Rok Thok Live || ରୋକ୍ ଠୋକ୍ : ବିବାଦର ଅନ୍ତ-ରିପୋର୍ଟକୁ ଅପେକ୍ଷା || 23 Sept 2024 || Argus News
ฝัง
- เผยแพร่เมื่อ 22 ก.ย. 2024
- Rok Thok Live || ରୋକ୍ ଠୋକ୍ : ବିବାଦର ଅନ୍ତ-ରିପୋର୍ଟକୁ ଅପେକ୍ଷା || 23 Sept 2024 || Argus News
#ArgusNews #RokThok #CMMohanMajhi #OdishaGovt #CrimeBranch #investigation #Police #OdishaNews #durgashish
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
TH-cam : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
Salute Argus news ku🎉🎉🎉🎉 good 👍👍
ପୁରୁଣା ଲୋକଙ୍କୁ ଛଟେଇ କରି ନୁଆ ନିଯୁକ୍ତି ହେଉ
5 ଜଣ ପୋଲିସ କୋଉ ଦିନ ଜେଲ ଯାଉଛି
ଆଉ ଥରେ ଚାକିରି ପାଇବେ
ଯାହାବି ହେଉ ରୋକ ଠୋକ ବହଳିଆ ମୁହାଁ ଗୋଧି ଚମଡା ଯୁକ୍ତ ବିଜେଡି ନେତା ମାନଙ୍କୁ ଭଲ ତରିକାରେ ଲୋକଙ୍କ ଆଗକୁ ଆଣିପାରୁଛି, ଧନ୍ୟବାଦ
ସିଧାସଳଖ ବାସି ଦେବା କଥା
ମୋହନ ମାଝି କଠୋର ହେଲେ ବିଜେଡିର କେତେ ଜେଲରେ ପଶିବେ ତାର କଳନା ନାହିଁ😅
ସିପାହୀ ( police) ବିଦ୍ରୋହ କୁ କିଏ direction ଦେଇ stage କରିଥିଲା ତାହା ମଧ୍ୟ ତଦନ୍ତ ହେବା ଦରକାର। ଯାହା ଯାହା ହେଉ ଅଛି ସବୁ ର prayajoka ଓ director BJD ଦଳର। ଏହା ମଧ୍ୟ ତଦନ୍ତ ହେବା ଦରକାର।
Bjd ku haraiba pain argus news ra bahut bada hata achhi. Bhrasta bjd jaichhi, badhia heichhi.
କିଶୋର ହୋତା ପାଗଳଟା ଦୃଗାଶିଷ ବାବୁ ତାଙ୍କୁ କାହିଁକି ଡାକୁଛନ୍ତି ଅର୍ଗସ ନିଉଜ ମାନ ହ୍ରସ ହୋଉଛି 🥺🥺🥺
Correct
Frustrated BJD Should Explian Their Action About Earlier Women Atrocities & Triple Murder.
ବାସ୍ତବ ରେ ମୋହନ ସରକାର୍ ଲୋକଙ୍କ ସରକାର୍।।ଲୋକଙ୍କ ହିତରେ ଲୋକଙ୍କ ପାଖରେ ସବୁସ୍ଥିତିରେ।।
Kishor janitha Nabin mala paryant au MLA kimba CM hoiparibe nahin manerakhith....
ଏ argus କେବଳ ଡବଲ ଇଞ୍ଜିନ ଚଲେଇବା ପାଇଁ ପୁରା ଉପଯୁକ୍ତ ।ଆଉ ଠିକ୍ ଭାବରେ ସୁରଖିତରେ ଚଲେଇବା ଜାଣିଛନ୍ତି ।
ଲୋକ ଠିକ୍ ବୁଝୁଛନ୍ତି.........
ବିଜେଡି ଅପେକ୍ଷା କରୁ,ଦେଖୁ ......ନିର୍ଲଜ ଭଳି ହେବା ଠିକ ନୁହଁ।
Jay🙏🙏🙏🙏🙏🙏🙏🙏🙏 ho🕉️🕉️🕉️
Janata ra Hiteshi Mohan Ch Majhi Ji
60 dina pare loka bhulijaithibe..
Case ra kichi habani..
Puni IIC babu aaski duty karibe..
Suspension uthijiba..
Opposite kebe dhanyabad deichanti
Puri case governor pua kn hela 😂
ଜାକୁ ଦେଖବେ ଦେଖ ସବୁ ମଘୀୟା ଏକ ବିଜେଡି ହେଉକି ବିଜେପି
Mohan sarkar asiba purvaru haunathila ki ?BJD neta answer 😅
ଅଲଜ୍ଯା କଥା.......ଵିଜେଡିର
Se ladies ta nautanki karuchi....
Etaku bjd neta karichhi kie.
ଦିଲ୍ଲୀପ ଭାଇ ଅଜିଜାହାକହିଛନ୍ତୀ ଠିକ୍ କହିଛନ୍ତି
Purba sarkar daye
Sr Sir jaha demand kale katha rahila ebe junior Sir cipahi bidroha Kariba lagi meli kaleni se b jitibe😮
Kichhi bujhi paruchha durgasis Sir🤔
Jaaniki bibad karuchhanti
Who was leaking report ?
Better cm mohan majhi sir than sleeping chief minister
There is no alternative of Mohanji in Odisha .
ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ବୋଲି ଆଜି ମନେ ହଉନି, ତୁମର ଆରମ୍ଭ ଅନେକ ଚମତ୍କାର ଥିଲା. ଲାଗୁଥିଲା ପରିବର୍ତ୍ତନର ସ୍ୱର , ହେଲେ ଆଜି ଓଡିଶା ର ଲୋକ ଅନୁଭବ କରୁଛନ୍ତି ବାଲେଶ୍ୱର ସହର ର ସମ୍ପ୍ରଦାୟିକ ହିଂସା ରେ ଗୋଟେ ବି ଭିଜୁଆଲ ଦେଖା ଗଲାନି , ରାଜ୍ୟପାଳ ଙ୍କ ପୁଅ ମାଡମାରିବା ର ଭିଜୁଆଲ ଦେଖା ଗଲାନି , ଦାଦନ ଶ୍ରମିକ ଙ୍କ ପାଇଁ ପୂର୍ବ ସରକାର ଙ୍କୁ ଅନେକ ସମାଲୋଚନା କରୁଥିଲା କୁଆଡେ ଗଲା ଦାଦନ ଶ୍ରମିକ ଙ୍କ ପାଇଁ ସେ ଦରଜି ହୃଦୟ . ମୁ ଆପଣଙ୍କୁ କହୁଛି ଜଣେ OTV ଅନ୍ୟ ଜଣେ ARGUS ଯାହା ଏବେ ଅସ୍ମିତା ଶବ୍ଦ ର ଡିଂଙ୍ଗୁରା ଆଉ ଶୁଭିବାକୁ ମିଳୁନି ......
Kishor ku kouthu dharuki anila durgasish babu ?seta kanjanichi?
ମୁଁ ଟିକେ ଖୁସି ଆମ ମୁଖ୍ୟ ମନ୍ତ୍ରୀ ପୀଡିତା ଙ୍କ ପାଖକୁ ଯାଇ ବିଶ୍ବାସ ଦେଇଛନ୍ତି । ଯଉ ଦିନ ପୀଡିତା ଙ୍କୁ ନ୍ୟାୟ ମିଳିବ ମୁଁ ବହୁତ ଖୁସି ହେବି । ଖାଲି ବଡ ବଡ ଲୋକଙ୍କ ପ୍ରତି ଅନ୍ଯାୟ ହେଲେ ବିଶ୍ବାସ ଦେଇ ନ୍ୟାୟ ଦେବା ତା ନୁହେ । ସବୁ ଜନସାଧାରଣଙ୍କ ପ୍ରତି ଅନ୍ୟାୟ ହେଲେ ପାଖକୁ ଯାଇ ବିଶ୍ବାସ ଦେଇ ନ୍ୟାୟ ଦେବା ଉଚିତ୍।
Who was leaking report ? Ankita has been penalised as she had gone to Jail now on bail . Why All police officers suspended should have in Jail on FIR . They can approach court
Sabu dosha dekha jauchhi police staff ra
Aeitaku kie dakila ? Emiti lokaku studio ku daki kahinki nijara weight down karuchanty ?
ASO ଙ୍କୁ ମାଡ଼ ଯେତେବେଳେ ହୋଇଥିଲା ସେତେବେଳେ ଅଃର୍ଗୁସ ନିଉଜ ଚାଁନେଲ କେତେଥର ପ୍ରସାର କରିଥିଲା ଏବଂ ବିଜେପି ସରକାରଙ୍କୁ କେତେଥର ପ୍ରଶ୍ନ କରିଥିଲା ତାହା ଓଡିଶା ବସି ଜାଣିସାରିଲେଣି ଆଜି ଆସିଛନ୍ତି ସଫେଇ ଦେବାକୁ।ଛାଡ ହୋ ହାଇକୋର୍ଟ ଦେବ ନ୍ୟାୟ ତମେ ସବୁ କାହାଣୀ ବନ୍ଦ କରି ଆରାମ ନିଅ।କାହୁକୁ ଯଦି ନ୍ୟାୟ ଦେଇପାରିବନି ତାହେଲେ ଚାଁନେଲ ଚଲେଇବା ଯୋଗ୍ୟ ନୁହେ।
SEI 7 JONO RATI 1 RE KN KORUTHILE ...TANKO B VIDEO B KHOJA JAU...AU THANA RE SEI JHIO B VIDEO KORITHILE SEITA B BAHARE ONA GOLE SOBU SOMADHAN ABO .
BJD ଵାଲା ପାଗଳ ଭଳି କ'ଣ ଗପୁଛ
nanamuni nanamata janata pagala
Bjd re kete Jana police saspend heithile
alajuka bjd naba das ku marichanti
Argus chanell Khali nabin nabin heuchi
Tike sikhe nabin
Godi media, godi reportr. 3hr heigala 10 k views helani, paisa ta kie dauchi . Dharama & company???
Nabin patanayalk .randa khali haleba.
bjd thopa chadichi tenu dai bjp sarakar tenu nejara kalkarmakubhabu bjd
ଏ argus news କେବଳ ତେଲ ମରା କଥା କହୁଛି l ଇଏ ନିରପେକ୍ଷ ସମ୍ବାଦ ଦେଇପାରୁନି ll ଖାଲି BJP ର ପ୍ରଚାର ରେ ଲାଗିପଡ଼ିଛି
ଆଉ ନନ୍ଦିଘୋଷ