ମନ୍ତ୍ରୀଙ୍କୁ ଦେଖି ଥରିଲା ଗୋଡ଼-ହାତ | Odisha Reporter

แชร์
ฝัง
  • เผยแพร่เมื่อ 7 ก.พ. 2025
  • ଅଚାନକ ରାଜସ୍ବ ମନ୍ତ୍ରୀଙ୍କୁ ଦେଖି ସମସ୍ତଙ୍କ ହାତ-ଗୋଡ଼ ଥରିଲା । ମନ୍ତ୍ରୀଙ୍କ ପ୍ରଶ୍ନ ଉତ୍ତର ଦେବେ କଣ, ଖାଲି ଥଥମମ ହେଲେ । ମନ୍ତ୍ରୀଙ୍କ ଘଣ୍ଟାରେ ସମୟ ସାଢ଼େ 12 କିନ୍ତୁ ଅଫିସ ଘଣ୍ଟା ବାଜିଛି ଏଗାରଟା । ପ୍ରଥମେ ତାଗିଦ କଲେ, ନଶୁଣିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ତହସିଲଦାରଙ୍କ ଅଫିସରେ ପଡ଼ିଛି ତାଲା ପୁଣି କର୍ମଚାରୀ କାମ ପୂରା ଢ଼ିଲା । ଯେଉଁ କାମ ଗୋଟିଏ ଦିନରେ ହେବା କଥା କିନ୍ତୁ ଲାଗିଯାଉଛି ବର୍ଷ ବର୍ଷ । ମନ୍ତ୍ରୀ କହିଲେ ଅଭିଯୋଗ କମ କିନ୍ତୁ କାର୍ଯ୍ୟାଳୟରେ ଅବ୍ୟବସ୍ଥା ଅଧିକ। Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Minister #SureshPujari #SambalpurTahasil #suprisevisit

ความคิดเห็น • 528

  • @balaramnanda9224
    @balaramnanda9224 5 หลายเดือนก่อน +58

    ଏମିତି ସବୁ ଜାଗାରେ ଚାଲିଛି sir

  • @umeshrout3599
    @umeshrout3599 5 หลายเดือนก่อน +44

    ଧନ୍ୟବାଦ ଶୁରେଶ ସାର ଆପଣ ଆହୁରି ଅଫିସ ତଦାରଖ କରନ୍ତୁ ବିଜେଡି ସମୟର ବହୁତ ଅବ୍ୟବସ୍ଥା ଥିଲା ସବୁ ଅଫିସ ମନମାନୀର ଚାଲୁଥିଲା।

  • @SaniaMajhi-wh5gw
    @SaniaMajhi-wh5gw 5 หลายเดือนก่อน +132

    ଅଫିସର ମାନଙ୍କୁ ବହିଷ୍କାର କରାଯାଉ

  • @user-ss3li9mu7s
    @user-ss3li9mu7s 5 หลายเดือนก่อน +95

    ବି ଜେ ପି ସରକାର ଏବେ ପାୱାର ରେ ଅଛ , ମନ ମାନୀଆ ଅଫିସର ଙ୍କୁ ଚାକ୍ରି ରୁ ବିଦା କର । ଭୋଟ କଥା ଜନସାଧାରଣ ହାତରେ ଛାଡି ଦିଅ ।

  • @thirdeye9492
    @thirdeye9492 5 หลายเดือนก่อน +71

    ବିନା ଲାଞ୍ଚରେ ହେଉ କାମ
    ଶୁରେଶ ବାବୁଙ୍କ ରହୁ ନାମ
    ପଚିଶ ବର୍ଷର ବଦ ଭ୍ୟାସ
    କାର୍ଯ୍ୟାନୁଷ୍ଠାନେ ହେଉ ଶେଷ
    😢

    • @Tiger-t8r
      @Tiger-t8r 2 หลายเดือนก่อน +1

  • @bijayanayak1713
    @bijayanayak1713 5 หลายเดือนก่อน +84

    ରାଜସ୍ଵ ମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ୍

  • @tapanbehera769
    @tapanbehera769 5 หลายเดือนก่อน +106

    ମନ୍ତ୍ରୀ ହେବତ ଏମିତି

    • @SidhantaMalik-tm6xh
      @SidhantaMalik-tm6xh 5 หลายเดือนก่อน +1

      Au odia re jaha ku bha Lekhi asini

    • @saktisethy9204
      @saktisethy9204 5 หลายเดือนก่อน

      @@SidhantaMalik-tm6xh , ଆଉ ଜଣେ ମୁଖ୍ୟମନ୍ତ୍ରୀ ଥିଲେ ଯେ ସେ ପା ଆମ ଚଣ୍ଡିଖୋଲ କୁ ସର୍ବସାଧାରଣ ଆଗରେ ଚଡ଼ିଖୋଲ କହିଥିଲେ, ଅସୁବିଧା କଣ ଅଛି ,chill Bro chill ..

    • @dhirendranathsingha9299
      @dhirendranathsingha9299 2 หลายเดือนก่อน

      Good

  • @sureshkumarmallick2596
    @sureshkumarmallick2596 5 หลายเดือนก่อน +8

    ଏଥର ହସିବ ଆମ ଓଡିଶା ❤️
    ଯାଜସ୍ୱ ମନ୍ତ୍ରୀ ମହୋଦୟଙ୍କୁ
    ଅଶେଷ ଅଶେଷ ଧନ୍ୟବାଦ 🙏🙏🙏🙏🙏🙏🙏

  • @sewanayak945
    @sewanayak945 5 หลายเดือนก่อน +193

    ଦି ଚାରିଟାକୁ ବହିଷ୍କାର କରିଦିଅ ସବୁ ଲାଇନ କୁ ଆସିଯିବେ 👍🙏

  • @saratkumarpanda7007
    @saratkumarpanda7007 5 หลายเดือนก่อน +25

    5T କାର୍ଯ୍ୟ କ୍ରମ ଚାଲୁଥିଲା ଏହା କଣ ତାର ପରିଣତି। ଆଗରୁ କୁହାଯାଉଥିଲା ବଡ ସ୍ବଚ୍ଛ ସରକାର।

  • @Aakamaabadi
    @Aakamaabadi 5 หลายเดือนก่อน +23

    ଦରମା ବଢେଇ ଚାଲନ୍ତୁ ଆଜ୍ଞା । ଆଉ କେତେ ବଡ ତ୍ରୃଟି ଦେଖିଥିଲେ ଆପଣ ପଦକ୍ଷେପ ନେଇଥାନ୍ତେ।ଏଥିରୁ ଅନୁମାନ କରୁଥିବେ ସରକାରୀ ଦପ୍ତର ଗୁଡିକରେ କିଭଳି କାର୍ଯ୍ୟ ସମ୍ପାଦନ କରାଯାଉଛି।ଆଜି ଯୁବ ସମାଜ ଦାଦନ ଖଟିବାକୁ ଯାଉଛି।ଅଧିକ ଦି ପଇସା ପାଇଁ ଓଭର ଡ୍ୟୁଟି କରୁଛି ହେଲେ ଏମାନେ ଏତେ ଦରମା ପାଇ କିଭଳି ଏମିତିକା ଖାମଖିଆଲି କାର୍ଯ୍ୟ କରିପାରୁଛନ୍ତି।ଆପଣ‌ କୈଣସି Action ନ ନେଇ ଚୋରକୁ ସିଆଣିଆ ପରି କାମ କରିଦେଲେ।

  • @manassahoo2834
    @manassahoo2834 5 หลายเดือนก่อน +27

    ଢେଙ୍କାନାଳ ଜିଲ୍ଲା ରେ ବେଶୀ ହଉଛି ଦୁର୍ନୀତି ଖାଲି ଆମ କୁ ଟଙ୍କା ଦିଅ କାମ ହଉକି ନ ହଉ ତହସିଲ ରେ ଯେମିତି ଆ ରା ଇ ଅଫିସି ରେ ବି ସେମିତି ଲୋକ ମାନ ଙ୍କୁ ଖାଲି ହଇରାଣ କରାଯାଉଛି ଲାଞ୍ଚ ମାଗୁଛନ୍ତି ବିଭିନ୍ନ ପ୍ରକାରର ଆଳ ଦେଖେଇକି କାଗଜ ପତ୍ର ରଦ କରିଦେଉଛନ୍ତି e କଥା ଟିକେ ବିଚାର କୁ ନିଆ ଯାଉ

  • @arabindapadhi8367
    @arabindapadhi8367 5 หลายเดือนก่อน +22

    Thanks shuresh pujhari

  • @prakashpradhan1629
    @prakashpradhan1629 5 หลายเดือนก่อน +2

    Right ସୁରେଶ ଦା

  • @shaymsundarmahapatra5105
    @shaymsundarmahapatra5105 5 หลายเดือนก่อน +1

    ଠିକ କରିଛନ୍ତି sir 🎉🎉

  • @biswajitswain1875
    @biswajitswain1875 5 หลายเดือนก่อน +2

    Right.sir

  • @hrudanandamajhi4642
    @hrudanandamajhi4642 2 หลายเดือนก่อน +2

    Should be punished

  • @SmitaPanda-kv6yq
    @SmitaPanda-kv6yq 5 หลายเดือนก่อน +5

    ଆମ ଓଡିଶା ରେ ସବୁ ଅଫିସରେ ସମାନ ଅବ୍ୟବସ୍ଥା ଅଛି

  • @rajeshdas7123
    @rajeshdas7123 5 หลายเดือนก่อน +2

    ଓଡିଶା ସାରା ସବୁ ତହସିଲ ର ଅବସ୍ତା ଏହି ପ୍ରକାର...
    ସୁରେଶ ସାର୍ ଆପଣଙ୍କ ସାଧୁବାଦ ପାଇଁ ...ଧନ୍ୟବାଦ 🙏
    ...

  • @bhagabatsoren249
    @bhagabatsoren249 5 หลายเดือนก่อน +2

    ଡାରତ ମାତା କି ଜୟ ❤

  • @SnehalataPradhan-gw1lc
    @SnehalataPradhan-gw1lc 5 หลายเดือนก่อน +1

    ସବୁ ଠାରେ ଏହି ପରି କାମ ଚାଲିଥିଲା

  • @odishaexperimentking2737
    @odishaexperimentking2737 5 หลายเดือนก่อน +3

    ସବୁ ତସିଲ ଢିଲା ଅଛି ଧନ୍ୟବାଦ

  • @MithunNaik-ju3tb
    @MithunNaik-ju3tb 5 หลายเดือนก่อน +5

    ସେଇଠି ସସ୍ପେଣ୍ଡ କରିବା କଥା, ତାହେଲେ ସବୁ ତହସିଲଦାର ସାବାଡ ହୁଇ ଯାଆନ୍ତେ

  • @ajaykumarmohanty-gv6us
    @ajaykumarmohanty-gv6us 5 หลายเดือนก่อน +2

    Thank you sir God bless you with your health 🙏

  • @haramohanpradhan1358
    @haramohanpradhan1358 5 หลายเดือนก่อน +2

    ସବୁ ମନ୍ତ୍ରୀ ମାନେ ଏପରି ଚଢ଼ାଉ କରିବାର ଆବଶ୍ୟକତା ରହିଛି
    ।ମାଡି ଚାଲନ୍ତୁ ପୂଜାରୀ ବାବୁ

  • @bijayanayak1713
    @bijayanayak1713 5 หลายเดือนก่อน +14

    ସେ ତହସିଲଦାରକୁ ତୁରନ୍ତ ସସପେଣ୍ଟ କରାଯାଉ।

  • @amarendradash4707
    @amarendradash4707 5 หลายเดือนก่อน +2

    ପ୍ରତି ଜିଲ୍ଲା ର ସମସ୍ତ ଅଧିକାରୀ ମାନେ ଯଦି ଏମିତି ଅଧସ୍ତନ କାର୍ଯ୍ୟାଳୟ ଗୁଡିକର ପରିଦର୍ଶନ କରନ୍ତି ତାହା ହେଲା ସମସ୍ୟା ରେ ସୁଧାର ଆସିପାରେ।

  • @bharatiyahindu6271
    @bharatiyahindu6271 5 หลายเดือนก่อน +11

    ତହସିଲଦାର ମିଛ କହୁଛି ସେ ତାର ନିଜର ବ୍ୟକ୍ତିଗତ କାର୍ଯ୍ୟ ରେ ବଉଳିବାକୁଯାଇଥିଲ

  • @gopiramray8284
    @gopiramray8284 5 หลายเดือนก่อน +5

    24 ବର୍ଷ ହେଲା ମନମାନି ଆଉ ଦୁର୍ନୀତି କରି କରି ଅଭ୍ୟାସ ଗୁଡ଼ିକ ଅସ୍ଥିମଜ୍ଜା ଗତ ହୋଇଗଲାଣି।
    ଏବେ ସମୟ ବଦିଲିଛି। ଏବେ ସବୁ କିଛି ବଦଳିବ।

  • @TunuBarik-fp3hf
    @TunuBarik-fp3hf 5 หลายเดือนก่อน +5

    ପ୍ରତ୍ୟକ ବ୍ଲକ, ତହସିଲ୍, ସପ୍କଲେକ୍ଟର, କଲେକ୍ଟର ଅଫିସି ପ୍ରଯ୍ୟନ୍ତ ଲୋକମାନେ ଧାଇଁଧାଇଁ ନୟାନ୍ତ ହୋଇପଡୁଛନ୍ତି କିନ୍ତୁ ଲୋକମାନଙ୍କର ନାର୍ଯ୍ୟ କାମ ହୋଇପାରୁନାହିଁ

  • @SanatanchattarChattar
    @SanatanchattarChattar 5 หลายเดือนก่อน +3

    ହଁ,,,ହଁ,,ଏମିତି ଥରିଲେ ଯେ ହଗୀ ପକେଇଲେ,,, କିନ୍ତୁ ମନ୍ତ୍ରୀ ମାନଙ୍କ କଥାରେ ତlକମେଳ ରହୁ ନାହିଁ ସେଟା କାହିଁ ମନୁ ନାହାନ୍ତି

  • @SomanathaMahapatra-p4o
    @SomanathaMahapatra-p4o 5 หลายเดือนก่อน +2

    ଓଡ଼ିଶାର ସବୁ ତହସିଲ ର ଅବସ୍ଥା ଏପରି।

  • @rajeshdas7123
    @rajeshdas7123 5 หลายเดือนก่อน +4

    ସବୁ ଆରଆଇ ଏବଂ ତହସିଲ୍ ର ଅବସ୍ତା ଏହି ପ୍ରକାର ରେ ଚାଲିଛି
    ମନ୍ତ୍ରୀ ମୋହାଦୟ ଙ୍କୁ ଅନୁରୋଧ ସବୁ ଜାଗର ତହସିଲ୍ କାର୍ଯ୍ୟଳୟ କୁ ଏହି ପରି ହଟାତ ଚେକ କରାଯାଉ...
    ଜନ ସାଧାରଣ ବହୁତ ହଇରାଣ ହେଉଛନ୍ତି ହେଉଛନ୍ତି.....

  • @PravatKumarChoudhury-m8u
    @PravatKumarChoudhury-m8u 5 หลายเดือนก่อน +15

    Thanks to suresh pujari

  • @BhagyabantaAdbang
    @BhagyabantaAdbang 5 หลายเดือนก่อน +3

    ଏ ଚାକିରିଆ ବାବୁମାନେ ନିଜ ବାପାର ବୋଲି ଭାବୁଛନ୍ତି 😂🎉😢😮😅😊😊😅😮😢🎉😂🙏🪻❤️🌺🌻🌼🌷🌷🌼🌻🌺❤️🪻🙏🪻🪻🪻

  • @nimaicharandeheri9064
    @nimaicharandeheri9064 5 หลายเดือนก่อน +1

    swagath କର୍ମ ଚାରି ଙ୍କୁ ଥାଗିଥ, କରନ୍ତୁ

  • @NilamaniSahu-de9rl
    @NilamaniSahu-de9rl 5 หลายเดือนก่อน +6

    ମନ୍ତ୍ରୀ ନିଜ ଅନୁଭୂତି ଗଣମାଧ୍ୟମ କୁ କହିଲେ,ଅବ୍ୟବସ୍ଥା ବେଶୀ ବୋଲି କହିଲେ।ଏହା କେବଳ ସମ୍ବଲପୁର ରେ ନୁହେଁ ରାଜ୍ୟର ସବୁଜିଲାରେ ଏଭଳି ଅବ୍ୟବସ୍ଥା।ସଂସ୍କାର ପାଇଁ ମନ୍ତ୍ରୀ ଦୃଢ଼ ପଦକ୍ଷେପ ନେବାକୁ ଅନୁରୋଧ।

  • @SamaMajhi-r2z
    @SamaMajhi-r2z 5 หลายเดือนก่อน +2

    ଏମିତି ସବୁ ତାସିଲ୍ଡଦାର୍ କୁ ଶିକ୍ଷା ଦେବା ଦରକାର ❤❤❤

  • @sunilkumarpanigrahi-g6b
    @sunilkumarpanigrahi-g6b 5 หลายเดือนก่อน +2

    Right Action Suresh sir 👍 👍

  • @sibugaminggameryt709
    @sibugaminggameryt709 5 หลายเดือนก่อน +5

    Thank u sir ଏମିତି ଔଷଧ ଦରକାର. ସରକାରୀ ଟଙ୍କା ଖାଇ ଖାଇ ଧୁଂଶ କରିଦେଲା. ଏମିତି ଅଫିସର ଙ୍କୁ ତୁରନ୍ତ ଜମି ରେ ଚାଷ କରୁ

  • @Sabara458
    @Sabara458 2 หลายเดือนก่อน +1

    😅ଏମିତି ମନ୍ତ୍ରୀ ଆମ ଓଡିଶା ପାଇଁ ଶୁଭଙ୍କର

  • @suryabansa5611
    @suryabansa5611 5 หลายเดือนก่อน +2

    ତୁରନ୍ତ ତହସିଲ ଦାର ଓ ଷ୍ଟାଫ ଙ୍କୁ ଚାକିରୀ ରୁ ବହିଷ୍କାର କରନ୍ତୁ.

  • @gaganbiharisethi7996
    @gaganbiharisethi7996 5 หลายเดือนก่อน +2

    24 ବର୍ଷ ଭିତରେ ମନ୍ତ୍ରୀ ଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ତଥା କୌଣସି କାର୍ଯ୍ୟ ରେ ଯୋଗଦାନ କରିବା ପାଇଁ ତୋଷାମଦ କରିବାକୁ ପଡ଼ିଥିଲା
    ହେଲେ ଏବେ ମନ୍ତ୍ରୀ ଆସି କ୍ଷେତ୍ର ରେ
    ଜୟ ଜୟ ଶ୍ରୀ ଜଗନ୍ନାଥ

  • @LaxmanPahadiya-h7u
    @LaxmanPahadiya-h7u 3 หลายเดือนก่อน +1

    ଭଦ୍ରକ ତିହିଡି ରେ ବହୁତ ଲାଞ୍ଚ ଖୋର ଷ୍ଟାଫ ଅଛନ୍ତି ସାର, ଅଚାନକ ଦିନେ ତିହିଡି ଆସନ୍ତୁ ସାର 🙏ମୋ ଅନୁରୋଧ ରଖିବେ ବୋଲି ମୋର ବିଶ୍ୱାସ 🙏

  • @malaysenapati2981
    @malaysenapati2981 5 หลายเดือนก่อน +1

    ସାର୍ ଆପଣ ମିଛ କହୁଛନ୍ତି, ଆପଣଙ୍କ କଥା କହିବା ଠିକ୍ ଭାବରେ ନଥିଲା, ଆପଣଙ୍କ ଏସ୍ଟାପ୍ ବି ଆପଣଙ୍କ ଡରି ଯାଇ କିଛି କହୁ ନାହାନ୍ତି

  • @prakashkumarjena.babusan.n3760
    @prakashkumarjena.babusan.n3760 5 หลายเดือนก่อน +3

    ଜୟ ଜଗନ୍ନାଥ ଜୟ ବିଜେପି 🙏🙏🙏🙏

  • @bhagabansahu3420
    @bhagabansahu3420 5 หลายเดือนก่อน +2

    ଠିକ୍ ସାର , କର୍ମଚାରୀ ମାନଙ୍କୁ ତାଗିଦ୍ କରନ୍ତୁ, କର୍ମଚାରୀ ମାନେ କୋଦିନ କୋସମୟରେ କାର୍ଯ୍ୟାଳୟରେ ରହି ଲୋକଙ୍କ ସେବା କରିବେ ଓ କୋଦିନ କ୍ଷେତ୍ର ପରିଦର୍ଶନ ରେ କେଉଁ ଟିକି ଯିବେ କାନ୍ଥରେ ନୋଟିସ ଟିଙ୍ଗେଇ ଯିବେ

  • @manojparida2852
    @manojparida2852 5 หลายเดือนก่อน +4

    ଯଦି ଅଫିସର ମାନେ ଭୁଲ କରୁଛନ୍ତି ତାଙ୍କୁ ଜନତାଙ୍କ ପାଖରେ ଛଡ଼ା ଯାଉ

  • @mtkworld5092
    @mtkworld5092 5 หลายเดือนก่อน +2

    ସାର୍ ନିଜ ଜିଲ୍ଲା ରେ ଥରେ ଦେଖନ୍ତୁ ସରକାରୀ ଡାକ୍ତର ଖାନା, ତହସିଲ ଅଫିସ......

  • @kailashmohanta6476
    @kailashmohanta6476 5 หลายเดือนก่อน +2

    ବିଜେଡି ସରକାର ସମୟର ଅଫିସର ରାଜ୍। ନବୀନ ପଟ୍ଟନାୟକ ଖୋଳ କରି ଦେଇଛନ୍ତି ଓଡ଼ିଶାକୁ

  • @banamalisankha3333
    @banamalisankha3333 5 หลายเดือนก่อน +1

    swagat sir apanku pura odisha paribartan darkar

  • @GUNDICHAPOLAI
    @GUNDICHAPOLAI 5 หลายเดือนก่อน +1

    ଏମିତି ତାଗିଦ କରି ଛାଡିଦେଲେ ସେମାନେ ପୁଣି ସେୟା କରିବେ...

  • @pradipkumarnayak1522
    @pradipkumarnayak1522 2 หลายเดือนก่อน +1

    ମନ୍ତ୍ରୀ ମହୋଦୟଂକୁ ଧନ୍ୟବାଦ, ଏଭଳି ଅନ୍ୟ ତହସିଲ କାର୍ଯ୍ୟାଳୟ କୁ ମଧ୍ୟଚଳ ତଦାରଖ କରିବାକୁ ଅନୁରୋଧ, ବହୁତ କାର୍ଯ୍ୟାଳୟ ରେ ବିନା ପଇସାରେ କାମ ହେଉନାହିଁ, ଏଭଳି ଚାଲିଲେ ନିଶ୍ଚିତ କିଛି ଟା ସୁଧାର ଆସିବ ।ଯାଜପୁର ଜିଲ୍ଲାକୁ ଟିକେ ବୁଲି ଆସନ୍ତୁ ଦେଖିବେ । ଜୟ ଶ୍ରୀଜଗନ୍ନାଥ ।

  • @sanjaytudu5788
    @sanjaytudu5788 5 หลายเดือนก่อน +8

    Very good

  • @muktikantamohapatra2899
    @muktikantamohapatra2899 5 หลายเดือนก่อน +2

    ତୁରନ୍ତ ସସପେଣ୍ଡ କରି ଅନ୍ୟ କର୍ମଚାରୀଙ୍କ ପାଇଁ ଉଦାହରଣ ଦେବାର ଥିଲା । ତହସିଲଦାରଙ୍କ ଫିଲଡ ଭିଜିଟ୍ ର କାର୍ଯ୍ୟସୂଚୀ ଜିଲ୍ଲାପାଳ ଓ RDC କ
    ଙ୍କୁ ଦିଆଯାଇଥିଲା କି ? ତହସିଲଦାରଙ୍କ chamber ମାସ ମାସ ଧରି ସଫା ହୋଇନଥିଲା କାହିଁକି? ଦୁର୍ନୀତି ର ଛାୟା କୁ ସହି ନପାରିବାର ନବୀନ ବାବୁ ଙ୍କ ଅଭିନୟ କୁ ଓଡ଼ିଶାବାସୀ ଦେଖି ଅଛନ୍ତି । ସୁଶାସନ ପାଇଁ ବିଜେପି ସରକାର ପ୍ରଥମେ କର୍ମଚାରୀ ମାନଙ୍କୁ ଶୃଙ୍ଖଳା ଜ୍ଞାନ ଶିଖାନ୍ତୁ । ଖାଲି କଥାରେ କଥାରେ ପାଞ୍ଚ ବର୍ଷ କେତେ ବେଳେ କଟିଯିବ ତାହାର ହିସାବ କାହାରି ପାଖରେ ନଥିବ ।

  • @bharatiyahindu6271
    @bharatiyahindu6271 5 หลายเดือนก่อน +4

    ଏ ଅଫିସର ମାନଙ୍କ ଚିକିରି ଛଡେଇ ନିଆଯାଉ ଆଉ ଏମାନଙ୍କ ବିପକ୍ଷରେ ଢୃଡ କାର୍ଯ୍ୟାନୁଷ୍ଠାନ ନିଅଯାଉ

  • @sanjeebkusahu6355
    @sanjeebkusahu6355 4 หลายเดือนก่อน +1

    ଯଦି ସବୁ ଅଫିସରେ ସବୁ ମନ୍ତ୍ରୀ ଏମିତି ହଠାତ ବାରମ୍ବାର ପହଂଚି ଯିବେ ଓ ସତରେ action ନେବେ, ତେବେ ଓଡ଼ିଶା ବଦଳି ଯିବ l🌷

  • @manamohannayak8544
    @manamohannayak8544 5 หลายเดือนก่อน +1

    କଉଠି ଟଙ୍କା ମିଳିବାର ଥିବ ପଳେଇ ଥିବୁ,ଟିକେ ଭାବ ଗରିବ ଲୋକଙ୍କ ପାଖରୁ କେତେ ଟଙ୍କା ନେଲେ ତମେ ଶାନ୍ତି ପାଇବ

  • @nishikantabirabar1385
    @nishikantabirabar1385 5 หลายเดือนก่อน +3

    ଯେତେ ସରକାରୀ ଚାକିରିଆ bjd ଅମଳରେ ସୁସ୍ଥ ଜୀବନ ଯାପନ କରୁଥିଲେ ଏବଂ ବିନା ପଇସାରେ କାମ କରୁ ନଥିଲେ ତେଣୁ ସେ ଅଭ୍ୟାସ ଟା bjp ସରକାର ବଦଳେଇବା ଦରକାର ।

  • @samirmishra4563
    @samirmishra4563 5 หลายเดือนก่อน +1

    Suresh pujari is setting the benchmark for Odisha. We want other ministers also be proactive like him. Loke apanku vote deichanti paribartan pain...great work...Asa karuchi paribartan asiba jaldi...

  • @prakashmajhi7201
    @prakashmajhi7201 4 หลายเดือนก่อน +1

    ସାର ମୁ ଆପଣ ମାନଙ୍କ ଭଳି ନେତା ମାନଙ୍କୁ ଅନୁରୋଧ କରୁଚ଼ି ଏ ଅଫିସର ମାନକୁ ଉଚିତ ଦଣ୍ଡ ଦିଅନ୍ତୁ ଏବଂ ସାରା ଓଡ଼ିଶାର ମାନଦଣ୍ଡ କୁ ଉପରେ ରଖନ୍ତୁ

  • @prasantahota6659
    @prasantahota6659 5 หลายเดือนก่อน +1

    ଚାକିରିରୁ ବିଦା କରାଯାଉ

  • @keshabsahu9667
    @keshabsahu9667 5 หลายเดือนก่อน +2

    Thanks minister Pujari sir for helping people

  • @debasissahu2637
    @debasissahu2637 5 หลายเดือนก่อน +3

    ମନ୍ତ୍ରୀ କଣ ବାଘ। ସରକାରୀ ଚାକିରିଆ ଙ୍କୁ ଟାଇମ୍ ରେ ଅଫିସ ଆସିବାକୁ ତାଗିଦ କରାଯାଉ। ନଚେତ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ।

  • @TapanOjha-xl2ts
    @TapanOjha-xl2ts 5 หลายเดือนก่อน +3

    ଖାଲି ଏଇ ଜାଗା ନୁହେଁ ଆହୁରି ଅନେକେ ଜାଗା ଏହି ପରି ଚାଲିଛି ଏମାନଙ୍କୁ ବହିଷ୍କାର କରା ଜାଉ

  • @ganeshmohanty6422
    @ganeshmohanty6422 5 หลายเดือนก่อน +3

    ପ୍ରିୟ ପଞ୍ଚାୟତରାଜ ମନ୍ତ୍ରି ସାରେ ଆପଣ ଆମ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ତସିଲକୁ ଟିକେ ପରିଦର୍ଷନ୍ କରନ୍ତୁ କେମିତି ଚାଲିଛି ଜାଣିପାରିବେ

  • @manassahoo8818
    @manassahoo8818 5 หลายเดือนก่อน +5

    ମାହାଙ୍ଗା ଭଳି ଚାଷୀ ବ୍ଲକ ରେ ବେଆଇନ ଭାବେ ମାଟି ଖୋଲା ଚାଲିଛି. ତହସିଲ ରେ କମ୍ପ୍ଲେନ ଦେଲାରୁ ସେ ମାଇନ୍ସ ଅଫିସ ଯାଇ କମ୍ପ୍ଲେନ ଦେବାକୁ କହୁଛନ୍ତି ଏ ରୁଲ କଣ ଠିକ. ମାହାଙ୍ଗା ଆସନ୍ତୁ ଦେଖିବେ କେତେ ବେଆଇନ ଚାଷ ଜମି ଖୋଲା ଯାଇଛି

  • @SabitaHota-l5o
    @SabitaHota-l5o 5 หลายเดือนก่อน +9

    ଠିକ୍ କରିଛନ୍ତି ଆପଣ ସାର୍ ତାଙ୍କୁ ସସପେଣ୍ଟ କରାଯାଉ ତାପରେ ସମସ୍ତେ ଚେତିବେ ।

  • @DDaimond-ys5tu
    @DDaimond-ys5tu 5 หลายเดือนก่อน +7

    ସବୁ ମନ୍ତ୍ରୀ ମାନେ ଅଚାନକ ଗଲେ ନାଟକ ର ସୂତ୍ରଧାର କୁ dari ପାରିବେ

  • @dasarathibehera4530
    @dasarathibehera4530 5 หลายเดือนก่อน +3

    Amanku ବହିସ୍କାର କରାଯାଉ

  • @aksbbsr
    @aksbbsr 5 หลายเดือนก่อน +3

    ବର୍ଷ ବର୍ଷ ଧରି ଭୁବନେଶ୍ବର ତହସିଲରେ Conversation ହେଉନି

  • @maakitchenette
    @maakitchenette 5 หลายเดือนก่อน +1

    ଏ ସବୁ ଲୋକ ଦେଖଣା ଆଉ କିଛି ନାହିଁ 🦮🐊👎🕷️🕸️✔️😭🦟🗞️😈👿🤡🐜👹

  • @pradeeptaroutray5035
    @pradeeptaroutray5035 5 หลายเดือนก่อน +3

    ସବୁ ତହସିଲ ରେ ସେ ଅବସ୍ଥା..... ଚନ୍ଦ୍ର ଶେଖର କୁମାର ସାର ଆଉ ଥରେ revenue secretary ହେବା ଦରକାର...... ତହସିଲ ଅଫିସ ସୁଧାରିବା ପାଇଁ

  • @susantanayak551
    @susantanayak551 5 หลายเดือนก่อน +4

    ରଣପୁର ରେ ସମାନ ଅବସ୍ଥା

  • @abhijitexpressdp9939
    @abhijitexpressdp9939 5 หลายเดือนก่อน +8

    ଏ ଦାଢ଼ିଆ ତହସିଲଦାର କୁ ବହିସ୍କାର କରି ଦେଲେ ଠିକ୍ ବୁଝି ପାରିବ.😂😂😂😂😂😂

  • @amitakar94
    @amitakar94 5 หลายเดือนก่อน +2

    ଏମାନଙ୍କୁ ବିଦା କରାଯାଉ କାମ କିଛି ହଉନି ଲୋକ ହଇରାଣ ହୋଉଛନ୍ତି

  • @liteshkumar2496
    @liteshkumar2496 5 หลายเดือนก่อน +4

    ସବୁ ଅଫିସ ର ଅବସ୍ଥା ଏମିତି ସବୁଆଡେ ରେଗୁଲାର ଏମିତି raid ହେବା ଉଚିତ

  • @satyaranjanpanda701
    @satyaranjanpanda701 5 หลายเดือนก่อน +2

    Online application ନିଆଯାଉ, କାମ ର time fix କରାଯାଉ, ଲୋକମାନଙ୍କୁ office ଯିବାକୁ ପଡ଼ିବନି

  • @raghubhatra1354
    @raghubhatra1354 5 หลายเดือนก่อน +4

    ଏତ ତହସିଲଦାର ଭଳି ଲାଗୁନି

    • @kumarpapu3225
      @kumarpapu3225 5 หลายเดือนก่อน

      South ra tollywood vilian😂

  • @NilamadhabdashNilamadhabdash
    @NilamadhabdashNilamadhabdash 5 หลายเดือนก่อน +3

    ସାବାସ ଏମିତି ତାଗିଦ୍ କରିବା ଦରକାର

  • @chandrapanda7222
    @chandrapanda7222 5 หลายเดือนก่อน +4

    ମନୋଜ ପ୍ରଭାକର କୁରୁଜୁ ତହସିଲଦାର ସମ୍ବଲପୁର ମୁହା ଧୃତ ଟା, ସେ ବାବୁ ଗଞ୍ଜାମ ଜିଲ୍ଲାର କନିସି Addl tdr ଥିଲା ବେଳେ ଟଙ୍କା ନ ଦେଲେ Mutation case ଗୁଡ଼ିକ Drop କରିଛନ୍ତି, ଯିଏ ଟଙ୍କା ଦେଲେ Mutation case Drop, ତାପରେ ବାବୁଙ୍କ ସହ କାରବାର କଲେ Re opining, ତାପରେ yes, Ok ଲେଖି Land Schedule, Deed No ନ ଥାଇ Case Allow କରି ଛନ୍ତି,
    ବାବୁ ଜଣକ ବଡ଼ କରିତ କର୍ମା, ସମ୍ବଲପୁର ଜନସାଧାରଣ ଜାଗ୍ରତ ହୁଅ.

  • @niranjanpandaofficial
    @niranjanpandaofficial 5 หลายเดือนก่อน

    Right decision in right time
    Thank you so much sir 🙏🙏🙏

  • @NrusinghaCharanRatha
    @NrusinghaCharanRatha 5 หลายเดือนก่อน +3

    ପ୍ରତ୍ଯେକ ଅଫିସରଙ୍କ କାର୍ଯ୍ଯକଳାପ ସ୍ବତନ୍ତ୍ର ତଦାରଖ କମିଟି (special squad) ଦ୍ବାରା ନିୟମିତ ବ୍ୟବଧାନ(regular interval)ରେ ସମୀକ୍ଷା କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବାର ବ୍ୟବସ୍ଥା ପ୍ରଚଳନ କରାଗଲେ ଭଲ ହୁଅନ୍ତା ।

  • @RinkuKumar_2612
    @RinkuKumar_2612 5 หลายเดือนก่อน +2

    All Minister Should Do A Surprise Visit In Thier Own Department,

  • @niranjanpandaofficial
    @niranjanpandaofficial 5 หลายเดือนก่อน

    Absolutely Right👍👍👍👍

  • @saktisethy9204
    @saktisethy9204 5 หลายเดือนก่อน

    ସେ AC ଗୁଡ଼ାକ ସବୁ କାର୍ଯ୍ୟାଳୟ ରୁ ବାହାର କରାଯାଉ, ଥଣ୍ଡା ପବନ ଖାଇ ଖାଇ ଏମାନଙ୍କ ଶରୀର ଆଉ କିଛି କାମ କରିବାକୁ ପ୍ରସ୍ତୁତ ନାହିଁ ...

  • @pradoshrath1035
    @pradoshrath1035 5 หลายเดือนก่อน

    Suresh Bhai Sahi Salam 🎉🎉🎉🎉🎉

  • @banditabarik2872
    @banditabarik2872 5 หลายเดือนก่อน +10

    Prati block, tehsil office re lanch na dele kam heu nahin.Tenu government public complain deba pain prati district re Toll-free number deba uchhit.Suresh Pujari sir nku bahut bahut dhanyavad.Emiti achanak visit karantu prati dist ku.

    • @saratkumarpanda7007
      @saratkumarpanda7007 5 หลายเดือนก่อน

      ଲାଞ୍ଚ ଆମର ଅସ୍ଥି ମଜ୍ଜା ରେ ପଡିଗଲାଣି। ସ୍ବୟଂ ଭଗବାନ ଙ୍କ ଛଡ଼ା କେହି କିଛି କରିପାରିବେ ନାହିଁ।

  • @sushilkumarpradhan7513
    @sushilkumarpradhan7513 5 หลายเดือนก่อน +1

    Good good mohan sarkar jindabad

  • @PabinPadhan
    @PabinPadhan 3 หลายเดือนก่อน

    Supar hiro sar❤❤❤❤

  • @akshyadash9091
    @akshyadash9091 6 วันที่ผ่านมา

    ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଜଣେ ସଚ୍ଚୋଟ ବ୍ୟକ୍ତି

  • @abinashpanda6726
    @abinashpanda6726 5 หลายเดือนก่อน

    Sir Good step for our society and office.

  • @abhibisoi3621
    @abhibisoi3621 2 หลายเดือนก่อน

    ଗୁଡ୍ ୱାର୍କ

  • @rourkelabiker
    @rourkelabiker 5 หลายเดือนก่อน

    ଡାରତ

  • @SibashankarNayak-ki4ej
    @SibashankarNayak-ki4ej 5 หลายเดือนก่อน

    Very good Suresh pujari sir

  • @GCAVENUETENANTSASSOCIATION
    @GCAVENUETENANTSASSOCIATION 5 หลายเดือนก่อน

    ରାଜସ୍ଵ ମନ୍ତ୍ରୀଙ୍କୁ ଦେଖି ସବୁ ଅଫିସର ଏବଂ ତହସିଲଦାରଙ୍କ ଝାଡା ପରିଶ୍ରା ହେଇଗଲା ଭଳି ଲାଗୁଛି.... ଶୁରେଶ ବାବୁଙ୍କ ଗୋଡ଼-ହାତ ଥରିଲା ଭଳି ଲାଗୁଛି.... କାରଣ ସିଏ ଡରିକି ଚେଆର ବସିଗଲା ଭଳି ମନେ ହେଉଛି. ଆଉ କେତେ ଦିନ ଓଡ଼ିଆଙ୍କୁ ଭୁତେଇବ?

  • @SanjaySahu-vv2lr
    @SanjaySahu-vv2lr 5 หลายเดือนก่อน

    Right 👍 Sir Good job 👍

  • @LaxmanPahadiya-h7u
    @LaxmanPahadiya-h7u 3 หลายเดือนก่อน

    ପଟା ମିଳିନି ସାର, ତିହିଡି ତହସିଲରେ ବର୍ଷେ ହୋଇ ଗଲାଣି, ତିହିଡି ତହସିଲ ଭିଜିଟ କରନ୍ତୁ ସାର 🙏🙏🙏ମୁଁ ଅନୁରୋଧ କରୁଛି ସାର 🙏

  • @santoshswain753
    @santoshswain753 5 หลายเดือนก่อน

    ଏ ମନ୍ତ୍ରୀ କୁ ଭାରତ ଲେଖିବା ଆସୁନି ୟାଙ୍କୁ ପୁଣି ଡର

  • @ranojmanjarisahu9914
    @ranojmanjarisahu9914 2 หลายเดือนก่อน

    Dhanyavaad Suresh sir