+2 Second Year Board Exam 2024 Selective MCQ of Poetry +୨ MIL ଓଡ଼ିଆ ପରୀକ୍ଷା ୨୦୨୪ ପଦ୍ୟ MCQ

แชร์
ฝัง
  • เผยแพร่เมื่อ 25 ต.ค. 2024

ความคิดเห็น • 5

  • @chinmayapanigrhi6912
    @chinmayapanigrhi6912 ปีที่แล้ว +1

    Sir 2 mark and long question ra selection diantu

    • @TripathySirMyOdiaClass
      @TripathySirMyOdiaClass  ปีที่แล้ว +1

      ମୋ ଚ୍ୟାନେଲକୁ ଆସି ଭିଡିଓ ଦେଖିଥିବାରୁ ଧନ୍ୟବାଦ l ଅପେକ୍ଷା କରି ଧୈର୍ଯ୍ୟ ଧର l ଗୋଟେ ପରେ ଗୋଟେ ସବୁ ବିଭାଗର ସିଲେକ୍ସନ ପ୍ରଶ୍ନ ଦେବି l ଚ୍ୟାନେଲକୁ ସବ୍ସକ୍ରାଇବ କରିଦିଅ ଯେ, ନୂଆ ଭିଡିଓ ଅପଲୋଡ଼ କରିବା ମାତ୍ରକେ ତୁମ ପାଖକୁ ନୋଟିସ୍ ପଳେଇବ l ତୁମେ ଜାଣିପାରିବ l ଧନ୍ୟବାଦ

    • @chinmayapanigrhi6912
      @chinmayapanigrhi6912 ปีที่แล้ว

      @@TripathySirMyOdiaClass sir apana jau question debe se question sure board exam re asibata

  • @dhaneswargouda9004
    @dhaneswargouda9004 ปีที่แล้ว +1

    Sir +2 second year m, I, l long question selection question diantu

    • @TripathySirMyOdiaClass
      @TripathySirMyOdiaClass  ปีที่แล้ว

      ମୋ ଚ୍ୟାନେଲକୁ ଆସି ଭିଡିଓ ଦେଖି ମତାମତ ଦେଇଥିବାରୁ ଧନ୍ୟବାଦ l ତେବେ ସବୁ ଜିନିଷ ପାଇଁ ଅପେକ୍ଷା ଏବଂ ଧୈର୍ଯ୍ୟର ଆବଶ୍ୟକ l ଗୋଟେ ପରେ ଗୋଟେ ଭିଡିଓ ତିଆରି କରି ତାକୁ ଏଡିଟିଂ କରି ଅପଲୋଡ଼ କରିବାକୁ ସମୟ ତ ଲାଗିବ ନିଶ୍ଚୟ l ଆଉ ଅଧର୍ଯ୍ୟ ହେଲେ କେମିତି ହେବ ? ଅପେକ୍ଷା କର ଗୋଟେ ପରେ ଗୋଟେ ସବୁ ବିଭାଗର ସେଲେକ୍ଟିଭ ପ୍ରଶ୍ନର ଭିଡିଓ ଅପଲୋଡ଼ କରିବି l କିନ୍ତୁ ସେଥିପାଇଁ ଚ୍ୟାନେଲକୁ ସବ୍ସକ୍ରାଇବ ନକରିଥିଲେ ସବ୍ସକ୍ରାଇବ କରିଦିଅନ୍ତୁ l ସବ୍ସକ୍ରାଇବ କରିଦେଲେ ନୂଆ ଭିଡିଓ ଅପଲୋଡ଼ ହେବା ମାତ୍ରକେ ସୂଚନା ମିଳିଯିବ l ଧନ୍ୟବାଦ