‘25 ବର୍ଷର ସରକାର 25 ଦିନର ସରକାରକୁ ପ୍ରଶ୍ନ କରୁଛି’ |Price Rise In Odisha | BJP Govt |BJD |Odisha Reporter
ฝัง
- เผยแพร่เมื่อ 2 ก.ค. 2024
- '25 ବର୍ଷ ସରକାରରେ ଥିଲା ବିଜେଡି, ଓଡ଼ିଶାରେ ବିଜେପିର ସରକାର 25ଦିନ ବି ହୋଇନି । ଆଶ୍ଚର୍ଯ୍ୟ ଲାଗୁଛି 25 ବର୍ଷର ସରକାର ନିଜର ବିଫଳତାକୁ ହଠାତ ଭୁଲିଯାଇ 25 ଦିନ ହୋଇନଥିବା ସରକାରକୁ ପ୍ରଶ୍ନ କରୁଛି ।' ଏପରି କିଛି କହି ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ।
xOdisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
TH-cam: bit.ly/OdishaReporteronTH-cam
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #AnilBiswal #BJP #BJD #OdishaPolitics #PriseRise #VegetablePriceHike
BJD ବାଲାଙ୍କୁ ଖାଳି ରେଟ୍ ବାଧୁଛି , କାହିଁ ବିଜେଡି ବାଲା ସମୟରେ ରେଟ୍ ବଢିନଥିଲା
Tamara kana Paisa kautu mariki anuchaki. Gariba lukanka Katha bhaba.
Bjd samayare heithila
@@bidyadharraut55 kana heithila recharge kia badheichi,Dali,tela,caula kia badhauchi thare akhi khuliki dekha
ହଇରେ ମାଗଣା ଖିଆ ଯଦି ଦର୍ ଦାମ୍ ଏତେ ଖରାପ ଲାଗୁଛି ...... ୭ମ ବେତନ ମନା କରିଦେ ଆଉ ୨୦୦ ଟଙ୍କା ମଜୁରୀ ନେ ସବୁ ଶସ୍ତା ରେ ମିଳିବ@@Satyasaibhakti
@@Satyasaibhakti ତୁ ମୁଣ୍ଡ ବିକା ଅର୍ଦ୍ଧ ଶିକ୍ଷିତ.. ଟିକେ ପଢା ପଢି କର ... ଗଣ୍ଡ ମୁର୍ଖ ଙ୍କ ପରି ତୁଚ୍ଛା ଭାଷଣ ଦେଲେ କଣ ହେବ ... ଦର ଦାମ୍ ୨୫ ଦିନ ର ସରକାର ବଢେଇଛି ଆଛା... ତାହା ହେଲେ ବାକି ରାଜ୍ୟ ରେ କିଏ ବଢ଼େଇଛି ???
ବିଜେଡି ନେତା ପାଗଳ ହୋଇଯାଇଛନ୍ତି କାରଣ ନିଜର ହାତରୁ ଖମତା ନାହିତ ଏବେ ମାଟି ଚାଟୁଛନ୍ତି ଛିଛିଛିରେ ବିଜେଡି ନେତା
Right answer bro.
Right
ସେଇଟା ଆମ ପାଇଁ ଦୁଃଖ ବିଜେଡି ତା କଥା ଭୁଲି ଯାଉଛି
Right
ବିଜେଡ଼ି ଲୋକମାନେ ପାଗଳ ହୋଇ ଯାଇ ଛନ୍ତି। ପାଞ୍ଚ ବର୍ଷ ଅପେକ୍ଷା କଲେ ଜଣା ପଡ଼ିବ ।କିଏ ଭଲ ।
ନବୀନ ପଟ୍ଟନାୟକ ମଦୁଆ କରିଦେଲେ
Bjd ସରକାର ଟମାଟୋ 200ରେ ବିକୁଥିଲା,
ଠିକ କଥା ପାଗେଲା ହେଇ ଗଲେଣି
ଆପଣ ଜାହାକହୁଛନ୍ତି ପୁରା ଠିକ୍ ଏଥୀପାଇ BJD ଦାଈ😂😂😂😂😂😂😂
Ekdam right katha e katha kichhi loko bujhi paru nahanti
ସେଥିପାଇଁ ପରା ଲେଖାଶ୍ରୀ ବିଜେପି ରୁ ତଡ଼ା ଖାଇ ମାଇ କୁତି ପରି ୫ବର୍ଷ ହେବ ନବ ବଲେ ବଲେ ଖୁନ୍ଦା ଖାଇବା ଥୟ
ବିଜେଡି ଚାହିଁଥିଲେ ବହୁତ କିଛି କରିପାରିଥାନ୍ତେ
Bohut karichhi....1999 odisha...2024 odisha bhitare bohut farak achhi
@@ashatutorial6176 ନା ତୁମେ କଣ କହୁଛ... ଖାଲି ଖଟିଆ ସେବା ନେଇ ଗାଦି ମାଡ଼ି ବସିଥାନ୍ତା BJD ... ଯେକୌଣସି ସରକାର ହେଉ ଯେଉଁ ପଦବୀ ହେଉ ସେ ଅଳ୍ପ ବହୁତ୍ କିଛି କାମ କରେ ... ହେଲେ ଏଠି ୨୫ ବର୍ଷ ତୁଳନା ରେ କିଛି ହୋଇ ନାହିଁ ବୋଲି କୁହା ହେଉଛି ସରକାର ବଦଳି ଯାଇଛି ...
Kichi daya karinahanti
ଅତି ସୁନ୍ଦର ମତାମତ BJD ଶିକ୍ଷା ପାଇବେ 25ବର୍ଷରେ କିଛି କରିପାରିଲନି 25 ଦିନ ହୋଇନି ଯୁକ୍ତି କରୁଛ।ଦେଖ ଆଗକୁ କଣ ହେଉଛି।
ବିଜେଦି ଙ୍କୁ କୁହ ସିବିଆଇ ଅଫିସର ଆସୁଛନ୍ତି
ସଠିକ ଉତ୍ତର 👍🏻
ବିଜେଡି ବାଲାଆଉ,ଠକି,ପାରୁ, ନାହାନ୍ତ,,ତୁମର, କଥାଟିକୁ,ମନେପକା
ବହୁତ ଭଲ ଲାଗିଲା ଅଭିଭାଷଣ
Right
"ଗୋଦରୀ ଲୋ ତୋ ଗୋଡ଼କୁ ଟିକେ ଅନା ।"
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
ଲୁଚିଛି ନା ଗୋଡ ଦିଟା ଦିଶୁଚି 😂😂😂😂
ବିଜେଡି ସରକାର ଥିଲା ବେଲେ ବି ତୋ ପିଆଜ ରେଟ ୧୦୦ ଟଙ୍କା ଥିଲା ସେଟାକେ ଭୁଲି ଗଲେ କି ବିଜେଡି ବାଲେ
ଭାଇ ଗତବର୍ଷ ଟମାଟର 200 ଟଙ୍କା ଥିଲା
Right 👍
ଏମାନଙ୍କ ମୁହଁକୁ ଲାଜ ନାହିଁ 😂
Absolutely right.
ସେମାନେ ଅପାରଗ ବୋଲି ତାଙ୍କୁ ସରକାର ରୁ ହଟାଇଦିଆଗଲା..
ଏବେ ଜନତାଙ୍କ ପ୍ରଶ୍ନକୁ ପ୍ରତିହତ କରିବାପାଇଁ ଡିପ୍ଲୋମାଟିକ ଅପଚେଷ୍ଟା କରନ୍ତୁ ନାହିଁ.
Right katha kahila bhai 👍
Thank you bro
Jay sriram Jay Odia 🙏🙏🙏🙏🙏
ବହୁତ ବହୁତ ଧନ୍ୟବାଦ
ବିଜେଡି ଅତି କମ ରେ 15 ବର୍ଷ ଅପେକ୍ଷା କରିବା ଉଚିତ ତା ପରେ ବିଜେପି କୁ ପ୍ରଶ୍ନ କରିବା ଉଚିତ
Pura thik Katha 😊
Pagal....
@@ashatutorial6176 ତୁମେ ତ .... ସେଇଟା ଆମେ ଜାଣିଛୁ
Bhuta bhala lagila sir 🙏🏾
Really right Sir
Right answer
Right 👍❤
Right brother
BJD ବଧ ପାଗଳ 😂😂😂😂😂😂😂
100 % R8
Good speak
U right go forward
Regular All Out Source Employee 🙏🏻🙏🏻 Mohan Majhi Sir
Good
Right 👍
Very good Bro
Bahutha bahutha dhanya bada bhai
Proper analysis
Right bro
Right bro 🌹🎈🎈
Correct
👌ok 👌.. U r right talking.. Odisha
Right statement.
BJD ସରକାର ରେ ଥିଲା ବେଳେ ଟମାଟ ରେଟ୍ 200 ଯାଇଥିଲା କାଇଁ ସେତେବେଳେ ତ ତମେ ଓଡ଼ିଶା ବାସୀ ଙ୍କୁ କେବେ ଶସ୍ତା ରେ ଟମାଟ ଦେଈ ନଥିଲା ଏବେ କାହିଁ ବେଶୀ badhuchi
Right 👍
Right bhai
Sata katha bhai, bjd khymata chaligala boli kanduchi
Right Right Right............katha.
ବିଜେଡି ହାରିଯିବପରେ ରାଗରେ ତାଟିଆ କାମୁଛନି ବିଧାୟକ ବିଧାୟିକା ମାନେ
ବସିପଡୁଛନି
ଠିକ୍ କଥା ସାର
ଠିକ୍ କଥା ଭାଇ
Right kdhile bhai
silent is the opposite of violence ଜାଣିନି ବିଜେଡି, ଆଉ କଂଗ୍ରେସ
25 dina??? Ame ba 10 year hela dekhuchu center re kn ta neutaucha😂😂😂
Dhanyawad 🙏
ଆଉ ପେଟ୍ରୋଲ,LPG, ଡିଜେଲ, ଟିକିଏ କହିଲେନି।।।
ଠିକ କଥା
Really good share bhai right ❤❤❤
Sathik katha manaku paila
ଚାଉଳ rate କାହିଁକି ବଢ଼ିଛି,ଆଉ ମୁଢ଼ିରେ GST ସବୁ ଖାଇବା ଜିନିଷରେ GST ସେ ବିଷୟରେ ଟିକେ କୁହ
Dubal engine sarkar..kahuchho ..
Right Katha kahile sir
ଅଯୋଗ୍ୟ ନବୀନ କୁ ଜେଲ ପଠାଇବା ଦରକାର
Absolutely right
Very nice reply sir 😀😀😀😀😀❤❤❤❤❤❤
10 ବର୍ଷ ହେଲା ସବୁ ଜିନିଷ ଦରଦାମ ବଢ଼ିକି ଅଛି ସେ କଥା କହୁନୁ।
Aap bilkul sahi bol rahe ho
JTS recruitment ku complete kara
କୌଣସି କଥା ନଜାଣି ଓଡ଼ିଶାବାସୀ ଭୁକୀ ଚାଲନ୍ତି ବିଜେଡି ଚେଲାମାନେ
Bjp bjd ment thila kete year bjd ku kn kahuchhanti 25 year sasan karuthile boli
24 year sarkar Kama karichhi boli ta pacharuchhi, abe kete ta andha bhakta galuami karibe, jemiti se kounasi subidha painathile, bujhiba bela asuchhi byasta huani 😮😮😮😮😮😮
ଓଡ଼ିଆଙ୍କୁ ୨୫ ବର୍ଷ କାଳ ଲୁଟିଲ ... ଏବେ ସରକାର ଚାଲିଗଲା ପରେ ଦରଦାମ ବୃଦ୍ଧି କଥା ମନେ ପଡ଼ିଲା ।
bjd adha bhangigalani au alap tike achi bhangijibaku sethi paein emiti rampidi rumpidi hauchi.
Samaya kahiba kete focus manufacturing hub karibe odisha ku
25 yr ଭିତରେ ଗୋଟେ ବନ୍ଧ କରି ପାରିଲେନି ରାଜ୍ୟରେ। ସବୁ ବର୍ଷ ବର୍ଷାଦିନେ ଆଉ ଖରାଦିନେ ପାଣି ଅସୁବିଧା । ଦୋଷ ଦେବେ ଆନ୍ଧ୍ର ଆଉ ଛତିଶଗଡ କୁ । ହୀରାକୁଦ ଡ଼୍ୟାମ ବୋଧେ ଅମର ଲଡୁ ଖାଇଛି, ସେଇଟା କେବେ ଭଙ୍ଗିବନି ।
A bjp bala kede dhi galua kire, nije kahithile double engine boli, election pare 😮😮😮🤔🤔🤔🤧🤧🤧🤧🤫🤫🤫
Babu NEET Scam katha kuhantu ei katha kahibaku kn kharap laguchi
ଆରେ ଗୁଜୁରାଟି ଗୋଲାମ କ୍ରୀତଦାସ ଗୋଟେ ସରକାରର ଆଭିମୁଖ୍ୟ ପ୍ରଥମ ଦିନରୁ ଜଣା ପଡ଼ିଯାଏ. ସରକାର ହେବା ଦିନଠୁ କୋଉ ଜନହିତକର ଯୋଜନା ପାଇଁ ଖସଡ଼ା ପ୍ରସ୍ତୁତ କରିଛ ନିଜେ ନିଜକୁ ପଚାର ଆଉ ବୁଝ ଖାଲି ଗଣମାଧ୍ୟମ ଆଗକୁ ଆସି ବାହାଦୁରି ଗପିଲେ ଓଡିଶା ଜନସାଧାରଣଙ୍କ ବିଶ୍ୱାସ ଆଗାମୀ ଦିନରେ ହରାଇ ବସିବ
୨୫ ବର୍ଷର ସରକାର ମଦୁଆ ଲାଂଚୁଆ ଆଉ ନାଳୁଆ
ଠିକ୍ କହିଚ ଭାଈ
Laja lagiba katha
Talk about hatras incident, double engine government
୨୦୧୪ ରୁ ଜନତା ଯୁମଲା ର ଚଟଣୀ ଚାଖୁଛନ୍ତି ଓଡ଼ିଶା କୁ ଆସିନଥିଲା ଏବେ ସବୁ ମହଙ୍ଗା ଓଡ଼ିଶା ବାସୀ ଏବେ ଯୁମଲା ଚଟଣୀ ର ମଜା ନେବାପାଇଁ ପୁରା ରେଡ଼ି।
Krushi khetra bahut unati heichi kia kahuchi heini
ସେମାନେ ପାଗଳ ସେଇଥି ପାଈଁ
lekha shri Samanta Singhara ketebele ethi ketebele sethi sie nije ta thik kariparunahin se kariba kan.sie ta Khali tar tala dyash samasthanku bantila sie kariba kan.
BJD 25 ବର୍ଷ ଭିତରେ ମେଣ୍ଟ ସରକାର ଥିଲା 9 ବର୍ଷ ଆଜ୍ଞା ତେଣୁ ଭୁଲି ଯାଉଛ କେମିତି ସବୁ କଥା ଆଉ ଯେଉଁ ବାକି ବର୍ଷ ରହିଲା ସେଥିରେ କେନ୍ଦ୍ର ସରକାର ଙ୍କୁ 100% ଭୋଟ ଦେଲା BJP ପାଇଁ ତେଣୁ କେନ୍ଦ୍ର, ରାଜ୍ୟ ଠିକ୍ ସମର୍ଥନ ରେ କାମ ହେଇଛି ଆଉ କଣ 25 ବର୍ଷ କହି ଲୋକ ଙ୍କୁ ପାଗଳ କରୁଛ
Pandu chamcha 😂😂
Thau re pua
Bjd bala ନାରୀ ନିର୍ୟା ତନା କଥା tk chinta karu ବେକାର କାମ ନା କରୁ
Really ridiculous statement.
Absultly right, dhurtrastra & pandu pain odisha gariba.
ଭାଇ ପୁରା ଠିକ୍ କଥା କହି ଛ
25 yr ରେ ଆଳୁ ୨୫ଟଙ୍କା ଥିଲା କିନ୍ତୁ 25ଦିନରେ ମାତ୍ର ୩୫ଟଙ୍କା
During BJD government only created Hotel room for bed seba not cold store 😊😊😊
Boycott OTV, OR, ARGUS
ତୁମେ କ'ଣ ଭାବୁଛ ୫ ବର୍ଷ ଅପେକ୍ଷା କରିବେ, ଭାଇ ସେତେବେଳେ ବିଜେଡି ଦୟା ରେ ବିଜେପି ବିଲ୍ ପାସ୍ କରିଥିଲେ ଏବେ ତୁମର ରଂଗ ବାହାର କରି ଦେବ, ତୁମେ କ'ଣ ବସ୍ ରଂଗ ଵଦଳାଇବ ରହ ପୁଅ ପଡିଛୁ ହାଵୁଡେ ଏ ଥର ?????
ଆରେ ବାଳ ତୁ କଣ ଜାଣିବୁ ଗରିବ ଲୋକଙ୍କ କଥା