Unique Marriage :ସିନ୍ଥି ଖୋଜୁଥିଲା ସିନ୍ଦୂର, ସାଥୀ ମିଳିଗଲା ସାତ ଜନମର |Tribal Girl Marries Dibyang Man |OR

แชร์
ฝัง
  • เผยแพร่เมื่อ 13 ก.ย. 2024
  • ଯଦି ଜୀବନ ପାଇଁ ନିଶ୍ୱାସ, ତାହେଲେ ବଞ୍ଚିବା ପାଇଁ ବିଶ୍ୱାସ ନିହାତି ଦରକାର। ଆଉ ଏଠି ବି ସେହି ବିଶ୍ୱାସ ଦୁଇ ଜଣଙ୍କୁ ସାତ ଜନ୍ମ ପାଇଁ ବାନ୍ଧି ଦେଇଛି। ଝିଅ ହାତରେ ଲାଲ ଚୁଡି ସହ ମୁଣ୍ଡରେ ସିନ୍ଦୁର, ଆଉ ପୁଅ ହାତରେ ଗଇଣ୍ଠାଳ ସହ ମୁଣ୍ଡରେ ମୁକୁଟ। ଆପଣ ଭାବୁଥିବେ ନିଶ୍ଚୟ, ନବବିବାହିତା ଯୋଡ଼ିଙ୍କୁ ଆମେ ଆପଣଙ୍କୁ ଦେଖାଉଛୁ କାହିଁକି। କାହିଁକି ନା ଏ ବିବାହ ଦୁଇ ଜଣଙ୍କ ମିଳନ ଠାରୁ ଦୁଇ ପାଦ ଆଗରେ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #dibyangamarriage #odisha #news #odishareporter

ความคิดเห็น • 6

  • @lilabatinaik668
    @lilabatinaik668 16 วันที่ผ่านมา +4

    ମାଉସୀ ନିଜ ଝିଅ ଭଳି ରଖିବ Jay Jagannath 🙏🙏🙏🙏🙏🙏🙏🙏🙏

  • @balaramjhankar9002
    @balaramjhankar9002 16 วันที่ผ่านมา +2

    Bhagwan mangala karantu ...🙏🙏🙏🙏

  • @dilipbisoi5822
    @dilipbisoi5822 15 วันที่ผ่านมา

    Super super super 👃👃👃

  • @krishnachandrapradhanpradh7051
    @krishnachandrapradhanpradh7051 16 วันที่ผ่านมา

    Aama gaon jhia

  • @sunitabagrati1118
    @sunitabagrati1118 16 วันที่ผ่านมา +1

    Taku bhalre rakh maushi

  • @debasismahanta9438
    @debasismahanta9438 16 วันที่ผ่านมา +1

    Ama gaon chhua ta