Tripathy Sir My Odia Class
Tripathy Sir My Odia Class
  • 46
  • 35 287

วีดีโอ

ପୟରେ ପଶୁଛି ଶରଣ +୨ ପ୍ରଥମ ବର୍ଷ ଓଡ଼ିଆ # Payare Pashuchhi Sharana +2 1st Year MIL Odia Part-2
มุมมอง 1013 หลายเดือนก่อน
ମୋର ପ୍ରିୟ ଛାତ୍ରଛାତ୍ରୀଗଣ ୨ MIL ପ୍ରଥମ ବର୍ଷ ଓଡ଼ିଆ ପଦ୍ୟ "ପୟରେ ପଶୁଛି ଶରଣ" ର ଏହି ଦ୍ଵିତୀୟ ଭାଗ ଭିଡିଓକୁ ଦେଖି ଆଶା କରୁଛି ଭଲ ଭାବରେ ପଢ଼ି ବୁଝିପାରିବ l ଭିଡିଓକୁ ଲାଇକ୍ ଓ ସେୟାର୍ କରିବା ସହିତ ଏପର୍ଯ୍ୟନ୍ତ ଏ ଚ୍ୟାନେଲକୁ ସବ୍ସକ୍ରାଇବ୍ ନକରିଥିଲେ ଚ୍ୟାନେଲକୁ ଏବେ ହିଁ ସବ୍ସକ୍ରାଇବ୍ କରିଦେବ l ଧନ୍ୟବାଦ
ପୟରେ ପଶୁଛି ଶରଣ ଭାଗ-୧ Payare Pashuchhi Sarana Part-1 (+2 1st Year MIL Odia)
มุมมอง 1623 หลายเดือนก่อน
୨ ପ୍ରଥମ ବର୍ଷ କଳା,ବାଣିଜ୍ୟ ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏମ୍.ଆଇ.ଏଲ୍ ଓଡ଼ିଆ ସନ୍ଥକବି ଭୀମଭୋଇଙ୍କ ରଚିତ ପଦ୍ୟ "ପୟରେ ପଶୁଛି ଶରଣ"ର ପ୍ରଥମ ଭାଗ ପଢ଼ି ବୁଝିବା ସଙ୍ଗେସଙ୍ଗେ ନିଜର ମତାମତ ଦେବ ଏବଂ ଭିଡିଓକୁ ଲାଇକ୍ କରିବ l ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବ୍ସକ୍ରାଇବ ନକରିଥିଲେ ଏବେ ହିଁ ଏ ଚ୍ୟାନେଲକୁ ସବ୍ସକ୍ରାଇବ୍ କରିଦେବ l ଧନ୍ୟବାଦ ପିଲାମାନେ l
ମିତ୍ରତା (ଭାଗ-୨) +୨ ପ୍ରଥମ ବର୍ଷ ଓଡ଼ିଆ Mitrata +2 1st Year Odia Poem of Upendra Bhanja
มุมมอง 1055 หลายเดือนก่อน
ପ୍ରିୟ ଛାତ୍ରଛାତ୍ରୀଗଣ ୨ ପ୍ରଥମ ବର୍ଷ ଓଡ଼ିଆ ପଦ୍ୟ 'ମିତ୍ରତା' ୨ୟ ଭାଗର ସମ୍ପୂର୍ଣ୍ଣ ବ୍ୟାଖ୍ୟା ସମ୍ବଳିତ ଏ ଭିଡିଓକୁ ଦେଖି ଭଲ ଭାବରେ ବୁଝି ପାଠ ପଢ଼ିବା ସଙ୍ଗକୁ କେମିତି ଲାଗିଲା ସେ ସମ୍ପର୍କରେ ନିଜସ୍ୱ ମୂଲ୍ୟବାନ ମତ ପ୍ରେରଣ କରିବାକୁ ଅନୁରୋଧ l ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବ୍ସକ୍ରାଇବ୍ ନକରିଥିଲେ ଏବେ ହିଁ ସବ୍ସକ୍ରାଇବ୍ କରିଦେବ ଏବଂ ଭିଡିଓକୁ ଲାଇକ୍ ଓ ସେୟାର୍ ମଧ୍ୟ କରିବାକୁ ଭୁଲିବ ନାହିଁ l ଧନ୍ୟବାଦ
ମିତ୍ରତା (ଭାଗ-୧) +୨ ପ୍ରଥମ ବର୍ଷ ଓଡ଼ିଆ Mitrata Part-1 +2 1st Year Odia H.K Sir Adhyapak T.Hrusikesh
มุมมอง 1276 หลายเดือนก่อน
ପ୍ରିୟ ଛାତ୍ରଛାତ୍ରୀଗଣ ମୋ ଅଧ୍ୟାପନାରେ ପ୍ରସ୍ତୁତ ୨ ପ୍ରଥମ ବର୍ଷ ଓଡ଼ିଆ ପଦ୍ୟ "ମିତ୍ରତା" ସମ୍ପୂର୍ଣ୍ଣ ବ୍ୟାଖ୍ୟା ସମ୍ବଳିତ ଏ ଭିଡିଓକୁ ଦେଖି ପାଠ ପଢ଼ିବା ସଙ୍ଗେସଙ୍ଗେ ଭିଡିଓକୁ ଲାଇକ୍ ଓ ସେୟାର୍ କରିବ ଏବଂ ଏପର୍ଯ୍ୟନ୍ତ ଏ ଚ୍ୟାନେଲକୁ ସବ୍ସକ୍ରାଇବ୍ କରିନଥିଲେ ଏବେ ହିଁ ସବ୍ସକ୍ରାଇବ୍ କରିଦିଅ l ଧନ୍ୟବାଦ
Himakala Part 2, +2 1st Year MIL Odia +୨ ପ୍ରଥମ ବର୍ଷ ଓଡ଼ିଆ ହିମକାଳ (ଦ୍ଵିତୀୟ ଭାଗ)
มุมมอง 1066 หลายเดือนก่อน
ପ୍ରିୟ ଛାତ୍ରଛାତ୍ରୀଗଣ ୨ ପ୍ରଥମ ବର୍ଷ ଓଡ଼ିଆ ପଦ୍ୟ 'ହିମକାଳ' ଦ୍ଵିତୀୟ ଭାଗର ଏ ଭିଡିଓକୁ ଦେଖି ପାଠକୁ ଭଲ ଭାବରେ ବୁଝିବା ସହିତ କମେଣ୍ଟରେ କେମିତି ଲାଗିଲା ଲେଖି ଜଣାଇବ ଏବଂ ଏ ଭିଡିଓକୁ ଲାଇକ୍ ଓ ସେୟାର୍ ମଧ୍ୟ କରିବ ଓ ଏପର୍ଯ୍ୟନ୍ତ ଏ ଚ୍ୟାନେଲକୁ ସବ୍ସକ୍ରାଇବ୍ ନକରିଥିଲେ ଏବେ ହିଁ ସବ୍ସକ୍ରାଇବ୍ କରିଦେବ l ଧନ୍ୟବାଦ
Himakala +2 first Year MIL Odia Poem Dinakrushna Das Part-1 ହିମକାଳ ଭାଗ-୧
มุมมอง 1246 หลายเดือนก่อน
ପ୍ରିୟ ଛାତ୍ରଛାତ୍ରୀଗଣ ୨ ପ୍ରଥମ ବର୍ଷ MIL ଓଡ଼ିଆ ପଦ୍ୟ "ହିମକାଳ" ପ୍ରଥମ ଭାଗର ଏ ଭିଡିଓକୁ ଦେଖି ପାଠକୁ ଭଲ ଭାବରେ ବୁଝି କେମିତି ଲାଗିଲା ମୋତେ କମେଣ୍ଟରେ ଜଣାଇବାକୁ ଅନୁରୋଧ l ଭିଡିଓକୁ ଲାଇକ୍ ଓ ସେୟାର କରିବା ସଙ୍ଗେସଙ୍ଗେ ଏପର୍ଯ୍ୟନ୍ତ ଏ ଚ୍ୟାନେଲକୁ ସବ୍ସକ୍ରାଇବ୍ ନକରିଥିଲେ ଏବେ ହିଁ ସବ୍ସକ୍ରାଇବ୍ କରିଦେବ l ଧନ୍ୟବାଦ
+2 MIL Odia 2024 CHSE Board Exam Question Answer Discussion
มุมมอง 1148 หลายเดือนก่อน
୨୦୨୪ CHSE ଯୁକ୍ତ ଦୁଇ ବୋର୍ଡ଼ ପରୀକ୍ଷା MIL ଓଡ଼ିଆ ପ୍ରଶ୍ନପତ୍ର ଆଲୋଚନା
+2 Optional Odia Selected Questions of CHSE Annual Exam 2024
มุมมอง 1738 หลายเดือนก่อน
CHSE Annual Exam 2024 Optional Odia Selected Questions
CHSE +2 2nd Year Annual Exam 2024 Selected Questions MIL Odia
มุมมอง 9428 หลายเดือนก่อน
ପ୍ରିୟ ଛାତ୍ରଛାତ୍ରୀଗଣ ତୁମ ବାର୍ଷିକ ପରୀକ୍ଷା ପାଇଁ ଏମ୍.ଆଇ.ଏଲ୍ ଓଡ଼ିଆ ବିଷୟର ବଛାବଛା ନିର୍ବାଚିତ ପ୍ରଶ୍ନ ଏ ଭିଡିଓରେ ପ୍ରସ୍ତୁତ କରାଯାଇଛି, ଯାହାକି ତୁମ ପରୀକ୍ଷାରେ ଆସିବା ପରି ଅତି ସମ୍ଭାବ୍ୟ ପ୍ରଶ୍ନ l ତେଣୁ ଏ ଭିଡିଓକୁ ଦେଖି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିନିଅ l ଭିଡିଓକୁ ଲାଇକ୍ ଓ ବହୁସଂଖ୍ୟାରେ ସେୟାର କରିବା ସହିତ ଏ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବ୍ସକ୍ରାଇବ୍ ନକରିଥିଲେ ଏବେ ହିଁ ସବ୍ସକ୍ରାଇବ୍ କରିନିଅ l ଧନ୍ୟବାଦ
Shapamocha Poem +2 1st year MIL ଓଡ଼ିଆ
มุมมอง 9211 หลายเดือนก่อน
Shapamocha Poem 2 1st year MIL ଓଡ଼ିଆ
+2 1st Year MIL Odia Shapa Mochana ଶାପ ମୋଚନ (ତୃତୀୟ ଭାଗ)
มุมมอง 72ปีที่แล้ว
2 1st Year MIL Odia Shapa Mochana ଶାପ ମୋଚନ (ତୃତୀୟ ଭାଗ)
Shapamochana +2 MIL Odia 1st Year ଶାପମୋଚନ +୨ ପ୍ରଥମ ବର୍ଷ ଓଡ଼ିଆ
มุมมอง 208ปีที่แล้ว
Shapamochana 2 MIL Odia 1st Year ଶାପମୋଚନ ୨ ପ୍ରଥମ ବର୍ଷ ଓଡ଼ିଆ
'ଶାପ ମୋଚନ' ଏକାଦଶ ଶ୍ରେଣୀ MIL ଓଡ଼ିଆ ଭାଗ-୧ 'Shapa Mochana' +2 first Year MIL Odia Part 1
มุมมอง 92ปีที่แล้ว
'ଶାପ ମୋଚନ' ଏକାଦଶ ଶ୍ରେଣୀ MIL ଓଡ଼ିଆ ଭାଗ-୧ 'Shapa Mochana' 2 first Year MIL Odia Part 1
Class 10 MIL Odia Bhimanka Singhanada Radi Part-3 ଭୀମଙ୍କ ସିଂହନାଦ ରଡ଼ି ଭାଗ-୩ ଦଶମ ଶ୍ରେଣୀ ଓଡ଼ିଆ
มุมมอง 68ปีที่แล้ว
Class 10 MIL Odia Bhimanka Singhanada Radi Part-3 ଭୀମଙ୍କ ସିଂହନାଦ ରଡ଼ି ଭାଗ-୩ ଦଶମ ଶ୍ରେଣୀ ଓଡ଼ିଆ
Class 10 MIL Odia Bhimanka Singhanada Radi Part 2 ଭୀମଙ୍କ ସିଂହନାଦ ରଡ଼ି ଭାଗ ୨ ଦଶମ ଶ୍ରେଣୀ ଓଡ଼ିଆ
มุมมอง 67ปีที่แล้ว
Class 10 MIL Odia Bhimanka Singhanada Radi Part 2 ଭୀମଙ୍କ ସିଂହନାଦ ରଡ଼ି ଭାଗ ୨ ଦଶମ ଶ୍ରେଣୀ ଓଡ଼ିଆ
Class 10 MIL Odia Bhimanka Singhanada Radi Part 1 ଭୀମଙ୍କ ସିଂହନାଦ ରଡ଼ି ଦଶମ ଶ୍ରେଣୀ MIL ଓଡ଼ିଆ ପ୍ରଥମ ଭାଗ
มุมมอง 128ปีที่แล้ว
Class 10 MIL Odia Bhimanka Singhanada Radi Part 1 ଭୀମଙ୍କ ସିଂହନାଦ ରଡ଼ି ଦଶମ ଶ୍ରେଣୀ MIL ଓଡ଼ିଆ ପ୍ରଥମ ଭାଗ
Rupanarayan Sahaa +2 second Year MIL Odia Story Part 10 ଦ୍ୱାଦଶ ଶ୍ରେଣୀ ଓଡ଼ିଆ ଗଳ୍ପ ରୂପନାରାୟଣ ସାହା
มุมมอง 162ปีที่แล้ว
Rupanarayan Sahaa 2 second Year MIL Odia Story Part 10 ଦ୍ୱାଦଶ ଶ୍ରେଣୀ ଓଡ଼ିଆ ଗଳ୍ପ ରୂପନାରାୟଣ ସାହା
Rupanarayan Sahaa +2 MIL Odia Part 9 ରୂପନାରାୟଣ ସାହା ଦ୍ୱାଦଶ ଶ୍ରେଣୀ ଓଡ଼ିଆ ନବମ ଭାଗ
มุมมอง 192ปีที่แล้ว
Rupanarayan Sahaa 2 MIL Odia Part 9 ରୂପନାରାୟଣ ସାହା ଦ୍ୱାଦଶ ଶ୍ରେଣୀ ଓଡ଼ିଆ ନବମ ଭାଗ
Rupanarayan Sahaa +2 MIL Odia Story CHSE Odisha Board ରୂପନାରାୟଣ ସାହା
มุมมอง 226ปีที่แล้ว
Rupanarayan Sahaa 2 MIL Odia Story CHSE Odisha Board ରୂପନାରାୟଣ ସାହା
+2 Science MIL Odia 2023 Board Exam Question Answer Discussion
มุมมอง 42ปีที่แล้ว
2 Science MIL Odia 2023 Board Exam Question Answer Discussion
+2 Board Exam 2024 Optional Odia Selected Questions Plus two Optional Odia Possible Questions
มุมมอง 48ปีที่แล้ว
2 Board Exam 2024 Optional Odia Selected Questions Plus two Optional Odia Possible Questions
Optional Odia 1st & 2nd Chapter Poem's Selected Questions for 2024 Board Exam CHSE
มุมมอง 53ปีที่แล้ว
Optional Odia 1st & 2nd Chapter Poem's Selected Questions for 2024 Board Exam CHSE
My Odia Class +2 Science MIL Odia Board Exam Question Answer Discussion Part 1
มุมมอง 59ปีที่แล้ว
My Odia Class 2 Science MIL Odia Board Exam Question Answer Discussion Part 1
My Odia Class +2 Board Exam 2024 Selected 2 Marks Questions MIL Odia
มุมมอง 259ปีที่แล้ว
My Odia Class 2 Board Exam 2024 Selected 2 Marks Questions MIL Odia
+2 Board Exam 2024 MIL Odia Selected 1 mark Question Answers from Prose Part
มุมมอง 130ปีที่แล้ว
2 Board Exam 2024 MIL Odia Selected 1 mark Question Answers from Prose Part
My Odia Class +2 Board Exam 2024 Selected MCQ MIL Odia Prose +୨ ବୋର୍ଡ଼ ପରୀକ୍ଷାର ସମ୍ଭାଵ୍ୟ ପ୍ରଶ୍ନୋତ୍ତର
มุมมอง 208ปีที่แล้ว
My Odia Class 2 Board Exam 2024 Selected MCQ MIL Odia Prose ୨ ବୋର୍ଡ଼ ପରୀକ୍ଷାର ସମ୍ଭାଵ୍ୟ ପ୍ରଶ୍ନୋତ୍ତର
+2 Second Year Board Exam 2024 Selective MCQ of Poetry +୨ MIL ଓଡ଼ିଆ ପରୀକ୍ଷା ୨୦୨୪ ପଦ୍ୟ MCQ
มุมมอง 134ปีที่แล้ว
2 Second Year Board Exam 2024 Selective MCQ of Poetry ୨ MIL ଓଡ଼ିଆ ପରୀକ୍ଷା ୨୦୨୪ ପଦ୍ୟ MCQ
Class 10 Selective MCQ for Board Exam 2024 MIL Odia SELECTED MCQ for Matric Board Exam 2024
มุมมอง 98ปีที่แล้ว
Class 10 Selective MCQ for Board Exam 2024 MIL Odia SELECTED MCQ for Matric Board Exam 2024
My Odia Class +2 2nd Year (CHSE) MIL Odia Rupanarayan Sahaa Part-7 ରୂପନାରାୟଣ ସାହା ଭାଗ-୭
มุมมอง 413ปีที่แล้ว
My Odia Class 2 2nd Year (CHSE) MIL Odia Rupanarayan Sahaa Part-7 ରୂପନାରାୟଣ ସାହା ଭାଗ-୭

ความคิดเห็น

  • @UNKNOWN-09ii
    @UNKNOWN-09ii 28 วันที่ผ่านมา

    Best teacher in my entire life ❤ . Thank you so much sir .

    • @TripathySirMyOdiaClass
      @TripathySirMyOdiaClass 21 วันที่ผ่านมา

      ତୁମକୁ ଅନେକ ଅନେକ ଧନ୍ୟବାଦ l ତୁମ ପରି ଶିଷ୍ୟ ପାଇ ମୁଁ ମଧ୍ୟ ନିଜକୁ ଧନ୍ୟ ମନେ କରୁଛି l ମନଦେଇ ପାଠ ପଢ଼ି ଭଲ ମଣିଷ ହୁଅ ତୁମକୁ ମୁଁ ଏତିକି ଆଶୀର୍ବାଦ କରୁଛି l

  • @prabirabehera8103
    @prabirabehera8103 2 หลายเดือนก่อน

    Bahut sundar sir 🎉 ସ୍ତୁତି ଚିନ୍ତାମଣି - ଭୀମ ଭୋଇ

  • @touropediahindi2805
    @touropediahindi2805 3 หลายเดือนก่อน

    Sir +2 second year class Karantu please 🥺🙏🙏

    • @TripathySirMyOdiaClass
      @TripathySirMyOdiaClass 3 หลายเดือนก่อน

      ନିଶ୍ଚିତ କରିବି l ମୋର "Happy Stall" ଚ୍ୟାନେଲ ଦେଖ l ସେଥିରେ ବି ଅନେକ ଦ୍ଵିତୀୟ ବର୍ଷ ପାଠର କ୍ଳାସ ହୋଇଛି l ଏ ଚ୍ୟାନେଲରେ କେତେଟା ବିଷୟ ଅଛି l ବାକି ଆଗକୁ ଆଉ ସବୁ ବିଷୟ କରିବି l

  • @GANESH-xg9wr
    @GANESH-xg9wr 5 หลายเดือนก่อน

    Thank you sir

  • @jasobantidehuri8293
    @jasobantidehuri8293 6 หลายเดือนก่อน

    Sir namaskar 10th class ra anya bisaya gudika bhi alochana karantu please sir

    • @TripathySirMyOdiaClass
      @TripathySirMyOdiaClass 6 หลายเดือนก่อน

      ଠିକ୍ ଅଛି l କରିବା ଖୁବ୍ ଶୀଘ୍ର

  • @nvdivyanshuranjanparida7614
    @nvdivyanshuranjanparida7614 6 หลายเดือนก่อน

    ଗୁରୁଜୀ ପ୍ରଣାମ 🙏🏻। ବହୁତ ଭଲ ଭାବରେ ଆପଣ ପରିବେଷଣ କରିଛନ୍ତି। 💐🙏🏻

    • @TripathySirMyOdiaClass
      @TripathySirMyOdiaClass 6 หลายเดือนก่อน

      ପ୍ରଣାମ 🙏🙏ତୁମକୁ ମୋ ପାଠପଢ଼ା ଭଲ ଲାଗିଲା ବୋଲି ଜାଣିବା ପରେ ମୋତେ ବି ବହୁତ ଖୁସି ଲାଗିଲା l ଅନେକ ଅନେକ ଧନ୍ୟବାଦ

  • @KIRANDHAL-j9m
    @KIRANDHAL-j9m 11 หลายเดือนก่อน

    Thank you sir 🙏🙏🙏

    • @TripathySirMyOdiaClass
      @TripathySirMyOdiaClass 11 หลายเดือนก่อน

      ବହୁତ ବହୁତ ଧନ୍ୟବାଦ

  • @jasobantidehuri8293
    @jasobantidehuri8293 ปีที่แล้ว

    Sir,ssb exam lagi class karantu

  • @jayasrimohanty8438
    @jayasrimohanty8438 ปีที่แล้ว

    Sir pranam sir second year odi opt.ra satyameba joyet ra video ଛାଡନ୍ତୁ

  • @jasodamajhi6914
    @jasodamajhi6914 ปีที่แล้ว

    ବୋହୁତ ସୁନ୍ଦର ଭାବରେ ବୁଝାଇଲେ ସାର, ଆନ୍ତରିକ ଧନ୍ୟବାଦ 🙏

  • @gadadharasamantaray4165
    @gadadharasamantaray4165 ปีที่แล้ว

    Sir pranam 6:49

  • @lawrenceprogamer9078
    @lawrenceprogamer9078 ปีที่แล้ว

    Magiha budha🖕

  • @mihirkutripathy5440
    @mihirkutripathy5440 ปีที่แล้ว

    ଶୁଭ ସକାଳ ସାର୍ ନମସ୍କାର।ମୁଁ ଅପେକ୍ଷା ରେ ଥିଲି ତୃତୀୟ ଭାଗ ପାଇଁ।ବହୁତ ବହୁତ ଧନ୍ୟବାଦ ।🙏

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      ତୁମକୁ ପ୍ରତିନମସ୍କାର 🙏🙏 ଏବଂ ଧନ୍ୟବାଦ ମଧ୍ୟ ଭିଡିଓ ଦେଖି ନିଜର ମତାମତ ଦେଇଥିବାରୁ l ଆଗକୁ ଅନ୍ୟାନ୍ୟ ବିଷୟ ପାଇଁ ଅପେକ୍ଷା ରଖ l ଅନ୍ୟମାନଙ୍କ ସହିତ ଭିଡିଓଗୁଡ଼ିକୁ ସେୟାର କରିବା ସହିତ ଏହି ଚ୍ୟାନେଲକୁ ସବ୍ସକ୍ରାଇବ କରିବାକୁ ମଧ୍ୟ କହିବ l ଚ୍ୟାନେଲକୁ ବହୁ ସଂଖ୍ୟାରେ ସବ୍ସକ୍ରାଇବ କରିବା ଉପରେ ହିଁ ଚ୍ୟାନେଲର ସ୍ଥାୟୀତ୍ୱ ତଥା ତୁମପାଇଁ ଅଧିକ ଭିଡିଓ ତିଆରି କରିବା ନିର୍ଭର କରେ l ତେଣୁ ଆଶା କରୁଛି ସେଥିପାଇଁ ଚେଷ୍ଟା କରିବ ନିଶ୍ଚୟ l ଧନ୍ୟବାଦ

    • @mihirkutripathy5440
      @mihirkutripathy5440 ปีที่แล้ว

      @@TripathySirMyOdiaClass ନିଶ୍ଚିତ ସାର୍ କହିବି ସମସ୍ତଙ୍କୁ ସେୟାର କରିବା ପାଇଁ।

  • @mihirkutripathy5440
    @mihirkutripathy5440 ปีที่แล้ว

    🙏ବହୁତ ସୁନ୍ଦର ଦ୍ବିତୀୟ ଭାଗ ଆସିଲା।

  • @snehalswain-o3b
    @snehalswain-o3b ปีที่แล้ว

    Sir pranam apanka patha padha bahut badhia lagila

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      ପ୍ରଣାମ l ମୋ ଭିଡିଓ ଦେଖି ମତାମତ ଦେଇଥିବାରୁ ତୁମକୁ ଅନେକ ଅନେକ ଧନ୍ୟବାଦ l ତେବେ ମୋ ପାଠପଢ଼ା ଯେ ତୁମକୁ ବହୁତ ଭଲ ଲାଗିଲା ଏଥରୁ ମୁଁ ଜାଣିପାରୁଛି ଯେ ବାସ୍ତବରେ ତୁମେ ହେଉଛ ପାଠପଢ଼ା ପିଲା l ପାଠ କଣ ସେକଥା ତୁମେ ଜାଣିଛ l କିନ୍ତୁ ପାଠର ମୂଲ୍ୟ ବୁଝି ନ ଥିବା କିଛି ମହାମୂର୍ଖ ଅଛନ୍ତି ଯେଉଁମାନେ କି ଏମିତି କିଛି ଚ୍ୟାନେଲକୁ ଭଲ ଭଲ ବୋଲି କହି, ସେ ଚ୍ୟାନେଲକୁ ସବ୍ସକ୍ରାଇବ କରିବାରେ ବ୍ୟସ୍ତ l ଏମିତି ବି ପିଲା ଅଛନ୍ତି ଯେଉଁମାନେ କି ଏ ଚ୍ୟାନେଲକୁ ଥରେ ସବ୍ସକ୍ରାଇବ କରି ତା ପରେ ଅନସବ୍ସକ୍ରାଇବ ବି କରୁଛନ୍ତି l ଛାଡ଼ ସେକଥା l ଏ ଚ୍ୟାନେଲକୁ ସବ୍ସକ୍ରାଇବ କରିବ ଏବଂ ଅନ୍ୟମାନଙ୍କ ସହିତ ଭିଡିଓକୁ ସେୟାର ବି କରିବ l ଧନ୍ୟବାଦ

  • @mihirkutripathy5440
    @mihirkutripathy5440 ปีที่แล้ว

    🙏ଭଲ ହେଲା ସାର୍ ଦଶମ ଓଡ଼ିଆ ଭିଡିଓ ଆରମ୍ଭ କଲେ।

  • @Varshabisi
    @Varshabisi ปีที่แล้ว

    Class 9 video upload karantu please

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      ବାବାରେ କରିବି l ଟିକେ ଆଉ କିଛି ଦିନ ଧୈର୍ଯ୍ୟ ଧର l ପ୍ଲସ ଟୁ ର ଗୋଟେ ପାଠ କରୁଛି l ସେଇଟା ଆଉ ଅଳ୍ପ ଅଛି l ସରିଗଲେ ମୁଁ ଷ୍ଟାର୍ଟ କରିବି l ତୁମେ କେଉଁଠିକାର ଛାତ୍ର ବା ଛାତ୍ରୀ ଜଣାଇଲେ ଖୁସି ହେବି l ଧନ୍ୟବାଦ

  • @Varshabisi
    @Varshabisi ปีที่แล้ว

    ନବମ ଶ୍ରେଣୀ ର କ୍ଲାସ୍ କେବେଠାରୁ ଆରମ୍ଭ କରିବେ ଦୟାକରି କୁହନ୍ତୁ 🙏

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      ଏବେ ରୂପନାରାୟଣ ସାହା ଚାଲିଛି l ଏଇ ବିଷୟଟା ସରିଗଲେ କରିଦେବି ଷ୍ଟାର୍ଟ ଖୁବ ଶୀଘ୍ର l ତୁମେ କଣ ମୋତେ ଆଗରୁ ଜାଣିଛ ?

  • @chinmayapanigrhi6912
    @chinmayapanigrhi6912 ปีที่แล้ว

    Sir mu 5 Jana pilanku share karichi

    • @Way2Quickjobs
      @Way2Quickjobs ปีที่แล้ว

      ବହୁତ ବହୁତ ଧନ୍ୟବାଦ ତୁମ ସାଙ୍ଗସାଥିମାନଙ୍କୁ କହି ଏ ଚ୍ୟାନେଲକୁ ଅଧିକ ସଂଖ୍ୟାରେ ସବ୍ସକ୍ରାଇବ୍ କରିବ ନିଶ୍ଚିୟ

  • @dhaneswargouda9004
    @dhaneswargouda9004 ปีที่แล้ว

    Thank you sir😇😇

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      ଖାଲି ଧନ୍ୟବାଦ ଗୋଟାଏ ଦେଇଦେଲେ ଯଥେଷ୍ଟ ହୋଇଗଲା ବୋଲି ଭାବନି l ବୁଝିପାରିବନି ତୁମେ ଗୋଟେ ଭିଡିଓ ତିଆରି କରି ଅପଲୋଡ଼ କରିବା ପର୍ଯ୍ୟନ୍ତ କେତେ ପରିଶ୍ରମ ଏବଂ ପଇସା ଦୁଇଟା ଯାକ ଖର୍ଚ୍ଚ ହେଉଛି l ଭିଡିଓକୁ ଅଧିକ ସଂଖ୍ୟାରେ ସେୟାର କରି ଭିୟୁର୍ସ ଏବଂ ସବ୍ସକ୍ରାଇବର୍ ବଢ଼ାଇ ପାରିଲେ ସେଇ ହେବ ମୋର ପାରିଶ୍ରମିକ ଏବଂ ଶ୍ରେଷ୍ଠ ଗୁରୁଦକ୍ଷିଣା ମଧ୍ୟ l ଭାବୁଛି ତୁମେ ନିଶ୍ଚୟ ଏହାକୁ ପୂରଣ କରିପାରିବ l ଧନ୍ୟବାଦ

  • @dhaneswargouda9004
    @dhaneswargouda9004 ปีที่แล้ว

    Optional odia 2,3, 5 mark selection question diantu plz🙏🙏🙏🙏📝board exam pahi

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      ପରୀକ୍ଷା କେବେ ଅଛି ?

    • @dhaneswargouda9004
      @dhaneswargouda9004 ปีที่แล้ว

      @@TripathySirMyOdiaClass date 22/3/2023 optional odia eaxm achi sir🙏🙏🙏 please help me😩😩

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      @@dhaneswargouda9004 ଓକେ ମୁଁ ଚେଷ୍ଟା କରୁଛି

  • @tutulikitchen1991
    @tutulikitchen1991 ปีที่แล้ว

    Bahut badhiya sir🙏

  • @chinmayapanigrhi6912
    @chinmayapanigrhi6912 ปีที่แล้ว

    Sir please odia optional+2 2nd year ra exam pani selection diantu

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      ହଉ ଚେଷ୍ଟା କରୁଛି l ବ୍ୟସ୍ତତା ଭିତରୁ ସମୟ ବାହାର କରି ସମ୍ଭବ ହେଲେ ନିଶ୍ଚୟ ଅପଲୋଡ଼ କରିବି l କିନ୍ତୁ ଗୋଟେ କଥା ଚିନ୍ତା କର ତୁମେ l MIL ଓଡ଼ିଆର ସମ୍ଭାବ୍ୟ ପ୍ରଶ୍ନ ସବୁକୁ କଷ୍ଟ କରି ତିଆରି କରି ଅପଲୋଡ଼ କଲି l ଅନେକ ପ୍ରଶ୍ନ ସେଥିରୁ ଆସିଛି ମଧ୍ୟ l କିନ୍ତୁ ତାକୁ କେତେଜଣ ଦେଖିଲେ ? ବରଂ ଏମିତି କିଛି ଚ୍ୟାନେଲର ଭିଡିଓକୁ ଅନ୍ଧ ଭାବରେ ପିଲା ଦେଖିଲେ ଯେଉଁଥିରେ ସେ ଚ୍ୟାନେଲର ନିଜତ୍ୱ କିଛି ନାହିଁ l ବଜାରରେ ମିଳୁଥିବା କିଛି ସାମ୍ପୁଲ କୋଶ୍ଚିନ୍ ବହିକୁ ଉଠାଇ ଆଣି ସେଇଥିରେ ଯାହା ଛାପାଯାଇଛି ତାକୁଇ ଦେଖୋଉଥିଲେ ବି ପିଲା କିନ୍ତୁ ସେଇଆକୁ ପିଇ ଯାଉଛନ୍ତି ପଛକେ ମୌଳିକ ପ୍ରଚେଷ୍ଟାକୁ ଗ୍ରହଣ କରିବାକୁ ଜଣେ ବି ନାହିଁ l ପିଲାଙ୍କୁ ଠକୁଥିବା ସେଇସବୁ ଚ୍ୟାନେଲକୁ ଶହଶହ ସଂଖ୍ୟାରେ ସବ୍ସକ୍ରାଇବ କରିବେ ପଛକେ ପ୍ରକୃତ ପ୍ରଚେଷ୍ଟା କରୁଥିବା ଏମିତି ଚ୍ୟାନେଲକୁ ଜଣେ ବି ସବ୍ସକ୍ରାଇବ କରିବାକୁ ଭାରି କୁଣ୍ଠାବୋଧ l ତେଣୁ ଆଗ୍ରହ ଜନ୍ମିବ କେମିତି ? ତଥାପି ମୁଁ ପ୍ରଚେଷ୍ଟାରେ ଅଛି l ଧନ୍ୟବାଦ

    • @chinmayapanigrhi6912
      @chinmayapanigrhi6912 ปีที่แล้ว

      @@TripathySirMyOdiaClass sir mu apanka selection ghosiki jaitili 80 parsent answer lekhichi

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      ଏକଥା ଜାଣିବା ପରେ ମୋତେ ମୋର ପରିଶ୍ରମ ସାର୍ଥକ ହେବା ପରି ଅନୁଭବ ହେଲା l ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ l

  • @2studiesbydisha786
    @2studiesbydisha786 ปีที่แล้ว

    You r the great teacher... 🙏🏼

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      ମୋ ଚ୍ୟାନେଲ ଦେଖି ନିଜର ସୁଚିନ୍ତିତ ମତାମତ ଦେଇଥିବାରୁ ଧନ୍ୟବାଦ ନେବ l ଅନୁରୋଧ କରୁଛି ଚ୍ୟାନେଲକୁ ସବ୍ସକ୍ରାଇବ କରିବା ସହିତ ଭିଡିଓକୁ ଲାଇକ୍ ମଧ୍ୟ କରିବ l ଧନ୍ୟବାଦ

  • @ayushmanpanda3806
    @ayushmanpanda3806 ปีที่แล้ว

    Best teacher Saha Top Odia sir kahile madhya aha Kamm heba 🙏 .... apankar padheiba style sahita aapnka padhei thiba sabu odia class ku madhya ame bahut miss karuchu sir 🙏🙏🙏 ... Apnku bahut bahut namaskar sir ama ku ate bhala Pai amku ate padhei Baku.. 🙏

  • @chinmayapanigrhi6912
    @chinmayapanigrhi6912 ปีที่แล้ว

    Sir ei tika 2 markia ghosi dele sabu asi jiba taa

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      ମୁଁ କଣ ପ୍ରଶ୍ନପତ୍ର ତିଆରି କରିଛି କି ? ଏସବୁକୁ ଇମ୍ପୋଟାଣ୍ଟ ବୋଲି ଦେଇଛି l ଭଲ ଭାବରେ ପଢ଼ିନେବାକୁ l ତେଣୁ ଏତକ ମୁଖସ୍ଥ କରିନିଅ l ହୁଏତ କିଛିଟା ଏ ଭିତରୁ ଆସିପାରେ

  • @dhaneswargouda9004
    @dhaneswargouda9004 ปีที่แล้ว

    You are best teacher sir🙏🙏🙏

  • @nikitasa9020
    @nikitasa9020 ปีที่แล้ว

    Thanks sir 🙏

  • @Cricketstar558
    @Cricketstar558 ปีที่แล้ว

    Sir odia grammar rudhi ,biparita sabda ra selection diantu

  • @dhaneswargouda9004
    @dhaneswargouda9004 ปีที่แล้ว

    Sir long question selection question diantu please🙏🙏🙏 help me😩😩

  • @dhaneswargouda9004
    @dhaneswargouda9004 ปีที่แล้ว

    Thank you so much sir😇😇😇

  • @dhaneswargouda9004
    @dhaneswargouda9004 ปีที่แล้ว

    Sir 3 mark selection question anantu plz🙏🙏🙏

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      ଏବେ ଆଉ ସମୟ ହୁଏତ ହୋଇ ନପାରେ l ମୁଁ ଟିକେ ବ୍ୟସ୍ତତା ଭିତରେ ରହୁଛି ତ l ସେଥିପାଇଁ ଟିକେ ଅସୁବିଧା ହେଉଛି l ଆଶାକରେ ମୋ ଅସୁବିଧାକୁ ବୁଝିପାରିବ l

  • @kalabatipaikaray8016
    @kalabatipaikaray8016 ปีที่แล้ว

    You are a great teacher

  • @odiatalkhotlife4501
    @odiatalkhotlife4501 ปีที่แล้ว

    th-cam.com/video/2KJ5riNxGhs/w-d-xo.html

  • @chinmayapanigrhi6912
    @chinmayapanigrhi6912 ปีที่แล้ว

    Sir 2 mark ra selection diantu

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      ହଁ ହଁ ଦବା l ଟିକେ ବ୍ୟସ୍ତ ଭିତରେ ରହୁଛି ତ l ସେଥିପାଇଁ ବିଳମ୍ୱ ଟିକେ ହେଉଛି l କ୍ଷମା କରିବ

    • @chinmayapanigrhi6912
      @chinmayapanigrhi6912 ปีที่แล้ว

      Sir exam auu 4 din achi taa

  • @tutulikitchen1991
    @tutulikitchen1991 ปีที่แล้ว

    ସାରଙ୍କ ସିଲେକ୍ଟିଭ ପ୍ରାୟ ଆସୁଛି l ତେଣୁ ଆସିବ ନିଶ୍ଚୟ l ତାକୁ ମନେରଖି ଅଭ୍ୟାସ କର l, My Odia Class ଏବଂ Happy Stall ଏ ଦୁଇଟା ଯାକ ଚ୍ୟାନେଲ ବହୁତ ବଢ଼ିଆ ଚ୍ୟାନେଲ ଅନ୍ୟ ଚ୍ୟାନେଲ ଅପେକ୍ଷା

  • @raghugolari7220
    @raghugolari7220 ปีที่แล้ว

    Thanks you sir

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      ତୁମକୁ ମଧ୍ୟ ବହୁତ ବହୁତ ଧନ୍ୟବାଦ

  • @Cricketstar558
    @Cricketstar558 ปีที่แล้ว

    Plz sir

  • @Cricketstar558
    @Cricketstar558 ปีที่แล้ว

    Sir ehi Barsha ra mil odia exam pain selective long questions with answer anantu

    • @dipunadash1495
      @dipunadash1495 ปีที่แล้ว

      Long question ପ୍ରଶ୍ନୋତ୍ତର କେମିତି ଲେଖାଯାଏ ତାର କିଛି ଭିଡିଓ ମୋର Happy Stall ଚ୍ୟାନେଲରେ ଅଛି ଦେଖିନିଅ

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      Happy stall ଚ୍ୟାନେଲରେ କିଛି Long Question Answer ଅଛି l ତାକୁ ଟିକେ ଦେଖିଦିଅ

  • @chinmayapanigrhi6912
    @chinmayapanigrhi6912 ปีที่แล้ว

    Sir ei bhitaru question asibata

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      ଏସବୁ ହେଉଛି କିଛି ସିଲେକ୍ଟିଭ ପ୍ରଶ୍ନ l ୟାକୁ ଅଭ୍ୟାସ କରିନିଅ

  • @chinmayapanigrhi6912
    @chinmayapanigrhi6912 ปีที่แล้ว

    Sir 2 markia ra upload karantu please

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      କରିବା ନିଶ୍ଚୟ l ଟିକେ ସମୟ ଦିଅନ୍ତୁ

  • @chinmayapanigrhi6912
    @chinmayapanigrhi6912 ปีที่แล้ว

    Sir long question and 2 and 3 markia question tike jaldi upload karantu exam pakhei asilani plz sir mu apanaka question ku follow kare

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      ଓକେ ବହୁତ ବହୁତ ଧନ୍ୟବାଦ l ଖୁବଶୀଘ୍ର ଅପଲୋଡ଼ କରିବାକୁ ଚେଷ୍ଟା କରୁଛି

  • @dhaneswargouda9004
    @dhaneswargouda9004 ปีที่แล้ว

    Selection question diantu sir +2 second year board eaxm pahi

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      ଏସବୁ ଯାହା ଦିଆଯାଇଛି ସବୁ ହେଉଛି ସିଲେକ୍ଟିଭ୍ କୋଶ୍ଚିନ୍ l ତାହା ବ୍ୟତୀତ ବାକି ଅନ୍ୟାନ୍ୟ ସବୁ କୋଶ୍ଚିନ୍ ତିଆରି ଚାଲିଛି

  • @chinmayapanigrhi6912
    @chinmayapanigrhi6912 ปีที่แล้ว

    Sir please 2mark and 3 mark ra selection diantu

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      ଦେବା ଦେବା l ଟିକେ ଧୈର୍ଯ୍ୟ ଧର

  • @dhaneswargouda9004
    @dhaneswargouda9004 ปีที่แล้ว

    Sir selection question m, I, L 2,3mark and long question selection question Time nahi de ediantu plz🙏🙏🙏

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      ମୋ ଚ୍ୟାନେଲ ଦେଖି ମତାମତ ଦେଇଥବାରୁ ଧନ୍ୟବାଦ l ତେବେ ଅପେକ୍ଷା କର ନିଶ୍ଚୟ ଅପଲୋଡ଼ କରିବି

    • @odiatalkhotlife4501
      @odiatalkhotlife4501 ปีที่แล้ว

      th-cam.com/video/2KJ5riNxGhs/w-d-xo.html

  • @dhaneswargouda9004
    @dhaneswargouda9004 ปีที่แล้ว

    Sir +2 second year m, I, l long question selection question diantu

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      ମୋ ଚ୍ୟାନେଲକୁ ଆସି ଭିଡିଓ ଦେଖି ମତାମତ ଦେଇଥିବାରୁ ଧନ୍ୟବାଦ l ତେବେ ସବୁ ଜିନିଷ ପାଇଁ ଅପେକ୍ଷା ଏବଂ ଧୈର୍ଯ୍ୟର ଆବଶ୍ୟକ l ଗୋଟେ ପରେ ଗୋଟେ ଭିଡିଓ ତିଆରି କରି ତାକୁ ଏଡିଟିଂ କରି ଅପଲୋଡ଼ କରିବାକୁ ସମୟ ତ ଲାଗିବ ନିଶ୍ଚୟ l ଆଉ ଅଧର୍ଯ୍ୟ ହେଲେ କେମିତି ହେବ ? ଅପେକ୍ଷା କର ଗୋଟେ ପରେ ଗୋଟେ ସବୁ ବିଭାଗର ସେଲେକ୍ଟିଭ ପ୍ରଶ୍ନର ଭିଡିଓ ଅପଲୋଡ଼ କରିବି l କିନ୍ତୁ ସେଥିପାଇଁ ଚ୍ୟାନେଲକୁ ସବ୍ସକ୍ରାଇବ ନକରିଥିଲେ ସବ୍ସକ୍ରାଇବ କରିଦିଅନ୍ତୁ l ସବ୍ସକ୍ରାଇବ କରିଦେଲେ ନୂଆ ଭିଡିଓ ଅପଲୋଡ଼ ହେବା ମାତ୍ରକେ ସୂଚନା ମିଳିଯିବ l ଧନ୍ୟବାଦ

  • @chinmayapanigrhi6912
    @chinmayapanigrhi6912 ปีที่แล้ว

    Sir 2 mark and long question ra selection diantu

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      ମୋ ଚ୍ୟାନେଲକୁ ଆସି ଭିଡିଓ ଦେଖିଥିବାରୁ ଧନ୍ୟବାଦ l ଅପେକ୍ଷା କରି ଧୈର୍ଯ୍ୟ ଧର l ଗୋଟେ ପରେ ଗୋଟେ ସବୁ ବିଭାଗର ସିଲେକ୍ସନ ପ୍ରଶ୍ନ ଦେବି l ଚ୍ୟାନେଲକୁ ସବ୍ସକ୍ରାଇବ କରିଦିଅ ଯେ, ନୂଆ ଭିଡିଓ ଅପଲୋଡ଼ କରିବା ମାତ୍ରକେ ତୁମ ପାଖକୁ ନୋଟିସ୍ ପଳେଇବ l ତୁମେ ଜାଣିପାରିବ l ଧନ୍ୟବାଦ

    • @chinmayapanigrhi6912
      @chinmayapanigrhi6912 ปีที่แล้ว

      @@TripathySirMyOdiaClass sir apana jau question debe se question sure board exam re asibata

  • @rajlaxmeepanda9875
    @rajlaxmeepanda9875 ปีที่แล้ว

    ସାର ପୟରେ ପଶୁଛି ଶରଣ ର ଲିଙ୍କ ସେଣ୍ଡ କରନ୍ତୁ

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      ତୁମର କଣ ପ୍ରଥମ ବର୍ଷ ? "ପୟରେ ପଶୁଛି ଶରଣ" ଟା ହେଇନି ଭିଡିଓ

  • @Queen0.1980
    @Queen0.1980 ปีที่แล้ว

    Thank u so much sir 🙏🙏 +2 2nd year optional odia class karantu please 🥺

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      ଅପ୍ସନାଲ ଓଡ଼ିଆର କେତେକ ବିଷୟ ମୁଁ ମୋର ଅନ୍ୟ ଚ୍ୟାନେଲ "Happy Stall" ରେ ଅଲରେଡ଼ି କରିଛି l ତାକୁ ଦେଖିବ l ସେ ଚ୍ୟାନେଲରେ କିଛି ଯାନ୍ତ୍ରିକ ତୃଟି ହେତୁ ନୂଆ ଭିଡିଓ ଅପଲୋଡ଼ କରିବା ସମ୍ଭବ ହେଲାନାହିଁ l ତେଣୁ ଏ ଚ୍ୟାନେଲଟି ଖୋଲିଛି l ତେବେ ସେଥିରେ ଅପ୍ସନାଲ ଓଡ଼ିଆର ଆଉ ଯେଉଁ ସବୁ ବିଷୟ ଅଛି ତାକୁ ଧୀରେ ଧୀରେ ପ୍ରସ୍ତୁତ କରିବି l ମୋ ଚ୍ୟାନେଲ ଦେଖି ମତାମତ ଦେଇଥିବାରୁ ଶେଷରେ ଧନ୍ୟବାଦ ତୁମକୁ l th-cam.com/video/bxjBUU5X3Jg/w-d-xo.html

  • @linu12
    @linu12 ปีที่แล้ว

    Sir can you please give me the link of privious channel . I am new here

    • @TripathySirMyOdiaClass
      @TripathySirMyOdiaClass ปีที่แล้ว

      youtube.com/@HappyStall 👆 Please click on this link to visit my other channel or direct search "Happy Stall" in TH-cam search bar.

    • @linu12
      @linu12 ปีที่แล้ว

      @@TripathySirMyOdiaClass thank you sir 🙏