Class 10 MIL Odia Bhimanka Singhanada Radi Part 1 ଭୀମଙ୍କ ସିଂହନାଦ ରଡ଼ି ଦଶମ ଶ୍ରେଣୀ MIL ଓଡ଼ିଆ ପ୍ରଥମ ଭାଗ

แชร์
ฝัง
  • เผยแพร่เมื่อ 25 ต.ค. 2024
  • ପ୍ରିୟ ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀ ପିଲାଙ୍କ ସିଲାବସରେ ଥିବା ଆଦିକବି ବା ଶୁଦ୍ରମୁନି ସାରଳା ଦାସଙ୍କ ରଚିତ "ଭୀମଙ୍କ ସିଂହନାଦ ରଡ଼ି" ପଦ୍ୟର ପ୍ରଥମ ଭାଗର ଏ ଭିଡିଓକୁ ଦେଖି ବିଦ୍ୟାଶିକ୍ଷା କରିବା ସହିତ ଭିଡିଓକୁ ଲାଇକ୍ ଏବଂ ସେୟାର କରିବା ସହିତ ଏପର୍ଯ୍ୟନ୍ତ ଏ ଚ୍ୟାନେଲକୁ ସବ୍ସକ୍ରାଇବ ନକରିଥିଲେ ଏବେ ହିଁ ଏ ଚ୍ୟାନେଲକୁ ସବ୍ସକ୍ରାଇବ କରିଦେବ l ଧନ୍ୟବାଦ

ความคิดเห็น • 7

  • @mihirkutripathy5440
    @mihirkutripathy5440 ปีที่แล้ว +2

    🙏ଭଲ ହେଲା ସାର୍ ଦଶମ ଓଡ଼ିଆ ଭିଡିଓ ଆରମ୍ଭ କଲେ।

  • @snehalswain-o3b
    @snehalswain-o3b ปีที่แล้ว +1

    Sir pranam apanka patha padha bahut badhia lagila

    • @TripathySirMyOdiaClass
      @TripathySirMyOdiaClass  ปีที่แล้ว

      ପ୍ରଣାମ l ମୋ ଭିଡିଓ ଦେଖି ମତାମତ ଦେଇଥିବାରୁ ତୁମକୁ ଅନେକ ଅନେକ ଧନ୍ୟବାଦ l ତେବେ ମୋ ପାଠପଢ଼ା ଯେ ତୁମକୁ ବହୁତ ଭଲ ଲାଗିଲା ଏଥରୁ ମୁଁ ଜାଣିପାରୁଛି ଯେ ବାସ୍ତବରେ ତୁମେ ହେଉଛ ପାଠପଢ଼ା ପିଲା l ପାଠ କଣ ସେକଥା ତୁମେ ଜାଣିଛ l କିନ୍ତୁ ପାଠର ମୂଲ୍ୟ ବୁଝି ନ ଥିବା କିଛି ମହାମୂର୍ଖ ଅଛନ୍ତି ଯେଉଁମାନେ କି ଏମିତି କିଛି ଚ୍ୟାନେଲକୁ ଭଲ ଭଲ ବୋଲି କହି, ସେ ଚ୍ୟାନେଲକୁ ସବ୍ସକ୍ରାଇବ କରିବାରେ ବ୍ୟସ୍ତ l ଏମିତି ବି ପିଲା ଅଛନ୍ତି ଯେଉଁମାନେ କି ଏ ଚ୍ୟାନେଲକୁ ଥରେ ସବ୍ସକ୍ରାଇବ କରି ତା ପରେ ଅନସବ୍ସକ୍ରାଇବ ବି କରୁଛନ୍ତି l ଛାଡ଼ ସେକଥା l ଏ ଚ୍ୟାନେଲକୁ ସବ୍ସକ୍ରାଇବ କରିବ ଏବଂ ଅନ୍ୟମାନଙ୍କ ସହିତ ଭିଡିଓକୁ ସେୟାର ବି କରିବ l ଧନ୍ୟବାଦ

  • @gadadharasamantaray4165
    @gadadharasamantaray4165 ปีที่แล้ว +1

    Sir pranam 6:49