Police Commissioner Seeks Report on Bhubaneswar Police Union Protest Over Bharatpur Incident
ฝัง
- เผยแพร่เมื่อ 22 ก.ย. 2024
- #ପୋଲିସ_ମେଳିକୁ_ନେଇ_ତନାଘନା
ଭରତପୁର ଥାନା କଳଙ୍କ ଘଟଣାରେ ସେଠିକାର ଥାନା କର୍ମଚାରୀଙ୍କ ବିରୋଧରେ ଆକ୍ସନ ପ୍ରତିବାଦରେ ଗତ ୨୧ ତାରିଖ ଦିନ ହୋଇଥିବା ପୋଲିସ୍ ମେଳିକୁ ନେଇ ପୋଲିସ୍ କମିଶନରଙ୍କ ଅଫିସ ମାଗିଛି ରିପୋର୍ଟ। ଏନେଇ ପ୍ରତି ଥାନା ଆଇଆଇସିଙ୍କୁ ଚିଠି କଲେ ରିଜର୍ଭ ଇନ୍ସପେକ୍ଟର।
#OdishaPolice #CommissionerofPolice #CommissioneratePolice #Bhubaneswar #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
TH-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
Does police commissioner has the guts to take any disciplinary action against the policemen taking part in the protest???
ଏ ଭାଦ୍ରମୁଖା ଡକାୟତ ବଟି ମାଗି ଖିଆ ପୋଲିସ୍ ମାନେ DG ଙ୍କୁ ବେଖାତିର କରି ମୋହନ୍ ସରକାର ବିରୋଧ ରେ ମେଳି କରିଛନ୍ତି। ୟାଙ୍କ ମେଳି ପଛରେ BJD ପାଣ୍ଡୁ ଆଉ Kutte ଅଛନ୍ତି। ଏମାନଙ୍କୁ ଯଦି ଚାକିରୀ ଭଲ ଲାଗୁନି ତାହାଲେ ଛାଡ଼ି ଦିଅନ୍ତୁ। ଆଉ ଯେ ଭିକ ବଟି ମାଗି ବଞ୍ଚିବ, ସେ ପାଣ୍ଡୁ ଯୁଗ ଗଲାଣି। ଏମାନଙ୍କୁ ଚାକିରୀ ରୁ ବହିଷ୍କାର କରି ଦେଲେ ଭଲ କାରଣ ଏ ମାନେ ତାମିଲ୍ ଭାଇରସ ରେ ପୀଡ଼ିତ।
Police kan manisa Tara kan mana sanman achhi kouthi thia hele bi samalochana thik Tama tame manisa. Tama odisha aethi badnam heuchhi tame police pachhare paduchha. Chhi
@@biswaprakashsahu1118 ତୋ ଛି ରେ କାହାର କିଛି ଫରକ୍ ନାହିଁ, ତୁମେ ସବୁ ଲାଞ୍ଚ ଖିଆ ଚୋର। ଲୋକ ସେଇ ପାଈଁ ତମକୁ ଘୃଣା କରୁଛନ୍ତି
ସାଧାରଣ ଜନତା, ସରକାରୀ କର୍ମଚାରୀ ଏପରି ଛାତ୍ର ଛାତ୍ରୀ ଯଦି କୌଣସି ସ୍ଥାନରେ ମେଳି ହୁଅନ୍ତି ପୋଲିସ ଆସନ୍ତି ଓ ଏମାନଙ୍କର ନେତା କିଏ ଓ କାହାର ପ୍ରରୋଚନାରେ ଆସିଲେ କିନ୍ତୁ ପୋଲିସ୍ ମେଳି ହେଲେ କିଏ ଜଗିବ ଓ ଏମାନଙ୍କର ନେତା କିଏ
ଫୋଟୋ ଆଧାରରେ କଠୋର ଦଣ୍ଡ ଦିଆଯାଉ
ଯଦି ପୋଲିସ ମେଳି ରେ ମୋହନ ମାଝୀ ବଦନାମ୍ ହୋଇ ଯାଉଛନ୍ତି ... ତେବେ ସେନା ମେଳି ରେ ପ୍ରଧାନମନ୍ତ୍ରୀ ବଦନାମ୍ ହେଉ ନାହାନ୍ତି କି???
ଯଦି ମେଳି ପାଇଁ ପୋଲିସ ଦୋଷୀ .... ତେବେ ସେନା କାହିଁକି ଦୋଷୀ ନୁହେଁ ???? ନ୍ୟାୟ ଟା କଣ ଗୋଟେ ପାଖିଆ ....
Police currupted hai army is real hero
Point katha
Jadi highschool teachers,pgt, professor, lectures amane protest kari paribe why not odisha police,there may be many loopholes in the system of police force but they have rights to express their views, they are also humans.
Good police bala dadagiri chaliba nahi kete au dukhi gariba lokanku
Dukhi kariba au ainiku nija hataku
Nei mana ichha kama au chalibani
Sabu cctv panie gote indipendent tim tiari hau jaha ra monitor high court under re hau
A Sabu Choranku Service ru Terminate kari new Appointment diajau,Bahut bekaari sankhya badhigalani.
Dear CM sir Pls dismiss from job to all toutor, PC police.
Bahut pain hauchi semanaku.... Bcoz monopoly khatam heijiba, paisa bati magiba band heijiba..... Cctv sabuthi lagijiba..... Dadagiri band heijiba.... People will get awareness of the rules & their rights
Kana Anya mane strike kale mada auu a mane kana strike re.tafanta saru ta pare clean chit miliba
Kn pain khali police nku suspended karajaichi without proper evidence kn pain se army Major nku nuhe...
How on duty uniform personnel cam protest.... Does the army did this? How they can support a wrong doing to a girl
Sala sabunku suspend kardea.
Police sangha ban hau
Aha odisa jansadharan
Paine bipad srusti kariba
Nihati
Mghye gandi Masti karibe thanare tanka upare action hela belaku mgye union karuchanti ame public mananku emiti ekathi hoiki police nku tanka aukat dekheibar achhi pls support
thief police. standing
Are odisha loka akhi khola au se madua jhia ku dekha tn au kahaku blame kariba
ପୋଲିସ କାହିଁକି ତା department ମିଛରେ ବଦନାମ କରୁଥିବା ଲୋକମାନଙ୍କ ବିରୋଧର ସଙ୍ଗଠିତ ହୋଇ ପାରିବ ନାହଁ।ତାଙ୍କର କଣ ନ୍ୟାୟ ପାଇବାର ଅଧିକାର ନାହଁ।ସେ ଝିଅ ମିଛ କହୁଛି କି ନାହଁ ତାର ତଦନ୍ତ ନ କରି ସେ ମଦୁଆ ଅଭଦ୍ର ବ୍ଯବହାର କରୁ ଥାଇ ରାତି ଅଧରେ କଉ ସଂସ୍କାର ଦେଖଉ ଥିଲା.ଗୋଟିଏ ପୁରୁଷ ଯଦି ଗୋଟିଏ ନାରୀର ସମ୍ମାନ କରିବା ଦରକାର ତେବେ କଣ ଗୋଟିଏ ନାରୀର ନିଜର ମର୍ଯାଦା ନିଜର ସଂସ୍କାର ଭୂଲି ଉଦ୍ଦତ ହେବ ଉଚିତ କି? ନାରୀର କର୍ତ୍ତବ୍ୟ ଗୋଟିଏ ସମାଜ କୁ ଭଲ ବାଟ କଢ଼ାଇବା କାରଣ ସେ ଜନ୍ମ ଦାତ୍ରୀ .ଏମିତିଆ ଝିଅ ମାନଙ୍କ ପାଇଁ ସମାଜର ପତନ ଘଟିବ ଆଉ victim card ଖେଳି ସମସ୍ତଙ୍କର ସହାନୁଭୂତିର ଲୋକମାନଙ୍କ ବୁଧୁ ବନେଇ ଚାଲିଥିବେ
This organisation need to be get professional.
They are bunch of jokers, all their activities and action are laughing stock for the whole nation.
They remind me Pakistani army 😂😂😂😂
Give them facilities, training , optimal budget they ll also perform their duty at best, actually we only have a perception that police force is corrupt force ,we shouldn't generalise .
@@ganeshrout8805 yes they are the most corrupted organisation after the railway ministry.