ଫେରିଯା ତୁ "ଦାନା", ଏଥର ନାହିଁ ନବୀନା! | Terachha Baana | ତେରଛା ବାଣ |

แชร์
ฝัง
  • เผยแพร่เมื่อ 26 พ.ย. 2024

ความคิดเห็น • 143

  • @SantoshKumarBhoi-w7h
    @SantoshKumarBhoi-w7h หลายเดือนก่อน +25

    ଆଉ କେତେ ଲୋକହସା ହେଲେ ଏ ନିର୍ଲ୍ଲଜ ନବିନ୍ କୁ ଶାନ୍ତି ମିଳିବ କେଜାଣି?

    • @trilochanpatnaik6321
      @trilochanpatnaik6321 หลายเดือนก่อน +1

      @@SantoshKumarBhoi-w7h ନିଜ ବୁଦ୍ଧି ନୁହଁ। ପରବୁଧିରେ ପରିଚାଳିତ ହେଉଛନ୍ତି। ତେଣୁ ଲୋକହସା ହେବା ସାର ହେଉଛି। ଯାହାର ମୁଖେ ଲଜ୍ୟା ନାହିଁ ତାକୁ କିଛି କହିବା ଆବଶ୍ୟକ ନାହିଁ।

    • @kishorchsrichandan307
      @kishorchsrichandan307 หลายเดือนก่อน +3

      ଲୋକହସା ଓ ନିର୍ଲଜ୍ଜ ଭଳି ଶବ୍ଦ ବ୍ୟବହାର କରି ଥିବାରୁ ଧନ୍ୟବାଦ। ଏହା ଠାରୁ କଠିନ ଶବ୍ଦ ଲେଖିବା ଆବଶ୍ୟକ।

    • @dhananjaysahoo4579
      @dhananjaysahoo4579 หลายเดือนก่อน

      Right

    • @piyushrajkumar15
      @piyushrajkumar15 หลายเดือนก่อน +1

      ଇଏ ନବୀନ ପଟ୍ଟନାୟକ ନୁହନ୍ତି. ପାଣ୍ଡିଆନ ତାଙ୍କୁ ଆମେରିକା ନେଇ କିଛି ଗଡ଼ବଡ଼ କରିଛି. ଯିଏ କାଗଜ ଦେଖିକି ପଦେ ଓଡ଼ିଆ କହିପାରୁନଥିଲେ ଆଜି ପ୍ରାଞ୍ଜଳ ଭାବରେ ଓଡ଼ିଆ କେମିତି କହୁଛନ୍ତି.
      ଏହା AI ଭିଡ଼ିଓ.

  • @ommkalyanidhani442
    @ommkalyanidhani442 หลายเดือนก่อน +6

    ନବୀନ ସରକାର ଙ୍କ ର ବିନାଶ ବେଳେ ବିପରୀତ ବୁଦ୍ଧି

  • @satishchandrabehera7291
    @satishchandrabehera7291 หลายเดือนก่อน +6

    ଲଙ୍କାରେ ଶୁଭିଲାଣି ରାମନାମ।
    ବିପଦ କାଳେ ବୁଦ୍ଧି ହୁଏ ବାମ।।
    ଧନ୍ୟ ନବୀନ ତୁମ କାରନାମା।
    ଆପେ ଆପେ ଲୋକହସା ହୁଅନା।।

  • @rajiblochanpanda5170
    @rajiblochanpanda5170 หลายเดือนก่อน +4

    ଏଭଳି ମୂଖ୍ୟମନ୍ତ୍ରୀ ଜିବନରେ ଦେଖି ନଥିଲି ଯିଏକି ବଣ୍ଟନ ଚୁଡ଼ା ଚାଖି ଦେଖୁଛନ୍ତି ପିତା କି ଗୁମା ଦେଖିବା । ଧନ୍ୟବାଦ ଆମର ପ୍ରିୟ ମୂଖ୍ୟମନ୍ତ୍ରୀ ।

  • @hemantkumarsingh1387
    @hemantkumarsingh1387 หลายเดือนก่อน +3

    Very good analysis and nice episode.

  • @chinmayachirasundarjena
    @chinmayachirasundarjena หลายเดือนก่อน +3

    I salute our honorable CM Mohan Sir, we got such type of CM odisha after 24yrs who is personally handling the situation and press conference hourly 🎉❤. I love current CM of Odisha.

  • @user-fu5zl6pz6m
    @user-fu5zl6pz6m หลายเดือนก่อน +3

    Thanks for your valuable information,

    • @TerachhaBaana
      @TerachhaBaana  หลายเดือนก่อน

      ଧନ୍ୟବାଦ । ବହୁତ ଭଲ ଲାଗିଲା ।

  • @ishwarchandra3980
    @ishwarchandra3980 หลายเดือนก่อน +3

    ଯେତିକି ବେଈହା ସବୁ ବିଜେଡି ରେ !ସୁପର ବେଈହା ନବୀନ !

  • @debendranarayandash9040
    @debendranarayandash9040 หลายเดือนก่อน +5

    ଭଦ୍ର ଡକାୟତ ନବୀନ ପଟ୍ଟନାୟକ ଖେମତା ଲୋଭ ବହୁତ ପରିଣତ ବୟସରେ ଏତେ ଲୋଭ ଲାଜ ନାହିଁ ନବୀନକୁ

  • @niranjanpanda8574
    @niranjanpanda8574 หลายเดือนก่อน +6

    ୨୫ବର୍ଷ ଶାସନରେ ରହି ଓଡିଆ ଶିଖି ପାରିଲ ନାହି, ଦୁର୍ନୀତି ଓ ନାରୀ ନିର୍ଯାତନାର ରେକର୍ଡ କଲ, ଲଜ୍ଜା ନାହି।

  • @birajakumarbarik3038
    @birajakumarbarik3038 หลายเดือนก่อน +3

    ଇଜତ ହୀନ ହୀନମନ୍ୟ ନବୀନ

  • @babanathasahu1029
    @babanathasahu1029 หลายเดือนก่อน +4

    ନବୀନ ବାବୁ ଓଡ଼ିଆ ଙ୍କୁ ସାହାସ ଦିଅନ୍ତୁ ଦାନକୁ ସାମ୍ନା କରିବା ପାଇଁ,କିନ୍ତୁ ରାଜନୈତିକ ଫାଇଦା ନେବାର ଅପଚେଷ୍ଟା କରନ୍ତୁ ନାହିଁ।

  • @dukhabandhumahanta-pk9ok
    @dukhabandhumahanta-pk9ok หลายเดือนก่อน +2

    ବର୍ତ୍ତମାନ ଓଡ଼ିଶା ସରକାର ବାତ୍ୟା ପାଇଁ ଭଲ ପଦକ୍ଷେପ ନେଉଛନ୍ତି ଏ ବଙ୍ ଆଗକୁ ମଧ୍ୟ ନେଇ ପାରି ବେ ,,, ଏ ବିପର୍ଜୟ ସମୟ ରେ ରାଜନୀତି କରିବା ଉଚିତ୍ ନୁହେଁ,,, ଜୟ ଜଗନ୍ନାଥ,,,

  • @manjushaswain1037
    @manjushaswain1037 หลายเดือนก่อน +3

    ବୃଦ୍ଧ ନବୀନ ଲୋକଦେଖାଣିଆ ଓଡ଼ିଶା ବାସୀ ଙ୍କ ନିକଟତର ହେବା ଅପଚେଷ୍ଟା ବନ୍ଦ କରନ୍ତୁ ।‌ଓଡିଶା‌‌ ବାସୀ ଆଦେଶ ‌ଦେଉଛନ୍ତି‌ ।
    ଓଡ଼ିଶା ବାସୀ ଙ୍କ ‌ତରଫରୂ ମୂଖ୍ୟମନ୍ତ୍ରୀ ‌ମୋହନ ମାଝି ଙ୍କୁ ଅଶେଷ ଧନ୍ୟବାଦ ।

  • @parsurampanda3540
    @parsurampanda3540 หลายเดือนก่อน +1

    ନବୀନ ବାବୁ ଅତି ଅସୂୟାପ୍ରବଣ , ଅତି ଇର୍ଷାପରାୟଣ

  • @NityanandaSwain-x9u
    @NityanandaSwain-x9u หลายเดือนก่อน +3

    Mukhya mantri mohan majhinka batya danapain neithiba prathamika padakhyapa bahut pasansaniya.pravu jagannath majhi sarakarakusahayak huantu atiki prathana.Jaya Jagannath .
    13:09

  • @MadhabKhatua-ub2nw
    @MadhabKhatua-ub2nw หลายเดือนก่อน +2

    ଯେତେ ଚେଷ୍ଟା କଲେ ମଧ୍ୟ ନବୀନ ବାବୁ ଆଗ ଭଳି ଆଉ ବାତ୍ୟା ଦାନାରୁ ମାଇଲେଜ ନେଇ ପାରିବେ ନାହିଁ।ଜୟ ଜଗନ୍ନାଥ।

  • @NarendraDas-q2m
    @NarendraDas-q2m หลายเดือนก่อน +3

    ଶଳା ଅଲଜ୍ୟା ନବୀନକୁ ଅଲଜ୍ୟା ଗାୟକ ଲାଜ ମାଡୁନି ତମ ମୁହଁ କୁ

  • @kishorechandrasekharmishra2658
    @kishorechandrasekharmishra2658 หลายเดือนก่อน +2

    ପ୍ରାକୃତିକ ବିପର୍ଯ୍ୟୟ ପୂର୍ବାପର ପରିଚାଳନା ବାବଦରେ ଅତ୍ୟଧିକ ପ୍ରଚାର ଦ୍ୱାରା ପୂର୍ବସରକାର ନିଜକୁ ବହୁତ୍ ବଜ୍ଞାପିତ କରିଥିଲେ।

  • @SouravKumar-nu7pb
    @SouravKumar-nu7pb หลายเดือนก่อน +3

    Mohan majhi nabin tharu bahut upare

  • @susantasahoo9544
    @susantasahoo9544 หลายเดือนก่อน +6

    ଦୀର୍ଘ ଚବିଶି ବର୍ଷ ମଧ୍ୟରେ ତଥା ଗତ ଦଶ ବର୍ଷ ମଧ୍ୟରେ ଯେତେ ଦଇବ ଦୁର୍ଘଟଣା ହୋଇଛି ସେଥିରେ କେତେ ଜଣ ମନ୍ତ୍ରୀକୁ ବାତ୍ୟାସ୍ଥଳ ତଥା କରୋନା ସମୟରେ ଏରିଆକୁ ପଠାଇଥିଲେ. ନବୀନ ପଟନାୟକ ଚବିଶି ବର୍ଷ କାଳ ଅଧିକାରୀମାନଙ୍କୁ ଶାସନ ଦାୟିତ୍ୱ ଦେଇ ମଦପିଇ ସୋଇଥିଲେ .

  • @krushnachandradash4327
    @krushnachandradash4327 หลายเดือนก่อน +2

    ବାଉଳି ହେଲେ ନବୀନ।
    ଦାନା ପାଇଁ ମନ କନ କନ।
    ଆଉ ବୟସ ଅଛି କାହିଁ।
    ପାରିବି ପୁତ୍ର ଉପୁଜାଇ।
    ବୟସ ଆଶି ଅଶୀ, ପାଖେଇଲା।
    ଦାନା ପାଇଁ ନବୀନ ,ମନ ଧରିଲା।
    ବାଇ ମନ ଆଉ ,କେତେ କାଳକୁ।
    କେହି ନାହିଁ ଆଗକୁ,ଆଉ ପଛକୁ।

  • @manaswinisahoo6357
    @manaswinisahoo6357 หลายเดือนก่อน +2

    ନବୀନ ଚେଲା ସବୁ ନିର୍ଲଜ୍ଜ

  • @RanjanBehera-ge1kf
    @RanjanBehera-ge1kf หลายเดือนก่อน +3

    ☀️ ନବୀନ ଧର୍ଯ୍ୟ ଧରୁ ଅପେକ୍ଷା କରୁ ତା ଆଖି 👀 ରେ ଦେଖୁ ବିଜେପି କେମିତି ବାତ୍ୟା ମୁକାବିଲା କରୁଛି... ତାକୁ କିଏ କହିଛି ଉପରେ ପଡ଼ି କହିବାକୁ....?

  • @samirnayak3768
    @samirnayak3768 หลายเดือนก่อน +3

    ଆଶ୍ଚଯ୍ୟ ନବୀନ ବାବୁ କଣ ସତରେ ନାହାନ୍ତି, ଦାନା ଆସିବା ପୂର୍ବରୁ କେମିତି ଚାଲିଗଲେ ଆଉ କୁଆଡ଼େ??

  • @prasantadwibedy8940
    @prasantadwibedy8940 หลายเดือนก่อน +3

    ନବୀନ ବାବୁଙ୍କ ଯୋଗୁଁ ସବୁ ବାତ୍ୟା ଆସୁଥିଲା ନା କଣ? ଯାହା e ଗୀତ ର ଅର୍ଥ

  • @trilochanpatnaik6321
    @trilochanpatnaik6321 หลายเดือนก่อน +3

    ବାତ୍ୟା ପରିଚାଳନା ପାଇଁ ଓଡ଼ିଶା ସରକାର ଙ୍କ ର ବ୍ୟବସ୍ଥା ଅଛି। ଏହା ସରକାରୀ ବ୍ୟବସ୍ଥା। ଏହା ନବୀନ ପଟ୍ଟନାୟକଙ୍କ ପୈତୃକ ସଂପତ୍ତି ରୁ ତିଆରି ହୋଇ ନାହିଁ। ତେଣୁ ନବୀନ ପଟ୍ଟନାୟକଙ୍କ ଭାଷଣ video କେବଳ ଲୋକ ଦେଖାନିଆ। କେବଳ ହାସ୍ୟାସ୍ପଦ କଥା।

  • @narasinghdas3623
    @narasinghdas3623 หลายเดือนก่อน +3

    ଆଉ ବୟସ ମୋର କାହିଁ, ପାରିବି ପୁତ୍ରଉପୁଜାଈ, କେବଳ ଲୋକହସା ମାତ୍ର 😂😂😂😂😂

  • @ArpitaRout-fs5vt
    @ArpitaRout-fs5vt หลายเดือนก่อน +4

    Nabina gate chora

  • @sunilrauto5923
    @sunilrauto5923 หลายเดือนก่อน +3

    ମୋହନ ସରକାର ପାଖର DANA କୁ ସମ୍ଭାଳି ବାର capacity ଅଛି ନବୀନଙ୍କ ସାହାଯ୍ୟ ବିଲ୍ କୁଲ ଦରକାର ନାହିଁ 1:56

  • @UmakantaDas-ws5mi
    @UmakantaDas-ws5mi หลายเดือนก่อน +2

    Nabinara
    Bapathiknahi

  • @sarojmohanty1350
    @sarojmohanty1350 หลายเดือนก่อน +2

    Nabeen out. No more.

  • @manojkumarsaint7803
    @manojkumarsaint7803 หลายเดือนก่อน +1

    Jay Maa Durgatinasini ❤❤❤

  • @SabitaaaBhoi
    @SabitaaaBhoi หลายเดือนก่อน +1

    ଆଉ କେତେ ଲଜ୍ଜିତ ହେବେ ନବିନ କିନ୍ତୁ ଜାଣିନାହାନ୍ତି ମୋହନ ସରକାର କଠାରୁ ରାଜନିତି ଶିଖୀଵେ

  • @narasinghdas3623
    @narasinghdas3623 หลายเดือนก่อน +2

    ଯିଏ ଜଗନ୍ନାଥଙ୍କୁ ଦର୍ଶନ କରନ୍ତିନି, ସିଏ ନିଜକୁ ମହାନ ଭାବନ୍ତି l ନିଜର ପ୍ରଚାର କିଏ କରେ ?

  • @gajendranathjena356
    @gajendranathjena356 หลายเดือนก่อน +2

    ଛାୟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାୟା ରାଜସ୍ଵ ବିପର୍ଯୟ ପ୍ରଶମନ ମନ୍ତ୍ରୀ ଙ୍କ ନାମ କଣ କାହାକୁ ଦାୟୀତ୍ୟ ନେଇଛନ୍ତି 🎉

  • @SidhilalhaHansds
    @SidhilalhaHansds หลายเดือนก่อน

    ସତ କଥା କହି ଥିବାରୁ ଧନ୍ୟବାଦ୍,ସାର୍

  • @krushnasahoo155
    @krushnasahoo155 หลายเดือนก่อน +2

    ଏତେ ନିର୍ଲଜ ନଵିନ

  • @bijaypanda1843
    @bijaypanda1843 หลายเดือนก่อน +2

    ମାନ୍ୟବର ମୋହନ ମାଝୀ ଖୋଲିବେ........ ଙ୍କ କନା 😄

  • @prafulasingh2267
    @prafulasingh2267 หลายเดือนก่อน +3

    ଆଛା କହିଲେ ଦେଖି ଏହା ନବୀନ ବାବୁଙ୍କ ନିଜ ସ୍ବର ନାଁ vidio graffy ସ୍ବର ?
    ୨୪/୨୫ ବର୍ଷ ଶାସନରେ ବାତ୍ୟା ସମୟରେ ଆପଣମାନେ କେବେ ନବୀନ ବାବୁଙ୍କୁ ଦେଖିଛନ୍ତି କି ? ଯଦି ନୁହେଁ ତେବେ , ଏବେ କାହିଁକି ?
    ଏହା ଫୁଲ୍ ରାଜନୀତି ନୁହେଁ କି ?
    ଆଜ୍ଞା ନବୀନ ବାବୁ ଆପଣ ନିଜ ଘରକୁ ସମ୍ଭାଳନ୍ତୁ ,
    ଆପଣଙ୍କ ଘରେ ଆଣ୍ଠୁଏ ପାଣି,
    ଆପଣ ମୋହନଙ୍କୁ ଦେଖାଉଛନ୍ତି ଠାଣି ! ! !
    ଓ ହୋ ନବୀନା
    ଦାନା ରେ ଉଡ଼ିଯିବ କନା ।
    ନବୀନା ଥରେ ପଛକୁ ଅନା ।

  • @kishorchandra2531
    @kishorchandra2531 หลายเดือนก่อน +2

    ପକ୍କା ବେହିଆଙ୍କୁ ଲାଜ ନାହିଁ। ନଈ ନଦେଖି ଲଙ୍ଗଳା।

  • @prafulasingh2267
    @prafulasingh2267 หลายเดือนก่อน +1

    ଆଜ୍ଞା ନବୀନ ବାବୁ ବା ନବୀନ ବାବୁଙ୍କ ଲୋକମାନେ ଓଡ଼ିଶାର ଲୋକମାନଙ୍କୁ ବୋକା ବନାଉନାହାଁନ୍ତି ବରଂ ଲୋକମାନଙ୍କ ପାଖରେ ସେମାନେ ବୋକା ବୋଲି ପରିଚୟ ଦେଉଛନ୍ତି ।

  • @RishiBiripada
    @RishiBiripada หลายเดือนก่อน +1

    ନବୀନ ବାବୁ ରଗ।ଲୁଆକଥା

  • @KishorRout-w4u
    @KishorRout-w4u หลายเดือนก่อน +3

    Nabin no nothing about Odisa where is Dhamara Bhitara kanika.

  • @MadhabKhatua-ub2nw
    @MadhabKhatua-ub2nw หลายเดือนก่อน +1

    ଅନ୍ଧ ଭକ୍ତ ମାନେ ମନେ ରଖିବା ଉଚିତ୍ ଯେ ଓଡ଼ିଶାର ଲୋକମାନେ ଆଉ ଆଗ ଭଳି ବୋକା ନାହାଁନ୍ତି।ତମ ଗାଲୁଆମି ବିଷୟରେ ସବୁ ସେମାନେ ସବୁ ଜାଣିସାରିଛନ୍ତି।

  • @nrushinghnathsahu1630
    @nrushinghnathsahu1630 หลายเดือนก่อน +2

    ନିର୍ଲଜ୍ଜ ପାଖରୁ ଆଉ ଅଧିକ କଣ ଆଶା କରାଯାଇ ପାରିବ

  • @upperprimaryodisha3797
    @upperprimaryodisha3797 หลายเดือนก่อน

    ଧନ୍ୟବାଦ

  • @brundabansahoo3153
    @brundabansahoo3153 หลายเดือนก่อน +2

    Nabin pattanaik policy was not good

  • @UpendraBehera-o1z
    @UpendraBehera-o1z หลายเดือนก่อน

    ଅତି ଅଲଯୟ ନବୀନ ପଟ୍ଟନାୟକ। 80 ବର୍ଷ ବୟସରେ ଏତେ କ୍ଷମତା ଲୋଭ କାହିଁକି।

  • @ishwarchandra3980
    @ishwarchandra3980 หลายเดือนก่อน +1

    ଦାନା ର ପବନର ବେଗ 200 ଉପରେ ରହିଥାନ୍ତା କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାହିଁ ଜାଣି
    ତାର ପବନର ବେଗକୁ କମାଇଦେଲା ! 110ରୁ 120 ଭିତରେ ରହିଲେ ବେସି କ୍ଷତି ହେବ ନାହିଁ ! ଅତି ଲଜ୍ୟା ର କଥା ! " ଫେରିଯା ଦାନା ଏଥର ନାହିଁ ନବୀନା " ହୁମାନ ସାଗର କୁ ବି ଲଜ୍ୟା ନାହିଁ ! ଏତେ ଲୋକପ୍ରିୟ କଣ୍ଠଶିଳ୍ପୀ ହେଇ ଏଭଳି ଗୀତକୁ ଗାଉଛି !

  • @belalsensenapati1300
    @belalsensenapati1300 หลายเดือนก่อน

    ନବୀନର ଗୁଣଗ୍ରାମ ନେଇ ତାଙ୍କ ଆଖାଦ୍ୟ ଦାନା ଖାଇ ବଢ଼ି ଥିବା ପିଲାମାନଙ୍କୁ ସତକଥା ନିଶ୍ଚୟ ବା ଧି ବ।

  • @encourage.students
    @encourage.students หลายเดือนก่อน +1

    ପ୍ରାକୃତିକ ବିପର୍ଯୟ ସମୟରେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ରାଜ୍ୟ/ଦେଶ ପାଇଁ ମଙ୍ଗଳକର। ପ୍ରତି ଦଳ ହୀନ /ମୂଲ୍ୟହୀନ /ଘୃଣିତ ରାଜନୀତି କରିବା ଦେଶ /ରାଜ୍ୟ ପାଇଁ ଅହିତକର।

    • @SarojMajhi-g6y
      @SarojMajhi-g6y หลายเดือนก่อน

      Think.katha.ghunya.rajniti.heba.uchit.nuhe

  • @bikalmallik3271
    @bikalmallik3271 หลายเดือนก่อน

    ବାୟା ବିଧାୟକ

  • @user-fm9tj8hi3x
    @user-fm9tj8hi3x หลายเดือนก่อน +2

    ଏଇଟା ସାମ୍ବାଦିକ ନୁହଁ। ପାଦଚଟା କୁତ୍ତା

    • @MadhavKumardas-g1m
      @MadhavKumardas-g1m หลายเดือนก่อน

      Tu Naveen buda chela Mane sabu bishyre rajaniti koribe.etha prakuti bipati time rajaniti koribe

  • @rameshpradhan5899
    @rameshpradhan5899 หลายเดือนก่อน

    You are great brother

    • @TerachhaBaana
      @TerachhaBaana  หลายเดือนก่อน

      Thanks brother. Always support our channel

  • @dwarikanath1958
    @dwarikanath1958 หลายเดือนก่อน +1

    ନିରୀହ ଲୋକଙ୍କୁ ଭୂଆଁ ବୁଲାଇବା କଥା |

  • @jitendrarout207
    @jitendrarout207 หลายเดือนก่อน +1

    ନବୀନ ପଟ୍ଟନାୟକ ନିଜକୁ ନିଜେ ତଳକୁ ଖସେଇ ଚାଲି ଚତି। ଯିଏ ଓଡ଼ିଆ କହି ପାରିଲେ ନାହିଁ ୨୪ ବରଷ , ସବୁ ବେଳେ ଅଫିସର ଓପରେ ଭରସା ରଖିଥିଲ,। ଜଣେ ମନ୍ତ୍ରୀ ଉପରେ ଭରସା ନଥିଲା

  • @PrafuLa-q5l
    @PrafuLa-q5l หลายเดือนก่อน

    ଏ ଗୀତ ଜେ ଲେଖିଛି ଜେ ଗାଇଛି l ଆପଣ ସେ ଗୀତକୁ ଶୁଣନ୍ତୁ ହସ ଲାଗୁଚି ସେ ଗୀତର ସ୍ବର ଅଜବ ତାଳ ଅଜବ l ଗୋଟେ ଗାଈଆଳ ମୂର୍ଖ ଯାହା ଆସିଲା ମନକୁ ତା ଗାଇଲା 😃😃l ଏମାନେ ସବୁ ବେଶ୍ୟା ଜାରଜ ତଳର ତଳ ଚଟା ଚମଚା

  • @BiduutaravaSahoo
    @BiduutaravaSahoo หลายเดือนก่อน +2

    C B I investigation against Nabina Pattanaik and Pandiyan

    • @RanjanBehera-ge1kf
      @RanjanBehera-ge1kf หลายเดือนก่อน +1

      @@BiduutaravaSahoo
      ☀️ Very Good..... 👌💐🌹💐

  • @binodsahoo3374
    @binodsahoo3374 หลายเดือนก่อน

    Now administration in the point zero for relief , rehabilitation and restoration. Jai Jagannath 👏

  • @kabirkumarbasantia1317
    @kabirkumarbasantia1317 หลายเดือนก่อน

    Alajya gayaka

  • @rabiswain146
    @rabiswain146 หลายเดือนก่อน

    ନବୀନ ବାବୁ ବିରୋଧୀ ମୁଖ୍ଯ ଭାବରେ ଜନସାଧାରଣ ଙ୍କୁ ସଚେତନ କରିଛନ୍ତି ।ମୋହନ ବାବୁ ବାତ୍ୟାର ଦୃଢ ମୁକାବିଲା ପାଇ ଅଫିସର ମାନଙ୍କ ସହ ରାଜନେତା ନିଜ ମନ୍ତ୍ରୀଙ୍କୁ ଯୋଡ଼ିଛନ୍ତି। ନବୀନ ବାବୁଙ୍କ ସମୟରେ କେତେ ଅର୍ଥ ବାତ୍ୟା ପରିଚାଳନାରେ ଖର୍ଚ୍ଚ ହୋଇଥିଲା କେନ୍ଦ୍ର ଅନୁଦାନ କେତେଥିଲା ଏହି ବାତ୍ୟାରେ କତେ ଅର୍ଥ ଖର୍ଚ୍ଚ ହେଲା ତାହାର ସ୍ପଷ୍ଟ ଚିତ୍ର ମୋହନ ବାବୁଙ୍କୁ ଅଜଣା ରହିବ ନାହିଁ।

  • @bikalmallik3271
    @bikalmallik3271 หลายเดือนก่อน

    ଛାୟା ମୁଖ୍ୟ ମନ୍ତ୍ରୀ

  • @natabarmalliknatabarmallik9143
    @natabarmalliknatabarmallik9143 หลายเดือนก่อน +1

    Nabin babu tam katha suni lajalaguchi batyare tam dal ketekhai thant

  • @SouravKumar-nu7pb
    @SouravKumar-nu7pb หลายเดือนก่อน +2

    Ei byabastha nabin bopara

  • @santoshmallick1955
    @santoshmallick1955 หลายเดือนก่อน

    ଦାନା ରୂପକ ବାତ୍ୟା ନବୀନା ଦାନା କୁ ଏହିଠୁ ସମାପ୍ତ କରିଦେବ, ଶାସନ ଗଲାପରେ ନବୀନ ବାବୁ ପ୍ରାୟ ପାଗଳ ହୋଇଯାଇଛନ୍ତି, ନୋହିଲେ ଘରେ ମୁରବି ଥାଉ ଥାଉ ଏମାନେ କାହିଙ୍କି ଛିଣ୍ଡାଳି ବହୁ ଭଳି ଘରୁ ଗୋଡ଼ କାଢ଼ିଥାନ୍ତେ, ଏବେ ରାଜ୍ୟରେ କିଏ ମୁରବି ସିଏ ପ୍ରାୟ ଭୁଲିଯାଇଛନ୍ତି,

  • @ersatyaranjandhal2611
    @ersatyaranjandhal2611 หลายเดือนก่อน +1

    BJD Bala aanounc Nabin is doing everything

  • @pramodsahoo838
    @pramodsahoo838 หลายเดือนก่อน

    Right

  • @pravatkumarmishra9760
    @pravatkumarmishra9760 หลายเดือนก่อน

    ବଞ୍ଚି ଥାଉ ଥାଉ ଶତ୍ରୁମାନେ ତାଙ୍କୁ ମାରିଦେଲ ସେ ଗୀତ କିଏ ଲେଖିଛି ଭୁଲ ଦାନା ତୁ ଆ ନା ଆଉ ନାହାନ୍ତି nabina ର ଅର୍ଥ କଣ ସୋ ଦେହରେ ଥାଉ ଥାଉ ଆମ ନବୀନଙ୍କୁ ମାରି ଦିଅନା

  • @trilochanpatnaik6321
    @trilochanpatnaik6321 หลายเดือนก่อน +4

    ଦାନା ତୁ ଆ ନା ଆଉ ନାହିଁ ନବିନା ଅର୍ଥ କଣ ନବୀନ ବାବୁ କଣ ସତରେ ଆଉ ନାହାଁନ୍ତି ସ୍ଵଦେହ ରେ? ତାଙ୍କ ଭକ୍ତ ମାନଙ୍କ video ରୁ ଯାହାବୁଝା ଯାଉଛି।

    • @sushantakumardas9901
      @sushantakumardas9901 หลายเดือนก่อน +3

      Aie Video Song ru Bujheibaku heba je Naveen Babu Bodhe Chalijaichanti / Aau Nahanti.

  • @chinmayachirasundarjena
    @chinmayachirasundarjena หลายเดือนก่อน +2

    Gendalia au Nabina pagala hei galani

  • @JitendraBaral-ji7lo
    @JitendraBaral-ji7lo หลายเดือนก่อน +1

    Batya, Banya Hele Nabina Ku Malai Khaiba Ku Milijae Se Khali Rajaniti Faida Au Kendra Anudana Ku Chahin Ruhe Ta Miligale Sabu Luti Khae

  • @ajayakumarrout3036
    @ajayakumarrout3036 หลายเดือนก่อน +2

    BJD RA PRACHAR PAIN EA GOTIA
    MADHYAMA . ALAJYA MUHAKU
    SARAM. NAHIN

  • @arucharanpradhan5502
    @arucharanpradhan5502 หลายเดือนก่อน +2

    ଫେରି ଯାଆ ତୁ ଦାନା,ଏଥର ନାହାନ୍ତି ନବୀନା ।। ଜଗି ରହିଛନ୍ତି ମୋହନ ନନା, ଗାଣ୍ଡି ଫଟାଇବେ ଟେକି କନା।। ନବିନା କରନ୍ତେ ଆଲିଙ୍ଗନ, ମୋହନ ମୋଡିବେ ତୋର କାନ।।

  • @sarojnaik3521
    @sarojnaik3521 หลายเดือนก่อน +1

    ବାଳ ଗୀତ

  • @amarchandrapatnaik7460
    @amarchandrapatnaik7460 หลายเดือนก่อน +2

    Naveen babu is elder brother of papu rahul... No amount of of marketing will help him

  • @agoodcitizen-b3o
    @agoodcitizen-b3o หลายเดือนก่อน +1

    Mohan pass hoigale

  • @amarendramishra7839
    @amarendramishra7839 หลายเดือนก่อน +1

    9 ku 6 bill kari khai bare Nabin pattanayak dhurandhar.

  • @satyanandasahu335
    @satyanandasahu335 หลายเดือนก่อน +1

    ଏଥର ଦାନା ନବୀନା କୁ ନେଇ କି ଯିବ

  • @SoraojKumar
    @SoraojKumar หลายเดือนก่อน

    Manina sabu bala ku upadu thila.

  • @SouravKumar-nu7pb
    @SouravKumar-nu7pb หลายเดือนก่อน +1

    Nabin lokanku dekha diantini. Ebe power re thibabhali kahuchanti

  • @jyotiranjanjena46
    @jyotiranjanjena46 หลายเดือนก่อน

    Nabin chaligale

  • @bisshnucharanmallick7288
    @bisshnucharanmallick7288 หลายเดือนก่อน +1

    Nabin nka apachesta safala hebanahin. Tanka sthanutara parichaya loke deisarichanti. Sarakar tanka karya thiik bhabare parichalana karuchanti. Sie ebe rest niantu.

  • @dayanidhibehera5765
    @dayanidhibehera5765 หลายเดือนก่อน +1

    Nabin behia bala khaigala.au kana pelata achhi.

  • @hemantkumarsingh1387
    @hemantkumarsingh1387 หลายเดือนก่อน +1

    Naveen Patnaik is a shameless person.

  • @psahu9670
    @psahu9670 หลายเดือนก่อน

    All media predictions are wrong.

  • @binodsahoo3374
    @binodsahoo3374 หลายเดือนก่อน +1

    Hi man still in confusion. Could not accept the mandate .Useless

  • @prabhanjandash3259
    @prabhanjandash3259 หลายเดือนก่อน +1

    Nabin period re lacks of people kuadu asuthile evacuation pain, ethiru janapaduchi sesamayare kete paisa khaichanti, sesabura enquiry karajau

  • @trinathsahoo4326
    @trinathsahoo4326 หลายเดือนก่อน

    ବିପିନ୍ ବାବୁ ନିରପେକ୍ଷ ରୁହ।one side ହୁଅ ନାହିଁ

    • @TerachhaBaana
      @TerachhaBaana  หลายเดือนก่อน

      ନିରପେକ୍ଷ ରହିବା ପାଇଁ ଯଥାସାଧ୍ୟ ଚେଷ୍ଟା କରୁଛୁ । କିନ୍ତୁ ସତ୍ୟତା ପ୍ରକାଶ ପାଇବା ଆବଶ୍ୟକ

  • @GaneshprashadSahoo-z9o
    @GaneshprashadSahoo-z9o หลายเดือนก่อน +1

    Nabinbabu orissa. Lokanku bola bhabuchsnti Kebalvote pain jojana. Karuthile Jetiki jojana sabu vote. Neba psin

  • @OMMPRAKASH-fr3bb
    @OMMPRAKASH-fr3bb หลายเดือนก่อน

    MG sambadika

    • @MadhavKumardas-g1m
      @MadhavKumardas-g1m หลายเดือนก่อน

      Tu nijhe BJD chamsa and Naveen magya buda chelata . khon Toro Naveen buda bagwan ki.odhisaro bagwan lord Jagannath odhisa people save karibe to mg khon kohibaku

  • @sushantakumardas9901
    @sushantakumardas9901 หลายเดือนก่อน +1

    Extremely Shameless Power Hankering Creature in the World of BJD Party in spite of Critical Health Conditions as well as Physically Unfit to Walk Comfortably without two Helping Hands .

  • @AmitaDas-vy7wi
    @AmitaDas-vy7wi หลายเดือนก่อน

    Nirlaja nabin

  • @GolokSahoo
    @GolokSahoo หลายเดือนก่อน +1

    He is still thinking that he is in power. He has not any good wishes for Odisha people. He has gained many certificates by fabricated reports.He knows what is the truth. Now he is chhaya re baya.

  • @krushnachandrasahu9244
    @krushnachandrasahu9244 หลายเดือนก่อน +1

    Mada pie nabina baula hauchhi

  • @nabakumarsahu1689
    @nabakumarsahu1689 หลายเดือนก่อน

    Nabin Dash babu sambadikta ra dharma hela sarkar ra dosa truti lokalachan ku aniba, sarkar ku prasansa kariba nuhe.Birodhi dala ra kama hela sarkar ku samalochana kariba

  • @amarendramishra7839
    @amarendramishra7839 หลายเดือนก่อน +1

    Brudha bele balya Lila.. Sabu khetra re bah bah nebaku Nabin pattanayak aga ham ham. Kintu Ground Zero ku kebe gibar nahin. Auu keta hata hata hele janiba.

  • @sudhansusekharpanigrahi1518
    @sudhansusekharpanigrahi1518 หลายเดือนก่อน +1

    Nabin pandiaku daki batyaku phunkidia.

  • @SouravKumar-nu7pb
    @SouravKumar-nu7pb หลายเดือนก่อน

    Chir nabin and his team

  • @ersatyaranjandhal2611
    @ersatyaranjandhal2611 หลายเดือนก่อน

    BJD Dala। no nothing any comments