Who Authorized the Police Gathering Amid Bharatpur PS Scandal? Conspiracy Suspicions Surface
ฝัง
- เผยแพร่เมื่อ 22 ก.ย. 2024
- #କିଏ_ଦେଇଥିଲା_ପୋଲିସ_ମେଳିକୁ_ଅନୁମତି ?
ଭରତପୁର ଥାନା କଳଙ୍କକୁ ନେଇ ଦେଶବ୍ୟାପୀ ଯେତେବେଳେ ହଇଚଇ ସୃଷ୍ଟି ହୋଇଥିଲା, ସେ ବେଳରେ ଆଇନଶୃଙ୍ଖଳା ରକ୍ଷାକୁ ପଛ କରି ତମାମ ଥାନା ଛାଡ଼ି କାହା ଅନୁମତିରେ ମେଳି କରିଥିଲେକମିଶନରେଟ୍ ପୋଲିସ୍ କର୍ମଚାରୀ? ଯେଉଁ କାଣ୍ଡ ପାଇଁ ଓଡ଼ିଶାର ମୁଣ୍ଡ ତଳକୁ ହୋଇଯାଉଥିଲା, ସେତେବେଳେ ପୀଡ଼ିତାଙ୍କର ଚରିତ୍ର ସଂହାର କଲାଭଳି ଗୋଟିଏ ପରେ ଗୋଟିଏ ଭିଡିଓ କିଏ ଭାଇରାଲ୍ କରୁଥିଲା? ଯାହାକୁ ନେଇ ସନ୍ଦେହ ବଢ଼ିଥିବାବେଳେ ଶହେ ଦିନର ମୋହନ ସରକାରଙ୍କୁ ବଦନାମ୍ ପାଇଁ ଷଡ଼ଯନ୍ତ୍ର ହୋଇଥିବା ନେଇ ଉଠିଲାଣି ଚର୍ଚ୍ଚା।...
#OdishaPolice #Gathering #BharatpurPS #ArmyOfficerCase #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
TH-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ଅନ୍ୟ ରାଜ୍ୟରେ ପୋଲିସ ସଙ୍ଘ ବେଆଇନ
ଆଙ୍କୁ କାଢି ଦିଆ ଯାଉ ନୂଆ ଷ୍ଟାଫ ରଖା ଯାଉ
Very Good
Bhai nua loka ku posting deleb semiti haba rajya re police padab jamaru rakha na jau
Nua rakhile kn haba.....semane kn ta katha re chalibe
Badhia haba choro tuma ghare padibe
ସମସ୍ତ ପୋଲିସ ଙ୍କୁ ଜବ ରୁ ବାହାର କର
Tu banchibu ta police na rahile
ଇଏ ସମସ୍ତକୁ ବାହାର କରାଯାଉ ନୂଆ ନିଯୁକ୍ତି କରାଯାଉ ଏଇ ମାନେ ସରକାର କୁ ବଦନାମ କରିଛନ୍ତି
Au se jhia odisha ku badnam karini ta
YES
@@armylovers1799. Kau b police station ku jai dekha police nka behavior ,janijiba😂😂
ପ୍ରଥମେ ପୋଲିସ କହୁ ସିସିଟିଭି କ୍ୟାମେରା କଣ ପାଇଁ ଲଗେଇ ନଥିଲେ।ପୋଲିସ ପ୍ରମାଣ ନଷ୍ଟ କରିଛି କଣ ପାଇଁ।
CCTV lageiba kana police ra duty ki... Na cctv ra maintenance kariba police ra duty
@@ashutoshnayak5945 police ra kama nuha , kintu higher authority ku a bisyare kebe janechhanti ki ? kebe thu nahi cctv na cctv thila taku lucha jaichhi ?
Laga jaithila...kama bi karuthiba...police nija crime..luchaibar sadakantra
Ta hele police station re jiea fir karibaku jiba taku police mada mariba Police ku kna Samvidhan Right deichi
@@krishnakisan4070Agar marte police to koi nehi jate police station 😂
Odisha ରେ ବେକାରୀ ସମସ୍ୟା ବହୁତ୍ ସମସ୍ତଙ୍କୁ badhyata ମୂଳକ ଅବସର ନେବା ପାଇଁ kuahntu ଆଉ new job create କରନ୍ତୁ 🙏
ଯେଉଁମାନେ ଏଇଠି ଆନ୍ଦୋଳନ କୁ ଯାଇଛନ୍ତି ସେ ସବୁ ପୋଲିସଙ୍କୁ ଚାକିରି ରୁ ବାହାର କରି ନୂଆଁ ପୋଷ୍ଟିଂ କରାଯାଉ
Tame right kahicha bhai
Acha tume bodhe police thu khaicha😂
Thik katha
Amane sabu BJD officer
To ghara katha heichi...
I hate police department due to their corruptness from top to bottom
I strongly agree
Adv. Bichitra
ଅକାତ ଅଛି ଯଦି ସବୁ ପୋଲିସ ଇସ୍ତଫା ପତ୍ର ଦେଇ ଘର ଯାଅ
Au interl security L/o duty kie kari ba kie to sasur
Odisha Police G... ରେ ନିଆଁ ଲାଗିଛି, ନିଜ ଘର ପୋଡ଼ିଗଲେ କେତେ କଷ୍ଟ ହୁଏ ଏବେ ପୋଲିସ ବାଲା ବୋଧ୍ ହୁଏ ଜାଣି ପାରିଲେ କାରଣ ସେମାନେ ସବୁବେଳେ ପର ଘର ପୋଡ଼ିଵାର ଦେଖୁଥିଲେ। ହାରାମି ଲଜ୍ଜ୍ୟା ନାହିଁ ତମମାନଙ୍କୁ।
ସମସ୍ତଙ୍କୁ 🎉 ବିଦା କରାଯାଉ 🎉🎉🎉🎉 ମୋହନ ସରକାର ତୁରନ୍ତ ନୂଆ ପିଲାଙ୍କୁ ସୁଯୋଗ ଦିଅନ୍ତୁ 🎉🎉🎉🎉🎉🎉
Nua asile kn karibe😂😂😂😂😂
ଯେତେ ମେଳି କଲେ ବି ଆମେ Indian Army ଙ୍କୁ ସପୋର୍ଟ କରୁଛୁ
Army support kara. But se ledy ku nuha. Se lady bahut danger
Tu kemiti janilu danger boli. A selected video ru. Sia ta hack pain ladhichi. Tu gote coward
@@bishnupadanayak7869 tame kemiti janila
We support Indian Army
Han ame bhi army jhia ulagna hei mada piki batare nachile bhi support karibu😂😂
Army meli hele sambhaliba
ପୋଲିସ ଅଧିକାରୀ ସବୁ ଚୋର , ଭଲ କାମ କର ଭଲ ଚାଟ୍ କରିବି
Bhai sabu police semiti nuha keteta mgh nka pai total department badnam
Athiki jouguda aasichhanti sabu Chora,Jia Choraku Support karuchi Sia sabuthu bada chora@@Imspirelite
@@bjpppp1234 seta bi sata Katha kintu sie 5% mgh kn pai total department badnam
All should removed from job.
😂😂😂😂 tu kana bhagwan
@@sarfaroshkitamanna8388 Na be sie to bou ghaita....au tu behave chhua...
@@sarfaroshkitamanna8388 Na Police manual ta padhichanty ta janichanty jj ... Only except the situation of emergency.. without any instructions...state forces like police can't allowed to from Assembly
Who are you removed police force
@@SanjayaBiswal-go7qbur word showing ur carecter 😂
କୁତ୍ତେ ର କୁତ୍ତା ମେଳି
କାହାଠୁ ଅନୁମତି ନେଇ ଏ ସମାବେଶ
Tor Maa ghudaghehi k pachari Kari re Maa ghihaa😢😢😢😢😢
ଏହି ଘଟଣା ରେ ସାଧାରଣ ଲୋକ ମେଳ ହେଇଥିଲେ ପୋଲିସ ମାଗି ଥାନ୍ତେ order from court etc.
@@bichitrabiharijena2094 se pacha re v govt ra hata thae. Jani paru na both hue Bina order re police lathi charge kari pare ni. Home minister ra order re hai thaye
ସମସ୍ତ ସରକାରୀ କର୍ମଚାରୀ ଅନୁଧ୍ୟାନ କରିବା କଥା ସେଇମାନଙ୍କୁ ଯେଉଁ ରାଜନୈତିକ ମାଲିକ ଓ ସାହୁକାର ମାନେ ଏତେ ବର୍ଷ ପର୍ଯ୍ୟନ୍ତ ନିଜର ସ୍ୱାର୍ଥ ପାଇଁ ବ୍ୟବହାର କରି ଆସୁଥିଲେ, ଆଜି ଯେତେବେଳେ ଅସୁବିଧା ପଡ଼ିଲା ସେହି ରାଜନୈତିକ ସାହୁକାର ଓ ମାଲିକମାନେ ପୁଣି ନିଜ ରାଜନୈତିକ ଅଭିସନ୍ଧି ପୂରଣ ପାଇଁ ସେହି ସରକାରୀ କର୍ମଚାରୀଙ୍କୁ ଦୋଷ ଦେଇ କାଠ ଗାଡାକୁ ଠେଲି ଦେବାକୁ ପଛାଇଲେ ନାହିଁ , l ସରକାରୀ କର୍ମଚାରୀ ଙ୍କୁ ଆଜି ସାଧାରଣ ଜନତା ବିଶ୍ବାସ, ସମର୍ଥନ ତ ଦୂରର କଥା ସନ୍ଦେହ ଓ ଘୃଣା କରୁଛନ୍ତି l ଏଥିରୁ ବୁଝିବା କଥା ରାଜନୈତିକ ବ୍ୟକ୍ତି କାହାର ନୁହଁନ୍ତି l ସରକାରୀ କର୍ମଚାରୀ ନିଜ କର୍ତ୍ତବ୍ଯ, ଦାୟିତ୍ଵ ଧର୍ମ ପାଳନ କରିଲେ କେହି ଆଙ୍ଗୁଠି ଉଠାଇ ପାରିବେ ନାହିଁ l
ପୂର୍ବ ବିଜେଡି ସରକାର ଏସବୁ ଚାଲ୍ କରୁଛି
Boka ta kire
Immediately dismiss job. And immediately new required ment.
Ai police officer mananku somoste chakriru nilam karntu
Govt should take disciplinary action against these people !!
Otv ପାଗଳ ହୋଇ ଯାଇଛି
ଏତେ ବେଳକୁ ମଞ୍ଜି ଖବର ଆସିଲା
ନୂଆ ନିଯୁକ୍ତି ଦିଆ ଯାଉ
All stap rejected
ଯାହା କଥାର ପଡ଼ି ମେଳ ବାନ୍ଧି ଚନ୍ତି ଏକା ଥରେ ରଙ୍ଗ ବାହାରିଯିବ
Police ku dismiss karajau
Indian army jinda bad
ଏମାନଙ୍କୁ ଡିସମିସ କରାଯାଉ
ଓଡିଶା ପୁଲିସ ଓଡିଶା କୁ bodlam କରିଦେଲ...
On duty, police strike is against conduct rules. May be taken disciplinary action against them. The strike period should be treated as Break in service.
On duty Army has not taken such type of steps being a disciplined organization of India.
ସରକାର ଙ୍କ ବିରୋଧ ରେ ଏ ଷଡ଼ଯନ୍ତ୍ର କରିଛନ୍ତି। କିଏ କରିଛି କାହିଁକି କରିଛି ସରକାର ବାହାର କରୁ। ସରକାର ରେ ରହିବା ପରେ ଯଦି କିଛି କରିପାରିବେ ନାହିଁ । ବିରୋଧ ରେ ରହି କଣ କରିବ । ବିରୋଧି ଦଳର ଦବଦବା ଅଛି ସରକାରୀ କାଳରେ ଏଥିରୁ ସ୍ପଷ୍ଟ।
ଏଇଠି ଯେତିକି ପୋଲିସ ଅଛିନ୍ତି ଚାକିରି ରୁ ବିଦା କରାଯାଉ ଏ ସବୁ ପୋଲିସ ଚାକିରି କରିବାକୁ ଯୋଗ୍ୟ ନୁହଁ ନିଜ duty ଛାଡ଼ି ନିଜ ଅଫିସ ଛାଡ଼ି ମେଳbandhuchanti
ଚୋର କୁ ଧରିବା ପାଇଁ ସିସି ଟିଭି ପୋଲିସ ମାନଙ୍କ ପାଇଁ ମୋ ବାଳ l ପୋଲିସ ସ୍ତ୍ରୀ ପାଇଁ ସିଶି ଟିଭି ଲଗେଇ ଦେଉଚ l
ସବୁ ହେଉଛନ୍ତି ବେଧ ପିଲା
They liable to be punished.
These all should be absent for one day & without pay
Mohan government should take serious action against police Suspend DCP and CP
ଯିଏ ଭୁଲ୍ କରିଛି ସିଏ ଦଣ୍ଡିତ ହେଉଛି ହେଲେ ଅନ୍ୟ ମାନଙ୍କର ଅସୁବିଧା କ'ଣ ହଉଚି କିଛି ଜାଣି ହେଉନି
ଯେଉଁ ଦିନ ରୁ BJP ଓଡ଼ିଶା ରେ ଆସିଲା, ସେହି ଦିନରୁ ଏମିତି ହୋଇଛି।
ଆମ ଓଡ଼ିଶା ସ୍ୱଚ୍ଛ, ସୁନ୍ଦର ଓ ନିର୍ମଳ ଥିଲା। ଏହି ସୁନ୍ଦର ଓଡ଼ିଶା କୁ BJP ଅପମାନିତ କରିଛି।
ମନେ ରଖ BJP ଯେଉଁଠି ଥାଏ, ଏମିତି ହିଁ ହୋଇଥାଏ।
ଏହା RSS ର କାର୍ଯ୍ୟ
Suspended every one immediately.
Very correct statement by Rajaram Satpathy,Senior journalist.
Government should take strict action against these officers asap Compulsory Retirement for them😊
Working police , uniformed personnel are not allowed for protest as per Constitution
ଶଳାଙ୍କୁ ସବୁ ବାହାରକରି ନୂଆ ପୋଷ୍ଟିଙ୍ଗ କର
ସରକାର ନିକମା
As per law they can't go for strike
What is d reason of ths strike ... seriously...thy gt mad....all r behaving like thives nd criminals....
ଠିକ କଥା 🙏
ତମ ଗୃହ ବିଭାଗ ଗୁଇନ୍ଦା କଣ କରୁଥିଲେ
Yes its time to United
Mohan government should watch/want/inquiry about United of police,
ବିରାଟ ଷଡ଼ଯନ୍ତ୍ର
BJD ହାତ ଅଛି
Need investigation & failure DGP Odisha . DCP & COMMISSIONER FAILURE OF COMMAND . SACK ACP. WHO is main leader . Arrest required
ବହୁତ ସୁନ୍ଦର 🙏🙏🙏🙏ପ୍ରୟାସ ନିହାତି ସତ୍ୟତା ସାମ୍ନାକୁ ଆଣନ୍ତୁ ଆମେ ଅପେଖାରେ
Some retired police are instigating them.
All of them must be dismissed from the service.Who permitted them to do so?
ଆମ ଓଡ଼ିଶା ରେ ବହୁତ ପିଲା ଅଛନ୍ତି ପୋଲିସ୍ ଚାକିରି ପାଇଁ
Govt ku kuha post bahara karu ...bahut subhadra tanka dela abe posting karu
Respect to all INDIAN ARMY 🙏🙏🙏🙏🙏🙏🙏
Those police who strike dismiss them,,, and do new appointment...
It's Pandian's plan .
Unruly odisha police
Right 👍
Police must agree that their image has been very ugly.
OTV apankau bahut bahut dhanyabad
As per constitution, a serving belt force & police can't protest against Government. This is not civil service .
Corrupted police sabu strike re
ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଛରେ
Bjd.ra plans
Police strike kar sakta hai but
Army kuch bhi ho jae kabhi bhi strike nahi karte.
Fighting for justice
Jie bhul karibe suspend Kara new vacancy bahara Kara emanankara Masti bahut bhabuchanti kehi kichi karibeni suspend Kara Imidietely
Yes
ଶୃଙ୍ଖଳିତ ସଂସ୍ଥା ରେ ବିଦ୍ରୋହ ର ନମୂନା ।। ଏହା ପଛରେ ଆକା କିଏ ? ଲୋକତନ୍ତ୍ର ରେ ପୋଲିସ ବ୍ୟବସ୍ଥା ଶାସନ ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ।। ପ୍ରାସାସନିକ ସ୍ତରରେ, ଯଦି ପ୍ରଶାସନ ର କୌଣସି ବିଭାଗ ପ୍ରାସାସନିକ ନିଷ୍ପତ୍ତି କୁ ପ୍ରଭାବିତ କରୁଥିବା ପ୍ରତ୍ୟେକ କାର୍ଯ୍ୟ କଳ।ପ କୁ ଶାସନ ବ୍ୟବସ୍ଥା ବିରୋଧୀ ବୋଲି ଗ୍ରହଣ କରାଯାଏ।।
One day salary band karajau
Darkar padile dismis karajau
Shameless police men for a criminal police only, this seems to very dangerous for democratic country India.shameless activities by police support on duty, very unfortunate
Thik kari chaanti
Working officer mane meli kemiti karu chhanti
All are culprits........ We do not have in trust about police department....... Shameful odisha police....... Government should take strong action........ Police officer are forgot, all are getting salary from citizen of odisha money
This is unconstitutional.police can't gather. Who has instructed.surely senior cop, how discipline our state police is clearly seen. Babu mane this is police, not a political party nor a NGO.
ଏପରି କରି କଣ କହିବାକୁ ଚାହୁଁଛନ୍ତି। ଏହା ରୁଲ ରେ permission ଅଛି ତ? And they are releasing edited video to hide their acts. It's obvious.
Our system is worst day by day.give VRS those r involved in bribe,Corruption and neglect in work
Exactly.
ଯଦି ପୋଲିସ ମେଳି ରେ ମୋହନ ମାଝୀ ବଦନାମ୍ ହୋଇ ଯାଉଛନ୍ତି ... ତେବେ ସେନା ମେଳି ରେ ପ୍ରଧାନମନ୍ତ୍ରୀ ବଦନାମ୍ ହେଉ ନାହାନ୍ତି କି???
ଯଦି ମେଳି ପାଇଁ ପୋଲିସ ଦୋଷୀ .... ତେବେ ସେନା କାହିଁକି ଦୋଷୀ ନୁହେଁ ???? ନ୍ୟାୟ ଟା କଣ ଗୋଟେ ପାଖିଆ ....
ପୋଲିସ ମେଳି ପଛରେ, ଆଗରୁ ଯିଏ ପୋଲିସକୁ ଚୋରି ଶିଖାଇ ଥିଲେ।
total odisha police ku strict kara jau crime bhaduchi
OTV has lost the credibility
Please police help to others kindly at police station
ଲୋକ କେବେ ଓଡ଼ିଶା ସହ ଛିଡା ହେବା ଆରମ୍ଭ କରିବେ?? କେବେ ଆସ a state United ହେବେ। so called ଧରମ ଭାଇ publicity stunt ଚକର ରେ ଓଡ଼ିଶା କୁ ବଦନାମ୍ କରିଦେଲ । ରହିଯା ରେ ଭାଇ ଆଉ ନିନ୍ଦା ସହି ହଉନି ଓଡ଼ିଶା ର। ଶାନ୍ତି ପ୍ରିୟ ସବୁଠୁ safe State ଗୋଟେ ଝିଅ ର ଗୋଟେ statement ପାଇଁ ରାତା ରାତି ସମସ୍ତଙ୍କ ପାଈଁ ଅସୁରକ୍ଷିତ ହୋଇଗଲା ??? ହଟାତ୍ bhubaneswar Police କୁ ଭଲ କହୁଥିବା ଲୋକେ start କରିଦେଲେ publicity stunt??
Actually sata ଏଇୟା ଯିଏ victim card ଖେଳି ପାରିଲା ଯିଏ public attention seeke କରି ପାରିଲା ସେ ଏବେ କାର digital ଦୁନିଆ ରେ ସବୁ କରି ପାରିବ। ଆଉ ଆମର ଅନ୍ଧ ଲୋକ ଘରେ ବସି କୁମ୍ବୀର କାନ୍ଦଣା କୁ ବିଶ୍ୱାସ କରି Social media war start କରିଦେଲେ।। Wahh wahhhh
Ekdam sahi ....Khali army hi rally kariparibe,army lad mane hi batameezi kariparibe,army man Nasha kariki gadi chaleiparibe lekin tanka against re kichi action hebani....heba taha sahita jiye chup chap sabu sahi jiba....wah re media wah re loka ra andha soch.....!
Aei somonthonku aka thore guli koridio somajore anyya adhiko houchi
India army 🙏🙏♥️♥️
All Responsibility is Admistation off Police , State Want for Justice ⚖️
ଝିଅଟା ମଦ ପିଇକି ବାଟରେ ନାଚିଲା କଣ ଖରାପ କଲା 😂
ଝିଅଟା ଜଙ୍ଗଲି ରାସ୍ତାରେ କାର ହଲାଉଥିଲା କଣ ଖରାପ କଲା 😂
ଝିଅଟା ଟୋକାଙ୍କୁ ଦେଖି ଖରାପ ଇଙ୍ଗିତ କରୁଥିଲା କଣ ଖରାପ କରିଥିଲା😂
ପୋଲିସ ଏମିତି ଝିଅଙ୍କୁ ଚା ପାଣି ଦେଇ ବସାଇବାର ଥିଲା ଆଉ ଦରକାର ପଡ଼ିଥିଲେ ଆମ୍ବୁଲ ପାଣି ଦେଇ ନିଶା ଛଡେ ଇବାର ଥିଲା ।। ପୋଲିସ ଭୁଲ୍ କଲା। ସମସ୍ତଙ୍କୁ dismissed kara 😂😂😂
Why calling pidita
ଲାଗୁଛି ମୋହନ ସରକାର ବିଫଳ ହୋଇଛି
strict action should be taken against idiot police
Pandian ra plan
Pandian jadi karuchi a sarakar chudi pindhi ghare soipadu
If Army's Can support each other,,,Then why not police ...?
This is indiscipline.
Please case hand over to army