Breaking News : ଦଳ ଛାଡ଼ିବା ବିଜୟଙ୍କ ବଡ଼ ବୟାନ | Senior Leader Bijay Patnaik Quits Congress | Odia News

แชร์
ฝัง
  • เผยแพร่เมื่อ 25 ต.ค. 2024

ความคิดเห็น • 28

  • @Nanakebhalusena
    @Nanakebhalusena 2 หลายเดือนก่อน +16

    ସତ କହିବାକୁ ଗଲେ, ଆପଣଙ୍କୁ ଗୋଟିଏ ପଦ ପଦବୀ ଦରକାର ଥିଲା। ଆପଣଙ୍କୁ କୈାଣସି ପଦ ପଦବୀ ନ ମିଳିବାରୁ ଆପଣ ଆମ କଂଗ୍ରେସ ଦଳ ଛାଡିଲେ । ଆପଣ ଦଳ ଛାଡି ଭୁଲ୍ କରିଛନ୍ତି, ଆପଣ ଦିନେ ନହେଲେ ଦିନେ ନିସ୍ଚୟ ପ୍ରସ୍ତେଇବେ । ଜୟ କଂଗ୍ରେସ।

    • @santilatapanda1386
      @santilatapanda1386 2 หลายเดือนก่อน +1

      Right 👍 kahuchhanti Abe jouthiki jibe mukuta pindhiba lovore dala chhadile

  • @santoshpradhan2509
    @santoshpradhan2509 2 หลายเดือนก่อน +1

    ବହୁତ ଭଲ କଲେ କଂଗ୍ରେସ ନୀତି ଭାରତରେ ହିନ୍ଦୁ ଲୋପ କରି ମୁସଲିମ ଦେଶ କରିବା , ଏମିତି ସମସ୍ତ ହିନ୍ଦୁ ନେତାଙ୍କ ସେ ସଦ୍ ବୁଦ୍ଧି ଜାଗ୍ରତ ହେଉ ।

  • @ahashjena9562
    @ahashjena9562 2 หลายเดือนก่อน +5

    ଆପଣ ସଂପୂର୍ଣ୍ଣ ମିଛ କହୁଛନ୍ତି ,କାରଣ ଆପଣ ପାରଳାଖେୁମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିରୋଧୀ ଦଳ ସହ ହାତ ମିଶାଇ ଜାଣିଶୁଣି ହାରିଥିଲେ ।ଏବେ କାହିଁକି ଏତେ ବାହାନା କଥା କହୁଛନ୍ତି ।

  • @jasobantabarik3420
    @jasobantabarik3420 2 หลายเดือนก่อน +3

    ଭାଇ ମଦ ବେପାର ବନ୍ଧ କେବେ ହେବ
    ମୁଖ୍ୟ ମନ୍ତ୍ରୀ ସୋଇ ଗଲେ କି

  • @user-hv3tn9tm1t
    @user-hv3tn9tm1t 2 หลายเดือนก่อน

    ଆପଣ ଆଗ ସରପଞ୍ଚ ରେ ଛିଡ଼ା ହୁଅନ୍ତୁ

  • @harekrishnatripathy7344
    @harekrishnatripathy7344 2 หลายเดือนก่อน +1

    ଏତେ ବଡ଼ ias ହୋଇ କେମିତି ବୁଡିଯାଉ ଥୀବା ଦଳରେ ଗୋଡ ଦେଇଥିଲେ

  • @felixnayak6317
    @felixnayak6317 2 หลายเดือนก่อน

    ବିଜୟ ବାବୁକଂ ଇସ୍ଥପା ଗ୍ରହଣ କରାନଯାଉ!

  • @GunanidhiPatra-qu7om
    @GunanidhiPatra-qu7om 2 หลายเดือนก่อน

    ପିସିସି ସଭାଫତି ପାଇଁ ଚାହୁଥିଲେ ନମିଳିବାରୁ କଂଗ୍ରେସ ଦଳ ଛାଡ଼ିଲେ ବିଜୟ।।

  • @omkarmohapatra7235
    @omkarmohapatra7235 2 หลายเดือนก่อน

    Good news

  • @prafullakumardas3070
    @prafullakumardas3070 2 หลายเดือนก่อน

    Patience in politics is a main quality which is missing for most of such Ambitious political leaders.

  • @pradipdas617
    @pradipdas617 2 หลายเดือนก่อน

    Bijay sir Jane dakhya prasasaka Bjpre join kale bhala heba Bijay sir Jane bahuta bhala loka

  • @bijayakumarnaik7236
    @bijayakumarnaik7236 2 หลายเดือนก่อน

    He took right decision. Congress will be better by his resignation

  • @abdurraheman3120
    @abdurraheman3120 2 หลายเดือนก่อน

    Resingnation

  • @birupakshyajena609
    @birupakshyajena609 2 หลายเดือนก่อน

    Jay bjd

  • @abdurraheman3120
    @abdurraheman3120 2 หลายเดือนก่อน

    Regination of Bijoy Pattnaik is a great loss for Congress party,and it will have a bad impact on the people of odisha and Congress party 's importance will be devasted.

  • @muralidharajena4114
    @muralidharajena4114 2 หลายเดือนก่อน +1

    BJD tanku cs karithila,kintu se Congress re join kale.kintu paile kan....? Congress vabila kali hueta se congress chhadi paranti ? Epari rajneet chhadi deba katha.....
    .

  • @abdurraheman3120
    @abdurraheman3120 2 หลายเดือนก่อน

    Regingnation

  • @ahashjena9562
    @ahashjena9562 2 หลายเดือนก่อน +4

    ଆପଣଙ୍କ ସକାଶେ ଆଜି ପାରଳାଖେମୁଣ୍ଡି ରେ ବିଜେଡି ବିଜୟ ଲାଭ କରିଛି ।ଆପଣଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ହୋଇଥିଲେ ଆଜି ପରାଳରେ କଂଗ୍ରେସ ବିଜୟର ବାନା ଉଡ଼ାଇ ଥାଆନ୍ତା । ପ୍ରକୃତରେ ଆପଣଙ୍କ ନାମ ବିଜୟ ନୁହଁ ଆପଣଙ୍କ ନାମ ପରାଜୟ । କାହିଁକି ନାଁ ପରାଜୟ ହେବା ପାଇଁ ଆପଣ ସବୁକିଛି କରିପାରନ୍ତି ।

  • @bipinbiharinayak5973
    @bipinbiharinayak5973 2 หลายเดือนก่อน +1

    Congress kn odisha re dal sura babu bhali bahu pagal achhanti swarthapar anak

  • @santilatapanda1386
    @santilatapanda1386 2 หลายเดือนก่อน +1

    Kie misibaku kahithile congress party re puni baharu chhanti kichhi phaida na milile dala chhadu chhanti

  • @abhayamishra3806
    @abhayamishra3806 2 หลายเดือนก่อน

    Ie Para Sei Babu Raj Ru Asichanty....Bina Padabi Re Kan Sambhali Hebe?😂😂

  • @birupakshyajena609
    @birupakshyajena609 2 หลายเดือนก่อน

    Bjd re samil hele vala heba

  • @am9519
    @am9519 2 หลายเดือนก่อน +2

    କାଇଁ ଏତେ ଉଚ୍ଚକାଂକ୍ଷା ଭିତରେ ଘାଣ୍ଟି ହଉଚ ହେ ସାରେ....ଦୀର୍ଘ ବର୍ଷ ଧରି CM ଙ୍କ ପ୍ରମୁଖ ସଚିବ.. ମୁଖ୍ୟ ସଚିବ ଭଳି ପଦ ରେ ରହିବା ପରେ..10 ବର୍ଷ ହେଲାଣି ଅବସର ନେଇସାରିଛନ୍ତି...ଆରାମ ରେ ଘାଟିକିଆ ବଙ୍ଗଳା ରେ ଶୋଉ ନାହାନ୍ତି କଣ ପାଇଁ....🤨

  • @SahebMajhi-wn5nc
    @SahebMajhi-wn5nc 2 หลายเดือนก่อน

    Chadichi vala heichi. Se to basi gala . Odisha re au laka nahanti

  • @jnanranjanswain6504
    @jnanranjanswain6504 2 หลายเดือนก่อน

    Service provider pari Gote Ghrunya prathaku implement paine Nabin Patnainku bujhaethile...why...?

  • @Narmada-s3y
    @Narmada-s3y 2 หลายเดือนก่อน

    Gote dacoit😂😂

  • @bistusamanta8840
    @bistusamanta8840 2 หลายเดือนก่อน +2

    ତମେ କଂଗ୍ରେସ ର ଘରେ ଧାନହମାର ଖାଲିଥିବାରଦେଖି ପଳାଇ ଆସିଲ।