Rath Yatra 2024 LIVE 🔴 from PURI Jagannath | ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ସିଧା ପ୍ରସାରଣ | CAR FESTIVAL
ฝัง
- เผยแพร่เมื่อ 4 ต.ค. 2024
- ସମସ୍ତ ଭକ୍ତମାନଙ୍କୁ ଅଭିନନ୍ଦନ.. 🙏🏻 ରଥଯାତ୍ରା ପୁରୀରୁ ସିଧା ପ୍ରସାରଣ
Car Festival Live from Puri || Shree Jagannath Rath Yatra Puri 2024
ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ଅଭିହିତ ।
ପ୍ରତ୍ୟେକ ଓଡ଼ିଆର ପ୍ରାଣର ଠାକୁର, ଜଗତର ନାଥ ଜଗନ୍ନାଥ ଭାଇ ଭଉଣୀଙ୍କ ସହ ଭକ୍ତକୁ ଭେଟିବାକୁ ବର୍ଷକେ ଥରେ ଓଲ୍ହାଇ ଆସନ୍ତି ବଡ଼ଦାଣ୍ଡକୁ। ଓଡ଼ିଆ ପରମ୍ପରା ଓ ସଂସ୍କୃତିକୁ ନେଇ ଆମେ ପାଳନ କରୁଛେ ରଥଯାତ୍ରା।
Watch the live streaming of car festival 2024 (Rath Yatra) of Lord Jagannath, Lord Balabhadra & Maa Subhadra live from Puri on " Lubun-Tubun Bhakti " Odia TH-cam channel in HD Quality.
" Lubun-Tubun Bhakti "
ଏହି Video କୁ Like କରନ୍ତୁ, Share କରନ୍ତୁ, Comment କରନ୍ତୁ, ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ନୂଆ ନୂଆ video ର Notification ପାଇବାକୁ " Lubun-Tubun Bhakti " TH-cam channel କୁ Subscribe କରନ୍ତୁ ଓ Bell ର Button ପ୍ରେସ୍ କରନ୍ତୁ I ଆପଣଙ୍କ ଆଶୀର୍ବାଦ ପ୍ରଦାନ କରିବେ, ଆମେ ଆଗକୁ ଆଗକୁ ନୂଆ ନୂଆ ଭାବପୂଣ୍ଣ ଭଜନ ଆପଣମାନଙ୍କୁ ଭେଟି ଦେବୁ I ଧନ୍ୟବାଦ୍ I
----------------------------------------------------------------
► Official Contact : 9776577525
► Whatsapp : 9776577525
► website : www.lubuntubun.com
---------------------------------------------------------------
Like, Share, Support, Subscribe & Comments!!!
---------------------------------------------------------------
SUBSCRIBE to LUBUN-TUBUN BHAKTI channel
👉 bit.ly/37ukckM
----------------------------------------------------------------
Watch & Subscribe to our TH-cam Channels:
ରଥଯାତ୍ରା ପୁରୀରୁ ସିଧା ପ୍ରସାରଣ | Jagannath Rath Yatra 2024 Live 🔴 | Lubun-Tubun Bhakti
🔴 LIVE RATH YATRA 2024 from PURI | ରଥଯାତ୍ରାର ସିଧା ପ୍ରସାରଣ ପୁରୀରୁ | CAR FESTIVAL JAY JAGANNATH DHAM
🔴LIVE Jagannath Rath Yatra 2024 from PURI | ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ସିଧା ପ୍ରସାରଣ | CAR FESTIVAL
Rath Yatra 2024 LIVE 🔴 from PURI Jagannath | ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ସିଧା ପ୍ରସାରଣ | CAR FESTIVAL
#LubunTubunBhakti #jayjagannath #rathayatralive #odiabhaktisongs #LubunTubun #songs #odiabhakti #bhaktisong #LTProduction #odiadevotionalsong #odiabhajan #snanapurnima2024 #rathyatra #lordjagannath #SnanaPurnimaLive #rathayatralive2024 #carfestival #carfestival2024 #jagannath #rathajatra2024