'We Are Being Threatened & Told That, "You CRP Workers Are Not Doing Any Work"'

แชร์
ฝัง
  • เผยแพร่เมื่อ 16 ก.ย. 2024
  • ‘ଆମକୁ ଧମକ ଆସୁଛି । କହୁଛନ୍ତି ତୁମେ ସିଆରପିମାନେ କିଛି କାମ କରୁନ ।’
    #Protest #CRPCM #Bhubaneswar #Odisha #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    TH-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

ความคิดเห็น • 730

  • @haraprasadmahanta4657
    @haraprasadmahanta4657 6 วันที่ผ่านมา +113

    କି କାମ କରୁଛନ୍ତି ଯେ ଏମାନଙ୍କୁ ଦରମା ବା ରେଗୁଲାର କରିବାକୁ ଦାବି କରୁଛନ୍ତି ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ର ମାଲିସ୍ କରି ବ ଯାଅ

    • @romanticsongs-z4d
      @romanticsongs-z4d 6 วันที่ผ่านมา +6

      Khali kahidele habani kama tankar karibu jadi gandi fatijibare

    • @MuktiKantaMishra-q7c
      @MuktiKantaMishra-q7c 6 วันที่ผ่านมา

      ​@@romanticsongs-z4dRIGHT

    • @sumitrasamal5789
      @sumitrasamal5789 5 วันที่ผ่านมา +1

      Bhai kana kahilama

    • @maheshpattanayak1798
      @maheshpattanayak1798 5 วันที่ผ่านมา

      ​@@romanticsongs-z4dtu jaiki karunu

    • @smitamohanty5111
      @smitamohanty5111 5 วันที่ผ่านมา

      Esabu sanstha band karajau au jetiki darama achhi kichhi kharap nahin kichhi kama dhanda nahin esabu re agaru emane nathile kn group chalunathila,,,bekari samasya dura karajau jauvai vauni mane ete ete patha padhiki sabu achhanti semane engage huantu please emananka darama nabadhu faltu sanstha kala bjd gote esabu ra kichhi abasyakata nahin

  • @MukundaShoo
    @MukundaShoo 6 วันที่ผ่านมา +131

    ଏମାନେ ବିଜେଡି ରୁ ୧୦ହଜାର ଟଙ୍କା ନେଇ ଭୋଟ ଯୋଗାଡ କରି ବା ହା ବାହା ନେବା ପାଇଁ ଉଦ୍ୟମ କରି ବିଫଳ ହେବା ରୁ ଏ ଚାଲ୍।

    • @sumitrasamal5789
      @sumitrasamal5789 5 วันที่ผ่านมา +1

      Yes

    • @SambraySoren-w8n
      @SambraySoren-w8n 5 วันที่ผ่านมา +1

      Right

    • @Jay_Shri-Ram091
      @Jay_Shri-Ram091 5 วันที่ผ่านมา

      Hmm free scooty Didi

    • @prasantakumarpradhan3847
      @prasantakumarpradhan3847 5 วันที่ผ่านมา +2

      ଆମ ଗାଁରେ ବି ଏମାନେ କହୁଥିଲେ bjd କୁ ଭୋଟ ଦେବାପାଇଁ।ଏବେ ନାମୋ ନିଓ 😂

    • @krishna3437
      @krishna3437 5 วันที่ผ่านมา +2

      ମେଲେଇ କି ରଖିଥାଆନ୍ତୁ ସବୁ ମିଳିବ

  • @Indianarmy143
    @Indianarmy143 6 วันที่ผ่านมา +78

    ଏ ମାନଙ୍କୁ ଛଟେଇ କରାଯାଉ ଏ ମାନଙ୍କ କାମ କିଛିନାହିଁ

  • @susantabehera3859
    @susantabehera3859 5 วันที่ผ่านมา +10

    ସରକାରଙ୍କୁ ବିନମ୍ର ଅନୁରୋଧ ଯଥାଶୀଘ୍ର ମିଶନ ଶକ୍ତି ବନ୍ଦ କରାଯାଉ । ରାଜସ୍ବ ଅର୍ଥ ବେକାର ଖର୍ଚ୍ଚ ହେଉଛି ଏମାନଙ୍କ ର କିଛି କାମ ନାହିଁ ।

  • @KandarpakumarsahuSahu
    @KandarpakumarsahuSahu 5 วันที่ผ่านมา +25

    ମୋର ଅନୁରୋଧ ଏ ସବୁ ପାଲା ବନ୍ଦ କରାଯାଉ 🙏

  • @NarayanDas-x7f
    @NarayanDas-x7f 5 วันที่ผ่านมา +18

    ସି ଆର ପି ର କାମ କଣ, ଏହି କାମ କରିବାପାଇଁ ଅନ୍ୟ ଚାକିରିଆ ଅଛନ୍ତି

  • @romanticmusic5492
    @romanticmusic5492 5 วันที่ผ่านมา +27

    ଅଯଥା ରେ ରାଜ୍ୟ କୋଷ ଧନ ନଷ୍ଟ ହେଉଛି, ଏହି ପଦ କୁ ରଦ୍ଦ କରାଯାଉ

    • @BideshiniNayak-dk3zk
      @BideshiniNayak-dk3zk 3 วันที่ผ่านมา

      କାଇଁ ତୋ ଘର ଧନ ଦଉଛୁକି

  • @ARNMKP
    @ARNMKP 6 วันที่ผ่านมา +118

    ବନ୍ଦ କରାଯାଉ ସେ ବାଳ ମିଶନ ଶକ୍ତି ଧନ୍ଦା। ରାଜ୍ୟରେ ସବୁ ଫ୍ରି ଯୋଜନା ବନ୍ଦ କରାଯାଉ। ରାଜ୍ୟର ସମସ୍ତେ ଅଳସୁଆ ହେଇ ଯାଉଛନ୍ତି। ଓଡ଼ିଶାରେ ସବୁ ଥାଇ ମଧ୍ୟ ଗରୀବ କାହିଁକି ?କେହି କାମ କରିବାକୁ ଚାହୁଁନାହାନ୍ତି, ଖାଲି ଫ୍ରି ରେ ସବୁ ଦରକାର୍।

    • @indiaindia1467
      @indiaindia1467 6 วันที่ผ่านมา +1

      Hnn to family Naa re bi rasan card thiba.

    • @Skstarvlog3735
      @Skstarvlog3735 6 วันที่ผ่านมา

      Right band karajau.ossc exam Karu .education bound karajau

    • @subhransudalai8360
      @subhransudalai8360 6 วันที่ผ่านมา

      ​@@indiaindia1467ସ୍ଵାଭିମାନୀ ଅନ୍ଧଭକ୍ତ କାଇଁ ଦେଖିନି

    • @angelicasoren
      @angelicasoren 6 วันที่ผ่านมา +1

      ଖାଲି ଖାତା ପତ୍ର ରେ ତାଙ୍କର କାମ ଚାଲିଛି, ବେକାରିଆ ଟଙ୍କା ଆମର ନଷ୍ଟ ହଉଚି, ସେମାନଙ୍କୁ ବାହାର କରାଯାଉ

    • @GeetaDas-gx4lk
      @GeetaDas-gx4lk 6 วันที่ผ่านมา

      Right

  • @haraprasadmahanta4657
    @haraprasadmahanta4657 6 วันที่ผ่านมา +43

    ଆଳୁ ମିଶନ ଶକ୍ତି ଏମାନଙ୍କୁ ସବୁ ଆଳୁ ଚାଷ‌ କରିବା ପାଇଁ ଦେବା ଦରକାର କେତେ ରୋଜଗାରୀଆ କରିଛନ୍ତି ମିଶନ ଶକ୍ତି କାମ

  • @SadhabanandaPanda
    @SadhabanandaPanda 5 วันที่ผ่านมา +17

    ଗରିବ ମହିଳା ପାଇଁ ଜନସେବା କେନ୍ଦ୍ର ଯଥେଷ୍ଟ ତୁମେ ମାନଙ୍କର ଆବଶ୍ୟକ ନାହିଁ

  • @jagannathhansdah5875
    @jagannathhansdah5875 6 วันที่ผ่านมา +58

    CRP କିଛି କାମ ନାହଁ ସମ୍ପୁର୍ଣ୍ଣ ବନ୍ଦ କରାଯାଉ

    • @BideshiniNayak-dk3zk
      @BideshiniNayak-dk3zk 3 วันที่ผ่านมา

      ତୁ ଦରମା ଦଉଛୁକି

    • @theunickboysapan2263
      @theunickboysapan2263 2 วันที่ผ่านมา

      Right

    • @Biku123
      @Biku123 วันที่ผ่านมา

      Darmta milini ki milibaniii😂😂😂😂

  • @khirodkumarpanda4763
    @khirodkumarpanda4763 6 วันที่ผ่านมา +70

    ମିଶନ ଶକ୍ତି ପ୍ରଥା ଉଚ୍ଛେଦ କରାଯାଉ

  • @manoranjandash5799
    @manoranjandash5799 6 วันที่ผ่านมา +46

    ଏମାନେ କିଛି କରନ୍ତିନାହି କେବଳ election ଟାଇମ ରେ ବାହାରନ୍ତି ପଇସା ବାଣ୍ଟିବା ପାଇଁ

  • @BighnesPatel
    @BighnesPatel 6 วันที่ผ่านมา +118

    ମୋର ସରକାର ପାଖେ ଗୋଟେ ଅନୁରୋଧ ଏଇ ସବୁ ପାଲା କୁ totally ବନ୍ଦ୍ କରିଦିଅନ୍ତୁ

  • @babyzeetv
    @babyzeetv 5 วันที่ผ่านมา +7

    ଶି‌‌କ୍ଷକ ମାନଙ୍କୁ ଏତିକି ସୁବିଧା ଦେଇଥିଲେ ଦେଶର ହିତ ହେଇଥାନ୍ତା 👍👍👍👍

  • @prafullanayak9729
    @prafullanayak9729 5 วันที่ผ่านมา +35

    ଏମାନଙ୍କର କାମହେଲା ଘଇତାକୁ ପରପୁରୁଷ ସାଙ୍ଗରେ ରୋମାନ୍ସକରିବା, ବନ୍ଦକର ଏବାଯେ ସଂସ୍ଥା, ସଳା ସପ୍ତମ ଶ୍ରେଣୀପାଠ ପଢିକି ସିଆରପି ଚାକିରୀ, ଏମାନଙ୍କ ଯୋଗୁ ଅନେକ ଶିକ୍ଷିତ ଯୁବକ ଯୁବତୀ ବେକାରହୋଇବୁଲୁଛନ୍ତି,

    • @SumitraKalar-gp1cg
      @SumitraKalar-gp1cg 3 วันที่ผ่านมา

      Gare basi jaluta kukura kichi ukadi paribu nahi tu gate 1 nomber cara murkha

    • @BideshiniNayak-dk3zk
      @BideshiniNayak-dk3zk 3 วันที่ผ่านมา

      ଯେତେବେଳେ ସପ୍ତମ ଶ୍ରେଣୀ ମହିଳା ମାନେ ଚାକିରୀ ପାଉଥିଲେ ତୁ ପଣ୍ଡିତ ଟା କୁଆଡେ ଯାଇଥିଲୁ କଉ ମାଇକିଣା ସାଥିରେ ସୋଇଥିଲୁ କଲୁନୁ ସେତେବେଳେ ଚାକିରୀ

    • @theunickboysapan2263
      @theunickboysapan2263 2 วันที่ผ่านมา

      Right

  • @rabinarayanmahapatra8344
    @rabinarayanmahapatra8344 4 วันที่ผ่านมา +4

    ପ୍ରକୃତ ରେ ମିଶନ ଶକ୍ତି ପାଲା ବନ୍ଦ କରାଯାଉ। ଏହାଦ୍ବାରା କିଛି ଲାଭ ହେଉନାହିଁ।କେତେଜଣ ଉଦ୍ୟୋଗୀ ହେଲେଣି।

  • @RajuKhatua-wj1wg
    @RajuKhatua-wj1wg 5 วันที่ผ่านมา +5

    ଦରମା ବଢ଼ାଇବା ଆଗରୁ ଏମାନଙ୍କୁ exame କରିବାକୁ କୁହାଯାଉ ଯେଉଁମାନେ qualified ସେମାନଙ୍କର ଦରମା ବଢ଼ାଯାଉ

  • @PrafullaPati-l1v
    @PrafullaPati-l1v 5 วันที่ผ่านมา +12

    ସର୍ବାଧିକ ଶିକ୍ଷା ଗତ ଯୋଗ୍ୟତା ନେଇ ଗାଁ ସାଥି ନିଯୁକ୍ତି ହୋଇଥିଲେ ଏହି ମହିଳା ମାନେ ଗାଁ ସାଥି ମହିଳା ଙ୍କ କଣ୍ଟା ସାଜିଛନ୍ତି ଗାଁ ମାନଙ୍କରେ ଦଳିୟ ଫୋରମ୍ ତିଆରି କରୁଛନ୍ତି

  • @priyankarout1651
    @priyankarout1651 6 วันที่ผ่านมา +71

    ଏ ସିଆରପି ପୋଷ୍ଟ ତୋଟଲି ବନ୍ଦ କରାଯାଉ ସବୁ ଯାକ ମୂର୍ଖ ଏଥିରେ ଅଛନ୍ତି , ଯଦି ୟାଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ ତାହେଲେ ଆଉ ଥରେ ସିଆରପୀ ଏକ୍ସାମ ହଉ ଆଉ ଭାଇବା ହଉ ଯିଏ କ୍ୱାଲିଫାଏ ହେବ ତା ପରେ ନିଷ୍ପତି ନିୟାଜାଉ, କିଛି ଏକ୍ସାମ୍ ଦେଇ ନାହାନ୍ତି ଏ ମାନେ ସବୁ ବିଜେଡି ସେମିତି ରଖିଚି ଏଗୁରାଙ୍କୁ,

    • @ashishkumarchand1388
      @ashishkumarchand1388 6 วันที่ผ่านมา +7

      Right junior teacher ate exam dela pare b regular heiparuni

    • @user-sv3dw5mq3p
      @user-sv3dw5mq3p 6 วันที่ผ่านมา +3

      Didi tm cm nuha ok kichi janina jadi chup ruha kichi na jani amiti story kuhani ok na kahila vala haba

    • @santoshminiaka1999
      @santoshminiaka1999 6 วันที่ผ่านมา +3

      Correct

    • @Sweet-k9v
      @Sweet-k9v 6 วันที่ผ่านมา +3

      CRP mananku sudha hisaba Kari asuni

    • @ashishkumarchand1388
      @ashishkumarchand1388 6 วันที่ผ่านมา

      @@Sweet-k9v tanku kuha semare crp ra full form lekhiki dekhaibe

  • @PURNACHANDRAHEMBRAM-if1fn
    @PURNACHANDRAHEMBRAM-if1fn 6 วันที่ผ่านมา +35

    ପେଳ ମିଶନ ଶକ୍ତି ଦେଖଉଛ

  • @pratapkumararuk4340
    @pratapkumararuk4340 6 วันที่ผ่านมา +57

    Total ବନ୍ଦ କରାଯାଉ କଁ କରୁଛନ୍ତି କି ଏମାନେ

  • @ranunayak5735
    @ranunayak5735 6 วันที่ผ่านมา +60

    ଆଉ ମିଳିବ ବୋଲି ଆଶା କର ନାହିଁ

  • @Faltutokarafaltuvideo
    @Faltutokarafaltuvideo 5 วันที่ผ่านมา +4

    ବାଳ କାମ କରୁଛନ୍ତି କିଛି କାମ ନାହିଁ ଏମାନଙ୍କ ର କେବଳ ବୁଲି ବୁଲି ନୂଆ ନୂଆ ଘଇତା କରୁଛନ୍ତି ଆଉ ଏନଜୟ କରୁଛନ୍ତି କେବଳ ଘର ଦ୍ୱାର ଛାଡି ବାରବୁଲି ଭଳିଆ ଗୋଟେ ଲେଖା ଭ୍ୟାନିଟି କାନ୍ଧରେ ପକେଇ ବୁଲୁଛନ୍ତି 👈ତୁରନ୍ତ ଏଇ ମାନଙ୍କୁ ବାହାର କରା ଯାଉ ସରକାର ଙ୍କ ଟଙ୍କା ଫାଲତୁ ରେ ନଷ୍ଟ ହେଉଛି 👈

    • @prakashkumarjena.babusan.n3760
      @prakashkumarjena.babusan.n3760 4 วันที่ผ่านมา +1

      ମୋ ଭାଇ ଆପଣ ଏକଦମ ଠିକ କଥା କହିଛନ୍ତି 🙏🙏🙏

  • @pradeepgond4936
    @pradeepgond4936 6 วันที่ผ่านมา +39

    ସ୍କୁଟି ଦେଲେ ପରା ଆଉ କଣ ଦେବେ ମାସିକ ଧରମା କିଏ ଦବ

    • @Bariksocialmedia
      @Bariksocialmedia 4 วันที่ผ่านมา

      Odisha jhia chhua aasi ete kasta kama karu6anti banglore semanku 10 hajar miluni emane venit pakei bulibe 15 k emanku chakiri band karajau

  • @SulekhaRout-p1d
    @SulekhaRout-p1d 5 วันที่ผ่านมา +15

    ଏମାକୁଂ ବାହାର କରାଯାଇ ,ଅନ୍ଯ ସଭ୍ଯ ମାନକୁଂ ସୁଯୋଗ ଦିଆଯାଉ। ଏମାନେ ସରକାରୀ ଡହରୀ

  • @kamalakantapanda8822
    @kamalakantapanda8822 5 วันที่ผ่านมา +8

    ଏମାନେ ସବୁ ହାଇକୋର୍ଟ ରେ ଓକିଲ ଭାବରେ ନିଯୁକ୍ତି ଦିଆଯାଉ.

  • @santoshrout6327
    @santoshrout6327 6 วันที่ผ่านมา +35

    Totali CRP post close karidia

  • @karunakarmohanty89
    @karunakarmohanty89 6 วันที่ผ่านมา +23

    ଏଟା ବନ୍ଧ କରାଯାଉ ଜୟ ଜଗନ୍ନାଥ

  • @narottampoi4849
    @narottampoi4849 6 วันที่ผ่านมา +66

    ଏ ମାନଙ୍କୁ କିଏ ଚାକିରି ଦେଇଥିଲା ପାଣ୍ଡିଆନ ବାବୁ ନବୀନ ବାବୁ ପଳେଇଲେ ତୋମ ଚାକିରି ପଳେଇଲା ମା

  • @basantkumarmohanty5588
    @basantkumarmohanty5588 5 วันที่ผ่านมา +8

    ଏମାନେ ପରିକ୍ରମା ରଥରେ ଜଗନ୍ନାଥଙ୍କୁ ଭିକ୍ଷା ମଗେଇଥିଲେ

  • @RasmitaSwain-ke4tt
    @RasmitaSwain-ke4tt 5 วันที่ผ่านมา +14

    ମିଶନ ଶକ୍ତି ବନ୍ଦ କରାଯାଉ please Sir 🙏

  • @BighnesPatel
    @BighnesPatel 6 วันที่ผ่านมา +96

    ଏମାନେ ସବୁ election time re BJD ra dalal ସାଜିଥିଲେ

    • @subhransudalai8360
      @subhransudalai8360 6 วันที่ผ่านมา

      ସେମାନଙ୍କ ଭୁଲ୍ ପାଇଁ ବିଜେପି ଆସିଲା, ୫୦ହଜାର ଲୋଭରେ ଭଳିଗଲେ, ସାରା ରାଜ୍ୟ ରେ ପ୍ରତାରଣା କରୁଛି ବିଜେପି

  • @RanjanKumar-mx1ki
    @RanjanKumar-mx1ki 5 วันที่ผ่านมา +7

    ଏଇ ବେଧେଇ ମହିଳା ମାନେ ସବୁ ଭୋଟ ବ୍ୟାଙ୍କ ତେଣୁ ଏମାନଂକୁ ତାଙ୍କ ପୂର୍ବା ଅବସ୍ଥା କୁ ଫେରାଇ ଅଣା ଯାଉ ଓ ଏ ସଂସ୍ଥା କୁ ସରକାର ଏମିତି ଚାଲ କରନ୍ତୁ ଯେମିତି ସେମାନେ ତଳି ତଳାନ୍ତ ହୁଅନ୍ତୁ ଓ ଆପେ ଆପେ ସେମାନେ ସଂସ୍ଥା ରୁ ବାହାରି ଯିବେ l

    • @prakashkumarjena.babusan.n3760
      @prakashkumarjena.babusan.n3760 4 วันที่ผ่านมา

      ଆଜ୍ଞା ଆପଣ ଏକଦମ ଠିକ କହିଛନ୍ତି 🙏🙏🙏

  • @vlogwithkabita4867
    @vlogwithkabita4867 6 วันที่ผ่านมา +13

    Kiche Karu nahanti sabu post close Kara jau

  • @khatuasambit1832
    @khatuasambit1832 6 วันที่ผ่านมา +37

    ଏମାନେ ସବୁ BJD ra ଚାମଚା,,

    • @basantkumarsahoo8298
      @basantkumarsahoo8298 6 วันที่ผ่านมา

      Sata kahicha

    • @DrupadaPadhan
      @DrupadaPadhan 6 วันที่ผ่านมา

      Job re BJD BJP nai se sir BJP Sarakar Olm department re deichhe

  • @SadhabanandaPanda
    @SadhabanandaPanda 5 วันที่ผ่านมา +14

    ଏମାନେ କୈାଣସି କାର୍ଯ୍ୟ କରୁନାହାନ୍ତି କାରଣ ମିଶନ ଶକ୍ତି ବିଭାଗ ଏକ ମାଧ୍ୟମ, ମିଶନ ଶକ୍ତି ନବୀନ ପଟ୍ଟନାୟକ ଯୋଜନା

    • @damugouda5641
      @damugouda5641 5 วันที่ผ่านมา

      Bond kara jau BJD ra sabu chamcha

  • @manojbastia5865
    @manojbastia5865 5 วันที่ผ่านมา +3

    ଏମାନଙ୍କୁ ଆଳୁ ପିଆଜ ଚାରା ଦିଆଯାଉ ଏମାନେ ଯାଇ ଚାଷ କରନ୍ତୁ ଘରେ ବସି ବସି ସରକାର ପାଇସା ଯେତେ ଦିନ ଖାଇଲ ଆଉ ନୁହଁ

  • @ranjankumarmohanta2003
    @ranjankumarmohanta2003 6 วันที่ผ่านมา +52

    ଏଗୁଡ଼ାକୁ ବନ୍ଦ କରାଯାଉ ଗୋଟେ ପାଲା ଚଲେଇଛନ୍ତି ଆଉ .. . ତମେ ଲାଟିନ୍ ସଫା କରିବା ଦାୟିତ୍ୱ ରେ ଲାଗିଯାଅ ...

  • @dayanidhidas4757
    @dayanidhidas4757 5 วันที่ผ่านมา +4

    ଘରେ କାମ ନ କରି ପଞ୍ଚାୟତ ଅଫିସ୍ ରେ ବସିବା ଏମାନଙ୍କ କାମ

  • @susantapradhan3350
    @susantapradhan3350 5 วันที่ผ่านมา +4

    ଏମାନଙ୍କ ଛୁଟି କରାଯାଉ❤❤

  • @DEEPANKAR_SINGH99
    @DEEPANKAR_SINGH99 6 วันที่ผ่านมา +9

    କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଦଳ ର ମତଦାନ ରେ ସରକାର ଗଢା ଯାଏ ନାହିଁ କିଛି ଵିଜେପି କିଛି ଵିଜେଡି ର କିଛି କଂଗ୍ରେସ ର ପ୍ରାୟତଃ 90 % ଲୋକଙ୍କର ମତଦାନ ରେ ସରକାର ଗଠନ ହୁଏ ସରକାର ଯିଏ ବି ଗଢୁ ତାର ଏ କଥା ମନେ ରଖିବା ଉଚିତ୍ ।

  • @daitarisahu2022
    @daitarisahu2022 6 วันที่ผ่านมา +22

    Kichhi kama karunahanti

  • @manoranjanmahuri3190
    @manoranjanmahuri3190 5 วันที่ผ่านมา +3

    ଏମାନଙ୍କ ର ଦରମା ବନ୍ଦ କରାଯାଉ।

  • @AnnapurnaJena-h5d
    @AnnapurnaJena-h5d 6 วันที่ผ่านมา +11

    Eka paisara b kama nai emana nkara jaldi bahara kara .....😂😂😂😂

  • @naikbabu5533
    @naikbabu5533 5 วันที่ผ่านมา +4

    କିଛି କାମ କରୁ ନାହାନ୍ତି ଏ ମାନଙ୍କୁ ପନ୍ଦର ହଜାର ଦରମା ଦିଆ ଯାଉ, କିଛି ନାହିଁ ଚାକିରୀ ରୁ କାଢି ଦିଅ

  • @k.jagannathreddy3515
    @k.jagannathreddy3515 5 วันที่ผ่านมา +4

    ପାଣ୍ଡିଆନ ସାଗରେ ଭଲ selfie ନେଉଥିଲ।ପାଣ୍ଡିଆନ ଦମ୍ପତିଙ୍କୁ କୁହ, BJP କୁ କାହିଁକି ବଦନାମ କରୁଛ 😅😅😅

  • @Laki.Viki.890
    @Laki.Viki.890 5 วันที่ผ่านมา +3

    ମିଶନ ଶକ୍ତି ବନ୍ଦ କରାଜାଉ

  • @narendrakarali3469
    @narendrakarali3469 5 วันที่ผ่านมา +4

    ବେକାର କଥା, ସବୁ ଗାଣ୍ଡୀ ମରା CRP, ଚାଷୀ ମାନଙ୍କ ଯନ୍ତ୍ର ପତି ଗୁଡ଼ିକ ଏମାନେ ଲୁଟୁ ଛନ୍ତି।

  • @rajashreebehera8146
    @rajashreebehera8146 6 วันที่ผ่านมา +11

    Graduate pila bekari heiki buluchanti eamen kuadu asiki kahuchanti regular kara , darama dia 😅 so sad😢

    • @ranjanswain5946
      @ranjanswain5946 5 วันที่ผ่านมา +1

      😂 kichi kama karu nahanti khali darama badhao😅

  • @dharanidharpradhan5021
    @dharanidharpradhan5021 5 วันที่ผ่านมา +8

    ଏ ମାନଙ୍କୁ ବିଷ ଦେଇ ଚଞ୍ଚଳ ମାରିବାକୁ ମୋର ବିନମ୍ର ନିବେଦନ ।

  • @user-sf7ep6sh8o
    @user-sf7ep6sh8o 5 วันที่ผ่านมา +4

    ଏ ଭଉଣୀ ତମକୁ ଚାକିରୀ ଦେଇଥିଲା କିଏ, ତମେ ଗୋଟେ ଗୋଟେ ଚୋର, ତମକୁ ଆଗରୁ କେହି ପଚାରିଲେ ଦିଦି ଗୋଷ୍ଟି ରୁଲ କଣ ତମେ କହୁଥିଲ ଆମେ ଜାଣିନୁ, ବିଜେଡି କହିଛି ବିଜେଡି କୁ ଭୋଟ ଦେଲେ, ତମର ସବୁ ହେବ, ଏ ବେ ଯାଉନ ବିଜେଡି କୁ ପଚାରିବ, ତମକୁ ଖାଲି ମାଡ ଦରକାର, ପଇସା ବାଣ୍ଟିବ ନା,

  • @abhirambiswal4538
    @abhirambiswal4538 4 วันที่ผ่านมา +2

    ସମ୍ପୂର୍ଣ୍ଣ ବନ୍ଦ କରାଯାଉ, ଏ ମା କହୁଛନ୍ତି ପାର୍ଲାମେଣ୍ଟ ଯାଏ କାମ, ପାର୍ଲାମେଣ୍ଟ ବିଷୟରେ ଜାଣନ୍ତି

  • @susantaacharya1143
    @susantaacharya1143 6 วันที่ผ่านมา +4

    ଏମାନଙ୍କୁ ବିଦା କର । ଖଟିକି ଖାଅ । ୩୦୦୦ ଟଙ୍କା ଠିକ ଅଛି ।

  • @purnanayak5383
    @purnanayak5383 5 วันที่ผ่านมา +3

    ଯାହା ହେଉ ଖୁସି ଲାଗୁଚି ଏକା ପ୍ରକାର ଶାଢ଼ୀ ପିନ୍ଧିଛ । ବଢିଆ ଦରମା ପାଇବ । ସନ୍ଦେହ ଲାଗୁଛି ରାଜନୀତି ପାଇଁ

  • @Situ..odiavlogs8295
    @Situ..odiavlogs8295 4 วันที่ผ่านมา +2

    ଏମାନଙ୍କୁ ଲାଠି ଚାର୍ଜ କରାଯାଉ, ଗାଣ୍ଡି ନୁଗା ଟେକିକି ଦୌଡ଼ିବେ, ଶଳା ଏଠି ପିଲା ପାଠ ପଡିବେକାର ବୁଲୁଛନ୍ତି, ଏମାନଙ୍କୁ ନିଯୁକ୍ତି ଦରମା ଦିଆଯାଉ, ତୁରନ୍ତ ଲାଠି ଚାର୍ଜ କରାଯାଉ, ସରକାରଙ୍କ ପାଖରେ ଅନୁରୋଧ, ନହେଲେ ଆଗକୁ ଏମିତି କେତେ ବିନା ଯୋଗ୍ୟତାରେ ଫାଲତୁ କାମରେ କହିବେ ଜବ ଦିଅ

  • @loneeswain4332
    @loneeswain4332 5 วันที่ผ่านมา +3

    ଏମାନଙ୍କୁ ଚାକିରି ଯିଏ ଦେଇଛି ତା ପାଖକୁ ଯାଆନ୍ତୁ। ପାଣ୍ଡୁ ପାଖକୁ ଯାଆନ୍ତୁ ଓଃ ଲାଟିନ କାମ କର ଭଲ ହେବ।

  • @ranjitjyotiranjanbiswal9579
    @ranjitjyotiranjanbiswal9579 6 วันที่ผ่านมา +21

    SHG nama re BJD sarkar luti chalithila tenu emanku jaldi bahar Kara.

  • @ranjitswain5692
    @ranjitswain5692 6 วันที่ผ่านมา +19

    ପ୍ରତି ୨ ବର୍ଷ ରେ ଆଙ୍କୁ ବଦଳା ଯାଉ, ଆଙ୍କ କାମ କଣ. ସବୁ ତା ଅଙ୍ଗନୱାଡ଼ି ଦିଦି କଲେ. ଏମାନେ ଖାଲି ଇଲେକ୍ସନ ପାଇଁ ବେବହାର ହେବ।।।

  • @sahoosipu370
    @sahoosipu370 6 วันที่ผ่านมา +7

    Total e sabu band kara jau 👍👍

  • @Yes7228-d3n
    @Yes7228-d3n 5 วันที่ผ่านมา +1

    ଏମାନେ ମିଛ କହୁଛନ୍ତି
    ରାସନକାର୍ଡ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ ବହୁତ ଲୋକ ମାନଙ୍କ ରାସନକାର୍ଡ ନାହିଁ
    ଏମାନେ କାହାର କଣ କରିଛନ୍ତି

  • @Jayram99180
    @Jayram99180 5 วันที่ผ่านมา +6

    କଉ ପରୀକ୍ଷା ଦେଇ ଚାକିରୀ କରୁଛ ଯେ ଆପଣ ମାନଙ୍କୁ ୧୫୦୦୦ ରୁ ଅଧିକ ଧରମା ମିଳିବ ।

  • @sunilkanhar6660
    @sunilkanhar6660 6 วันที่ผ่านมา +7

    ଆମ ପଟେ ସବୁ ଏମାନେ BJP କୁ ଭୋଟ ଦେଉଥିଲେ ମୁ ନିଜେ ଦେଖିଛି ଲକଙ୍କୁ ବୁଝାହୁ ଥିଲେ ସରକାର change କରିବା ବଲି ଗାଣ୍ଡୀ ମରେଇ ହୁଅ ଏବେ

    • @prakashkumarjena.babusan.n3760
      @prakashkumarjena.babusan.n3760 4 วันที่ผ่านมา

      ମୁଁ ଦେଖିଛି bjd ପାଇଁ ପଇସା ବାଣ୍ଟୁ ଥିଲେ ଏମାନେ

    • @sunilkanhar6660
      @sunilkanhar6660 4 วันที่ผ่านมา

      @@prakashkumarjena.babusan.n3760 ହ ଇ ପରେ ଆମ ପେଟ bjd ର ପଇସା ଖାଇବା BJP କୁ ଦେବା ବଲି କହିଁକି ଦେଲେ ଗାଣ୍ଡୀ ମରେଇ ହୁଅନ୍ତୁ ଆମର କଣ ଅଛି ଆମର ତ ସବୁ ଅଛି ମେଡିକାଲ insurance tu ଆରମ୍ଭ କରି ଅଟଳ ପେନସନ ଯଜନା ରେ ମଧ୍ୟ ପଇସା ବନ୍ଧୁଛୁ କିଛି ଆମର ଅସୁବିଧା ନାହିଁ

  • @kshirodkumarbehera5105
    @kshirodkumarbehera5105 5 วันที่ผ่านมา +1

    ଗଲା ପଚିଶ ବର୍ଷ ର ତପସ୍ୟା ଆଜି ଦେଖିବାକୁ ମିଳୁଛି।

  • @nandansahu3832
    @nandansahu3832 6 วันที่ผ่านมา +20

    Crp kichji karanti nahi emane bjd meeting pain loka jogada karanti

    • @SumitraMuni-qq1xt
      @SumitraMuni-qq1xt 6 วันที่ผ่านมา

      Au tu karideuchu

    • @user-yq2ej9dp8u
      @user-yq2ej9dp8u 6 วันที่ผ่านมา

      Close kara a seen

    • @ranjan33647
      @ranjan33647 5 วันที่ผ่านมา

      Mo pakharea praman achhi bhai.
      A manea khuthielea BJD ralirea ptaka dhari jebaku.
      Jou mission shakti jebni tara sabu kati deabea.

    • @prakashkumarjena.babusan.n3760
      @prakashkumarjena.babusan.n3760 4 วันที่ผ่านมา

      Right

  • @ranjitjyotiranjanbiswal9579
    @ranjitjyotiranjanbiswal9579 6 วันที่ผ่านมา +14

    Mission Shakti nuha mission loot.

  • @lopamudrasahoo7614
    @lopamudrasahoo7614 6 วันที่ผ่านมา +8

    Not only CRP also EC

    • @AnnapurnaJena-h5d
      @AnnapurnaJena-h5d 6 วันที่ผ่านมา +1

      Emane ki kama karanti gaan re 😂😂😂😂kete kama karanti mu b gaan re dekhuchi .....6 tanka b jogya nuhan 6000 ta bahut bada

  • @SumitraMuni-qq1xt
    @SumitraMuni-qq1xt 6 วันที่ผ่านมา +3

    Thank you didi

  • @Dddddd-p6k
    @Dddddd-p6k 6 วันที่ผ่านมา +7

    Exam deiki qualify kara

  • @dashasingh6138
    @dashasingh6138 5 วันที่ผ่านมา +2

    ଏମାନେ ସବୁ ନବୀନ ପଟ୍ଟନାୟକ ର ଦଲାଲ

  • @RabiChhatria1
    @RabiChhatria1 6 วันที่ผ่านมา +18

    ଏମାନେ ନବୀନ ପଟନାୟକ ର ରାନୀ ଥିଲେ ପରା ହୋ

  • @subashmajhi2341
    @subashmajhi2341 5 วันที่ผ่านมา +2

    ସବୁ ମିଛ ଆମ ଏପଟେ କିଛି କାମ ନାହିଁ

  • @ashishkumardash7628
    @ashishkumardash7628 6 วันที่ผ่านมา +10

    Mission Shakti band kara odisha ru kichhi kama nahin

  • @vidykarachappeta7107
    @vidykarachappeta7107 3 วันที่ผ่านมา +1

    ଆମେ ମୋହନ sir ଙ୍କୁ ନିବେଦନ କରୁଚୁ ଏମାନଙ୍କ ଦାବି ପ୍ରତ୍ୟାଖ୍ୟାନ କରନ୍ତୁ

  • @subha1540
    @subha1540 6 วันที่ผ่านมา +6

    Amo CRP kichu koruni

  • @PrafuLa-q5l
    @PrafuLa-q5l 5 วันที่ผ่านมา +2

    ତମେ କିଛି କରିବାର ନାହିଁ ତମେ ଘରେ ରୋଷେଇ କର l ଟଙ୍କା ଗୁଡିକ ଗଛରେ ଫଳୁନି

  • @ABHANKHORA
    @ABHANKHORA 6 วันที่ผ่านมา +4

    Tamo ku laja laguni

  • @BanmaliKhamari
    @BanmaliKhamari 5 วันที่ผ่านมา +2

    CRP ମାନଙ୍କ ଦରମା 3000 ଟଙ୍କା ଠିକ ଅଛି

  • @rajendra_behera89
    @rajendra_behera89 5 วันที่ผ่านมา +1

    ତୁମେ କୋଉ କାମ କରୁଛ , କେହି ଦେଖିପାରୁନାହାନ୍ତି ଖାଲି ତୁମେ ଯାହା ଜାଣିଛ !

  • @pintupadhan2299
    @pintupadhan2299 6 วันที่ผ่านมา +2

    ଏ ମାନକୁଂ ଶିଘ୍ର ବାହାର କର ବେକାର ଖର୍ଚ୍ଚ

  • @Faltutokarafaltuvideo
    @Faltutokarafaltuvideo 5 วันที่ผ่านมา +1

    ବିଲକୁଲ ଏଇ ମାନଙ୍କୁ ଚାକିରୀ ରୁ ବିଦା କରା ଯାଉ ଏଇ ମାନଙ୍କ ର କିଛି ବି ଆବଶକ୍ୟ ନାହଁ ଏମାନଙ୍କୁ କେବଳ ଭୋଟ ପାଇଁ ବିଜେଡି ଭକୁଆ ବନେଇ କି ରଖି ଥିଲା ବେକାର ରେ ସରକାର ଙ୍କ ଟ୍ୟାକ୍ସ ପଇସା ବର୍ବାଦ ହଉଚି ଏଇ ମାନ ଙ୍କ କିଛି ବି କାମ ନାହିଁ 👈

  • @mayabatimajhi1847
    @mayabatimajhi1847 วันที่ผ่านมา

    କିଛି କାମ ନାହିଁ କିନ୍ତୁ ଏମାନଙ୍କ ର ରହିବା ଦରକାର ନାହିଁ । ନବୀନ ପଟ୍ଟନାୟକଙ୍କ ସମୟରେ ଭୋଟ ଲାଳସା ପାଇଁ ପଦବୀ ବାହାର କରିଥିଲେ।

  • @AmitaDigal-j6n
    @AmitaDigal-j6n 3 วันที่ผ่านมา

    ଆଜ୍ଞା ଏମାନଙ୍କର ଏମିତି କିଛି କାମ ନାହିଁ।ବେକାର କହୁଛନ୍ତି।ଲେଟିନ୍ ରୁ ଯେ ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ କାମ କରୁଛୁ। କୋଉଠି ଏମିତି କରୁଛନ୍ତି।

  • @duryodhanmahanta7766
    @duryodhanmahanta7766 5 วันที่ผ่านมา

    ଏମାନଙ୍କ କାମକୁ ସମୀକ୍ଷା କରାଯାଉ। ତାପରେ ଦରମା ବିଚାର କରାଯାଉ।

  • @rajiblochanbehera9301
    @rajiblochanbehera9301 5 วันที่ผ่านมา

    ଏ ଇ ସିଆରପି ଏମାନେ ସବୁ ବିଜେଡି ର କଳାକାର କହିଲେ ଅତ୍ରୁତି ହେବନାହିଁ, ।।

  • @manoranjanmahuri3190
    @manoranjanmahuri3190 5 วันที่ผ่านมา +2

    ନବୀନ ବାବୁଙ୍କ ଏମାନେ ଧର୍ମ ପତ୍ନୀ ଥିଲେ

  • @shubhramanyutarai4963
    @shubhramanyutarai4963 3 วันที่ผ่านมา +1

    ନବୀନ୍ ପାଇଁ ତ ପ୍ରଚାର କରୁଥିଲ . ଏବ ଯାଅ ତାକୁ କହିବ ସେ କରିବ regular

  • @GaneshNayakNayak-t6b
    @GaneshNayakNayak-t6b 5 วันที่ผ่านมา +5

    ବାଳ କାମ କରୁଛନ୍ତି

  • @angultokasanu7248
    @angultokasanu7248 วันที่ผ่านมา

    ଏମାନଙ୍କୁ ବାହାର କର କିଛି କାମ ନାହିଁ ଏମାନଙ୍କର ଖାଲି ବେକାର ସଂସ୍ଥା ଖାଲି ଇଲେ୍କେଶ୍ନ ପାଇଁ ଏମାନଙ୍କୁ ରଖିଲେ ଆଗ ନଥିଲେ କନ ହେଉନଥିଲେ ବାହାର କର ସବୁ ଇନ୍ତଭି କର ତାପର ପଇସା ମିଲବ ସବୁ ପଳାଇବେ

  • @missionexam8895
    @missionexam8895 5 วันที่ผ่านมา +1

    ସବୁ ମିଛ କଥା... ଖାଲି ପ୍ରହସନ। ଏମାନଙ୍କୁ ଗାଁ ଗାଁ ରେ ବୁଲୁଥିବା ଗୋରୁଗାଈ ଙ୍କୁ ଏକାଠି କରି ଲାଳନପାଳନ କରି ଗୋବର ଗ୍ଯାସ ପ୍ଲାଣ୍ଟ ପାଇଁ ପ୍ରେରଣା ଦିଆଯାଉ।

  • @angelicasoren
    @angelicasoren 6 วันที่ผ่านมา +2

    CRP କିଏ ? SHG ମହିଳା ମାନେ ନବୀନ ବୁଢା ପାଖ କୁ ଯାଉ

  • @niharikaray9332
    @niharikaray9332 6 วันที่ผ่านมา +6

    Amane karinahanti subhadra jojana kama michha kahuchanti

  • @sarojpradhan3973
    @sarojpradhan3973 2 วันที่ผ่านมา

    ଏମାନେ ମିଛ କହୁଛନ୍ତି ପଶ୍ଚିମ ଓଡ଼ିଶାର crp ମାନେ 6100 ଟଙ୍କା ପାଉଛନ୍ତି କାରଣ କଣ

  • @bishnupadanayak7869
    @bishnupadanayak7869 5 วันที่ผ่านมา +8

    ଏମାନେ ଭୋଟ ଆଗ ଦିନ, ଖାମ୍ ରେ 500 ପୁରେଇକି. ଲୋକଙ୍କୁ BJD କୁ ଭୋଟ ଦେବା ପାଇଁ କହୁଥିଲେ.. 🤣

  • @chaturbhujabag5095
    @chaturbhujabag5095 5 วันที่ผ่านมา +7

    ନବିନ ବୁଢା ମୁଣ୍ଡରେ ବସାଇଛି ନମାନଙ୍କ କାମ କିଛି ନାହିଁ +2 ପୁଅ ଝିଅ ରଖୁ ସରକାର CRP ଏମାନେ बीजेडी ର ଏଜେଣ୍ଡ

  • @lipankumarbiswal
    @lipankumarbiswal 4 วันที่ผ่านมา +1

    ଏ ସବୁ ଫାଲତୁ ଡ୍ରାମା ଚାଲିଛି . ସିଆରପି, ଏସେଜି. ଏ ସବୁ କିଛି ଆବଶ୍ୟକ ନାହିଁ. ମହିଳା ମିଶନ ଶକ୍ତି ର ଏ ସବୁ ନିଯୁକ୍ତି ଦେବା କିଛି ଆବଶ୍ୟକ ନାହିଁ. ଏ ସବୁ ବନ୍ଦ ନହେଲେ ହିଂସା ବାଦ ପାତର ଅନ୍ତର ବଢ଼ି ଚାଲିବ. ତୁରନ୍ତ ବନ୍ଦ କରିଦିଆ ଯାଉ. ଅଙ୍ଗନବାଡି କର୍ମଚାରୀ ସବୁ ରହିଲେ ସବୁ ଗାଁ ଗାଁ ରେ କାମ କରିବା ପାଇଁ.
    ସବୁ ଯୋଜନା ବନ୍ଦ କରିଦିଆ ଯାଉ. କେବଳ ପଇସା ବଣ୍ଟା ଯୋଜନା ଲାଗୁ ହଉ ଆମ ଓଡିଶା ଲୋକଙ୍କର ଖାଲି ଟଙ୍କା ପଇସା ଦରକାର ଆଉ କିଛି ଦରକାର ନାହିଁ. କେବଳ ପଇସା. ସବୁ ପୁରୁଣା ମଡେଲ ଯୋଜନା ବନ୍ଦ କରି କେବଳ ଗୋଟିଏ ଯୋଜନା ଚାଲୁ ହବ ବା ରହୁ ପଇସା ବଣ୍ଟା ଯୋଜନା ଆମ ଓଡିଶା ଲୋକଙ୍କର କେବଳ ଟଙ୍କା ହିଁ ଦରକାର ଆଉ କିଛି ଦରକାର ନୁହଁ.
    ସ୍କୁଲ ପିଲା ପାଇବେ.
    କଲେଜ ପିଲା ପାଇବେ.
    20 ରୁ 30 ବର୍ଷ ପିଲା ପାଇବେ 1200.
    30 ରୁ 40 ବର୍ଷ ଲୋକ ପାଇବେ 1500.
    40 ରୁ 50 ବର୍ଷ ଲୋକ paibe1800.
    50 ରୁ 60 ବର୍ଷ ଲୋକ ପାଇବେ 2000.
    ତାପରେ ଭତା ବା ପେନଶନ ହେଇଯିବ.
    60 ପାରେ.

  • @RasmitaSwain-ke4tt
    @RasmitaSwain-ke4tt 5 วันที่ผ่านมา +1

    ଯଦି ସ୍ଥାୟୀ ନିଯୁକ୍ତି ହେବ graduate ପିଲା ରଖାଯାଉ ,exam କରାଯାଉ ଏମିତି ହେଲେ ଖୁସି ଲାଗିବ

  • @UdayanandaDiggi
    @UdayanandaDiggi 6 วันที่ผ่านมา +2

    CRP ପ୍ରଥା ଉଚ୍ଛେଦ କରାଯାଉ ଏହି ମାନେ BJD ର ଛାମଛା ଗିରି କରୁଥିଲେ

  • @Skstarvlog3735
    @Skstarvlog3735 6 วันที่ผ่านมา +4

    Totaly band karajau.mbk crp .education bound karjau.ossc exam Karu .

  • @ajitsaunta8951
    @ajitsaunta8951 2 วันที่ผ่านมา

    ମିଶନ ଶକ୍ତି ବନ୍ଦ ହେଉ ,କିଛି କାମ କରୁନାହିଁ