Mu B Namita Agrawal Hebi - GRAND FINALE - FULL EPISODE | Best Singing Reality Show on Sidharrth TV

แชร์
ฝัง
  • เผยแพร่เมื่อ 26 พ.ย. 2024

ความคิดเห็น • 2.9K

  • @PKSMusicPrakashOdia
    @PKSMusicPrakashOdia 3 ปีที่แล้ว +40

    ମୁଁ ଜାଣିଥିଲି ସୌମ୍ୟଶ୍ରୀ ଜିତିବେ, ମୁଁ ବହୁତ ଖୁସି, 👍👍👍👍👍👍👍👍👍👍👍👍

  • @PKSMusicPrakashOdia
    @PKSMusicPrakashOdia 3 ปีที่แล้ว +30

    ଆମେ ଚାଁହୁଥିବା କୁନି ସିଙ୍ଗର ସୌମ୍ୟଶ୍ରୀ ଜିତିଲେ ♥️♥️♥️ ଆମେ ବହୁତ ଖୁସି 👍👍👍👍

  • @sunakarsahoo4070
    @sunakarsahoo4070 3 ปีที่แล้ว +36

    ସୁନା ଚିହ୍ନେ ବଣିଆ ଗୁଣ ଚିହ୍ନେ ଗୁଣିଆ
    ସେ ଦିନ ମନେପଡେ ଦିନେ ହାତ ଦେଖି
    ଗାଉଥିବା ଝିଅଟି ଆଜି ତାରି ହାତରେ ଟ୍ରଫି
    ଚମତ୍କାର ଧନ୍ଯବାଦ ଦେବି ସେହି ତିନି ଜଣ ବିଚାରକଙ୍କୁ ସେ ଦିନର ଗୋଟିଏ ସୁଯୋଗ ଆଜିର ଫଳାଫଳ ା
    ସମସ୍ତ ଙ୍କୁ ଧନ୍ଯବାଦ
    ସୀତାରାମ ସାର୍ ନମିତା ମାମ୍ ଓ ସିଦ୍ଧାର୍ଥ ଟିଭି କୁ ଅଭିନନ୍ଦନ 🌹🙏

  • @Jagannath-oc9ht
    @Jagannath-oc9ht 25 วันที่ผ่านมา +1

    ସମସ୍ତ ପରିବାର ଙ୍କୁ ଧନ୍ୟବାଦ । ହେଲେ ଗୋପପୁର ଖିର,ଦହି,ସର,ଲବଣୀର ଭଣ୍ଡାର ସେହିଠାକୋ କିଏ ପୁଣି ଦହି ବିକ୍ରି କରିବାକୁ ଯାଇଥିଲେ।

  • @sasankamohanty5194
    @sasankamohanty5194 2 ปีที่แล้ว +11

    ସୁନ୍ଦର ପରିବେଷଣ
    ମା ସରସ୍ଵତୀ ସେ ସମସ୍ତଙ୍କ କଣ୍ଠ ରେ ବିରାଯୁ ଥାଆଁନ୍ତୁ। ଜୟ ଜଗନ୍ନାଥ।

  • @kelucharanpanda8399
    @kelucharanpanda8399 3 ปีที่แล้ว +44

    ଉତ୍ତର ପିଢ଼ି ସୃଜନ କରିବାରେ
    ନମିତା ଅଗ୍ରୱାଲଙ୍କ ପ୍ରଚେଷ୍ଟା
    ବାସ୍ତବରେ ପ୍ରଶଂସନୀୟ ।

  • @thirdeye9492
    @thirdeye9492 3 ปีที่แล้ว +27

    ଅଭିନନ୍ଦନ ସୌମ୍ୟାଶ୍ରୀ.🌹❤
    ସାରା ଓଡିଶାର ସ୍ନେହ ଶ୍ରଦ୍ଧା ଆଶୀର୍ବାଦ❤❤❤
    ମନେପଡୁଛି "ମୁଁ ଆଉ ଗୋଟିଏ ସଂଗୀତ ଶିଖିଛି"ର କଥା.😀😀
    ଓଡ଼ିଆ ସଂଗୀତ ଜଗତର ଜଣେ ପ୍ରମୁଖ କଣ୍ଠ ଶିଳ୍ପୀ ଭାବେ ପ୍ରତିଷ୍ଠିତ ହୁଅ.. ଜୟ ଜଗନ୍ନାଥ 🙏🙏🙏

    • @kaliaswain2756
      @kaliaswain2756 3 ปีที่แล้ว +1

      ଅଭିନନ୍ଦନ ସୌମ୍ଯଶ୍ରୀ🎉🎊😎🥰🤟

  • @ranjankabi3456
    @ranjankabi3456 3 ปีที่แล้ว +34

    ଉପାସନା 🙏..ପ୍ରଭୁ ଜଗନ୍ନାଥ ତୁମକୁ ସବୁବେଳେ ଖୁସିରେ ରଖିତାନ୍ତୁ..🙏ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପାର୍ଥନା କରୁଛି ତୁମେ ଆଗକୁ ଜଣେ ବହୁତ ବଡ଼ ଗାୟିକା ହୋଇ ଆମ ଓଡ଼ିଶାର ଠିଆ ହୁଅ🙏ଜୟ ଜଗନ୍ନାଥ

  • @Jagannath-oc9ht
    @Jagannath-oc9ht 25 วันที่ผ่านมา +1

    ଶିବ ପନ୍ଚାକ୍ଷରି ଦ୍ବଇତ ଗିଯ ବହୁତ ଭଲ ଲାଗିଲା ।ଦେବସ୍ମିତା ଏବଂ ଉପାସନା ଙ୍କ ଦ୍ବଇତ ଗିତ ମଧ୍ୟ ଭଲ ଲାଗିଲା ।ହଁ ଝିଅ ମାନେ କହିଲା ଭଳି ନମିତା ମାଡାମ୍ ଜଣେ ଅପ୍ରତିଦ୍ଵନ୍ଦୀ ମିସାଣ ବ୍ୟକ୍ତିତ୍ବ। ସତ।

  • @Deepknowledge777
    @Deepknowledge777 3 ปีที่แล้ว +4

    Namita agrawal ଙ୍କ bhali Nari ସାରା ଓଡିଶା ରେ miliba କଷ୍ଟ, ଯେତିକି ଭଦ୍ର ସେତିକି ନମ୍ର । ଝିଅ ମାନ ଙ୍କୁ ଅନୁରୋଧ କରୁଛି ସେମାନେ ଯଦି Namita madam କୁ ଅନୁସରଣ କରନ୍ତି ତାହାଲେ ଜୀବନରେ ସେମାନେ jane ବିଶିଷ୍ଟ ନାରୀ ହେଇ ବାହାରି ବେ 🧡

  • @likudash9762
    @likudash9762 3 ปีที่แล้ว +17

    କଳା ଜଗତରୁ କଳାକାର ବାଛି ତହିଁ ରେ କେ କେତେ ସମର୍ଥ । ସମର୍ପି ସଭିଙ୍କୁ ଆମରି ହାତରେ ଆଣିଲା TV ସିଦ୍ଧାର୍ଥ ।ଵଣ ମଲ୍ଲି ସିନା ପଡ଼ି ଥାନ୍ତା ଝରି ଅଦେଖା କୋଉଁ ବିପୀନେ ।ସଙ୍ଗୀତ ର ଫୁଲେ ମହକେ ଦେଖରେ ସିଦ୍ଧାର୍ଥ ରମ୍ୟ କାନନେ ।

  • @Ram_the_nature_lover
    @Ram_the_nature_lover 3 ปีที่แล้ว +9

    ମୁଁ ଯାହାକୁ ବିଜେତା ଭାବରେ ଦେଖିବାକୁ ଚାହୁୁଁଥିଲି ସେ ହିଁ ବିଜେତା ହୋଇଛନ୍ତି.....ସୌମ୍ୟାଶ୍ରୀ ଆଚାର୍ଯ୍ୟ। ମୋତେ ବହୁତ୍ ଖୁସି ଲାଗିଲା। ଧନ୍ଯବାଦ୍ ସିଦ୍ଧାର୍ଥ ଟିଭି, ଧନ୍ଯବାଦ୍ ନମିତା ଅଗ୍ରଓ୍ୱାଲ୍ ମହାଶୟା 🙏

  • @b.n.education2353
    @b.n.education2353 3 ปีที่แล้ว +26

    ମାଆ ରେ ଜଗନ୍ନାଥ ଙ୍କ କୃପା ତୋ ଉପରେ ସର୍ବଦା ଥାଉ |ସୌମ୍ୟଶ୍ରୀ love U ମା

  • @aniruddhatiadi4322
    @aniruddhatiadi4322 2 ปีที่แล้ว

    ବାଲେଶ୍ଵର ଆମର ବାଲିର ର ସହର ଏବଂ କଳା ର ସହର । ସମସ୍ତେ ଏଠି ବାଲେଶ୍ବର ପିଲା ଜିତିବେ ।।
    100% ରୁ 95% ପିଲା ହେଉ କି ଆଉ କିଏ ନିଶ୍ଚୟ ଜୀତିବେ । Love u my dist Balasore ❤️

    • @aniruddhatiadi4322
      @aniruddhatiadi4322 2 ปีที่แล้ว

      @SidharthTV Official ଆମ ଭଲ ପାଇବା ଆପଣଙ୍କ ପାଖରେ ଅଛି ଥିବ ରହିବ ❤️❤️

  • @ranjanpradhan5394
    @ranjanpradhan5394 2 ปีที่แล้ว +4

    Jay jagannath 🙏🙏 Thank you samya sri😘😘😘😘😘🥰🥰🥰

  • @brundabanajena5094
    @brundabanajena5094 3 ปีที่แล้ว +8

    ବହୁତ ଭଲ ସମୁୟଶ୍ରୀ ସତେରେ ତମେ ମହାନ ମୁଁ ସବୁବେଳେ ଭାବେ ତମେ ହି ନମିତା ଅର୍ଗାବଲ ହେବେ mega audio super mega ରେ wetting ରେ thila ତମ ର ଷ୍ଟୁଡିଓ ରାଉଣ୍ଡିରେ ଏତେ ଭଲ ଗାଇଲ ମୁଁ ଭାବିଲି କଣ ଗାଉଛ ସତେରେ ତମେ ମହାନ ମୋ ସାନ ଭଉଣୀ god blass you

  • @rjsoy4432
    @rjsoy4432 3 ปีที่แล้ว +12

    ଜୋଯ ଙ୍କ ଠୂ ବି ଉର୍ଧ୍ଵ ରେ ବିଜୟ ମଲ୍ଲ Sir ❤💛💚
    LOVE U SIR ଆପଣ ଏ ଶୋ ରେ, ଅପଣଙ୍କ ପରିପୂର୍ଣ୍ଣତା ଅବଦାନ ଅତୁଳନୀୟ ଆପଣ ଯଦି ଏ ଶୋ ରେ ନ ଥନ୍ଟେ GRAND FINALE ଅସମ୍ପୂର୍ଣ୍ଣ ଲାଗି ଥାନ୍ତା 😇👌👌

  • @kedarnathbiswal925
    @kedarnathbiswal925 3 ปีที่แล้ว +15

    ସବୁବେଳେ ପିଲାମାନଙ୍କ ମଧୁର କଣ୍ଠ ଶୁଣି ଧନ୍ୟବାଦ ଦେଇଥାଏ । ଆଜି ପର୍ଯ୍ୟନ୍ତ ଚାଲି ଆସିଥିବା କାର୍ଯ୍ୟକ୍ରମର ଶ୍ରେୟ ରହିଛି ସଙ୍ଗୀତକୁ ଫୁଲରେ ଫୁଲରେ ସଜାଉ ଥିବା ସଙ୍ଗୀତର ଯନ୍ତ୍ର ଶିଳ୍ପୀ ଭାଇମାନଙ୍କ ହାତରେ ,ଏତେ ନିଖୁଣ ପରିବେଷଣ ! ଆଶ୍ଚର୍ଯ୍ୟ ଲାଗୁଛି ଆଭ୍ୟାସ ପାଇଁ କେତେ ପରିଶ୍ରମ କରୁଥିବେ ! ମନ୍ତ୍ରମୁଗ୍ଧ ହୁଏ ଆପଣମାନଙ୍କ ସଙ୍ଗୀତ ଧ୍ଵନିରେ , ବହୁତ ବହୁତ ଧନ୍ୟବାଦ । (ଆପଣମାନଙ୍କ ଗୁଣମୁଗ୍ଧ)

  • @dinabarik1395
    @dinabarik1395 2 ปีที่แล้ว

    ନମିତା ଙ୍କ ସୋ କୁ ଧନ୍ୟବାଦ୍

  • @bulunayak6473
    @bulunayak6473 2 ปีที่แล้ว +2

    Thank you...sitaram sir & sidhartha tv

    • @OfficialSidharthTV
      @OfficialSidharthTV  2 ปีที่แล้ว

      ଧନ୍ୟବାଦ , 🙏 ଦେଖିବାକୁ ଭୁଲିବେନି...!!! #SidharthTV 🙏
      ଏବେ ସବୁ ନୂଆ ...!!

  • @padmalochan9452
    @padmalochan9452 3 ปีที่แล้ว +52

    ଉଚ୍ଚିତ ବିଚାର, ଶୁଭେଚ୍ଛା ସବୁ ପ୍ରତିଯୋଗୀ ଙ୍କୁ ! 💐💐

  • @amiyamohanty2402
    @amiyamohanty2402 3 ปีที่แล้ว +19

    Bahut Bahut Dhanyabad sidhartha tv... Full episode TH-cam re upload karithibaru... sidhartha tv best.. TH-cam re Sidhartha tv 10 M cross kariba

  • @janakinaikkhalisahi6435
    @janakinaikkhalisahi6435 3 ปีที่แล้ว +23

    ନମିତା ମାଡାମ ଦେଖିବାକୁ ଯେତିକି ସୁନ୍ଦର ତାଙ୍କରି ହୃଦୟ ବି ବହୁତ ସୁନ୍ଦର

  • @rajkumarguin5561
    @rajkumarguin5561 ปีที่แล้ว +2

    ନମିତା ମାଡାମ ଅପଣଂକ କଣ୍ଠରୁ ଭଜନ ବୋହୋତ ସୁନ୍ଦର ଅତି ସୁନ୍ଦର ଲାଗୁଚି ମୁଁ କଣ କହିବି ଭାଷା ନାହିଁ କହିବାକୁ ଆପଙ୍କ ଭଜନ ରେ ଏତେ ଭାବ ଅଛି ମୁଁ ନୋହେଁ ସାରା ଓଡିଶା ବସି ଆପଙ୍କ ଭଜନରେ ପାଗଳ ହୁଇଯାଇଛନ୍ତି ସବୁ ଭଜ ନରେ ଭାବ ଆଉ ଭକ୍ତି ଅଛି ସାରା ଓଡିଶା ବସି ନୋହେଁ ଭାରତ ବାସି ଙ୍କ ଆଖିରେ ଲୋହ ବାହାରି ଆସୁଛି ମୁଁ ନୁହେଁ ସାରା ଓଡିଶା ବାସି ଚାହାଁନ୍ତି ଭଜନ ଗାନ୍ତୁ ରହୋଚି ନମସ୍କାର ମୁଁ ରାଜକୁମାର ଭଦ୍ରକ ରୁ କହୁଛି ଆଉ ଭଗବାନଙ୍କ ପାଖରେ ମୋର ଏତିକି ପ୍ରାର୍ଥନା କରୋଚି ଅପାଙ୍କ ଚଲା ପଥ କୁସୁମିତ ହେଉ

  • @nakulbehera3212
    @nakulbehera3212 2 ปีที่แล้ว +1

    Thanks to all members . Super really very very nice 👍👍👍👍.Jay jagarnnath

  • @madanmohanpatra6106
    @madanmohanpatra6106 3 ปีที่แล้ว +37

    ସ୍ଥିତି ଖୁବ୍ ସୁନ୍ଦର ଗାଉଛି,,, ଜୟ ଜଗନ୍ନାଥ

  • @saroj4u2
    @saroj4u2 3 ปีที่แล้ว +17

    ଯେଉଁ ମାନେ ବାଦ୍ୟ ଯନ୍ତ୍ର ବଜାଉଥିଲେ, ଶେଷରେ ସେମାନଙ୍କର ନାମ ଓ ପରିଚୟ ସହିତ ସେମାନଙ୍କୁ ସମସ୍ତେ ଧନ୍ୟବାଦ ଅର୍ପଣ କରିଥିଲେ ଭଲ ହୋଇଥାନ୍ତା 🙏🏾

    • @manjunaik8041
      @manjunaik8041 2 ปีที่แล้ว +1

      Satare bhuta bhal bajanti semankar paricya dele bhala huanta 🙏🙏🙏

    • @sureshdas3842
      @sureshdas3842 2 ปีที่แล้ว

      Right

  • @kanshralientertain3749
    @kanshralientertain3749 ปีที่แล้ว +8

    ନମିତା ଅଗ୍ରୱାଲ ଓଡ଼ିଶାର ଜଣେ ଜଣାଶୁଣା ଗାୟିକା ସବୁଠାରୁ ବହୁତ ଭଲ ବହୁତ ସୁନ୍ଦର 💕💕💕💕🌹🌹🌹🌹👍👍👍👍

  • @silumoharana5723
    @silumoharana5723 3 ปีที่แล้ว +1

    ଏହି ପ୍ରୋଗ୍ରାମ ମୁംଯେତେବଳେ ଦେଖୁଚି ଜତେ ଥର ଦେଖୁଚି ସେତେ ଥର ଲାଈକ୍ କରୀବାକୁ ଈଛା ହେଉଛି ( ଆଙ୍ଗ୍ଆ ପ୍ରଣାମ)
    .

  • @kailashchandrapatra166
    @kailashchandrapatra166 2 ปีที่แล้ว +1

    Agami pidhi nimante nutan singer mananka chayan pakriya hrudayaku chhuinchhi.Sishu kalakar mananku anek anek subhesta.Bicharaka mananku mor ayuta badhei.Namita mam.nka prachestaku sadhubad gyapan karuchhi.

  • @tapankumar4005
    @tapankumar4005 3 ปีที่แล้ว +43

    ଉପାସନା ମୋର ସବୁଠୁ ପ୍ରିୟ ଗାୟିକ

  • @sibaprasad1899
    @sibaprasad1899 2 ปีที่แล้ว +3

    Devasmita surprise Profermance...

  • @kshirasindhubanchhor6983
    @kshirasindhubanchhor6983 3 ปีที่แล้ว +42

    Congratulations Soumya shree beta....... thanks Siddharth Tv....

  • @bhubananandaswain3231
    @bhubananandaswain3231 2 ปีที่แล้ว +1

    ପରଂବ୍ରହ୍ମ ,ସମସ୍ତ କୁନି କଣ୍ଠଶିଳ୍ପୀ ଙ୍କୁ ଆଶ୍ରିବାଦ କରନ୍ତୁ ଏହା ମୋର ମହାପ୍ରଭୁଙ୍କ ନିକଟରେ ପ୍ରାଥନା ।

  • @sibaprasaddalabehera9294
    @sibaprasaddalabehera9294 3 ปีที่แล้ว +1

    Satare debsmita au upasana nka Jodi sabutharu bhala lagila

  • @tumbeswar3604
    @tumbeswar3604 3 ปีที่แล้ว +15

    ମୋ ଆଖିରୁ ଖୁସିରେ ଲୁହ ଆସିଗଲା ସମ୍ୟଶ୍ରି ଙ୍କ ପାଇଁ

  • @dilesparibarik657
    @dilesparibarik657 3 ปีที่แล้ว +21

    Soumyashree is tha my best singer super I really like your singing 😊 your voice is so good 🥰god bless you baby Namita agrawal 👍 love you miss you 💐💐💕💕💕

  • @ajayadas5465
    @ajayadas5465 3 ปีที่แล้ว +4

    Upasana voice ରେ ଏହି ଯୁଗଳବନ୍ଦୀ ଗୀତ ଶୁଣିଲା ପରେ ଲାଗୁଛି ପ୍ରଭୁ ଏକି ଚମତ୍କାର, ଜଣେ online ରେ ଗୀତଶିଖି ଏତେ ସୁର ,ଲୟ, ତାଳ ଆଉ ଭାବରେ ଗାଇ ପାରୁଛି, ଏହାତ କେବଳ ଜଗନ୍ନାଥଙ୍କ ଆଶୀର୍ବାଦ ଆଉ କଠୋର ସାଧନାର ଫଳ, God bless you Upasana, ତୁମର ସଂଗୀତ ପ୍ରତି ଥିବା ନିଷ୍ଠା କୁ ଶତ🙏🙏🙏🙏🙏🙏🙏🙏🙏🙏🙏🙏

  • @durbasabariha8519
    @durbasabariha8519 ปีที่แล้ว +2

    My favourite singer beautiful singer soumyashree acharya

  • @santoshasahoo
    @santoshasahoo 10 หลายเดือนก่อน +1

    Saumya Shri Upasana devasmita best Odisha singer❤❤❤

  • @jayramraj6074
    @jayramraj6074 3 ปีที่แล้ว +8

    Sir mane Ea hauchi odishara sabutharu best no 1 program. Kete bhakti bhava Aasuchi Ae program dekhi. Jay Jagannath

  • @jayashridas9385
    @jayashridas9385 3 ปีที่แล้ว +9

    Saumyashree... congratulations ❤️❤️
    U r my fev singer 😘😘😘😘

  • @sailendranathkar3515
    @sailendranathkar3515 ปีที่แล้ว

    ବହୁତ ସୁନ୍ଦର କାର୍ଯ୍ୟକ୍ରମ ।

  • @durbasabariha8519
    @durbasabariha8519 ปีที่แล้ว +2

    Congralations Soumyashree🎉🎉🎉

  • @sushamafancystore1257
    @sushamafancystore1257 3 ปีที่แล้ว +6

    ଖୁବ୍ ସୁନ୍ଦରଉପସ୍ଥାପନା ଧନ୍ୟବାଦ 💐ଜୟ ଜଗନ୍ନାଥ 🙏🙏🙏

    • @janakipanda1931
      @janakipanda1931 3 ปีที่แล้ว

      th-cam.com/video/cLDDi2ib_uM/w-d-xo.html.

  • @lipu6188
    @lipu6188 3 ปีที่แล้ว +4

    ଧନ୍ୟବାଦ ସୀତାରାମ ସାର ଏମିତି କୁନି କୁନି ପିଲାଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ଆମକୁ ଭାରି ମନ ଆନଦ ଦାୟକ ଅଟେ🌹🌹🌹🌹🌹🌹🌹🌹🌹🌹🌹🌹🌹

  • @premprem2773
    @premprem2773 3 ปีที่แล้ว +6

    I m proud of you dear Upasana... Love you so much 😘😘 tuma hasa re mora bahut bada sruti tie mane PADI gala.. god bless you. Bahut bada singer hua mu MAA Harachandi nka pakhare etiki prarthana karu6i... Mora Sneha Shraddha asirbad v tuma uare a6i.... keep smile any time.. be happy always dear UPASANA...

  • @maheswatadas4215
    @maheswatadas4215 2 ปีที่แล้ว +1

    Siddhartha &sarthak Chanel proud of odisha.

  • @shrabankumar3025
    @shrabankumar3025 ปีที่แล้ว +1

    Ame samaste enjoy korichu thx u ...Jay jagarnath

  • @krutibash3039
    @krutibash3039 3 ปีที่แล้ว +7

    Soumyashree is my Best Singer god bless you Sister

  • @digitalmoneyhub6772
    @digitalmoneyhub6772 3 ปีที่แล้ว +5

    ଠିକ ଯେ, ହେଲେ winner କୁ କିଛି cash prize ଦେବାର ଥିଲା

    • @rihanmajhi9908
      @rihanmajhi9908 2 ปีที่แล้ว

      Geeta gaibara mouka dela seita bi cash price tharu kichhi kam nuha

  • @pujabhoi1442
    @pujabhoi1442 3 ปีที่แล้ว +23

    Upasana nka struggle suni satare akhire luha asigala
    Congratulations Upasana🎊

  • @bibhutisaha4648
    @bibhutisaha4648 ปีที่แล้ว +1

    Pura chaska aaru chushki of lord Jagannath..s bhakti ra deba daasi,❤️❤️❤️❤️❤️

  • @akshyasundaray1865
    @akshyasundaray1865 3 ปีที่แล้ว +1

    ଏହି ଭଳି ଏକ ଝିଅ ଭଳି ଝିଅ ଭାଗ୍ୟ ରେଥିଲେ ବାପା ମାଙ୍କୁ ମିଳିବ ଧନ୍ୟବାଦ ଜଣାଉଛି

  • @deepakumarsahoo2023
    @deepakumarsahoo2023 3 ปีที่แล้ว +11

    Soumyashree is one of the best singer, no doubt. I'm so happy to see kuni namita as a winner. Still I missed Lopita. she is my fev singer and her song (Bisa ku piyusa kara pathara ku pani). Thanks to all Sidharth TV member. Sitaram Agrawal Sir create a great career platform of music industry. Namita mam is inspirational for everyone. And thanks to all judges. Fully Enjoying reality show. No words to apricate.

  • @gayadharpatra2911
    @gayadharpatra2911 2 ปีที่แล้ว +3

    The best singer .

  • @apartimoharana2763
    @apartimoharana2763 3 ปีที่แล้ว +12

    ପ୍ରଥମ ହେଵା କିଛି ବଡ ନୁହେଁ
    ଏତେ କଷ୍ଟରେ ଏତେ ଦୁଃଖରେ ଉପାସନା ଜିତିଲେ ଏହିଟା ଖୁସିର କଥା ଟଙ୍କା କରଜ କରି ଝିଅ ସକାଶେ ବାପା ମାଆ ଝିଅକୁ ଆଣିଛନ୍ତି ସେମାନେ ପ୍ରଥମେ ଉଇନର ଉପାସନା ପ୍ରକୃତ ଗୋଟିଏ ଉପାସନା ପୀଠ

  • @dillipsahu2543
    @dillipsahu2543 2 ปีที่แล้ว +1

    Wow so beautiful voce somyasre 🌹🌹🌹🌹💐💐💐💐💐💐💐ଜୟ ଜଗନ୍ନାଥ 🙏🙏🙏

  • @raghunathdalai3447
    @raghunathdalai3447 2 ปีที่แล้ว +1

    Sarbe bhabantu sukhinah, Sarbe santu niramaya, Sarbe bhadrani pasyantu, Maa kaschit dukhabhag bhabet. Om, Shantih...... (3)

  • @indranidash6216
    @indranidash6216 2 ปีที่แล้ว +4

    କେତେ ଜାଗାରୁ ଏ ତାରକା ମାନଙ୍କୁ ଖୋଜି ବାହାର କରିଥିବାରୁ ମୁଁ ସିଦ୍ଧାର୍ଥ ଟି. ଭି ଏବଂ ନମିତା ଦିଦିଙ୍କୁ ଅଶେଷ ଧନ୍ୟବାଦ ଦେବି

  • @gayatrinani266
    @gayatrinani266 2 ปีที่แล้ว +20

    ଅଭିନନ୍ଦନ ଜୁନିଅର୍ Namita ଅଗ୍ରୱାଲ ମାନଙ୍କୁ ସେମାନଙ୍କର ଭବିଷ୍ୟତ ଆହୁରି ଉଜ୍ଜଳମୟ ହେଉ।

  • @sunayanajoshi641
    @sunayanajoshi641 3 ปีที่แล้ว +4

    ସୁବାସ ଦାସଙ୍କ ଗୁରୁ ଗମ୍ଭୀର ସ୍ବର ର ଭଜନ ପରିବେଷଣ ବେଶ୍ ଆନନ୍ଦ ଦେଲା

  • @tapasmishra7994
    @tapasmishra7994 2 ปีที่แล้ว +1

    Once again best song sakara bramha

  • @Papunvlogs24-u9x
    @Papunvlogs24-u9x ปีที่แล้ว +1

    Upasana voice oh my God heart ku chuin jauchi

  • @coachtrilochan5419
    @coachtrilochan5419 3 ปีที่แล้ว +3

    Best song by Namita mam

  • @Biju5829
    @Biju5829 3 ปีที่แล้ว +7

    Sidhisna winner heba katha

  • @Mixclubodia
    @Mixclubodia 3 ปีที่แล้ว +10

    Best of luck beautiful voice sister soumyashree

  • @daitariswain6103
    @daitariswain6103 ปีที่แล้ว +1

    Best swar AL The best singers . Best sangitkar Sangitmay. Jay Jagannath Namo Namoh Swami Narayan Hariom Hare Krishna . Odisha ra Laghu Jan nei Singers ghadi paru thib Odisha ra Mahan Sangita premi Shreejiyukta SitaRaam SitaRaam Agarwal's Family nku more namaskar Dhanybad diae . Big grandfainal

  • @sumanojha5568
    @sumanojha5568 3 ปีที่แล้ว +1

    Soumyasree tharu sidhisna bahut Sundar gauthila sidhisna winner heba ra thila

  • @rjsoy4432
    @rjsoy4432 3 ปีที่แล้ว +18

    ମାଁ ତାରିଣୀ, ନଡ଼ିଆ ରାଣୀ
    Lovely Song ❤💛💚

  • @thirdeye9492
    @thirdeye9492 3 ปีที่แล้ว +12

    Debasmita & Upasana.. Unique Chemistry . Royal Combination
    ଜଣେ ରାଧା ଜଣେ ମୀରା
    ଏକ ନଦୀ ଦୁଇ ଧାରା 🙏
    ❤❤❤

  • @madhumohanodiavlogs
    @madhumohanodiavlogs 3 ปีที่แล้ว +9

    Congratulations Soumyashree 💐💐💐💐

  • @durbasabariha8519
    @durbasabariha8519 ปีที่แล้ว +1

    Soumyashree bahut bhala gita gauchha
    So very nice 👌

  • @pk.classes
    @pk.classes 2 ปีที่แล้ว

    ଅତି ସୁନ୍ଦର ସଙ୍ଗୀତ

  • @balaramsahoo5441
    @balaramsahoo5441 3 ปีที่แล้ว +3

    Soumyaasire voice beautiful

  • @pinkubhoi8467
    @pinkubhoi8467 2 ปีที่แล้ว +5

    My bast singar somyashree and sidhisna

  • @dilipnayak8431
    @dilipnayak8431 3 ปีที่แล้ว +47

    Karishma,debasmita,,sthiti, ipshita, Sowmyasree,sidhisna,upasana,👍👍👍
    God bless him 🙏🙏🙏

  • @sanatanparida2429
    @sanatanparida2429 ปีที่แล้ว

    Subash sir nka padatale koti koti parnam ji very beautiful singer thank you very much jii 🙏🙏🙏🙏🙏🙏🙏🙏🙏🙏🙏🙏🙏 👍👍👍👍🌃🌃🌃🌃💜💜💜💜💜💜💜💜💜💜💜💜💜💜💜

  • @bulunayak6473
    @bulunayak6473 2 ปีที่แล้ว +1

    Odisha ra...super.show

  • @sampadakumar8342
    @sampadakumar8342 2 ปีที่แล้ว +5

    Congratulations little angel in odisha music "Soumyashree"

  • @bulunayak6473
    @bulunayak6473 2 ปีที่แล้ว +7

    Guru brahma..
    Guru brishnu...
    Guru deba..maheswar...
    Guru sakhyata parambramha..
    Tasmaisi gurabe namha...
    Thank you..Namita mam..

  • @rojalinsahoo9003
    @rojalinsahoo9003 3 ปีที่แล้ว +35

    Wow! Somyashree winner.. thanks all judges😍😍

    • @janakipanda1931
      @janakipanda1931 3 ปีที่แล้ว

      th-cam.com/video/cLDDi2ib_uM/w-d-xo.html

  • @ManojKumar-wb8yu
    @ManojKumar-wb8yu 2 ปีที่แล้ว

    ଓଡ଼ିଶାର ହୀରା..... Soumyaashre

  • @BhramarabaraBehera-rq8gh
    @BhramarabaraBehera-rq8gh 6 หลายเดือนก่อน +1

    Upasana 3:48:51 didi and debasmita didi❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @chakradharasahu6873
    @chakradharasahu6873 3 ปีที่แล้ว +8

    Soumyasree is great singer 👍

  • @i_pandu5821
    @i_pandu5821 3 ปีที่แล้ว +4

    Sidhisna is my favorite

  • @yuimaosashika4890
    @yuimaosashika4890 3 ปีที่แล้ว +6

    ଦେଖିଲ ନା ବେ ଯାହା କହୁଥିଲି ସେଇୟା ହେଲା।।।।।
    ଏବେ କହୁଛି ପୁଅ ପିଲାଙ୍କ ପାଇଁ ବହୁତ ଶୀଘ୍ର ଅନ୍ୟ ପ୍ରୋଗ୍ରାମ ଆସିବ,,,,ଯେଉଁ ମାନେ ନା ଜନିଚ୍ଚ ଜାଣି ନୀୟ ମୋ ନାମ ତ ମାନେ ରହିବା

  • @DASS0803
    @DASS0803 2 ปีที่แล้ว +1

    Nice initiative Sidhartha TV & Namita mam... New Namita make's for odisha...spl thanks for Namita mam..... ♥♥♥jai jagannath.

    • @OfficialSidharthTV
      @OfficialSidharthTV  2 ปีที่แล้ว

      ଧନ୍ୟବାଦ , 🙏 ଦେଖିବାକୁ ଭୁଲିବେନି...!!! #SidharthTV 🙏
      ଏବେ ସବୁ ନୂଆ .....!!

  • @bibhutisaha4648
    @bibhutisaha4648 ปีที่แล้ว +1

    Mind blowing... extraordinary..fanstatic....

  • @krushnasahoo7401
    @krushnasahoo7401 2 ปีที่แล้ว +6

    There are no bhajan without
    Lord Jagannath.
    Jay Jagannath Swami.

  • @alishasahu5208
    @alishasahu5208 3 ปีที่แล้ว +29

    Tq so much Sidharth tv for considering our request nd uploading the full episode...tq so much...nd Namita mam is my idol ..lv u mam...we will definitely miss this divine program..

    • @alishasahu5208
      @alishasahu5208 3 ปีที่แล้ว +1

      @SidharthTV Official tq so much

    • @banabiharisahoo978
      @banabiharisahoo978 3 ปีที่แล้ว

      Nooooooo 🏢🏢🏢

    • @dhaneswarbehera630
      @dhaneswarbehera630 ปีที่แล้ว

      I appreciate the sidarth Chanel for this program

    • @bapunisahu2840
      @bapunisahu2840 ปีที่แล้ว

      1❤❤❤❤❤❤😂😂😂🎉😢😢😢😢😢😢😢😢😢😢😮😮😮😮😅😊😊😊😊😊😊😊😅😮🎉🎉❤❤😢😅😊ଭ।

  • @rajeshrout6771
    @rajeshrout6771 3 ปีที่แล้ว +10

    Soumyasree Namita mam hele Sidhisna Gita mam❤️❤️

  • @hiragupta2227
    @hiragupta2227 2 ปีที่แล้ว +2

    Sidhisna u r the best

  • @niranjanbehera4523
    @niranjanbehera4523 2 ปีที่แล้ว +1

    Upasana , proud of Jagannath sanskriti

  • @prasantsahoo1850
    @prasantsahoo1850 3 ปีที่แล้ว +7

    God bless all singers

    • @janakipanda1931
      @janakipanda1931 3 ปีที่แล้ว

      th-cam.com/video/cLDDi2ib_uM/w-d-xo.html

  • @shaneswargupta1610
    @shaneswargupta1610 3 ปีที่แล้ว +12

    Somya sri very good & very sweet singer thank you somya sri sister ❤️👍🙏🙏🙏

  • @tapasnayak9511
    @tapasnayak9511 3 ปีที่แล้ว +6

    ନମିତା ମାଡାମ voice ବହୁତୁ ଭଲ ଆଉ ସୋମ୍ୟଶ୍ରୀ ବି...

  • @bacchapartybhagyadarshini6624
    @bacchapartybhagyadarshini6624 3 ปีที่แล้ว +2

    All the best👍👍👍👍👍👍👍💯💯

  • @sunilkumarjena3619
    @sunilkumarjena3619 3 ปีที่แล้ว

    ନମିତା ଅସ୍ଥିଲା ବିବିଙ୍କର ଟୋନ ସହିତ ଇପ୍ସିତାଟୋନ ସହିତ ସମାନ । ଅନ୍ୟବାଦ ।

  • @shivbhakt1715
    @shivbhakt1715 2 ปีที่แล้ว +14

    Soumyashree is very talented, there is a different charm in her voice, very sweet voice 😍😘

    • @basantapradhan3777
      @basantapradhan3777 2 ปีที่แล้ว +1

      V8⁸

    • @rabindranathransinghnayak8240
      @rabindranathransinghnayak8240 ปีที่แล้ว

      @@basantapradhan3777 PpppppPppppppppppppppppppppppppppppppppppppppppppppppppppppppppppppppppppPpppppppPppPPpppPppppPPppPppppppppPPPpppppppppppppppppppppPPpppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppPppPPpppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppPpPPPPPP