Excuse Me Jaha Kahibi Sata Kahibi | Season-4 | Full Ep 01 | TarangTV | Papu Pom Pom Comedy
ฝัง
- เผยแพร่เมื่อ 21 ต.ค. 2024
- #PapuPomPomComedy #ExcuseMeJahaKahibiSataKahibi #PapuPomPom
_
►SUBSCRIBE to #TarangTV Channel for more Odia Mega Serial, Odia Reality Show, and Odia Devotional Show on every day: ► goo.gl/QgkQLb
►Like us on Facebook
/ tarangtv
►Follow us on Twitter
/ tarangtvodisha
►Follow us on Instagram
/ tarangtv
►Tune your Favourite Show Anywhere Anytime only on TarangPlus
Download The App NOW► onelink.to/b7xcpw
Visit Our Website► bit.ly/TarangPl...
Visit our TarangTV website for further details: www.tarangtv.in
#TarangComedy
କେଉଁମାନେ ଚାହୁଛନ୍ତି ଶକ୍ତି ବରାଳ ଆସିବା ଦରକାର ଲାଇକ କର 👍
ଶକ୍ତି ବରାଳ sir ହିଁ କରନ୍ତୁ ଏଇ ପ୍ରୋଗ୍ରାମ କୁ
ଆମେ ଚାହୁଁଛୁ ଶକ୍ତି ବରାଳଙ୍କୁ କାରଣ ଏ ଯେଉଁ କାର୍ଯ୍ୟକ୍ରମଟି ଶକ୍ତ ବରାଳଙ୍କ ଉପସ୍ଥାପନ ଆଉ କେହି କରିପାରିବେ ନାହିଁ। ଏହି କାର୍ଯ୍ୟକ୍ରମରେ ତାଙ୍କୁ ଆଣିଲେ ଭଲ ହୁଅନ୍ତା ନହେଲେ କାର୍ଯ୍ୟକ୍ରମଟି ଅଧୁରା ଲାଗୁଛି। ଆମେ ଏହି କାର୍ଯ୍ରକ୍ରମର ଜଣେ ଜଣେ ପୁରୁଣା ଦର୍ଶକ
Right bro ..sakhti sir best..puni thare asi thile bholo hei thanta..
He is an real advocate
Yes .
ଶକ୍ତି ବାରାଳ ଅଣ ନହେଲେ ପାଟି ଖରାପ ହେବ। Love you ଶକ୍ତି ଭାଇ❤
Shakti baral nka deha kharap.. O
Missing sakti baral sir.. ତାଙ୍କ ଉପସ୍ଥାପନା ଶୈଳୀ ଓ ପ୍ରଶ୍ନ ପଚାରିବାର ତରିକା ଏତେ ଭଲ ଥିଲା ଯେ ପପୁ ଭାଇ ଙ୍କ ans ଶୁଣିବାକୁ ଭଲ ଲାଗୁଥିଲା ଓ ମଜା ଲାଗୁଥିଲା.. ଏକଥା ନିଜେ ପପୁ ଭାଇ ବି ସ୍ୱୀକାର କରିଛନ୍ତି ଅନେକ stage ପ୍ରୋଗ୍ରାମ ରେ.. ଶକ୍ତି ବରାଳ sir ଙ୍କ ବିନା ଏ show ଅଧୁରା. ପୁରୁଣା ଶୋ ଅଧ ଘଣ୍ଟେ ଥିଲେ ବି ମଜା ଆସି ଯାଉଥିଲା
Bhai jie gala sie gala
ତାଙ୍କ ଦେହ ଖରାପ ଥିବା ହେତୁ ସେ ଶୋ କରିପାରୁ ନାହାନ୍ତି 😢
Right bhai😊
Same feeling bro
Mu Mihir sir nka acting ku ebe b
khojuchi kintu mu dekhiparuni
E bishayare kn kahibe
କିଏ କିଏ ଚାହୁଁଛ.... ଶକ୍ତି ବରାଳ ସାର୍ ଫୁଣି ଫେରନ୍ତୁ....😔😔
Mu chahuchi
Mu
ଶକ୍ତି ବରାଳ
ଏ ଓକିଲ ମହାଶୟ ଭିଡକୁ ନୁହନ୍ତି
ରାଜନୀତି case ଲଢ଼ିଲେ ଭଲ ହୁଅନ୍ତା ଏ ଓକିଲ ମହାଶୟ
Hm re
ବ୍ୟୋମକେଶ ଭାଇ ଭଲ ଅଭିନୟ କରିବେ ସମୟ ଦିଅନ୍ତୁ | ପପୁ ଭାଇ ନୂଆ କଳାକାର ମାନଙ୍କୁ ସୁଯୋଗ ଦେଉଥିବାରୁ ଧନ୍ୟବାଦ |
ଶକ୍ତି ବରାଳ ସାର୍ ଙ୍କୁ ନେଇକି ଆସ ନହଲେ ହରତାଳ କରିବୁ ଆମେ ସମସ୍ତେ
ଶକ୍ତି ବରାଳ ସାର୍ ଙ୍କ ପାଇଁ ଗୋଟେ like ହଉ ❤❤❤
Superb show,,, ବୋମ୍ୟାକେସ ଭାଇ ଭଲ ଲାଗିଲା ଆଗ କୁ ମାଡି ଚାଲ
ଭଲ ଲାଗିଲା ଯେ ପୁଣି ଥରେ ଆରମ୍ଭ ହେଲା ହେଲେ ଶକ୍ତି ବରାଳ ରହିବା ଦରକାର
ଶକ୍ତି ବରାଳ ମହୋଦୟଙ୍କ ଦେହ ଖରାପ।
ବ୍ୟୋମକେଶ ତ୍ରିପାଠୀଙ୍କ ପାଇଁ ଗୋଟେ ଲାଇକ୍ ହେଉ
ମୁଁ ଦିନ ପରେ ଅପେକ୍ଷା କରିଥିଲି
କେଉଁ ମାନେ ଅପେକ୍ଷା କରିଥିଲ ଲାଇକ୍ କରନ୍ତୁ
ମଜା ଅଲଗା 😂😂😂
News paain thik athi Sakti Baral best
Great Show ! Legendary show ! Bring back Shakti Baral. Judge sahab still looks the same after all these years ! Superhit!
ଶକ୍ତି ବରାଳ ଓ ପପୁ ଭାଇ ଙ୍କ ଯୋଡ଼ି no. 1 ଥିଲା, କିନ୍ତୁ ତାହା ଅତୀତ | ଏବେ ପାଇଁ ବ୍ୟୋମକେଶ sir ଙ୍କୁ ଆଉ କିଛି ସୁଯୋଗ ଦେଲେ ସେ ନିଶ୍ଚୟ ଭଲ କରିବାକୁ ଚେଷ୍ଟା କରିବେ | ଆହୁରି ମଜା ଲାଗିବ, 🎉🎉
ନିଶ୍ଚିତ ❤
ତାଙ୍କ ଦେହ ଖରାପ ଥିବା ହେତୁ ସେ ଶୋ କରିପାରୁ ନାହାନ୍ତି 😢
Sakti baral Jane actor tenu tanka katha vala laguthila...
Sankti sir asantu
@@snehamahapatra2 sate ki?? Kn heichi ki? 🤔
ବହୁତ ବହୁତ ଧନ୍ୟବାଦ ତରଙ୍ଗ ଟିଭି କୁ ପୁଣି ଥରେ ଏ ସୋ କୁ ଆରଂଭ କରିଥିବାରୁ
Tiger returns
ଅପେକ୍ଷାର ଅନ୍ତ ଘଟିଲା 😊 ବୋଲ ଆନନ୍ଦେ ଏକବାର ହରିବୋଲ୍ 🙌🏻
ଆମେରିକାରେ ଏ show ସମସ୍ତେ ଦେଖନ୍ତି, ଅତି ସୁନ୍ଦର ଶୋ ❤❤
Mangol groho rebi dekhon ti 😂😂😂
Mangal graha re bi dehkhon ti 😂😂😂
Wwwwwwwwwwwwww🎉😂😂😂😂😂
Ppppppppppp
Hy
Donald Trump personally kahithila mate se dekhe
ଧନ୍ୟବାଦ ପପୁ ଭାଇ.. ବ୍ୟୋମକେଶ sir ଙ୍କୁ ସୁଯୋଗ ଦେଇଥିବା ରୁ
ସତରେ ବହୁତ ସୁନ୍ଦର
ଅଭିନେତା ନ ହେଇକି ମଧ୍ୟ ସୁନ୍ଦର ଅଭିନୟ କରିଛନ୍ତି Advucate ❤❤❤
This advocate is good 👍
Still, Shakti Baral is legend.
His way of presenting is at a different level
Papu Pom Pom ❤
ତରଙ୍ଗ ଚେନେଲ କୁ thanks...
ଶକ୍ତି ଭାଇ ଏ ଏପିସଡ଼ ପାଇଁ ଠିକ.... କିନ୍ତୁ ବେମକେଶ ଭାଇ ଙ୍କୁ wel come
Replace Jivan kabi
Please
ବହୁତ ଭଲ ପ୍ରଗ୍ରାମ. ଧନ୍ୟବାଦ. ସୁନ୍ଦର ଅଭିନୟ
ପପୁ ଭାଇ ଓକିଲ କେବଳ ଜଣେ ଶକ୍ତି ବରାଳ ❤ ବେମ୍ୟକେଶ ଭାଇ ପାରୁନାହାନ୍ତି ଏ ଚରିତ୍ର
Right 👍
ଠିକ କଥା ଭାଇ
Are bhai ପାରୁନାହାନ୍ତି , ଠିକ୍ କିନ୍ତୁ ବ୍ୟୋମକେଶ sir real advocate
@@dp_bapun Mahodaya aeita comedy, real court nuhe
ମଜା ଅଲଗା 😂😂😂
ବ୍ୟମକେଶ ସାର ପ୍ରଥମ ଥର ପାଇଁ ସୁଟିଙ୍ଗ କରୁଛନ୍ତି ଟିକେ କାଠେଇ ଯାଅ ଦର୍ଶକ ଆଗକୁ ଦେଖ କଣ କଣ ହେଉଛି❤❤❤
❤
Fast re ate pafet heuchhi ta aagaku I am sior best👍💯💯 heba
Right katha tike wait Kara
Exactly ❤
Mo bala sir😂😂😂😂
କେହି ଭି ଶକ୍ତି ବରାଳଙ୍କ ସ୍ଥାନ ନେଇ ପାରିବେ ନାହିଁ .....(ଯାହା କହିବି ସତ କହିବି )
ହଁ ସତ କଥା ଭାଇ
Right
It is absolutely right
Right bro
Thik kahilo bhai
Mobile problem ku nei vedio many many thanks
Papu bhai kan kala no 1 comedy bhai
ବହୁତ ଖୁସି ଲାଗିଲା ଯେ ପୁଣି ଆପଣ (ତତ୍ତ୍ଵ ସାର୍) ଆସିଲେ
ଆହୁରି ଅନେକ ଖୁସି ଯେ ଦୀର୍ଘ ୧୪ବର୍ଷ ପରେ ପୁଣି ଆମର ବିଚାରପତି(ବିନାୟକ ମିଶ୍ର) ଅଛନ୍ତି l
Our Papu bhai is great again 🥰🥰😀😀👌👌Byamokesh sir is great and a real man actually😊👍
ବ୍ୟାମକେଶ ସାର୍ ଆପଣ ଙ୍କ ଅଭିନୟ ବହୁତ ସୁନ୍ଦର ଆଉ ପପୁ ଭାଇ ଙ୍କର ବି
Miss you sakti sir 😢😢😢😢
Everybody please encores Byamakes sir ... ଆସ୍ତେ ଆସ୍ତେ ହେଇଯିବ ଶକ୍ତି ସାର୍ ଙ୍କ ଭଳି , ମୋତେ ଲାଗୁଛି ବ୍ୟାମ କେଶ୍ ସାର୍ ବହୁତ୍ ଭଲ କରିବେ ।।। ❤ I am from Nayagarh ❤️
ପପୁ sir ଆପଣ ଆଗ କୁ ବଢନ୍ତୁ ଆମେ ଅଛୁ ଆପଣଙ୍କୁ ବୋହୁତ miss କରୁ ଥିଲି କାହା କଥା କହି ପାରୁନି ବିଶେଷ କରି ମୁଁ ପପୁ sir and all ଏକ୍ଟର best of luck,👍
Popu pom pom and sakti baral super jodi 👌
ଖୁବ୍ ସୁନ୍ଦର ଉପସ୍ଥାପନା ବ୍ୟୋମକେଶ ତ୍ରିପାଠୀ❤❤
ବ୍ୟୋମକେଶ ତ୍ରିପାଠୀ ଭାଇକୁ ପସନ୍ଦ କରୁଥିଲେ ଲାଇକ କରନ୍ତୁ
Super comedy so 😂😁😁😁
Mu bahut Miss karutheli papu sir nku, satare bahut maja lage dekhile
Papu hero mg...,😂😂😂😂😂
ଶକ୍ତି ବରାଳ ବିନା episode ଭଲ ଲାଗୁନାହିଁ
Absolutely right
True bro aame aau dekhibuni papu Bhai name kharap haba
Tk କାଠେଇ ଯାଅ ବ୍ୟୋମକେଶ ଭାଇ ବି ଆଗକୁ ଭଲ କରିବ 😄
Thanks for motivation boys.
Bahut ଦିନ ରୁ ଅପେକ୍ଷା thila😂👍👍
Really upto new problem and new social issues
ଶକ୍ତି ସାର୍ ଙ୍କୁ ଆଣନ୍ତୁ ସମସ୍ତ ଓଡିଶା ବାସି ଙ୍କ ଇଛା. ପୁଣି ଥରେ ଏହୀ କମେଡି ଧାରାବାହିକ ଆସିବା ରୁ ଆମେ ବହୁତ୍ ଖୁସୀ
Right
ଆରେ ଭାଇ ମାନେ ବୋମକେସ sir ଅଭିନୟ ନ ଜାଣି b ବହୁତ୍ ଭଲ ଅଭିନୟ କରୁଛନ୍ତି ସେଥି ପାଇଁ ବୋମକେଶ sir ଙ୍କୁ ହୃଦୟ ରୁ ଧନ୍ୟବାଦ୍
ଆରେ ଭାଇ ଏତେ ଦିନ ପରର ଅପେକ୍ଷା..... ଶେଷରେ Papu Bhaiiiiiiiiiiiiiiiiiii😂. 😂😂😂😂
Okila ku change kale show ahuri maja lagiba . Sakti barala sir asile👍
ଶେଷରେ ,ଆସିଗଲା ସମସ୍ତଙ୍କ ପ୍ରିୟ ତରଙ୍ଗ ଅଦାଲତ.
ପୁଣି ନୂଆ ରୂପରେ ❤
35:18 No AWM was harmed in this video 😂
ଶକ୍ତି ବରାଳ ସାର୍ i miss you। Really majaa Nehi ayaa।papu sir always super 🎉❤
Bahuto sundor heichi jay jagannath 🙏🙏🙏🙏🙏
I don't feel it's a comedy show,but I have seen all previous episodes that is all love and respect.
Badhia lagila ...continue with new new concept...Papu bhai is superbly talented
ଲଭ ୟୁ ପପୁ ଭାଇ ❤
One & only ଶକ୍ତି ବରାଳ ସାର୍ ❤❤❤❤
ଶକ୍ତି ବରାଳ ଙ୍କ ପରି ଅଭିନୟ ହଉନି
Bhai thik je,,, kintu apana kebe ଭାବିଥିଲେ ପପୁ ଭାଇ real advocate ସାମ୍ନା କରିବେ ବୋଲି😂
ମଜା ଅଲଗା
Shakti bhaina niscita asibe, kintu ei episode respect for boyamakeh sir
@@dp_bapun hmm bhai sata je
Ame kahaku ate bad comments kariparibani kahiki na ame ta setikibi kariparibunu helebi saktibaral sir au papu bhai nka jodi ta bhala laguthila
Thank you tarang tv for bringing this show again.
My favourite ଯାହା କହିବି ସତ କହିବି I am so happy😅😅😅🎉🎉🎉
ବ୍ୟୋମକେଶ ତ୍ରିପାଠୀ ସାର ବହୁତ ସୁନ୍ଦର 🙏
3 days hela ଅପେକ୍ଷା କରିଥିଲି କେତେବେଳେ ଭିଡିଓ ଆସିବ । ପ୍ରଣାମ ବିନାୟକ ମିଶ୍ର sir ପପୁ sir 🙏👍👍 byomkesh sir and all my fevorite TM mamber 👏👏 (from Manoj sinu manoswhin)
Se binayak kiye re siye balo bhalia karuchi kau sala aau dekhibeni ye bhi bahut jaldi close heijiba with guarantee 😂😂 lekhi ne
@@gautamkumarswain573 ହଁ ଆଜ୍ଞା ଠିକ୍ କହିଲେ ଶକ୍ତି ବରାଳ ହେଇଥିଲେ ଭଲ ହେଇଥାନ୍ତା😢
My fab show, I missed that so much. Thank you tarang and papu bhai😊
Shakti bhai is most befitting for that role, please bring him back.
Are bhai real advocate
One and only person papu pompom 😊😊😊😊
ଶକ୍ତି ବରାଳକୁ ଏ ଅପିସଡ଼ ରେ ଆଣିବା ଦରକାର.. ତାଙ୍କେ ଜଣେ ଭଲ ଆଡ଼ଭୋକେଟ ❤❤ ଦୟାକରି ଶକ୍ତି ବରାଳ କୁ ଆଣନ୍ତୁ 🙏🙏🙏
Bring Sakti Baral
This advocate is nervous
We need sakti baral and legendary pappu
Mn aaji bahut khusi ...❤❤❤
Wait karithilu season 4 pai
But sakti baral jaga rai jau mausa acchanti se parunahanti 😢😮😮
Sakti barala we need
ଶକ୍ତି ବରାଳ ଓ ପପୁ ପମ୍ ପମ୍ ଯୋଡ଼ିର କୌଣସି ଦ୍ୱିତୀୟ ବିକଳ୍ପ ନାହିଁ । ତମେ ଯେତେ ଲୋକଙ୍କୁ ଆଣ କେହିବି ଶକ୍ତି ବରାଳ ଙ୍କ ସମକକ୍ଷ ହୋଇ ପାରିବେ ନାହିଁ ।😢😢
ୟେ ଏପିଶୋଡ ଦେଖିବା ଅପେକ୍ଷା 12 ବର୍ଷ ତଳର episode ଦେଖିବା 10000…….… ଗୁଣରେ ଭଲ ।
Right
😥😥😥😥
Really🙏🙏🙏🙏
Right bhai..
Welcome back comedy king of odisha ❤❤❤❤❤
Sobu ok sahkti ବରାଳ ମିଶ୍ର କୁ ଉପସ୍ଥିତ କରାଯାଉ
Good Decision By Tarang Tv 💯.
1. New Season
2.New Advocate
3.Opposite Sitting Position Of Papu Sir & Proof Position
ତଥାପି ଭଲ ଲାଗିଲା 💝💖💕
Advocate Sir bahut speed re kahuchan ti.. Shakti Barala Nka Voice best
Byomakesh sir🙏Your dedication to the role you play is truly appreciated. Keep doing the best work. 🥰
Shakti barala mishra acting ta popu bhai so misuthila
Was Missing this show। My all time favourite 😊
Bicharpati pachare .... Loka nka adaku anei Kn kahuchhanty Byomkesh Sir ....
Shakti sir nka bhali kehi kari paribeni Okilati🙏🏻tanka prasna pachariba saili unique, Presentation unique❤
Nice
Missu Mr sakti baral sir 😢
ବ୍ୟୋମକେଶ ଭାଇ ସୁନ୍ଦର।
ଶକ୍ତି ବରାଳ ଙ୍କୁ ଆମେ ଚାହୁଁ... ବୋହୁତ୍ ଖୁସି ଲଗିଲା ତରଙ୍ଗ ରେ ପପୁ ଭାଇ ଙ୍କୁ ଦେଖି
Always old is gold 🥇🥇🥇
I love sakti baralla
ବହୁତ ଭଲ ଲାଗୁଚି ବ୍ୟୋମକେଶ sir ଙ୍କୁ ଓକିଲ ନେଇଥିବାରୁ
plz.continue this ..program ...plz.dont stop...
Sakti barala sir nku anajau 😭😭
Miss u Sakti Babu
It's a great show in odisha. It's a funny show with some information for society.
ପପୁ ଭାଇ love u
ଶକ୍ତି ବରାଳ ସାର୍ ବେଷ୍ଟ
ଆଡ଼ଭୋକେଟ ଜଣକ ଙ୍କର କଥା ବାର୍ତା ଶୈଳୀ ହେଲା ନାହିଁ ,ପୁରୁଣା ସିଜିନ ର ଆଡ଼ଭୋକେଟ ଙ୍କର ଯେଉଁ ଭଳି କଥା ବାର୍ତା ଶୈଳୀ ଏଇ ସିଜିନ ରେ ହେଲେ ନାହିଁ| କିନ୍ତୁ ପପୁ ସାର, ଚଉକା ଛକା ମାରି ଦେବେ |
Shakti sir heuchanti professional actor se semiti acting kariparibe ,hele byomkesh sir heuchanti real life re advocate ,tanka pain acting Kariba ta tike kasta heba sethipain mismatch heuchi kichi episode gale agaku byomkesh sir bhala karibe boli mor biswas .
ତାଙ୍କ ଦେହ ଖରାପ ଥିବା ହେତୁ ସେ ଶୋ କରିପାରୁ ନାହାନ୍ତି 😢
@@snehamahapatra2kn heichi tankara ?😢
ବ୍ୟାମୋକେଶ ଭାଇ ଙ୍କ ଅଭିନୟ ବହୁତ ଭଲ ଲାଗିଲା
ଓକିଲ ଶକ୍ତି ବରାଳ professional advocate ଲାଗନ୍ତି,,,,
He is professional Advocate
🎉ଠିକ୍ ଅଛି.ଆଗକୁ ବି ଠିକ୍ ହେବ ନିଶ୍ଚୟ
Sakti baralla ku aau thare okila banantu plz tarang chanel
Yes
All are beautiful actors.
Thank uuuuuuuuuuu.
please give him (Byomkesh Tripathy) more chances in this show so that he can improve his acting skill.
Yes❤❤❤❤🎉🎉
Yes...
Legend is back
ଆମକୁ ଶକ୍ତି ବରାଳ ଦରକାର ହ ଟା ଅ ବେ ତାକୁ କୁଆଡୁ ଆସିଲା ବେ ସିଏ
Welldone Byomakesh sir