Very nice acting papu sir, Actually Bhanjanagar Eswar Bhaina nka cold parlour lassi pain high light thila now apananka acting pain Bhanjanagar pura high light heigala.... Thank you so much papu sir, again heartily Thank you so much.
ଗଞ୍ଜାମ ଟୋକା.. ମୋ ପପୁ ଭାଇ... Next episod plz.. Music director with hermonium/ଯାତ୍ରା Director /ଯାତ୍ରା actor /ଯାତ୍ରା ଦର୍ଶକ / ଭଜନ singer /ଯାତ୍ରା singer... ଏମିତି କିଛି ହୋଉ plz ପପୁ ଭାଇ
Ramadevi baba nku dei diya papu Bhai, Jadi buti kutibe 🤭🤭🤭🤭😄😄😄.. Last 15 yr hela mu gote v episode miss karini season 1 thu 4 helani... Repeat dekhi dialogue Mane rahi galani papu Bhai.
Very nice and beautiful Papu Bhai...Bhanja mati ku ete badhia present karithibaru and mo sanga ra style ku beautifully present karithibaru bahut bahut Dhanyabad mo hrudaya ru...kebe dekhabi aapananka sange...
ପୁରା ଗଞ୍ଜାମ କଳା ଫୁଟୁଚି ପପୁ ଭାଇ
ଗଞ୍ଜାମ ପିଲା ଆସିଲା ଲାଇକ ହଉ
Nice Bhaina
Berhampur pila like tk hou wa bhaina😂
ମୁଁ ପରା ଗଞ୍ଜାମ ପିଲା
Mu bi ganjam ra jagannath Prasad ru 😅
@@StarMusicOffical kouthi
ରାତି ସରିଯାଏ ନିଦ ତ ସରେନା
କେଉଁଠି ଥାଏ ଏ ସପନ
ୟେ ମୋ ଈଶ୍ୱର ଭାଇଙ୍କ ଜୀବନ ....
ହାରି ନାହିଁ କେବେ
ଭାଙ୍ଗି ନାହିଁ କେବେ
ଶୀର୍ଷକୁ ଛୁଇଁବା ପାଇଁ.....
ଧନ୍ୟ ହେ ପପୁ ଭାଇ ତୁମକୁ
ସାଜିଲ Real model ହୋଇ
ଭଞ୍ଜନଗରକୁ ଜାତୀୟ ସ୍ତରରେ ଥୋଇ
ଏକ ସିଜିନି ବେପାରୀ ହୋଇ...
(କର୍ମ ହିଁ ସଫଳତାର ମାପକାଠି...ସ୍ନେହର ରଞ୍ଜିତ)
Outstanding acting Papu Bhai... Love from Bhanjanagar❤
ମୁଁ କଲେଜ୍ ରେ ପଢିଲା ବେଳେ ଈଶ୍ୱର କୋଲ୍ଡ ପାର୍ଲର ରୁ ଲସି ପିଉଥିଲି, ଭଞ୍ଜନଗର ରେ । ଖୁସି ଲାଗିଲା ଆମେ ଗଞ୍ଜାମ ର ଆକ୍ସେଣ୍ଟ କୁ ଅବିକଳ ଭାବେ ଉତ୍ତାରି ଥିବାରୁ ।
Comedy king ପପୁ ଭାଇ ପାଇଁ like gote hau ❤❤
ଗଞ୍ଜାମ ଭଞ୍ଜ ମାଟି❤❤❤
ପପୁ ଭାଇ କ୍ରିକେଟର ଉପରେ ଗୋଟେ episode hau 👍🏻
Ishwar is my school friend. He is a very good person also. Bahut Badhia lagila.❤
Berhampur pila like tk hou wa bhaina😂
Achary ❤❤❤❤❤❤
ସେଈ ଜୁଆ ଖେଳ ରେ କେତେ ଜେ ପରିବାର ଉଜୁଡି ଜାଉଛି ଆପଣଙ୍କୁ ଅନୁରୋଧ ଏଈ କଥାକୁ ନେଈ ଉପସ୍ଥାପନା କରନ୍ତୁ
Daman Pawar
ପପୁ ଭାଇ ଆପଣ ତ ସାନ୍ତାଳୀ ଭାଷା କୁ ନେଇ ଗୋଟେ episod କରିଛନ୍ତି ସେମିତି ଆମ କନ୍ଧମାଳ ଅଂଚଳର କୁଇ ଭାଷା କୁ ନେଇ ଗୋଟେ episod କରନ୍ତୁ... ଯାହା କି ଏକ ଭଲ episod ହେବ. 🙏🙏🙏
Han ❤
Han
❤❤❤❤❤
I'm from kandahmal ❤❤
ଏବେ ଭଲ ଲାଗୁଛି.. ଫାର୍ଷ୍ଟ ରୁ ବହୁତ୍ ରଞ୍ଜିତ କରି ଦେଉଥିଲେ
❤❤😅😊
Right
Au tk funny sound effect Kam kale ahuri Bhala heba
😅 1:12
1000% Language matching 😅😅😅
Byomkesh & Papu love u... Mayurbhanj re jouthi call milibo byomkesh sir ku sangore neiki asantu.. Moja habit... Bohut respect milibo sir nku
Pura chati pakei loo😂😂😂 😅
Love from mayurbhanj ❤❤❤ popu Bhai gote cricket upore video hou
ସାର୍ ଦୟା କରି ଆପଣ ଗୋକୁଳୀ ଢ଼ୋହରା ଏପିଶୋଡ ଟାକୁ ଆପଲୋଡ କରନ୍ତୁ ❤❤❤❤❤❤❤❤❤
ସ୍ତ୍ରୀକୁ ସାଙ୍ଗରେ ନେଇ ଆସିଲେ କି ବାଳ ଅନଶନ ଏଠି କରିବେ 😂😂 ଚମତ୍କାର ଅଭିନୟ ପପୁ ଭାଇ 👏👏
ଥରେ ଯାତ୍ରା ପ୍ରେମୀ ଚରିତ୍ର ହେଇଯାଉ।
ଭାଇ ବହୁତ ଭଲ ଅଛି ଏହି ଏପିଶୋଡ ଇଶ୍ଵର ଭାଇ ସିଜନ ଷ୍ଟୋର
Thala marandi pua ra gote episode ❤❤❤anantu
Poppu sir best Ganjam bhasa kahuchhanti
କୋରାପୁଟ ଜିଲ୍ଲା ର ଉପରେ କିଛି ଏପିସଡ୍ ବନା ଅ ପପୁ ସାର୍
ଗାଁ ଡ୍ରାମା ମାଷ୍ଟର ,episode ଗୋଟେ ଆଣନ୍ତୁ 🙏
ମୁଁ ଭଞ୍ଜନଗର ପିଲା ଭାଇନା 😂
ମୁ ହେଲେ😁
Bhanjanagar kouthu
@@B.n.pCreator jnp ade
Hela hai......
Landei sahi ba😅😅
ଏତେ ସମ୍ପର୍କୀୟ ଚରିତ୍ରରେ ଅଭିନେତା କରନ୍ତି ❤
ଫାଷ୍ଟ ଫୁଡ୍ ବେପାରୀ hou bhai
ବେଲେ ଭାଇନା ,ଆସିକା ପିଲା ଆକା ଭଉତୁ like କର
Mu 6 ନମ୍ୱର୍ ରେ, ଭଲ ଲାଗୁଛି, ପପୁ ଭାଇ ଗାଁ ର ଯାତ୍ରା କଳାକାର ଭାବରେ ଏକ episode ହେଉ।
Nana Jay jagannath
ଆମେ collage ଗଲାବେଳେ ଲସି ପାଇବାକୁ ଯାଉ ଥିଲୁ, collage ପୂଜାପାଇଁ ମୂର୍ତି ଆଣିବାକୁ ଯାଉ ଥିଲୁ
ଆଉ ଭାଈନା ପୁରା ରାଇଡ ବା....🤣🤣
ପପୁ ସାର୍ ଆମ ଗଞ୍ଜାମ ରେ ଦଶହରା ରେ ଜୁଆ ଖେଳ ପ୍ରବଳ ହୁଏ ସିଈ ଜୁଆ ଖେଳ କୁଇନେଈ କର ନ୍ତୁ
ପପୁ ଭାଇ ଆମ କନ୍ଧମାଳର ହଳଦୀ ଚାଷ କିମ୍ବା ଦାରିଙ୍ଗବାଡି ରେ ବିଦେଶୀ ଯାତ୍ରୀଙ୍କ ଉପରେ ଗୋଟିଏ episode କର please 🙏🙏
ମୁଁ କ'ଣ କରିବି 😂
ମୁଁ ଦେବଗଡ଼ ଜିଲ୍ଲା ପିଲା ଭାଇ ତୁମକୁ ଭଲପାଏ ପପୁ ପମ ପମ sir ❤❤ ଆମେ ଦୁହେଁ ଏକୁଟିଆ ଭାଇ ମୁଁ ଏଟି ଆଶ ଗ୍ରୁପ କରିବା Businesses କରିବା 📚🫂💰💸💵🤑🪙💷💰 like କର ପପୁ sir
ଗଞ୍ଜାମ ପିଲା ଲାଇକ ହେଉ
100 character synchronisation 🎉🎉🎉❤
ମୋ କେନ୍ଦ୍ରାପଡ଼ା ରସାବଳୀ ଥରହର 👌
Very nice acting papu sir, Actually Bhanjanagar Eswar Bhaina nka cold parlour lassi pain high light thila now apananka acting pain Bhanjanagar pura high light heigala.... Thank you so much papu sir, again heartily Thank you so much.
ପବନା ଗାଲୁଆ ନିଲଠା ନାଉ 😄
ୟା' ଉପରେ ଗୋଟେ ଅଧ୍ୟାୟ ହେଉ
ଶହେରେ ସତୁରି ସଂଖ୍ୟା ୟା'ଙ୍କର
ସଂସାରେ ଥାଆନ୍ତି ଆଗ ଧାଡ଼ିର 🤪
ଗଞ୍ଜାମ ଟୋକା.. ମୋ ପପୁ ଭାଇ... Next episod plz.. Music director with hermonium/ଯାତ୍ରା Director /ଯାତ୍ରା actor /ଯାତ୍ରା ଦର୍ଶକ / ଭଜନ singer /ଯାତ୍ରା singer... ଏମିତି କିଛି ହୋଉ plz ପପୁ ଭାଇ
Papu bhai ଦଶହରା time re ganjam ra ପ୍ରଧାନ celibration ବାଡିଆ ଖେଳ (GAMBLING) UPARE gote hou
Are bhai ama bhanjangar pila acha like te hou
Odisha no.1 khua Lassi 👌👌👌👌so so sweet and Testy👍👍👍
Ur from
Tama lassi piebi
Iswar shopping mall re tankara lasi dukan te achi ..hele.....tame seithi jaithila ki hai...
ମୁଁ ଆସ୍କା ପିଲା ଭାଇନା
ଆଜିର episod ବହୁତ ଭଲ ଲାଗିଲା 👌👌👌
Eswar cold bar Kerekera Lassi wa.. Gute thara gale minimum 10 ta lassi parcel anuchu ame.❤
ପପୁ ଭାଇ,ସନା ବଶୋୟୀ ଭିକାରି ଏପିସୋଡ ଟା ଆସୁ
ପପୁ ଭାଇ ବହି ଜଳି ଦେଲ ବା......😂😂😂
କ୍ୟଣ ହେ ଭାଇନା ଆମ ଗଞ୍ଜାମ ପିଲା ବୋଲି tv ରେ ଦେଖେଇ ଦେଲେ ନା କଣ ହେ 😂❤
ଈଶ୍ୱର bhaina famous ହୋଇଗଲେ ଆଉ
Papu Bhai ନୟାଗଡ଼ ନାରେ ଗୋଟେ episode ଆଣନ୍ତୁ❤
ଯାଜପୁରିଆ ପବନା ର ଗୋଟେ ଭିଡିଓ ହଉ
ଆମର ଗାଁ ପୋଲସରା କିଏ ଦେଖୁଛ ଗୋଟେ ଲାଇକ କର
କିନ୍ଦି ନାଗିଅ ଯେ 😂
Ramadevi baba nku dei diya papu Bhai, Jadi buti kutibe 🤭🤭🤭🤭😄😄😄.. Last 15 yr hela mu gote v episode miss karini season 1 thu 4 helani... Repeat dekhi dialogue Mane rahi galani papu Bhai.
Love you❤
Bhala hela entry scene change hela..❤❤❤
କିଏ କେନ୍ଦୁଝର ରୁ ଦେଖୁଛ ଲାଇକ କର❤❤❤
ମୁଁ ଦେଖିଛି ବା ତମ ଦୋକାନ, ସେଇ ସଂଖ ପାଖକୁ😜
ଏଇଟା ଭୁଲ ବିନାୟକ ସାର କଂର ଆରମ୍ଭ ଆଉ ଶେଷ ଦୁଇଟି ଡାଇଲଗ ରହୁଛି ତାଙ୍କର ଡାଇଲଗ ରହୁ
Entry scene taku katichanti badhiya karichanti
Au baki byomkesh babu nkara bahut improvement heichi👍👍👍🥰🥰🥰🥰🥰
Ama bhanjanagar auu
Very nice and beautiful Papu Bhai...Bhanja mati ku ete badhia present karithibaru and mo sanga ra style ku beautifully present karithibaru bahut bahut Dhanyabad mo hrudaya ru...kebe dekhabi aapananka sange...
TQ sanga ❤❤
ବେଲେ ଭାଇନା ସବୁ ହେଲା ଯେ, ମା*ଆ ପଦୁଟା ଆସିଲାନି, ସେଇଟା ତ ଗଞ୍ଜାମ ପିଲାର ଜୀବନ ତ 😅
Bring back Sakti Barala
ଯାଜପୁରିଆ ଡହରା ମାନଙ୍କ ଉପରେ ଗୋଟେ episode କରାଯାଉ 😂😂
Tame mane odia haba ku jogya nuhen nija nija bhitare jhagada se jajpuria se JAGATSINGPURia
ଭାଈ କେମିତି ଜାଣିଲ ଇଶ୍ଵର ସପିଙ୍ଗି ମାର୍ଟ ଭଞ୍ଜନଗର ରେ ଅଛି ବୋଲି 😅
Pampada wala Again please sir make a next video
Gote episode hou waa jua khela upare ,pura ଉଡ଼ିବ
ପୁରା କେରକେରା ଆଁୟା
Excellent and thank you Papu Sir for this programme "Eswar Season Center since 1999", best wishes from Bhanjanagar.
Comedy jaha heuchhi heu but Berhampur language bhala laguchhi
Excellent episode 😂😂 pura dakhili first time 😊
Excellent and thanks Papu Bhai for this programme, best wishes from Bhanjanagar
❤❤❤❤❤ Only one comedy king Papu Sir ❤❤❤❤
Papu Bhai namaskar, jindabad
Super ହେଇଛି
E jhia ti talented achi. Bhala future achi laaguchi
Bhauja lover upare gote episode hau
Old style always great ❤ ( sakti barala sir hele 1 milion lagi janda dely 🎉🎉
Best of Best.....WOW
You are so great 👍 papu babu
❤❤❤love for Bhanjanagra
Love you PAPU ❤❤❤❤❤❤❤❤❤❤❤❤❤ My favourite actor ❤❤❤❤❤❤
Papu sir🙏Eswar bhai 🙏
Mora bi bhanjanagar❤❤❤
Nice comedy...
Eswar cold bar and Shopping mart 🎉
Love from Bhanjanagar
Popu bhai nmskr.. Mara gote request odia telagu mix kari gote program kara..plz...kintu tama voice re bholo lagiba sethi pai request karuchi.plz.❤
The best episode of this season till now...
Maa khira, Bhai khira😃😃
Next episode sapua kela upare hau.
ଆମ ନିମାପଡା ଛେନା ଝିଲି ପୁରା ମିଠା ❤️😍
Love from chatrapur, Ganjam
Very nice video Papu Bhai 🎉🎉
Online ଜୁଆ ଖେଳରେ ବୁଡି ଯାଇଥିବା ଲୋକ ର ଗୋଟେ ଏପିଶୋଡ ହେଉ।
Lic ଏଜେଣ୍ଟ ହେଉ...
Pappu sir is best👍👍👍👍
Papu bhai .... Amo kandhamal ra gote bhala episode gote hou..
Time 30 Karantu sir
Eswar bhaai mast😂😂😂
I m from bhanjanagar everything is so..... So .... True