଏବେ ସେ ଗୀତ ଶୁଣେ କାନ୍ଦି କାନ୍ଦି ♥️

  • @Dinabandhuraovideo
    @Dinabandhuraovideo 4 ปีที่แล้ว +161

    2020 re a Gita kiya sunicha like gate kora

  • @bapi9593
    @bapi9593 3 ปีที่แล้ว +4

    Evergreen song .....God bless this memory ll till our last rites ...bcoz this type of songs ll nvr be created further .....Ohh God ..wht a creation !!!! This is so beautiful song ...no odia songs ll be compared nvr nvr ..neither any singer or any musician ll create this type of song ;;today ...So Old is Nt gold ..it is God...

  • @soumyajitbarik1000
    @soumyajitbarik1000 6 ปีที่แล้ว +28

    Old is gold...I love this type or old song..... Awesome songs...

  • @rajesh99110
    @rajesh99110 ปีที่แล้ว +4

    ମୁ ଯେତେବେଳେ ଷଷ୍ଠ ସପ୍ତମ ଶ୍ରେଣୀ ରେ ପଢୁଥିଲି ସେତେବେଳେ ଏ ଗୀତଟି ବାହାରିଥିଲା ଆଉ ଆମେ ସ୍କୁଲ ଯାଉ ଥୁଲୁ ଏ ଗୀତଟି ମନେ ମନେ ଗୁଣୁ ଗୁଣାଉ ଥାଉ

    • @gourishankardas4000
      @gourishankardas4000 หลายเดือนก่อน

      କେଉଁ ମସିହାରେ ଏଇ ଆଲବମ୍ ରିଲିଜ ହେଇଥିଲା ????

  • @beautifulworld403
    @beautifulworld403 7 ปีที่แล้ว +17

    old is always gold....I love this song very much...really heart touching song....😍😍😍😘😘😘😘

  • @ANILODIAVLOGSAK
    @ANILODIAVLOGSAK 7 หลายเดือนก่อน +1

    ଭଲ ଥିଲା ସେ ପିଲା ଦିନ ଟା
    ବହୁତ୍ ଖୁସିରେ ଦିନ କଟୁ ଥିଲା
    କୌଣସି ଅସୁବିଧା ସମସ୍ୟା ଜଣା ପଡୁ ନଥିଲା
    ହେଲେ ଆଜି ସମସ୍ୟା ଭିତରେ ବାନ୍ଧି ହୋଇ ଯାଇଚି ମୁଁ
    ସମସ୍ୟା ରୁ ଟିକେ relax ହେବା ପାଇଁ ଏଇ ଗୀତ ସବୁ ଶୁଣିଲେ tension ଦୂର ହେଇ ଯାଏ ❤❤❤❤

  • @suryakantaghatuary1085
    @suryakantaghatuary1085 7 ปีที่แล้ว +56

    The old album songs are really heart touching

  • @teetanpatra8411
    @teetanpatra8411 3 หลายเดือนก่อน +1

    ଗୀତ ସୁନ୍ଦର ❤❤ ଲଭ୍ ୟୁ ହମେସା

  • @satrughanadas6454
    @satrughanadas6454 4 ปีที่แล้ว +13

    I have remembered my childhood with this song speechless

  • @aksbapi9503
    @aksbapi9503 3 ปีที่แล้ว +1

    ସକାଳର ପହିଲି ଗାଡ଼ିରେ...... ବାବୁଲ ସୁପ୍ରିଓ. Old is gold. 😍😍😍

  • @dillipbarick5461
    @dillipbarick5461 5 ปีที่แล้ว +186

    ଛାତିରେ କଣା ହେଇ ଯାଉଛି, ଆଉ ଥରେ ସେ ସମୟ ଫେରି ଆସନ୍ତା କି 😢😢😢😢😢

    • @par2love496
      @par2love496 5 ปีที่แล้ว +6

      ଠିକ୍ କହିଛ ଭାଇ

    • @pappusanu8875
      @pappusanu8875 5 ปีที่แล้ว +5

      Asiba

    • @pappusanu8875
      @pappusanu8875 5 ปีที่แล้ว +3

      Sat ki

    • @newtalent3815
      @newtalent3815 5 ปีที่แล้ว +7

      ଯେତେ ଖୋଜିଲେ ଵି ଆଉ ସେ ସମୟ ଆସିଵନି ଭାଇ😭😭

    • @gajendraprasdabarik3304
      @gajendraprasdabarik3304 5 ปีที่แล้ว +5

      ଆଜି ବି ବହୁତ ଭଲ ଲାଗେ ଏମିତି ଗୀତ ଶୁଣିଲେ

  • @itisreebehera2688
    @itisreebehera2688 3 ปีที่แล้ว +2

    Very sentimental song..really touchable..Radhe krishna

  • @devkumarmallick300
    @devkumarmallick300 6 ปีที่แล้ว +6

    What a song.......i never forget my first fill when i wnt out of odisa❤💓

  • @radhemeher4097
    @radhemeher4097 3 ปีที่แล้ว +1

    hert touching song ...jeu lokara jeevanare emiti ghati chi taku bhari dukh lagiba .e geetara gotie gotie sabda tari hrudaya ku touch kariba

  • @tekpicsell
    @tekpicsell 5 ปีที่แล้ว +14

    3:14 -->
    I love this song ❤️
    Please god 🙏 mo puruna Dina ( mo gna ,mo school🏫,mo mamughara ) Dina sabu ferei ana. I missing those things 😭
    I have only one request for you.

  • @Onlylipun
    @Onlylipun 7 หลายเดือนก่อน +1

    E Gita sabu amar❤

  • @mastery2000
    @mastery2000 ปีที่แล้ว +12

    କୋଉ ମାନେ ୨୦୨୩ ରେ ଶୁଣୁଚ ଲାଇକ୍ କର

  • @MrKhan-ci1oz
    @MrKhan-ci1oz 4 ปีที่แล้ว +1

    2018 re Cuttack Bali jatra padiare ehi mun live dekhithili Abhijit da live gauthile. It was awsm day for me.

  • @copaamericacentario
    @copaamericacentario 4 ปีที่แล้ว +6

    Childhood songs r jst awesome 👌
    Old is gold...✌

  • @dusmatanayak9921
    @dusmatanayak9921 ปีที่แล้ว +1

    ଅଡିଓ କ୍ୟାସେଟ ରେ ମୁଁ ଏ ଗୀତ ବହୁତ ଶୁଣିଚି ଅଭୁଲା ଦିନର ସ୍ମୃତି ଏମିତି ଗୀତ ବି ଆଜି ଇଣ୍ଡଷ୍ଟ୍ରି ରେ ନାହିଁ

  • @asutoshmallick8857
    @asutoshmallick8857 5 ปีที่แล้ว +3

    Really a great lyrics and also good song. And also amazing feelings. Forever and allever old is gold

  • @BibhudattaMishra-g6v
    @BibhudattaMishra-g6v 5 หลายเดือนก่อน +2

    Mu village ku paleibi, Bhubneshwar re rahibini ....

  • @birenpenthoi90
    @birenpenthoi90 4 ปีที่แล้ว +3

    Oh my God... Memories my child hood song.. School time song.. I love this song

  • @bk3953
    @bk3953 ปีที่แล้ว +2

    ଏମିତି ଗୀତ ଶୁଣିଲେ ଦୁଃଖ ଲାଗେ, ଆଜି କାଲି ଏମିତି ଗୀତ ଦେଖିବାକୁ ମିଳୁନି

  • @crickettv5555
    @crickettv5555 7 ปีที่แล้ว +13

    took myself to my childhoood days. thanks mate for this one.

  • @purnimanayak3787
    @purnimanayak3787 3 ปีที่แล้ว

    Ooo... Omg.. Aei hita kebethu khoju thili... Family paili... My childhood song...

  • @ratnakarparida8681
    @ratnakarparida8681 5 ปีที่แล้ว +10

    I love this song. My childhood favorite song...

  • @pintu-g5v
    @pintu-g5v 2 ปีที่แล้ว +1

    କୁଆଡେ ଗଲା ସେ ଦିନ black white tv.. ଭାରି ମନେ ପଡୁଛି..

  • @bikrammohanty5688
    @bikrammohanty5688 6 ปีที่แล้ว +14

    This song is 1 of the finest song in Ollywood industry

  • @rocksipun7015
    @rocksipun7015 ปีที่แล้ว +1

    ସତରେ ବଡ଼ ଭାଇ ସତ କଥା ପିଲା ଦିନ ସେଇ ଦୁଷ୍ଟାମୀ ଅଝଟ ଆଉ ଖେଳ କୁଦ ଆଉ ବାପା ମା ଙ୍କ ଗଲି ମଦ ଆଉ ଭଲ ପାଇବା

  • @MadMaXCOD-pi4dy
    @MadMaXCOD-pi4dy 2 ปีที่แล้ว +25

    Listening this song after 23 years. Remembering Childhood days ❤️. 19th September,2022. 1.18 AM

    • @saratchandrapanda583
      @saratchandrapanda583 ปีที่แล้ว +2

      BHai ae gita kete puruna kii?

    • @MadMaXCOD-pi4dy
      @MadMaXCOD-pi4dy ปีที่แล้ว +3

      @@saratchandrapanda583 Muu jetebele 6 barasa thili sebekara. Jhankar boli gote musical serial ase setebele. Muu sreni trutiya re padhuthili 1998 masiha . Bahut smruti judi rahichi.

    • @saratchandrapanda583
      @saratchandrapanda583 ปีที่แล้ว

      @@MadMaXCOD-pi4dy oh

    • @saratchandrapanda583
      @saratchandrapanda583 ปีที่แล้ว

      @@MadMaXCOD-pi4dy mun 2003 re janma auu ae gita sunila sunila bhali lage

    • @MadMaXCOD-pi4dy
      @MadMaXCOD-pi4dy ปีที่แล้ว +1

      @@saratchandrapanda583 Hmm.Aaji jugara gita manaka tharu ye puruna gita ra meaning aau logic bahut gunare bhala aau.

  • @shaktidhardasshakti4819
    @shaktidhardasshakti4819 ปีที่แล้ว +1

    Old is gold ଯେ ଏ ପୁରୁଣା ଗୀତ ଶୁଣି ଥିବେ ଏ ଗୀତରେ ଏମିତି ସମ୍ପର୍କ ରହିଯାଇଛି ଯେ ଜୀବନ ଥିବା ପର୍ଯ୍ୟନ୍ତ ଭୁଲି ହେବନି ଏମିତି ki 2010 ମାଶିଆ ପର୍ଯ୍ୟନ୍ତ କାହିଁଗଲେ ସେଇ କଣ୍ଠ ଶିଳ୍ପୀ ମାନେ ଆଉ ଲେଖକ ମାନେ ଏବେ ଯାଏ ଯେତେବି ଗୀତ ଭାରିଛି ସବୁବେଳେ ପୁରୁଣା ଗୀତ ତଳେ ଏ ଗୀତ ମାନ ସବୁ ଯେତିକି ପୁରୁଣା ସ୍ମୃତି କୁ ମନେ ପକାଇ ଦେଇଥାଏ କେ ଜାଣି ଏହିଭଳି ଗୀତ ଆଉ ମିଳିବ କି ନାହିଁ ମୁଁ ହୂରଦୟ ରୁ କହୁଛି ❤️❤️❤️👌👌👌👌

  • @jitendradehury2680
    @jitendradehury2680 5 ปีที่แล้ว +10

    I miss this type of old song🎶🎤🎵

  • @odiaaura
    @odiaaura ปีที่แล้ว +1

    Instagram reel ଦେଖିକରି କିଏ ସବୁ ଆସିଛ😅😅

  • @mstylishlybabu1896
    @mstylishlybabu1896 6 ปีที่แล้ว +3

    My favourite song very heart touching..!! 👌

  • @radhakantanag3970
    @radhakantanag3970 10 หลายเดือนก่อน +1

    ପୁରୁଣା ଦିନର ଅଭୁଲା ସୃତି❤
    ୨୭/୧୧/୨୦୨୩

  • @debasishbarik8401
    @debasishbarik8401 7 ปีที่แล้ว +25

    i like....this type of song

  • @puspanjali6765
    @puspanjali6765 หลายเดือนก่อน

    Ei Gita sabu jete dekhile bi mana bharuni, gote gote gitare pura gote story dekhibaku miluthila, au gitara swara mana baridauthila, thank u legends 🙏🙏🙏🙏🙏🙏

  • @debk4516
    @debk4516 5 ปีที่แล้ว +3

    Many thanks to Himansu for uploading such a beautiful song.Wish someone favors me and takes me back to those golden days :(

  • @Jaysreekrishna.
    @Jaysreekrishna. 10 วันที่ผ่านมา

    2024 ରେ ଏ ଗୀତ କିଏ କିଏ ଦେଖିଛ 👍ସତରେ ବହୁତ ହୃଦୟସ୍ପର୍ଶୀ ଏ ଗୀତ ❤❤❤❤❤

  • @maheshsahoo2357
    @maheshsahoo2357 7 ปีที่แล้ว +14

    When I'm remember my to village...i listen this song

  • @anilkumarbehera4219
    @anilkumarbehera4219 ปีที่แล้ว

    Puruna song bahut bhala lage .. jete tension thile tk sunile akhi close kariki nija pila dina mana pakeidele sabu tension chalijiba..@Babul Suprio da for making childhood awesome 👏and the music composer and entire team 👏👏👏

  • @puranjanbag9586
    @puranjanbag9586 6 ปีที่แล้ว +8

    my fevret song sakala Ra pahili gadire,,🚂🎰🎰🎰🎰

  • @ShankarKumar-of9yo
    @ShankarKumar-of9yo 4 ปีที่แล้ว +2

    What an amazing composition....awesome

  • @pravatkumarmajhi9617
    @pravatkumarmajhi9617 4 ปีที่แล้ว +3

    ମୋର ଜୀବନ ସାରା ଇ ଗୀତ କେ ଭୁଲି ନେଇ ପାରେ

  • @SanjayNegi-mn3gq
    @SanjayNegi-mn3gq ปีที่แล้ว

    ସତରେ ବାବୁଲ ସୁପ୍ରିୟୋ କଣ୍ଠ ହୃୟସ୍ପର୍ଶୀ ଧନୟବାଦ୍

  • @pinkynayakentertainmentmix4008
    @pinkynayakentertainmentmix4008 4 ปีที่แล้ว +20

    2020 re jou mane sunuchonti like here

  • @ssunnydey5956
    @ssunnydey5956 ปีที่แล้ว +1

    instagram pe reel dekhk gana sunne aya bohot accha laga par jyada samja nahi😥 from assam bengali

  • @barik3350
    @barik3350 7 ปีที่แล้ว +43

    I remember this song made me cry when I was returning from my mamu ghar was playing in bus

    • @sasankasahoo8532
      @sasankasahoo8532 6 ปีที่แล้ว +1

      Sure...yr

    • @rakeshsahoo5138
      @rakeshsahoo5138 3 ปีที่แล้ว

      Yes bro ,i was returning feom talcher ,mamughara

    • @nnb7902
      @nnb7902 2 ปีที่แล้ว

      Bhai naa tike kuha ,,,puruna katha bhala lage

    • @rn8045
      @rn8045 ปีที่แล้ว

      H bhai jete bele gaanru mamugharajauthili,+2 timere egita bajuthila trekker re ,oho ki feelings luha jharipaduthila

  • @upendrapanda8445
    @upendrapanda8445 ปีที่แล้ว

    ବହୁତ ଭଲ ଲାଗୁଛି ସୁଣିକି ,ସତରେ Old is Gold
    ପୁରୁଣା କଥା ସବୁ ମନେ ପଡୁଛି

  • @kismanpatra
    @kismanpatra 4 ปีที่แล้ว +3

    Memorable ❤️ song Old is gold
    Heart touching song

  • @meetanjalipradhan5095
    @meetanjalipradhan5095 4 ปีที่แล้ว +1

    Puruna gita sunile pila dina katha mane padijauchi...kete vala thila se pila dina...😥😥😥😥😥jete bada heiaasile sete dukha aau jantrana vari jauchi life re....