Your communication skill is exceptional, the way you expressed your heartfelt feelings on behalf of all home guards is really a commendable job any way Thank you CM sir❤️🥳🥰
Vote dia heichi, cold storage, nua dam, sabu gaan ku road, nua industry, dadan samasy ku dura kari ba, Quality of education improve kariba ku.. Kintu 300 unit free electric jouta solar panels lagei baku kahi thila, 3000 tanka gariba ka pai important hele. Aji dina re kama karibar achi
Honourable CM Sir 🙏, please abolish outsourcing system from Odisha and regularise all the outsourcing employees under your administration. Please provide financial and Social justice and save the future of their families. It's a crying request of all the families of outsourcing employees. 🙏🙏
ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ହୃଦୟର ସହ ଧନ୍ୟବାଦ 🙏 ଓ ମୋର ହୋମ୍ ଗାର୍ଡ ଭାଇ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶଭକାମନା 💐
Bala sarkar mg labour ra ta Paisa khaiki lutuchanti😂😂😂
ଏ ହୋମ ଗାର୍ଡ ଭାଇ ଜଣ ଙ୍କ ବହୁତ୍ talented ଜଣା ପଡୁଛନ୍ତି। ଭାଇ ଆପଣଙ୍କ କଥା ଶୁଣି ବହୁତ୍ ଖୁସି ଲାଗିଲା। ମୋହନ୍ ମାଝି ସରକାର ଙ୍କୁ ବି ଧନ୍ୟବାଦ
Nai eei sarala gandimara
Selfish chinta kor .Bhai. .time aasibo
Bhai, odishare bahut talent achhi, e bjd govt. sabu chapi ki rakhithila, aaga ku sabu bhala heba, Omm.
1:03
Jii
ଧନ୍ୟବାଦ ମୋହନ ବାବୁ ସରକାର 🎉
ବହୁତ ସୁନ୍ଦର କଥା କହିଲେ ହୋମ ଗାଡ଼ ଭାଇ ❤❤
ଆପଣଙ୍କ ପାଦ ତଳେ କୋଟି କୋଟି ପ୍ରଣାମ ମୋହନ ଚରଣ ମାଝୀ ସାର 🙏🙏🙏🙏ଆମ ହୋମଗାର୍ଡ ମାନଙ୍କ ଦୀର୍ଘ ଦିନର ଦୁଃଖ ଦୂର କରିଥିବାରୁ......
❤❤
ଏହି ଓଡିଆ ହୋମଗାର୍ଡ ଭାଈଙ୍କ କହିବା ଶୈଳୀ ଆକର୍ଷଣୀୟ। ଅନେକ ଧନ୍ଯବାଦ
ଧନ୍ୟବାଦ CM sir
ଗରିବ ମାନଙ୍କର ଦୁଃଖ ଶୁଣିଲେ ସରକାର
ଶ୍ରୀ ମୋହନ ମାଝି ଶ୍ରୀ କୃଷ୍ଣ ଙ୍କ ଅବତାର ରେ ଆସି ଆମ ହୋମ ଗାର୍ଡ ମାନଙ୍କ ଦୁଃଖ ଦୂର କରିବା ଚିରଦିନ ପାଇଁ ପୂଜନୀୟ ହୋଇ ରହିବେ, ଜୟ ହୋ ମୋହନ ସରକାର,ଜୟ ହୋ ବିଜେପି ସରକାର
ମୋହନ ସରକାର ଜନତାଙ୍କ ସରକାର । ମୋହନ ସରକାର ଜିନ୍ଦାବାଦ ❤
ହୃଦୟରୁ ବହୁତ ବହୁତ ଧନ୍ୟବାଦ ଆମ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ ମହୋଦୟଙ୍କୁ ଅତି ଉତ୍ତମ ପଦକ୍ଷେପ 🙏🏻🙏🏻🙏🏻🙏🏻🙏🏻 ଏ ନ୍ୟୁଜ୍ ଦେଖି ନବୀନ ପଟ୍ଟନାୟକଙ୍କ ଆଖିରୁ ଲୁହ ଝରି ଯାଉଥିବ....
ଧନ୍ୟବାଦ ମୋହନ ସରକାର 🙏🙏🙏🙏
ମୋହନ ସରକାର କୁ ମୋର ଅନୁରୋଧ... ଦୟାକରି primary teacher କ... ଦୁଃଖ ବି ଶୁଣନ୍ତୁ...... 🙏🙏🙏
Patho to jaha padha hauchhi khali darama badhi chalu
👍👍👍
ହୋମ ଗାର୍ଡ ଭାଇ ମାନେ ବହୁତ ପରିଶ୍ରମ କରନ୍ତି
ମାନୁଚୁ ହୋମଗାର୍ଡ ଭାଇ ମାନେ ବହୁତ ପରିଶମ କରୁଛତି ରାତି ୧୦ ରୁ ଆସି ୨ଟା ରାତି ଘରକୁ ଭାଗୁଛତି. ଦିନରେ ଏସ କରୁଛତି ଯଦି ୩୦ହଜାର ଦରମା ପାଇବ ଓଡିଶା ପୋଲିସ ଯେମିତି duity କରୁଛତି ତୁମେ ମାନେ ସେମିତି duity କରିବ ନ ହେଲେ ଅନ୍ୟ ସରକାର ଚାକିରୀଆ ମାନେ ଆଧୋଳ ନ କରିବେ ଏବଂ ଅନ୍ୟ ଜିଲ୍ଲା କୁ ଟ୍ରାନ୍ସ ପର ହୋଇ ସେହିଟି duity କରିବ ନିଜ ନିଜ ଜିଲ୍ଲା ନୁହେଁ କୋରାପୁଟ /ମାଲକାନଗିରି. ନବରଙ୍ଗପୁର ଗଜପତି ରାୟଗଡା ପିଲାମାନେ ତାଙ୍କର ବାପା ମା ଙ୍କୁ ଛାଡି ବା ନକ୍ସଲ ପତି ଡର ଥିଲେ ମଧ୍ୟ୍ୟ ନିଜ ନିଜ ଜିଲ୍ଲା ଛାଡି ଅନ୍ୟ ଜିଲ୍ଲା ରେ ହୋମଗାର୍ଡ. ଟୁ oapf/spo ଭାଇ ମାନେ ଅଧିକ duity କରୁଛତି ତା ଜନସାଧାରଣ ଜାଣୁଛତି ସରକାର ଜାଣିବା ଦରକାର.. ଯେ ଓଡିଶା ରେ. କାହା ପାଇଁ ନକ୍ସଲାଇଟ କମିଲା. ଭଲ ଭାବରେ ଚିତା କରତୁ ନବୀନ ବାବୁ ସମୟ ରେ ଗରିବ ନିରୟ ଆଦିବାସୀ ପିଲାମାନଂକୁ ମହାବାଦୀ ମାନେ ନକ୍ସଲ ରେ ଵର୍ତ୍ତି କରୁଥିଲେ ଏବଂ ସେ ସମୟ ରେ ବହୁତ ଗରିବ ପିଲାମାନେ ନକ୍ସଲାରେ ସାମିଲ ହୋଇଥିଲେ କିଂତୁ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ ବେଳେ ସେହି ପିଲାମାନଙ୍କୁ ଭଲ ବାଟରେ ଆଣି ତାଙ୍କୁ ସରକାର ଚାକିରୀ ଦେଇଥିଲେ ତାଙ୍କୁ ଯୋଗୁ ଆଜି ଆଦିବାସୀ ଭଲ ମଣିଷ ହୋଇ ନିଜର ସଂସାର ଙ୍କୁ ଦୁଇ ମୁଟେ ଖାଇବାକୁ ଦେଇପାରୁଛତି କିଂତୁ ଜନସାଧାରଣ ଜାଣିବା ଦରକାର ଯେ ଆଜି ନବୀନ ବାବୁଙ୍କ ପାଇଁ ଆଜି ଓଡିଶା ରେ ନକ୍ସଲ ଲୋପ ପାଇଛି
ଭାଇ ଜଣକ ବହୁତ ଟ୍ୟାଲେଣ୍ଟେ. ହୋମଗାର୍ଡ କୁ ଲୋକେ ହେୟଜ୍ଞାନ କରୁଥିଲେ, ଯାହା ହୋଉ ନୂଆସରକାର ଦୁଃଖ ଶୁଣିଲେ ବହୁତ ଖୁସି ଲାଗିଲା. ହୋମଗାର୍ଡ କୁ ତାଙ୍କ ସଂମାନ ଦିଆଯାଉ.
ହୋମଗାର୍ଡ ମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କୁ ଦେଖାକରି ପାରୁନଥିଲେ,, ଅସୁବିଧା କୋଉଠି ବୁଝିବେ
ହେଲେବି ତାଙ୍କୁ ଭଲ ବୋଲି ଲୋକେ କହୁଛନ୍ତି,
Pura thik katha
@@prakashnayak5902 kichi Swarth pora mane kotti kotti durnithi kori khaiba pai nabin bholo kohuchanthi
Jeun mane nabin babu nku vala kahuchhanti semane hele boka cho....
Ur right sir
ଧନ୍ୟବାଦ, ମୁଖ୍ୟ ମନ୍ତ୍ରୀ ମନମୋହନ ଚରଣ ମାଝି
ଧନ୍ୟବାଦ ମୋହନ ସାର ଆପଣ ଆଗକୁ ମାଡିଚାଲ
ମୋହନ ସାରେ ଜିନ୍ଦାବାଦ ଆପଣଙ୍କ ସୁଭଦ୍ରା ଯୋଜନା ଆଉ ଚାଷୀ ମାନଙ୍କୁ ଏକତିରିଶ ଟଙ୍କା ଆଉ ହୋମଗାର୍ଡ ଭାଇଙ୍କ ରେଗୁଲାର ଦେଖି ମୋତେ ବହୁତ ଖୁସି ଲାଗୁଚି କିନ୍ତୁ ଅଲାଯୁକ ମୁହାଁ ବିଜେଡି କୁକୁର ମାନେ ପାଗଳ ହୋଇ ଯିବେ ଏସବୁ ଶୁଣିବା ପରେ, ଜୟ ଶ୍ରୀରାମ ଜୟ ଜଗନ୍ନାଥ
ଯା ହେଉ ଏହି ହୋମ୍ ଗାର୍ଡ ଭାଇ ମହାଭାରତ ଓ ରାମାୟଣ ଭଲରେ ପଢିଛନ୍ତି l
Mohabharatoro ye houchhi sudama obotaro ei koli jugorey jonmo hoichhe
ଲୋକଙ୍କ ସରକାର ମୋହନ ସରକାର 🧿‼️🧿🕉️🚩🇮🇳🔱🏹✡️🧡🌹❤️🙏🙏🙏ଜୟ ଶ୍ରୀରାମ... 🏹🙏🙏🙏
ଏତେ ଦିନ ପରେ ଭଲ ସରକାର ମିଳିଲା,ନବୀନ ସରାରଙ୍କ ଠାରୁ 100 ଗୁଣା ଭଳ ସରକାର
ଜଣେ ହୋମ ଗାର୍ଡ ଏବଂ ଆଉଜଣେ ଶିଶୁ ମନ୍ଦିର ଶିଖ୍ୟକ ଏକ ଶ୍ରେଣୀର। କାମ ବେଶି ଦରମା କମ। ନିଜେ ଜଣେ ଶିଶୁ ମନ୍ଦିର ଶିଖ୍ୟକରୁ ଆସି ଆଜି ଆମ ମୂଖ୍ୟ ମନ୍ତ୍ରୀ ତେଣୁ ସେ ନିଶ୍ଚୟ ଅନୁଭବ କରିଥିବେ ଏମାନଙ୍କ ଦୁଃଖ। ନବୀନ ପଟ୍ଟନାୟକ କେମିତି ଜାଣିବେ ଏମାନଙ୍କ ଦୁଃଖ। ସେ ଜଣେ ମୁଖ୍ୟ ମନ୍ତ୍ରୀ ପୁଅ।
ଭଲ ନିଷ୍ପତି ନେଇଛନ୍ତି । ସରକାରଙ୍କୁ ଧନ୍ୟବାଦ
ଦେଖରେ ବି ଜେ ଡି ଚାମ ଚା ମାନେ ମୋହନ୍ ସରକାର କରାମତି
Right bhai
Right bro
ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍ ଙ୍କୁ 🙏🙏
❤❤
ମୋହନ ମାଝୀ ଆମ ଶିକ୍ଷକ ସଙ୍ଘ ର ମୂଳ ଦାବୀ 6 ଟି ନୋସାବସଲ ଇନ୍କ୍ରିମେଣ୍ଟ ସହ ରେଗୁଲାର କଲେ ଶିକ୍ଷକ ଜାତି ଧନ୍ୟ ହେବେ ଓ ବିଜେପି ଦଣ୍ଠା ହେବ.
ଭାଇ ସତକଥା ନବୀନ ତୁମଲଗି କିଛି କରିନ ଥିଲେ ମୋହନ ଙ୍କୁ କୋଟି କୋଟି ଜୁହାର ହୁଅ
ଧନ୍ୟବାଦ୍ ମୋହନ ସାର୍, ।।।।।।।।।।।।।।
ବହୁତ ସୁନ୍ଦର ପଦଖେପ ଅପେକ୍ଷା ରହେଲା କେଭେଁ ଲାଗୁହେଵା ଜେ ।।
Number One CM Mohan Sir❤❤
ତାଙ୍କ ନାଁ ମୋହନ ସେ ସମସ୍ତଙ୍କ ପାଇଁ ମୋହନ ତାଙ୍କର ମହାନ୍ ହୃଦୟରେ ପାତର ଅନ୍ତର ର ସ୍ଥାନ ନାହିଁ ,ତାଙ୍କୁ ମୁ କୋଟୀ କୋଟୀ ପ୍ରଣାମ ଜଣାଉଛି ,ଜେତେହେଲେ ସେ ମୋ ମୋହନ ।❤❤❤❤❤❤❤❤
ମୋହନା ମହାଘିଆ ଏ ବାଣ୍ଡ ସରକାର ବାଣ୍ଡ ଦୁଃଖ ଶୁଣୁଛି ଯୋଉ ସବୁ ସରକାରୀ କ୍ଷେତ୍ର କୁ ଠିକା ସଂସ୍ଥା କୁ ଦେଇଛି ତାକୁ ଫେରେଇ ଆଣିପାରିବ କି ହୁଏତ ବହୁତ ଶିକ୍ଷିତ ଛୁଆ ଙ୍କ ଜୀବନ ଜୀବିକା ବଞ୍ଚିଯାନ୍ତା
ମୋହନ ନା ମୋ ବାଣ୍ଡ ଏ ହୋମଗାର୍ଡ ଗ୍ରାମ ରଖି ଙ୍କ କଥା ସେ ବୁଝିବ ଏସବୁ ଗାଁ ମାଫିଆ ନା ଆଉ ତମରି ମାନଙ୍କ ଭଳି ମୂର୍ଖ ଯିଏ ସେ ଏ ମହାନକୁ ସମର୍ଥନ କରିବ
Tu sala bahut pandita na@@santoshsantoshi9204
@@santoshsantoshi9204nija cm nku respect dei Sikh, sala nija maa bapa nku ta respect deunathiba sala Hinjida
Thank you Mahan Sir❤️
Your communication skill is exceptional, the way you expressed your heartfelt feelings on behalf of all home guards is really a commendable job any way Thank you CM sir❤️🥳🥰
ମୋହନ sir ଭଗବାନ ଆପଣ ଙ୍କ ପରିବାର କୁ ସବୁଦିନ ଖୁସିରେ, ସୁଖରେ ରଖନ୍ତୁ।
ମୋହନା ମହାଘିଆ ଏ ବାଣ୍ଡ ସରକାର ବାଣ୍ଡ ଦୁଃଖ ଶୁଣୁଛି ଯୋଉ ସବୁ ସରକାରୀ କ୍ଷେତ୍ର କୁ ଠିକା ସଂସ୍ଥା କୁ ଦେଇଛି ତାକୁ ଫେରେଇ ଆଣିପାରିବ କି ହୁଏତ ବହୁତ ଶିକ୍ଷିତ ଛୁଆ ଙ୍କ ଜୀବନ ଜୀବିକା ବଞ୍ଚିଯାନ୍ତା
ମୁଁ ଭଗବାନ ଙ୍କୁ ଡାକୁଛି ଏ ସରକାର ହୃଦରୋଗ ରେ ମରିଯାନ୍ତା କି
ହଁ ମୋହନ ନିଜକୁ ଜଗନ୍ନାଥ କରିଦେଇଥିଲେ ଆଉ ତମେ ତାଙ୍କୁ ଶ୍ରୀକୃଷ୍ଣ କରିଦେଲ..... ଏଇତ ହେଉଛି ଓଡ଼ିଶାର ନୀତି | ହେଲେ ଭାଇ ତମର ମୋହନ ଓରଫ ଶ୍ରୀକୃଷ୍ଣ ସରକାର ତାଙ୍କ ଘରୁ ଆଣି ଖାଇବା ଭଣ୍ଡାର ଦେଇ ନାହାନ୍ତି ଟିକେ ତୋ ସଂକୋଚ ରଖ ଭଗବାନ ଆଉ ମଣିଷର ପାର୍ଥକ୍ୟ ବୁଝ 🙏
Jhut mata bolo
ସବୁ ଦୁଃଖ କଷ୍ଟ ଦୂର କରିବେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ସାର୍ ! ଟକେ ଅପେକ୍ଷା କର ସବୁ ଠିକ୍ ହେଇଯିବ😊
I love u Mohan Sir 🙏🙏🙏
ହେ ଜଗନ୍ନାଥ ମୋହନ ଙ୍କୁ ସହହୁଆ
Thank You ପ୍ରଭୁ🙏🏻🧿🚩
ଏହାପରେ ଗ୍ରାମ ରକ୍ଷୀ ମାନଙ୍କ କଥା ଟିକିଏ ବିଚାର କରାଯାଉ
Raight
Hn Thik katha😊
ସମସ୍ତଙ୍କୁ ନିୟମିତ କରୁଛନ୍ତି କିନ୍ତୁ କନିଷ୍ଠ ଶିକ୍ଷକ ଙ୍କୁ କେବେ ନିୟମିତ କରିବେ?
Sala gentha govt jadi kanistha sikhyaka niyamita na huanti bhut asubidha
Number One Hon'ble CM, ମହାପ୍ରଭୁ ଜଗନ୍ନାଥ ତାଙ୍କ ଉପରେ ସଦା ସର୍ବଦା କୃପା ଦୃଷ୍ଟି ରଖି ଥାଆନ୍ତୁ ଏହାହିଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା , ଏ ସବୁ ସମ୍ଭବ ହେଇଛି ପଶ୍ଚିମ ଓଡିଶା ପିଲାଙ୍କ ପାଇଁ , ଜୟ ଜଗନ୍ନାଥ ❤❤
ଜୟ ଶ୍ରୀ ଜଗନ୍ନାଥ 🙏
ଲୋକ ଏବେ ଏଇ ଭଲ କାମ ରେ କିଛି ମୁହଁ ଖୋଲିବେନି କାରଣ ଲୋକ ଙ୍କ ର ବା ଆଗ ଟଙ୍କା ଆଉ ଯୋଉ ଥିରେ ସ୍ୱର୍ଥ ଥିବ ସେଇ ଥିରେ ମୁହଁ ଖୋଲିବେ ଜୟ ବଜେପି ଜୟ ମହାନ ମାଝୀ sir ଜୟ ଜଗନ୍ନାଥ 🙏
Thank you CM sir❤❤❤
Vote dia heichi, cold storage, nua dam, sabu gaan ku road, nua industry, dadan samasy ku dura kari ba,
Quality of education improve kariba ku..
Kintu 300 unit free electric jouta solar panels lagei baku kahi thila, 3000 tanka gariba ka pai important hele. Aji dina re kama karibar achi
ମୋହନା ମହାଘିଆ ଏ ବାଣ୍ଡ ସରକାର ବାଣ୍ଡ ଦୁଃଖ ଶୁଣୁଛି ଯୋଉ ସବୁ ସରକାରୀ କ୍ଷେତ୍ର କୁ ଠିକା ସଂସ୍ଥା କୁ ଦେଇଛି ତାକୁ ଫେରେଇ ଆଣିପାରିବ କି ହୁଏତ ବହୁତ ଶିକ୍ଷିତ ଛୁଆ ଙ୍କ ଜୀବନ ଜୀବିକା ବଞ୍ଚିଯାନ୍ତା
100%r8
Congratulations CM sir
ମୋହନ ବାବୁଙ୍କୁ ଧନ୍ୟବାଦ୍ ଜୟ ଓଡ଼ିଶା ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
Congratulations
ମୋହନ୍ ଭାଇନା ଙ୍କୁ ହୃଦୟ ରୁ ଧନ୍ୟଵାଦ
Thankq so much mahan majhi sir you are the best cm
ବହୁତ୍ ବହୁତ୍ ଭଲ କଥା।
କୁଆଡେ ଗଲରେ ଗେଣ୍ଡା ଦଳ ଟିକେ ଶୁଣ ଇଏ ଭାଇ କଣ କହୁ ଛନ୍ତି 🤣🤣😜😜🔥🔥
ବାଣ୍ଡ ରେ ବିଆ ବିଜେପି ଚମଚ୍ଛା
Bhai genda pachi jaichi 😅😅😅
ଗେଣ୍ଡା ନାହାନ୍ତି,, ସବୁ 2024 ଲୁଣି ପାଣିରେ ବୁଡ଼ିଗଲେ
Bala regular kale e sabu bekar khata
👍👍👍
Ranjan bhai 🎉🎉bahut bahut dhanyavaad
This person is a really very talented person, How he explained his gratitude to Honourable CM Sir👍
ଧନ୍ୟବାଦ ନମସ୍କାର ମୋହନ ସାର୍
ଜୟ ଜଗନ୍ନାଥ...🙏 ଜୟ ମୋଦୀ ଜୀ...ଜୟ ମୋହନ ଜୀ...❤❤❤❤❤❤❤❤❤
ବହୁତ ସୁନ୍ଦର ଅଭିଭାଷଣ,ତତ୍ ସହିତ ଅଭିନନ୍ଦନ ରାଜ୍ୟ ମୁଖ୍ୟଙ୍କୁ🙏⭕‼️⭕🙏💐💐
Honorable CM sir ...Please abolish outsourcing system and regularise all outsourcing employees of Odisha
ଗୃହ ରକ୍ଷୀ ମାନଙ୍କୁ ସମ୍ମାନ ମିଳିଲା ଏବେ ।
ହୋମ ଗାର୍ଡ. ଙ୍କର ଦାବି ମୁଖ୍ୟମନ୍ତ୍ରୀ ଯଦି ପୂରଣ କରିଦେବେ. ଆମେ ଜାଣିବୁ ସେ ସବୁ ବିଷୟ ସୁଧାରିଲେ., ହୃଦୟ ସହିତ ଖୁସି ହେବୁ 🙏🙏🙏
Samastanka nka dhukha sunuchha he mohan sarakar ....ama junior teacher mananka dukha bi bujha au sabu jts mananku bi regular karidiantu🙏🏼
Honourable CM Sir 🙏, please abolish outsourcing system from Odisha and regularise all the outsourcing employees under your administration. Please provide financial and Social justice and save the future of their families. It's a crying request of all the families of outsourcing employees. 🙏🙏
ହେ ମୋହନ sir ସମସ୍ତ outsource ସଦସ୍ୟ ଙ୍କୁ ରେଗୁଲାର କରନ୍ତୁ । Plz ସେମାନଙ୍କର ବି ଠିକ୍ ଏମିତିକା ପରିସ୍ଥିତି ।
ଜୟ ମନ ମୋହନ.... ଏମିତି ସମସ୍ତ ବିଭାଗ କର୍ମଚାରୀ ଙ୍କୁ ଗୁରୁତ୍ୱ ଦେଇ... ସମସ୍ତ ଙ୍କୁ ନିୟମିତ କରା ଯାଉ...
. ଜୟ ମୋହନ.. ଜୟ BJP
ଧନ୍ଯବାଦ ମୋହନ ସାର
Bahut bhala katha sir
ଡବଲ ଇଞ୍ଜିନ୍ ସରକାର ମାନ୍ୟବର ଶ୍ରୀ ଯୁକ୍ତ ମୋହନ ମାଝୀଙ୍କର ନେତୃତ୍ବରେ ଓଡିଶାର ସାମଗ୍ରିକ ବିକାଶ ଦୃଢ ନିଶ୍ଚିତ ହେବାକୁ ଯାଉଛି ।ଗରୀବ ସୁଦାମାର ଭରସା ଯୋଗ୍ୟ ସରକାର ହେଉଛି ମୋହନ ସରକାର । ଦୁଃଖ ବୁଝିବା ସରକାର ହେଉଛି ଆମ ବିଜେପି ସରକାର ।।🎉❤🎉ଆନ୍ତରିକ ଧନ୍ୟବାଦ ।।
ଜୟ ଜଗନ୍ନାଥ..
ଧନ୍ୟବାଦ୍ ମୋହନ ସରକାର
Yek Nayak Odisha Nayak Mohan majhi Jindabad Jindabad
ଧନ୍ୟ ବାଦ୍ ମୋହନ ସାର୍
ବହୁତ୍ ଭଲ sir junior teacher schematic କୁ ବି regular କରନ୍ତୁ
😂😂 not possible e janma re
ଜୟ ଶ୍ରୀ ରାମ
ଆଦର୍ଶ ବିଦ୍ୟାଳୟ ର କନିଷ୍ଠ କିରାଣି ତଥା ହିସାବ ରକ୍ଷକ ମାନେ ଦୀର୍ଘ 9 ବର୍ଷ ହେଲା contractual ରେ ଖଟି ଆସୁଛନ୍ତି.. ରାଜ୍ୟ ସରକାର ଙ୍କୁ ଅନୁରୋଧ ତାଙ୍କ ଦୁଃଖ ବୁଝିବେ
ଆମେ ଫରେଷ୍ଟ ସ୍ୱର୍ଡ଼ ମାନେ କଣ ପାପ କରିଥିଲୁ ଯେ ରାତି ଦିନ ମରଣ ସହିତ ଲଢେ କରି କରି ଦିନ ଗଲା
Excellent step by Mohan sir
Bahut sundar katha homegad bhi. CM sir apananku dhanya bad 🙏🙏
Thanks ❤ mohana sir
ମୋହନ ସରକାର.. ଧନ୍ୟବାଦ ନମସ୍କାର
Ranjan bhai dil se salut 🙏
Mohan majhi sir dhanyabad we all are proud of sir your best CM of Odisha🎉🙏🙏🙏
Very good evening sir 🎉🎉🎉🎉🎉🎉🎉🎉🎉🎉🎉 very very good evening sir CM Majhi sir
Mahan sar ram ram ♈♈♈♈♈
ମୋହନ ସରକାର ଙ୍କୁ🎉🎉🎉🎉
ଧନ୍ଯବାଦ ମୋହନ ସରକାର
Kn pai dhanyo bad kolu mahon ku
Ara. MAghea. Badhachua. Kon. To. Bhauni. Sentyki. Dhanyabad. Kari. Thanta.
ସମସ୍ତେ ଖୁସି ରେ... ସଂସାର ସୁଖୀ ❤️❤️
Dhanyabad ,Mohansir
Bahut bahut asesh asesh koti koti dhanyawad 🙏🙏🙏🙏 sir
ଡବଲ ଇଞ୍ଜିନ ସରକାର କାମ ଦେଖି ଓଡ଼ିଶା ର ଲୋକ ଖୁସି ବ୍ୟକ୍ତ କରୁଛନ୍ତି। ଆହୁରି ଆଗରୁ ଆସିବାର ଥିଲା।
ଭଗବାନ ତୁମର ମଂଗଳ କରଂତୁ,ଜୟ ଜବାନ ।
ଏଣିକି ହୋମଗାର୍ଡ ମାନେ ଉପର ମୁଁ ହୀ ହେଇଜିବେ
କେଡ଼େ ପର ଶ୍ରୀ କାତର ଲୋକହେ ତମେ, ଅନ୍ୟର ସିରିକୁ ସାହିପାରୁ ନ
ଦୈତାରି ପଣ୍ଡା ନବୀନ ପଟ୍ଟନାୟକଙ୍କୁ ଜଗନ୍ନାଥ କହିଥିଲେ ବୋଲି ସାରା ଦୁନିଆ ସାମ୍ନାରେ ଭୁଲୁ ମାଗିଲେ
ଆଉ ଏ ବାବୁ ଜଣଙ୍କ ମହନ ମାଝି କୁ ଶ୍ରୀକୃଷ୍ଣଙ୍କ ଶହ ତୁଳନା କରିଦେଲା
ତାହାଲେ ଏକୁ କଣ କରିବ ୟାକୁ ବି ଭୁଲୁ ମଗାଊ ନହେଲେ ୟା ଚାକିରି ଖାଉ 😂
ଜୟ ଜଗନ୍ନାଥ ଜୟ ମୋହନ ସାର 🙏🙏🙏
Bala a loka pai ladhi chhi home gurd pai ladhi chhi daitari panda bala karichhi
ଅତି ସୁନ୍ଦର ଭାବରେ ପ୍ରକାଶ କଲେ ଭାଇ
ପ୍ରାଥମିକ ଶିକ୍ଷକ କେଵେ ରେଗୁଲାର ଆଉ ଚୁକ୍ତିଭିତ୍ତିକ ଉଠିବ.. ଆମେ 1.5 ଲକ୍ଷ ପ୍ରାଥମିକ ଶିକ୍ଷକଙ୍କ ପରିବାରର 6 ଲକ୍ଷ ଭୋଟ ଦେଇଥିଲୁ... ଯଦି ଆମର ଚୁକ୍ତିଭିତ୍ତିକ ନ ଉଠି ଏଣ୍ଟ୍ରି level GP ଅତି କମ ରେ 2800/- GP ନ ମିଳିଲେ 2029 ରେ କଂଗ୍ରେସ ସରକାର ନିଶ୍ଚିତ 🙏🏻🙏🏻🙏🏻🙏🏻
4200 heba uchit
Mu home guard bhai mananka sathire rahichhi, apana mananka permanent katha suni bohut anandita heli. Jay Jagannath. Jay Mahon Majhi.
ମାନନୀୟ ମୁଖ୍ୟ ମନ୍ତ୍ରୀ ଙ୍କର ( ହୋମଗାର୍ଡ ) ଙ୍କ ପ୍ରତି ନେଇଥିବା ସ୍ବାଗତ ଯୋଗ୍ୟ ପଦଖେଫ ଶୁଣିବାପରେ ଖୁସିରେ ଅଶ୍ରୁ ଲୁହ ଝରି ପଡୁଛି, ଦୁଃଖିର ଦୁଃଖ ବୁଝେ ଯିଏ ,ବଡ ମଣିଷ ଅଟେ ସିଏ,
Very good decision taken by honerale cm mohan Majhi sir
Out standing Bhai.
Odisha lifetime chief minister Mohan sir Jay Jagannath 🙏🏻
Bahut badhia ❤
ମୋହନ ମାଝି ର ଆପଣ ମାନେ ହିଁ ନିଜ ମା ପେଟର ଭାଇ ଆଉ ବନ ବିଭାଗର କର୍ମଚାରୀ ମାନେ ନୁହେଁ ସେଇଥିପାଇଁ ଆଉଟ୍ ସୋର୍ଶିଂ ରେ ଥିବା କର୍ମଚାରୀ ଙ୍କୁ ପୁରାପୁରି ଚାକିରି ରୁ ବାହାର କରିଦିଆ ହଉଚି