Mu B Namita Agrawal Hebi - Studio Round FULL EPISODE -81 | Best Singing Reality Show on Sidharrth TV
ฝัง
- เผยแพร่เมื่อ 4 ธ.ค. 2021
- Sidharrth TV ର ନିଆରା Singing Reality Show "ମୁଁ ବି ନମିତା ଅଗ୍ରୱାଲ ହେବି" ଖୁବ୍ କମ୍ ଦିନ ଭିତରେ ଓଡ଼ିଶାର ଘରେ ଘରେ ସଙ୍ଗୀତ ପ୍ରତି ଏକ ନୂଆ ଆକର୍ଷଣ ସୃଷ୍ଟି କରିବା ସହିତ ସବୁଠୁ ଲୋକପ୍ରିୟ Reality Show ରୂପେ ପ୍ରତିଷ୍ଠିତ ହୋଇପାରିଛି I Audition Round, Mega ଓ Super Mega Audition Round ପରେ ଏବେ ଆରମ୍ଭ ହୋଇଯାଇଛି Studio Round, ଯେଉଁଥିରେ ଶ୍ରେଷ୍ଠ ୨୪ ଜଣ ଗାୟକଙ୍କ ଭିତରେ Show ର Winner Crown ପିନ୍ଧିବାକୁ ପ୍ରତିଯୋଗିତା ଚାଲିଛି. ଏହି Studio Round ରେ ଗାୟିକା ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ନମିତା ଅଗ୍ରୱାଲଙ୍କ ସହିତ ମହା Judge ରୂପେ ଉପସ୍ଥିତ ରହୁଛନ୍ତି ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ I ଏହି ସୋ'ର ଆରମ୍ଭରୁ ବିଚାରକ ଭାବେ ମନ୍ମଥ ମିଶ୍ର , ଗୀତା ଦାସ, ଶ୍ରୀକାନ୍ତ ଗୌତମ ରହି ଆସିଥିବା ବେଳେ ଅନ୍ୟତମ ବିଚାରକ ଭାବରେ ଦେଖିବାକୁ ମିଳୁଛି ବିଶିଷ୍ଟ ଗାୟକ ସୁବାସ ଦାସଙ୍କୁ , ଏଥି ସହ ନୂଆପିଢ଼ି ର ଲୋକପ୍ରିୟ ଗାୟିକା ଅନ୍ତରା, ପ୍ରଜ୍ଞା, ଦୀପ୍ତି, ଅର୍ପିତା ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ପିଲାଦିନରୁ ସେମାନଙ୍କ ଉପରେ ନମିତା ଅଗ୍ରୱାଲଙ୍କ ଗୀତର ପ୍ରଭାବ ସମ୍ପର୍କ ରେ ସ୍ମୃତି ଚାରଣ କରିବା ସହିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ନମିତା Madamଙ୍କ ଭଜନ ଗାନ କରୁଛନ୍ତି I ନୂଆ ଗାୟିକା ମାନଙ୍କୁ ଆବିଷ୍କାର କରି ସେମାନଙ୍କ ପ୍ରତିଭା ର ବିକାଶ କରାଇ ଓଡିଶାର ସଙ୍ଗୀତ ଜଗତକୁ ନୂଆ ସ୍ଵରରେ ସମୃଦ୍ଧ କରାଇବା ନିମନ୍ତେ ସୀତାରାମ ଅଗ୍ରୱାଲଙ୍କ ଏହି ପରିକଳ୍ପନା ସଙ୍ଗୀତ କ୍ଷେତ୍ରରେ ନୂଆ ଉନ୍ମାଦନା ସୃଷ୍ଟି କରିଛି ...
TV ପରଦାରେ ଦେଖିଲେ ଗୀତ ଏବଂ ଫୁଲ Episode ଆହୁରି ଭଲ ଲାଗିବ I
SIDHARRTH ର ସମସ୍ତ ତିନୋଟି ଚ୍ୟାନେଲ୍ ଏବେ Hathway, SITI, EM Digital, ORTEL, GTPL-KCBPL ଏବଂ ଅଧିକାଂଶ Cable ରେ ମିଳୁଛି, ଅନ୍ୟ Platform ରେ ଦେଖିବା ପାଇଁ Call କରନ୍ତୁ - Tata Sky- 18002086633, Airtel- 18001036065, Sun TV - 18001237575, Dish TV - 9501795017, Videocon D2H- 9115691156, NXT Digital- 18602120400
Sidharth TV Network ର ୩ଟି ଚ୍ୟାନେଲ୍ “Sidharth TV”, “Sidharth Bhakti” ଓ “Sidharth Gold” ମାସିକ ମାତ୍ର ୧୬* ଟଙ୍କାରେ (taxes as applicable) ନିଜ Cable/DTH ଅପରେଟରଙ୍କୁ Call କରି Subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
-----------------------------------------------------------------------------------------
Subscribe us on TH-cam to watch clippings & promos of our All Television Channels :
👉 SidharthTV: / sidharthtv
👉 Sidharth Bhakti : / sidharthbhakti
👉 Sidharth Gold : / sidharthgold
-----------------------------------------------------------------
Enjoy & stay connected with us!
👉 Like us on Facebook : / sidharthtvofficial
👉 Follow us on Twitter : / sidharth_tv
👉 Follow us on Instagram : / sidharthtvofficial
-----------------------------------------------------------------
#SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal #SidharrthTV - บันเทิง
ସିଦ୍ଧାର୍ଥ TV ଏବେ SUN DIRECT DTH ରେ ଆସିଗଲା I 📣
ନିଜ DTH ରେ ଦେଖିବା ପାଇଁ ଆଜିହିଁ ଆପଣଙ୍କ DTH Operator ଙ୍କୁ call କରି ସିଦ୍ଧାର୍ଥ TV ମାଗନ୍ତୁ ଅଥବା SUN DIRECT DTH ନେଇ ସିଦ୍ଧାର୍ଥ TV ଦେଖିବା ପାଇଁ ଚାହୁଁଥିଲେ ଏବେ ହିଁ call କରନ୍ତୁ: 9900017815
No
Nice programme very good
00
Seetarana
D
ଉପାସନା ବହୁତ୍ ସୁନ୍ଦର ଗାଇଲ 👌👌👌👌god bless you ଭଗବାନ୍ କରନ୍ତୁ ସବୁବେଳେ ଏମିତି ଗାଉଥା ବହୁତ୍ ଆଗକୁ ଜା
ଉପାସନା ସ୍ବର ବାସ୍ତବରେ ହୃଦୟ ସ୍ପର୍ଶୀ ସ୍ବର।
ଅତି ସୁନ୍ଦର
Upasana. Didi. ବହୁତ ସୁନ୍ଦର ଖାଇଲେ ଜୟ ଜଗନ୍ନାଥ 🙏🙏🙏
Upasana always welcome
Upasana bahut Sundara gita gaucha tame God bless you
Nice so sweet voice upasana sahoo God bless you Jay Jagannath ❤️💖❤️🙏
Thank you Upasana
best of luck Upasana
Really good singer Miss Upasana. Thanks 🌷👍
ଉପାସନା ତମ ଗୀତ ମତେ ବହୁତ ଭଲ ଲାଗିଲା ଭଗବାନ କରନ୍ତୁ ତମେ ସବୁବେଳେ ଏମିତି ଗୀତ ଗାଉଥାଓ ତୁମ ଗୀତ ଦେଖିବାକୁ ଯେତିକି ସୁନ୍ଦର ତୁମେ ବି ଦେଖିବାକୁ ସେତିକି ସୁନ୍ଦର
Verry nice ❤
Soumya Shri super 👌💯👌😯
ମାମା,ତମଗିତ,ଜେତେ,ସୁଣିଲେବି,ମନଭରୁନିତମେଏମିଗାଊଥାଅଭଗବାନଭଲରେ,ରଖତୁ
Dil se Mayurbhanjiaa ....our District singer Upasona sahu
Soumyashiri kuni namita bhauni all the best 🏆🏆🏆
Upasana is the real devotional singer ..her songs touches heart directly.
Upasana nice song
Soumya my sweet dauter igive all my blessings& the blessing of lord Jagannath to make u a super star of odisha.
Upasana super best
Jai jagannath
🎉Nice somya 🎉
Soumya shree all the best bahut sundar voice 🌟🌟🌟
many.many.thanks.god.bless.you
Very nice bjajan upasana .asesa 2dhany a bada..
Nice sa beautiful
Upasana you are great
ସୋମ୍ୟା ତୁମ କଥା କଣ କହିବି ତୁମେ ଏତେ ସୁନ୍ଦର ଗାଉଛ ମୁଁ ବୋଦେହୁଏ ତୁମ ଗୀତକୁ ବାର୍ ବାର୍ ସୁଣୁଛି ଆଉ ଯେତେବେଳେ ଶୁଣୁଛି ଆହୁରି ଶୁଣିବାକୁ ଇଛା ହେଉଛି ଜଗନ୍ନାଥ ତୁମକୁ ବହୁତ୍ ଆଗକୁ ନିଅନ୍ତୁ
AT/PO.Junagarh.Dist.Kalahandi.
ସୁନ୍ଦର ଆଉ ମିଠା ସ୍ୱର। ସୁନ୍ଦର ଗୀତ।
Realy out standing singer.
Ea gita suni mo mana mugdha hoigala. Very beautiful voice.god bless you beta
super.best.of.luck
Good bles you
Upasana,❤🎉somya ❤🎉,debasmita❤🎉 all song best Jay shree jagannath
Sumyasriee excellent! !!!
Bhala hoechhi
ଉପାସନା ଦିଦି ଆମର ପୁରା ପରିବାର କୁ ତୁମ ଗୀତ ଦେଖିବାକୁ ଖାଲି ଭଲପାଆନ୍ତି ତମେ ତ ସବୁଠୁ ତୁମ ଗୀତ ହିଁ ଭଲଲାଗେ ମୁଁ ଯେତେବେଳେ ବି ମୋବାଇଲ୍ ଧରେ ମୁଁ ଖାଲି ତୁମରି ଗୀତ ହିଁ ଦେଖେ କାରଣ ମତେ ସବୁଠୁ ତୁମ ଗୀତ ହିଁ ଭଲଲାଗେ 🙏🏻...
Cute sister
God bless all of you, hare Krishna
Good
Ea gita suni mo deha sitei uthila.upasana aaji tame Sara odisha ku nachei dela tama sangitara jadure. Khali prathana karuchi pravu jagannathnka pakhare tuma feature brightness hau
Upasana,sure,swar
କଲ୍ୟାଣମସ୍ତୁ
Best program mubi Namita agrawal
Somy shree voice is best voice bahut ananda laguchhi
ଭଗବାନ ଏମାନଙ୍କୁ ଦେବଦୁତ କରି ପଠାଇଛନ୍ତି ଏମିତି ଗୀତ ଗାଇ ପୃଥିବୀର ମଙ୍ଗଳ କରିବା ପାଇଁ।
She is a juel of Odisha. Soumya is unique.
Chanda mundia
Very nice
Somyashree is the always best👍
wowwww very beautiful👌✨✨✨✨✨✨👌👌👌👌👌👌👌👌 gaucha didi
Lorea tomara presentation is very fine as a younger l bless you jai Jantzen.
Super super.
Varyn'ice
First my old song Balighara banging ,Trustidas my first
BABuii😃
Era MOHANTY MY FEV
Upasana.bhitbdiaa
Upasana is best singer 👩🎤 🎤 🎶
Somyashree best singer
Thank u somyashree
Wow
ସୋମ୍ୟସି ତମେ କେତେ ଖରାପ ଗାଇଲ
Future stars of Odisha ❤️
ଜଗନାଥ କୃପା ବହୁତ ଧନ୍ୟ ବାଦ ମୁଁ ତ ଦେଖି ବହୁତ ଅନଦ ହୋଇଛି ମା ଶାରଳା ତା ଖଠରେ ରହି ଚାଉଛିନ୍ତ ନମିତା ମାଙ୍କୁ ଅଶେଷ ଧନ୍ୟବାଦ୍
nice song and v.nice singing
lord Jagannath and lord Shiva are singing within the two little girls.Thanks God for such type of gift. 🙏🙏🙏
Nice singsing
Very very good
Nice performance somya Shri God bless you
So beautiful song
🌷🍀🌾🌹🌻🌴🌺🍃🌷🌿🌸💐🍂🌾🍀🌹ଅସୁମାରୀ ତାରା ନୀଳ ଆକାଶ ରେ ,କୁସୁମିତ ଏଇ ସ୍ମୃତି 🌿🌸🌷ବହୁତ ସୁନ୍ଦର ବହୁତ ଉପସ୍ଥାପନା 🍀🌝🌹🌾🌷🌿🌸💐🍂🌿🌼🌺🌴🌹🍄🌾🌿
@
Biutiful best of luck
ବହୁତ୍ ସୁନ୍ଦର୍ କଣ୍ଠସ୍ୱର ସୌମ୍ୟା ବେଟା ଭଗବାନ୍ ତୋର ଚଳାପଥ ଉଜ୍ଜ୍ବଳ କରନ୍ତୁ
Super singar
Maa mu school gala bele ae bhajan gai ke Jae Bata spreja mu Jane parena .jai Janet.
Soumyashree ra maa tk asile autk stage pain bhala huanta, God bless her
Junagarh. Dist.Kalahandi.
ବହୁତ ଭଲ
Dilika Dehury
Very nice song
Nice Very nice 💖💐👍
Cute song
Go odisha go along along with our little angel.
Congratulations all of my bright roses of my odisha you all are prigde of our odisha... Grown up
I proud this program please my answer
Iye
Iye
Super star odisha
My
Thanks so much
Really sweet voice soumyshree 👌👌👌👌👌👌👌
Nice
Hii
So beautiful
Excellent
Super
Very very nice.
Sana🚕🚕
Jay Shri Jagannath 🌹🌹🌹🙏🙏🙏
ରାଣ୍ଡ ସୋମ୍ୟା ନା ବିଆ ବା ତତେ କୋଷ୍ଠ ରୋଗ ହେଇ ଯାଆନ୍ତା ତାହାଲେ ମୁଁ ବହୁତ ଖୁସି ହେଇଥାନ୍ତି
Thanks to music team