ଚାହୁଁଥିଲା ବିଜେପି ଡେଇଁପଡ଼ିଲେ ନବୀନ ! | Ravenshaw Name Change Controversy | Naveen Patnaik | OR

แชร์
ฝัง
  • เผยแพร่เมื่อ 16 ก.ย. 2024
  • ରାଜ୍ୟର ଅନ୍ୟତମ ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ରେଭେନସାର ନାଁ ବଦଳାଯିବା ଦରକାର କି ନାହିଁ ତାର ବିତର୍କ ହେବା ଦରକାର। ଏ କଥା କହିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ତାପରେ ରାଜ୍ୟରେ ଏବେ ନା ବଦଳାକୁ ନେଇ ବିତର୍କ ଚାଲିଛି । ବିତର୍କ ଟିକେ ଲିଭି ଆସିଲା ବେଳକୁ ଘିଅ ଢାଳି ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହାତାବ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
    ଚାହୁଁଥିଲା ବିଜେପି ଡେଇଁପଡ଼ିଲେ ନବୀନ ! | Ravenshaw Name Change Controversy | Naveen Patnaik | Odisha Reporter
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #BJP #BJD #NaveenPatnaik #bhartuharimahatab #ravenshawuniversity #nameissue

ความคิดเห็น • 118

  • @KesabaBehera-of8kl
    @KesabaBehera-of8kl 6 วันที่ผ่านมา +26

    ଓଡ଼ିଆ କହିବା ଲେଖିବା ଜଣା ନାହିଁ କେମିତି ଲେଖିଲେ

  • @bshomedia8204
    @bshomedia8204 5 วันที่ผ่านมา +9

    ନବୀନ ପଟ୍ଟନାୟକ ଓଡ଼ିଆ ଲେଖି ପାରିନାହିଁ
    କେମିତି twite ରେ ଲେଖିଲେ ନବୀନ

  • @kcmishra3239
    @kcmishra3239 5 วันที่ผ่านมา +6

    ଅଭିନ୍ନ ଚନ୍ଦ୍ର ମାର୍ଗ ର ନାଆଁ ମଦର ଟେରେସା ମାର୍ଗ ଯେମିତି ବଦଳା ହେଲା! ନବୀନ ବାବୁ ଓଡ଼ିଆ ଅସ୍ମିତା କଥା କହୁଛନ୍ତି। ବର୍ଣ୍ଣବୋଧ ରୁ ଆରମ୍ଭ କରନ୍ତୁ।

  • @jayhind6187
    @jayhind6187 6 วันที่ผ่านมา +8

    ଓଡ଼ିଆ ବୁଝୁ ନ ଥିବା ବେଳେ ଜାଣିଲେ କେମିତି ? ଲେଖିଲେ କେମିତି ?

    • @miss_jhilu5965
      @miss_jhilu5965 5 วันที่ผ่านมา

      Tame bateilo ,se jnile🤨

    • @_mr___rajput
      @_mr___rajput 5 วันที่ผ่านมา

      ​@@miss_jhilu5965neveen odia babu odia lekhile kemiti

    • @SushantKumarMajhi-us2nk
      @SushantKumarMajhi-us2nk 5 วันที่ผ่านมา +1

      Are bhai jeia english kahiparuni bujhiparuni se ba cm age seita jane

  • @anilswain1052
    @anilswain1052 6 วันที่ผ่านมา +11

    ବେଈମାନ ବିଶ୍ୱାସ ଘାତକ ନବୀନ ପଟ୍ଟନାୟକଙ୍କ ଉକ୍ତି ସୈତାନର ବେଦପାଠ ଶଦୃଶ |

  • @sadanandmohanty3537
    @sadanandmohanty3537 6 วันที่ผ่านมา +5

    Jay sriram Jay jagannath 🙏🙏🙏🙏🙏🙏🙏🙏🙏
    Jay Odia 🙏🙏🙏🙏🙏🙏

  • @ChitaranjanSahoo-w1h
    @ChitaranjanSahoo-w1h 5 วันที่ผ่านมา +3

    ନବିନବାବୁ ଓଡ଼ିଆରେଚିଠି ଲେଖିଲେ କେମିତି

  • @dhamirona8662
    @dhamirona8662 6 วันที่ผ่านมา +29

    ରେଭେନ୍ସା ର ନାମ ପରିବର୍ତ୍ତନ ଉଚିତ୍

    • @debasishpanda7913
      @debasishpanda7913 5 วันที่ผ่านมา

      No need..then tajmahal ra name change karuna ..🤣🤣

    • @_mr___rajput
      @_mr___rajput 5 วันที่ผ่านมา

      ​@@debasishpanda7913wait seita mandira haba 😅

  • @BCFunnyAi
    @BCFunnyAi 5 วันที่ผ่านมา +2

    T.S ରେଭେନ୍ସା ବିଟିସ୍ ହଟାଓ ଓଡ଼ିଆ ଅସ୍ମିତା ବଞ୍ଚାଓ 👍

  • @Tuludas-d6b
    @Tuludas-d6b 6 วันที่ผ่านมา +15

    ନବୀନ ପଟ୍ଟନାୟକ ଙ୍କୁ କଣ ଜଣା ଅଛି ଓଡିଆ ଇତିହାସ ବିଷୟରେ ଇଂରେଜ କେବେ ଠୁ ମହାପୁରୁଷ ହେଲେ

  • @Mahanpreet
    @Mahanpreet 6 วันที่ผ่านมา +30

    ନବୀନ ଜଣେ ମଦୁଆ ଲୋକ, ତାଙ୍କ ଅନୁସାରେ ଖାଲି ବିଜୁ ପଟନାୟକ ଓଡ଼ିଶାର ମହାପୁରୁଷ।

    • @antaryamimishra449
      @antaryamimishra449 6 วันที่ผ่านมา +1

      ମୋଦୀ ଚୋର ଆଏ ହୋ

    • @amarendra29
      @amarendra29 6 วันที่ผ่านมา +1

      MURKHO

    • @prabodhadwivedy1159
      @prabodhadwivedy1159 6 วันที่ผ่านมา +1

      Au tume kn

    • @brahmanandam7370
      @brahmanandam7370 6 วันที่ผ่านมา

      Chora hele chaliba, madya,asta​@@antaryamimishra449

    • @Mrddbaska7815
      @Mrddbaska7815 5 วันที่ผ่านมา +2

      BJD 😅😅😅 only Biju patnayak ku hin janichhi odisha ra mahapurusha boli 😅😅

  • @PurnachandraBehera-if5tu
    @PurnachandraBehera-if5tu 5 วันที่ผ่านมา +1

    ପୂର୍ବତନ ଛାତ୍ର ନିଜ ବ୍ୟକ୍ତି ଗତ କଥା ଭାବୁଛନ୍ତି।

  • @brajakishorepadhi4022
    @brajakishorepadhi4022 6 วันที่ผ่านมา +7

    ନବୀନ ବାଳ ଯାଣେ ଓଡିଶା ଇତିହାସ ବାବଦରେ। ବିଧାନ ସଭା ରେ କିନ୍ତୁ ଅନୁପସ୍ଥିତି ସୋସିଆଲ ମଡିଆରେ ଚୋର କଂ ଭଳି ଲେଖି ଦେଇ ବସି ଯାଉଚି।

    • @prabodhadwivedy1159
      @prabodhadwivedy1159 6 วันที่ผ่านมา

      Tume Jane maha Gyani,Tume Jane bikhyat aitihasika.Itihasa re re tume PhD karithiba

    • @brajakishorepadhi4022
      @brajakishorepadhi4022 6 วันที่ผ่านมา +3

      @@prabodhadwivedy1159 ନା ବିଖ୍ଯାତ ପଣ୍ଡିତ ନବୀନ ବୁଢା। ତାକୁ ପଣ୍ଡିତ ଗେହି ରେ ନୋବଲ,ଭାରତ ରତ୍ନ ଉପାଧି ମିଳିବ।

  • @chhabindramansingh73
    @chhabindramansingh73 6 วันที่ผ่านมา +2

    ଅକର୍ମା ନବିନା ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଆଉ ସ୍ୱଭିମାନ ବିଷୟରେ କିଛି ଧାରଣା ଅଛିକି, ରେଭେନ୍ସା ହେଉଛି ଆମର ପୂର୍ବପୁରୁଷ ନବୀନ କହୁଛି ନିର୍ଲଜ, ସଳେ ବିରୋଧି ବୋଲି ବିରୋଧ କରୁଚ ନା ନିଜ ସ୍ୱାଭିମାନ ଦେଖୁଚ ଗଣିଆ ଭାରି ଜ୍ଞାନିଟା କୁକୁର

  • @miss_jhilu5965
    @miss_jhilu5965 5 วันที่ผ่านมา +2

    Jay Naveen 🎉

  • @prasantamohanta7837
    @prasantamohanta7837 5 วันที่ผ่านมา +1

    No problem if change

  • @fakirmohansahoo2079
    @fakirmohansahoo2079 6 วันที่ผ่านมา +1

    ଜୟ ଜଗନ୍ନାଥ 🙏🙏🙏

  • @suryanarayansahu5375
    @suryanarayansahu5375 5 วันที่ผ่านมา

    ଜଣେ ସୁନାମଧନ୍ୟ ବ୍ୟକ୍ତି ହାରିଲା ପରେ ଚିନ୍ତା ଧାରା ଅନୁଭୂତ ହୁଏ। ବର୍ତମାନ ସରକାର ଏପର୍ଯ୍ୟନ୍ତ ଘୋଟଲାକୁ ଧରି କଡାକଡି ଦଣ୍ଡାଦେଶ ନହେବା ଦୁର୍ଭାଗ୍ୟଜନକ ସାଧାରଣ ଜନତା ଅପେକ୍ଷା। ରାଜ୍ୟରେ ଉନ୍ନତମାନର କାର୍ଯ୍ୟ ନିର୍ବାହ ଯୋଜନା ଗୁଡିକ ଆବଶ୍ୟକୀୟ ଅଯଥା ଖର୍ଚ୍ଚ ବରାଦ ବିକାଶର ପରପନ୍ଥିଏହା ଜନସାଧାରଣଙ୍କ ଆସ୍ଥା ହରାଇବା ଅପେକ୍ଷାରେ।

  • @jagadakua5835
    @jagadakua5835 5 วันที่ผ่านมา +1

    କଣ ଖାଲି ବିଜୁ ମହାନ ଆଉ କେହି ନଥିଲେ ଓଡିଶା ରେ ସବୁ ଆଡେ ବିଜୁ ଷ୍ଟାଛୁ ରଖିଛନ୍ତି....

    • @gourangasa6027
      @gourangasa6027 5 วันที่ผ่านมา

      ବିଜୁ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର ଜଣେ ଜଣାଶୁଣା ପରମ ଶତ୍ରୁ।

  • @suryakantparida9181
    @suryakantparida9181 5 วันที่ผ่านมา +1

    Revenshaw name should be change

  • @bibhuprasadcreation2512
    @bibhuprasadcreation2512 6 วันที่ผ่านมา +2

    BJp hatao odisha bachao 😅

  • @muralidharbiswal7409
    @muralidharbiswal7409 5 วันที่ผ่านมา +3

    ରେଭେନ୍ସା ବିଶ୍ୱବିଦ୍ୟାଳୟ ନମପରିବର୍ତନ ହେବା ଜରୁରୀ

  • @suryanarayansahu5375
    @suryanarayansahu5375 5 วันที่ผ่านมา

    ଜଣେ ରାଜନେତା ତା ଇଛା ଅନୁସାରେ ସରକାରୀ ବାସଭବନରେ ତିଆରି ଓ ଭାଙ୍ଗିବା କାର୍ଯ୍ୟ ନିର୍ବାହ କରିବାପରେ ସରକାର କ'ଣ ପଦକ୍ଷେପ ଗ୍ରହଣ କଲେ ତାହାର ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଜନସାଧାରଣଙ୍କ ଗୋଚର ଆଜି ପର୍ଯ୍ୟନ୍ତ ହେଇପାରିନାହି। ଏପରିକି ସବୁ ନିରବ ଆଗକୁ ବଢ଼ିବାରେ।ଏ ଗଣତନ୍ତ୍ର କ'ଣ ମୁଦ୍ରାର ଦୁଇ ପାର୍ଶ୍ଵ।

  • @babulpalai2598
    @babulpalai2598 5 วันที่ผ่านมา +4

    ଯେତେ ନାଟକ ଚାଲୁଛି ଚାଲୁ କିନ୍ତୁ ନାମ ପରିବର୍ତ୍ତନ ହେବନାହିଁ

  • @TarunPati-fy2ky
    @TarunPati-fy2ky 6 วันที่ผ่านมา +1

    Kahai Baku laja laguni

  • @nabaghananaik7953
    @nabaghananaik7953 5 วันที่ผ่านมา +1

    Dharmendra Pradhan ku odisha basi pelo

  • @hemantbehera1525
    @hemantbehera1525 6 วันที่ผ่านมา +1

    A sarkar Kam hela ranga au name mara sarkar

  • @nirupanandaswain5469
    @nirupanandaswain5469 5 วันที่ผ่านมา

    ଭାଇ ନାଁ ବଦଳେଇବା ଛାଡ଼ନ୍ତୁ ବିକାଶ ଦିଗରେ କାମ କରନ୍ତୁ.

  • @Madhu-us2yn
    @Madhu-us2yn 5 วันที่ผ่านมา

    Jay Jagannath,🙏🙏🙏🙏

  • @Castarboy999
    @Castarboy999 6 วันที่ผ่านมา +5

    Nijay odia sekhi lay ni nabin Babu 25 yrs hela 😁😁😁😀😀😀

  • @Skstarvlog3735
    @Skstarvlog3735 6 วันที่ผ่านมา +2

    Naveen British loko ta British ku support Kariba na .

  • @surendranathrath504
    @surendranathrath504 5 วันที่ผ่านมา

    ନବୀନ ପଟ୍ଟନାୟକ ମହୋଦୟ , ରେଭେନ୍ସା ବିଶ୍ଵବିଦ୍ୟାଳୟ ନାମ ପରିବର୍ତ୍ତନ ର ପ୍ରତିବାଦ କରିବା ଯଥାର୍ଥ। ମାତ୍ର ନବୀନ ପଟ୍ଟନାୟକ ମହୋଦୟ ଚବିଶ ବର୍ଷ ଧରି ଶାସନ ରେ ଥିଲେ, କାହିଁକି ଅନେକ ପଦପଦବୀ ଖାଲି ପଡ଼ିଥିଲା,ସେ ଉତ୍ତର ଦେବାକୁ ବାଧ୍ୟ। ଅଭିମନ୍ୟୁ ସାମନ୍ତ ସିଂହାର ମାର୍ଗ ନା କାହିଁକି ବଦଳାଇଲେ ? ନବୀନ ପଟ୍ଟନାୟକ ମହୋଦୟ ଅସ୍ମିତା କଥା କହୁଛନ୍ତି ଚବିଶ ବର୍ଷ ଭିତରେ ଓଡ଼ିଆ କହିପାରିଲେ ନାହିଁ। ଗଣେଶ୍ୱର ବେହେରା, ଏତେ ଅଲାଜୁକ ଅପାରଗ ଅପଦାର୍ଥ ଯେ ତାଙ୍କ ବିଷୟରେ ଆଲୋଚନା କରିବା ଠିକ୍ ନୁହେଁ। ଚଉଦ କୁଲାଟ ଘର ଡିହ ତାଙ୍କର ନାହିଁ, ବାପାଙ୍କର ନଥିଲା, କ୍ଷମତା ଲାଳସା ଚରିତାର୍ଥ ପାଇଁ କଙ୍ଗ୍ରେସ୍ ଦଳ ଛାଡି ବିଜେଡି ଆସିଲେ,ନିଜ ଇତିହାସ ପଢ଼ନ୍ତୁ। ସିପ୍ରା ମଲ୍ଲିକ ପ୍ରଶ୍ନର ଉତ୍ତର ଦିଅନ୍ତୁ।

  • @SubasachBhera
    @SubasachBhera 4 วันที่ผ่านมา

    ଯଦିଓ ରେଭେନ୍ସା ଜଣେ ମହାପୁରୁଷ ନବିନିବାବୁ କହୁଛନ୍ତି ତାହାହେଲେ ଆମର ଜାତିୟ ଦିବସରେ ଓଡିଆ ଜାତିର ମହାପୁରୁଷ ମାନକଂ ଭିତରେ ରେଭେନ୍ସା ନାମ ଯୋଡି ପୁଜାକର

  • @prafullamohanty5557
    @prafullamohanty5557 6 วันที่ผ่านมา +4

    ଗଡାର Dhamendra Pradhan ଏଇ ଲୋକଟା ସକାଶେ ଓଡ଼ିଶା ରେ BJP ବୁଡ଼ିବକୁ ଯାଉଛି।

  • @bbsenapati2245
    @bbsenapati2245 6 วันที่ผ่านมา +1

    Naveen Patnaik ku jaha Jana odisha BJP ra sata purusa ku Jana nathiba

    • @_mr___rajput
      @_mr___rajput 5 วันที่ผ่านมา

      Naveen babu bidhana asu nahanti jana padiba odisha biswaya re kn jana achhi😅

  • @bhagabansahu3420
    @bhagabansahu3420 5 วันที่ผ่านมา

    ଆପଣ ଇତିହାସ ପଢ଼ିଛନ୍ତି,

  • @benudharpatra9256
    @benudharpatra9256 6 วันที่ผ่านมา +1

    ସବୁଗୁଡ଼ାକ ବଡ଼ ବଦମାସ

  • @susantasahoo9544
    @susantasahoo9544 5 วันที่ผ่านมา

    ରେଭେନ୍ସା ମହାବିଦ୍ୟାଳୟ ବିଷୟଟି ଏବେ ଏଇ ଠାରେ ରଖାଯାଉ , ଓଡ଼ିଶାର ଉନ୍ନତି ବିଷୟରେ ଚିନ୍ତା କରିବାକୁ ଅନୁରୋଧ। ମହାମନ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ ଅନାବଶ୍ୟକ ଘଟଣା କୁହନ୍ତୁ ନାହିଁ , ପରିବେଶର ଉଷ୍ମତା ବଢ଼ାନ୍ତୁ ନାହିଁ ,ଏହାଦ୍ବାରା ଓଡ଼ିଶାର କିଛି ଉନ୍ନତି ହେବନାହିଁ , ।

  • @santoshsethi-kl6qu
    @santoshsethi-kl6qu 2 วันที่ผ่านมา

    ନବୀନ ତମେ ଓଡ଼ିଆ କହିକି ଦେଖ ମୁଁ ତମକୁ ସେଲୁଟ କରିବୁ,ଓଡ଼ିଆ ଅସ୍ମିତ୍ ତ ଜମା ନୁହେଁ,ଆଉ କଥା ଉଠୁଛି, ରେଭେନ୍ସା କଥା, ମୁଁ କହୁଛି ଶୁଣନ୍ତୁ,ଯେଉଁ ମାନେ, ବେପାର କରିବାକୁ ଆସି,ଆମକୁ ଆମରି ମାଟିରେ,ଆମରିଦେଶ ରେ,ଆମ ସହିତ ଚକ୍ରାନ୍ତ କରି, ଆମକୁ ଶାସନ କଲେ,ତାଙ୍କୁ ଆମେ ଆଦର୍ଶ ବୋଲି ମନେ ରଖିବୁ, ଛି ଛି ଲଜ୍ୟା ଲାଗିବା କଥା,ସେଇ ଇଂରେଜ ମାନଙ୍କ ପାଇଁ ଆମର ମହାପୁରୁଷ ମାନେ ,ଆତ୍ମବଳି ଦେଲେ ସେମାନଙ୍କ ପାଇଁ ,ବିରୋଧୀ କାନ୍ଦୁ ନାହାନ୍ତି,କାନ୍ଦୁଛନ୍ତି,ଦେଶ ବିରୋଧୀ ଙ୍କ ପାଇଁ

  • @kishor6523
    @kishor6523 5 วันที่ผ่านมา

    ravenshaw Naam change karke Jagannath Vishwavidyalaya hona chahie angreji Naam hona chahie

  • @aswinipanda5555
    @aswinipanda5555 5 วันที่ผ่านมา +1

    😮Revenshaw Jane odish ra Mahapurusha thile 😂😂😂😂😂Ganeswar sir kahuchhanti /Nabin pattnaik sir bhi odia History padhichhanti😮😮😮

  • @susantakumarbarik7111
    @susantakumarbarik7111 5 วันที่ผ่านมา

    You publish that

  • @Official_Khusi1
    @Official_Khusi1 6 วันที่ผ่านมา +4

    ନବୀନ ଓଡ଼ିଆ କହି ପାରିବ ତ 😂😂😂

    • @bidyutranjanpradhan652
      @bidyutranjanpradhan652 5 วันที่ผ่านมา

      ଭାରତ କୁ ଡାରତ ଲେଖୁଥିବା ମହାନୁଭବ ଙ୍କ ବାବଦରେ ଆପଣଙ୍କ ମତ କଣ ??? !!!!

  • @bijayhansdah9701
    @bijayhansdah9701 5 วันที่ผ่านมา

    ବିଜେଡି ବୁଡିଯାଉ

  • @loneeswain4332
    @loneeswain4332 5 วันที่ผ่านมา

    ନବୀନ ଏତେ କଥା ଲେଖି ପାରୁଥିଲେ ଆଉ ୨୪ ବର୍ଷ ଶାସନ କରିଥାନ୍ତେ। ଗଣେଶ୍ଵର ବେହେରା କୁକୁର ଠୁ ହୀନ।

  • @FAKIRJENA-du2zs
    @FAKIRJENA-du2zs 6 วันที่ผ่านมา +3

    ଠକ ପ୍ରବର ନବିନl କୁ ତୁରନ୍ତ ଧରାଯାଉ।

    • @debasishpanda7913
      @debasishpanda7913 5 วันที่ผ่านมา

      Whats ur qualification??

    • @_mr___rajput
      @_mr___rajput 5 วันที่ผ่านมา

      ​@@debasishpanda7913naveen babu 25yr sasana kala pare odia kahi asilani se odia re lekhile kemiti na kie lekhi deichhi

  • @soshilamahalik1306
    @soshilamahalik1306 6 วันที่ผ่านมา +2

    Change jaruri

  • @mihirkumarlenka6588
    @mihirkumarlenka6588 6 วันที่ผ่านมา

    Revensha namaskar

  • @anugrahtoppo3173
    @anugrahtoppo3173 5 วันที่ผ่านมา

    Amo Odisha Nabin Odisha

  • @dillippradhan4567
    @dillippradhan4567 5 วันที่ผ่านมา

    Bilkul darkar. Netaji Subhash Chandra Bose nka naa dia jau.

  • @LaxmidharSamal-gt1pg
    @LaxmidharSamal-gt1pg 5 วันที่ผ่านมา

    Ganesh and Nabin should read Odisha history.

  • @arucharanpradhan5502
    @arucharanpradhan5502 6 วันที่ผ่านมา

    ରାଜନୀତି ଭିତରେ ଥିବା କୁଟ ନୈତିକ ଖେଳକୁ ମୁଖ୍ୟ ମନ୍ତ୍ରୀ ବୁଝି ପାରିଲେ ହେଲା। ନାମ ବଦଳାଇଲେ ଓଡ଼ିଶାର ଲାଭ ନାହିଁ କି କ୍ଷତି ନାହିଁ।ଏଣୁ ସରକାର ଏହାକୁ ରାଜି ହେବା ଠିକ୍ ହେବ ନାହିଁଁ।

  • @mihirkumarlenka6588
    @mihirkumarlenka6588 6 วันที่ผ่านมา +1

    Bhartuhari mahatab tautor

  • @JaganJena-hb3sx
    @JaganJena-hb3sx 5 วันที่ผ่านมา

    ଯଦି ଦୋମ ଅଛି ଚେଞ୍ଜ କର

  • @amarendra29
    @amarendra29 6 วันที่ผ่านมา +1

    NAME CHANGING SARKAAR

  • @gokulanandaparida3333
    @gokulanandaparida3333 6 วันที่ผ่านมา +3

    Nama parivartan heba thik😊

  • @ShridharNayak-kp9fk
    @ShridharNayak-kp9fk 5 วันที่ผ่านมา +1

    Bala nabin ku odia aseni le khila kemiti congress ru bjd ku asi jaumane mla heichanti semanku au bele itihaas padhajau tapare janiparibe ...

  • @anjannaik9350
    @anjannaik9350 6 วันที่ผ่านมา +2

    Tu ganesha kn bala history janichu bjd 🐕🤣😎

  • @nirmalsenapati6709
    @nirmalsenapati6709 5 วันที่ผ่านมา

    Kritadas muhanre upadesh sobha pauni

  • @user-ek9sc7nn4z
    @user-ek9sc7nn4z 5 วันที่ผ่านมา +1

    NABIN SABUTHARU NIMNA MANA , SE KICHHI JANINAHUEN ,AGAKU ASHILE QUESTION PACHARIBU .G BEHERA BURUJHANJI ,SE KI VASAN DEBA !BJDWALLA A TOUTORY FALTU KARIBA . NABIN RA VASAN POLA POLL SAHITA SAMAN . REVENSHAW HATILE ASUBIDHA KICHHINAHIEN ,BJD RAJNITY KARUCHHI .NABIN LI KAHIBA !GHOSIKARI TAHA BAKHANUCHHI .

  • @SunilBiri-x2k
    @SunilBiri-x2k 5 วันที่ผ่านมา

    😮😮

  • @LaxmidharSamal-gt1pg
    @LaxmidharSamal-gt1pg 5 วันที่ผ่านมา

    Ganesh first Congress then BJD no comments people see you.

  • @bibhuranjanrout7571
    @bibhuranjanrout7571 5 วันที่ผ่านมา

    Sir Mohan majhi nku bi Nbin babu rajaniku anithile au PS membar karithile tapare bidhayak bi karithile BJP nuha

    • @_mr___rajput
      @_mr___rajput 5 วันที่ผ่านมา

      Bapa jogya ta pua 14 purusa jae basi khae biju babu pai naveen babu cm nahale kau basi bala re pachari nathante 😂😂

  • @damodarpatra3142
    @damodarpatra3142 5 วันที่ผ่านมา

    Dharama media

  • @kushapanigrahi9352
    @kushapanigrahi9352 5 วันที่ผ่านมา +1

    Nabin odia najaani like lekhidebaa ku comment re chhadibaa ehaaheuchhi anya r aakhire baata chaaliba park laaguchhi , ganesh behera nabin ku class kale bhala heba o nabin odia r history jaanipaaribe

  • @soshilamahalik1306
    @soshilamahalik1306 6 วันที่ผ่านมา +1

    Tu ta Congress to bjd

  • @MinaketanPanda-r7q
    @MinaketanPanda-r7q 5 วันที่ผ่านมา

    Biju Patnaik na hele pua kichhi kahibani

  • @sasikantkant4780
    @sasikantkant4780 5 วันที่ผ่านมา

    Revenswa has not done the college, it is the gift of Odiya,
    for immediate benifit some khosamodia has kept the name, for the interest of people and the doner of oriya the name can be changed

  • @TruptiBarik-oj5vm
    @TruptiBarik-oj5vm 5 วันที่ผ่านมา

    Naveen patnayak satare ate katha janichi 😂😂😂 he bhagwan.ganesh babu Naveen babu kan odia khaibaku bhala pantiniki

  • @pitamwaragouda531
    @pitamwaragouda531 6 วันที่ผ่านมา +1

    Faltu. Midia

  • @prasantamohanta7837
    @prasantamohanta7837 5 วันที่ผ่านมา

    If nam

  • @maamangalakerualjibanbhal2831
    @maamangalakerualjibanbhal2831 6 วันที่ผ่านมา

    Nabin ku kua se ଅ -ଲ paryanta lekhu

  • @bailochanbalsamanta
    @bailochanbalsamanta 6 วันที่ผ่านมา +1

    Eihita maha galua

  • @damodarpatra3142
    @damodarpatra3142 5 วันที่ผ่านมา

    Godi media

  • @JamunaHembram-dn8id
    @JamunaHembram-dn8id 5 วันที่ผ่านมา

    Nabin budha chahunchhi odisha development no heu kahin ki na university na ta chenge hele ta gan...d phatuchhi

  • @srikantbehera6106
    @srikantbehera6106 5 วันที่ผ่านมา

    Dar dar kale kali am na.....

  • @LSCGupta
    @LSCGupta 6 วันที่ผ่านมา +1

    BJP dala phaltu

  • @pradeepkumarparida3227
    @pradeepkumarparida3227 6 วันที่ผ่านมา +1

    Naaa tu maaaghiaaa sabo janichu

  • @amarswain3324
    @amarswain3324 5 วันที่ผ่านมา

    BJD Gonda party

  • @gurucharandas2135
    @gurucharandas2135 6 วันที่ผ่านมา +3

    Fakir mohan senapati apananka nati

  • @prafullamohanta583
    @prafullamohanta583 5 วันที่ผ่านมา

    NABIN PANAIK JANE MADUA MICHHUA ODIA JANILO KEMITI
    TO BHAI JANE CUTTACK RE ଖାଇବାକୁ ପାଉ ନାଇ ବହୁ PROBLEM TIME KATUCHHANTI TU KIE BALO J REVENSAHAW KU JANILU

  • @ambarishswain3233
    @ambarishswain3233 6 วันที่ผ่านมา +1

    Name nischita change heba darkar

  • @deepakpanda3325
    @deepakpanda3325 5 วันที่ผ่านมา

    The name should be immediately changed

  • @surendranayak8952
    @surendranayak8952 5 วันที่ผ่านมา

    Tumasarakar aualoadinamara

  • @Sahu-1980
    @Sahu-1980 5 วันที่ผ่านมา

    Ravenshaw name badalile kalinga university rakhajau.

  • @HimansuSahu-n5n
    @HimansuSahu-n5n 5 วันที่ผ่านมา

    BJD ଚୁର ଓଡ଼ିଶା ବାସୀ ଚିହ୍ନ ଚିହ୍ନ