Aparajita has a bigrole to win Bjp government in Odissa but after winning, Bjp government has neglected Aparajita She is only dynamic lady who is fit for CM It is pity that Bjp is going to defame gradually Wait and see
You are right. She is a very good leader & fit for CM & central minister.But some selfish nasty bjp leaders neglect her & prefer relation with Pandian for corrouption.
Aparajitaa should not be essentially ignored at all. She should be utilised for the welfare of the party and people. Still there is hope for her upliftment and she should keep utmost patience.
To ignore Aparakjita sarangi ,in future it will be a great loss to the BJP party Odisha people want Aparajita sarangi to give To ignore A To ignore Aparajita Sarangi will be a great loss to the BJp party in future.
Very good analysis.BJP leaders are jealousy towards Aparajita Madam She is from Bihar lady odia feeling is there and lady . BJP was committed mistake not giving central minister. BJP is RSS organisation so she is not RSS cadre .that is main problem . The BJP should change the RSS feeling and emotions .you are democratic party .this type of attitude give bad message to odisha peoples towards BJP . Which is downfall of BJP in Odisha .do not be narrow mind attitude outside something and inside something.this is dirty politics not trustworthy of peoples .
ଓଡ଼ିଶାର ଜନସାଧାରଣ ବିଜେପିର ଯେଉଁ କେନ୍ଦ୍ରିୟ ନେତାଙ୍କୁ ନାପସନ୍ଦ କରନ୍ତି ସେହି ନେତାଙ୍କ ଅଙ୍ଗୁଳି ନିର୍ଦ୍ଦେଶରେ ଓଡିଶାର ବିଜେପି ଦଳ ଏବଂ ସରକାର ପରିଚାଳିତ । ବିଜେପିର ଶୀର୍ଷ ନେତୃତ୍ବ କେଉଁ ସ୍ୱାର୍ଥରେ ଆଖି ବନ୍ଦ କରି ବସିଛନ୍ତି ବୁଝି ହୁଏନି । ଦଳ ଏବଂ ସରକାର ଏମିତି ଚାଲିଲେ ଦିନ ଆସିବ ବିଜେପି ଓଡିଶା ରାଜନୀତିରେ କୋଣ ଠେସା ହୋଇ ରହିଯିବ ।
100% right
Jay Maa Durgatinasini ❤❤❤
ଅଦୃଶ୍ୟ ଅସନ୍ତୋଷ ଯୋଗୁଁ ଦକ୍ଷ ରାଜ ନେତା /ନେତ୍ରୀ ଙ୍କୁ ଯେଉଁ ଦଳ ଅଣଦେଖା କରିଛି /କରେ ସେ ଦଳ ନିଶ୍ଚିତ କ୍ଷତି ସହିବ।
My favorite leader is Aparajita madam only ❤️
ବହୁତ ସୁନ୍ଦର କଥା 🎉
Dharmendra Pradhan odisha BJP pain BAHUT kharap
ଓଡିଶା ରେ ଆଉ ଗୋଟିଏ ହିନ୍ଦୁତ୍ବବାଦୀ ରାଜନୀତିକ ଦଳ ତିଆରି ହେବାର ସମ୍ଭାବନା ଦେଖାଯାଉଛି
ନିଶ୍ଚିତ ଏହା ହେବା ଉଚିତ
ତା ନ ହେଲେ ବିଜେପି ଠିକ୍ ରାସ୍ତାକୁ ଆସିବ ନାହିଁ।
I think she is the best choice for cm
Right...sir
Bahut badhia charcha karichhanti dhanyabad.sripati sandha.rengali/sambalpur
ତାଙ୍କ ଅହଂକାର ପାଇଁ ନିଜେ ଛୋଟ
Jay Sri Jagannath 🙏
Aparajita ma'am is an extremely excellent talented leader of Odisa she should be a minister of BJP party......❤
At the present Odisha political scenario the steps of Aparajita should come forward as C M of Odisha to tackle all the complicated situations
It's very fact
❤Aparajitamam is the great leader of odisha
he is a personalty leader
ଅପରାଜିତା ଷଡଙ୍ଗୀ ନାହିଁତ
ଓଡ଼ିଶାରେ ବିଜେପି ନାହିଁ....
Se gote hindu badi regional party karantu, BJP, BJD dharasai hebe
ମୁକୁ ଭାଇ ସବୁ କରୁଛି
Aparajita madam bjp chhadile bjp odisaru safa heijiba
Aparajita has a bigrole to win Bjp government in Odissa but after winning, Bjp government has neglected Aparajita She is only dynamic lady who is fit for CM It is pity that Bjp is going to defame gradually Wait and see
aparajita sarangi is the the odisha CM candidate
You are right. She is a very good leader & fit for CM & central minister.But some selfish nasty bjp leaders neglect her & prefer relation with Pandian for corrouption.
Aparajitaa should not be essentially ignored at all. She should be utilised for the welfare of the party and people. Still there is hope for her upliftment and she should keep utmost patience.
ଆଗରୁ ପ୍ରଭାକରନ୍ ନାଁରେ ଅନେକ କଥା କହୁଥିଲେ। ଏବେ ସମସ୍ତେ ଚୁପ୍। ପ୍ରଭାକରନ୍ ଦୁର୍ନୀତି ପର୍ବ ନିର୍ବାଚନ ପରେ ହଠାତ୍ ବନ୍ଦ ହେଲା କାହିଁକି।
To ignore Aparakjita sarangi ,in future it will be a great loss to the BJP party
Odisha people want Aparajita sarangi to give
To ignore A
To ignore Aparajita Sarangi will be a great loss to the BJp party in future.
Aparajita sarag8 ku ete abahela kakarantub
ପୁରା ଠିକ୍ କହିଛନ୍ତି
Very good analysis.BJP leaders are jealousy towards Aparajita Madam
She is from Bihar lady odia feeling is there and lady .
BJP was committed mistake not giving central minister.
BJP is RSS organisation so she is not RSS cadre .that is main problem .
The BJP should change the RSS feeling and emotions .you are democratic party .this type of attitude give bad message to odisha peoples towards BJP .
Which is downfall of BJP in Odisha .do not be narrow mind attitude outside something and inside something.this is dirty politics not trustworthy of peoples .
Majburi
2029re bjp odisharu pochhi hoijina.
Manamohan samal dai
ସେମିତି ହୋଇ ନ ପାରେ
BJP ra real back bone of BJP. Aprajita Madam nku neglect kale mularu jiba,BJP
Kia se kulangara diplomacy karuchi ? Taku boycott kara.
ବିଜେପିକୁ ଭଲ ପାଉଥିଲେ ବା ପସନ୍ଦ କରୁଥିଲେ , ଯଦି ପାରୁଛନ୍ତି ନବୀନ ବାବୁଙ୍କ ଓ ପାଣ୍ଡୁ ସହିତ ବିଜେପିର କେଉଁ ବଡ଼ ନେତାଙ୍କ ଭିତିରି ମେଣ୍ଟ ଅଛି ତାକୁ ଖୋଲାସା କରନ୍ତୁ । ଆପଣଙ୍କର କହିବା କଥା ଅନୁସାରେ ବିଜେପିର ବଡ଼ କ୍ଷତି ହେବ
ଖୁଲାସା ତ ହେବ କିନ୍ତୁ ଟିକିଏ late ହେବ
ଅପରାଜିତା ସିଏ ଅପରାଜିତା ଓଡ଼ିଆଙ୍କ ସବୁଠୁ ପ୍ରିୟ ନେତ୍ରୀ, ଏମିତିକି ନବୀନ ବାବୁ ଙ୍କ ଠାରୁ ଅଧିକ
Mora bjp ra sirsa netrutwa gavira bhabare bichar karibe eha mora bises anurodha
ଯେତେବେଳେ ସାଧାରଣ ଲୋକେ ପଚାରୁଥିଲେ ବିଜେପି ର ମୁଖ୍ୟମନ୍ତ୍ରୀ ପାର୍ଥି କିଏ, ଆମେ କହୁଥିଲୁ ଅପରାଜିତା ମାମ, ହେଲେ ମୋଦୀ ଓଡ଼ିଆଙ୍କୁ ଠକିଲେ,
I agree with u.odisha is missing Aparajita
ଅପରାଜିତା ମାନେ ଅପରାଜିତା, ଭାରତୀୟ ଜନତା ପାର୍ଟି ଯଦି ଓଡ଼ିଶାରେ କ୍ଷମତା ଦଖଲ କରି ଥାଏ ତାହା କେବଳ ଅପରାଜିତା ମାଡ଼lମ ଙ୍କ ପାଇଁ
ସମ୍ଭବ ହୋଇଛି , ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ
ଚକ୍ରବ୍ୟୁହରୁ ଓଡ଼ିଶାକୁ ମୁକ୍ତ କରିଥିବା ଏବଂ ଏ ଦୁଇଜଣଙ୍କର ଅସଲ ମୁଖା ଖୋଲିଥିବା ମହାନ୍ ସଂଗ୍ରାମୀ ଅପରାଜିତା ଙ୍କ ଅବଦାନ ଅତୁଲନୀୟ। ଯଦି ମୋଦୀ ଶlହl ଙ୍କ ର ଏତେ ଦମ୍ କାହିଁ ମମତା ବାନାର୍ଜୀ ଙ୍କ ବାଳ ବଙ୍କl କରିପାରୁ ନାହାନ୍ତି?? ଓଡ଼ିଶାରେ ମଧ୍ୟ BJP ର ଖୁବ୍ ଶୀଘ୍ର ପତନ ଆରମ୍ଭ ହୋଇଗଲାଣି, ଅପେକ୍ଷା କରନ୍ତୁ ଏବଂ ଦେଖନ୍ତୁ, ଆଗେ ଆଗେ ହୋତା ହେ କ୍ୟା ?
ଜୟ ଶ୍ରୀ ଜଗନ୍ନାଥ 🙏🚩🙏, ଚକା ଆଖି ସବୁ ଦେଖୁଛି 🎉🎉🎉🎉🎉🎉🎉🎉🎉🎉🎉
Aparajita mam nku anadekha Kari BJP bhula karuchi jadi kie purba sarakar birudhare swara uthuthile
Odisa rra bjp. Neta gana ódisa
😂
ଅପାରଜିତା ଅହଂକାର
ଅପରାଜିତା କେନ୍ଦ୍ର ପାଇଁ ବଛା ହୋଇଛି। ଓଡ଼ିଶାର କଥା ବୁଝିବା ପାଇଁ ଲୋକ ଅଛନ୍ତି।
Aparajita sarangi gote currapted loko te.churo tautor