Rok Thok Live | କୁସୁମା-କେଳେଙ୍କାରୀର ଅଟ୍ଟାଳିକା | 04 Jul 2024 | Argus News
ฝัง
- เผยแพร่เมื่อ 3 ก.ค. 2024
- Rok Thok Live | କୁସୁମା-କେଳେଙ୍କାରୀର ଅଟ୍ଟାଳିକା | 04 Jul 2024 | Argus News
#ArgusNews #RokThok #Bobbydas #controversy #Kusuma #OdishaNews #durgashish
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
TH-cam : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
ଅରଗସ କୁ ଧନ୍ୟବାଦ
ଓଡ଼ିଶା କୁ କାଙ୍ଗାଳ କରିଛନ୍ତି। ବିଜେଡ଼ି ବାଲା ଦେଖରେ।
ମାଗିଆ ବିଜେପି ଚାମଚା
@@pradeepnayak582Gandi more he 😅😅😅😅😅😅
ଚୋର ମାନଙ୍କର ଚୋରୀ ଆଜି ଧରାପଡ଼ିଯାଇଛି... ଧନ୍ୟବାଦ୍ ଅର୍ଗସ୍ ଟିଭି ❤ ଧନ୍ୟବାଦ୍ ଦୁର୍ଗାଶିସ ବାବୁ... ଆପଣଙ୍କର ସଚ୍ଚୋଟତା ଓ ସାହସିକତାକୁ ମୋର ସେଲ୍ୟୁଟ୍
ଏଠି BJD ନାରୀ ନେତ୍ରୀ ମାନଙ୍କୁ ସଂମାନ ଦିଅ ହେଉଥିଲା 😂 ଧନ୍ୟବାଦ argus tv
ଏଟା ନବୀନ ବାବୁଙ୍କ ଅସଲ ସ୍ୱଚ୍ଛ ଶାସନ ।ନବୀନ ବାବୁ ଉତ୍ତର ରଖନ୍ତୁ
ମୂଁ ଆପଣ ଙ୍କ ଭଳି ହେବାକୁ ଚାହଁଉଛି. ସାମ୍ବାଦିକ ଭାଇ 🙏
ଚେଷ୍ଟା କରନ୍ତୁ ଭାଇ
start with making local reports from your area
Real fighter Argus TV
ବବି ଦାସ କୁ ଗିରଫ କରାଯାଉ
ଭାଗ୍ୟ ଭଲ ଓଡିଶା ବାସୀ ଙ୍କର ଠିକ୍ ସମୟରେ ସରକାର ପରିବର୍ତ୍ତନ କରିଦେଲେ ନ ହେଲେ ବିଜେଡି ନେତା ଓଡିଶା କୁ ବିକି ସବୁ ନିଜ ନାମ ରେ କରି ଦେଇଥାନ୍ତେ, ଧନ୍ୟବାଦ ଅର୍ଗସ
Good news argus news
Your great
DURGASHISH BHAI BAHU. ...KHULASA KALE. ....ODISHARA DURNITI BISAYARE
Argos dhanyabad
କିନ୍ତୁ ଘର ଗୋଟେ ଗରିବ ପରିବାରକୁ ମିଳୁନି ଆଲେଶନ୍ ଘରେ ଅୟେଶ କରୁଛନ୍ତି ଠକ
NABINA SARKAR SCHOOL KU TEACHER DEI PARILENI ...BEKAR BARBAD KALE TANKA
Argus is great media
Thank you Durga sing Babu.
ଦୁର୍ଗାଶିଷ, ଦୁର୍ଗା ସିଂ ନୁହେଁ
ବବି ଦାସ ଗୋଟିଏ ନିହାତି ମୁର୍ଖ ଶ୍ରେଣୀର ଲୋକ
ଦେଖାଯାଉଛି ତ ଗଜ ମୂର୍ଖ ଭଳି ପଇସା ତାକୁ ଚାଲାକ କରିଦେଇଛି
ଗଣତନ୍ତ୍ର ରାଷ୍ଟ୍ରରେ ଏକ ଟଙ୍କା ଖର୍ଚ୍ଚ ହେଲେ ତାହାର ହିସାବ ସରକାରଙ୍କୁ ଦେବାକୁ ପଡ଼େ କିନ୍ତୁ ବଡ଼ ବିଡମ୍ବନାର ବିଷୟ ଏଠାରେ ଅତି ପଛୁଆବର୍ଗ ଓ ଭୂମିହୀନ ଜନତାଙ୍କ ପାଇଁ ଯଦି ଦେଢ଼ ଡ଼ିସିମିଲି ଜାଗା ସରକାର କରେଇ ଦେଇଥାନ୍ତେ ତାହେଲେ ଲୋକମାନେ ଥଇଥାନ ହେଇଯାଇଥାନ୍ତେ କିନ୍ତୁ ଯେଉଁ ନେତା ମନ୍ତ୍ରୀଙ୍କୁ ବିଶ୍ୱାସକରି ତାଙ୍କୁ ପାୱାରଫୁଲ କରେଇଲୁ ଶେଷରେ ସେମାନେ ଏହିପରି କାର୍ଯ୍ୟ କରିବେ ବୋଲି ଆମେ କେବେ ଭାବି ନଥିଲୁ ଓ ନିଜକୁ ଅନ୍ୟ ପାଖରେ ଯାଜପୁର ଜିଲ୍ଲାର ନିବାସୀ ବୋଲି ପରିଚୟ ଦେବାକୁ ମଧ୍ୟ ଆମକୁ ଖରାପ ଲାଗୁଛି, ମୁଖ୍ୟ କଥା ହେଉଛି ଆଜିବି ଭାରତୀୟ ନାଗରିକ ଭାରତୀୟ ସମ୍ବିଧାନ କଣ ଜାଣି ନାହାନ୍ତି ଯଦି ଜାଣି ଥାଆନ୍ତେ ତାହେଲେ ଆଜି ଏହିସବୁ କେଳେଙ୍କାରୀ କେବେ ହେଇ ନଥାନ୍ତା କାରଣ ଭାରତୀୟ ଜନତା ସମ୍ବିଧାନ ପଢି ତାଙ୍କର ହକ ଅଧିକାର ଜାଣି ପାରିଥାନ୍ତେ ଓ ସରକାରଙ୍କୁ ପ୍ରଶ୍ନ କରିଥାନ୍ତେ ଯାହା ସରକାର କୌଣସି ଦୁର୍ନୀତି କରିବା ପୂର୍ବରୁ 100 ଥର ଚିନ୍ତା କରିଥାନ୍ତା ତାସହିତ ବିରୋଧୀ ଦଳ ପୁରା ଚୁପଚାପ ହେଇଯାଇଛନ୍ତି ସେଥିପାଇଁ ସତ୍ତାଧାରୀ ନିଜ ମନ ଇଚ୍ଛା କାର୍ଯ୍ୟକ୍ରମ କଲେ ଓ ବିଜେପି ସରକାର ଯେଉଁସବୁ କଥା କହି ଓଡ଼ିଶାରେ ସରକାର ଗଠନ କରିଛନ୍ତି ତାହା ଯଥାଶୀଘ୍ର ସଫଳ କରିଲେ ଆମେ ଓଡିଶାବାସୀ ବିଜେପି ସରକାରଙ୍କ ପ୍ରତି ଚିରପକୃତ ହେବୁ। ଧନ୍ୟବାଦ 🙏🏻
No 1 news editor Durgasish bro
Govt should looking into this please
Bhai ଏମାନଙ୍କୁ ଦୋଷ ଦିଅନ୍ତୁ ନାହିଁ ।mg Naveen ଏସବୁ kelenkari ର ମୂଳ ।mg ku ଝାରପଡ଼ା ପଠାଇବା ଦରକାର ।
ଭାଇ ନବୀନ ବାବୁ ସବୁ ଜାଣନ୍ତି କିନ୍ତୁ ପାଟି ପାଇଁ ସପଟ କରନ୍ତି ଯେତେବେଳେ ବିଜେପି ଜିତଲା ନବୀନ ବାବୁ ଆସଥିଲେ ମନରେ ଟିକେ ଦୁଖ ନ ଥିଲା ସେ ଜାଣିଥିେଲ କି ଏମନେ ଓଡ଼ିଶା କୁ ଖୋଳ କରିବାକୁ ଲାଗିଛନ୍ତି
Collector also involved
Anku jail re pura nala odisha basi mana santi hbani😡😡
ପ୍ରକୃତରେ ତଦନ୍ତ ହେଉ ।ଏହା ଏକଦମ ଠିକି ।
Thanks 👍
Thank you ARGUS news to highlight the genuine issues for sensitisation of people and realise the truth what is happening in a democratic country .Please people think consciously applying conscience as enlightened citizens whether it is destruction or development of society ?
Ganeswar Rout.
Drugasish sir I'm salute you
ବବି କୁ ଆରେଷ୍ଟ କରାଯାଉ ତୁରନ୍ତ
Sobu bhagban nka icha sethipsin bjd harila bhagban sahileni tanko karma
ସବୁ ଚୋରଙ୍କର ଗୁମୋର ଖୋଲିଲେ ଦୂର୍ଗାସିଶ ଭାଇ ଅର୍ଗୁସ ଚାନେଲ କୁ ଅନେକ୍ ଅନେକ୍ ଧନ୍ୟବାଦ୍, ବର୍ତ୍ତମାନ ଆକ୍ସନ ଏଣ୍ଡ ଆକ୍ସନ ନେବେ ମୋହନ ସାର୍,କେତେ ଲୁଟିଚ ବେ ଶଳା ମାନେ, ବାପର ସମ୍ପତ୍ତି ଭାବିଲ ନା କଣ,ସବୁ ଜେଲ୍ ରୋ ଚାରିକାନ୍ଥ ଭିତରେ ମୋରେଇ ହେବ।
Argus kahe sata dekhae sata ❤❤❤❤❤
ବିରଜା ମନ୍ଦିର ପାଖକୁ ଟିକେ ଆସି ବୁଲି ଯାଓ
Tourist Place ହେଉ....
ଏ ପର୍ଯ୍ୟନ୍ତ କ'ଣ କରୁଛି ମୋହନା
ଉହୁଁ ବିଲକୁଲ ଭୁଲ, ମୋହନା କିଏ? ମୋହନବାବୁ କଣ ତମର ସାଙ୍ଗ? ସେ ହେଉଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ, ସମ୍ମାନ ସହିତ ତାଙ୍କର ନାମ ନେବା ଦରକାର, ମୁଁ ଭାବୁଛି ଆବେଗ ବଶତଃ କହିଦେଇଛ, କିନ୍ତୁ ସରକାର ହେବାର ଏକ ମାସବି ହୋଇନି ଟିକେ ଧୈର୍ଯ୍ୟ ଧର ସବୁ ଠିକ ହୋଇଯିବ
Majhi ta bokacha buha ta.... Modi ra bokacha bohiba
Mohan Laxmi bus ra colour change karuchhi
Chiti fond tanka garib lokank tank refond kar
Baby Das ku Mohan sarkar shighra tadanta kari arrest kari thik katha lok lochan ku anantu.Lok nka tanka re tiyari ae ghare kan chalithila tar tadanta kariba uchhit.Baby lok nka tanka pani pari kharcha kari Kritadas hela kipari ?Se ta raja nka pari jiban japan karuthila lok nka tanka re. Sabu tanka ta pakharu recovery kariba uchhit.. Sister apan Mohan sarkar nku Monday ku jai abhijog karantu nija hak pain.Gundraj Odisha ru banda karajau.
Durgashis Babu is one and only fearless person in Odisha
NAVEEN, Collector,Tahasildar,Chairman, Executive officer aau jeun maane involve achhanti semananku turanta phasi dia jau ❤❤❤❤❤❤❤❤❤❤❤
Anku subu Direct incounotor kar odisha ank pai barbad hela
Aragasa prutibira no 1 chebal
Buldjor action kab hoga
Pandu Bobby das Arrest kab Hongey
Sir apna ku BJD ra hall bhaya😂😂
Maa giha ku aaga bandha
Rang Mahal thila
Babi money lutera chitr Bjd patical lider 10000 cr jojana govt economy and rajocosa Odessa tax lutara Babi vary bad patical lider guru sayas trust 9
Sir aap ko to man,naa padegaa 🙏🙏🙏🙏
Bisyostariyo Besaloyo chalithila 😂
Jahara katha kahibare transparency nahi se kn gapiba
ଯେଉଁ ଜାଗାରେ ଜଣେ ସାମ୍ବାଦିକଙ୍କୁ ପ୍ରବେଶ ନିଷେଧ ସେହି ଜାଗାରେ ନିଶ୍ଚିତ ଭାବେ କୋୖଣସି ନା କୌଣସି ଅନୈତିକ ଓ ବେଆଇନ କାମ ଚାଲିଥିବାରୁ କାଳେ ଭଦ୍ର ମୁଖା ଖୋଲି ଯିବ ,, ଚୋର ଚାଣ୍ଡାଳ ମାନଙ୍କ ନିଷ୍ପତ୍ତି ରେ ଲାଗୁ କରାଯିବା ରାଜ୍ୟର ଦୁର୍ଭାଗ୍ୟ !!
ମୁହଁ ରେ ତୁଣ୍ଡି ଲାଗିଛି ପରା ❤❤❤❤❤
Argus media bhai sadharan lokanku kahiki expose karuchanti,
Khali News Kale hebani .... Investigation with immediate action darkar........
Babi govt rajocosa chit 20000cr return money Pradip s.n.s.s99 vary bad patical lider BjD
Jajpur collecter bi seia
Sabu chora tautar
Babi dash should go to jail in that case
Jaijagannath
Jajpur collector aau sp ku dhari chhakaa treatment kale sabu front ku aasiba.
ବ୍ଲୁ ଫିଲ୍ମ ଦେଖୁଥିଲି
Thanks Durga babu
Chhoto chhua khelu thile se sabu bhala lagilani
Sethi pai e ghara
Koresa bibi nka ghara bhabila town ra bahut loka nka sahita emti kale
Au kusuma bhitare room 🙏
Dekha jajpur basi Dekha jajpur re Bikash pachara nikhuna sataa.
Pratap nana delhi ghara tike dekhaile bhal heba
Sir apna ta BJD pachha maridab😂😂😂 Jay Argus sir
Raati re taati baharu thila.. ❤❤❤❤❤
Jajapur COLLECTOR ku dharibaku heba. ❤❤❤❤❤❤
Saburi mula Jada hehuchhi nabin,
Chief minister mukhyamantri aviejogaprakuosta,odeashara,raurkela,sector,anchallarekebekholeba?
ନିନାଆନବେ କଣ ?ଭଲରେ କୁହ
ସେ ସଳା କଣ ଯାଯପୁରର ରଜା ।ମୁ ଏଡେ ମୁଣ୍ଡା କମ୍ୟୁନିଷ୍ଠି ମୋ ଋପ ଏଥର ଦେଖିବ ରହରେ ଶଳା ,ଜିବୁକୂଆଡେ ।
Bhai tumo nomber dobo
12000 toilet bill pay after 2 years later
Vai valse ghanti baharikar
100 Koti ru Adhik Heba
Wait kara kou pachare padijiba,wait and watch ,realise.
ଅତିଶୀଘ୍ର ଏ ବଙ୍ଗଳା ଗୁଡିକୁ ସରକାର ହାତକୁ ନେବା ଉଚିତ ନଚେତ ବବି ଏଥିରେ ଥିବା ଆସବାବପାତ୍ର ନେଇଯାଇପାରନ୍ତି.
ବବୀ ଦାସ ପାଣ୍ଡିଆ ବହୁତ ମାଇକିନା ଖେଳ ଖେଳିଛନ୍ତି ନବିନ ସେଶରେ ଶର୍ଦ୍ଧାନନଙ୍କୁ ଡାକିଲେ କଲେ ଫିଜଥେରାପବନୀଦରବାର ପାଣ୍ଡିଆ ଦରବାର ନବିନ ଦରବାର ବହୁତ ପାପ କାମ କରିଥାଇପାରନ୍ତି ବିଚିତ୍ର ବିଜେଡି ଓଡ଼ିଶାର ଏମିତି ମନଘିହାଁ ସରକାର ଆଉ କେବେ ଦେଖିବାକୁପାଇବନି ବବୀ ଦରବାର
Ama jajpur re emti place achhi ame ebe dekhuchu
Dis ground look like Rastrapati bhawan
jaaiki buli aasa
ଦେଖିଲେ ଆଜ୍ଞା ନବୀନବାବୁ କେତେ ଭଦ୍ର। ସେ ତାଙ୍କ ନେତାଙ୍କ ପାଇଁ କେତେ ରଂଗଶାଳା କରିଛନ୍ତି। ବବି ପାଣ୍ଡିଆ ଓ ବିଜେଡି ଵାଲା ନବୀନଙ୍କୁ ଚିତା କାଟିଲେ, ଏବେ ମସୁଧା ଚାଲିଛି ନବୀନଙ୍କ ପୁତୁରା ଆସିବ। ଓଡ଼ିଶାରେ କି ପାଲା ଚାଲିଛି।
Khali kelenkari dekhaucha but action zero,Ame Kan bjp ku vote deithilu,chup basiba pain,Ame jeteilu 2024 re,au 2029 re harei bi paribu
Ete sabu avijuga pare Kan karuchanti chief minister,,sadharan Luka haithile ete belaku police bandhi sarantani,, babidas bipkhre kn action heuchi taha Sara odisha anei basichi,aha pramanita Kariba CM dhani lokara na garibara sathi,,
A
ଆମ ପୁର୍ବତନ ମୁଖ୍ୟମନ୍ତ୍ରୀ କ'ଣ କିଛି ସୁରାକ ପାଇନଥିଲେ ଏ ସବୁର, କଥା ରେ ଅଛି ତୁ ତ ମୁତୁରୀ ମୁଁ ତ ମୁତୁରା ହେଁସ କାଇଁ ପାଇଁ ଧୋଇବା
Pramila maliku pata raha uttar deba say
dekha dekha BikramArukh Byomkesh Pratap Dev Kouthi Rangasalla Karichhantiki
Au aghaku kevhe hele bi bjd sarkar acibani total bi
jaunu amit saha ra pua ta 10yr bhitare kibbala bussines kala ete paisa rakhichi taku dekheibu
ପ୍ରଥମ ବିଡ଼ିଓ କୁ ଚାକିରୀ ରୁ ବହିଷ୍କାର କରାଯାଉ ।ସବୁ ଗୁମର ଖୋଲି ବ ।ତା ପରେ କଲେକ୍ଟର ଉପରେ କାଯ୍ୟାନୁଷାଠ ନିଆଯାଉ ।
BJD supporter ଟିକେ ଦେଖ ଆଉ ଦେଖିକି ଭୁକିବ, କାହାର କେତେ ଦୁର୍ନୀତି ଆଉ ନୂଆ ସରକାର ମାସେ ହେଇନି ତାକୁ judge କରିବ।
କୌଣସି ପ୍ରମାଣ ନଥିବା ଏହି ଖବରକୁ ଅତି ସୁନ୍ଦର ଭାବରେ ଗୋଟେ ଅତିରଞ୍ଜିତ କାହାଣୀ ପ୍ରସ୍ତୁତ କରି ନିଜ ଗଣମାଧ୍ୟମ ସଂସ୍ଥା ARGUS ଟିଭି ମିଛ ଗୁଜବ ଖବର ପ୍ରସାରଣ କରି ଓଡିଶା ଜନସାଧାରଣଙ୍କୁ ଭ୍ରମିତ କରୁଛି ଏହାର ନିମଛତରା ସାମ୍ବାଦିକ
Aau ghara r Malika kia. Athi a ghara r aabasyaka kn
ଆଖି ରେ ଚଷମା ପିଦିଛନି ସେଥି ପାଇଁ ଦେଖା ଯାଉନି ବିଲଡିଙ୍ଗ ଗୁଡାକ ଏଠି କଣ କରା ଯାଉଥିଲା
@@user-ko4je2ki3w ଏହି ମିଛ ଗୁଜବ ଖବର ଉପରେ ଯାଜପୁର କଲେକ୍ଟର ସରକାରଙ୍କ ତରଫରୁ ତାଙ୍କର ମତାମତ ଦେଇସାରିଲେଣି ଟିକେ ଭଲକି ଖବର ଦେଖ ତାପରେ ଜାଣିପାରିବ ଏହି ନିମଛତରା ସାମ୍ବାଦିକ ର କାରନାମା କଣ
@@user-ko4je2ki3w ଏହି ମିଛ ଗୁଜବ ଖବର ଉପରେ ଯାଜପୁର କଲେକ୍ଟର ତାଙ୍କର ସରକାରୀ ମତାମତ ଦେଇସାରିଲେଣି ତେଣୁ ARGUS ଟିଭି ଦ୍ୱାରା ପ୍ରସାରଣ କରାଯାଉଥିବା ଖବର ଗୋଟେ ଗୁଜବ ଖବର ବୋଲି ଜଣାପଡି ସାରିଲଣି
@@odiaknowledgehubranjit4985 ଏହି ଯୋଜନାର ମାଲିକ ଯାଜପୁର ମୁନିସିପାଲିଟିର ଏବଂ ଏହାର କାର୍ଯ୍ୟ ଓଡିଶା ସରକାର କରୁଥିଲେ ବୋଲି ଯାଜପୁର କଲେକ୍ଟର ତାଙ୍କର ସରକାରୀ ମତାମତ ଦେଇସାରିଲେଣି. ARGUS ଟିଭି ରେ କେବଳ ମିଛ ଏବଂ ଗୁଜବ ଖବର ପ୍ରସାରଣ କରାଯାଇଥାଏ ଓଡିଶା ଜନସାଧାରଣଙ୍କୁ ଭ୍ରମିତ କରିବା ପାଇଁ
Security Bhai manku bada Mg
Bjp ra leader kia ki bjd ru tada khaithiba neta,babu kehi bhala nuhanti re,lankaku jiea gala se Ravan sajila.
Babi das nk bopa paisa re A Alisan bangala tiarie hoine, kebal gariba khati khia nk paisare ba janatank paisa re tiarie karanaichi, kebal babi das nunha pranab balbanta ray A, E pari b, j, d, lidar mane mandhya koti koti kaladhan rakhi chhanti, A, E manku b, j, d ra jetak dagi neta achhanti samstanku jell patha jau,
Kebe tadnta sarkarkar nku sunatu kete din lagib sat kan jajpur basi jantni
To bopa jen tanka rakhithila
Tume ta sabu janicha
agaru kan durgasis babu jani paunayhila ki
Kebe ra NEET katha uthau na .kete tanka khaichha
Biju Janata dala odisa lokanka Bala ,dekhre odisa loka kangala nabin chela sabu sabal
Bia banda khela chalu thela bjd bala khali 24 barsa bia khela karuthile
Kehi kichi dekhi nahanti,kua udigale loke kahibe chua udigala boli.