Byomkesh bhai, your presence makes this episode unique and special. Hats off to you. I stay in Mumbai, but usually watch this episode always and repeatedly to the old episodes of Papu Bhai. He is too genius. Though I stay in Mumbai since last 30 years, but his dialogues recollects odisha culture and day to day life very accurately. Thanks to Tarang Channel and all the characters who represent and continue this episode from so many years.
Papu nana bahut bhala prayasa ama sanskrutiku bancheiba pain ate sundar bhabare sree satyanarayan pala paribesan karibare apan sakhyma heichhanti tenu apanku mo taraf tu aneka dhanyabad au subechha.jaysri jagannath mo bapa madhya jane odisha ra sunamdhanya pala gayaka thile mu sebetharu pala dekhe au palara sabu bisaya bastu bujhipare.bartaman mo pilamanku madhya asabu dekhaiba au sikhaibara prayasa jari rahichhi.jay jagannath
Wawa aaji to manakhusi heigala, thank u all, thanks to tarang chanel, byomakesa babu b bahut badhia acting ku liveichanti, aau laast ku atiki kahibi jay papu bhaee jaya kalaa
Mu ete episode dekhichi aji kintu garba laguchi papu sir nka pain I love you sir we are proud of you satare odisha ra garba kebe rajneet ku asibeni jay papu sie jay tarang great concept
Kete Sundar bhabare amr loka katha ku paribesan kara jaichi satare ama bhali youth ehi sabu dekhi kichi sikhya neba katha ....satare emiti karyakrama nijara mankbruti ku badalai deba ra Shakti rakhe ❤🙌🏾🙌🏾🙏
ଓଡ଼ିଆ ହେଇ ବି ଆମକୁ ଓଡ଼ିଆ କହିବାକୁ ଲାଜ ଲାଗୁଚି ଓଡ଼ିଆ ପର୍ବ ପର୍ବାଣୀ ଓ ଲୋକ କଥା ହଜିଯାଉଛି ସେଇଥି ପାଇଁ ଜଣେ ହାସ୍ୟ ଅଭିନେତା ବା ଜଣେ କଳାକାର ଙ୍କ ର ଏକ ପ୍ରୟାସ ସତରେ ସ୍ବାଗତ ଯୋଗ୍ୟ 🎉
ଯାହା ହଉ ପପୁ ଭାଇ ମୋ କଥା ରଖିଲେ entry seen କୁ change କଲେ
Supar mo bhai
Thik kahila bhai, odia pila bhari chhoda giha bahara state language kahibe hele nija language kahibeni😅
@@iam_sidheswar__x ହଁ ଆଜ୍ଞା ସତ କହିଲେ ଜିଏ ନିଜ ଭାଷା କହିବାକୁ କୁଣ୍ଠା କରେ ସେ ନିଜ ମା କୁ ମା କହିବା କୁ ନିଶ୍ଚିତ କୁଣ୍ଠା କରୁଥିବ😢
@@suchismitatripathii👍😊
ସତରେ ପପୁ ଭାଇ ମୋର ଗୋଟେ ହୃଦୟ କୁ କେତେଥର ଦେବି ଆପଣଙ୍କୁ.... ଆପଣ କେବଳ ଏକମାତ୍ର ଲୋକ ଯିଏକି ଆମ ହଜିଯାଉଥିବା ସଂସ୍କୃତି ଆଉ ସଭ୍ୟତା କୁ ବଜାୟ ରଖିଛନ୍ତି ଏଇ ସୁନ୍ଦର ଶୋ ମାଧ୍ୟମରେ.. Love you papu bhai 🙏
😂😂❤️❤️❤️
ଭଗବାନ ବୋଧେ ସବୁତକ କଳା ଏହି ଲୋକଟି ପାଖରେ ଭରିଦେଇଛନ୍ତି...Real Genius Papu Sir❤❤❤
Beautiful presentation actor papu babu
Really
Papu ଭାଇ ତମେ ସବୁ କଳାରେ ସମ୍ପୂର୍ଣ୍ଣ | ତମେ ହଉଛ ଓଡିଶା ରେ iconic 🗣️👌👌👌
କୌଣସି ଚରିତ୍ରରେ ଅଭିନୟ କରିବା ଆଗରୁ ପପୁ ଭାଇ କେମିତି ପ୍ରସ୍ତୁତି କରୁଛନ୍ତି ଜେ ଜାଣି ହଉନି ସେ ଜଣେ କଳାକାର ନା ବାସ୍ତବ ଚରିତ୍ର।
ସତରେ ଏମିତି କଳାକାରଙ୍କୁ ହୃଦୟରୁ ଧନ୍ୟବାଦ।
ଆଜି ପର୍ଯ୍ୟନ୍ତ ସିଜିନ୍ ୪ ର ଯେତେସବୁ ହେଇଛି ଆଜି ସବୁଠାରୁ ବେସି ମନଛୁଆଁ ହେଲା ।
Bolo haribola
N n n n n n nn nice 20:00 un
ପପୁ ଭାଇଙ୍କର ଉପସ୍ଥାପନା ଶୁଣିଓ ଦେଖି ମୋ ହୃଦୟରେ ରୋମାଞ୍ଚିତ ହୋଇଗଲା
ସୁନ୍ଦର ଉପସ୍ଥାପନା ଯାହା ହଜିଯାଉଥିବା ଓଡ଼ିଶାର କଳା ସଂସ୍କୃତିକୁ ସୁନ୍ଦର ଭାବେ ଉପସ୍ଥାପନା କରୁଛନ୍ତି ପପୁ ଭାଇ
କଳା କହିଲେ ପପୁ କୁ ବୁଝାଏ. ଓଡିଶାର ଗର୍ବ ଗୌରବ ପପୁ. ନୂଆଖାଇ ଜୁହାର 🙏🙏🌹🌹♥️
❤ ମୋ ହୃଦୟର ରାଜା - ପପୁ ପମ୍ ପମ୍ ❤ ମୁଁ 2011 ମସିହା ଠାରୁ ଆପଣଙ୍କ ସମସ୍ତ episode ଦେଖୁଛି
ଆପଣ ଜଣେ multi talented କଳାକାର , ସମସ୍ତଙ୍କ ବୃତ୍ତି ତଥା ଜୀବନ ଜୀବିକାକୁ ପୁରା ଜୀବନ୍ତ ଭାବରେ ଉପସ୍ଥାପନ କରୁଛନ୍ତି ❤ ତେଣୁ ମୋ ହୃଦୟର ରାଜାକୁ ମୁଁ ହୃଦୟରୁ କୋଟି କୋଟି ଧନ୍ୟବାଦ୍ ଜଣାଉଛି ........
ପାଲା.. ଓଡ଼ିଶାର ସଂସ୍କୃତି ପରମ୍ପରା ଐତିହ ସହିତ ଅଙ୍ଗାଙ୍ଗୀଭାବେ ଜଡିତ...ପ୍ରାଚୀନ ସାହିତ୍ୟ ଶାସ୍ତ୍ର ପୁରାଣ କାବ୍ୟ କବିତା ଛାନ୍ଦ ଚମ୍ପୁ ଓଡିଶୀର ପ୍ରଚାର ପ୍ରସାର ସୁରକ୍ଷା କେବଳ ପାଲା ମାଧ୍ୟମରେ ହିଁ ହୋଇପାରିବ..... ଲୋକକଳାର ସୁରକ୍ଷା.... ଓଡ଼ିଆ ସଂସ୍କୃତି ରକ୍ଷା... ଖୁବ ସୁନ୍ଦର.. ଧନ୍ୟବାଦ ❤️💚👍
ବିନା skip ରେ ପ୍ରଥମ ଥର ଗୋଟିଏ ଏପିସୋଡ ଦେଖିଲି... ଧନ୍ୟବାଦ 🙏🙏🙏
ଭାଇ ପପୁ ଭାଇଙ୍କର ସବୁ episode ଏମିତି ବିନା skip ❤
Mubi
Bahut sundar @@DusmantCreations
ଆଜିର ଏହି ଉପାଖ୍ୟାନ ଟିକୁ ଦେଖି ଆଖିରେ ଲୁହ ଆସିଗଲା..ମୋ ବାପା ମଧ୍ୟ ଜଣେ ପାଲା ଶ୍ରୀ ପାଳିଆ ଆଜି ମଧ୍ୟ ମୋ ବାପା ପାଲା ପରିବେଷଣ କରିବା ପାଇଁ ଯାଇଛନ୍ତି.. ସମସ୍ତ କଳାକାର ଙ୍କୁ ହୃଦୟ ରୁ ଶୁଭେଚ୍ଛା ବିଶେଷ କରି ପପୁ ଭାଇଙ୍କୁ ଆଜିର ଏହି ଉପାଖ୍ୟାନ କୁ ଅତି ସୁନ୍ଦର ଭାବେ ଉପସ୍ଥାପନ କରିଥିବା ରୁ ❤❤❤
ପପୁ ପମ୍ ପମ୍ ଏମିତି ଜଣେ କଳାକାର ଯାହାକି ତାଙ୍କ ଦ୍ୱାରା ସବୁ ହୁଏ 🙏🙏🙏
ପପୁ ଭାଇ ଙ୍କ ପରି ଜଣେ talented ଅଭିନେତା ସାରା ଭାରତ ରେ ଖୋଜିଲେ ବି ମିଳିବେ ନାହଁ
ବହୁତ ଭଲ ଲାଗିଲା, ଆମର ବିଦଗ୍ଧ କଳା ପାଲା କୁ ବଞ୍ଚେଇ ବା ଉଦ୍ଦେଶ୍ୟ ରେ ଏକ ଅଭିନବ ପ୍ରୟାସ , କିନ୍ତୁ ମୃଦଙ୍ଗ ବାୟକ ଙ୍କୁ ମୃଦଙ୍ଗ ସହ କାଠ ଗଡା ରେ ଠିଆ କରିବା ଠିକ୍ ହେଲାଣି, ସ୍ଵଂୟ ଶ୍ରୀ ଚୈତନ୍ୟ ଦେବ ଓ ନିତାଇ ଗୌର ଅଟନ୍ତି ମୃଦଙ୍ଗ ,
ସମସ୍ତ ତରଙ୍ଗ ପରିବାର ଏବଂ ପପୁ ଭାଇ ଆଉ ଆମ ପାଲା ସଂସ୍କୃତି ପରିବାର କୁ ହୃଦୟ ରୁ ଧନ୍ୟବାଦ୍ , ଆମ ନବେ ଦଶକର ପିଲାଙ୍କୁ ଆମ ପିଲା ଦିନ ମନେ ପଡ଼ିଗଲା ❤❤ ।
Great voice
Great patience
Great knowledge
Great presentation
There is only one Man papu pom pom = Goosebumps 🔥
26:00 ଆପଣଙ୍କ ଗୀତ ଶୁଣି ମୋ ଆଖିରେ ଲୁହ ଆସିଗଲା 😢
ପାଲା ପରିବେଷଣ ଛୋଟ କଥା ନୂଁହେ.... ଆଜି ପପୁ ଭାଇ ଙ୍କ episode ଭଲ ଲାଗିଲା
ପପୁ ଭାଇ ଏଇ episodeଟି ଆପଣଙ୍କ ପ୍ରତିଭାର ଭରପୁର ପ୍ରମାଣ। You're the real gem 💎 of Odia industry. Multi talented 👍 କୌଣସି ଚରିତ୍ର କରିବା ପୂର୍ବରୁ ତା ପାଇଁ ଆପଣଙ୍କ in-depth research ଆପଣଙ୍କ ଅଭିନୟକୁ ନିଖୁଣ ଆଉ ନିଆରା କରିଦିଏ। ଚମତ୍କାର 🫡 We're proud that You're in Odia industry.
ପପୁ ଭାଇଙ୍କ ଭଳି ଜଣେ altranetive ଚରିତ୍ର ଆମ ଓଡ଼ିଆ ସିନେଜଗତ ପାଇଁ ଗର୍ବର କଥା i love you ପପୁ ଭାଇ ତମେ ସର୍ବଗୁଣ ସମ୍ପର୍ଣ୍ଣ, ମଜାରେ ମଜାରେ ତମେ ଦୁନିଆର ସବୁ ସତ କଥା ଦେଖାଉଛ ଆମ ଆଖି ଖୋଲିଦେଉଛ 😂😂😂😂
ମତେ ଏହି ଏପିସୋଡ ଟି ବହୁତ ଭଲ ଲଗିଲା କାରଣ ଏଥିରେ ସବୁ ନିଛକ ସତ ଗୁଡା କୁହାଯାଇଛି ଏତତ୍ ବ୍ୟତୀତ କମେଡ଼ି ହେଇନି ଯାହାକି ବହୁତ୍ ଭଲ ଲାଗୁଛି 👌❤
ସୁନ୍ଦର ଉପସ୍ଥାପନା, ଚମତ୍କାର ପରିବେଷଣ...ଧନ୍ୟବାଦ ପପୁ ଦାଦା...Love from sambalpur....ଓଡ଼ିଆ ଅସ୍ମିତା...
ଗୋଟେ ନୂଆ କଥା ଜାଣୀହେଲା ଆଜି 👍🙏
ଧନ୍ୟବାଦ୍ ଆପଣଙ୍କୁ ଅତି ଶୁନ୍ଦର ଭାବରେ ପାଲାକାର ଓ ପାଲାର ମଯ୍ୟଦା ବଞାଇବାକୁ ଚେଷ୍ଟା କରିଛନ୍ତୀ,ଶତ କୋଟି ପ୍ରଣାମ୍ 🙏🏿🙏🏿
ଗୋଟିଏ ସତ କଥା କହିବି ଏହି episode ଟି ଦେଖିକି ଏବଂ ଶୁଣିକି ମୋ ଆଖିରେ ଲୁହ ଆସିଗଲା 😢 ମୋ ବାପାଙ୍କର ବାପା ଜଣେ ଜଣାଶୁଣା ବାଦକ କଳାକାର ଥିଲେ ଏବଂ ମୋ ବାପାଙ୍କ ବାପା ଜଣେ ଜଣାଶୁଣା ଗାୟକ ଥିଲେ 😮 ସେ ଯାହା ବି ହେଉ 😍 ଏ କାର୍ଯ୍ୟକ୍ରମଟି ବହୁତ ଭଲ ଲାଗିଲା 😮
ଏକ ନିଆରା ଅଧ୍ୟାୟ, ବହୁତ ବହୁତ ଧନ୍ୟବାଦ ଏପରି ଅଧ୍ୟାୟ ପରିବେଷଣ କରିଥିବାରୁ...🙏🙏🙏
Hm ଆଜ୍ଞା ଠିକ୍ କଥା
ପପୁ ବାବୁ ଙ୍କୁ ମୁଁ ବହୁତ ଦିନ ଆଗରୁ ଥରେ ପାଲା ପରିବେଷଣ କରିବା ପାଇଁ ଅନେକ ଥର କମେଣ୍ଟ ମାଧ୍ୟମରେ ଅନୁରୋଧ କରିଥିଲି |ଯାହା ହେଉ, ଶେଷରେ ମୋ ଆଶା ପୂର୍ଣ୍ଣ ହେଲା |ମୁଁ ଦେଖିଥିବା ଅନେକ କାର୍ଯ୍ୟକ୍ରମ ଭିତରୁ, ଆଜି ର କାର୍ଯ୍ୟକ୍ରମ ମତେ ବହୁତ ଭଲ ଲାଗିଲା |ଧନ୍ୟବାଦ ତରଙ୍ଗ 🙏
ପପୁ ଭାଇ , ଆପଣ ଙ୍କୁ ବହୁତ ଶୀଘ୍ର ଜୟଦେବ ପୁରସ୍କାର ମିଳିବ!!! No doubt
Papu bhai
@@rakshyakarmahanta4227 Thanks for pointing out
ସବୁ episode ଠାରୁ ଏହି episode ସବୁଠୁ ଭଲ ହେଇଛି । ❤
ପପୁ ଭାଇ ଗୋଟେ ପ୍ରକୃତ କଳାକାର ସାଂସ୍କୃତିକ ଠୁ ଆରମ୍ଭ କରି ଆଧୁନିକ ଯାଏଁ ସବୁ ରଙ୍ଗ ରେ ପାରଙ୍ଗମ । ଜୟ ଜଗନ୍ନାଥ।ଜୟ ଓଡ଼ିଶା
Byomkesh bhai, your presence makes this episode unique and special. Hats off to you. I stay in Mumbai, but usually watch this episode always and repeatedly to the old episodes of Papu Bhai. He is too genius. Though I stay in Mumbai since last 30 years, but his dialogues recollects odisha culture and day to day life very accurately. Thanks to Tarang Channel and all the characters who represent and continue this episode from so many years.
ଏହି episode ଟି 4କୋଟି ଲୋକ ଦେଖିବା ଦରକାର୍😢🎉🎉🙏🙏🙏
This is not just comedy; it's a reflection of the current reality. Papu is a truly gifted actor who portrays these situations with striking realism.
ସତରେ ଆମେ କେତେ ତଳକୁ ଖସିଯାଉଛୁ, ଆଧୁନିକ ଯୁଗରେ ଯାଉ ଯାଉ ପାଶ୍ଚାତ କୁ ଭୁଲି ଯାଉଛୁ, ଆଉ ପପୁ ଭାଇ ଙ୍କୁ ହୃଦୟ ରୁ ପ୍ରଣାମ କରୁଛି ଆମେ ହଜାଇ ଦେଉଥିବା ସଂସ୍କୃତି ଙ୍କୁ ବଜାଇ ରଖିବାକୁ ଏକ ସୁନ୍ଦର ପ୍ରୟାସ 🎉🎉🎉🙏🙏🙏🙏🙏
ଚମତ୍କାର ଉପସ୍ଥାପନ କେବେଳ ପପୁ ଭାଇ ହିଁ ଜଣେ ମଣିଷ ଯିଏ କି ସଂସ୍କୃତି ପାଲାକୁ ଉ୍ଜୀବିତ ର ପଥ ଲୋକ ଲୋଚନ କୁ ଆଣିପାରିଲେ
ଆଜି ଏହି episode ଟି ଭଲ ଲାଗିଲା ଗୋଟେ ଲାଇକ ଟେ ହଉ👌👌😍
ବା ବା ସତରେ ପପୁ ଭାଇ ଙ୍କ ସବୁ କଳା ଭର୍ତ୍ତି ହେଇ ଅଛି ଭଗବାନ ଆପଣକଂ ପରି ଜଣେ କଳାକାର କୁ ଆମ ଓଡ଼ିଶା ରେ ଆପଣଙ୍କୁ ପାଇଁ ଆମେ ଓଡ଼ିଆ ଭାବେ ଗର୍ବିତ।।।
ଏ ଏପିଶୋଡ ଦେଖିକି ମନ ପବିତ୍ର ଆତ୍ମା ଶାନ୍ତି ହେଇଗଲା ପପୁ ସାର୍ ଆପଣଙ୍କୁ ହୃଦୟରୁ ପ୍ରଣାମ କରୁଛି 🙏
Papu bhai, for this knowledge, promotion of our odia culture and art Pala, I think you deserve a award for this valuable video..🙏🙏🙏
Papu nana bahut bhala prayasa ama sanskrutiku bancheiba pain ate sundar bhabare sree satyanarayan pala paribesan karibare apan sakhyma heichhanti tenu apanku mo taraf tu aneka dhanyabad au subechha.jaysri jagannath mo bapa madhya jane odisha ra sunamdhanya pala gayaka thile mu sebetharu pala dekhe au palara sabu bisaya bastu bujhipare.bartaman mo pilamanku madhya asabu dekhaiba au sikhaibara prayasa jari rahichhi.jay jagannath
ସମସ୍ତ ଜ୍ଞାନ କଳା ର ଅଧିକାରୀ... ପପୁ ଭାଇ ଗୁରୁଦେବ କୋଟି ନମନ 🙏🙏🙏
Odisha re no 1 Papu pam pam bhai 🥰🥰🥰
ଏ ଭଳି ଭିଡିଓ ସବୁଦିନ ଆସୁ। ବହୁତ ସୁନ୍ଦର ହେଇଛି। ❤❤ଯେତେ episode ଆସିଛି ଏହି ସ୍କ୍ରିପ୍ଟ ଭଲ ହୋଇଛି।
ସତରେ ଆଜିର episode ସ୍ବାଗତଂ ଯୋଗୀୟ... 💐💐💐🙏
ମୁଁ ଆନ୍ତରିକ ବହୁତ ବହୁତ ଖୁସି ହେଲି...
ଭଗବାନ ଆପଣ ସମସ୍ତଙ୍କୁ ଭଲରେ ରଖନ୍ତୁ..
ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏
A beautiful presentation. Papu pam pam has presented a real problem, hope this art will survive by this type of discussion.
ମୋ ପରି କିଏ କିଏ coment ପଡ଼ିବାକୁ coment box କୁ ଆସିଛ like କର ଜୟ ଜଗନ୍ନାଥ 🙏🙏
ସତରେ ଆଜିର ଏଇ ଆଧୁନିକ ଦୁନିଆରେ ..ଆମ ଓଡିଆ ଭାଷାର ସଂସ୍କୃତି ଓ ପରମ୍ପରା କିପରି ଆମ ଜନମlନସରେ କିପରି ଏକ ସକାରାତ୍ମକ ପ୍ରଭାବ ପକାଇବ ତାହା ପପୁ ସାର.. ଦ୍ଵାରା..ତାହା .. ଏହି କାର୍ଯ୍ୟକ୍ରମ ମାଧ୍ୟମରେ.. ସୁନ୍ଦର ଭାବେ.. ପ୍ରକାଶିତ ହୋଇଛି... ଏହା ସ୍ବାଗତ ଯ୍ୟୋଗ ❤..
ଧନ୍ୟବାଦ୍ ପପୁ ବାବୁ ଏଭଳି ଏକ ସୁନ୍ଦର୍ ଉପସ୍ଥାପନା କରିଥିବାରୁ । କିନ୍ତୁ ଗୋପ ନଗରୀ ରୁ ଚିଠି ଆସିଛି, ଏହି ସୁନ୍ଦର୍ ଭଜନ ଟିକୁ ଭୁଲ୍ ଗାଇବା ବେଳେ ଆପଣ ଚାହିଁଲେ ଅଧାରୁ ରଖି ଠିକ୍ କରି ଦେଇ ପାରି ଥାଆନ୍ତେ । ଏହି ପ୍ରକାର ଭୁଲ୍ ଗୁଡ଼ିକୁ ଆଗକୁ ଧ୍ୟାନ ଦେବାକୁ ଅନୁରୋଧ ।
କୃଷ୍ଣ ଏବଂ ରାଧା ମିଳନ ରେ ସଖି ଲଳିତା ଙ୍କର ଭୂମିକା ଅତି ଗୁରୁତ୍ୱ ପୂର୍ଣ୍ଣ -ଏହା କବିସୂର୍ଯ୍ୟ ବଳଦେବ ରଥ ଙ୍କର -କିଶୋର ଚନ୍ଦ୍ରା ନନ୍ଦ ଚମ୍ପୁ ରେ ବର୍ଣିତ ତାହା ଶୃଙ୍ଗାର ରସ..... ଆପଣ ଭୁଲ ତଥ୍ୟ ସମାଜ ପ୍ରଦର୍ଶନ କରନ୍ତୁ ନାହିଁ.
Wawa aaji to manakhusi heigala, thank u all, thanks to tarang chanel, byomakesa babu b bahut badhia acting ku liveichanti, aau laast ku atiki kahibi jay papu bhaee jaya kalaa
ଏକ ସୁନ୍ଦର ଉପସ୍ଥାପନା ପଲ୍ଲା ବଞ୍ଚିଲେ ଆମ ସଂସ୍କୃତି ବଞ୍ଚିବ ତେଣୁ ପାଲା ଦେଖ ଓ ଶିଖ ଆମ ଓଡ଼ିଆ ପରମ୍ପରା
Tame dekhucha ki
ହଁ ଭାଇ ସମୟ ମିଲିଲେ ନିଶ୍ଚୟ ଦେଖେ ଏଵଂ ଆଗକୁ ଦେଖିବି।
@@hrusikeshapanda5 dekha auu se anta hala dudha hala dekhani se guda dekhile bdy het 🔥 haba chhada auu kichi nuha
ଯେବେ ସମୟ ହେଉଛି ପାଲା ବି ଦେଖ। ଖାଲି ନାଚ ଦେଖିଲେ କଣ କିଛି ନୂଆ ଶିକ୍ଷ୍ୟା ପାଇପାରିବ। ସବୁ କିଛି ଦେଖ ଆଉ ଶିଖିବାକୁ ଚେଷ୍ଟା କର।
@@hrusikeshapanda5 sabu delha Bt se dudha hala dekhani
ସତରେ ଲୋକ କଳା ହଜି ଗଲାଣି ଆମ ଗ୍ରାମ ରେ ବି ସେୟା 😢😢
ଏହିପରି ଶିକ୍ଷଣୀୟ ଅଧ୍ୟାୟ ଦେଖି ମନ ଖୁସି ହୋଇଗଲା । ଆଗକୁ ଏମିତି କିଛି ନୂଆ ନୂଆ ବିଷୟ ବସ୍ତୁ ଉପସ୍ଥାପନା କରିବାକୁ ଅନୁରୋଧ ।
This episode is something different ପପୁ ଭାଇ ଜଣେ multi talented artist ୟା ପରେ ଥଳ ମାରାଣ୍ଡି episode ଗୋଟେ ହେଇଯାଉ ❤ frm ଆନନ୍ଦପୁର, କେନ୍ଦୁଝର
"ଶୁଣ ସୁଜନ ହେ ପାଠ ପଢି ହେଲୁ ନାଶ....
ସମସ୍ତେ କାନ ରେ କଲମ ଖୋସିଲେ..
ବିଲ ବାଡି ହେଲା ଘାସ" 4:58
I love you baby 😅😅😅
Bahut bhala concept..aei pari concept neiki aashantu..nischaya samaste BHT Bhala paiba debe..mo tarafaru..bahut bahut Abhinandan..Jai jagannath
Love from keonjhar ❤ ati sundar topic
ଅତି ସୁନ୍ଦର ଉପ୍ଥାପନା ପପୁ ବାବୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ❤❤ ଜୟ ଜଗନ୍ନାଥ
🎉ମାନିବାକୁ ପଡିବ ପପୁ ଭାଇ ଏ ସୁନ୍ଦର ପ୍ରୟାସ 🙏🏽🎉ଜୟ ଜଗନ୍ନାଥ
Best episode for ever❤
Best episode papu bhaii❤❤
ଜୟ ଜଗନ୍ନାଥ, ଓଡ଼ିଶାର କଳା ଓ ସଂସ୍କୃତି ବଞ୍ଚେଇ ରଖିବା ଲାଗି ଏକ ପ୍ରୟାସ, ପାପୁ ବାବୁଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ପପୁ ବାବୁ ଜଣେ ଶ୍ରେଷ୍ଟ ଅଭିନେତା ମୁଁ ତାଙ୍କର ସମସ୍ତ ପ୍ରସଙ୍ଗ ଦେଖେ
Odisha ra No. 1 Talent Papu Bhai❤
ବହୁତୀ ବଢିଆ ପପୁ ଭାଇ ଆପଣ ବହୁତୀ ଜ୍ଞାନୀ ମଣିଷ ଜଣେ ବହୁତୀ ବଢିଆ..
Really Papu bhai pakhare samste harijiba ❤❤❤❤
ପପୁ ଭାଇ ତୁମର କଳା ନିପୁଣତା ହୃଦୟ ସ୍ପର୍ଶୀ
Papu bhai balabhadra jena aam gaon ra
2005 ମସିହା ରୁ ଆରମ୍ଭ ହେଇଥିଲା ଆପଣଙ୍କ comedy ସେ ପୁଣି 104FM ରେଡ଼ିଓ ଚକ୍ଲେଟ ଧୁମ୍ ମିଠାରେ,,,ଆଉ ଆପଣଙ୍କ ର ପ୍ରଥମ movie ତୁ ମୋ ଆଖିର ତାରା ,,,ମୁ ସେବେଠୁ ଦେଖିଆସୁଚି ,,
Sir ବହୁତ ଦିନ ପରେ ଏମିତି ଏକ ପାରମ୍ପାରିକ ଏପିସୌଡ ଦେଖିବାକୁ ପାଇଲି ଧନ୍ୟବାଦ୍ ଜଣାଉଛୁ ତରଙ୍ଗ ଟିଭି କୁ ଏବଂ ପପୁ sir ଙ୍କୁ ମୁ ଆଶା କରିବିକି ଆଗକୁ ଏମିତି ପାରା ପାରିକ ଭିଡିଓ ତରଙ୍ଗ ଟିଭି ଆଣିବେ ବୋଲି ମୋରବିଶ୍ବାସ ଏବଂ ଭରସା ଧନ୍ୟବାଦ ଜୟ ଜଗନ୍ନାଥ 🙏🙏🙏🙏
Ama... Kala.. sanskruti.. a bhali.. episode.. ahuri asu.. papu bhaii tarang tv.. ku dhanyawad... Especially ae episode painn
Waa waa 🙏🏻🙏🏻ପପୁ ଭାଇ ଏତେ ଦିନେ ଏ ନୂଆ ବେଶ ଆଉ ଲୋକ ଶିକ୍ଷା ମନକୁ ଛୁଇଁଲା 🙏🏻🙏🏻
ଅତି ସୁନ୍ଦର ଉପସ୍ଥାପନା
ପପୁ ଭାଇ ବହୁତ୍ ଭଲ ଲାଗିଲା,,,, କିନ୍ତୁ ଭାଇ ସବୁ ପୁରୁଣା episode ର ପୁଣି repeat କର,,,, ହୋଟେଲ ମାଲିକ,, ପରିବା ବେପାରୀ,,, ଏମିତି ସବୁ ପୁରୁଣା episode ଆଣ,,,,,public demand ଶକ୍ତି ବରାଳ plz
ଓଁ ଶ୍ରୀ ଶ୍ରୀ ସତ୍ଯନାରାୟଣ ଙ୍କ ପ୍ରିତିଅର୍ଥେ ବୋଲ ଆନନ୍ଦେ ଏକ ବାର ହରିବୋଲ। @papu_pompomଭାଇ ଏବଂ ଓଡିଶାର ଅଗଣିତ ପାଲାକାର ଓ ଲୋକ କଳାକାର ମାନଙ୍କ ଚଲା ପଥ କୁସୁମିତ ହେଉ।ଆହୁରି ଏକବାର ହରିବୋଲ। ଜୟ ଜଗନ୍ନାଥ 31:42 31:42 31:42 31:42 31:42 31:42
ଦିନଜନ ସରଣ ରକ୍ଷଣ ମହାବାହୁ!!!!ଦିନଜନ ସରଣ ରକ୍ଷଣ ମହାବାହୁ!!!!
ବୋଲ ଆନନ୍ଦ ଶାଗରେ ବିଶ୍ବ ଦରବରେ ଜଗତର ଦୁଃଖ ଦୁର ହେଉ।..................ହରିବୋଲ
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ପପୁ ବାବୁ ଙ୍କୁ ଅଶେଷ ଧନ୍ୟବାଦ୍ ।ଜୟ ଜଗନ୍ନାଥ ।।
The LEGENDARY man THE popu pom pom.
I think there is no one actor in this world like popu bhai...
SALUTE TO YOU SIR🎉
Papu❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Mu ete episode dekhichi aji kintu garba laguchi papu sir nka pain I love you sir we are proud of you satare odisha ra garba kebe rajneet ku asibeni jay papu sie jay tarang great concept
Kete Sundar bhabare amr loka katha ku paribesan kara jaichi satare ama bhali youth ehi sabu dekhi kichi sikhya neba katha ....satare emiti karyakrama nijara mankbruti ku badalai deba ra Shakti rakhe ❤🙌🏾🙌🏾🙏
ପପୁ ଭାଈ ଅତି ଚମତ୍କାର ଅଭିନୟ
ଓଡିଆ ଅସ୍ମିତା ❤
ଅତି ସୁନ୍ଦର.. ❤❤❤
Sarba sampurna byakti hauchhanti Papu sir❤❤❤❤❤🙏🙏🙏🙏🙏🙏☺️☺️☺️☺️☺️🙏🙏🙏🙏🙏
ଏହା କେବଳ ଏକ Episode ନ ଥିଲା, ଆଧୁନିକ ସମାଜ ପାଇଁ ଏହା ଏକ ଶକ୍ତିଶାଳୀ ବାର୍ତ୍ତା ❤😊।
ଜୟ ଶ୍ରୀ ରାମ 🙇🌷
Satare Papu bhai and team garba ଲାଗୁଛି ଆମ କଳା ସଂସ୍କୃତି କୁ ଆମ ପାଖରେ ପହଞ୍ଚାଇ ଥିବାରୁ ଜୟ ଜଗନ୍ନାଥ ବନ୍ଦେଉତ୍କଳ ଜନନୀ ମହାପ୍ରଭୁ ତୁମକୁ ସବୁବେଳେ ଖୁସି ରେ ରଖନ୍ତୁ ❤❤❤
ବହୁତ ସୁନ୍ଦର ଉପସ୍ଥାପନା 🙂 ଓଡ଼ିଆ ଅସ୍ମିତା କଥାରେ ନଥାଏ 😢 ଆମ ସଂସ୍କୃତି ବଞ୍ଚିଲେ ଓଡ଼ିଆ ର ପରିଚୟ ବଞ୍ଚିକି ରହିବ😢
ସେଥିପାଇଁ ପପୁ ଭାଇ ସର୍ବଗୁଣସମ୍ପର୍ନ 🙏🌹🙏
Satare papu bhai kete sundar sajei deichha episode taku
Supop ❤❤❤❤
ବହୁତ୍ ବଢିଆ ଉପସ୍ଥାପନା।
ଅପ୍ରିୟ ସତ କଥା କହିଲେ ପପୁ ଭାଈ।
ସତରେ ଆଉ ପାଲା ଦାସକାଠିଆ ଦେଖିନାହାନ୍ତି ,, କିନ୍ତୁ ଏମିତି ପପୁ ଭାଈ ବୁଝାଇଲେ ବୋଧେ ପୁଣି ଆଧ୍ୟାତ୍ମିକକୁ ଲୋକ ଫେରିଆସିବେ ❤
Multi-talented Guy in our odisha.
Salute .. PAPU PAM PAM
Jia jaha kahu Papu pum pum odisha ra gote jewel..
🎉🎉🎉🎉🎉🎉🎉
ଖୁବ ସୁନ୍ଦର ଏହା ପରେ , ଦାସ କାଠିଆ ବିଶୋୟ ରେ. Episode କରନ୍ତୁ
Wonderful act
Papu bhai always my hero
Papu bhai nku nisa nathiba kebe dekhi nathili , first time dekhiki ajab lagila
ପପୁ ବାବୁ , ଆପଣ କଳାକାର ଜଣେ ଅଲଗା ପ୍ରକାରର🙏🙏🙏
odisha ra bahut vala kalakar mane chalijaichhanti, mora setiki mana dukha heini,but apana chaligale bahut mana dukha haba.
Mahan Papu babu. Jia tumaku janma deichi chi taku Naman. You are great acter .Naman 🎉🎉🎉🎉🎉🎉🎉🎉🎉🎉🎉🎉🎉
ସୁନ୍ଦର ସୁନ୍ଦର ଅତିସୁନ୍ଦର, ମନଛୁଆଁ ଅଧ୍ୟାୟ, ଯେତେ ଦେଖିଲେ ବି ମନ ପୁରୁନାହିଁ, ପପୁ ଭାଇ ଙ୍କୁ ଧନ୍ୟବାଦ ଏଭଳି ପରିବେଷଣ ପାଇଁ, 🙏🙏🙏ଆଉ ଗୋଟେ ଅଧ୍ୟାୟ ଏଭଳି କରିବା ପାଇଁ ଅନୁରୋଧ