Gajapati's words are mesmerising.. Mahaprabhu is his best friend, that is why he is sooo cute. I respect him because he is Jagannatha Mahaprabhu's pradhan sevak. 🙏🏻🙏🏻🙏🏻🙏🏻
Long live our Gajapati Maharaja.... Mahaprabhu Jagannath... Juge juge apanank Jai heu.... ShriMandira.. Patitapavan bana juge juge akhyurna rahu... 🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🕉🕉🕉🕉🕉🕉🕉🕉🕉🔱🔱🔱🔱🔱🔱🔱🔱🔱🔱🤞🤞🤞🤞🤞🤞🤞🤞🤞💪💪💪💪💪💪💪💪💪💪🙏🙏🙏🙏🙏🙏🙏🙏🙏🙏😊
ସବୁଠୁ ଭଲ ସାକ୍ଷାତକାର, ବହୁତ କିଛି ଜାଣିବାକୁ ମିଳିଲା ଶିଖିବାକୁ ମିଳିଲା Editor sir well questioned. ଜନତାଙ୍କ ମନର ସବୁ ପ୍ରଶ୍ନ ସୂଚାରୁରୂପେ ସଂକ୍ଷିପ୍ତ ରେ ପଚାରିଲେ । ବହୁତ ଧନ୍ଯବାଦ। The most surprising fact is Our king answered all questions very clearly and without any ego he is a completely unfiltered person. No drama no show-off on authoritative attitude, very humble person and genuine honest person. Learnt a lot from you sir.
ଗଜପତି ଗୌଡେଶ୍ୱର ନବକୋଟି କର୍ଣାଟ କଲେବର୍ଗେଶ୍ୱୋର ଅଭିରାୟ ଭୂତଭୈରବ ଦୁଃସହ ଦୁଃଶାସନ ଅନିକରଣରାଉତରୟ ଅତୁଳ ବଳ ପରାକ୍ରମ ସଂଗ୍ରାମ ବିରୋଧ ବୀରବର ଶ୍ରୀ ଶ୍ରୀ ଦିବ୍ୟସଂହ ଦେବ ଙ୍କୁ ମୋର ହୃଦୟରୁ ପ୍ରଣାମ।
Good
😂 excellent
Jay jagannath 🙏🙏🙏
Very nice
Ati sundar 🙏❤️💐
ଶ୍ରୀ ଶ୍ରୀ ଗଜପତି ମହାରାଜ ଙ୍କୁ ମୋର ଭୂମିଷ୍ଠ ପ୍ରଣାମ ।
ଦେଖ ରେ ଓଡ଼ିଆ, ଆମ ମହାରାଜ କେମିତି ନିଜ ଓଡ଼ିଆ ଭାଷାଙ୍କୁ ସମ୍ମାନ ଦେଉଛନ୍ତି, ହେଲେ ଆଜିକାଲିକା ଓଡ଼ିଆ ନିଜ ଓଡ଼ିଆ ଭାଷା କହିବାକୁ ବି ଲାଜ଼ କରୁଛନ୍ତି 🥹🥹🥹🥹
Hn ଭାଇ
ଶ୍ରୀ ଗଜପତି ଙ୍କ ସହ ସାକ୍ଷାତକାର ଖୁବ୍ ବଢ଼ିଆ ଥିଲା। ସେ କେତେ ସଂଯତ, କେତେ ନମ୍ର ଏବଂ ଜଣେ ଗୁଣି, ପ୍ରଭାବଶାଳୀ ବ୍ୟକ୍ତି। ଦୀର୍ଘାୟୁ ହୁଅନ୍ତୁ।🙏
Jay Jagannath 🙏🙏
ଗଜପତି ମହାରାଜ ଅତି ଭଦ୍ର, ନମ୍ର | ତାଙ୍କ କଥାରେ ସତ୍ୟ ମାର୍ଜିତ ଓ ତତ୍ତ୍ୱ ଭିତିକ ବାର୍ତା ସମସ୍ତେ ଅନୁଭବ କରନ୍ତୁ |🙏🙏🙏
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କଥା ଶୁଣି ମୁଁ ବହୁତ ଖୁସି ହୋଇଗଲି 🎉 ଆପଣଙ୍କୁ ଜଗନ୍ନାଥ ମୋହା ପ୍ରଭୁ ଦ୍ରିଘାୟୋ କରନ୍ତୁ
ଅତିସୁନ୍ଦର। 🎉ମହାପ୍ରଭୁଙ୍କ
କୃପା ରୁ ଏ ପ୍ରାଣୀଜଗତର
କଲ୍ୟାଣ ହେଉ ପ୍ରଭୁ ।
Dibyasinghmaharajetoojayajagannathnamoha...❤😢😮😅🎉...
😅😅😅😅ur@@s.kbehera2828
@@amarbhoi8373kn lekhi janinu
A@@s.kbehera2828
ଜୟ ଜଗନ୍ନାଥ, ଅତି ସୁନ୍ଦର କାର୍ଯ୍ୟକ୍ରମ ସଂଗ୍ରାମ ବାବୁଙ୍କ ପ୍ରଶ୍ନ ତଥା ଉପସ୍ଥାପନା ଶୈଳୀ ଅତ୍ୟନ୍ତ ଉଚ୍ଚକୋଟିର ଓ ଚଳନ୍ତି ଠାକୁର ଗଜପତିଙ୍କ ଉତ୍ତର ଶୁଣି ଆମେ ନିଜକୁ ଧନ୍ୟ ମନେ କରୁଛୁ ସଂଗ୍ରାମ ବାବୁଙ୍କୁ ଗଜପତିଙ୍କୁ ଆମ୍ଭର କୋଟି କୋଟି ପ୍ରଣାମ ଜୟ ଜଗନ୍ନାଥ
ଗଜପତି ଙ୍କ ସ୍ପଷ୍ଟ ଓଡ଼ିଆ ଉଚ୍ଚାରଣ ଏବଂ ଭାଷା ପ୍ରତି ସନମାନ ଓ ସୁ ଚିନ୍ତିତ ମତାମତ ମୋତେ ଆନନ୍ଦିତ କରୁଛି। ପ୍ରଣାମ
🙏🙏🙏🙏 ସ୍ପଷ୍ଟ ବାର୍ତ୍ତାଳାପ. ଅଦ୍ଵିତୀୟ ଅନୁଭୁତି. ପ୍ରଭୁ ଜଗନ୍ନାଥ ତାଙ୍କୁ ଦୀର୍ଘା୍ୟୁ କରନ୍ତୁ.
ଭଗବାନ ଙ୍କ ପ୍ରକୃତ ଭକ୍ତ ଗଜପତି ମହାରାଜା ଓଡ଼ିଆ ଙ୍କ ର ପ୍ରତୀକ ବା ଚଳନ୍ତି ପ୍ରତିମା
ବହୁତ୍ ସୁନ୍ଦର ଧିର ମଧୁର ଆଳାପ ଗଜପତୀ ଙ୍କର୍ 🙏🌹ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ 🙏🌹🙏🌹
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ , ଚଳନ୍ତି ପ୍ରତିମା ଆମର ମହାରାଜ ଗଜପତିଙ୍କ ସହିତ ବାର୍ତ୍ତାଳାପ ମାଧ୍ୟମରେ ସିଧା ପ୍ରସାରଣ ଦ୍ଵାରା ସିଧାସଳଖ ଆମ ଗଜପତିଙ୍କ ଦର୍ଶନ ସହିତ ତାଙ୍କର କଥା ବା ବାର୍ତ୍ତା ପ୍ରଦର୍ଶନ କରିଥିବାରୁ ଅର୍ଗସ ଟିଭି ନିୟୁଜ ତଥା ବାର୍ତ୍ତାଳାପ ର ମାଧ୍ୟମ ସଂଗ୍ରାମ ଷଡ଼ଙ୍ଗୀ ଙ୍କୁ ବହୁତ ବହୁତ ଶୁଭେଚ୍ଛା , ଅଭିନନ୍ଦନ ଓ ଧନ୍ୟବାଦ।
ଜୟ ଶ୍ରୀଜଗନ୍ନାଥ
ଗଜପତି ମହାରାଜା ଦିବ୍ୟସିଂହ ଦେବ ଙ୍କୁ ମୋର କୋଟି କୋଟି ଭୂମିଷ୍ଠ ପ୍ରଣାମ 🙏🙏🙏 ମହାରାଜା ଙ୍କ କଥା ଶୁଣି ବହୁତ ଖୁସି ଲାଗିଲା ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଆପଣ ଙ୍କୁ ଦୀର୍ଘାୟୁ କରନ୍ତୁ 🙏🙏🙏🌹🌹ଜୟ ଜଗନ୍ନାଥ ଜୟ ଶ୍ରୀ ରାମ 🙏🙏🙏🙏🙏
ଆମ ଠାକୁର ରାଜା ଙ୍କ ଠାରୁ ଏକ ନିଦର୍ଶନ ମିଳୁଛି କି ସେ ନିଜକୁ କେତେବେଳେ ଵି ମୁଁ ଵୋଲି ସମ୍ବୋଧନ କରୁନାହାନ୍ତି, କାରଣ ସେ ଶବ୍ଦ ରୁ ଅହଂ ଭାବ ଜାତ ହୁଏ
Right
Right
Correct
ୠଷି ମଣିଷ ଜଣେ।ସତରେ ମହାପ୍ରଭୁ ଙ୍କ ଚଳନ୍ତି ପ୍ରତିମାକୁ କୋଟି କୋଟି ଦଣ୍ଡବତ 🙏🏻🙏🏻🙏🏻
ଜୟ ଜଗନ୍ନାଥ 🙏🏻
Wish Sri Gajapati a very long life. Koti pranam ଗଜପତିଙ୍କୁ
ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ 🙏
ଗଜପତି ମହାରାଜଙ୍କ କଥା ଶୁଣିବାକୁ ମୋତେ ବହୁତ ଭଲ ଲାଗେ.. କାହିଁକି ନା ଗଜପତି ମହାରାଜ ଏକାଧାରରେ ଜଣେ ରାଜା, ଆଇନଜ୍ଞ, ବିଦ୍ୱାନ ବ୍ୟକ୍ତି, ଶାନ୍ତ ଶିଷ୍ଟ ବ୍ୟକ୍ତି, ଧର୍ମ ଶାସ୍ତ୍ରରେ ନିପୁଣ, ଚତୁର୍ଦ୍ଧା ବିଗ୍ରହ ଙ୍କ ଆଦ୍ୟ ସେବକ...... ଏମିତି ଅନେକ.....
ସେହି ଭଳି ବ୍ୟକ୍ତି ବିଶେଷ ଙ୍କ ମୁଖରୁ ସର୍ବଦା ଭଲ ଏବଂ ସମାଜ ମଙ୍ଗଳ କାରି ବାକ୍ୟ ହିଁ ଉଚ୍ଚାରିତ ହୋଇଥାଏ....
ତେଣୁ ଗଜପତି ମହାରାଜ ଙ୍କୁ ମୁ କୋଟି କୋଟି ପ୍ରଣାମ ଜଣାଉଛି 🙏🙏🙏
ଆମ ଗଜପତିଙ୍କ ପ୍ରତିକ୍ରିୟା ରେ ମୁଁ ବହୁତ୍ ଅନୁପ୍ରାଣିତ ଆମ ଗଜପତି ମହାରାଜାଙ୍କୁ ମୋର କୋଟି କୋଟି ପ୍ରଣାମ.....ସେ ଦୀର୍ଘାୟୁ ହୁଅନ୍ତୁ ଆମ ପ୍ରଭୁ ଜଗନ୍ନାଥ ଓ ତାଙ୍କର ଭାଇ ଭଉଣି ଙ୍କ ର ଏମିତି ସେବା କରୁଥାନ୍ତୁ...ଜୟ ଜଗନ୍ନାଥ ❤❤❤❤
Gajapati Maharaj 🙏🙏
ଵହୁତ ଭଲ ଲାଗିଲା, ଏମିତି ମଝିରେ ମଝିରେ ଗଜପତିଂକର interview ଦେଖାନ୍ତୁ
ଶ୍ରୀଶ୍ରୀ ଗଜପତି ମହାରାଜଙ୍କୁ ମୋର ଭୂମଷ୍ଠ ପ୍ରଣାମ
କେତେ ସୁନ୍ଦର ଭାବରେ ଆପଣ ବର୍ଣ୍ଣନା କଲେ 🙏🙏
❤❤❤ଆମ ଗଜପତି ମହାରାଜା ମହୋଦୟ ଙ୍କୁ ଏଇଠି ମୁଣ୍ଡିଆ ମାରୁଛି ଅତି ଚମତ୍କାର ଦୃଶ୍ୟ ର ଭିଡିଓ 🙏🙏🙏
ଗଜପତି ମହାରାଜା ଦିବ୍ୟସିଂହଦେଵ ଙ୍କ ଜଗନ୍ନାଥ ଙ୍କ କଥା ଶୁଣି ବହୁତ ଖୁସି ଲାଗିଲା ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ.. 🙏🙏🙏
ଗଜପତି ମହାରାଜା ଦିବ୍ୟସିଂହ ଦେବ ଙ୍କୁ କୋଟି କୋଟି ପ୍ରଣାମ। ଖୁବ୍ ସୁନ୍ଦର ଉପସ୍ଥାପନା।🙏🙏
ପୂଜ୍ୟ ଶ୍ରୀ ସମ୍ରାଟ ଦିବ୍ୟ ନରସିଂହ ଦେବ ଙ୍କୁ ମୋର କୋଟି କୋଟି ପ୍ରଣାମ 👏🏻👏🏻👏🏻👏🏻👏🏻👏🏻👏🏻
ଗଜପତି ମହାରାଜ ଜଗନ୍ନାଥ ଙ୍କ କଥା କହି ଶୁଣାଇ ଥିବରୁ ମୁଁ ବହୁତ ଖୁସି ଓ ତାଙ୍କୁ ମୋର ପ୍ରଣାମ.
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଜୟ ହୋ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🛕🚩🪷🌄🕉️🔔🔔👣🛐📿🦚🐚☸️🪔🪔🪔🪔🪔💐🌹🏵️🌼🌷⭕‼️⭕🍍🍈🍐🍇🥭🍓🌿🍏🍌🥥🍎🌿🙏🚩🪷🪷🪷🪷🪷🪷🪷🪷🪷🪷🪷🪷🪷🪷🐚🐚🐚🐚🐚🐚🐚🐚🐚🐚🐚🐚
ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କର ଜୟ ହେଉ 🙏🏻🙏🏻🙏🏻
ଗଜପତି ମହାରାଜା ଙ୍କ କଥା ଶୁଣି ବହୁତ୍ ଖୁସୀ ଲାଗିଲା..ଜୟ ଜଗନ୍ନାଥ ⚫‼️⚫🙏
ଜୟ ଶ୍ରୀ ଜଗନ୍ନାଥ। ଗଜପତି ମହାରାଜା ଙ୍କୁ କୋଟି ପ୍ରଣାମ । ଆମ ଗଜପତି ମହାରାଜା ବହୁତ ସରଳ ମଣିଷ
ମୋ ଜଗନ୍ନାଥ ମହାନ୍ ତାଙ୍କ ଭକ୍ତ ବି ମହାନ୍ 🙏❤️🙏
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🙏🏻🙏🏻
ଆଜି ଯଦି ଶ୍ରୀମନ୍ଦିର ଗଜପତି ମହାରାଜ ଙ୍କ ଅଧୀନରେ ଥାଆନ୍ତା....??? ତେବେ ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିର କୁ ନେଇ ଏତେ ରାଜନୀତି ନେତା ଅଫିସର ମାନେ କରିପାରନ୍ତେ ନାହିଁ... ତାସହ ଚାରିଦ୍ୱାର ହେଉ କି ରତ୍ନ ଭଣ୍ଡାର. ବଡଦାଣ୍ଡ କୁ ନେଇ ନେତା ଅଫିସର ମାନେ ଲକ୍ଷ୍ ଲକ୍ଷ ଭକ୍ତ ମାନେ ଆଜି ହଇରାଣ ହରକତ ହେବାକୁ ପଡ଼ନ୍ତାନି.. ପରୀତାପ ତା ବିଷୟ ଯେ ଜଗନ୍ନାଥ ଙ୍କ ପ୍ରଥମ ସେବକ ବି ଆଜି ଏଇସବୁ ହୀନ ରାଜନୀତି କୁ ଦେଖି ମର୍ମାହତ ହେଉଥିବେ.. ଜୟ ଜଗନ୍ନାଥ
Your right
Kamya jani
ଲକ୍ଷେ ରାଜାଙ୍କ ମଉଡ ମଣୀ , ଶ୍ରୀଶ୍ରୀ ଶ୍ରୀ ଦିବ୍ଯସିଂହ ଦେବ , ଆମ ଓଡିଆ ମାନଙ୍କ ଅସ୍ମିତା
ଗଜପତି ମହାରାଜ ଆଧ୍ୟାତ୍ମିକ ଜ୍ଞାନ ଅତି ସରଳ ଭାଷାରେ ବର୍ଣ୍ଣନା କରି ଆମ୍ଭମାନଙ୍କୁ ଉପକୃତ କଲେ l ଜୟ ଜଗନ୍ନାଥ 🙏🏼
Apana nka katha ete madhura ..ichha jauchi bas emiti sabubele sunu thiba ku..mahaprabhu aapana nku emiti susta au khusi thantu,🙏🙏
ଆପଣ ଆମ ପ୍ରତେକ ଓଡିଆ ଜାତିର ଗର୍ବ ଗୌରବ ଶ୍ରୀ ଶ୍ରୀ ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର ଅଭିରାଯୃ ଭୂତଭୌରବ ଦୁଃସ ବୀରବର ପରାକ୍ରମି ଶ୍ରୀ ଶ୍ରୀ ମହାରାଜ ଗଜପତି ଦିବ୍ୟସିଂହ ଦେବ , ମହାପ୍ରଭୁଙ୍କ ଆଦ୍ୟସେବକ ଚରଣରେ ଭୂମିଷ୍ଠ ପ୍ରଣାମ , ଜଯୃ ଶ୍ରୀଜଗନ୍ନାଥ
ସତରେ ଆମ ଠାକୁର ରାଜ କେତେ ମହାନ୍ କଥା ତାଙ୍କର କେତେ ମଧୁର ସତରେ ଆପଣ ମହାନ୍ ଅପଣଙ୍କୁ କୋଟି କୋଟି ଦଣ୍ଡବତ ପ୍ରଣାମ ଜୟ ଜଗନ୍ନାଥ
ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍ 🙏🌻ଗଜପତି ମହାରାଜାଙ୍କୁ ମୋର ପ୍ରଣାମ୍ 🙏 ଆପଣଙ୍କ ଭାବନା ଜେ ଭଳି ଆପଣ ସେଭଳି ମହା ପ୍ରଭୁଙ୍କର ଜୟ ହେଉ ଆପଣଙ୍କରବି ଜୟହେଉ
❤ପୂଜ୍ୟ ଗଜପତି ମହାରାଜା ଚରଣ କମଳେ କୋଟି ପ୍ରଣାମ ଜୟ ଜଗନ୍ନାଥ
ବହୁତ୍ ସୁନ୍ଦର୍ ବିଷୟର ଆଲୋଚନା,,,, ରାଜା ହେବ ତୋ ଆମ ରାଜାଙ୍କ ପରି Jai jagannath 🙏🙏🙏
ଏ ହେଉଛି ପ୍ରଭୁ ଜଗନ୍ନାଥଙ୍କର କଥା। ଯେଉଁ ପ୍ରଭୁ ଏତେ ମହାନ ତା' ର ଭକ୍ତ ନିଶ୍ଚିନ୍ତ ମହାନ । ଜୟ ଜଗନ୍ନାଥ । କୋଟି କୋଟି ପ୍ରଣାମ।
ଶ୍ରୀ ଗଜପତି ମହାରାଜା ଙ୍କୁ ମୋର ନତ ମସ୍ତକପ୍ରଣାମ
ଆମ କାଳିଆ ସାଆନ୍ତେ, ଆମ ଠାକୁର ରାଜା ଏବଂ ଆମ ସମସ୍ତ ଓଡ଼ିଆ ଜାତିର ସମ୍ପର୍କ ଜନ୍ମ ଜନ୍ମାନ୍ତର ର, କଳ୍ପ କଳ୍ପାନ୍ତର ର, ଏତେବଡ ଖୁସି ର ସୌଭାଗ୍ୟ ଆଉ କାହାରି ନାହିଁ।
କେବଳ ଏତିକି ବୁଝିଲାବାଲାଙ୍କ ଖୁସି ଅସରନ୍ତି , ଅନନ୍ତ।
ଖୁବ୍ ମିଠା ଉପସ୍ଥାପନା।
ମଣିମାଙ୍କର ଜୟ ହେଉ।
ଜୟ ଜଗନ୍ନାଥ।
🎉❤🎉❤🎉❤
ଶ୍ରୀ ଶ୍ରୀ ଗଜପତି ଗରୁଡେଶ୍ଵର ନବକୋଟି କର୍ଣ୍ଣାଟକଳବର୍ଗେସ୍ଵର ଶ୍ରୀ ଶ୍ରୀ ବୀରାଧି ବୀରବର ଶ୍ରୀ ଗଜପତି ମହାରାଜଙ୍କର ଜୟ ହେଉ 🙏 ଜୟ ଜଗନ୍ନାଥ 🙏💐
ଜଗତର ନାଥ ଜଗନ୍ନାଥ ଙ୍କୁ ମୋର କୋଟି ପ୍ରଣାମ 🙏🙏🙏 ଗଜପତି ମହାରାଜା ଙ୍କୁ ସେବକ ରୂପେ ଭି ମୋର ପ୍ରଣାମ
ଆମ ଓଡିଶା ଜଗନ୍ନାଥ ସଂକୃତି ର ଗୌରବ ଗଜପତି ମହାରାଜ ❤️🙏🔥
ଗଜପତି ମହାରାଜାଙ୍କ ର ଜୟ ହେଉ, ଜୟ ଜଗନ୍ନାଥ ସ୍ଵାମୀ 🙏
Gajapati maharaj swayam Bisnhu nka abatar nku moro koti koti pranam 🙏 🙏❤ Apana swasthyaban au dirghayu huantu ,Apana nka ashirbad sabubele ama upare thau🙏
ଚଳନ୍ତି ପ୍ରତିମା ମଣୀମା ଙ୍କର ଦିବ୍ୟ ଅନୁଭୂତି ଜୟ ଜଗନ୍ନାଥ 🙏🙏🙏❤
ମହାରାଜ ଠାକୁର ରାଜା ଗଜପତିଶ୍ରୀ ଶ୍ରୀ ଦିବ୍ୟସିଂହ ମହାରାଜାଙ୍କୁ ପ୍ରଣାମ ।
ମହାରାଜାଙ୍କର ଜୟ ହେଉ ।
ଗଜପତି ମହାରାଜାଙ୍କ କଥା ଆଉ ଉପସ୍ଥାପନ ବହୁତ୍ ଭଲ ଲାଗିଲା । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ କରିବା ସହିତ ଆମ ସଂସ୍କୃତି ଓ ପରମ୍ପରା ବଜାୟ ରଖିବା ରେ ସହାୟକ ହୁଅନ୍ତୁ ।
🙏 ଜୟ ଜଗନ୍ନାଥ 🙏
By 1❤:20
ଜୟ ଜଗନ୍ନାଥ । ଶ୍ରୀ ଗଜପତି ମହାରାଜାଙ୍କ ମୁଖରୁ ଜଗନ୍ନାଥଙ୍କ ଅଣସର ବିଷୟର ବାର୍ତ୍ତା ଶୁଣି ବହୁତ୍ ଭଲ ଲାଗିଲା।
Sri Sri Gajapati Maharaja Divyasingha Deva nku mora koti koti pranam clear and philosophical words are used by him
ଯୟଜଗନାଥ କୋଟିକୋଟି🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 ନମସ୍ତେ
ଶ୍ରୀ ଶ୍ରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଙ୍କୁ ଶତ ଶତ କୋଟି ପ୍ରଣାମ 🙏🙏🙏 ଜୟ ଜଗନ୍ନାଥ 🌹🌹🌹
Gajapati's words are mesmerising.. Mahaprabhu is his best friend, that is why he is sooo cute. I respect him because he is Jagannatha Mahaprabhu's pradhan sevak. 🙏🏻🙏🏻🙏🏻🙏🏻
ଜୟ ପ୍ରଭୁ ଜଗନ୍ନାଥ ଙ୍କ ର ଚଲତି ପତିମା ମହାରାଜ ଗଜପତି ଦିବ୍ୟସିଂହ ଦେବ
Gajapati maharajnku mara katikati pranam bahutbadhia lagila dhanyabad.
ଗଜପତି ମହାରାଜ ଦିବ୍ୟସିଂହ ଦେବ, ଆପଣ କୋଟି ଓଡ଼ିଆଙ୍କ ମୌଡ ମଣି ଚଳନ୍ତି ଜଗନ୍ନାଥ। ଆପଣଙ୍କ ପ୍ରତ୍ୟେକ ବାର୍ତ୍ତା ଆମ ପାଇଁ ସ୍ୱୟଂ ଜଗନ୍ନାଥଙ୍କ ଆଶୀର୍ବାଦ।
ଜୟ ଜଗନ୍ନାଥ 🙏🙏🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ
ଓମ୍ ନମଃ ଭଗବତେ ବାସୁଦେବାୟ ନମଃ
🕉️🙏🕉️🙏🕉️🙏🕉️🙏🍁🍁🌸🌺🍂🌹💮🌻🥀🌷🪔🪔🌿🏵️🌼⭕‼️⭕
ଶ୍ରୀ ଗଜପତି ମହାରାଜା ଙ୍କୁ ମୋର କୋଟି ନମସ୍କାର ,🙏
ପ୍ରଣାମ ଗଜପତି ମହାରାଜ 👌 ଶୁଣିବାକୁ ବହୁତ ଶାନ୍ତି ଆସଲା
ରାଜାଧିରାଜ ବିରାଧି ବିରବର ପ୍ରବଳ ପରାକ୍ରମୀ କର୍ଣ୍ଣାଟୋତ୍କଳ ବର୍ଗେଶ୍ବର ଶ୍ରୀ ଶ୍ରୀ ଗଜପତି ମହାରାଜା ଙ୍କୁ ଏକ ତୁଳସୀ ମାଳି ପ୍ରଦାନ କରି ତାଙ୍କ ହସ୍ତ ସ୍ପର୍ଶ ଲାଭକରିଛି ଏବଂ କେଇପଦ ଅମୃତ ବଚନ ଶୁଣି ନିଜକୁ ଧନ୍ୟ ମନେକରୁଛି ।ଜୟ ଜଗନ୍ନାଥ
ଆମ ଗଜପତି ରାଜା ଦିବ୍ୟସିଂ ହ ଦେବଙ୍କର ଜୟ ହେଉ ଭଗବାନ ଘଣ୍ଟ ଘୋଡାଇ ରଖିଥାନ୍ତୁ. ଏତେ ସରଳ ଏତେ ଭଲ ହୃଦୟ ରୁ କୋଟି କୋଟି ପ୍ରଣିପାତ 🙏🙏🙏🙏🪷🪷🪷
ଗଜପତି ଦିବ୍ୟସିଂହ ଦେବଙ୍କୁ ମୋର ଶତ ଶତ ପ୍ରଣାମ 🙏🙏 ଜୟ ଜୟ ଜଗନ୍ନାଥ 🚩
So dignified and divinely blissful personality.
Atma srunkhala, salinata, santasista and bhdra byakti amara gajapati maharaj and sambadika sir we are respect both of you🙏🙏🙏
ଶ୍ରୀ ଶ୍ରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ମୋର ଭୂମିଷ୍ଟ ପ୍ରଣାମ 🙏🙏🙏🙏🙏
ବହୁତ୍ ଶିଖିବା କଥା ଆଉ ଜାଣିବା କଥା ଅଛି 🙏 ଜୟ ଜଗନ୍ନାଥ ମହାପ୍ରଭୁ 🙏🚩
Jai jagannath,aau news walanku bahut bahut thanks
ଆମ ରାଜାଙ୍କ କଥାବାର୍ତ୍ତା ସୁଣି ମନଟା ହାଲୁକା ଲାଗିଲା
ଜୟ ଶ୍ରୀ ଜଗନ୍ନାଥ...❤❤❤
Jay jagannath 🙏 mahaprabhu tumaku koti koti dhanyawad gajapati Maharaj nku Khushi re rakhantu .sabu bhakta nkr mangala karantu 🙏
Each n every word of maharaj is precious! Bhakta never want to come to limelight... so true!
Sri Sri gajapati maharajnku mora bhumista pranam
Jay shree jagannath 🙏
ଶ୍ରୀ ଶ୍ରୀ ଗଜପତି ମହାରାଜା ଙ୍କୁ ମୋର ଭୂମିଷ୍ଠ ପ୍ରଣାମ 🙏
ମହାରାଜ ଙ୍କୁ ଶୁଣି ବହୁତ୍ ଆନନ୍ଦ ଅନୁଭବ କଲୁ।ପ୍ରଭୁ ଙ୍କ କଲ୍ୟାଣ ରୁ ମହାଭାଗ ଦୀର୍ଘ ଆୟୁ ତଥା ଆଶୀର୍ବାଦମୟ ଜୀବନ କାମନା କରେ ।
So beautiful interview and nicely questioned and answered with polite way.Jay Jagannath
ଜଗତର ନାଥ ଜଗନ୍ନାଥଙ୍କ ଆଶୀର୍ବାଦ ରୁ ଗଜପତି ମହାରାଜ ଦୀର୍ଘାୟୁ ହୁଅନ୍ତୁ❤❤❤❤❤❤❤❤❤❤ଜୟ ଜଗନ୍ନାଥ
ଜୟ ଜଗନ୍ନାଥ, ଆମ ଠାକୁର ରାଜା ଙ୍କମୋର ଭୂମିଷ୍ଟ ପ୍ରଣାମ
The interview taken very beautifully & nicely presented by Gajpati Maharaj. Jai Jagannath 🙏🙏
Tume am pai thakur raja ....koti koti pranam
ଠାକୁର ରାଜା 🙇🏽♂️
ଗଜପତି ମହାରାଜା ଦିବ୍ୟସିଂହ ଦେବ ଙ୍କୁ କୋଟି କୋଟି ପ୍ରଣାମ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Jay shree Jagannatha 🙏 Bahut Bhala lagila ❤
Gajapati sir hauchanti odisha ra second prabhu sola kala se chaka dola jay jagannath 🌼🌼🌼🌼🌼🌼⭕‼️⭕🙏🙏🙏🙏🛕🛕🛕🛕💐🥀💐🥀🥀💐🥀🥀💐🥀🥀💐🥀🥀💐🥀🥀
ଗଜପତି ମହାରାଜଙ୍କ କଥା ବହୁତମଧୁର ,ଜୟ ଜଗନ୍ନାଥ
ଅତିସୁନ୍ଦର ପ୍ରନ୍ନ ଅତି ସୁନ୍ଦର ଉତର ଜୟ ଯଗନ୍ନାଥ 😃🙏🏾🙏🏾🙏🏾
Long live our Gajapati Maharaja.... Mahaprabhu Jagannath... Juge juge apanank Jai heu....
ShriMandira.. Patitapavan bana juge juge akhyurna rahu... 🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🕉🕉🕉🕉🕉🕉🕉🕉🕉🔱🔱🔱🔱🔱🔱🔱🔱🔱🔱🤞🤞🤞🤞🤞🤞🤞🤞🤞💪💪💪💪💪💪💪💪💪💪🙏🙏🙏🙏🙏🙏🙏🙏🙏🙏😊
Pranam
Gajapati maharaj kotikoti pranam
ମଣିମାଙ୍କ ପାଦତଳେ ଭୂମିଷ୍ଠ ପ୍ରଣାମ ।
Koti koti pranam apananku,koti odiar maudamaninkra adya sebak, amar bhagy ame apank praja
ସବୁଠୁ ଭଲ ସାକ୍ଷାତକାର, ବହୁତ କିଛି ଜାଣିବାକୁ ମିଳିଲା ଶିଖିବାକୁ ମିଳିଲା
Editor sir well questioned. ଜନତାଙ୍କ ମନର ସବୁ ପ୍ରଶ୍ନ ସୂଚାରୁରୂପେ ସଂକ୍ଷିପ୍ତ ରେ ପଚାରିଲେ । ବହୁତ ଧନ୍ଯବାଦ।
The most surprising fact is Our king answered all questions very clearly and without any ego he is a completely unfiltered person. No drama no show-off on authoritative attitude, very humble person and genuine honest person. Learnt a lot from you sir.
ପୂଜ୍ୟ ଶ୍ରୀ ସମ୍ରାଟ ଦିବ୍ୟ ନରସିଂହ ଦେବ ମୋର ଅନନ୍ତ କୋଟି କୋଟି ପ୍ରଣାମ
🙏🕉️🙏🕉️🙏🕉️🙏🕉️🙏🕉️🙏🕉️🍁🍁🌸🌺🌺🍂💮🌻🥀🌷🪔🌿🏵️🌼🌼⭕‼️⭕
Jay Jagannath gajapati maharaj ki jay
Sir your speech is so pious and nice 😊😊❤❤ Jai Jagannath ❤❤
ଏକ ସୁନ୍ଦର ସାକ୍ଷାତକାର ଲାଗି argus chanel କୁ ଅନେକ ଅନେକ ଧନ୍ୟବାଦ
Bahut bhala lagila