Grand Finaleରେ କୁନି ନମିତା Soumyashree ରେ ଦେଲେ ଜବରଦସ୍ତ Performance - Mun Bi Namita Agrawal Hebi

แชร์
ฝัง
  • เผยแพร่เมื่อ 6 พ.ย. 2021
  • Click the link below to watch the original song of Namita Agrawal
    • Jagannath Ho Mun Jadi ...
    Song: Jagannath Ho Mun Jadi - Album: Tilaka Chandana - Music Label: Sidharth Music
    Lyrics: Dr Prasanna Samal - Music Director: Prem Anand
    Singer: Namita Agrawal
    -------------------------------------------------------------------------------------------------------------------------------------------------------
    Sidharrth TV ର ନିଆରା Singing Reality Show "ମୁଁ ବି ନମିତା ଅଗ୍ରୱାଲ ହେବି" ଖୁବ୍ କମ୍ ଦିନ ଭିତରେ ଓଡ଼ିଶାର ଘରେ ଘରେ ସଙ୍ଗୀତ ପ୍ରତି ଏକ ନୂଆ ଆକର୍ଷଣ ସୃଷ୍ଟି କରିବା ସହିତ ସବୁଠୁ ଲୋକପ୍ରିୟ Reality Show ରୂପେ ପ୍ରତିଷ୍ଠିତ ହୋଇପାରିଛି I Audition Round, Mega ଓ Super Mega Audition Round ପରେ ଏବେ ଆରମ୍ଭ ହୋଇଯାଇଛି Studio Round, ଯେଉଁଥିରେ ଶ୍ରେଷ୍ଠ ୨୪ ଜଣ ଗାୟକଙ୍କ ଭିତରେ Show ର Winner Crown ପିନ୍ଧିବାକୁ ପ୍ରତିଯୋଗିତା ଚାଲିଛି. ଏହି Studio Round ରେ ଗାୟିକା ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ନମିତା ଅଗ୍ରୱାଲଙ୍କ ସହିତ ମହା Judge ରୂପେ ଉପସ୍ଥିତ ରହୁଛନ୍ତି ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ I ଏହି ସୋ'ର ଆରମ୍ଭରୁ ବିଚାରକ ଭାବେ ମନ୍ମଥ ମିଶ୍ର , ଗୀତା ଦାସ, ଶ୍ରୀକାନ୍ତ ଗୌତମ ରହି ଆସିଥିବା ବେଳେ ଅନ୍ୟତମ ବିଚାରକ ଭାବରେ ଦେଖିବାକୁ ମିଳୁଛି ବିଶିଷ୍ଟ ଗାୟକ ସୁବାସ ଦାସଙ୍କୁ , ଏଥି ସହ ନୂଆପିଢ଼ି ର ଲୋକପ୍ରିୟ ଗାୟିକା ଅନ୍ତରା, ପ୍ରଜ୍ଞା, ଦୀପ୍ତି, ଅର୍ପିତା ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ପିଲାଦିନରୁ ସେମାନଙ୍କ ଉପରେ ନମିତା ଅଗ୍ରୱାଲଙ୍କ ଗୀତର ପ୍ରଭାବ ସମ୍ପର୍କ ରେ ସ୍ମୃତି ଚାରଣ କରିବା ସହିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ନମିତା Madamଙ୍କ ଭଜନ ଗାନ କରୁଛନ୍ତି I ନୂଆ ଗାୟିକା ମାନଙ୍କୁ ଆବିଷ୍କାର କରି ସେମାନଙ୍କ ପ୍ରତିଭା ର ବିକାଶ କରାଇ ଓଡିଶାର ସଙ୍ଗୀତ ଜଗତକୁ ନୂଆ ସ୍ଵରରେ ସମୃଦ୍ଧ କରାଇବା ନିମନ୍ତେ ସୀତାରାମ ଅଗ୍ରୱାଲଙ୍କ ଏହି ପରିକଳ୍ପନା ସଙ୍ଗୀତ କ୍ଷେତ୍ରରେ ନୂଆ ଉନ୍ମାଦନା ସୃଷ୍ଟି କରିଛି ...
    TV ପରଦାରେ ଦେଖିଲେ ଗୀତ ଏବଂ ଫୁଲ Episode ଆହୁରି ଭଲ ଲାଗିବ I
    SIDHARRTH ର ସମସ୍ତ ତିନୋଟି ଚ୍ୟାନେଲ୍ ଏବେ Hathway, SITI, EM Digital, ORTEL, GTPL-KCBPL ଏବଂ ଅଧିକାଂଶ Cable ରେ ମିଳୁଛି, ଅନ୍ୟ Platform ରେ ଦେଖିବା ପାଇଁ Call କରନ୍ତୁ - Tata Sky- 18002086633, Airtel- 18001036065, Sun TV - 18001237575, Dish TV - 9501795017, Videocon D2H- 9115691156, NXT Digital- 18602120400
    Sidharth TV Network ର ୩ଟି ଚ୍ୟାନେଲ୍ “Sidharth TV”, “Sidharth Bhakti” ଓ “Sidharth Gold” ମାସିକ ମାତ୍ର ୧୬* ଟଙ୍କାରେ (taxes as applicable) ନିଜ Cable/DTH ଅପରେଟରଙ୍କୁ Call କରି Subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
    -----------------------------------------------------------------------------------------
    Subscribe us on TH-cam to watch clippings & promos of our All Television Channels :
    👉 SidharthTV: / sidharthtv
    👉 Sidharth Bhakti : / sidharthbhakti
    👉 Sidharth Gold : / sidharthgold
    -----------------------------------------------------------------
    Enjoy & stay connected with us!
    👉 Like us on Facebook : / sidharthtvofficial
    👉 Follow us on Twitter : / sidharth_tv
    👉 Follow us on Instagram : / sidharthtvofficial
    -----------------------------------------------------------------
    #SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal #SidharrthTV
  • บันเทิง

ความคิดเห็น • 4.2K

  • @sunakarsahoo4070
    @sunakarsahoo4070 2 ปีที่แล้ว +148

    ମୁକୁଟ ରାଣୀ ସୌମ୍ୟା ଭଉଣୀ
    କୁନି ନମିତା ସେ ମଉଡମଣୀ
    ଗୀତ ଶୁଣି ସ୍ରୋତା ବକ୍ତା ଓ ବିଚାରକ
    ସାରା ଓଡ଼ିଶା ହୋଇଲା ବିମୋହିତ
    ଝିଅ ହୋଇଲ ତୁମେ ଜଗାର ସତ
    ପ୍ରଶଂସା ମିଳୁଛି ସାରା ଜଗତ
    ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏

    • @likudash9762
      @likudash9762 2 ปีที่แล้ว +8

      ରାଇଜ କହିଲା ଜଗାର ଝିଅ
      ଜଗାର ଵଢିଲା ମମତା ସୁଅ
      କଅଁଳ ହୃଦୟ କମଳ ହୃଦେ
      ଝିଅ ନ ଜିତିଲେ ବାପକୁ ଵାଧେ
      ମହାପ୍ରଭୁଙ୍କ ର ଧରମ ସୁତା
      ହୁଅନ୍ତା କେଅବା ଜଗତଜିତା

    • @ritacookingchannel1946
      @ritacookingchannel1946 2 ปีที่แล้ว +2

      ..cm..zb bmbccc@@likudash9762

    • @ritacookingchannel1946
      @ritacookingchannel1946 2 ปีที่แล้ว +2

      @@likudash9762 bz .c.

    • @ritacookingchannel1946
      @ritacookingchannel1946 2 ปีที่แล้ว +2

      .

    • @ritacookingchannel1946
      @ritacookingchannel1946 2 ปีที่แล้ว +2

      @@likudash9762 c

  • @videosofalltypes9981
    @videosofalltypes9981 2 ปีที่แล้ว +213

    ବହୁତ ବଡ଼ିଆ 👌👌
    ମହାପ୍ରଭୁ ଶ୍ରୀ ଜଗନ୍ନାଥ ତୁମକୁ ଦୀର୍ଘାୟୁ କରନ୍ତୁ । ଜୀବନ ରେ ଏତେ ଏତେ ଆଗକୁ ଯାଅ ପରିବାର ପାଇଁ ଓଡିଶା ପାଇଁ ଗର୍ବ ଆଣ

  • @bharatmatakijay161
    @bharatmatakijay161 2 ปีที่แล้ว +257

    ମାଆ ବାପା ବହୁତ୍ ପୂଣ୍ୟ କରିଛନ୍ତି,ଏମିତି ଝିଅ ପାଇଛନ୍ତି,ଶୁଣିଲେ ମନ ମୁଗ୍ଧ ହେଇଯାଉଛି , ଅତି ସୁନ୍ଦର

  • @alokmahakhud4882
    @alokmahakhud4882 ปีที่แล้ว +30

    ବହୁତ ସୁନ୍ଦର କୁନି ନମିତା ଅଗ୍ରୱାଲ ସୌମ୍ୟାଶ୍ରୀ ଆଚାଯ୍ୟ ଏତେ ସୁନ୍ଦର ଲାଗୁଛି ଯେମିତି ମା ସରସ୍ୱତି ତାଙ୍କ କଣ୍ଠରେ ବସିଛନ୍ତି

  • @kumarsonu431
    @kumarsonu431 2 ปีที่แล้ว +150

    ଶ୍ରୀ ଜଗନ୍ନାଥ ତୁମକୁ କୋଟି ପରମାୟୁ ଦିଅନ୍ତୁ । ଆଶା କରୁଛୁ, ସାରା ଦେଶ ବିଦେଶରେ ତୁମ ନାମ ପ୍ରଚାର ଓ ପ୍ରସାର ହେବ। ବହୁତ ସୁନ୍ଦର ସ୍ୱର।
    🎊🎈🎊ଅଭିନନ୍ଦନ ସୌମ୍ୟାଶ୍ରୀ 🎊🎈🎊
    🙏🙏ଜୟ ଜଗନ୍ନାଥ ସ୍ୱାମୀ🙏🙏

  • @MITHUNkumar-we1on
    @MITHUNkumar-we1on 2 ปีที่แล้ว +167

    ବହୁତ ଭଲ ଲାଗିଲା
    ସବୁବେଳେ ଇଚ୍ଛା ହେଉଛି ସୁଣି ବାକୁ
    👌👌👌👌 Super voice

  • @monishapradhan8012
    @monishapradhan8012 ปีที่แล้ว +41

    ସୋମ୍ୟଶ୍ରୀଙ୍କ ସ୍ବର ଭାରି ମଧୁର। ଆଗକୁ ତାଙ୍କ ଭବିଷ୍ଯତ ଉଜ୍ଜ୍ବଳ ମୟ ହେଉ, ଏହା ହିଁ ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା। କୁନି ନମ୍ରତାଙ୍କ ସ୍ବରରୁ ଜଗନ୍ନାଥ ଭଜନ ଶୁଣି ମୁଁ ଭାରି ଆନନ୍ଦିତ। ❤❤❤❤❤❤❤❤❤❤

  • @MsLeetu
    @MsLeetu 2 ปีที่แล้ว +27

    ଆଗକୁ ଆହୁରି ଯାଆ ଏତିକି ଭଗବାନ୍ ଙ୍କ ପାଖରେ ମୋର ପ୍ରାର୍ଥନା ସୌମ୍ୟା ଶ୍ରୀ

  • @bhubansabar9923
    @bhubansabar9923 2 ปีที่แล้ว +368

    ସତରେ ଯେମିତି ମାଁ ସରସ୍ୱତୀଙ୍କ ସ୍ଵର ତାଙ୍କର ଗଳାରେ ବସିଛନ୍ତି। 🙏🙏🙏
    ବହୁତ ବଡିଆ ଗାଇଲା। 😍🥰😍🥰

  • @manasdas5089
    @manasdas5089 2 ปีที่แล้ว +443

    ତୁମ ଭଳି ଜଣେ କୁନିପ୍ରତିଭା ଯେଉଁ ବାପା ମାଆ ଙ୍କ କୋଳମଣ୍ଡନ କରିଛି ଧନ୍ୟ ଧନ୍ୟ ସେ ପିତା ମାତା ।ପ୍ରଭୂ ଜଗନ୍ନାଥ ସ୍ବାମୀ ତୁମର ମଙ୍ଗଳ କରନ୍ତୁ , ତୁମର ଭବିଷ୍ୟତ ଉଜ୍ଜ୍ୱଳ ହେଉ ।

  • @deltashiksha2243
    @deltashiksha2243 2 ปีที่แล้ว +57

    ଅତି ଚମତ୍କାର! ମୋ ଜୀବନରେ ଏତେ ସୁନ୍ଦର ସ୍ଵର ଆଉ କାହାଠାରୁ ଶୁଣିବାକୁ ପାଇନାହିଁ। ସୁନ୍ଦର ଚେହେରା ଓ ଶାନ୍ତ ଶିଷ୍ଟ ସ୍ବଭାବ ର କୁନି ପିଲାଟି, ଭଗବାନ କରନ୍ତୁ ତୁ ଦିନେ ବଡ଼ ମଣିଷ ହବୁ ଆଉ ଏମିତି ଜନ ମନରେ ହସ ଫୁଟେଇ ଦବୁ।

  • @mithunnayak4457
    @mithunnayak4457 2 ปีที่แล้ว +22

    ଜୟ ଜଗନ୍ନାଥ 🙏👍👌ବହୁତ ବଢିଆ.. ଧନ୍ୟବାଦ ଝିଅ.. ଦୀର୍ଘାୟୁ ଭବ 💐💐😍😄

  • @rajubhoi7594
    @rajubhoi7594 2 ปีที่แล้ว +56

    ବହୁତ୍ ସୁନ୍ଦର ଗୀତ ଭଉଣୀ ଜଗନ୍ନାଥଙ୍କ ଠାରେ ମୋର ପ୍ରଥାନା ସବୁ ବେଳେ ତମକୁ ଖୁସିରେ ରଖନ୍ତୁ

  • @jagannathgiri1900
    @jagannathgiri1900 2 ปีที่แล้ว +50

    ଜଗନ୍ନାଥହ ଗିତରେ ବହୁତ ବଢିଆ ଖାଇଲେ ଜଗନ୍ନାଥଙ୍କ ପାଖରେ ଏତିକି ଅଳିତାଙ୍କ ଚଲାପଥ ମଂଗଳ ମୟ ହେଉ ଜ ଇଜଗନ୍ନାଥ

  • @XD_RAKESH
    @XD_RAKESH ปีที่แล้ว +16

    ବହୁତ ବଢିଆ ଗୀତ ଗାଇଲ ସତରେ ତମେ ହିଁ ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ🙏🙏

  • @susantkumardash8362
    @susantkumardash8362 ปีที่แล้ว +19

    ଅତି ସୁନ୍ଦର କଣ୍ଠ. ମା ସରସ୍ବତୀ ସର୍ବଦା ସହାୟ ହୁଅନ୍ତୁ.

  • @poetdhirendra6046
    @poetdhirendra6046 2 ปีที่แล้ว +62

    ଭଗବାନ ଆଶୀର୍ବାଦ ରୁ ଏହା ସମ୍ଭବ ଯେଉଁ ପିଲା ପ୍ରଥମ ଅଡିସନରେ ହାତରେ ଗୀତଲେଖି ପଢିକି ଗାଉଥିଲା ସେ ଆଜି winner ,ବାଃ ଚମତ୍କାର

  • @rinki1558
    @rinki1558 2 ปีที่แล้ว +97

    ସତରେ କୁନି ନମିତା ର କଣ୍ଠସ୍ୱର ମନ ମୋହି ନେଲା। ବହୁତ୍ ବହୁତ୍ ଧନ୍ୟବାଦ୍ ବେଟା

  • @prafullakumar1457
    @prafullakumar1457 2 ปีที่แล้ว +7

    ବହୁତ ସୁନ୍ଦର ବୋଲିଚି ଏଇ କୁନି ଝିଅ ଟି ମୋର ଆଶା କି ତୁ ବହୁତ୍ ଆଗକୁ ଯିବୁ ଆଉ ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ତୋ ଉପରେ ସବୁବେଳେ ଥାଉ god bless u 🥰🎉❤️😘

  • @avinapradhan3232
    @avinapradhan3232 2 ปีที่แล้ว +28

    ସୁନା ଝିଅ ତୁମର କଣ୍ଠ ରେ ମା ସରସ୍ବତୀ ଅଛନ୍ତି ଆଗକୁ ଆହୁରି ଯାଅ ଭଗବାନ ତୁମର ଚଲା ପଥକୁ କୁସୁମିତ କରନ୍ତୁ

    • @DebendraSahu-gy1lr
      @DebendraSahu-gy1lr 2 หลายเดือนก่อน +1

      Baajhiati Abe tharu kunimamita hooechi tahele a bada hela kana hooecha❤❤😜🤪❤🤪❤

  • @smrutiranjanmalik3963
    @smrutiranjanmalik3963 2 ปีที่แล้ว +83

    ସତରେ କୁନି ନାମିତ ତମ ସ୍ୱର ବୋହୁତ ସୁନ୍ଦର। ଧନ୍ୟ ସେ ବାପା ଆଉ ମା । ଜଗନ୍ନାଥ ତମକୁ ଭଲରେ ରଖନ୍ତୁ।

  • @maheshkumarnayak8496
    @maheshkumarnayak8496 2 ปีที่แล้ว +23

    ଅତି ସୁନ୍ଦର କହିବାକୁ କିଛି ଭାଷା ନାହିଁ 👌🏻👌🏻👌🏻 , ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସବୁବେଳେ ତମ ଉପରେ ଥାଉ ଧନ ଆହୁରି ଆଗକୁ ଯାଅ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା 🙏🏻ଜୟ ଜଗନ୍ନାଥ 🚩🙏🏻

  • @ODIAMBJSHORT003
    @ODIAMBJSHORT003 ปีที่แล้ว +11

    ବହୁତ ଭଲ ଲେଖା ଛୋଟ ନମିତା କଣ୍ଠଦାନ ବହୁତ ସୁନ୍ଦର 👌👌👌👌

  • @bikashcreation6574
    @bikashcreation6574 ปีที่แล้ว +17

    ବହୁତ ସୁନ୍ଦର କଣ୍ଠ ଯିଏ ବି ସୁଣିବ ମନ ଖୁସିରେ ଭରିଯିବ 🥰🥰 ଜୟ ଜଗନ୍ନାଥ ସ୍ବାମୀ

  • @culturalfoodinodishafromma2327
    @culturalfoodinodishafromma2327 2 ปีที่แล้ว +102

    ବିଶ୍ୱାସ କରି ହେଉନି, ଗୀତର ଶବ୍ଦ ଗୋଟି ଗୋଟି କରି ପରିଷ୍କାର ଶୁଭା ଯାଉଛି

  • @kichhikichhisikhiba114
    @kichhikichhisikhiba114 2 ปีที่แล้ว +30

    Congratulations beta love u...finally winner hoegala🥰😘👌. Bahut khusi laguchhi. God bless u..

  • @himansuhappy1737
    @himansuhappy1737 2 ปีที่แล้ว +13

    ବହୁତ ସୁନ୍ଦର ଲାଗିଲା କୁନି ଝିଅ ତୋ ଗୀତ 💐💐💐💐

  • @astrologerchandanpanda3607
    @astrologerchandanpanda3607 ปีที่แล้ว +10

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 💐 ସମସ୍ତ ଓଡ଼ିଶା ବାସିଙ୍କୁ ଶୁଭ ସକାଳ 💐

    • @indian5646
      @indian5646 ปีที่แล้ว +1

      ସାର୍ ମୁଁ ଆପଣଙ୍କର ସବୁ ୟୁଟ୍ୟୁବ ଭିଡିଓ ଦେଖେ।

    • @indian5646
      @indian5646 ปีที่แล้ว

      ମୁଁ ଆପଣଙ୍କର ବହୁତ୍ ବଡ଼ ଫ୍ୟାନ 🙏🏼

    • @Odiahandishala1million
      @Odiahandishala1million ปีที่แล้ว +1

      ନମସ୍କାର ସାର୍

    • @Odiahandishala1million
      @Odiahandishala1million ปีที่แล้ว

      ଆପଣଙ୍କୁ ମଧ୍ୟ ସୁଭ ସକାଳ 🙏🏼

    • @mrvlogger8545
      @mrvlogger8545 ปีที่แล้ว

      Sir apana nka video mo jiban badaleichi.

  • @odiadev1749
    @odiadev1749 2 ปีที่แล้ว +33

    Beautifull soumya, nice super voice
    And you , thank you for this song singing , ଭଗବାନ ତୁମ ଲକ୍ଷ୍ୟ କୁ ପୂରଣ କରନ୍ତୁ

  • @bapinising540
    @bapinising540 2 ปีที่แล้ว +9

    ସୌମ୍ୟାଶ୍ରୀ ସାନ ଭଉଣୀଟିଏ । ବହୁତ୍ ବହୁତ୍ ଭଲ ଗାଇଲ । ଆମ ସମସ୍ତଙ୍କ ଆଶୀର୍ବାଦ ତୁମ ଉପରେ ଅଛି । ଆଗକୁ ମଧ୍ୟ ଏମିତି ସୁନ୍ଦର ସୁନ୍ଦର ଗୀତ ଗାଇ ତୁମ ନାମ ଉଜ୍ଜ୍ୱଳ କର । Goddess Bless you 👍👍👍👌

  • @bikashmahalik5092
    @bikashmahalik5092 2 ปีที่แล้ว +14

    Speechless ........ bahut sundar ..... Jai jagannath 🙏🙏🙏🙏🙏🙏🙏.....

  • @itishreesahoo8471
    @itishreesahoo8471 ปีที่แล้ว +30

    ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଗୁହାରି ତୁମ ଚଲା ପଥ କୁ କୁସୁମିତ କରନ୍ତୁ 👌🙏🏻

  • @abhayacharanapatra3502
    @abhayacharanapatra3502 2 ปีที่แล้ว +28

    ଅତି ସୁନ୍ଦର. ମହାପ୍ରଭୁ ଜଗନ୍ନାଥ ତୁମକୁ ଦୀର୍ଘାୟୁ ଜୀବନ ଦିଅନ୍ତୁ. ଜୟ ଜଗନ୍ନାଥ

  • @HarishTradingworld3
    @HarishTradingworld3 2 ปีที่แล้ว +11

    ସମ୍ୟା ଶ୍ରୀ ତୁମକୁ ବହୁତ ଧନ୍ୟବାଦ୍ ମୋ ପ୍ରଭୁ ଗୀତ ଗାଇ ଥିବାରୁ

  • @djsipunmbj2487
    @djsipunmbj2487 ปีที่แล้ว +5

    ବହୁତ ସୁନ୍ଦର ଗୀତ ଯିଏ ବି ଏ ଗୀତ ଶୁଣିବ ତା ମନ ଭିତରେ ଥିବା ସବୁ ଦୁଶ୍ଚିନ୍ତା ଦୂର ହୋଇଯିବ ଏବଂ ତା ମନ ଭକ୍ତିରେ ଭରିଯିବ 🙏🙏 ଜୟ ଜଗନ୍ନାଥ 🙏🙏

  • @santoshkumarnayak5471
    @santoshkumarnayak5471 ปีที่แล้ว +8

    Exllent singing God bless you🙏🙏🌺 saraba mangala Jagannath🌺 🌺🕉🌺💟🌺💛🌺🖤🌺🙏🙏,,,,,,,,,, nama shivaay🌺

  • @mitalibarik2294
    @mitalibarik2294 2 ปีที่แล้ว +10

    Bahut sundar voice Dhana tamar god bless you Dhana❤️❤️❤️❤️

  • @kedarnathbiswal925
    @kedarnathbiswal925 2 ปีที่แล้ว +299

    ଈଶ୍ୱର ଏମିତି ସ୍ୱର ତୁମ କଣ୍ଠରେ ଭରି ଦେଇଛନ୍ତି ଶୁଣିଲେ ଖୁସିରେ ସ୍ପନ୍ଦନ ସୃଷ୍ଟି ହେଉଛି । ମୋ ପରି ଅଗଣିତ ଦର୍ଶକଙ୍କ ଶୁଭ କାମନା ତୁମ ସହିତ ଅଛି । ଜୟ ଜଗନ୍ନାଥ ।

  • @ajitnarayan7371
    @ajitnarayan7371 2 ปีที่แล้ว +6

    Beautiful voice soumya sree... heartly like you....up coming odisha star girl.. next generation you have star in odisha sure in our challenge..plz updaod you sung mp3

  • @biswajitjena3155
    @biswajitjena3155 2 ปีที่แล้ว +7

    Nice voice 😘😘 Dil khus heigala 🙏 bahut bhal gaichhan 10 RU 10

  • @prahaladraula
    @prahaladraula 2 ปีที่แล้ว +59

    ସୌମ୍ୟାଶ୍ରୀ , ବହୁତ୍ ବଢିଆ ଗାଇଲ । 💕💓💞

  • @earthisbeautiful2527
    @earthisbeautiful2527 2 ปีที่แล้ว +14

    Soumyashree nka sabu performance 100/100👌.❤️ All the best Kuni Namita Agrawal.

  • @anilsamantaraya9832
    @anilsamantaraya9832 2 ปีที่แล้ว +11

    Soumyasree-the super duper dhamal beautiful Sangeeta performer.God bless you 👌👌👌💯

  • @sanataniupdates
    @sanataniupdates ปีที่แล้ว +11

    Very clear voice with clear notes 🎶.... mind-blowing...keep up beta... Mahadev baba bless you ❤🎉

  • @pritibabassuppervlog4125
    @pritibabassuppervlog4125 2 ปีที่แล้ว +73

    ମା ସୌମ୍ୟା ବହୁତ ସୁନ୍ଦର ଆଗରୁ ବି ଆଜିବି ସବୁବେଳେ ହୃଦୟ କୁ ଛୁଇଁ ଥାଏ ତୋର ସୁମଧୁର ସଂଗୀତ ଜଗନ୍ନାଥ ତୋର ମଙ୍ଗଳ କରନ୍ତୁ l

    • @harnayak8218
      @harnayak8218 2 ปีที่แล้ว +1

      Hrudayaku Chuinla best of luck swomyashree juniayr namita agrawal jagannatha ra krupa hei tome bahut agaku jao

    • @kartikchandranayak8817
      @kartikchandranayak8817 2 ปีที่แล้ว

      God bless you

  • @laxmidharsethi7789
    @laxmidharsethi7789 2 ปีที่แล้ว +41

    Thank you Siddhartha Tv.
    ଛୋଟ ଛୋଟ ପିଲା ଙ୍କୁ ନେଇ ନୂତନ ପ୍ରତିଭା ଖୋଜିବା ର ପ୍ରୟାସ।
    ପୁରୁଖା ପୁରୁଖା ଦକ୍ଷ ସଙ୍ଗୀତ ଗାୟକ ଗାୟିକା ଙ୍କୁ ନେଇ ଜଜ୍ କରା ଯାଇଛି। Thank you ନମିତା ମାଡାମ. I am your good fan. Every morning I woke up with your sweet Odia bhajan.
    କିନ୍ତୁ ଅନ୍ୟ ଟିଭି ଚାନେଲ ମାନଙ୍କୁ ଅନୁରୋଧ ଯେତେବେଳେ କୌଣସି ରିଅଲିଟି ସୋ ରେ ଜଜ୍ ଙ୍କୁ ଆମନ୍ତ୍ରଣ କରୁଛନ୍ତି ଏମିତି ଦକ୍ଷ ବ୍ଯକ୍ତିତ୍ୱ କୁ ଡାକନ୍ତୁ।
    ରଜ କୁଇନ, ଲିଟିଲ ଡାନ୍ସ ପରି କେତେ ସୋ ରେ କାଲି ଆସିଥିବା ଲୋକ କୁ ଜଜ୍ ସିଟ ରେ ବସେଇ ଦେଲେ, ଆଉ ଫାଲଟୁ ଡାଇଲଗ ସୁଣି ବାକୁ ଖରାପ ଲାଗେ। Deba, Pupi, Prakut, Eli, Riy, ଗୋଟେ ଫିଲ୍ମ ରେ ମୁହଁ ଆସି ଗଲା,ହେଇଗଲେ ଜଜ୍।କେବେ ଲୋକ ମାନଙ୍କ ର କମେଣ୍ଟ ଦେଖନ୍ତୁ। ସେ ଜଜ୍ ଙ୍କୁ ଲୋକ ଏତେ ଘୃଣା କରନ୍ତି।
    ଏମାନଙ୍କ ଅପେକ୍ଷା "ରଜ ର ରାଜା " କମେଡି ବହୁତ ଭଲ ଲାଗେ। 😀
    ଓଡିଶା ରେ ବହୁ ପୁରୁଖା କଳାକାର ଅଛନ୍ତି ସେମାନଙ୍କୁ ଜଜ୍ ସିଟ ରେ ବସାନ୍ତୁ।
    ଆପଣ ଙ୍କ ର ଏହି ସୋ ଟି ୧୦୦% ଭଲ ଲାଗୁଛି। ସମସ୍ତ ଜଜ୍ ଙ୍କୁ ପ୍ରଣାମ🙏

  • @facegameplay2769
    @facegameplay2769 ปีที่แล้ว +3

    ଜଗନ୍ନାଥ ହୋ... ମୁ ଯଦି ତମ ପୁଅ ହୁଅନ୍ତି(1) ସକାଳୁ ସକାଳୁ ଧୂପ ଦିଅନ୍ତି (2)ସିଂଘ ଦୁଆରେ ନାଚି ବୁଲନ୍ତି (3)କଳପ ବଟରେ ବସି ରୁହନ୍ତି.. ଜଗନ୍ନାଥହଁ...ମୁ ଯଦି ତମ ପୁଅ ହୁଅନ୍ତି

  • @DjSaSMix
    @DjSaSMix 2 ปีที่แล้ว +10

    She is magic ❤God bless you sister

  • @ashokkumardas7735
    @ashokkumardas7735 2 ปีที่แล้ว +10

    Little Soumyashree 👍👍👍👍👍 outstanding performance 👍👍👍 Your voice is so sweet 👍

  • @kulamanidehuri8596
    @kulamanidehuri8596 2 ปีที่แล้ว +83

    Speechless,no doubt She will be next future of music industry,God bless her

  • @styleshkamalesh1821
    @styleshkamalesh1821 ปีที่แล้ว +11

    One of best and beautiful voice ,it so heart touching song,,,😍

  • @tapasentertainment9135
    @tapasentertainment9135 2 ปีที่แล้ว +9

    Outstanding Singing Beta. Keep it up. God bless you.

  • @soumyaranjandash1361
    @soumyaranjandash1361 2 ปีที่แล้ว +137

    ସୌମ୍ୟା ଜମେଇ ଦେଲ ରେ 👌👌👌👌ସଂଗୀତମୟ ସୁଭବିଷ୍ୟତ

  • @kiranchoudhury8801
    @kiranchoudhury8801 2 ปีที่แล้ว +26

    Mora kuni namita ku mora ashirwad 🙌so sweet voice 😍😍🥰 so lovely voice 😍🤗❤️😘🤗 kete sundara voice 🥰🥰🥰🥰🥰❤️❤️❤️❤️ god bless you mama

    • @n.chiranjibichoudhury8925
      @n.chiranjibichoudhury8925 2 ปีที่แล้ว

      N chiranjibi Choudhury Baunsalundi Bhanjanagar Sri Jagnntha Mahaprabhu somyasri nku Bhala re Rakhantu

  • @biswanathpadhi2484
    @biswanathpadhi2484 2 ปีที่แล้ว +10

    Combination of devotional song and sweet voice make saumya beautiful.

  • @Priya-yn3qu
    @Priya-yn3qu 2 ปีที่แล้ว +13

    Love ur voice kuni soumya I have repeatedly listened ur song 5 times .u have a magical voice jhia.love uh n wish uh all d best girl.so kind hearted and down to earth

  • @mseditingphotography
    @mseditingphotography 2 ปีที่แล้ว +80

    🙏ଜୟ ଜଗନ୍ନାଥ ଅତି ସୁନ୍ଦର ମନକୁ ଶାନ୍ତି ଦେଉଥିବା ଏହି ଗୀତ
    ଗୀତର ଲେଖା ସଙ୍ଗୀତ ଆଉ କଣ୍ଠ ରେ ନମିତା ମ୍ୟାମ ଙ୍କ ଘରେ ଘରେ ଲୋକ ପ୍ରିୟ ଗୀତ ସମସ୍ତ କର୍ମ କର୍ତାଙ୍କୁ ମଧ୍ୟ ଧନ୍ୟବାଦ ଜୟ ଜଗନ୍ନାଥ 🙏

  • @balabhadra4671
    @balabhadra4671 2 ปีที่แล้ว +196

    ଜେତେ ଥର ଶୁଣିଲେ ଷେତେଥର ଶୁଣିବାକୁ ଇଛା ହୁଏ ସଉମ୍ୟାସ୍ରୀ ଙ୍କ କଣ୍ଠ ରେ ଗୀତ,,,,,, ନୁଆ ଗୀତ ନୁଆ କଣ୍ଠ ରେ ଭଜନ ଶୁଣି ବାକୁ ବହୁତ ଇଚ୍ଛା ଜୟ ଜଗନ୍ନାଥ 🙏

  • @rajanikantasankhua2986
    @rajanikantasankhua2986 10 หลายเดือนก่อน +9

    Unbelievable!! Such a performance is witnessed for the first time. Hats off to you. Lots of wishes to you, your mentor and your parent

  • @smrutisambardhana3172
    @smrutisambardhana3172 2 ปีที่แล้ว +21

    But, absolutely Soumya's voice is teacher of excellence

  • @mrraj1939
    @mrraj1939 2 ปีที่แล้ว +16

    Mu janithili somyasri winner heba ,God bless you beta love u so much.

  • @localsipun9570
    @localsipun9570 2 ปีที่แล้ว +144

    ସାନ ଭଉଣୀର performance ଅତି ସୁନ୍ଦର ଏବଂ ଅତୁଳନୀୟ, ପ୍ରଭୁ ଜଗନ୍ନାଥ ତାଙ୍କୁ ଏମିତି ଆଗେଇ ନିଅନ୍ତୁ ମୋର ଏତିକି ପାର୍ଥନା

  • @alakaraninaik7114
    @alakaraninaik7114 2 ปีที่แล้ว +8

    Speechless singing wow Soumya Sri voice very sweet and god bless you

  • @prasantakumarsethypapuni8938
    @prasantakumarsethypapuni8938 2 ปีที่แล้ว +13

    Speechless performance by Soumyashree...

  • @klashbiswal1065
    @klashbiswal1065 2 ปีที่แล้ว +11

    Hart touching beautiful lovely voice so quiet daughter God bless Jay jaganath Ong nam vagabata basudavya

  • @tikunkumarsial6470
    @tikunkumarsial6470 2 ปีที่แล้ว +10

    Huge respect to her Aunty (Bada Mama) who has promised to try her best for SOUMYASREE. Look her emotion.... Like her own mother

  • @pradyumnkumarmaharana7481
    @pradyumnkumarmaharana7481 ปีที่แล้ว +8

    Best child Play back singer of the time..
    God bless you always dear Soumya...

  • @pratyushbarik6615
    @pratyushbarik6615 ปีที่แล้ว +7

    Outstanding voice beta. God bless you 💐💐

  • @saritamishra3409
    @saritamishra3409 2 ปีที่แล้ว +700

    ଜଗନ୍ନାଥେ ହୋ...(୨) ମୁଁ ଯଦି ତମ ଝିଅ ହୁଅନ୍ତୁ..(୨) ବଡ ଦେଉଳରେ ନାଚି ବୁଲନ୍ତି କଳପବଟରେ ଦୋଳି ଖେଳନ୍ତି ଷାଠିଏ ପଉଠି ଭୋଗ ପେଟେ ଖାଇ ଲକ୍ଷ୍ମୀ ମା କୋଳେ ଶୋଇ ପଡନ୍ତି ଜଗନ୍ନାଥେ ହୋ... ମୁଁ ଯଦି ତମ ଝିଅ ହୁଅନ୍ତି ଜଗନ୍ନାଥେ ହୋ ଜଗନ୍ନାଥେ ମୁଁ ଯଦି ଅମ ଝିଅ ହୁଅନ୍ତୁ... ସକାଳୁ ଉଠନ୍ତି ମୁହଁ ମୁଁ ଧୁଅନ୍ତି ନରେନ୍ଦ୍ର ଜଳରେ ଯାଇ ଯେତେଥର ଭୋଗ ସେତେ ମୁଁ ଖାଆନ୍ତି ଜଗମୋହନରେ ଥାଇ ଗାଳିଦେଲେ ତମେ ଋଷି ବସନ୍ତି ହସିଦେଲେ ପାଦେ ଲୋଟି ଯାଆନ୍ତି ମନ ଖୁସି ଥିଲେ ବାଇଶି ପାହାଚେ ଉପରୁ ତଳକୁ ଗଡି ଯାଆନ୍ତି ଜଗନ୍ନାଥେ ହୋ... ମୁଁ ଯଦି ତମ ଝିଅ ହୁଅନ୍ତି ଜଗନ୍ନାଥେ ହୋ ଜଗନ୍ନାଥେ ମୁଁ ଯଦି ତମ ଝିଅ ହୁଅନ୍ତୁ.. ତୁମ ବଡଦାଣ୍ଡ ଧୁଳିରେ ଠାକୁର କରନ୍ତି ମୁଁ ଧୂଳିଘର ଭକତ ପାଦରେ ଭାଙ୍ଗିଯିବ ଯଦି କହିବି ତୁମ ଆଗର ଭାଙ୍ଗି ଯାଇଥିଲେ ଗଢେଇ ଦବ ହଜି ଯାଇଥିଲେ ଖୋଜି ଆଣିବ ମୋର ଏ ଜୀବନ ତୁମ ଚରଣରେ ସବୁଦିନ ପାଇଁ ଟେକି ଦିଅନ୍ତୁ ଜଗନ୍ନାଥ ହୋ... ମୁଁ ଯଦି ତମ ଝିଅ ହୁଅନ୍ତା ଜଗନ୍ନାଥେ ହୋ... ମୁଁ ଯଦି ଝିଅ ହୁଅନ୍ତୁ...

  • @BIKICREATION20
    @BIKICREATION20 2 ปีที่แล้ว +69

    My favourite singer Soumyashare ,, god bless you beta,, ଜୟ ଜଗନ୍ନାଥ 🙏

  • @Classyprashant01
    @Classyprashant01 ปีที่แล้ว +3

    Jay Jagannath 🙏❤️🙏

  • @bhismagalori5433
    @bhismagalori5433 2 ปีที่แล้ว +3

    Beautiful nice ଗୀତ ସୋମ୍ୟ ଶ୍ରୀ 🙏🙏🙏🙏❤❤❤
    ତତେ କୋଟି କୋଟି ନମସ୍କାର 🙏🙏🙏🙏🙏🙏
    ତୁ ଜଣେ ବଗବାନ
    ତର ଗୀତ 1000ତର ଶୁଣିଚି ଝିଅ

  • @mamatadevi6253
    @mamatadevi6253 2 ปีที่แล้ว +82

    ସତରେ ସେ କୁନି ନମିତା ବହୁତ ସୁନ୍ଦର voice 👌😍😘

  • @rishikesh4340
    @rishikesh4340 2 ปีที่แล้ว +15

    ମୁଁ ଆରମ୍ଭରୁ ସଙ୍ଗୀତ ର ପଛେ ପଛେ ପୁରା ଶେଷଯାଏଁ ଦଉଡି ଥିଲି କିନ୍ତୁ ଟିକେ ବି ଭୁଲ୍ ଧରି ପାଇଲିନି ।
    ଜୟ ଜଗନ୍ନାଥ 🙏 ଝିଅ ତୁ ବହୁତ୍ ବଡ଼ ସିଙ୍ଗର ହେବୁ ନିଶ୍ଚିତ

  • @binayak3207
    @binayak3207 2 ปีที่แล้ว +1

    Bahut mature voice?? Very beautiful... suna jhia❤️❤️

  • @prtimanayakpratima9523
    @prtimanayakpratima9523 2 ปีที่แล้ว +8

    Really beautiful voice💞 and cute singer, god bless you soumyashree ❤❤❤

  • @royalbikascreation5846
    @royalbikascreation5846 2 ปีที่แล้ว +9

    Future Best singer of the odia industry.
    God bless you ...sister

  • @uttamkumarcreations217
    @uttamkumarcreations217 2 ปีที่แล้ว +42

    Finale ରେ ସୌମ୍ୟାଶ୍ରୀ ମାମାଙ୍କୁ ବି ଡାକନ୍ତୁ l ତାଙ୍କ କଣ୍ଠ ରୁ ଗୋଟିଏ ପଦ ଶୁଣିବାକୁ ବହୁତ ଇଚ୍ଛା 🙏🏻🙏🏻🙏🏻🙏🏻🙏🏻

  • @pabitra..p.d8711
    @pabitra..p.d8711 2 ปีที่แล้ว +9

    Mind blowing voice ❣️❤️❤️❤️❤️❤️👍👍🎶🎶🎶🎶🎵🎵🎵

  • @beachview24
    @beachview24 ปีที่แล้ว +9

    Mind blowing performance....if u listen the song by headphones or best sound system your heart will beating in a slow motion.

  • @jagabandhubarik9787
    @jagabandhubarik9787 2 ปีที่แล้ว +71

    Congratulations soumya... really I'm very happy cz u r winning this grand show...god bless u soumya 👍👍👍

  • @subhasmitapabitra8750
    @subhasmitapabitra8750 2 ปีที่แล้ว +14

    Sweet voice Soumya Shree👍👍👍

  • @gajapatigk104
    @gajapatigk104 ปีที่แล้ว +19

    Nice voice so beautiful 🥰🥰🥰

  • @cutejangyasini5746
    @cutejangyasini5746 2 ปีที่แล้ว +7

    Mind blowing voice gad bless you ...u make successful your all dreams and wishes all the best 👍 👌

  • @ashokbhoi6532
    @ashokbhoi6532 2 ปีที่แล้ว +36

    Congrats kuni namita soumashree god bless you 🙏❤️❤️♥️ plz grand finale Ra full episode upload karantu

  • @falanatourstravel6364
    @falanatourstravel6364 2 ปีที่แล้ว +13

    Dhanya Dhanya Tume 🙏#Jagannath ...au Dhanya Tumar Vakta Gana ....Outstanding performance.... #Somyashree 🙏#Sidharthtv & your entire Team .

  • @rocky199kofficial7
    @rocky199kofficial7 ปีที่แล้ว +4

    So beautiful voice🎶🎶❤️❤️❤️

  • @biswanathpadhi2484
    @biswanathpadhi2484 2 ปีที่แล้ว +1

    Really heart touching and mind glowing performance.

  • @arvinda8759
    @arvinda8759 2 ปีที่แล้ว +16

    ବହୁତ୍ ବଢିଆ 👍

  • @badaldehury3709
    @badaldehury3709 2 ปีที่แล้ว +6

    Nice my cute sister soumyashree achharjya

  • @janmejayahota2272
    @janmejayahota2272 ปีที่แล้ว +1

    Maa... Bahuta Badhia Lagila..... ଜୟ ଜଗନ୍ନାଥ ସ୍ୱାମୀ🙏🙏🙏🙏

  • @kunagarnaik7142
    @kunagarnaik7142 ปีที่แล้ว +9

    Beautiful voice🎤🙏 🇮🇳❤🇮🇳

  • @basantkumardehury5683
    @basantkumardehury5683 2 ปีที่แล้ว +13

    Soumya will be a greate singer in future God bless you

  • @kapilashnayak8601
    @kapilashnayak8601 2 ปีที่แล้ว +11

    Out standing voice and god bless you Jay Jagannth 🙏🙏🙏 beta

  • @bagarngichannel6344
    @bagarngichannel6344 ปีที่แล้ว +1

    ହୃଦୟ କୁ ଛୁଇଁ ଯାଉଛି ନମିତା ଅଗ୍ରୱାଲ ଗୀତ

  • @anilsabat1130
    @anilsabat1130 2 ปีที่แล้ว +7

    super Voice 🔥❤️ god bless you always Jagannath blessings always 🙏🙏

  • @odishakingkanha6668
    @odishakingkanha6668 2 ปีที่แล้ว +49

    ମୁଁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ସୋଉମ୍ୟାଶ୍ରୀ ବହୁତ୍ ଆଗକୁ ଜାଓ।ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏🙏🙏🙏

  • @jagannathmahima2023
    @jagannathmahima2023 2 ปีที่แล้ว +52

    ଅତି ସୁନ୍ଦର, ଜୟ ଜଗନ୍ନାଥ ❤️🙏❤️

  • @B.bhai.67
    @B.bhai.67 ปีที่แล้ว +1

    ଜୟ ଜଗନ୍ନାଥ ଏମିତି ଅଘକୁ
    ଭଲ ଗୀତ ଗାଉଛନ୍ତି ଜୟ ଜଗନ୍ନାଥ ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @ajaydas6852
    @ajaydas6852 ปีที่แล้ว +5

    Beautiful voice, god bless you with congratulations somysrree