ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ବଢିଆ ଧୋଇଛନ୍ତି,ଆଉ ଓ ଟିଭି ବିଜେପି ନେତା ଙ୍କୁ ଏମିତି ବହକାଲିଆ କଥା ପଚାରିବନି ବେଶି ଚାଟୁ ଥିଲେ ବିଜେପି ର... ଆଉ ଗୋଟେ ପୁରୀ ର ରିପୋର୍ଟର ରହିଲା ମଧୁସୂଦନ ତାର ବି ପାଳି ଅତି ଶୀଘ୍ର ଆସୁଛି!
ବହୁତ ସୁନ୍ଦର ଉତ୍ତର। ବହୁତ ଧନ୍ୟବାଦ ଉପ ମୂଖ୍ୟମନ୍ତ୍ରୀ ଓଡ଼ିଶା ।🙏 ପଶ୍ଚିମ ଓଡିଶାର ଗର୍ବ ଓ ଗୌରବ ।
ପେଲି ଦେଲା ରିପୋର୍ଟର କୁ 😂
😂
😂im also mark ନାଲି ଆଖି
ମୋ ଘର ନୁହଁ ମୋ ସ୍ତ୍ରୀ ଘର କି ଚାଲାଖ ରେ bhai 😂😂👍👍👍
Jono sadharan boka ame😂😂
Sing deo nka sasura ghara side sei ghara milichhi so tanka wife nka ghara kahile re boka choda
Tar ghar k bhada debu😂😂
Taa pua jhia bi Tara nuhe ta stree ra😂😂😂
Block bihan😅😅😅
ଅର୍ଚନା ନାଗ କୁ ଭେଟି ବାକୁ ସୁବିଧା ହବ
BJP michua behiman chora
@@tikchandisari3648Ta bopa 24 years hela jaha gandimari ki michha kahuthila taha sata thila ki
Au kiye bhala
ସତେ.ତୁ ନିଜ ଭାଲିଆ ସମସ୍ତଙ୍କୁ ଭାବୁ ଛୁ
Archana ku dakine badhia jaga milila re budha ku
ମହାଶୟ ଆପଣଙ୍କ ସ୍ତ୍ରୀ ର ଘର ଯଦି ତମ ଘର ନୁହେଁ ତାହେଲେ ସ୍ତ୍ରୀ କରୁଥିବା ଚାକିରି ର ଦରମା ଟଙ୍କା ସ୍ଵାମୀ ର ନୁହେଁ,ତା ମାନେ ସ୍ତ୍ରୀ ଚାକିରି କରୁଥିଲେ ମଧ୍ୟ ସ୍ବାମୀ ସଵୁ ସରକାରୀ ଯୋଜନା ତଥା ରାସନ କାଡ଼ , ଆବାସ ଘର ଭଳି ଯୋଜନାର ଯୋଗ୍ୟ ଅଟେ
Well said
ସ୍ତ୍ରୀ ମଧ୍ୟ ସର୍ବ ସାଧାରଣ ର କେବଳ ତାଙର ନୁହେଁ।
Right
Well
ସତ୍ କଥା
ଭାଷଣ ମାରି 5ବର୍ଷ କାଟି ଦିଅ
Tate ta khali bhasan dekha jauchi,bjd Bala khali patire binda dei corruption Karu thile setebele tu to patire binda deithilu
ମତେ ଲାଗୁନି ରିପୋର୍ଟର ଭୁଲ ପଚାରିଲେ ବୋଲି କିନ୍ତୁ ଆପଣଙ୍କ ମତା ମତ ଟିକେ ଆକୃଶ ମୂଳକ ଥିଲା.. ଯଦି ଆପଣ ସରକାରୀ ଘର ନେଇ ନଥାନ୍ତେ ତାହେଲେ ଆପଣ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ବନିଥାନ୍ତେ...
ଆପଣ ଠିକ୍ କଥା କହିଛନ୍ତି।ଏଠାରେ ପ୍ରଶ୍ନ ଉଠୁଛି କ'ଣ ମନ୍ତ୍ରୀ ହୋଇଥିବା କେତେଜଣ ମନ୍ତ୍ରୀ ମାନଙ୍କ ଭୂବନେଶ୍ବରରେ ଘର ରହିଛି? ସେମାନେ ସେମାନଙ୍କ କର୍ମକର୍ତ୍ତା ମାନଙ୍କ ପାଇଁ ଦୁଇଟା କ୍ୱାର୍ଟର ସରକାର ଯୋଗାଇ ଦେବେ କି ?ମନ୍ତ୍ରୀଙ୍କ ପତ୍ରକାରଙ୍କ ପାଇଁ ମନୋବୃତ୍ତିରେ ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି।
ଏଇଟା ଲୋକ ହିସାବରେ ଠିକ୍ ନୁହଁ। ରାଜକୀୟ ଢଙ୍ଗ ଯାଇନି
ୟେ ତ ତଥାପି ଚଳନ୍ତି... ଆପଣ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଙ୍କ କଥା ଶୈଳୀ ଦେଖନ୍ତୁ ସେ ତ ଆହୁରି ...
ଓଃ କି ଦୁଃଖ ତାକୁ ଗଟେ ପ୍ରଧାନମନ୍ତ୍ରୀ ଆବାସ ଗୁଟେ କରିଦିଅ କେତେ ଦିନ ଆଉ ସ୍ତ୍ରୀ ଘରେ ରହିବେ
😂😂
ଠିକ୍ କଥା କହିଛନ୍ତି।କାରଣ ପରିବାର ଭିତରେ ବିଭିନ୍ନ ଲୋକଙ୍କୁ ବୁଝିବା କଷ୍ଟକର।
ସେ ବଡ ଲୋକ ,ଗରିବ ଲୋକ ଙ୍କୁ ପୁରେଇବୁ ନାହିଁ
କଣ ଟା ଏମିତି ପଚାରିଦେଲା ଯେ ଏତେ ରାଗି ଯାଉଛନ୍ତି? ତମେ ପା କୁଆଡେ ଉପମୁଖ୍ୟମନ୍ତ୍ରି । ରାଗ ରୁଷା ତମ ପକେଟ ରେ ରଖନ୍ତୁ।
ପାଞ୍ଚ ବର୍ଷ ଖାଇବା ପିଇବା ରହିବା ମାଗଣା ମିଳିବ
Super bhai sotto Kota kyecho
Auu nabin patnaik ku 25 barsa magana milila je ...
@@StudyStudio486 ଗୋଵରା ନବୀନ ପଟ୍ଟନାୟକ ତା ବାପା ତିଆରି କରୁ ଥିବା ଜାଗାରେ 25 ବର୍ଷ ହେଲା ଅଛି
ବେଶୀ ଦିନ ନୁହେଁ। ବହୁତ୍ ଶୀଘ୍ର ତମେ ସେ ଘରୁ ବାହାରିବ
@@StudyStudio486Naveen Niwasa tanka nijara sarkari nuhe 🙏
ଉପ ମୁଖ୍ୟମନ୍ତ୍ରୀ ର ଗର୍ବ ବଢ଼ି ଯାଉଛି ।
ଗୋଟେ କଥା ମୁଁ ପଚାରିବାକୁ ଚାହୁଁଛି,ଏମାନଙ୍କୁ ୨ ଟା ଉପ ମୁଖ୍ୟମନ୍ତ୍ରୀ କରିକି ଲାଭ କଣ ହେଉଛି। ଏମାନେ ସରକାରଙ୍କ ପଇସା ସହ ସବୁ ସୁବିଧା ପାଇବେ ଆଉ ଉପଭୋଗ କରିବେ ।ଆମ ଓଡ଼ିଶା ବାସୀ ନଙ୍କର କଣ ଉନ୍ନତି ହେବ ଟିକେ କହିବେ ଯଦି ଆମେ ଅତ୍ୟେନ୍ତ ଖୁସି ହୁଅନ୍ତୁ।
Khali bada bada jojona 😂😂😂😂
ହଁ ଏମାନେ ଦିଲ୍ଲୀ ଗଲେ ସମସ୍ତେ ପଳଉଛନ୍ତି। ଆଉ ଉପର ମୁଖ୍ୟମନ୍ତ୍ରୀ ହେଇକି ଲାଭ କ'ଣ?
Power is not permanent..wait for 2029
କିଛି ମାସ ପାଇଁ କଣ ପାଇଁ ନଉଥିଲ ପୁଣି ଛାଡ଼ିବାକୁ ପଡ଼ିବ
Babi puni pheribe
ଯେଉଁମାନଙ୍କର ନିଜର ଘର ଭୁବନେଶ୍ୱର ରେ ଅଛି ସେମାନେ ସ୍ୱଇଚ୍ଛା ରେ ସରକାରୀ ଘର ରହିବା ଅନୁଚିତ୍ତ.
?? Security dhrusti ru govt quarter rahiba abasyka
@@_mr___rajputକମିସନ ଖାଇଵାକୁ
Au seit quater ta Ray babu ku daba darkar
Ame patnagarh Assembly ra loka bbsr gale... MLA quarter re rahemu... Tenu MLA quarter neba nihati darkar
ଗଣତନ୍ତ୍ର ରାଷ୍ଟ୍ର ରେ କାହାକୁ ମହାରାଜା ଡାକିବା ଠିକ୍ ନୁହଁ।
Tela maliskari patrakar
ସେଇଟା ମୋ ଘର ନୁହଁ ମୋ ସ୍ତ୍ରୀ ଘର 😀😀😀
Right maharaja ji
ମାଗଣା ବିଜୁଳି ଆଶା କରନାହିଁ (ସାଧାରଣ ଲୋକଙ୍କ ପାଇଁ)ମାଗଣା ସେବା ଖାଲି ଆମପାଇଁ ଆଉ ଆମେ ତାର ମଜା ନେବୁ ୫ ବର୍ଷ (ଉପ ମୁଖ୍ୟମନ୍ତ୍ରୀ)
Nice, A royal palatial shelter for Honourable Deputy CM....
ସ୍ତ୍ରୀ କଣ ତମର ନୁହଁ ଲୋକଙ୍କୁ ବୋକା ଭାବନ୍ତୁ ନାହିଁ
ଓଡିଶା ର ସବୁଠାରୁ ଭଲ ସ୍ଥାନରେ ରାଜମହଲ ଭଳି ଘର ଥିବା ସତ୍ୟେ ତାର ପଡିଶାରେ ସରକାରୀ ଘର ନେବା ଠିକ ନୁହେଁ.
Hau enjoy kar 😂😂Matra 5 years wait kara😅😅
କିଛି negative ପ୍ରଶ୍ନ ନଥିଲା, ସାମ୍ବାଦିକ ଭାଇ ଆପଣଙ୍କ ଘର ଥିବା ସତ୍ୱେ ବି ସରକାରୀ ଘର ନେବାକାରଣ ଜନତା ଜାଣନ୍ତୁ ବୋଲି ଚାହିଁଥିଲେ କିନ୍ତୁ ଆପଣ ଉତ୍ତର ଯାହା ଦେଲେ ତାହା ଭଲନାହିଁ ଆଉ ରହିଲା ଭୁବନେଶ୍ୱରରେ ଥିବା ଆପଣଙ୍କ ଘର କଥା ସେ ଘର କଣ ଆପଣଙ୍କ ପତ୍ନୀ ଆପଣଙ୍କୁ ବିବାହ କରିବା ପୂର୍ବରୁ କିଣିଥିଲେ?? ଆଜିକାଲି ତୋ ପ୍ରାୟତଃ ସମସ୍ତେ ଘର କି ଜାଗା କିଣିଲେ ପ୍ରାୟ ନିଜ ସ୍ତ୍ରୀ ନାମରେ କରୁଛନ୍ତି ତା ଅର୍ଥ କଣ ସେଇଟା ତାଙ୍କ ଘର ନାହିଁ କି??
କୋଶଳ ରାଜ୍ୟ କରିବାରେ ମୁଖ୍ୟ ଲୋକ
ରେ ମାଗିଆ ମନ୍ତ୍ରୀ teacher ମାନଙ୍କର କ୍ୱାର୍ଟର କେବେ repair ହେବ??????????
Good work sir ❤❤
Good reply 😊
ଜୟ ହୋ ମହାରାଜ ଜୀ 🙏🏽 ଜୟ ହୋ ମହାରାଣୀ ମହାରାଣୀ ଜୀ 🙏🏽
ପୂଜା ପାଠ ସବୁ ଭଲ ଭାବେ କର,ଗ୍ରହ ଶାନ୍ତି ରହିବେ, ଜୀବନ କୁ ଭଲ ଭାବେ ଉପଭୋଗ କର ଆଉ ଏ ମଣିଷ ଜୀବନ ମିଳିବନି, ମୃତ୍ୟୁ ଆଗରେ ଆସି ଠିଆ ହୋଇଛି, ଭାରି ଦୁଃଖ 😭😭
ତମେ ସମସ୍ତ ଙ୍କ ଘର କୁ ଯାଇପାରିବେ ଆଉ ତମ ଘରକୁ ଗଲା କୁ ଆମେ ଯାଇପାରିବୁନି ଛି ହୀନ ରାଜନୀତି ଲୋକଙ୍କୁ କଣ ଭାବୁଛନ୍ତି ଆଜ୍ଞା
ସ୍ତ୍ରୀ ଙ୍କ ଘରେ ଜନତା ଙ୍କୁ ଦେଖା କଲେ କାଳେ ପରିବାର ଲୋକ ଙ୍କ ଶାନ୍ତି ନଷ୍ଟ ହେବ ସେଥିପାଇଁ ସରକାରୀ ବାସ ଭବନ କୁ ଆସିଛନ୍ତି 😅😅
Right 👍🏼 Deputy CM
ସ୍ତ୍ରୀ ଟା କଣ ୟାର ନୁହଁ କି
ସର୍ବ ସାଧାରଣ ଙ୍କର
Jay Jagannath Swami
Yes
ଗଣମାଧ୍ୟମ କୁ ବିରୋଧ କରିବାରେ ବେଶ ପାରଙ୍ଗମ କେ.ଭି।
ବଡ଼୍ ହେଲେ ରୁବାବ୍ ବଢ଼ିଯାଏସି
ଓଃ ଓଡିଶା ର କ୍ରୀତଦାସ ଙ୍କ କ୍ୱାଟର 😂
କିଛି ଆଉ କାମ ନାହିଁ ଓଟିଭି ର 😡
କେତେ ଦିନ ରହିବ ଏଠି ଜଗନ୍ନାଥ ଜାଣନ୍ତି, ଲାଗୁଚି କମ ଦିନ ସରକାର
Pandian Rahiba
K V singhdeo has told correct things.
Reporter କୁ ଭଲ doze ଟେ ଦେଲା
Correct sir
Jai Ho Kanak Ji.Jai BJP.❤❤❤❤❤
Sir straight forward
Badhiya lagela
ଜୟ ଜଗନ୍ନାଥ ଜୟ ମୋହନ ସରକାର 🙏🙏🙏
ସ୍ତ୍ରୀ ର ତୁମର କ'ଣ ଛାଡ଼ପତ୍ର ହୋଇ ଯାଇଛି କି? ନାଁ ସ୍ତ୍ରୀ ର ଘର ତୁମର ନୁହଁ?
Jay Jagannath
ସେଟା ମୋ ଘର ନୁହଁ ମୋ ସ୍ତ୍ରୀ ଘର 😂😂😂 ୱାଉ..... ମାନିବାକୁ ପଡ଼ିବ... ଶଳା ସବୁ ତାଉଟର
Jy ho
ଠିକି ଭଲ ସେ ପେଲ
Very nice sir
Sir nku pranam
Hau Jay nabeen Jay bjd
Khusi hauni mote
ମନ ଖୁସି ହେଇଗଲା। ବଢ଼ୀୟ ହେଲା
Right Sir❤
Nice jabab😮😮
Jay Jagannath ❤️❤️❤️❤️❤️❤️❤️❤️
ଯାହା ହେଉ।ମୋର ଆଜି ଲାଷ୍ଟ ରିଚାର୍ଜ ଥିଲା ,, ଜୀବନକୁ ବାଜି ଲଗେଇ ଖବରଟି ପ୍ରଶାରଣ କରିଥିବାରୁ ମୁଁ ଦେଖି ପାରିଲି ।।ପିଲାଦିନେ ମୁଁ ବହୁତ କଷ୍ଟରେ ମୋ ମାତୃଭାଷା ରେ ସମସ୍ତ ପ୍ରକାରର ଗାଳି ଶିଖିଥିଲି | କିନ୍ତୁ ସମୟକ୍ରମେ ଅଭ୍ୟାସର ଅଭାବ ହେତୁ ମୁଁ ଅଧିକାଂଶ ଭୁଲିଯାଇଛି, କିନ୍ତୁ ବେଳେବେଳେ ଏପରି ପୋଷ୍ଟ ଦେଖିବା ପରେ ମୋତେ ପୁନର୍ବାର ଅଭ୍ୟାସ କରିବା ପାଇଁ ଇଚ୍ଛା ହୁଏ, କିନ୍ତୁ ଦୁର୍ଭାଗ୍ୟବସଃତ ଏହା ସତ୍ୟ ଯେ ମୁଁ ଭୟ ହେତୁ ଏହା କରିପାରିବି ନାହିଁ କାରଣ ସୋସିଆଲ ମିଡ଼ିଆରେ ମୋର ସମସ୍ତ ସମ୍ପର୍କୀୟ ଗୁରୁଜନ ଆଉ ସାଙ୍ଗ ସାଥି ବନ୍ଧୁ ବାନ୍ଧବ ଭାଇ ଭଉଣୀ ମାନେ ଅଛନ୍ତି | 😡😡😡😡 ,,
Right 👍 sir
ବିଜେପି ବିଜେଡି କୁ ଡରୁଛନ୍ତି
Ryt👍🏻
ମହାରାଜ କନକବର୍ଦ୍ଧନଙ୍କୁ ଠିକ୍ ଜାଗା ମିଳିଛି ସୁବିଧାରେ ସାକ୍ଷାତ କରିହେବ ।
ସ୍ତିରୀ ସୂଆମି ର ଘର ଅଳଗା ଅଳଗା ରହେକି ସାର
100%right DCM sir
Apan emiti toutar reporter manaka katha ku gurutwa diantu nahi ame madhya deu nu
Jay ho maharaj
Sir it's positive answer
ଜୟ ଜଗନ୍ନାଥ
Leader Rocked 🤘 Reporter shocked 🙀😱😂
Allotment thik heichi sir
OTV reporter nku tusion ta tk hard heigala... Nija ghara nahi but wife nka ra achhi 😂😂😂
Super m g otv
ଗଲୁଆ ଯାହାକୁ କୁହାଯାଏ ଏସାଳ ସେଇଥିରୁ ଗୋଟେ ମୋର ଘର ନାହିଁ ମୋ ସ୍ତ୍ରୀ ଘର ଲାଜ ନାହିଁ ତୋ ମୁହଁ ରେ
Right u talking sir.. Office rea only.. Work. Ok. Media bhai.. Bujhila.. 😅😅😅
ଆଉ ଏକ ଠିକଣା ମାନେ ଆଗରୁ ଏକ ଠିକଣା ଥିଲା ... ତାହେଲେ କାହିଁକି ଏ ଠିକଣା କୁ ସେ ଆସିଲେ ... ଖାଲି gov. ସମ୍ପତି ଖାଇ ଚାଲ
Question is too positive,but answer is completely diplomatic & ambiguous,in which the message is going towards common people negativity as like the attitude of a man of feudalism .😂
Right answer
Good work sir
Repotor bhainku salut good question ❓
ଅତି ଗର୍ଵ ଭଲ ନୁହେଁ
ବବି ଭାଷିଲେ କେଭି ବି ଭାସିବେ
Ri8 sir
Kv sing deo is very educated personality and he can judge quickly anyones point
ଆପଣଙ୍କ ସ୍ତ୍ରୀ କଣ ଆଉ କାହାର ଆପଣ କିଏ ଆପଣଙ୍କ ସ୍ତ୍ରୀ କିଏ ଖାଲି ମିଛ କାହାଣୀ
E murkha Stree Jane aau Swami Jane, etiki gyana bi rakh.
ଜନତା ର ପଇସା ରେ ଏସ କର ସବୁ ନେତା ଓ ମନ୍ତ୍ରୀ
❤❤❤❤❤❤❤❤❤
Next bjd bro🎉🎉🎉
ଆପଣ ବିଜୁ ବାବୁ ଓ ନବୀନ ବାବୁ ଙ୍କୁ ଟିକେ ଦେଖନ୍ତୁ
Jaye shree Ram Jaye hanuman
ପରିବାର ସହ ଗ୍ରୁହ ପ୍ରବେଶ ?ରାଣୀ ମାଙ୍କ ନିଜ ଘର ତ ଅଛି !
Lali PUP sarkar
Right answar
ମୋ ଘୋର ନାହିଁ, ମୋ ସ୍ତ୍ରୀ ଘୋର 😂😂ସେ କହିବା ଅର୍ଥ ମୋ ସ୍ତ୍ରୀ ନୁହେଁ, କନକ ବର୍ଦ୍ଧନ ସିଂହଦେଓଙ୍କ ସ୍ତ୍ରୀ ।।ଯାହା ଭି କୁହନ୍ତୁ ଓଟିଭିର ଯେମିତି ପ୍ରଶ୍ନକୁ ସେମିତି ଉତ୍ତର ।।
ବଢିଆ ଧୋଇଛନ୍ତି,ଆଉ ଓ ଟିଭି ବିଜେପି ନେତା ଙ୍କୁ ଏମିତି ବହକାଲିଆ କଥା ପଚାରିବନି
ବେଶି ଚାଟୁ ଥିଲେ ବିଜେପି ର... ଆଉ ଗୋଟେ ପୁରୀ ର ରିପୋର୍ଟର ରହିଲା ମଧୁସୂଦନ ତାର ବି ପାଳି ଅତି ଶୀଘ୍ର ଆସୁଛି!
ବହୁତ ସୁନ୍ଦର ଉତ୍ତର। ବହୁତ ଧନ୍ୟବାଦ ଉପ ମୂଖ୍ୟମନ୍ତ୍ରୀ ଓଡ଼ିଶା ।🙏 ପଶ୍ଚିମ ଓଡିଶାର ଗର୍ବ ଓ ଗୌରବ ।
ପେଲି ଦେଲା ରିପୋର୍ଟର କୁ 😂
😂
😂im also mark ନାଲି ଆଖି
ମୋ ଘର ନୁହଁ ମୋ ସ୍ତ୍ରୀ ଘର କି ଚାଲାଖ ରେ bhai 😂😂👍👍👍
Jono sadharan boka ame😂😂
Sing deo nka sasura ghara side sei ghara milichhi so tanka wife nka ghara kahile re boka choda
Tar ghar k bhada debu😂😂
Taa pua jhia bi Tara nuhe ta stree ra😂😂😂
Block bihan😅😅😅
ଅର୍ଚନା ନାଗ କୁ ଭେଟି ବାକୁ ସୁବିଧା ହବ
BJP michua behiman chora
@@tikchandisari3648Ta bopa 24 years hela jaha gandimari ki michha kahuthila taha sata thila ki
Au kiye bhala
ସତେ.
ତୁ ନିଜ ଭାଲିଆ ସମସ୍ତଙ୍କୁ ଭାବୁ ଛୁ
Archana ku dakine badhia jaga milila re budha ku
ମହାଶୟ ଆପଣଙ୍କ ସ୍ତ୍ରୀ ର ଘର ଯଦି ତମ ଘର ନୁହେଁ ତାହେଲେ ସ୍ତ୍ରୀ କରୁଥିବା ଚାକିରି ର ଦରମା ଟଙ୍କା ସ୍ଵାମୀ ର ନୁହେଁ,ତା ମାନେ ସ୍ତ୍ରୀ ଚାକିରି କରୁଥିଲେ ମଧ୍ୟ ସ୍ବାମୀ ସଵୁ ସରକାରୀ ଯୋଜନା ତଥା ରାସନ କାଡ଼ , ଆବାସ ଘର ଭଳି ଯୋଜନାର ଯୋଗ୍ୟ ଅଟେ
Well said
ସ୍ତ୍ରୀ ମଧ୍ୟ ସର୍ବ ସାଧାରଣ ର କେବଳ ତାଙର ନୁହେଁ।
Right
Well
ସତ୍ କଥା
ଭାଷଣ ମାରି 5ବର୍ଷ କାଟି ଦିଅ
😂
Tate ta khali bhasan dekha jauchi,bjd Bala khali patire binda dei corruption Karu thile setebele tu to patire binda deithilu
ମତେ ଲାଗୁନି ରିପୋର୍ଟର ଭୁଲ ପଚାରିଲେ ବୋଲି କିନ୍ତୁ ଆପଣଙ୍କ ମତା ମତ ଟିକେ ଆକୃଶ ମୂଳକ ଥିଲା.. ଯଦି ଆପଣ ସରକାରୀ ଘର ନେଇ ନଥାନ୍ତେ ତାହେଲେ ଆପଣ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ବନିଥାନ୍ତେ...
ଆପଣ ଠିକ୍ କଥା କହିଛନ୍ତି।
ଏଠାରେ ପ୍ରଶ୍ନ ଉଠୁଛି କ'ଣ ମନ୍ତ୍ରୀ ହୋଇଥିବା କେତେଜଣ ମନ୍ତ୍ରୀ ମାନଙ୍କ ଭୂବନେଶ୍ବରରେ ଘର ରହିଛି?
ସେମାନେ ସେମାନଙ୍କ କର୍ମକର୍ତ୍ତା ମାନଙ୍କ ପାଇଁ ଦୁଇଟା କ୍ୱାର୍ଟର ସରକାର ଯୋଗାଇ ଦେବେ କି ?
ମନ୍ତ୍ରୀଙ୍କ ପତ୍ରକାରଙ୍କ ପାଇଁ ମନୋବୃତ୍ତିରେ ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି।
ଏଇଟା ଲୋକ ହିସାବରେ ଠିକ୍ ନୁହଁ। ରାଜକୀୟ ଢଙ୍ଗ ଯାଇନି
ୟେ ତ ତଥାପି ଚଳନ୍ତି... ଆପଣ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଙ୍କ କଥା ଶୈଳୀ ଦେଖନ୍ତୁ ସେ ତ ଆହୁରି ...
ଓଃ କି ଦୁଃଖ ତାକୁ ଗଟେ ପ୍ରଧାନମନ୍ତ୍ରୀ ଆବାସ ଗୁଟେ କରିଦିଅ କେତେ ଦିନ ଆଉ ସ୍ତ୍ରୀ ଘରେ ରହିବେ
😂😂
ଠିକ୍ କଥା କହିଛନ୍ତି।କାରଣ ପରିବାର ଭିତରେ ବିଭିନ୍ନ ଲୋକଙ୍କୁ ବୁଝିବା କଷ୍ଟକର।
ସେ ବଡ ଲୋକ ,ଗରିବ ଲୋକ ଙ୍କୁ ପୁରେଇବୁ ନାହିଁ
କଣ ଟା ଏମିତି ପଚାରିଦେଲା ଯେ ଏତେ ରାଗି ଯାଉଛନ୍ତି? ତମେ ପା କୁଆଡେ ଉପମୁଖ୍ୟମନ୍ତ୍ରି । ରାଗ ରୁଷା ତମ ପକେଟ ରେ ରଖନ୍ତୁ।
ପାଞ୍ଚ ବର୍ଷ ଖାଇବା ପିଇବା ରହିବା ମାଗଣା ମିଳିବ
Super bhai sotto Kota kyecho
Auu nabin patnaik ku 25 barsa magana milila je ...
@@StudyStudio486 ଗୋଵରା ନବୀନ ପଟ୍ଟନାୟକ ତା ବାପା ତିଆରି କରୁ ଥିବା ଜାଗାରେ 25 ବର୍ଷ ହେଲା ଅଛି
ବେଶୀ ଦିନ ନୁହେଁ। ବହୁତ୍ ଶୀଘ୍ର ତମେ ସେ ଘରୁ ବାହାରିବ
@@StudyStudio486Naveen Niwasa tanka nijara sarkari nuhe 🙏
ଉପ ମୁଖ୍ୟମନ୍ତ୍ରୀ ର ଗର୍ବ ବଢ଼ି ଯାଉଛି ।
ଗୋଟେ କଥା ମୁଁ ପଚାରିବାକୁ ଚାହୁଁଛି,ଏମାନଙ୍କୁ ୨ ଟା ଉପ ମୁଖ୍ୟମନ୍ତ୍ରୀ କରିକି ଲାଭ କଣ ହେଉଛି।
ଏମାନେ ସରକାରଙ୍କ ପଇସା ସହ ସବୁ ସୁବିଧା ପାଇବେ ଆଉ ଉପଭୋଗ କରିବେ ।
ଆମ ଓଡ଼ିଶା ବାସୀ ନଙ୍କର କଣ ଉନ୍ନତି ହେବ ଟିକେ କହିବେ ଯଦି ଆମେ ଅତ୍ୟେନ୍ତ ଖୁସି ହୁଅନ୍ତୁ।
Khali bada bada jojona 😂😂😂😂
ହଁ ଏମାନେ ଦିଲ୍ଲୀ ଗଲେ ସମସ୍ତେ ପଳଉଛନ୍ତି। ଆଉ ଉପର ମୁଖ୍ୟମନ୍ତ୍ରୀ ହେଇକି ଲାଭ କ'ଣ?
Power is not permanent..wait for 2029
Right
କିଛି ମାସ ପାଇଁ କଣ ପାଇଁ ନଉଥିଲ ପୁଣି ଛାଡ଼ିବାକୁ ପଡ଼ିବ
Babi puni pheribe
ଯେଉଁମାନଙ୍କର ନିଜର ଘର ଭୁବନେଶ୍ୱର ରେ ଅଛି ସେମାନେ ସ୍ୱଇଚ୍ଛା ରେ ସରକାରୀ ଘର ରହିବା ଅନୁଚିତ୍ତ.
?? Security dhrusti ru govt quarter rahiba abasyka
@@_mr___rajputକମିସନ ଖାଇଵାକୁ
Au seit quater ta Ray babu ku daba darkar
Ame patnagarh Assembly ra loka bbsr gale... MLA quarter re rahemu... Tenu MLA quarter neba nihati darkar
ଗଣତନ୍ତ୍ର ରାଷ୍ଟ୍ର ରେ କାହାକୁ ମହାରାଜା ଡାକିବା ଠିକ୍ ନୁହଁ।
Tela maliskari patrakar
ସେଇଟା ମୋ ଘର ନୁହଁ ମୋ ସ୍ତ୍ରୀ ଘର 😀😀😀
Right maharaja ji
ମାଗଣା ବିଜୁଳି ଆଶା କରନାହିଁ (ସାଧାରଣ ଲୋକଙ୍କ ପାଇଁ)
ମାଗଣା ସେବା ଖାଲି ଆମପାଇଁ ଆଉ ଆମେ ତାର ମଜା ନେବୁ ୫ ବର୍ଷ (ଉପ ମୁଖ୍ୟମନ୍ତ୍ରୀ)
Nice, A royal palatial shelter for Honourable Deputy CM....
ସ୍ତ୍ରୀ କଣ ତମର ନୁହଁ ଲୋକଙ୍କୁ ବୋକା ଭାବନ୍ତୁ ନାହିଁ
ଓଡିଶା ର ସବୁଠାରୁ ଭଲ ସ୍ଥାନରେ ରାଜମହଲ ଭଳି ଘର ଥିବା ସତ୍ୟେ ତାର ପଡିଶାରେ ସରକାରୀ ଘର ନେବା ଠିକ ନୁହେଁ.
Hau enjoy kar 😂😂
Matra 5 years wait kara😅😅
କିଛି negative ପ୍ରଶ୍ନ ନଥିଲା, ସାମ୍ବାଦିକ ଭାଇ ଆପଣଙ୍କ ଘର ଥିବା ସତ୍ୱେ ବି ସରକାରୀ ଘର ନେବାକାରଣ ଜନତା ଜାଣନ୍ତୁ ବୋଲି ଚାହିଁଥିଲେ କିନ୍ତୁ ଆପଣ ଉତ୍ତର ଯାହା ଦେଲେ ତାହା ଭଲନାହିଁ ଆଉ ରହିଲା ଭୁବନେଶ୍ୱରରେ ଥିବା ଆପଣଙ୍କ ଘର କଥା ସେ ଘର କଣ ଆପଣଙ୍କ ପତ୍ନୀ ଆପଣଙ୍କୁ ବିବାହ କରିବା ପୂର୍ବରୁ କିଣିଥିଲେ?? ଆଜିକାଲି ତୋ ପ୍ରାୟତଃ ସମସ୍ତେ ଘର କି ଜାଗା କିଣିଲେ ପ୍ରାୟ ନିଜ ସ୍ତ୍ରୀ ନାମରେ କରୁଛନ୍ତି ତା ଅର୍ଥ କଣ ସେଇଟା ତାଙ୍କ ଘର ନାହିଁ କି??
କୋଶଳ ରାଜ୍ୟ କରିବାରେ ମୁଖ୍ୟ ଲୋକ
ରେ ମାଗିଆ ମନ୍ତ୍ରୀ teacher ମାନଙ୍କର କ୍ୱାର୍ଟର କେବେ repair ହେବ??????????
Good work sir ❤❤
Good reply 😊
ଜୟ ହୋ ମହାରାଜ ଜୀ 🙏🏽 ଜୟ ହୋ ମହାରାଣୀ ମହାରାଣୀ ଜୀ 🙏🏽
ପୂଜା ପାଠ ସବୁ ଭଲ ଭାବେ କର,ଗ୍ରହ ଶାନ୍ତି ରହିବେ, ଜୀବନ କୁ ଭଲ ଭାବେ ଉପଭୋଗ କର ଆଉ ଏ ମଣିଷ ଜୀବନ ମିଳିବନି, ମୃତ୍ୟୁ ଆଗରେ ଆସି ଠିଆ ହୋଇଛି, ଭାରି ଦୁଃଖ 😭😭
ତମେ ସମସ୍ତ ଙ୍କ ଘର କୁ ଯାଇପାରିବେ ଆଉ ତମ ଘରକୁ ଗଲା କୁ ଆମେ ଯାଇପାରିବୁନି ଛି ହୀନ ରାଜନୀତି ଲୋକଙ୍କୁ କଣ ଭାବୁଛନ୍ତି ଆଜ୍ଞା
ସ୍ତ୍ରୀ ଙ୍କ ଘରେ ଜନତା ଙ୍କୁ ଦେଖା କଲେ କାଳେ ପରିବାର ଲୋକ ଙ୍କ ଶାନ୍ତି ନଷ୍ଟ ହେବ ସେଥିପାଇଁ ସରକାରୀ ବାସ ଭବନ କୁ ଆସିଛନ୍ତି 😅😅
Right 👍🏼 Deputy CM
ସ୍ତ୍ରୀ ଟା କଣ ୟାର ନୁହଁ କି
ସର୍ବ ସାଧାରଣ ଙ୍କର
Jay Jagannath Swami
Yes
ଗଣମାଧ୍ୟମ କୁ ବିରୋଧ କରିବାରେ ବେଶ ପାରଙ୍ଗମ କେ.ଭି।
ବଡ଼୍ ହେଲେ ରୁବାବ୍ ବଢ଼ିଯାଏସି
ଓଃ ଓଡିଶା ର କ୍ରୀତଦାସ ଙ୍କ କ୍ୱାଟର 😂
କିଛି ଆଉ କାମ ନାହିଁ ଓଟିଭି ର 😡
Right
କେତେ ଦିନ ରହିବ ଏଠି ଜଗନ୍ନାଥ ଜାଣନ୍ତି, ଲାଗୁଚି କମ ଦିନ ସରକାର
Pandian Rahiba
K V singhdeo has told correct things.
Reporter କୁ ଭଲ doze ଟେ ଦେଲା
Correct sir
Jai Ho Kanak Ji.Jai BJP.❤❤❤❤❤
Sir straight forward
Badhiya lagela
ଜୟ ଜଗନ୍ନାଥ ଜୟ ମୋହନ ସରକାର 🙏🙏🙏
ସ୍ତ୍ରୀ ର ତୁମର କ'ଣ ଛାଡ଼ପତ୍ର ହୋଇ ଯାଇଛି କି? ନାଁ ସ୍ତ୍ରୀ ର ଘର ତୁମର ନୁହଁ?
Jay Jagannath
ସେଟା ମୋ ଘର ନୁହଁ ମୋ ସ୍ତ୍ରୀ ଘର 😂😂😂 ୱାଉ..... ମାନିବାକୁ ପଡ଼ିବ... ଶଳା ସବୁ ତାଉଟର
Jy ho
ଠିକି ଭଲ ସେ ପେଲ
Very nice sir
Sir nku pranam
Hau Jay nabeen Jay bjd
Khusi hauni mote
ମନ ଖୁସି ହେଇଗଲା। ବଢ଼ୀୟ ହେଲା
Right Sir❤
Nice jabab😮😮
Jay Jagannath ❤️❤️❤️❤️❤️❤️❤️❤️
ଯାହା ହେଉ।ମୋର ଆଜି ଲାଷ୍ଟ ରିଚାର୍ଜ ଥିଲା ,, ଜୀବନକୁ ବାଜି ଲଗେଇ ଖବରଟି ପ୍ରଶାରଣ କରିଥିବାରୁ ମୁଁ ଦେଖି ପାରିଲି ।।ପିଲାଦିନେ ମୁଁ ବହୁତ କଷ୍ଟରେ ମୋ ମାତୃଭାଷା ରେ ସମସ୍ତ ପ୍ରକାରର ଗାଳି ଶିଖିଥିଲି | କିନ୍ତୁ ସମୟକ୍ରମେ ଅଭ୍ୟାସର ଅଭାବ ହେତୁ ମୁଁ ଅଧିକାଂଶ ଭୁଲିଯାଇଛି,
କିନ୍ତୁ ବେଳେବେଳେ ଏପରି ପୋଷ୍ଟ ଦେଖିବା ପରେ ମୋତେ ପୁନର୍ବାର ଅଭ୍ୟାସ କରିବା ପାଇଁ ଇଚ୍ଛା ହୁଏ, କିନ୍ତୁ ଦୁର୍ଭାଗ୍ୟବସଃତ
ଏହା ସତ୍ୟ ଯେ ମୁଁ ଭୟ ହେତୁ ଏହା କରିପାରିବି ନାହିଁ କାରଣ
ସୋସିଆଲ ମିଡ଼ିଆରେ ମୋର ସମସ୍ତ ସମ୍ପର୍କୀୟ ଗୁରୁଜନ ଆଉ ସାଙ୍ଗ ସାଥି ବନ୍ଧୁ ବାନ୍ଧବ ଭାଇ ଭଉଣୀ ମାନେ ଅଛନ୍ତି | 😡😡😡😡 ,,
Right 👍 sir
ବିଜେପି ବିଜେଡି କୁ ଡରୁଛନ୍ତି
Ryt👍🏻
ମହାରାଜ କନକବର୍ଦ୍ଧନଙ୍କୁ ଠିକ୍ ଜାଗା ମିଳିଛି ସୁବିଧାରେ ସାକ୍ଷାତ କରିହେବ ।
ସ୍ତିରୀ ସୂଆମି ର ଘର ଅଳଗା ଅଳଗା ରହେକି ସାର
100%right DCM sir
Apan emiti toutar reporter manaka katha ku gurutwa diantu nahi ame madhya deu nu
Jay ho maharaj
Sir it's positive answer
ଜୟ ଜଗନ୍ନାଥ
Leader Rocked 🤘 Reporter shocked 🙀😱😂
Allotment thik heichi sir
OTV reporter nku tusion ta tk hard heigala... Nija ghara nahi but wife nka ra achhi 😂😂😂
Super m g otv
ଗଲୁଆ ଯାହାକୁ କୁହାଯାଏ ଏସାଳ ସେଇଥିରୁ ଗୋଟେ ମୋର ଘର ନାହିଁ ମୋ ସ୍ତ୍ରୀ ଘର ଲାଜ ନାହିଁ ତୋ ମୁହଁ ରେ
Right u talking sir.. Office rea only.. Work. Ok. Media bhai.. Bujhila.. 😅😅😅
ଆଉ ଏକ ଠିକଣା ମାନେ ଆଗରୁ ଏକ ଠିକଣା ଥିଲା ... ତାହେଲେ କାହିଁକି ଏ ଠିକଣା କୁ ସେ ଆସିଲେ ... ଖାଲି gov. ସମ୍ପତି ଖାଇ ଚାଲ
Question is too positive,but answer is completely diplomatic & ambiguous,in which the message is going towards common people negativity as like the attitude of a man of feudalism .😂
Right answer
Good work sir
Repotor bhainku salut good question ❓
ଅତି ଗର୍ଵ ଭଲ ନୁହେଁ
ବବି ଭାଷିଲେ କେଭି ବି ଭାସିବେ
Ri8 sir
Kv sing deo is very educated personality and he can judge quickly anyones point
ଆପଣଙ୍କ ସ୍ତ୍ରୀ କଣ ଆଉ କାହାର ଆପଣ କିଏ ଆପଣଙ୍କ ସ୍ତ୍ରୀ କିଏ ଖାଲି ମିଛ କାହାଣୀ
E murkha Stree Jane aau Swami Jane, etiki gyana bi rakh.
ଜନତା ର ପଇସା ରେ ଏସ କର ସବୁ ନେତା ଓ ମନ୍ତ୍ରୀ
❤❤❤❤❤❤❤❤❤
Next bjd bro🎉🎉🎉
ଆପଣ ବିଜୁ ବାବୁ ଓ ନବୀନ ବାବୁ ଙ୍କୁ ଟିକେ ଦେଖନ୍ତୁ
Jaye shree Ram Jaye hanuman
ପରିବାର ସହ ଗ୍ରୁହ ପ୍ରବେଶ ?
ରାଣୀ ମାଙ୍କ ନିଜ ଘର ତ ଅଛି !
Lali PUP sarkar
Right answar
ମୋ ଘୋର ନାହିଁ, ମୋ ସ୍ତ୍ରୀ ଘୋର 😂😂
ସେ କହିବା ଅର୍ଥ ମୋ ସ୍ତ୍ରୀ ନୁହେଁ, କନକ ବର୍ଦ୍ଧନ ସିଂହଦେଓଙ୍କ ସ୍ତ୍ରୀ ।।
ଯାହା ଭି କୁହନ୍ତୁ ଓଟିଭିର ଯେମିତି ପ୍ରଶ୍ନକୁ ସେମିତି ଉତ୍ତର ।।