Things turn ugly outside RBI office in Bhubaneswar
ฝัง
- เผยแพร่เมื่อ 22 ก.ย. 2024
- Things turn ugly outside RBI office in Bhubaneswar
ଭୁବନେଶ୍ୱର RBI ଆଗରେ ହଙ୍ଗାମା । ୨୦୦୦ଟଙ୍କା ବଦଳ ପାଇଁ ଆସିଥିଲେ ମହିଳା । ସାମ୍ବାଦିକଙ୍କୁ ଦେଖି ଚିଡ଼ିଗଲେ । କ୍ୟାମେରା ଫିଙ୍ଗିଲେ, ବୁମ୍ ଠେଲିଦେଲେ, କହିଲେ ମୁଣ୍ଡ ଗରମ କରନ୍ତୁନି... #RBI #Bhubaneswar #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
TH-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ମିଡ଼ିଆ ଏବେ ସର୍ବନିମ୍ନ ସ୍ଥର କୁ ପହଞ୍ଚି ସରିଲାଣି....
ଏଗୁଡା ଶଳା ସବୁ ଗୋଡ଼େ ଗୋଡ଼େ ଦଲାରୀ
ୟାଙ୍କୁ ଆରେଷ୍ଟ କରନ୍ତୁ ପିଲାଜ
Sate ki tikina bhai
Case ଦଉନ
@@Odiafactbhai😢9
Stop harassing people in the name of media person.
Ethics bhuli jaichanti authare journalism course karantu.
U r no judge nor lawyer, show whats going on and when smone is denying, dont force a bite
Absolutely right 👍
ଠିକ କହିଛନ୍ତି ମାଡାମ, 🙏🙏🙏
ଗୋଟ ଗୋଟେ ମାଉତ୍ ଧାରି ମିନିଷ୍ଟର ବୋଲାଉଛ
ଦୟା କରି ଜନସାଧରଣ ଲୋକମାନଙ୍କୁ ହଇରାଣ କରନ୍ତୁ ନାହିଁ, ଏହା ଗ୍ରହଣୀୟ ନୁହେଁ 🙏
Anku kichi kamonai dalal mane
ମିଡ଼ିଆ ଦଲାଲ 😂😂 ପୁରା ଠିକ୍
Madam thik kahichanti... Aji ka media sabu dalal 😂😂😂political party ra.
100 % right
Dosa kariki drama 👈😄😄😄😄😄😄
Midia bala nka utpat dinaku dina badhijauchhi
ମାଗିଆ ଆମେ ଦିନ ମଜୁରିଆ ହେଇକି ଆମ ପାଖରେ 500 ଟଙ୍କିଆ ଗୋଟେ ନେଟ୍ ନାହିଁ । କିନ୍ତୁ ଏମାନଙ୍କ ପାଖରେ ମାଗିଆ ଖାଲି 2000 ଟଙ୍କିଆ ନୋଟ୍ । ଏହାର ପରଦାଫାସ୍ ହେବା ଦରକାର ।
Rt
ମଦ କାହିଁକି ପି ଚୁ ।।ବଲ୍ କୁ ପଇସା ରହିବ mg
ନୋଟ ବଦଳାଇବା ବନ୍ଦ କରାଯାଉ । ଏ ଲୋକ ମାନେ ପୂର୍ବରୁ କେଉଁଠି ଥିଲେ ?🤔🤔🤔🤔🤔
Right mam
Madam thick kahichhanti ❤
Journalists behavior very bad.
Hats off to this madam for her courage...She has shown the real face of these journalists to citizens...Everyone knows now a days these so called journalists and media house are biggest DALALS and their major source of income is coming from negotiating with culprits not from their salaries...
ମିଡ଼ିଆ ଵାଲାଙ୍କୁ ଅନୁରୋଧ ପତ୍ରକାରିତା କେମିତି କରାଯାଏ ଆଗେ ଶିଖନ୍ତୁ... ଖାଲି ବୁମ ଧରିପକେଇଲେ ସେଇଟାକୁ ପତ୍ରକାରିତା କୁହାଯାଏନି
ମଡିଆ ବାଲା ଙ୍କ ନାରୀ ଅତ୍ୟାଚାର। ଏଗୁଡା ସବୁ ସସ୍ତା ସାମ୍ବାଦିକ। ସେଥିପାଇଁ ଅନେକ ଯାଗାରେ ମାଡ଼ ଖାଆନ୍ତି।
Rightly said by woman
Aabe midiaa ଝିଅଟକୁ ଏମିତୀ ପଚାରିଲେ କଣ ହେବ mantri jaiki amiti pacharun 🤣🤣🤣
R8
Madam thik କହିଛନ୍ତି 🙏
Odisha government ku request kariki ki kahuchi otv. Kanak. Kalinga tv ku close karantu
Media persons nku behaviour jana nahi. Ethics b jana nahi. Only dalali kariba chhada aau kichhi kama nahi emanankara.
ବର୍ତ୍ତମାନର ଦୁନିଆରେ ସବୁଠାରୁ ବଡ଼ ଦଲାଲ୍ ସାଜିଛନ୍ତି ତଥାକଥିତ ଏହି ମିଡ଼ିଆ କର୍ମୀ ମାନେ... ଜଣଙ୍କର personal life ଉପରେ interfere କରିବାକୁ ହକ୍ ତୁମମାନଙ୍କୁ କିଏ ଦେଲାବେ??
ଚୋରଙ୍କ ଠାରୁ ବଟି ଖାଇବ ଆଉ ସାଧାରଣ ଜନତାଙ୍କ ଉପରେ ଭାଉ ଦେଖେଇବ🤬
କଣ୍ଟା ବାଡରେ ଲୁଗା ପକେଇ କଳି ଧନ୍ଯ ଏ ମିଡିଆ ବାଲା
Hats off 👏 brave madam 👏
ଶଳା କେଡେ ବଡ ବେଧ ରିପୋଟର୍ ଗୁଡାକ କିରେ
ମାଡାମ୍ ସଲାଙ୍କୁ ବାଡାଅ
Didi congratulations 👏👏👏....
ମିଡ଼ିଆ ସବୁଠୁ ଖରାପ, ଏମାନଙ୍କର ଆଉ କିଛି କାମ ନାହିଁ,
Madam Right
Sabas madam big salute🙏🏻🙏🏻
ନବୀନ ପାଣ୍ଡିଆନ କୁ ଏହି ଭଳି ଭଳି ପଚାରି ପାରିବ ଗାଣ୍ଡିର ଦମ ଅଛି ପାଣ୍ଡିଆନ କାହିଁକି ବେକାର ଟଙ୍କା ଖର୍ଚ୍ଚ କଲା ସବୁ କିଛି ଓଡିଶା ର ହିସାବ ପଚାର ଆମେ ଜାଣିବୁ ତମ ର ଦମ ଅଛି
Right
ଏମାନଙ୍କୁ ପୋଲିସ ଆରେଷ୍ଟ କରି ନାହାଁନ୍ତି କାହିଁକି
Very bad behaviour by this journalists please take action...
Thanks to this lady
Mam u r right
When the administration is silent on this issue ,media should not behave like this to a woman.
Worst behaviour of media person
କେତେ ବଡ ବଡ ଲେକେ ଗାଣ୍ଡିମାରି କି ପଳେଇ ଜାଉଚନ୍ତି ସେମାନଙ୍କ ଧର ଏଠି କାହିଁକି ଗାଣ୍ଡୀ ମରୁଚ
Madam correct 200%
Madam apana thik kahichanti... 👍
Media balaa media Bala hisabare rahiba uchit😡😡😡😡😠
Media sir jia paisa deuchanti ta pakhare gole hebo
ମିଡିଆ ଭାଇ ଓ ଭଉଣୀ ମାନଙ୍କର ଯେଉଁ କାର୍ଯ୍ୟ କରିବାକଥା ତାହା ନାହିଁ, ଏଇଠି ଦେଖେଇ ହେଉଛନ୍ତି, ବିଗତ ଦିନ ମାନଙ୍କରେ ଯେଉଁ ସବୁ ଘଟଣା ମାନ ଘଟିଛି କାହାର ନିର୍ଯାସ ବାହାରିଛି କି ?3:46
Madam ek dum perfect kahi chanti
Ei media manankara hin dosha rahuchhi, sabubele niriha lokanku question pare question pacharuchhanti, but jie asala re culprit taku question karunahanti..
Reporters harassing the people 😤 this is bad
ତମେ ମ୍ୟାଡାମ୍ ଯଦି ଏତେ ଶିକ୍ଷିତ ତାହାଲେ 2000 ଟଙ୍କିଆ ନୋଟ ପ୍ରଧାନମନ୍ତ୍ରୀ ଅନେକ ଦିନ ତଳର ଘୁଷଣା କରି ଥିଲେ ସେତେ ବେଳକୁ କୁଆଡେ ଯାଇଥିଲ ଏବେ ଚେଞ୍ଜ କରୁଛ
Se ମାଡାମ୍ ଠିକ୍ କହିଛନ୍ତି
Good job madam, e media wala sala sabu badmas, khali nija trp pai anya manaku disturb karibe, emanku khali nirdhoom mada darkar
Madam is right
ଉଦ୍ଦେଶ୍ଯ ସାଧିତ ବିଚାର ନାହିଁ ଏମାନଙ୍କ ପାଇଁ ଏମିତି ପରିସ୍ଥିତି ସୃଷ୍ଟି ହଉଛି ଓଡ଼ିଶା ରାଜନୀତିର ଇତିହାସ ରେ ପରିଭାଷା ର ମୂଲ୍ଯ ଜାଣିନାହାନ୍ତି ଏମାନେ
ମୋ ହାବୁଡ଼ରେ ପଡିଲେ ଠିକ୍ ସହିତ ଉଚିତ୍ ପାଠପଢ଼ାନ୍ତି
ବହୁତ ସାହାସ ଏତେ ଦୁ ସାହାସ ଏମାନଙ୍କୁ ଦେଉଚି କିଏ ଭଦ୍ରତା ର ମୁଖା ଏମାନଙ୍କୁ ପିତା ଲାଗୁଚି ବୋଧେ ପରିସ୍ଥିତି ସୃଷ୍ଟି କରିବା ଛଡା କିଛି ଜଣା ନାହିଁ
ମେଡ଼ିଆ ଵାଲା ଭାବୁଛନ୍ତି ଆମେ ଇନ୍ଦ୍ର, ଲୋକଙ୍କୁ ରଗାଇବା ତାଙ୍କର କାମ, ବାଳ
This odia journalism 😂😂😂
ଛି ରେ ମିଡିଆ ତମେ ସବୁ ଲାଜ ବି ଭୁଲି ଗଲଣି
Now a days media is far better than me Instagram reels 😂
ଏଇଟା ସମ୍ବାଦିକତା ନୁହେଁ.. ବୁଲା କୁକୁର ଯେମିତି ଗାଡି ପଛରେ ଦୌଡ଼ି ଯାଆନ୍ତି ସେହିପରି ଲାଗୁଛି...
ଭଲ ହେଇଛି😂 କୁକୁର ଭଳି ହଉଛନ୍ତି ଏଗୁଡାକ😂
What is wrong in it, if people r standing in queue outside RBI to exchange their two thousand rupees notes, then why media persons r interested to know where from they brought the money and why should they answer media 😠😠😠 They should ask RBI Bhubaneswar Chairman that why RBI decided to exchange 2000 rupees notes in such manner.... ... Really media houses are nowadays crossing their limits....
ଏ ଶଲା trp ପାଇଁ troture କରୁଛନ୍ତି, ଯିଏ ଠିଆ ହେଲା ତମେ ଦୂର ରୁ ଉଠାଉନ, ମୁହଁ ପାଖରେ ବୁମ୍ ଲଗେଇ ଦେଉଚ ଅଧିକ ଗଲୁଆ
ମିଡ଼ିଆ ବାଲା ତାଙ୍କ ଘର ଲୋକଙ୍କୁ ଏମିତି ପଚାରିବେ କି ? ଯେଉଁଠି ମିଡ଼ିଆ ଦରକାର ସେଠାକୁ ଯାଆନ୍ତୁ । ଆଉ ଦେଖାନ୍ତୁ ମିଡ଼ିଆ ପାୱାର ।
ସସ୍ତା ସାମ୍ବାଦିକ ମାନଙ୍କ ପ୍ରତି ସାବଧାନ
Madam thanks
Brave woman...
Emananku 2000 tanka bishaye re kiye deuchi boli pacharantu, emane sabu black money exchange karuchhanti.
ନେତା ରାଜନେତା , ପଇସା ବାଲା ଲୋକ ମାନେ ଦିନ ଦି ପହର ରେ ଗୁଣ୍ଡା ଗର୍ଦ୍ଦି, ଜମି ଦଲାଲି, ଗରିବ ଙ୍କ ରକ୍ତ ପିଉଛନ୍ତି ଆଉ s*x ରାକେଟ ଚଳାଉଛନ୍ତି.... କିନ୍ତୁ ଏ ମାନ ଙ୍କ ର ସେତିକି ସାହାସ ନାହିଁ କି ଭ୍ରଷ୍ଟାଚାର ଆଉ ଅତ୍ୟାଚାରୀ ଲୋକ ଙ୍କ ସାମ୍ନା ରେ ମାଇକ boom, camera ଧରି ଠିଆ ହେଇ ପାରିବେନି..... ଯୋଉଠି ନରମ ଲୋକ ପାଇବେ, ସେଠି ଏ ମାନ ଙ୍କ ର ଗରମ ଦେଖେଇବେ
Right 👍
Right 👍👍👍👍👍👍👍👍
Right bohut bhadhia
Right madam good job👍👍👍👍
Right didi pura thik kahuchhanti. A sabu pura personal life re entry karuchhtanti.
Pandri ra maep ea 😂
ଆରେ ହେ ସାମ୍ୱାଦିକ ତୁମ ମାନଙ୍କୁ ଖବର ମିଳୁନି କି... ଜଣେ ମନା କରୁଛି କାହିଁକି ତା ପଛରେ ଗୋଡାଉଛନ୍ତି... ଦମ୍ ଅଛି ତ କାହିଁ ତାମିଲ୍ ପାଣ୍ଡିଆନ୍ ଙ୍କ ପଛରେ ପଡୁନ... କାଢୁଆ ଗିରି ଜଣା ପଡ଼ିବ
journalist amiti jabardasti kriba katha nuha
ନେତା ମାନଙ୍କୁ ଏତିକି ଯଦି ପଚାରନ୍ତ ଆମେ ଜାଣିବୁ ମିଡ଼ିଆ ଵାଲା ଠିକ ଶଳା ସେଠି ଛୋଡ ପାଇବନି ସାଧାରଣ ଲୋକଙ୍କ ଉପରେ ଚଢି ଯାଉଛ.. ଶଳା ଚୋର ମିଡ଼ିଆ ଯାକ ତମେ ଦଲାଲ ସବୁ ତମେ...
First govt ହିଁ ଦାୟୀ, auu Time extend kan payeen କରୁଥିଲେ, ନୋଟ exchange payeen,,, so ଦଲାଲ active hoigale
news nahi boli kn level galani
ବାସ୍ତବରେ ଏଠି ଗଣମାଧ୍ୟମ ଆଉ ଗଣ ମାଧ୍ୟମ ନାହିଁ ଏଠି ପଇସା ମାଧ୍ୟମ ହେଇଯାଇଛି ଯୋଉଠି ଅନ୍ୟାୟ ହେଉଛି ସେଠି camera ଦେଖାଯାଉନି କିନ୍ତୁ ଅନ୍ୟ ଆଡେ ରାଣୀ ପଣ୍ଡା କଣ କଲା? ବାବୁଶାନ କଣ କଲା? କିଏ ଆଉ କଣ କଲା ଏ ଗୁଡା ଦେଖାଅ!shame
ମିଡିଆ,ବାଲା,ଶଳେ ସବୁ,ଦଲାଲ ଶହେଟଙ୍କା, ପାଇଗଲେ,ଶଳେ ସବୁଚୁପୁ ବୁମୁ ଗୋଟଗୋଟେ ଧରିପକେଇଲେ ଏ,ଶଳେ,ଭାବୁଛନ୍ତି ଆମେ ଜାହାକହୁଛୁ ସବୁଠିକ ଅନ୍ୟମାନେ ସବୂଚୋର ସେ ଭଉଣୀ ଠିକ କହୁଛି,
Very good man
Badiya koicha madam
Good Madam
Government ta kahichi jaha pakhare achhi ta badalantu ,media ra kan fatuchi, jadi media thik se dina majuria pakhaku kouthu 2000 asila taku pata lagao niriha lokanku kai hairan karucha.
Jadi tume sat re acha ta camera agaku kain asunahanti
Camera agaki asiba
Tu magiya besiya puya
Taku nija wife banibu
ମଝିରେ ଚିଲେଇ କି ଯଉ ମରଦ ଦେଖେଇ ଆସିଲା ପରେ ଛେଳି ହେଇଗଲା 😁😀
Sabu black money ku white karibaku asichanti
ପ୍ରକୁତ ତରେ ମିଡ଼ିଆ ଵାଲା, ଆଉ ନିୟୁଜ ନେଉଥିବା ବ୍ୟକ୍ତି ବେଧୁଆ, ବେଧେଇ ଘରର ପିଲାମାନେ.
ଏ ନିୟୁଜ ଚାନେଲ ଗୋଟେ ଗୋଟେ ଭାଡୁଆ ଓ ଦଲାଲ।
Government ku gote request dd news ku chhadi aau sabu private news channel ku ban karajau...
ସବୁ ଅବ୍ୟବସ୍ଥା ହେଉଛି
Time to unsubscribe these TH-cam News channel. Like who are going to do the same.
Education is important
ଚତୁର୍ଥ ସ୍ତମ୍ଭ ବାଳ କାମ କରୁଛ
Nai Madam nka katharu laguchhi se thik achhanti..
Tame na janiki Kainki tanka sahita Argument karibe..
Well done by media team
RBI re return system bala ku kala band Kari dauna ei system
Gud madam
ବାଃ ମାଡ଼ମ... କଣ କହିଲେ ମୋ... ଏଗୁଡ଼ିକୁ କୁଟି ଦିଅ.. ସେ ବୁମ୍ କୁ ଚଦେଇ ଅନିକି କୁଟ
ମାଗିଆ ମିଡ଼ିଆ ବାଲାଙ୍କୁ ମାଡ ଦରକାର
Media ra Kam nai kichj
Thik kahichanti mdm
ଅତ୍ୟଧିକ ହେଇ ଯାଉଛନ୍ତି।
Hats off to u didi.... 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻 Emiti media ku ban kariba katha