Special Story | Demolition At Market In Bhubaneswar Leaves Over 500 Families Bereft Of Livelihood

แชร์
ฝัง
  • เผยแพร่เมื่อ 11 ก.ย. 2024

ความคิดเห็น • 2.3K

  • @jitendas6522
    @jitendas6522 2 ปีที่แล้ว +172

    ବିକାଶ ହେଲା , ଏବେ ଦଦାନ ବଢିବେ !
    ନଂ ୧ ଦଦାନ ଚାଲାଣକାରୀ ରାଜ୍ଯଭାବେ ପୁରସ୍କାର ପାଇବ ଆମ ରାଜ୍ଯ !

    • @Yashyt144
      @Yashyt144 2 ปีที่แล้ว

      Ebe sudhuri ja🙏🙏🙏

    • @odiavlogs7476
      @odiavlogs7476 2 ปีที่แล้ว +1

      e ama nabina no 1 lajys nhi hie no 1 kruchi

    • @suprajdigal9870
      @suprajdigal9870 2 ปีที่แล้ว +1

      Orm k6my

  • @jirimiyamajhi9933
    @jirimiyamajhi9933 2 ปีที่แล้ว +367

    କେବେ ଚେତିବ ଏ ଓଡିଶାର ଜନତା ,ଗୋଟିଏ ଦଳ ହିଁ ବର୍ଷ ବର୍ଷ ଧରି ଶାସନରେ ରହିଲେ ଏମିତି ହୁଏ,କାରଣ ଏଟି ଏକ ଛତ୍ରବାଦ ସାଶନ ଚାଲିଛି..

    • @Rajrocky
      @Rajrocky 2 ปีที่แล้ว +18

      Jia b oppose kariba Sia 1000 case khaibo Bhai .. au kichi milibani .. Sala odisha ku bikiki khaidebe

    • @binapanipanda9368
      @binapanipanda9368 2 ปีที่แล้ว +11

      ପୁରା ହିଟଲର ଶାସନ ଚାଲିଛି

    • @gdsexploitation1290
      @gdsexploitation1290 2 ปีที่แล้ว +4

      BDA plot saadhaaran loka 25/26lacs deiki kiniba ie maaghie maaganaa re rahibe

    • @papalipapali5978
      @papalipapali5978 2 ปีที่แล้ว +4

      Right bro bjd hatiba darkar

    • @nrusingha8212
      @nrusingha8212 2 ปีที่แล้ว +2

      Aau Gujarat re kn chalichi bhai
      Rama rajya?

  • @sudhansusekharsahu9968
    @sudhansusekharsahu9968 2 ปีที่แล้ว +160

    ଅତ୍ୟନ୍ତ ଦୁଃଖଦ ଘଟଣା.... ଏହା ଏକ ରାଜନୈତିକ ଆକ୍ରୋଶ.... ଏକଚାଟିଆ ଶାସନ ଚାଲଛି... ଏଥି ପାଇଁ ଦାୟୀ ଆମେମାନେ.... ଏବେ ସମୟ ଆସିଯାଇଛି ସ୍ବେଛାଚାରୀ ସରକାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର....

    • @gdsexploitation1290
      @gdsexploitation1290 2 ปีที่แล้ว +2

      BDA plot saadhaaran loka 25/26lacs deiki kiniba ie maaghie maaganaa re rahibe

    • @Odiastatus656
      @Odiastatus656 2 ปีที่แล้ว

      Au kn haba 5 barsa puni mareiba

  • @prasantanath4718
    @prasantanath4718 หลายเดือนก่อน +2

    ଗରିବ ଲୋକମାନଙ୍କର ଲୁହ ନିଶ୍ଚୟ ପଡ଼ିବ ଏ ସରକାରଙ୍କ ଉପରେ। । ଗରିବ ଲୋକମାନଙ୍କୁ ଖୁସି ଦେବା ପରିବର୍ତ୍ତେ ଦୁଃଖ ଦେଉଛି ଏ ସରକାର ।

  • @tpmediaentertainment7608
    @tpmediaentertainment7608 2 ปีที่แล้ว +62

    ଯୋଉ ସରକାର କ୍ଷମତା ଅହଙ୍କାର ପାଇଁ ଗରିବଙ୍କୁ ଶୋଷଣ କରି ନର୍କ କଷ୍ଟ ଦେଇ ଆସୁଛି ତାକୁ ଆଗାମୀ ନିର୍ବାଚନରେ ପ୍ରକୃତ ଜନଶକ୍ତି ଦେଖାଇ ଦିଆ ଯିବା ସମୟ ଆସି ଯାଇଛି...

  • @prithvirajnaik6100
    @prithvirajnaik6100 2 ปีที่แล้ว +223

    ଭୋଟ ଦେଇନଥିଲେ ସେମାନେ ଭଲ କରିଥିଲେ। ଏବେ ଆମେ ବି ଦବୁନି। ଦେଖିବା ତମେ କେତେ ଦୋକାନ ଏମିତି ଭଙ୍ଗୁଚ।😡😡😡😡😡😡😡😡😡😡😡😡

    • @gdsexploitation1290
      @gdsexploitation1290 2 ปีที่แล้ว +7

      Bulldozer🚜🚜🚜 baba jindaabaad

    • @gdsexploitation1290
      @gdsexploitation1290 2 ปีที่แล้ว +5

      BDA plot saadhaaran loka 25/26lacs deiki kiniba ie maaghie maaganaa re rahibe

    • @Sipun187
      @Sipun187 2 ปีที่แล้ว +1

      Se.. Mg.. Nku. Khali.. Mada.. Darkar..

    • @bijukhadia64
      @bijukhadia64 2 ปีที่แล้ว +2

      Thik kahucha bhai

    • @papalipapali5978
      @papalipapali5978 2 ปีที่แล้ว +1

      Mu bi dabini

  • @prabirjena2147
    @prabirjena2147 2 ปีที่แล้ว +102

    ଗରୀବ ଲୋକଙ୍କ ଲୁହ ପଡ଼ିଲେ କଣ ହେବ ଜାଣିଛ, ତମର ମଧ୍ଯ ପିଲା ଛୁଆ ଅଛନ୍ତି, ପୋକ ମାଛି ହୋଇ ମରିବ l

    • @VANSHAJ235
      @VANSHAJ235 2 ปีที่แล้ว

      Bala ta heba kichi hebani😂😂BJD ku vote dela setebele patire bala pasi jaithila kii😂

  • @binapanipanda9368
    @binapanipanda9368 2 ปีที่แล้ว +496

    ଓଡ଼ିଶାରେ ଏବେ ବ୍ରିଟିଶ ଶାସନ ଚାଲିଛି ଏବଂ ଏଥିପାଇଁ ଆମେ ସମସ୍ତେ ହିଁ ଦାୟୀ ରହିବୁ। ମନ ଖୋଲି ବିଜେଡି କୁ ଭୋଟ୍ ଦେବା ର ପରିଣାମ ଆମକୁ ହିଁ ଭୋଗିବାକୁ ପଡ଼ିବ ନା ନାହିଁ ? ଜୟ ଜଗନ୍ନାଥ 🙏

    • @pratapkaran9990
      @pratapkaran9990 2 ปีที่แล้ว +9

      Thik kahicha 😰😰yanka luha padiba

    • @sunamarandi2089
      @sunamarandi2089 2 ปีที่แล้ว +12

      ମଦ ମାଂସ ଟଙ୍କା ର କରାମତି

    • @sarojjenacoolboy9429
      @sarojjenacoolboy9429 2 ปีที่แล้ว

      😭😭😭😭😥😥😥😥😥😥🙏🙏🙏he pravu abatar nei e sala nabin ku maro

    • @ajaykumarpradhan6330
      @ajaykumarpradhan6330 2 ปีที่แล้ว +18

      ଯେତେ କହିଲେ ଏ ଅଇଁଠା ଖିଆ କୁକୁର ମାନେ ସୁଧୁରିବେନି

    • @baktitsonnas6717
      @baktitsonnas6717 2 ปีที่แล้ว +9

      Vote dio gandi marao

  • @malayakumarparida6377
    @malayakumarparida6377 2 ปีที่แล้ว +14

    ଖେତି ପୁରଣ ଦିଆ ଜାଉ....🙏🙏🙏🙏🙏🙏

  • @papunitu6073
    @papunitu6073 2 ปีที่แล้ว +5

    ଜୟ ଜଗନ୍ନାଥ. ଆମେ ପରା ଓଡ଼ିଆ ..............

  • @jitendracool256
    @jitendracool256 2 ปีที่แล้ว +128

    ସେ କେବେ ଟଙ୍କାଟିଏ ର ମୂଲ୍ୟ ବୁଝି ନାହି ତେଣୁ ଏହିଭଳି କାମ କରିଛନ୍ତି....ସେ କନ ଗରୀବ ର ଦୁଃଖ ବୁଝିବ....ଛିଃ ଛିଃ ଛିଃ.... ଏଇ କନ ବିଜେଡ଼ି ର ଶାସନ....

  • @ashuthemech
    @ashuthemech 2 ปีที่แล้ว +83

    ଓଡିଶା, ଏବେ ବୁଝିଯାଓ ବିଜେଡି ବର୍ତ୍ତମାନ କେତେ dangerous. stop voting for BJD as they have turned full goonda.

    • @pklovecreation6513
      @pklovecreation6513 2 ปีที่แล้ว +1

      Right.....

    • @rudrakhuntia5583
      @rudrakhuntia5583 2 ปีที่แล้ว +2

      yes right and same for BJP in center

    • @ashuthemech
      @ashuthemech 2 ปีที่แล้ว

      @@rudrakhuntia5583 You are right, but at least there are people in center with some brain unlike here in BJD, where brain is used only to practice corruption.

  • @dibakarmurmu629
    @dibakarmurmu629 2 ปีที่แล้ว +86

    So pathetic 😢. ବିନା ନୋଟିସରେ କେମିତି ଭାଙ୍ଗିଦେଲେ ?

    • @tornado284
      @tornado284 2 ปีที่แล้ว +5

      aji jaen samaste kuhanti notice milini bali

    • @dhanuramsoren4943
      @dhanuramsoren4943 2 ปีที่แล้ว

      Bhala kala

  • @mahakaal_k_bhakt752
    @mahakaal_k_bhakt752 2 ปีที่แล้ว +25

    ମାଗିଆ ତମକୁ ଧର୍ମ ସାହିବ ନି ରେ😭😭😭

  • @internationalshmfriendsuni7490
    @internationalshmfriendsuni7490 2 ปีที่แล้ว +9

    ମନମୁଖୀ ଶାସନ ।ଓଡ଼ିଶା ବାସୀ ଏକ ହୁଅ ।ବିରୋଧ କର ।

  • @chittaranjandash4178
    @chittaranjandash4178 2 ปีที่แล้ว +50

    କେବେ ଚେତିବେ ଓଡିଆ ମେଣ୍ଢା ? ଭଲରେ ଚିହ୍ନ ଗେଣ୍ଡା ମାଘିଆଙ୍କୁ !ଆସ ଗେଣ୍ଡା ପତକା ଧରିବା ଆଉ ଓଡିଶାକୁ ଲୁଟିବା !

  • @mahaveergurukul5138
    @mahaveergurukul5138 2 ปีที่แล้ว +36

    ଏମିତି କରାଯାଏନି.... ନିଶ୍ଚିନ୍ତ ପ୍ରତିଶୋଧ....

  • @maheshdalai2401
    @maheshdalai2401 2 ปีที่แล้ว +60

    ପ୍ରଥମେ ସେମାନଙ୍କ ଥଇଥାନ କରିବା କଥା । ତାପରେ ଯାହା କରିବା କଥା । ହେତେ ଲୋକ ଏବେ କଣ କରିବେ ? ସରକାର କୁ ଧିକ ।

  • @amareshjena7886
    @amareshjena7886 2 ปีที่แล้ว +5

    ଏ ନୀୟୁଜୁ ଦେଖିଲେ ଆଖିରୁ ଲୁହ ଆଶୀ ଜାଓଛୀ 🍁🙏🙏🙏

    • @VANSHAJ235
      @VANSHAJ235 2 ปีที่แล้ว

      Luha kain asuchi 😂😂Paisa khaiki odisha ra murkha loko BJD ku vote debe...au asubidha asile kandile amaku dukha kain lagiba🤔

  • @anubhav0by0
    @anubhav0by0 2 ปีที่แล้ว +6

    Very good initiative by BDA and government of Odisha. This will prevent Bhubaneswar from turning into a Slum city

    • @souravbehera5875
      @souravbehera5875 2 ปีที่แล้ว

      Demolition on encroached govt. Land is not bad and illegal.... But overnight demolition without proper... advance notification... Is just ... Heinous....!!!

    • @anubhav0by0
      @anubhav0by0 2 ปีที่แล้ว

      @@souravbehera5875 what is heinous? Claiming what is yours (the government's) is wrong. What about the income they have generated over years without paying taxes? They should have used that illegally generated income to buy a piece of land legally.

  • @rsofficial3268
    @rsofficial3268 2 ปีที่แล้ว +54

    କଳେ ବଳେ କୈଶଳ ଶାସନ ରହିବା ପାଇଁ ଚାହୁଁଛି ବିଜେଡି । ସେ ଶାସନ ରେ ରହିବା ପାଇଁ କିଛି ବି କରିପାରେ । ଏହା ତ ନିମିସ ମାତ୍ର ଆଗକୁ ଦେଖ କଣ ହଉଛି ।

    • @kishore6469
      @kishore6469 2 หลายเดือนก่อน

      What about governer son and bjp sleeping.

  • @sushantakumarpradhan1719
    @sushantakumarpradhan1719 2 ปีที่แล้ว +50

    ବିଜେଡି ନେତାଙ୍କ ଡ୍ରାମା ହେଲେ ତାଙ୍କର ଭୁଲୁ ନାହିଁ ଆମେ ଭୋଟ ଦେଲା ବେଳେ ଚିନ୍ତା କରି ଭୋଟ କାହାକୁ ଦବା ଚିନ୍ତା କରିନଥିଲେ, ଆଜିର କଳିଯୁଗର ରାବଣ, କଂସ, ମହିଷାସୁର ରୂପରେ ନେତା ମାନେ ଆବ୍ରିଭାବ ଓ କଳି ଯୁଗରେ ପାପର ଜୟ।

  • @dillipbhoi758
    @dillipbhoi758 2 ปีที่แล้ว +57

    ଆପଣ ମାନଙ୍କ ଅଭିଶାପ ନିଶ୍ଚିତ ଭାବରେ ‌ପଡିବ, ଅପେକ୍ଷା କର

  • @gudubaral2278
    @gudubaral2278 2 ปีที่แล้ว +8

    ଏଥର common man କୁ gun ଧରିବାକୁ ପଡିବ ତେବେ ଯାଇ ଏ ମଘୀହାଁ ସରକାର ଓ ତାଙ୍କ ସରକାରୀ officer ମନେ ବାଟକୁ ଆସିବେ.

  • @vlogforu3131
    @vlogforu3131 2 ปีที่แล้ว +18

    Change in politics required in odisha other wise every district every village will face same problem in future

  • @sagarpatra8957
    @sagarpatra8957 2 ปีที่แล้ว +125

    ବିଜେଡି ବାଲା ଙ୍କୁ ଆହୁରି ଭୋଟ ଦିଅ ସବୁ ଠିକ୍ ହେଇଯିବ।

    • @tornado284
      @tornado284 2 ปีที่แล้ว +3

      Ta kahaku dele sabu thk heijiba seita ta kahilani kichi 😜😜😜

    • @onlymusiclover929
      @onlymusiclover929 2 ปีที่แล้ว

      ବାବୁ ରେ ତୁ କହ କାହାକୁ ଭୋଟ ଦେବା

    • @kishormuduli304
      @kishormuduli304 2 ปีที่แล้ว

      Han han

    • @bhikaripradhan6203
      @bhikaripradhan6203 3 หลายเดือนก่อน

      ନା ତମେ ଜାହକୁ ଭୋଟ ଦେଈଛ ସେ ରୋଜଗାର ଦବ କିଛି ଅସୁବିଧା ନାହିଁ

  • @durgaprasadsahu6737
    @durgaprasadsahu6737 2 ปีที่แล้ว +483

    ଆଜି ଆମ ରାଜ୍ୟର ସାଢେ ଚାରି କୋଟି ଲୋକଙ୍କ ପାଇଁ କଳାପାହାଡ଼ ସାଜିଛି ବିଜେଡି ଦଳ ।

    • @VlogingSantos
      @VlogingSantos 2 ปีที่แล้ว +10

      Yes

    • @aswinikumarnayak2587
      @aswinikumarnayak2587 2 ปีที่แล้ว +7

      Bass ebe bujhile

    • @subratkumarsahoo4029
      @subratkumarsahoo4029 2 ปีที่แล้ว +12

      Yea MG Sarkar Badaliba DarKar

    • @Zamzamm8973
      @Zamzamm8973 2 ปีที่แล้ว +7

      Total bjd.. Odisha ku g mari safa karidia

    • @binapanipanda9368
      @binapanipanda9368 2 ปีที่แล้ว +8

      ଓଡ଼ିଶାରେ ଏବେ ବ୍ରିଟିଶ ଶାସନ ଚାଲିଛି ପରା

  • @prasantabehera5654
    @prasantabehera5654 2 ปีที่แล้ว +27

    ଯେଉଁ ଶଳା ର ଆଦେଶରେ ଏହିଭଳି କାମ ହୋଇଛି I ସେହି ଶଳା କୁ ନିଲମ୍ବନ କରାଯାଉ

    • @Odiaranjan848
      @Odiaranjan848 2 ปีที่แล้ว

      Nilamba taku prasand jagave vali darkar

    • @bhabanisankar1397
      @bhabanisankar1397 2 ปีที่แล้ว

      ସେ ଷଳାର ଘରେ ନାଗସାପ ପଶିକି ତାକୁ ଚୋଟ ମାରିଦଉ

  • @kashyapayan8841
    @kashyapayan8841 2 ปีที่แล้ว +6

    କିଛିଦିନ ପରେ ଏ ଦୁଃଖକୁ ସମସ୍ତେ ଭୁଲିଯିବେ, ରୁଲିଙ୍ଗ ପାଟି ସହିତ ସବୁ ରାଜନୈତିକ ଦଳ ଏହା ଜାଣିଛନ୍ତି, ତେଣୁ ସାମୟିକ ଚିତ୍କାରର କିଛି ମୂଲ୍ୟ ନାହିଁ।

  • @GibiyamRaita
    @GibiyamRaita 3 หลายเดือนก่อน +3

    ଆଉ ବିଜେଡି ଜିତିଲେ ଶୟତାନ ପରି କାମ କରିବ

    • @dibakarsethi4802
      @dibakarsethi4802 2 หลายเดือนก่อน

      Saitan maghiya bjp hela fake news dakhiki tu pagolo pore kn hauchhu

  • @krushnamohansahoo5633
    @krushnamohansahoo5633 2 ปีที่แล้ว +16

    ମୁଁ ବହୁତ ଖୁସି, ବ୍ୟସ୍ତ ହୁଅନି ଆହୁରି ଅଛି 😡😡😡😡

  • @ganugamango6128
    @ganugamango6128 2 ปีที่แล้ว +43

    ଆମ ରାଜ୍ୟ ବିଜେଡି ପାର୍ଟି କେବେ morder cash କେବେ ଲୋକମାନଙ୍କ ଉପରେ ହତ୍ୟା ଚାର ଏ କି ପ୍ରକାର ଶାସନ

    • @litubehera5097
      @litubehera5097 2 ปีที่แล้ว +1

      Aay bjp sadhu

    • @litubehera5097
      @litubehera5097 2 ปีที่แล้ว +1

      Chasi upare gadi chadhe marile
      Saita bhala

    • @user-yr1hq5ei7d
      @user-yr1hq5ei7d 3 หลายเดือนก่อน

      Tumaghea. Kia. B. J. P. Kahibaku. Toghara. Ghea. To. Ghostira. Ghea. Bedha. Chua. ​@@litubehera5097

  • @vlogsofvanikshetra
    @vlogsofvanikshetra 2 ปีที่แล้ว +43

    ଏକଛତ୍ରବାଦ ଶାସନ ଚାଲିଛି ଏ ରାଜ୍ୟ ରେ

  • @prafullatripathy7138
    @prafullatripathy7138 หลายเดือนก่อน

    ଭଗବାନ ଏମାନଙ୍କୁ ଉଚିତ୍ ସାସ୍ତି ଦେବେ

  • @skumar7960
    @skumar7960 2 หลายเดือนก่อน +1

    ଏମାନେ ଗରିବ ନୁହଁନ୍ତି, ପ୍ରକୃତରେ ଯେଉଁ ମାନେ ଗରିବ ସେମାନେ ସବୁଦିନ ଗରିବ ହୋଇ ରହିଛନ୍ତି,

  • @bestcreations60
    @bestcreations60 2 ปีที่แล้ว +35

    ନବିନ କୁ ଭୋଟ ଦିଅ।ହେବ ଜାଣିଲ BJDକୁ

  • @sjcreation598
    @sjcreation598 2 ปีที่แล้ว +48

    ଅଧିକ ଦିନ ଧରି ଯିଏ ବି କୌଣସି ସ୍ଥାନ ରେ ରହିବ ସିଏ ତାର ପ୍ରଭାବ ଦେଖେଇବା 😂😂😂😂ବେଶୀ ଦିନ ରହିଲାଣି ସରକାର ଏବେ ଯିବା ପାଇଁ ଅନୁମତି ମାଗୁଛି...!!

  • @uttamnatwork3484
    @uttamnatwork3484 2 ปีที่แล้ว +33

    ଏମାନଙ୍କ ଅଭିଶାପ ରେ ଜୀଏବି ଦୂଷି ଥିବେ ସଂପୂର୍ଣ ବିନାଶହୋଇଜେବେ!

  • @maaparbati4954
    @maaparbati4954 2 ปีที่แล้ว +2

    Fantastic aisa hona chahiye all Odisha me

  • @user-tl7hn5yc7k
    @user-tl7hn5yc7k หลายเดือนก่อน +1

    ଆରେ ଭାଇ ଏବେ ଯାହା ହେଉଛି ସବୁ ଠିକ ହେଉଛି
    ଟଙ୍କା, ଆଉ ମଦ ପାଇ ଆପଣ ମାନେ ନିଜର ମୁଣ୍ଡ କୁ ବିକିଦେଲେ,
    ଏବେ କାନ୍ଦିଲେ କିଛି ଲାଭନାହିଁ

  • @xyz4848
    @xyz4848 2 ปีที่แล้ว +20

    Odisha ବାସୀ ଆପଣ ମାନେ ଖୁସି ତ!!!!
    ଆଗକୁ 2024 ଆସୁଛି ସଚେତନ ହୁଅ ନହେଲେ
    ଗାଣ୍ଡି ମରାଅ

  • @kshirodbhokta9678
    @kshirodbhokta9678 2 ปีที่แล้ว +28

    ଭୁବନେଶ୍ୱର ଲୋକ ଖରାପ ଯଦି ଦମ୍ ଅଛି ଆଇନ୍ ଙ୍କୁ ହାତକୁ ନେଇ ସେ ମେୟର କୁ ଗୁଳି କରି ହତ୍ୟା କର ଖାଲିରେ ଦେହରେ ନିଆଁ ଲଗେଇ ଦେଇ କଣ ହବ

    • @user-rj3is8rr7f
      @user-rj3is8rr7f 3 หลายเดือนก่อน

      Esbu pandiyan raa chal guli mara

  • @lokanathnayak7844
    @lokanathnayak7844 2 ปีที่แล้ว +34

    ଫୁଲ ଫୁଟିବ ଓଡ଼ିଶାରେ

  • @urmilaraika9036
    @urmilaraika9036 3 หลายเดือนก่อน +1

    ଯିଏ ଭାଙ୍ଗୁଛି badhe ତାର ହୃଦୟ ହିଁ ନାହିଁ

  • @susantarana587
    @susantarana587 2 ปีที่แล้ว +2

    God tanku tik sikhya debe bhai mane au Bjd ku vhot diyani God bless you all❤🙏❤🙏❤🙏 har har mahadeb omm nomho sibaya ❤🙏❤🙏❤🙏

  • @Dalai143
    @Dalai143 2 ปีที่แล้ว +18

    ସାବାସ ଓଡିଶା ସରକାର ବହୁତ ବଡ଼ ପ୍ରଶଂସାଯୋଗ୍ୟ କାମ କରିଛ,ଏମିତି ରାଜ୍ୟରେ ରହିବା ବଦଳରେ ବୋଧେ ପାକିସ୍ତାନରେ ରହିବା ଭଲ...

    • @tohfa420
      @tohfa420 2 ปีที่แล้ว +1

      Jauna

  • @sreejoynayak5167
    @sreejoynayak5167 2 ปีที่แล้ว +43

    This is very sad to see the 500 families pain

    • @anubhav0by0
      @anubhav0by0 2 ปีที่แล้ว

      So you mean illegal encroachment should be allowed… ? This is a great initiative by government

    • @frostdeity9881
      @frostdeity9881 2 ปีที่แล้ว

      @@anubhav0by0 so government should come up with a plan before demolition

    • @anubhav0by0
      @anubhav0by0 2 ปีที่แล้ว

      @@frostdeity9881 encroachment on government land should be made equivalent to playing with fire. Fire never comes with a warning, so should the demolition plan.

    • @frostdeity9881
      @frostdeity9881 2 ปีที่แล้ว

      @@anubhav0by0 What? If Government is fire then what are the people? Servants?
      Those were business establishments, people were earning and spending which is good for our state but if you're okay with 500 shop owners and family starts begging in capitals street then it's fine by me.

    • @anubhav0by0
      @anubhav0by0 2 ปีที่แล้ว

      @@frostdeity9881 Are these business good for the state? NO. They do not pay any taxes so no money from them goes to the government. The need of people could have been satisfied by another bonafide shop legally constructed and paying taxes. Do you think they would be paying the electricity department for the lights and fan ? NO. I would say that all slums and encroachment be completely eradicated from Bhubaneswar without notice. I do not pity these people. They are like leeches, sucking our blood. Getting subsidies out of the income tax we pay.

  • @aloknayak9917
    @aloknayak9917 2 ปีที่แล้ว +33

    ଦାଦନ ଯୋଜନା ର ଶୁଭାରମ୍ଭ କରିଛନ୍ତି india no 1 cm ନବୀନ ପଟ୍ଟନାୟକ l

  • @chandankumarranasingha9280
    @chandankumarranasingha9280 2 ปีที่แล้ว +1

    ଏଇ ଭୋଲିଆ ଭ୍ରଷ୍ଟାଚାର ମନନକ ପାଇଁ ଓଡ଼ିଶା ସାରା ଭାରତ ରେ ଗୋରିବୋ ରାଜ୍ୟ ଥିଲା ଆଉ ଆଗୋକୁ ବି ରୋହିବୋ। JAY HIND✊

  • @sarojkumarsahu3805
    @sarojkumarsahu3805 2 ปีที่แล้ว +9

    ଛି ଛି ପ୍ରଶାସନ ତୁମର ଶାସନ

  • @technicalrajeeb1372
    @technicalrajeeb1372 2 ปีที่แล้ว +16

    ଏଥର ନବୀନ ବାବୁଙ୍କର ଟେକିକି ଧର
    ମୁଁ ଗର୍ବିତ ମୋ ଓଡ଼ିଆ ସବୁଠୁ ପଛରେ
    ମନ୍ତ୍ରୀ ଯିବେ ଆଗେଇ ଓଡ଼ିଶା ଯିବ ପଛେଇ

  • @Sometimes_123
    @Sometimes_123 2 ปีที่แล้ว +19

    Se ଡ଼୍ରାଇଭର ଟା ମଣିଷ ନା ରାକ୍ଷସ 😭😭😭😭 ବିଜେଡି ଯେତେ ଦିନ ଥିବ ଏମିତି ହିଁହେବ

  • @user-lh3pj4yu3u
    @user-lh3pj4yu3u หลายเดือนก่อน

    Dhani ku shaya gariba ku ehi Daya jaaya jagarnatha

  • @satyapradhan9616
    @satyapradhan9616 2 หลายเดือนก่อน

    ଆଉ ଚାଲିବନି ତୁମର ମନମାନି ମାଟି ଖୋଲିକି ଚେର ସବୁ କାଢି ବାକୁ ପଡିବ ଗୋଟେ ଚେର ରହିଲେ ବି ସେ ଆଉ ଗୋଟେ ଜାଗାରେ ଗଛ ହାଇଯାଉଛି ଡଙ୍କାରୀ ଗଛ ପରୀ ଜାଗ ଗ୍ରାହକ ଜାଗ 🙏🙏🙏

  • @susilbehera3854
    @susilbehera3854 2 ปีที่แล้ว +14

    BJD ର ଶାସନ ଓଡ଼ିଶାରେ ଏତେ ଅତିଷ୍ଟ ହୋଇ ଗଲାଣି । ଗରିବ ଲୋକଙ୍କ ଲୁହ ଏମାନଙ୍କୁ ଦେଖା ଯାଉନି । ଏମାନଙ୍କ ମୂଳ କାଟି ଦେବା ଦରକାର

  • @timepasswithguruji3636
    @timepasswithguruji3636 2 ปีที่แล้ว +23

    ଯୋଉ ଲୋକ ଏନ୍ତୀ ସରକାର କୁ ଭୋଟ ଦେଇ ଶାସନ gadire ବସେଇ ଚନ୍ତି ସେ ଏବେ ବହୁତ ଖୁସି ତ ଯେଉଁମାନେ ସେ ହାଟରୁ ସଉଦା ଅନୁ ଥିଲେ ସେ ବୋଧ ହୁଏ କେବଳ ବିଜେପି ଲୋକ ଥିଲେ ବିଜେଡି ଲୋକ jauna ଥିଲେ ସେ ହlଟକୁ

    • @gangadhardalei7734
      @gangadhardalei7734 2 ปีที่แล้ว

      ବହୁତ ସୁନ୍ଦର

    • @kailashchsutar1195
      @kailashchsutar1195 2 ปีที่แล้ว

      ନାଇଁ ସେମାନେ ବି ଆସୁଥିଲେ !
      ପଇସା ନ ଦେଇ ଖାଇଯାଉଥିଲେ ।
      ସେହି ପଇସା ମାଗିବା ଘଟଣାରୁ ,ପରା ଏତେ ବଡ କାଣ୍ଡ !

  • @sambithota7950
    @sambithota7950 2 ปีที่แล้ว +44

    Should file in human right commission against all the responsible.

  • @user-kp9so8vk5t
    @user-kp9so8vk5t หลายเดือนก่อน

    ଆରେ ଓଡି ଶା ବାସୀ ବୃନ୍ଦ,ସାହାସୀ ହୁଅ ନ୍ୟାୟର ଭିକାରୀ ହୁଅନି,ନ୍ୟାୟର ଅଧିକାରୀ ହୁଅ ,ସରକାରକୁ ଯୋତାରେ ପିଟ ସବୁ ସମାଧାନ ହେବ,ନିଜ ଅଧିକାର ନିଜେ ତିଆରି କର ଭୟ କରନି ,ଭଗବାନ ସର୍ବୋଦା ସାହସୀ ଓ ନ୍ୟାୟବାନ ସହ ରୁହନ୍ତି,ଦିନେ ଏ ସରକାର ଭାଙ୍ଗିଯିବ ଆପେ ଆପେ ,ସରକାରୀ ମାନଙ୍କୁ ଶେଷରେ ନରକ ଭୋଗ ଲେଖା ହେଉଛି,କାରଣ ପାଳି ସମସ୍ତଙ୍କର ଭାଇ ତେଣୁ ବୀର ହୁଅ ।ଭାଙ୍ଗ ସବୁ ଥାନାକୁ ଓ କୋର୍ଟକୁ,ମରିବ ତ ଦିନେ ନା ଦିନେ ମରିବା ,ହେଲେ ଭୟ କାହିଁକି ,ଯୂଦ୍ଧ କର ।

  • @satyasingh3148
    @satyasingh3148 หลายเดือนก่อน +1

    ଦେଖିକି ବଡ ଦୟା ଲାଗୁଛି ଲୋକକୁ ଦେଖି , ଦୋକାନ ଭାଙ୍ଗିଗଲା ପଛେ ଯିଏ ଭାଙ୍ଗିଲା ତାକୁ ଅଟକେଇଲେ ନାହିଁ କି ମାରିଲେ ନାହିଁ । ଏତେ କ'ଣ ଡରୁଛ ଯେ ନିଜେ ବିରୋଧ ନକରି ତେଲ ଢାଳୁଛ ନିଜ ଉପରେ । suicide କରିଲେ ସମାଧାନ ହେବନି revenge ଦରକାର । ସରକାର କୁ କଣ ଡରୁଛ ?

  • @2doo860
    @2doo860 2 ปีที่แล้ว +4

    କିଛିନାଇଁ ଆମ ଓଡିଶା ବାସୀଙ୍କୁ ଏହା ଭଲ ଲାଗୁଛି ।
    ସେଥିପାଇଁ ତ ଆମ ଓଡିଶାବାସୀ ଙ୍କୁ ଏମିତି news ଏବଂ ନେତା ଦରକାର ।

  • @prasantapattanaik862
    @prasantapattanaik862 2 ปีที่แล้ว +27

    In Congress time we had seen that poor people who had occupied Gochar or Govt land were fined after a Misc Case by Revenue Deptt n d land was being recorded in d name of d occupant But now a days poor people having no shelter are finding no place to sit where as rich n powerful persons are having acres of valueable lands What a foolish thought

  • @srimantamunarout1094
    @srimantamunarout1094 2 ปีที่แล้ว +21

    ଆଉ କେତେ ଦିନ ଏଭଳି ଅନ୍ୟାୟ ,ଅତ୍ୟାଚାର , ଶୋଷଣ ଶାସନ ଚାଲିବ । ଏ ଭଳି ସରକାର ଙ୍କୁ ପେଟ୍ରୋଲ ଜାଳି ନି ଆଁ ଲଗେଇ ଦେବା ଦରକାର ।

  • @youngistanworld2019
    @youngistanworld2019 2 ปีที่แล้ว +2

    We stand with them....Cm should clarify ...matter happened 10 km away from cm niwas

  • @kalishparida8069
    @kalishparida8069 หลายเดือนก่อน

    ଭଲ ହେଇଛି

  • @manasranjannayak946
    @manasranjannayak946 2 ปีที่แล้ว +23

    ବିଜେଡି ସରକାର . ନିର୍ଦ୍ଦୟ ସରକାର

    • @binapanipanda9368
      @binapanipanda9368 2 ปีที่แล้ว

      ଏ ସରକାରଙ୍କ ଆଗରେ ତାଲିବାନି ଶାସନ ବି ଫିକା ପଡିଯିବ। ଜୟ ଜଗନ୍ନାଥ 🙏

    • @ManojKumar-xk1jc
      @ManojKumar-xk1jc 2 ปีที่แล้ว

      No you are criminals

  • @RRachita
    @RRachita 2 ปีที่แล้ว +8

    Bjd ମାଗିଆ..Naveen ମାଗିଆ

  • @dibyasinghparida4360
    @dibyasinghparida4360 2 ปีที่แล้ว +5

    ଅତି ଅମାନୁଷିକ କାମ,

  • @soumitraroy2781
    @soumitraroy2781 2 ปีที่แล้ว

    This is what Odisha is ....

  • @supramentalmind9518
    @supramentalmind9518 2 ปีที่แล้ว +1

    Bda is enjoying luxury and ac when people are burning in sun. This is odisha. Now let's say proud to be odia

  • @anandabudhia3943
    @anandabudhia3943 2 ปีที่แล้ว +13

    ବହୁତ୍ ଦୁଃଖ ର ବିଷୟ ନବୀନ ବାବୁ ଯେ ବି ଦୋଷୀ ହୋଇଥିବ ଦଣ୍ଡ ଦିଆଯାଉ ଆପଣକୁ ଓଡ଼ିଶା ବାସୀ ପଶନ୍ଦ କରନ୍ତି ତା ମାନେ ଏଇଆ ନୁହଁ କି ଆପଣକଂ ଦଳ ଏ ସବୁ କାମ କରିବ

  • @gaganbiharinaik5259
    @gaganbiharinaik5259 2 ปีที่แล้ว +20

    I'm kindly request to everyone party and not only political party but also every people in the odisha protect them who r suffer this problem plz kindly and give justice ⚖️⚖️

    • @khabylame2633
      @khabylame2633 2 ปีที่แล้ว

      Who told to illegally occupy land

  • @Puhan_SIR
    @Puhan_SIR 2 ปีที่แล้ว +22

    ଧର୍ମ ସହିବ ନି..... ଅତି କମ ରେ ସୂଚନା ତ ଦିଆ ଯାଇପାରିଥାନ୍ତା

  • @jambhu5312
    @jambhu5312 2 ปีที่แล้ว

    Bhala heichhi

  • @niteshdurga3158
    @niteshdurga3158 หลายเดือนก่อน +2

    ମୁଁ bjp କୁ ଭୋଟ ଦେଇ ବହୁତ୍ ବଡ଼ ଭୁଲ କଲି। ମତେ ମୋ ଭୁଲ ର ଶାସ୍ତି ମିଳି ଯାଇଛି । ଛି ଛି

  • @user-rh6qw7lp1u
    @user-rh6qw7lp1u 2 ปีที่แล้ว +16

    ନବୀନ ପଟ୍ଟନାୟକଙ୍କୁ ଧର୍ମ ଛାଡି ଗଲାଣି ।ଏ ଅହଙ୍କାର ଆଉକେତେ‌ ଦିନ ତାହା ଖାଲି ଦେଖିବାକୁ ବାକି ରହିଲା।

  • @righttofreelegalaid1781
    @righttofreelegalaid1781 2 ปีที่แล้ว +8

    ଯିଏ କହିବ ତାକୁ ମିଛ କେସ ରେ ଫସେଇବା କୁ ପଛେଇ ବେ ନାହିଁ କୁକୁର ପୋଲିସ ଭି କମ ନୁହଁ ତାଙ୍କ ଝିଅ ଆଉ ସ୍ତ୍ରୀ ଙ୍କୁ ରେପ କରିବେ ସେଦିନ ହରାମି ପୋଲିସ ଦଳ ବୁଝିବେ ଓଡ଼ିଶାର ବାସିନ୍ଦା ଭି ବୁଝିବେ ମୋ ପାଖରେ ସେମିତି ପ୍ରମାଣ ଅଛି ବୋଲି ମୁଁ କହୁଛି

  • @udayamarndi333
    @udayamarndi333 2 ปีที่แล้ว +4

    ଭୋଟ ନ ଦେବାର ଫଳ ରାଜଧାନୀରେ ଯଦି ଏମିତି ତେବେ ଗାଁ ମାନଙ୍କରେ କେମିତି???

  • @singerbadrinarayan304
    @singerbadrinarayan304 หลายเดือนก่อน

    ବିଜେପି ଜିତିଲେ ଓଡ଼ିଶାରେ ଉର୍ନତି ହେଇଯିବ କାଇଁ କୋଉଠି??ମୁଁ କଣ ଦେଖୁଚି ଲୋକ କାନ୍ଦୁଛନ୍ତି??
    ହେ ଜଗନ୍ନାଥ ତୁମେ ରକ୍ଷାକର !! 🙏🙏ଜୟ ଜଗନ୍ନାଥ 🙏🙏

  • @janardanpanda5378
    @janardanpanda5378 2 ปีที่แล้ว +1

    ଠିକ୍ କହୁଛନ୍ତି ସାର୍ ଏମାନେ ସବୁ ଗଣତନ୍ତ୍ର କୁ ଦଳି ମକଚି ଲୋକକୁଂ ଭୂଆଁ ବୁଲେଇ ମିଛ କହି ଚାଲିଛନ୍ତି ଆଉ ଲୋକଙ୍କ ଉପରେ ଅତ୍ୟାଚାର କରୁଛନ୍ତି

  • @singerrajeshofficial4065
    @singerrajeshofficial4065 2 ปีที่แล้ว +12

    500 neiki vote dele emiti huye

  • @sudhirkumar-zr8cl
    @sudhirkumar-zr8cl 2 ปีที่แล้ว +6

    ସବୁ ସ୍ଥାନ ରେ ସମାନ କାର୍ଯ୍ୟ, କଉଠୀ ପାଣି ପାଇପ ଲାଇନ ବନ୍ଦ୍ କରୁ ଛନ୍ତି ତ୍ କଉଠୀ ବିଦ୍ୟୁତ୍ ବ୍ୟାଘାତ ସୃଷ୍ଟି କରୁଛନ୍ତି ଅଙ୍ଗେ ନିଭେଇ ଥିବା କଥା ଏ।

  • @niranjanpradhan4800
    @niranjanpradhan4800 3 หลายเดือนก่อน

    ହେ ଜଗନ୍ନାଥ ଟିକେ ଦେଖ

  • @Dilipkumar-qx1dd
    @Dilipkumar-qx1dd 2 ปีที่แล้ว

    Whaaa sarkar whaaaa Loko mananka life saita khelile bhala laguchina

  • @mittupilla9157
    @mittupilla9157 2 ปีที่แล้ว +8

    It's completely injustice

  • @rameswarist
    @rameswarist 2 ปีที่แล้ว +41

    ଓଡିଶା ର ଶାନ 😁😁😁

  • @bidyuttrushnananda2102
    @bidyuttrushnananda2102 2 ปีที่แล้ว +5

    Totally shameful! We should raise voice against this type of inhuman activity....

  • @TankadharVishal
    @TankadharVishal หลายเดือนก่อน

    ଭଲ ହେଲା ଅଟକି ମାନେ

  • @birajabiraja2431
    @birajabiraja2431 2 ปีที่แล้ว +5

    Free ration darkar ta emiti haba
    Eita puruna UP style pare SRILANKA baniba

  • @simanchalmaharana3252
    @simanchalmaharana3252 2 ปีที่แล้ว +5

    Sri Amit Saha should come forward to dismiss the State Govt.
    No humanity in odisha

    • @anubhavmishra308
      @anubhavmishra308 2 ปีที่แล้ว

      Nija bapa ra sarkar na kn dissolve 😂

  • @finindia4422
    @finindia4422 2 ปีที่แล้ว +6

    The end of BJD coming soon....... Thanks for this suicidal attempt.

  • @lilianaik5756
    @lilianaik5756 หลายเดือนก่อน +1

    ଏମିତି ବିଜେପି କରିପାରିବେ ବିଜେଡି କରିବନି

  • @madhabchsethi8263
    @madhabchsethi8263 2 ปีที่แล้ว +4

    ବିଜେଡି କୁ ଭୋଟ ଦେଲ ଏଥର ନାମ ନିଅ ଆହୁରି ପାଞ୍ଚ ବର୍ଷ ଯାଏ ଏମିତି ହବରେ ମୂର୍ଖ ମାନେ 🤣🤣🤣

    • @moglamusic1812
      @moglamusic1812 2 ปีที่แล้ว

      Tu kahaku vote deichhu..? Se to pain kon extra koripokeichhi ?

  • @abinashrath8435
    @abinashrath8435 2 ปีที่แล้ว +7

    what govt rule, govt rule can be flexible for public welfare

  • @girijasankarmishra265
    @girijasankarmishra265 2 ปีที่แล้ว +5

    Time will give the BJD govt a lesson. Just wait

  • @krushnapradhan5479
    @krushnapradhan5479 2 ปีที่แล้ว

    ମୁଁ ସବୁବେଳେ ସକାଳୁ ଠାକୁରଙ୍କୁ ଡାକୁଚି ଏ ଠାକୁର ଏ ନବୀନ ପଟ୍ଟନାୟକ କୁ ମାରିଦିଅ

  • @thehazards4797
    @thehazards4797 2 ปีที่แล้ว

    proud of odisha politics

  • @insanealex4884
    @insanealex4884 2 ปีที่แล้ว +28

    Now this is the time to see how honorable chief minister sir take a step on it or avoid it because in this his party workers are involved I genuinely request to our chief minister sir plz take a strict action against it otherwise those people who suffers in this they will give their curse to you .

    • @ashisrout6101
      @ashisrout6101 2 ปีที่แล้ว +2

      Honorable na mo bala🙄

    • @amiyaranjannayak9094
      @amiyaranjannayak9094 2 ปีที่แล้ว

      @@ashisrout6101 hl

    • @opmarcosyoutuber559
      @opmarcosyoutuber559 2 ปีที่แล้ว +1

      These things done by Naveen n ur saying fault is of bjd workers

    • @gdsexploitation1290
      @gdsexploitation1290 2 ปีที่แล้ว +1

      BDA plot saadhaaran loka 25/26lacs deiki kiniba ie maaghie maaganaa re rahibe

    • @satya5factz545
      @satya5factz545 2 ปีที่แล้ว +1

      Jie odia thik se kahiparuni se odia ku kana bancheiba

  • @narayansahu3362
    @narayansahu3362 2 ปีที่แล้ว +9

    Please Narendra modi sir take action 😭😭😭😭😭

    • @birajabiraja2431
      @birajabiraja2431 2 ปีที่แล้ว

      BJD KU DEICHA MODI KU KAHILE KAN HEBA
      2024 RE DEKHEI DIA BJD KU .........

    • @KINGSFARRY
      @KINGSFARRY 2 ปีที่แล้ว

      BJD gandi marila... Modi jou gandi maruchi bahut badhuchi

    • @tornado284
      @tornado284 2 ปีที่แล้ว

      modi bhi same kare

    • @tornado284
      @tornado284 2 ปีที่แล้ว

      @@birajabiraja2431 2024 bhi bjd asiba

    • @narayansahu3362
      @narayansahu3362 2 ปีที่แล้ว

      @@birajabiraja2431 mate 18 heini kemiti debi

  • @manojmallick273
    @manojmallick273 2 ปีที่แล้ว +7

    Shameless odisha prasasana
    Neta maane sabu thief heartless

  • @sunilkumarkhatua5642
    @sunilkumarkhatua5642 3 หลายเดือนก่อน

    ହେ ପ୍ରଭୁ ଯଦି ସତରେ ତୁମେ ଥିବ ତାହାଲେ ଏମିତି ଗରିବ ମାନଙ୍କ କଥା ବୁଝିବ ଆଉ ଦୋଷୀ କୁ ଦଣ୍ଡ ଦେବ