4 ବର୍ଷର ଅପାରଗତାରୁ ଆଳୁ ଦୁର୍ଦ୍ଦଶା || Potatoes Controversy

แชร์
ฝัง
  • เผยแพร่เมื่อ 17 ต.ค. 2024
  • ବେଙ୍ଗଲ ଫେରିଗଲେ ଓଡ଼ିଶା ଆସିବା ଅପେକ୍ଷାରେ ସୀମାରେ ଥିବା ଆଳୁ ଟ୍ରକ୍ । ସେପଟେ ଦିଲ୍ଲୀରେ ମମତାଙ୍କୁ ଭେଟି ସମାଧାନ ପାଇଁ ଆଲୋଚନା କଲେ ମୋହନ ମାଝୀ । ଆଳୁ ପାଇଁ ବେଙ୍ଗଲ ପାଖରେ କାହିଁକି ଗୋଡ଼ ଭାଙ୍ଗି ଛିଡ଼ା ହେଉଛି ଓଡ଼ିଶା । କାହିଁକି ଆଳୁ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିନାହିଁ ରାଜ୍ୟ । ଓଡ଼ିଶାକୁ ସମସ୍ୟା ଭିତରକୁ ଠେଲି ଦେଇଛି 24 ବର୍ଷର ବିଜେଡି ସରକାରର ଅପାରଗତା ।
    #argusnews #BJDGovt #potatoes #controversy #WestBengal #PotatoProduction #MohanMajhi #mamtabanarjee #NaveenPatnaik #OdishaNews Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    4 ବର୍ଷର ଅପାରଗତାରୁ ଆଳୁ ଦୁର୍ଦ୍ଦଶା || Potatoes Controversy
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    TH-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

ความคิดเห็น • 256

  • @sashibhusanmohapatra5976
    @sashibhusanmohapatra5976 2 หลายเดือนก่อน +24

    ଓଡ଼ିଶାର ଲୋକ ମାଗଣା ଖାଇ ଖୁସ୍, ଚାଷ କଲେ ସିନା ବଳକା ଜିନିଷ ଶୀତଳ ଭଣ୍ଡାର ରେ ରହିବ, ଯେଉଁ ଶୀତଳ ଭଣ୍ଡାର ଥିଲା ତାହା ବନ୍ଦ ହେଲା କାରଣ ଜିନିଷ ଆସିଲାନି, ଭଣ୍ଡାର ବନ୍ଦ ହେଲା, ନୁଆ କରିବା କଣ ଦର କାର,ଅଯଥା ଖର୍ଚ୍ଚ. I

    • @cuteshort418
      @cuteshort418 2 หลายเดือนก่อน +4

      ତମେ ପ୍ରଥମେ ଚାଷ ଆରମ୍ଭ କର ତାପରେ କଥା କୁହ

    • @jayadevmoharana1989
      @jayadevmoharana1989 2 หลายเดือนก่อน +3

      ଠିକ କହିଛ ଭାଇ ସମସ୍ତେ ଅଧିକ କହନ୍ତି କିନ୍ତୁ କିଛି କରନ୍ତିନି

  • @sadanandasahoo3707
    @sadanandasahoo3707 2 หลายเดือนก่อน +29

    ଖାଲି ଆଳୁ? ବିଜେଡି କେତେ ଅପାରଗତା, ଆଉ ତୁମେ ଚାଟୁକାରିତା ଦଳର କରୁଥିବା ଦଳ କେତେ କେଉଁଥିରେ ଆତ୍ମନିର୍ଭରଶୀଳ କରିବେ ସମୟ କହିବ। ରାଜ୍ୟ ଯୋଗାଣ ମନ୍ତ୍ରୀ ଙ୍କ ପାଇଁ ଆଳୁ ୫୦/୬୦ ଟଙ୍କା ହେଲା। ବେପାରୀ ଦୋକାନ ବନ୍ଦ କରିଦେଲେ,କଣ କଲେ ବେପାରୀଙ୍କର

  • @rakunmishra5090
    @rakunmishra5090 2 หลายเดือนก่อน +18

    Argus news fully support BJP

  • @chitaranjandas1433
    @chitaranjandas1433 2 หลายเดือนก่อน +31

    ଏତେ ବର୍ଷ ପର୍ଯ୍ୟନ୍ତ କଣ କରୁଥିଲା ସରକାର

    • @surajitjana7671
      @surajitjana7671 2 หลายเดือนก่อน +2

      ୨୪ ବର୍ଷ କଣ କରୁଥିଲା ପାଗଲା ନବୀନ୍

    • @nirakarsahoo6111
      @nirakarsahoo6111 2 หลายเดือนก่อน +2

      Tu.ta.sabu.janichi.

    • @eodia6475
      @eodia6475 2 หลายเดือนก่อน

      ଏତେ ବର୍ଷ ନବୀନ develop କରୁଥିଲା କିନ୍ତୁ ତମେ କଣ କରୁଥିଲ। Bjp ଆସିଲା ଭଲ ହେଲା କିନ୍ତୁ ତମର problem କଣ ପାଇଁ । ଓହୋ ମାନେ bjd ଠିକ୍ ଜାଗାରେ ପାହାର ମାରିଛି ନାଇ। ok ସେଇଟା bjd ର special ଫାଣ୍ଡା।

    • @deepakpanigrahi3957
      @deepakpanigrahi3957 2 หลายเดือนก่อน

      Navin samayare badhi nathila

    • @deepakpanigrahi3957
      @deepakpanigrahi3957 2 หลายเดือนก่อน

      Next season re bjp 10 re alu deba

  • @tapasmishra5355
    @tapasmishra5355 2 หลายเดือนก่อน +49

    ଓଡିଶାରୁ BJP ହଟାଅ। ଏବେ ବି BJP ର BJD କୁ ଭୟ। 50%ରୁ 78% ଦିବ୍ୟାଙ୍ଗ certifficate ପାଇଥିବା ଯୁବକ ଯୁବତୀ ମାନଙ୍କୁ BJP ସରକାର ଆଣ ଦେଖା କରିଛି। ବାହାର ରାଜ୍ୟର କଥାରେ ଓଡ଼ିଶା BJP ଚାଲୁଛି। ଓଡ଼ିଶା Bjp ନେତା ମାନଙ୍କର ନିଜସ୍ଵ କିଛି ନାହିଁ।

    • @sambitnayak9406
      @sambitnayak9406 2 หลายเดือนก่อน

      Kan pai

    • @tapasmishra5355
      @tapasmishra5355 2 หลายเดือนก่อน

      @@sambitnayak9406 ଜାଣି ପାରୁନ

    • @eodia6475
      @eodia6475 2 หลายเดือนก่อน +2

      ଆଗକୁ ପଞ୍ଚାୟତ ଇଲେକ୍ସନ ଆସୁଛି trailer ଦେଖେଇ ଦବ bjd ଆଉ ୨୦୨୯ ରେ film ଚାଲୁ କରିବ।

    • @kapilasmahakur8371
      @kapilasmahakur8371 2 หลายเดือนก่อน

      Kahinki, bjp hatibo पब्लिक support re bjp aasichi bjd galaa😂😂😂😂

    • @AbhishekPradhan-iv4xw
      @AbhishekPradhan-iv4xw 2 หลายเดือนก่อน +1

      Agaru kn soiethila ki abe bjp sabu kari dauchi au bjd gota tulashi....

  • @bibhutibhusanbehera5147
    @bibhutibhusanbehera5147 2 หลายเดือนก่อน +43

    ସବୁ ନାଟର ନାଟ୍ୟକାର ନବୀନ ପଟ୍ଟନାୟକ

    • @gopabandhubehera1128
      @gopabandhubehera1128 2 หลายเดือนก่อน +1

      Yuy😊g

    • @dailyactivity360
      @dailyactivity360 2 หลายเดือนก่อน +4

      Right 👍

    • @pitabashswain4118
      @pitabashswain4118 2 หลายเดือนก่อน +6

      Aau khala Nayak tuma parika kichhi loka

    • @SunitaRaita-r3z
      @SunitaRaita-r3z 2 หลายเดือนก่อน

      Laja laguni je muh ko kai daucha kn kai thila ki tama gara ko ashi ki Hemiti kau cha 420 tama manaka pari lokha na he doniya rhe baut achanti k jay jhagarnath🙏

    • @eodia6475
      @eodia6475 2 หลายเดือนก่อน

      ଜୟ ନବୀନ

  • @dalumahakud2723
    @dalumahakud2723 2 หลายเดือนก่อน +29

    ସବୁ ଖାଇ ଗଲା ପାଣ୍ଡୁ

  • @aratadash5311
    @aratadash5311 2 หลายเดือนก่อน +7

    ବେହିଆ ବିଜେଡି ଦଳର ଲୋକ ସଳେ ନେତା

  • @HUMMING.MAFIA2.0
    @HUMMING.MAFIA2.0 2 หลายเดือนก่อน +32

    ତତେ news ଗାଣ୍ଡି ମରୁନାହାନ୍ତି ତୁ news ବାଲା ବାଳ ଜାଣିଚୁ ଦେଖେ ଆଲୁ ସମସ୍ୟା ପାଇଁ କିଏ ଚିଠି ଲେକ୍ଖୁଛି ମୁଁ ଜଳେ ବିଜେପି କର୍ମ ଚାଳି କିନ୍ତୁ ମୁଁ ନବୀନ sir କୁ ଧନ୍ୟା ବାଦ ଦେବି 😢😢😢

    • @kumarsahoo7987
      @kumarsahoo7987 2 หลายเดือนก่อน +1

      Argus news take news from potato ,but no news for raghubar das son

    • @kapilasmahakur8371
      @kapilasmahakur8371 2 หลายเดือนก่อน

      @@HUMMING.MAFIA2.0 Sabu loka bujhi sarile ni bjd kan chopa taa karuchi, nije mamata sangare may may haucha 24barsha re odisha aalu chaso badhi nahi ki cold storage badhi nahi, nije gadi atkeila, nije hin chithhi lekhila

    • @-hp7et
      @-hp7et 2 หลายเดือนก่อน

      ତୁ କିଛି ଜାଣିନୁ ବିଜେଡ଼ି ଶସ୍ତା ରାଜନୀତି କରୁଛି। ଭୂତ ହେଇ ନିଜେ ଗୁଣିଆ ହେଇ ଦେଖେଇ ହେଉଛି। ୨୫ ବର୍ଷ ଆଳୁ ମିଶନ କୁଆଡେ ଗଲା ଜବାବ୍ ଦେଉନି ବିଜେଡ଼ି

    • @chinmayBiswal-c1y
      @chinmayBiswal-c1y 2 หลายเดือนก่อน

      Banda jannichu maa ghia

    • @chinmayBiswal-c1y
      @chinmayBiswal-c1y 2 หลายเดือนก่อน

      24 barsa hela gandi marei hau thila bjd kauti

  • @tkart1402
    @tkart1402 2 หลายเดือนก่อน +5

    25 barsa re Bjd Cool store kariparilani kon chodila

  • @maheswarpradhan3978
    @maheswarpradhan3978 2 หลายเดือนก่อน +6

    ମୋହନ ମାଝୀ ଓଡ଼ିଆ ରେ ମମତା ଦିଦି ସାଙ୍ଗ ରେ କଥା ହେଲେ

  • @thunder_ff9930
    @thunder_ff9930 2 หลายเดือนก่อน +13

    ଓଡ଼ିଶା ସରକାର ଙ୍କୁ ମୋର ଏତିକି ନିବେଦନ ଯେ ଅନ୍ଧଭକ୍ତ ମାନଙ୍କ ପାଇଁ କିଛି ମଠ ଏବଂ ଆଶ୍ରମ ଖୋଲାଯିବାର ବ୍ୟବସ୍ଥା କରାଯାଉ ଯାହାଦ୍ଵାରା ସେମାନେ ଦିନ ରାତି ' ମୋଦି 'ନାମ ଜପ କରିପାରିବେ । ବିଜେପି ପାଇଁ ଦିନରାତି ପରିଶ୍ରମ କରି ସମ୍ବାଦ ପରିବେଷଣ କରି ଥାକିଯାଉଥିବା ଓଡ଼ିଶା ରିପୋର୍ଟର,ଅର୍ଗସ ଆଉ ଓଟିଭି ଭଳି କେତେକ ନିରପେକ୍ଷ ନିୟୁଜ୍ ଚ୍ୟାନେଲ ଗୁଡ଼ିକୁ ସରକାର ଙ୍କ ପକ୍ଷରୁ ଆନ୍ତର୍ଜାତିକ ସ୍ତରରେ ସମ୍ମାନିତ କରାଯାଉ ।

    • @Ajyotiiii
      @Ajyotiiii 2 หลายเดือนก่อน +1

      Au nadighosh tv ku novel prize meleba😂😂😂

    • @eodia6475
      @eodia6475 2 หลายเดือนก่อน

      ମୁଁ କୀର୍ତ୍ତି ଦାସ ନୁହଁ କି ଅନ୍ଧଭକ୍ତ ନୁହଁ । Overall ଦେଖିବାକୁ ଗଲେ ରାଜ୍ୟରେ bjd ଆସିଲେ ଭଲ ହବ। ମହନ ସାର ଜଣେ ଭଲ ମଣିଷ କିନ୍ତୁ bjp କୁ ଏବେ ଏବେ ଲକ ଜାଣୁଛନ୍ତି। Delhi ର ଜନତା ବହୁତ୍ ବୁଦ୍ଧିମାନ ସେଇଥିପାଇଁ bjp କୁ ଭୋଟ ଦଉ ନାହାନ୍ତି।😮
      ଓଡ଼ିଶା ଚାଲାକ ହବା ଦରକାର ,,ହେଲେ ଦେଶ ସହିତ ରାଜ୍ୟ ଆଗକୁ ବଢ଼ିଥାନ୍ତା। କିନ୍ତୁ ଓଡ଼ିଆ ମେଢ଼ା ଆମେ । ଆଗକୁ ଦେଖ bjp କଣ କରୁଛି
      କିଛି ଲକ କହିବେ ତୁ କଣ କରିବୁ ତୁ bjp ର ବାଳ ବଙ୍କା କରିପାରିବୁନି ।। ଠିକ କଥା ,,,, ମୁ ଭୋଟ ନଦେଲେ bjp ହାରିବନି କିନ୍ତୁ bjd ର ଗୋଟେ vote ଅଧିକା କରିପାରିବି।
      ଆସ ଏବେ comment ରେ କଥା ହବା

    • @sbishwal1999
      @sbishwal1999 2 หลายเดือนก่อน

      Ethara Delhi re BJP ku hin vote deichanti ​@@eodia6475

  • @s.m8797
    @s.m8797 2 หลายเดือนก่อน +21

    Navin govt dhoka deichi Odisha ku

    • @dillipbehera-lv8sl
      @dillipbehera-lv8sl 2 หลายเดือนก่อน

      ନବୀନ ପଟ୍ଟନାୟକ ତତେ ଗାଣ୍ଡି ମାରିଛି ମାଗିହା 😂😂😂

  • @DillipBhoi-op6xh
    @DillipBhoi-op6xh 2 หลายเดือนก่อน

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ🙏🙏🙏 ଜୟ ମୋ ନବୀନ 🙏ବାବୁ ମୋହନ ବାବୁ 🙏 ଦିଦି 🙏🤝🇮🇳👍🌏🌍🌎🌞🌝🌚

  • @PrativaMohanty-in1ti
    @PrativaMohanty-in1ti 2 หลายเดือนก่อน +14

    5T responsible

    • @Ragini_7-l3q
      @Ragini_7-l3q 2 หลายเดือนก่อน

      Tor maa responsible karana andhabhakt Janma karichhi

  • @Jay_Shri-Ram091
    @Jay_Shri-Ram091 2 หลายเดือนก่อน +3

    Could ଷ୍ଟୋର ଗୋଟେ ଭି ନାହିଁ ୨୫ ବର୍ଷ ର BJD Kuta ସୁଧୁରି jao ରେ।।

  • @DillipBhoi-op6xh
    @DillipBhoi-op6xh 2 หลายเดือนก่อน

    ନବୀନ ପଟ୍ଟନାୟକ ସବୁ ସମୟରେ ଗେହ୍ଲା ପୁଅ ଅଛନ୍ତି ରହିଥିବେ ଓଡ଼ିଶା ପାଇଁ ଭଲ କାମ କରିଛନ୍ତି ପ୍ରଥମେ ନବୀନ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇ ଦିଅ ଓଡ଼ିଶା ପାଇଁ ଭଲ କାମ କରିଛନ୍ତି ଗରିବ ଲୋକଙ୍କ ପାଖରେ ପହଞ୍ଚେଇବାର ଚେଷ୍ଟା କରିଛନ୍ତି ନବୀନ ବାବୁ 🙏🤝👍🤙✍️👍🇮🇳🙏

  • @xyx-ch7wz
    @xyx-ch7wz 2 หลายเดือนก่อน +13

    ma giha channel

  • @swapnaswain255
    @swapnaswain255 2 หลายเดือนก่อน +4

    Old CM ଯୋଗୁଁ ହେଉଛି 😢😢😢

    • @SunitaRaita-r3z
      @SunitaRaita-r3z 2 หลายเดือนก่อน +1

      Tama pari jhio na baut dekichi k Hii lo mankidi old cm bali kauchu tu takhu pashibu ki lo na pashi lo Hemiti kauchu

  • @jialjharnayoutubechannel9264
    @jialjharnayoutubechannel9264 2 หลายเดือนก่อน +23

    BJD Bala sabu chura

  • @niharranjan02
    @niharranjan02 2 หลายเดือนก่อน +15

    ନବୀନ ମମତା କୁ କହିକି ଏମିତି କରିଛି

  • @gourangasahu-sy1jk
    @gourangasahu-sy1jk 2 หลายเดือนก่อน

    Super news

  • @NilambarNayak-f5w
    @NilambarNayak-f5w 2 หลายเดือนก่อน +11

    ଠିକ କଥା କହୁନି କାହିଁକି‌‌ ଅର୍ଗସ ମିଛୁଆ ଅର୍ଗସ

  • @dkmedia4307
    @dkmedia4307 2 หลายเดือนก่อน

    ଅଯଥା ରେ ପୂର୍ବ ସରକାର କୁ ଦୋଷ ଦେବା ଠିକ୍ ନୁହେଁ , ବର୍ତ୍ତମାନ ର ସରକାର ର କାମ ହେଲା ରାଜ୍ୟ କୁ କିପରି ଭଲସେ ଚଲେଇବା, ଲୋକେ ସବୁ ବୁଝିସାରିଲେଣି ।

  • @dharitripanda6070
    @dharitripanda6070 2 หลายเดือนก่อน +2

    Naveen ebe role କରୁଛି last year b tomatto 200 ହୋଇଥିଲା ସେତେବେଳେ ସେ ମଦ ପି କି ଶୋଇଥିଲା ଏବେ ଆଳୁ ପାଇ ଡ୍ରାମା କରୁଛି

    • @kishore6469
      @kishore6469 2 หลายเดือนก่อน

      What about governor son

    • @dharitripanda6070
      @dharitripanda6070 2 หลายเดือนก่อน

      What about Babi Das wooden cottage and swimming pool

    • @kishore6469
      @kishore6469 2 หลายเดือนก่อน

      @@dharitripanda6070 for this reason we rejected bjd. If BJP enjoy government property and other states people bitten odia people what a shame . Bjd only enjoy and bjp enjoy and bitten, you can say attemp to murder.

  • @astamasingh9539
    @astamasingh9539 2 หลายเดือนก่อน +1

    ସରକାରରେ ଅଛି ବିଜେପି ଉତ୍ତର ଦାୟୀ ହେବେ ବିଜେଡ଼ି ବା କି କଥା

  • @Lockykumar999
    @Lockykumar999 2 หลายเดือนก่อน

    Thanks you ❤❤❤

  • @NareshRout-w7o
    @NareshRout-w7o 2 หลายเดือนก่อน +9

    Sabu genda mukhia o pandu pain. BJP govt. Ku badnam pain gendaji o pandu ra a khela.24 barsara Biswa stariya jojana kara cm aeita khela.Auu Bala achhi na pandu o mukhia sun pampudi khaibe.

  • @manojkumarmaharana5603
    @manojkumarmaharana5603 2 หลายเดือนก่อน +1

    Bjp ସରକାର ଆସିଲାଣି, ଓଡ଼ିଶାରେ ଆଳୁ ଚାଷ ହେବା, ଆର ବର୍ଷ argus news ଚାଟୁ କରିତା ନକରି ଆଳୁ ବେପାର କରିବ, ସରକାର ବିଜେପିର, ଆଳୁ ଆସୁନି କାହାର ଦୋଷ

  • @jaykrushna6166
    @jaykrushna6166 2 หลายเดือนก่อน +12

    Bjd govt re bi bahu bar, sabu thire rate badhichhi. Ea nua katha nuhe.

  • @makarsenapati1213
    @makarsenapati1213 2 หลายเดือนก่อน

    ମୋହନ୍ ମାଝୀ ତ ଓଡ଼ିଆ ଭାଷା ଛଡା କିଛି ଶିଖିନି ସିଏ ମମତା ବାନାର୍ଜୀ ସହିତ କେମିତି କଥା ହେଲା

  • @HimansuSahu-n5n
    @HimansuSahu-n5n 2 หลายเดือนก่อน +15

    BJD ଚୁର ଓଡ଼ିଶା ବାସୀ ଚିହ୍ନ ଚିହ୍ନ

    • @ayush1725
      @ayush1725 2 หลายเดือนก่อน

      Odia asmita asmita haucha kintu thik se odia kahiparuna..chora ku chura lekhucha😂 au 2nd thing bina fact re bhasana mariba tama bhali andhabhakta nka kama..so tk fact check kariki katha kuha 😂

  • @santoshnayak6376
    @santoshnayak6376 2 หลายเดือนก่อน +5

    ଅନ୍ୟ ଦେଶ ଉପରେ ନିର୍ଭର କରୁଛ ଖାଲି ଚିକଣିଆ କଥା ଗପୁଚ ଆମ ଓଡିଶା ବାସୀଙ୍କୁ ଲାଜ ଲାଗିବା କଥା ।ଚାଷ କେହି କରୁନାହାନ୍ତି

    • @jayadevmoharana1989
      @jayadevmoharana1989 2 หลายเดือนก่อน

      ଭାଇ ତମେ ଓଡିଶା ବାସୀ ତ ଯଦି ହଁ ତମେ ତେବେ ଚାଷ କରୁଛ ତ ଯଦି କରୁଛ ବହୁତ ବହୁତ ଧନ୍ୟବାଦ ଯଦି ନ କରୁଛ ତାହା ହେଲେ ପ୍ରଥମେ ତମକୁ ବହୁତ ଲାଜ ଲାଗିବା କଥା କାରଣ ଚିକ୍କଣିଆ ତମେ ବହୁତ କରୁଛ

  • @pramodkumarrout7641
    @pramodkumarrout7641 2 หลายเดือนก่อน +2

    What about Potatoes mission?

  • @ranjitking9314
    @ranjitking9314 2 หลายเดือนก่อน +2

    ମୋହନ ବାବୁ ମତେ ଆଜ୍ଞା ଦିଅନ୍ତୁ ମୁ କୋଲକାତା ଯାଇକି ମମତା ବାନାର୍ଜୀ କୁ ଠିଆ ଠିଆ ଗେହୀ ଦେଇ ଚାଲି ଆସିବି

    • @biswakitalas7923
      @biswakitalas7923 2 หลายเดือนก่อน

      Condom lageiki gehibu nahale AIDS heijiba tate

  • @MrTdas-d6b
    @MrTdas-d6b 2 หลายเดือนก่อน +13

    ନବୀନ ପଟ୍ଟନାୟକ କୁ ଟାଣି ଆଣି ପିଟ

    • @dambarutitisilet4476
      @dambarutitisilet4476 2 หลายเดือนก่อน

      ତୁ ମାଗିହା ନବୀନର ବାଲର ବି ସରି ହବୁ ନାହିଁ

    • @iswarnayak1383
      @iswarnayak1383 2 หลายเดือนก่อน

      To gandi kain fatuchi

    • @bkscreative1050
      @bkscreative1050 2 หลายเดือนก่อน

      ତୋ ବୋଉ ବିଆ କୁ ପରା ଭଡ଼ାରେ ଦେଇଥିଲୁ ନବୀନ ପଟ୍ଟନାୟକ କୁ 2000 ଟଙ୍କା ଆଣି ଥିଲୁ
      ଏବେ କଣ କହୁଚୁ ପିଟିବାକୁ ମଘିଆ

  • @anitadas7277
    @anitadas7277 2 หลายเดือนก่อน +3

    Alu samasya Naveen sir nka pain hatila.. A bjp govt. ku Mamata Banarji like kareni.. tenu se Naveen nka pain allu odisha ku chhadila

    • @Mrddbaska7815
      @Mrddbaska7815 2 หลายเดือนก่อน +1

      Seithipain ta BJD politics karuchhi ALU paiii. Alu band hebara karana Nabin patnayak hin dayi ...sabu BJD ra chakranta alu band hebara

    • @eodia6475
      @eodia6475 2 หลายเดือนก่อน

      ମମତା ଦିଦି କେବେ bjp କୁ ସପୋର୍ଟ କରିବେ ନାହିଁ କାରଣ ତାଙ୍କର ଦମ୍ ଅଲଗା। ସେ କାହାରି ଗୋଲାମ ନାହିଁ । ତେଣୁ ସେ ଠିକ୍ କରିଛନ୍ତି। ସେ ନବୀନ ପଟ୍ଟନାୟକ ଭଳି ନମ୍ର ବ୍ୟବହାର ଜାଣି ନାହାନ୍ତି। ସେ ଡାଇରେକ୍ଟ କଥା ବାର୍ତ୍ତା କରନ୍ତି ,, ସେଇଥି ପାଇଁ ତ ଆଜିଯାଏଁ bjp west bengal ରେ ଆସୁନାହିଁ,ଆଉ ଆସି ପାରିବ ନାହିଁ।

  • @makarsenapati1213
    @makarsenapati1213 2 หลายเดือนก่อน

    ମୋହନ୍ ମାଝୀ ତ ଓଡ଼ିଆ ଭାଷା ଛଡା କିଛି ଶିଖିବି ସିଏ ମମତା ବାନାର୍ଜୀ ସହିତ କଥା ହେଲା

  • @shashankanayak7428
    @shashankanayak7428 2 หลายเดือนก่อน +1

    No 1 Production No 2 Cold store in Odisha which were not by BJD but now BJP will see the above points

  • @surathaswain9356
    @surathaswain9356 2 หลายเดือนก่อน +1

    ନବିନ ସବୁତ ଦେଲେ ଆମେ ନାମ ବଦଳେଇଲୁ ହେଲେ ଆଳୁ ମିସନ କାହିଁକି ଦେଲେନି ଆମେ ନାମ ବଦଳେଇଥା'ନ୍ତୂ।

  • @TukuNaik-hj6cf
    @TukuNaik-hj6cf 2 หลายเดือนก่อน +1

    BJP best CM odisha

  • @AnjumMosarrat-u6e
    @AnjumMosarrat-u6e 2 หลายเดือนก่อน

    Jay Naveen sir great CM tha

  • @spotdanger1677
    @spotdanger1677 2 หลายเดือนก่อน +1

    Argus news bala news chhadi alu gachha laga

  • @MishraP-o1o
    @MishraP-o1o 2 หลายเดือนก่อน +2

    Right

  • @PravatiSethi-e4r
    @PravatiSethi-e4r 2 หลายเดือนก่อน

    ଏବେ ହୋ ନ ମାଝୀ ସାର୍ ଆଳୁ ଚାଷ କରନ୍ତୁ 😂😂

  • @dalibandhugouri6001
    @dalibandhugouri6001 2 หลายเดือนก่อน

    ବିଜେପି ର ଅଇଁଠା ଖିଆ ଗୋଧି ମିଡିଆ ମାଦରଛୋଦ

  • @dillipbehera-lv8sl
    @dillipbehera-lv8sl 2 หลายเดือนก่อน

    ବିଜେପି ଗୋଲାମ ଅର୍ଗସ ନିୟୁଜ

  • @Bhaskarbaral-d2i
    @Bhaskarbaral-d2i 2 หลายเดือนก่อน

    Mohan.majhi.jindabad❤❤❤

  • @RajendraBehera-u5l
    @RajendraBehera-u5l 2 หลายเดือนก่อน

    Right.Where is Alu Mission in BJD govt.

  • @laxmidharmohanty1251
    @laxmidharmohanty1251 2 หลายเดือนก่อน

    Nabinkupachar 3:35 3:37

  • @trinathmahanta7322
    @trinathmahanta7322 2 หลายเดือนก่อน

    ରାଜନୀତି ଭଲ କରୁଛ

  • @pintumohanty6812
    @pintumohanty6812 2 หลายเดือนก่อน +2

    Nabin babu chithi lekhile mamata ku abe sabu alu truck odisha asigala

  • @odisha..816
    @odisha..816 2 หลายเดือนก่อน +1

    Jaha hela naveen Pattnaik dai.. Tama rangabola sarkar ku khali ranga maribaku loka vote deichanti

  • @ExcitedClogShoes-dc7xl
    @ExcitedClogShoes-dc7xl 2 หลายเดือนก่อน

    ଭଟ ପାଇଲେ ସବୁ ନିୟମ

  • @satyaenter000
    @satyaenter000 2 หลายเดือนก่อน

    ତୁମେ ଉତ୍ପାଦନ କରି ଦେଖାଅ, ଖାଲି ବିରୋଧୀ କୁ ଦୋଷ।

  • @karanmajhi599
    @karanmajhi599 2 หลายเดือนก่อน

    Argus thif chennal

  • @pradeeptamohanta941
    @pradeeptamohanta941 2 หลายเดือนก่อน

    Odisha govt must talk with the west Bengal govt and take long term measures to restore normalcy price in vegetable and pulses.....

  • @maheswarpradhan3978
    @maheswarpradhan3978 2 หลายเดือนก่อน

    ତମ ସରକାର ତଦନ୍ତ ଛାଡି ତମେ କେମିତି କରିବ ଦେଖ 5 ବର୍ଷ ରେ 50 ବର୍ଷ ର ଡେଭଲମେଣ୍ଟ ହେବ କିମିତି

  • @bibhuprasaddash4231
    @bibhuprasaddash4231 2 หลายเดือนก่อน

    Jay BJD NAVEEN SIR.

  • @rajeshkumarsahoo8842
    @rajeshkumarsahoo8842 2 หลายเดือนก่อน

    କୁକୁର ପେଳ ଚଟା ଚାନେଲ 😂😂😂

  • @Sabyasachi_Das
    @Sabyasachi_Das 2 หลายเดือนก่อน +1

    Update news dekhaunu be.....

  • @Kalmikuliyt
    @Kalmikuliyt 2 หลายเดือนก่อน

    ନବୀନ ଚିଠି ଲେଖି ଆଳୁ ଆସିଲାଣି ପରା

    • @HaraprasadRana-fm1uu
      @HaraprasadRana-fm1uu 2 หลายเดือนก่อน

      ପାଣ୍ଡୁ ନାଟୁ ଆ ତୁମେ ଜାଣି ପାରିଵ ନାହିଁ ଆଲୁ ମିଶନ କୁ ଆଡେ ଗଲା ସାରେ

  • @Anantadas-wz1dj
    @Anantadas-wz1dj 2 หลายเดือนก่อน

    🙏🌹🌹🙏👍👍🇮🇳🇮🇳

  • @tulusirdaspattanayak5671
    @tulusirdaspattanayak5671 2 หลายเดือนก่อน

    ମେଣ୍ଢା --- ବାହାର କୁ ଆସି ଦେଖ ୩୦ ଟଙ୍କା ନା ୪୫ ଟଙ୍କା। ତୁମକୁ ଶଳା କେହି କିଛି ଦେବେ ନାହିଁ। ତୁମ ଫାଣ୍ଡି ରେ କେତେ ପାଣି ଅଛି ଦେଖାଇ ଦିଅ ରେ

  • @Dkbfunny
    @Dkbfunny 2 หลายเดือนก่อน +3

    To bou bia augus

  • @DJXJB
    @DJXJB 2 หลายเดือนก่อน

    Bala sabu sarilapare news

  • @bkscreative1050
    @bkscreative1050 2 หลายเดือนก่อน +1

    ଆରେ ଧର୍ମେନ୍ଦ୍ର ଅଇଁଠା ଚଟା ନିୟୁଜୁ
    ଭଲରେ ଦେଖିକି କୁହ
    ନବୀନ ପଟ୍ଟନାୟ ଚିଠି ଲେଖିବା ପରେ
    ଏବେ ଆଳୁ ଓଡ଼ିଶା ଆସିବ ବୋଲି ମମତା କହିଲେ

    • @sujit_sahoo
      @sujit_sahoo 2 หลายเดือนก่อน +1

      Tu banda ta jaanichu

  • @pintubehera7609
    @pintubehera7609 2 หลายเดือนก่อน

    Orgus news ki reporter kisi aur ki duniya mei hai 😅😅😅

  • @manoranjsahoo9197
    @manoranjsahoo9197 2 หลายเดือนก่อน

    Jai 🙏 jai 🙏 sri 🙏 ram 🙏
    Jai 🙏 sri 🙏 ram 🙏

  • @SanjaykumarJena-ln5in
    @SanjaykumarJena-ln5in 2 หลายเดือนก่อน

    Khargus tote manibaku padiba

  • @sangammaMaharana
    @sangammaMaharana 2 หลายเดือนก่อน

    😢😢😢😢😢,im sad

  • @sikisiki6172
    @sikisiki6172 2 หลายเดือนก่อน

    👍👍👍👍👍

  • @BKR337
    @BKR337 2 หลายเดือนก่อน

    ତୁ ମାଘିଆ ଆଳୁଚାଷ କଲୁନି😂

  • @nidhiramjena2398
    @nidhiramjena2398 2 หลายเดือนก่อน

    Alu news dekhauchhu, Raghua pua marda mara ghatana dekhagalani ki....

  • @bhagyalaxmisamal8733
    @bhagyalaxmisamal8733 2 หลายเดือนก่อน

    Ahuri argus chatukarita jaini..... Jadi prakruta re patrakarita jana ta sata ra sath diantu.
    Tax fixation
    BJP election commitment and execution
    Name changing government bisayare alochana hou..

  • @muralidharabehera2109
    @muralidharabehera2109 2 หลายเดือนก่อน

    BJP 13 Sarkar BJP Chauraha

  • @ExcitedClogShoes-dc7xl
    @ExcitedClogShoes-dc7xl 2 หลายเดือนก่อน

    ଏ ସବୁ କଣ

  • @natabarmalliknatabarmallik9143
    @natabarmalliknatabarmallik9143 2 หลายเดือนก่อน

    A sabu pain nabin dai pachi bars odisaku khaila

  • @HemantNaik-i4q
    @HemantNaik-i4q 2 หลายเดือนก่อน +1

    Mamata sahita Nabin

  • @SujataSamal-k8i
    @SujataSamal-k8i 2 หลายเดือนก่อน

    Navin kn kale nije abe dekha

  • @pratyushbiswal8093
    @pratyushbiswal8093 2 หลายเดือนก่อน

    ଏବେ କଣ କରନ୍ତୁ ଅର୍ଗସ କହିବ

  • @cocomelonrhymes6029
    @cocomelonrhymes6029 2 หลายเดือนก่อน

    Nabin must have taken something from Mamata.

  • @manoranjanmohanta3653
    @manoranjanmohanta3653 2 หลายเดือนก่อน

    We have to ask govt who is in power not the past govt.....modi jemiti Nehru nku blame karanti

  • @mahesbabu1550
    @mahesbabu1550 2 หลายเดือนก่อน +1

    WB no ku badaa

  • @PhuloHembram-fn4tc
    @PhuloHembram-fn4tc 2 หลายเดือนก่อน

    Jalsawra

  • @ugreshantandi
    @ugreshantandi 2 หลายเดือนก่อน

    Mohan nuhe nabin odisha mo odisha

  • @sanjeebbagh4217
    @sanjeebbagh4217 2 หลายเดือนก่อน

    ମିଛୁଆ ଅର୍ଗସ

  • @AsitKumarSa
    @AsitKumarSa 2 หลายเดือนก่อน

    Chhatishgarh re bjp govt 25 yr continue achhi thare break....Sethi alu ra condition kan

  • @fakirherna-cz6ii
    @fakirherna-cz6ii 2 หลายเดือนก่อน

    Wo bjp news kebe kini na thili.60 bjp asila pare 60debaku padila

  • @PramilaPradhan-i6o
    @PramilaPradhan-i6o 2 หลายเดือนก่อน

    Odisha alu upadan pai feet jaha alu misson deithila but a chora nabinsarakar banda kala

  • @mulyapatel..
    @mulyapatel.. 2 หลายเดือนก่อน

    Only BJP sarkar daee💯💯👍 Chashi ku pura garib karidela BJP sarkar, only Bedesh nity thike 💯 baki sab FK, froud, faltu, only jobs, sarvise balo Khushi re Baki Sabu problem, paresaan re Jada problem Chashi aajie be lone khilaf re, bahut vala heechi 💯💯💯👍😭😭👈

  • @bijendramohanty3710
    @bijendramohanty3710 2 หลายเดือนก่อน

    2029 pare dekhiba

  • @AsitKumarSa
    @AsitKumarSa 2 หลายเดือนก่อน

    CM BHETILE 2.00p.m re alu asila 10.a.m re karha ta bujha paduni....😅😅😅

  • @jrgoldboylilu9713
    @jrgoldboylilu9713 2 หลายเดือนก่อน

    Argus news bjp support news 😅😅😅😅

  • @sujitbhutia1758
    @sujitbhutia1758 2 หลายเดือนก่อน

    Mamta didi ki6i dabane BJP Sarkar ki6i kare parebine

  • @KcsahuOdishaculture
    @KcsahuOdishaculture 2 หลายเดือนก่อน

    argus mg argus mg argus

  • @AsitKumarSa
    @AsitKumarSa 2 หลายเดือนก่อน

    NDA ra 10yr govt mane bjp govt... re kete benefit milithila farming re

  • @sudamcharanmahanta9820
    @sudamcharanmahanta9820 2 หลายเดือนก่อน

    B j d sakar samayare ate badhi nathila Abe b j p asila pare kan pai badhila kaha Argus b j p ra dalari saji nabin sir ku dusa dabara gala ni

  • @gourangamandal345
    @gourangamandal345 2 หลายเดือนก่อน

    Aau balo hobo todonto Kori Abe kemiti problem solve hobo dekho😊

  • @bikyghana9064
    @bikyghana9064 2 หลายเดือนก่อน

    Naveen Patnaik Chithi Pai Mamata Banerjee Alu Pathaile, Murkha Mohan Majhi janichi ki nai, Odisha Next CM Naveen Patnaik

    • @surajitjana7671
      @surajitjana7671 2 หลายเดือนก่อน +1

      ତୋ ନବୀନା ଗୋଟିଏ ପାଗଲ ଚୋଦ୍

    • @bikyghana9064
      @bikyghana9064 2 หลายเดือนก่อน

      ​@@surajitjana7671To Mohan gote Murkha English ki Hindi kichhi janini Mamata Banerjee Sangare kemiti katha hela, Super Michhua bi