Class 10 MIL Odia Bhimanka Singhanada Radi Part-3 ଭୀମଙ୍କ ସିଂହନାଦ ରଡ଼ି ଭାଗ-୩ ଦଶମ ଶ୍ରେଣୀ ଓଡ଼ିଆ

แชร์
ฝัง
  • เผยแพร่เมื่อ 25 ต.ค. 2024

ความคิดเห็น • 3

  • @mihirkutripathy5440
    @mihirkutripathy5440 ปีที่แล้ว +1

    ଶୁଭ ସକାଳ ସାର୍ ନମସ୍କାର।ମୁଁ ଅପେକ୍ଷା ରେ ଥିଲି ତୃତୀୟ ଭାଗ ପାଇଁ।ବହୁତ ବହୁତ ଧନ୍ୟବାଦ ।🙏

    • @TripathySirMyOdiaClass
      @TripathySirMyOdiaClass  ปีที่แล้ว

      ତୁମକୁ ପ୍ରତିନମସ୍କାର 🙏🙏 ଏବଂ ଧନ୍ୟବାଦ ମଧ୍ୟ ଭିଡିଓ ଦେଖି ନିଜର ମତାମତ ଦେଇଥିବାରୁ l ଆଗକୁ ଅନ୍ୟାନ୍ୟ ବିଷୟ ପାଇଁ ଅପେକ୍ଷା ରଖ l ଅନ୍ୟମାନଙ୍କ ସହିତ ଭିଡିଓଗୁଡ଼ିକୁ ସେୟାର କରିବା ସହିତ ଏହି ଚ୍ୟାନେଲକୁ ସବ୍ସକ୍ରାଇବ କରିବାକୁ ମଧ୍ୟ କହିବ l ଚ୍ୟାନେଲକୁ ବହୁ ସଂଖ୍ୟାରେ ସବ୍ସକ୍ରାଇବ କରିବା ଉପରେ ହିଁ ଚ୍ୟାନେଲର ସ୍ଥାୟୀତ୍ୱ ତଥା ତୁମପାଇଁ ଅଧିକ ଭିଡିଓ ତିଆରି କରିବା ନିର୍ଭର କରେ l ତେଣୁ ଆଶା କରୁଛି ସେଥିପାଇଁ ଚେଷ୍ଟା କରିବ ନିଶ୍ଚୟ l ଧନ୍ୟବାଦ

    • @mihirkutripathy5440
      @mihirkutripathy5440 ปีที่แล้ว

      @@TripathySirMyOdiaClass ନିଶ୍ଚିତ ସାର୍ କହିବି ସମସ୍ତଙ୍କୁ ସେୟାର କରିବା ପାଇଁ।