ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
🙏🏾🌹ଆପଣଙ୍କ ସମାଲୋଚନା ନିରପେକ୍ଷ ହୋଇ ଥିବାରୁ ଆପଣଂକୁ ସତ ସତ ପ୍ରଣାମ 🌹🙏🏾
ପ୍ରମିଳା ମଲ୍ଲିକ ପାଗଳି ହୋଇ ଗଲେଣି ।
ପ୍ରମିଳା ମଲ୍ଲିକ ର ଦୁର୍ନିତି ର କେବେ ଅପ୍ ଡେଟ୍ ହେବ BJP ସରକାର କେବେ ତଦନ୍ତ କରି ବ
ନବୀନ ଆଉ 5t ଦି ଜଣ ଙ୍କ ଉପରେ ଭିଜିଲାସନ୍ସ ଚଢ଼ାଉ କଲେ ସବୁ ସତ ବାହାରିବ
ଶବ କହୁଛି ବ୍ରହ୍ମଜ୍ଞାନ 😢 ବିଜେଡି ଦଳ ର ସେପରି ବୁଦ୍ଧିମତୀ ନାରୀ ପ୍ରମିଳା ମଲ୍ଲିକ
ପ୍ରମିଳା ମ୍ୟାଡ଼ାମ ଙ୍କ ଆତ୍ମ ବିଶ୍ୱାସ କୁ ସତ ପ୍ରମାଣିତ କରିବାକୁ ହେଲେ ହିଞ୍ଜିଳି ରୁ ନବୀନ ବାବୁ ଇସ୍ତଫା ଦେଇ ଆଉ ଥରେ ନିର୍ବାଚନ ଲଢ଼ନ୍ତୁ, ତା ପରେ ଜଣା ପଡିବ
😂😂😂
Hariba nabin ebe election hele...
ପ୍ରମିଳା ଙ୍କ ମୁହଁ ରେ କି ଛୁଙ୍କ ଟେ ଦେଲେ ଆଜ୍ଞା। ସତକଥା ସେଠାରୁ ଗଧ ଭଳି।
କେମିତି ଦୁର୍ନୀତି କରିହେବ କେମିତି ଚୋରି କରିହେବ ସେ କ୍ଷେତ୍ରରେ ପ୍ରମିଳା ଅଭିଜ୍ଞ ହେଇପାରେ କିନ୍ତୁ ଅନ୍ୟ କ୍ଷେତ୍ରରେ ସମ୍ପୂର୍ଣ ମୂର୍ଖ।
ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ନବୀନ ବାବୁ ଶେଷ ମୂହୁର୍ତ୍ତ ରେ ଆସି ପରା ହାତ ହଲାଇଥିଲେ ?
ପ୍ରମିଳା ମଲ୍ଲିକ ଙ୍କ ମୁହଁ ଇସ୍ପାତ ଆଉ ,,,,,,,,,, ସନ୍ନିପାତ ! 😁😁😁😁😁😁😁😁😁😁😁😁
ସୁନ୍ଦର ବିଶ୍ଳେଷଣ ସାର୍।
ଆପଣଙ୍କ ସମାଲୋଚନା ନିରପେକ୍ଷ ହୋଇ ଥିବାରୁ ଆପଣଂକୁ ସତ ସତ ପ୍ରଣାମ 🌹🙏🏾
।। ବିଜେଡି ଭାଙ୍ଗୁ ନ ଭାଙ୍ଗୁ ଓଡ଼ିଶା ଭାଙ୍ଗିବା ଥୟ ଜୟ ମାଁ ସମଲେଇ ।।
ଆଜ୍ଞା ଧନ୍ୟବାଦ, ପ୍ରମିଳା ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ତାଙ୍କ ଜାତିର ପରିଚୟ, ତାଙ୍କଠାରୁ ଆଉ କିଛି ଆଶା କରିବା ଭୁଲ
ଛାୟା ମନ୍ତ୍ରୀମଣ୍ଡଳ ଭଳି ଛାୟା ନିର୍ବାଚନ ହେଲେ 140 ସିଟ୍ ଜିତିବେ
ନବୀନ ପଟ୍ଟନାୟକଙ୍କ ହାତରେ ଆଉ ସେହି ମ୍ୟାଜିକ ନାହିଁ
☀️ ଏଠି ଡବଲ ଇଞ୍ଜିନ୍ ସରକାର କୁ ଭାଗବତ ରୁ କିଛି ପାଠ..💐 ଭାରତ ଯୁଦ୍ଧରେ ହରି ଅର୍ଜୁନ ସାରଥୀ.... କୃଷ୍ଣ କଳା ଅର୍ଜୁନ କୁ ଦେଲେ ଦାସରଥି ।। ବଳରାମ ପାଦ ଛୁଇଁ କରିଥିଲେ ସତ୍ୟ.... ଚକ୍ରଧରି ଆପେ ସବୁ କଲେକ ନିପାତ ।। ଧୃତରାଷ୍ଟ୍ର ଶତପୁତ୍ର ଭୀମ ହାତେ ମାରି... ବ୍ୟାସ ସରୋବରେ ଦୁର୍ଯୋଧନ କୁ ସଂହାରି ।। ଏକକାରେ ଏକଛତ୍ର କଲେ ପାଣ୍ଡବଙ୍କୁ...ଦ୍ରୈ।ପଦୀ କେଶ ବାନ୍ଧିଲେ ଭକତି ଭାବକୁ ।।
ପ୍ରମିଳା ମଲ୍ଲିକ ଙ୍କ ଉକ୍ତି ହେଉଛି, ଗଲୁଆଙ୍କ ବାରବାଟି ଚାଷ ! 😁👍👍👍👍👍👍👍👍👍👍
👌👌👌👌👌👌👌👌👌
ଆମେ ତ ଭାଇ ବେହୋସ୍ ଅଛୁତମର ହୋସ୍ ଅଛିସତ କହିବ ଦୁନିଆଁରେ କଣ ଚାଲିଛିଭାଇନା କଣ ଚାଲିଛି?😂😂
5ଟି ଦୃନୀତି ବିଷୟରେ ତଦନ୍ତ ନକଲେ ଆଗାମୀ ପଞ୍ଚାୟତ ନିବ୍ରାଚନ ରେ ବିଜେପି ସରକାର ବିରୁଦ୍ଧରେ ଲୋକମତଯିବ
ଆଜି ଏକଦମ୍ ନିଛକ ଅପ୍ରିୟ ସତକଥା କହିଛନ୍ତି।ଦେଖାଯାଉ ଆଗକୁ, ସେ କଥାକୁ କିଏ କିପରି ବୁଝୁଛନ୍ତି!!!ଜୟ ଜଗନ୍ନାଥ!!!
Good analysis
5t ଦୁର୍ନୀତିର ପ୍ରଥମେ ପର୍ଦାଫାଶ କର ତା ପରେ ବିଜେପି ବଡ଼ ବଡ଼ କଥା କହିବ
ପ୍ରମିଳା ଅପା କଣ ହାଟକୁ?ହଁ ଯାଉଛି ହାଟକୁ ଆଣିବି 140ବଧାୟକ.
ଗେଟୁ ଭାଇ , ଆପଣଙ୍କର ଉପସ୍ଥାପନା ଓ ବିସ୍ଲେସଣ ଶୈଳୀ ବହୁତ ସୁନ୍ଦର. ଏଇମିତି ଆପଣଙ୍କର ଚାନେଲର ସୁନାମ ସବୁଆଡେ ଚର୍ଚିତ ହେଉ . ଗାଁ ରୁ କାର୍ତ୍ତିକ
ଯଦି ଅମିତ୍ ଶାହା ହୁଇସିଲ୍ ମାରି ଦିଅନ୍ତେ, ତେବେ ବିଧାୟିକା ପ୍ରମିଳା ମଲ୍ଲିକ ଙ୍କ କହିବା ଅନୁସାରେ ୧୪୦ ସିଟ୍ ଜିତିବା ବଦଳରେ ୧୪୦ ବିଧାୟକ ମନ୍ତ୍ରୀ ଜେଲ୍ ରେ ପସି ଯା ଅନ୍ତେ ।
Sir,namaskar, You are quite correct on this point
Very good tapik congratulations
ଗର୍ବ ଗଞ୍ଜନ ଦଇତାରୀ, ଗର୍ବ ନ' ସହନ୍ତି କାହାରି 👍।ଜୟ ଶ୍ରୀ ଜଗନ୍ନାଥ 🙏🌹।
ଡାଲି ନାନି ତମେ କେମିତି ଯିତି ଗଲ ସେ କଥା ଜଣାଅଛି
ମୋଦି ଚାହୁନାହାନ୍ତି ଆଉଥରେ BJP ଓଡ଼ିଶା ରେ ଆସୁ।
ନାହିଁ ମ 240 ସିଟ ପାଇଵ ଵିଜେଡା
ଏମିତି ଯଦି ଚାଲେ ଦୁର୍ନୀତି ବିରୁଦ୍ଧରେ କିଛି ପଦକ୍ଷେପ ନ ନେବେ ଲୋକେ ପଂଚାୟତ ନିର୍ବାଚନ ରେ ହୁଇସିଲ ବଜେଇଦେବେ
Action immediately otherwise people will loose confidence on BJP,How many proof u want.
Very good presentation sir 👍👍
ସବୁ କଥା ଆଜ୍ଞା ସଙ୍ଗେ ସଙ୍ଗେ ହୁଏ ନାହିଁ ଜୟ ନାରାୟଣ ବାବୁ ଯାହା କହି ପୁରା ଠିକ୍ କହିଛନ୍ତି , ଆପଣ ଦେଖିଲେ ନାହି ଏଥର ନିର୍ବାଚନ ପରିଚାଳନା କେମିତି କଲା ବିଜେପି ନବିନ ବାବୁଙ୍କ ଉପରେ କେମିତି ଚାବି ଟାଇଟ୍ କରିଲେ । ତେଣୁ ରାଜନୀତିରେ ସମୟ କଥା କୁହେ ଅପେକ୍ଷା କରନ୍ତୁ ବିଜେଡି ଭାଙ୍ଗିବା ଥୟ
👌👌👌
ଶିବସେନାର ଯାହାହେଲା, ଉଦ୍ଧବ ଠାକରେ ସାଙ୍ଗରେ ଧନୁତୀର ମଧ୍ଯ ରହିଲା ନାହିଁ। ସେଇଆ ହୋଇପାରନ୍ତା କିନ୍ତୁ ପାଣ୍ଡିଓନୋମିର କିଛିକାଂଶରେ ଅଂଶିଦାର ବୋଧହୁଏ ଚାଣକ୍ଯ ହୋଇସାରିଛି । ନ ହେଲେ ଏତେ ଆରାମରେ ଅନୁଲୋମବିଲୋମ କରିନଥାନ୍ତା self acclaimed ସନ୍ଯାସୀ ଜଣକ ।
ମୋହନ ସରକାର ଯଦି ପାଣ୍ଡିୟାନ କୁ ଏରେଷ୍ଟ କରିପାରିବ ନାହିଁ । ତାହୀହେଲେ ଓଡିଶା ଲୋକ ଯେଉଁ ଭଳି କ୍ଷମତା ଦେଇଥିଲେ , ଠିକ୍ ସେହିଭଳି ବିଦା କରିଦେବେ, ଠିକ୍ ସମୟରେ।
@PratapchandraSahu-i5f ୫ବର୍ଷ କାଳ ମୋହନ ଭାଇ, ପାନ ଖାଇ, ଦେବ ବିତେଇ ଲାଗିଲାଣି ।
ପ୍ରମିଳା ଭୁଲ୍ କହୁଛନ୍ତି,147 M.L,A ଜିତିବେ
ଡାଲି ନାନୀ ପାଖରେ ବିଞ୍ଜାରପୁର ସିଟ ତ ଅଛି ପ୍ରଥମେ ସେ ଇସ୍ତଫା ଦେଇ ବାଇ ଇଲେକ୍ସନକୁ ଯାଆନ୍ତୁ ବଳେ ଜଣା ପଡ଼ିଯିବ କିଏ କେତେ ପାଣିରେ ଅଛି
ଜୟ ଜଗନ୍ନାଥ 🙏🙏🙏
You are absolutely correct.
ଡାଲି ଦିଦି ଇସ୍ତଫା ଦେଇ ଆଉଥରେ ବୋଟ କରାନ୍ତୁ। ନବୀନ ବାବୁ ଇସ୍ତଫା ଦିଅନ୍ତୁ। ଆଉ ହାତ ହଲାନ୍ତୁ।
Nice presentation sir
ସାର୍ ନମସ୍କାର ଏ ଗୋଟିଏ ବଡ ଅଭିନୟ କରୁଥିଲେ ପୂର୍ବତନ ଛାମୁ
Thanks for your valuable information.
ନିରପେକ୍ଷ ତଥା ଅପ୍ରିୟ ସତ୍ୟ ଉପସ୍ଥାପନା ଅନେକ ଅନେକ ଅଭିନନ୍ଦନ।
ଡାଲି ଚୋରଣୀ କୁ କଣ ଲାଜ ଅଛି ନା ସରମ ଅଛି l
Godbles. You. Forever
ଆଜ୍ଞା ବିଜେଡି ଦଳ ଯେଉଁ ଅବସ୍ଥାରେ ରହିଛି କେବଳ ମିଛ ମାୟା ଓ ନାକାରାତ୍ମକ ଚିନ୍ତାଧାରାକୁ ବଞ୍ଚାଇ ରଖିଛି । ଆଗକୁ ଆଉ କେହି ତାକୁ ଧ୍ୱଂସ ଲୀଳା ରୁ କେହି ବଞ୍ଚାଇ ପାରିବେ ନାହିଁ । ସ୍ୱଚ୍ଛ ଭାରତ ।😊
ପ୍ରମିଳା ମଲ୍ଲିକ ଏଲିୟନ୍
ନବୀନ ପଟ୍ଟନାୟକ କେବେ ବିଜେଡି ଛାଡୁଛନ୍ତି ????
ଏଇଟା ହିଁ ରାଜନୀତି. କିଏ କେତେବେଳେ କଣ କହୁଛି କଣ କରୁଛନ୍ତି ସେ ସରକାର ହେଉ କି ବିରୋଧୀ ଦଳ ର ବିଧାୟକ ହେଉ. ସମଷ୍ଟିଙ୍କୁ ଅଜଣା
ପ୍ରମିଳା ମଲ୍ଲିକ କଥା ଅନୁସାରେ , ବିଜେଡ଼ି ର କୌଣସି ବିଧାୟକ ଇସ୍ତଫା ଦେଇ ସେଇ ଜାଗାରେ ନବୀନ ପଟ୍ଟନାୟକଙ୍କୁ ପାର୍ଥୀ କରାଯାଉ ଦେଖିବେ ବର୍ତ୍ତମାନର ପୋଜିସନ କଣ ଅଛି।
Jay jagannath
ଆପଣ ମଧ୍ୟ ଜଣେ ଭଲ କମେଡିଆନ
ନବୀନ ବାବୁ ନଭେମ୍ବର ରେ ହାତ ହଲେଇ ବାକୁ ବାହାରିବେ, ଗ୍ରସ୍ଥ ସନ୍ଦେହ ରେ, ଯଦିକୌଣସି ମତେ ଆସନ୍ତି ତେବେ ତାଙ୍କର ଲୋକପ୍ରିୟତା ପ୍ରମାଣିତ ହେବ।
Perfect sir
ନେତା ମାନେ ଯୁଆଡେ ପଇସା ସେ ନେତା ମାନେ ପଇସା ପାଇ ବିକି ହେବେ
ବିଜେଡ଼ି ଛାଡ଼ୁଥିବା ନେତା ମାନଂକୁ ଦଳକୁ ଆଣିବା ଭାଜପା ପାଇଁ ଅନ୍ତର୍ଘାତୀ ହବନି ତ ?
Thank you for your information about Nabin and B J D.
Currect
ଏବେ ଯଦି ଇଲେକ୍ସନ ହୁଏ ତାହାଲେ ଡାଲି ଚୋରଣି madam ନିଜେ ଜିତିବେତ?
ମାନ୍ୟବର ମୁଖ୍ୟମନ୍ତ୍ରୀ ତୀକ୍ଷ୍ଣ ନିଷ୍ପତ୍ତି ଗ୍ରହଣ କରନ୍ତୁ , ସବୁ ଟାଇଟ୍ ହେଇଯିବେ
Sir , ନବୀନ ପଟ୍ଟନାୟକଙ୍କ ସରକାର୍ କଣ ଛ ମାସ ରେ ସବୁ ଉନ୍ନତି ମୂଳକ କାର୍ଯ୍ୟ କରିଦେଇଥିଲେ ....?
ପ୍ରମିଳା ନାନୀ ବୋଧହୁଏ ପାଣ୍ଡିଆନ ର ପଦାଙ୍କ ଅନୁସରଣ କରିବାକୁ ଯାଉଛନ୍ତି। ନୂଆ ପାଣ୍ଡିଆନ ରୂପେ ଉଭା ହେବେ ।
Right ❤
Right. Assessment
5 ତ ନାୟକ ବିଜେପି ଉଚ୍ଚ ମହଲ ରେ ସହ ସହ କୋଟି ଦେଇ ଶରଣ ନେଇଛି l
117ଆସନ ଅଧା ବି ହେଲାଣି...
ରାଜନୀତି ବାୟାଣୀ
ଏମିତି କଥା କହି କହି ୫ ବର୍ଷ ସରିଯିବ । ତା ପରେ ବିଜେପି ଓଡ଼ିଶା ରେ ସ୍ୱାହା ହୋଇଯିବ।କେବଳ କଥା କୁହା ସରକାର!!!!!
ଜୟ ଶ୍ରୀ ଜଗନ୍ନାଥ 🙏 ଅତି ପରିଚୟେ ଗୌରବ ନଷ୍ଟ ହେଇଥାଏ ଯୋଉଥି ପାଇଁ ବିଜେଡିର ଶୋଚନୀୟ ପରାଜୟ ହେଲା କିନ୍ତୁ ପ୍ରମିଳା ମ୍ୟାଡାମ୍ କଂର ମୁହଁଜୋର କଥା ଶୁଣି ତାଙ୍କ ର ମନର ଆଶା ଓ ବିଶ୍ବାସ ଉପରେ ପୁରା ଦୁସ୍ଥ ଆସ୍ଥା ଅଛି ବୋଲି ଲାଗୁଚି......
Aapananka bichara mahan nirbhaya gumara chanel ❤❤❤❤❤❤❤❤❤❤
JAI JAI SHREE JAGANNATH
ଯେପରି ଆଗରୁ ଓଡ଼ିଶାରେ ବିଜେପି ସଭାପତି କିଏ ହେବ. ବିଜେଡି ନବୀନ ଠୀକ କରୁଥିଲେ. ଏବେ ସେହିପରି କଂଗ୍ରେସ ଓଡିଶା ରାଜ୍ୟ ସଭାପତି କିଏ ହେବ ତାକୁ ଚୂଡାନ୍ତ କରୁଛନ୍ତି ସେହି ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ.
ଆଜ୍ଞା ବିଜେପି ହିଁ ପାଣ୍ଡିଆନ କୁ ସୁରକ୍ଷା ଦେଉଛନ୍ତି, ସେଥିପାଇଁ ଦମ୍ଭରେ କହୁଛନ୍ତି ଅମିତ୍ ଶାହା ହୁଇସିଲ୍ ମାରିଲେ ବିଜେଡି ବୁଡ଼ିଯିବ । ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡି ଏବଂ ବିଜେପି ଉଭୟ ଦଳ ଓଡ଼ିଶାରୁ ବୁଡିବାକୁଯାଉଛି ।
ଆପଣ ଆଉ ଫିଲ୍ମ କଥା କହନ୍ତୁନି
Both Party' need for Odisha. So both Party' try for their better survice to people ❤
Good
ରାଜନୀତି ରେ ପଟୁ ନୁହେଁ ଗାଲୁଆ ମହିଳା
ଗଲୁଆଙ୍କ ବାରବାଟି ଚାଷ ।
ଜନାଦେଶ ବିଜୁ ଜନତା ଦଳକୁ ପ୍ରତ୍ଯାଖ୍ଯାନ କରିବା ସତ୍ତ୍ବେ ଦଳର ପରାଜୟକୁ ଆଜି ଯାଏ ସ୍ବୀକାର କରି ପାରି ନାହାନ୍ତି ,ପ୍ରମିଳା ମାଡାମଙ୍କ କଥାରେ କଣ ଆଉଥରେ ନିର୍ବାଚନ କରାଯିବା ବକ୍ତବ୍ଯ ଏକ ପାଗଳ ର ପ୍ରଳାପ ବୋଲି ମନେ କରାଯାଇ ପାରେ ।
ତମେ ବିଜେଡି ବିରୋଧୀ ଚ୍ୟାନେଲ। ବିଜେପି ଠାରୁ ବହୁତ ପଇସା ପାଇଛ ।ଆମକୁ ଭଲଭାବରେ ଜଣା।ଏ ବୟସ ରେ ଏତେ ଚାମଚାଗିରି କରନି
ତମେତ ବିଜେଡିର ବଡ ଚାମଚା ଭଳି ଉତ୍ତର ରଖିଛ
🎉🙏
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ କିଛି ଦିନ ତ ଲାଗିବ study କରିବାକୁ, ଆଉ ଏ BJD ବାଲା ରାଜ୍ୟ କୁ ଭଲ ପାଉଥିଲେ, ଏମିତି ଅରାଜକତା ପରିସ୍ଥିତି ସୃଷ୍ଟି କରୁଛନ୍ତି କାହିଁକି ?
ଆମ ବର୍ତ୍ତମାନ ର ଆଇନ ମନ୍ତ୍ରୀ ବହୁତ ବଡ ବଡ ଭାଷଣ ଦେଉଥିଲେ କଣ ଛାଟ ବାଜିଲା କି ଉପରୁ ତେଣୁ ଚୁପ୍ ହୋଇଗଲେ ।
NSp
ଓଡିଶା ଜନସାଧାରଣଙ୍କ ମଧ୍ୟରୁ ଅନେକ ଚବିଶ ବର୍ଷ ମଧ୍ୟରେ ଏମିତି ମାଗଣା ଖିଆ ହୋଇଯାଇଛନ୍ତି ସେମାନେ ନିଶାଗ୍ରସ୍ତ ରହି ରାଜ୍ୟ ବିଷୟରେ ଚିନ୍ତା କରୁନାହାନ୍ତି /ଏହାର ସୁଯୋଗ ନେଇ ପ୍ରତି ରାଜନୈତିକ ଦଳ ନେତାମାନେ ସେମାନଙ୍କ 114 (ଶହେ ଚଉଡ ପୁରୁଷଙ୍କ ପାଇଁ ରାଜକୋଷ ଲୁଣ୍ଠନକରି ରଖୁଛନ୍ତି / ତେଣୁ ଏଥିରୁ ଯଦି ରାଜ୍ୟକୁ ପ୍ରଭୁ ଜଗନ୍ନାଥ ମୁକୁଳାଇବେ ତେବେ ରାଜ୍ୟ ରହିବ, ନଚେତ ରାଜ୍ୟ ଧ୍ବଂସ ହୋଇଯିବ /
ମୋର ଜଣେ ସାଙ୍ଗ ପଚାରିଲେ ତାଙ୍କ ଆଊ ଜଣେ ସାଙ୍ଗ ଙ୍କୁ ଯେ ପ୍ରମିଳା ଅପା କିଏ। ଉତ୍ତର ପାଇଲେ ଡାଲି। ସେ ହସି ହସି ଫାଟି ପଡିଲେ । କହୁଥିଲେ।
Before GP. Election Odisha Government should take severe action against all corruptions
Pramila Mallick is a day dreamer
Nabinbabu is an unchallengeable journalist odisha has ever seen so far.
ପ୍ରମିଳା ଙ୍କ ଏହା ନିର୍ବୋଧତା ନା ମୁର୍ଖତା ଏବେ ନିର୍ବାଚନ ହେବାର ନାହିଁକି bjd 140 ସିଟ ଜିତିବାର ନାହିଁ ଏହା କେବଳ କ୍ଷମତା ବିହୁନେ ପାଗଳୀର ପ୍ରଳାପ ସାହା ଙ୍କ ହୁଇସିଲ ପରେ ବାଜିଲେ ବି ଚଳିବ କିନ୍ତୁ ଜୟ ବାବଙ୍କୁ ଅନୁରୋଧ ଏ ଓଡିଶାର ଲୁଟେରା ସନ୍ୟାସୀଙ୍କୁ ପ୍ରଥମେ ଜେଲ ପଠାନ୍ତୁ ତେବେ ଓଡିଶାବାସୀ ଦେଖିବେ ସନ୍ୟାସୀ ପ୍ରତି bjp ର ଆଭିମୁଖ୍ୟ କଣ ଯଥା ଶୀଘ୍ର କାର୍ଯ୍ୟକରି କରନ୍ତୁ
ଡାଲି ଚୋରଣୀ ଓଡ଼ିଶା ରେ ନିର୍ବାଚନ କରିବେ କି ?
ମୁହଁ ଇସ୍ପାତ ------ ସନ୍ନିପାତ,,,,,,,ଲୋକେ ଚାହୁଁଛନ୍ତି ସର୍ଦ୍ଦାର କୁ ଜେଲ୍ ରେ ପୁରେଇବା ପାଇଁ,,,,,,bjp ନେତା କଣ କରୁଛନ୍ତି ଖାଲି କଥା କୁହା କପିଳା,,,,,,,,
ବଡ କୁହାଲିଆ |
Nirbhaybabu, aapananka upasthaapana o aalochana nihaati pranidhaana jogya.
ଯେତେବେଳେ ପାଣ୍ଡିଆନ ଦେଖିଲେ ସେ ଓଡ଼ିଶାର ମୁଖ୍ୟ ସଚିବ ହୋଇ ପାରିବେ ନାହିଁ, ସେଥିପାଇଁ ସେ ରଚନା କଲେ 5t ଯାହାଦ୍ଵାରା କି ସବୁ ବିଭାଗ ରେ ତାଙ୍କର କର୍ତ୍ତୃତ୍ୱ ରହି ପାରିବ ଏବଂ ସମ୍ପୂର୍ଣ୍ଣ ଓଡ଼ିଶା କୁ ଲୁଟି ପାରିବେ।
ଆପଣ ଙ୍କ ର କିଛି କାମ ନାହିଁ ସରକାର ତ ଅନିଲ କିଛି କର ଗାଲୁମାରୀ କେତେଦିନ
ରତ୍ନ ଭଣ୍ଡାରକାହିଁକି ଖୋଲା ହେଲା?କିଛି ବୁଝି ହେଉନି...
Today episode is very intersting ,b j d now is going to end
Pramilanka Pralap only.
Quite Senior BJD Party MLA,Binjharpur Madam Pramila Mallick pari Parama Durnitigrasta , Lajyahina ,Behiaa, Pabani etc. Bodhe Odisha as well as India re Khojilebi Milibani .
🙏🏾🌹ଆପଣଙ୍କ ସମାଲୋଚନା ନିରପେକ୍ଷ ହୋଇ ଥିବାରୁ ଆପଣଂକୁ ସତ ସତ ପ୍ରଣାମ 🌹🙏🏾
ପ୍ରମିଳା ମଲ୍ଲିକ ପାଗଳି ହୋଇ ଗଲେଣି ।
ପ୍ରମିଳା ମଲ୍ଲିକ ର ଦୁର୍ନିତି ର କେବେ ଅପ୍ ଡେଟ୍ ହେବ BJP ସରକାର କେବେ ତଦନ୍ତ କରି ବ
ନବୀନ ଆଉ 5t ଦି ଜଣ ଙ୍କ ଉପରେ ଭିଜିଲାସନ୍ସ ଚଢ଼ାଉ କଲେ ସବୁ ସତ ବାହାରିବ
ଶବ କହୁଛି ବ୍ରହ୍ମଜ୍ଞାନ 😢 ବିଜେଡି ଦଳ ର ସେପରି ବୁଦ୍ଧିମତୀ ନାରୀ ପ୍ରମିଳା ମଲ୍ଲିକ
ପ୍ରମିଳା ମ୍ୟାଡ଼ାମ ଙ୍କ ଆତ୍ମ ବିଶ୍ୱାସ କୁ ସତ ପ୍ରମାଣିତ କରିବାକୁ ହେଲେ
ହିଞ୍ଜିଳି ରୁ ନବୀନ ବାବୁ ଇସ୍ତଫା ଦେଇ ଆଉ ଥରେ ନିର୍ବାଚନ ଲଢ଼ନ୍ତୁ, ତା ପରେ ଜଣା ପଡିବ
😂😂😂
Hariba nabin ebe election hele...
ପ୍ରମିଳା ଙ୍କ ମୁହଁ ରେ କି ଛୁଙ୍କ ଟେ ଦେଲେ ଆଜ୍ଞା। ସତକଥା ସେଠାରୁ ଗଧ ଭଳି।
କେମିତି ଦୁର୍ନୀତି କରିହେବ କେମିତି ଚୋରି କରିହେବ ସେ କ୍ଷେତ୍ରରେ ପ୍ରମିଳା ଅଭିଜ୍ଞ ହେଇପାରେ କିନ୍ତୁ ଅନ୍ୟ କ୍ଷେତ୍ରରେ ସମ୍ପୂର୍ଣ ମୂର୍ଖ।
ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ନବୀନ ବାବୁ ଶେଷ ମୂହୁର୍ତ୍ତ ରେ ଆସି ପରା ହାତ ହଲାଇଥିଲେ ?
ପ୍ରମିଳା ମଲ୍ଲିକ ଙ୍କ ମୁହଁ ଇସ୍ପାତ ଆଉ ,,,,,,,,,, ସନ୍ନିପାତ ! 😁😁😁😁😁😁😁😁😁😁😁😁
ସୁନ୍ଦର ବିଶ୍ଳେଷଣ ସାର୍।
ଆପଣଙ୍କ ସମାଲୋଚନା ନିରପେକ୍ଷ ହୋଇ ଥିବାରୁ ଆପଣଂକୁ ସତ ସତ ପ୍ରଣାମ 🌹🙏🏾
।। ବିଜେଡି ଭାଙ୍ଗୁ ନ ଭାଙ୍ଗୁ ଓଡ଼ିଶା ଭାଙ୍ଗିବା ଥୟ ଜୟ ମାଁ ସମଲେଇ ।।
ଆଜ୍ଞା ଧନ୍ୟବାଦ, ପ୍ରମିଳା ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ତାଙ୍କ ଜାତିର ପରିଚୟ, ତାଙ୍କଠାରୁ ଆଉ କିଛି ଆଶା କରିବା ଭୁଲ
ଛାୟା ମନ୍ତ୍ରୀମଣ୍ଡଳ ଭଳି ଛାୟା ନିର୍ବାଚନ ହେଲେ 140 ସିଟ୍ ଜିତିବେ
ନବୀନ ପଟ୍ଟନାୟକଙ୍କ ହାତରେ ଆଉ ସେହି ମ୍ୟାଜିକ ନାହିଁ
☀️ ଏଠି ଡବଲ ଇଞ୍ଜିନ୍ ସରକାର କୁ ଭାଗବତ ରୁ କିଛି ପାଠ..💐 ଭାରତ ଯୁଦ୍ଧରେ ହରି ଅର୍ଜୁନ ସାରଥୀ.... କୃଷ୍ଣ କଳା ଅର୍ଜୁନ କୁ ଦେଲେ ଦାସରଥି ।। ବଳରାମ ପାଦ ଛୁଇଁ କରିଥିଲେ ସତ୍ୟ.... ଚକ୍ରଧରି ଆପେ ସବୁ କଲେକ ନିପାତ ।। ଧୃତରାଷ୍ଟ୍ର ଶତପୁତ୍ର ଭୀମ ହାତେ ମାରି... ବ୍ୟାସ ସରୋବରେ ଦୁର୍ଯୋଧନ କୁ ସଂହାରି ।। ଏକକାରେ ଏକଛତ୍ର କଲେ ପାଣ୍ଡବଙ୍କୁ...ଦ୍ରୈ।ପଦୀ କେଶ ବାନ୍ଧିଲେ ଭକତି ଭାବକୁ ।।
ପ୍ରମିଳା ମଲ୍ଲିକ ଙ୍କ ଉକ୍ତି ହେଉଛି, ଗଲୁଆଙ୍କ ବାରବାଟି ଚାଷ ! 😁👍👍👍👍👍👍👍👍👍👍
👌👌👌👌👌👌👌👌👌
ଆମେ ତ ଭାଇ ବେହୋସ୍ ଅଛୁ
ତମର ହୋସ୍ ଅଛି
ସତ କହିବ ଦୁନିଆଁରେ କଣ ଚାଲିଛି
ଭାଇନା କଣ ଚାଲିଛି?😂😂
5ଟି ଦୃନୀତି ବିଷୟରେ ତଦନ୍ତ ନକଲେ ଆଗାମୀ ପଞ୍ଚାୟତ ନିବ୍ରାଚନ ରେ ବିଜେପି ସରକାର ବିରୁଦ୍ଧରେ ଲୋକମତଯିବ
ଆଜି ଏକଦମ୍ ନିଛକ ଅପ୍ରିୟ ସତକଥା କହିଛନ୍ତି।
ଦେଖାଯାଉ ଆଗକୁ, ସେ କଥାକୁ କିଏ କିପରି ବୁଝୁଛନ୍ତି!!!
ଜୟ ଜଗନ୍ନାଥ!!!
Good analysis
5t ଦୁର୍ନୀତିର ପ୍ରଥମେ ପର୍ଦାଫାଶ କର ତା ପରେ ବିଜେପି ବଡ଼ ବଡ଼ କଥା କହିବ
ପ୍ରମିଳା ଅପା କଣ ହାଟକୁ?ହଁ ଯାଉଛି ହାଟକୁ ଆଣିବି 140ବଧାୟକ.
ଗେଟୁ ଭାଇ , ଆପଣଙ୍କର ଉପସ୍ଥାପନା ଓ ବିସ୍ଲେସଣ ଶୈଳୀ ବହୁତ ସୁନ୍ଦର. ଏଇମିତି ଆପଣଙ୍କର ଚାନେଲର ସୁନାମ ସବୁଆଡେ ଚର୍ଚିତ ହେଉ . ଗାଁ ରୁ କାର୍ତ୍ତିକ
ଯଦି ଅମିତ୍ ଶାହା ହୁଇସିଲ୍ ମାରି ଦିଅନ୍ତେ, ତେବେ ବିଧାୟିକା ପ୍ରମିଳା ମଲ୍ଲିକ ଙ୍କ କହିବା ଅନୁସାରେ ୧୪୦ ସିଟ୍ ଜିତିବା ବଦଳରେ ୧୪୦ ବିଧାୟକ ମନ୍ତ୍ରୀ ଜେଲ୍ ରେ ପସି ଯା ଅନ୍ତେ ।
Sir,namaskar, You are quite correct on this point
Very good tapik congratulations
ଗର୍ବ ଗଞ୍ଜନ ଦଇତାରୀ, ଗର୍ବ ନ' ସହନ୍ତି କାହାରି 👍।ଜୟ ଶ୍ରୀ ଜଗନ୍ନାଥ 🙏🌹।
ଡାଲି ନାନି ତମେ କେମିତି ଯିତି ଗଲ ସେ କଥା ଜଣାଅଛି
ମୋଦି ଚାହୁନାହାନ୍ତି ଆଉଥରେ BJP ଓଡ଼ିଶା ରେ ଆସୁ।
ନାହିଁ ମ 240 ସିଟ ପାଇଵ ଵିଜେଡା
ଏମିତି ଯଦି ଚାଲେ ଦୁର୍ନୀତି ବିରୁଦ୍ଧରେ କିଛି ପଦକ୍ଷେପ ନ ନେବେ ଲୋକେ ପଂଚାୟତ ନିର୍ବାଚନ ରେ ହୁଇସିଲ ବଜେଇଦେବେ
Action immediately otherwise people will loose confidence on BJP,How many proof u want.
Very good presentation sir 👍👍
ସବୁ କଥା ଆଜ୍ଞା ସଙ୍ଗେ ସଙ୍ଗେ ହୁଏ ନାହିଁ ଜୟ ନାରାୟଣ ବାବୁ ଯାହା କହି ପୁରା ଠିକ୍ କହିଛନ୍ତି , ଆପଣ ଦେଖିଲେ ନାହି ଏଥର ନିର୍ବାଚନ ପରିଚାଳନା କେମିତି କଲା ବିଜେପି ନବିନ ବାବୁଙ୍କ ଉପରେ କେମିତି ଚାବି ଟାଇଟ୍ କରିଲେ । ତେଣୁ ରାଜନୀତିରେ ସମୟ କଥା କୁହେ ଅପେକ୍ଷା କରନ୍ତୁ ବିଜେଡି ଭାଙ୍ଗିବା ଥୟ
👌👌👌
ଶିବସେନାର ଯାହାହେଲା, ଉଦ୍ଧବ ଠାକରେ ସାଙ୍ଗରେ ଧନୁତୀର ମଧ୍ଯ ରହିଲା ନାହିଁ। ସେଇଆ ହୋଇପାରନ୍ତା କିନ୍ତୁ ପାଣ୍ଡିଓନୋମିର କିଛିକାଂଶରେ ଅଂଶିଦାର ବୋଧହୁଏ ଚାଣକ୍ଯ ହୋଇସାରିଛି । ନ ହେଲେ ଏତେ ଆରାମରେ ଅନୁଲୋମବିଲୋମ କରିନଥାନ୍ତା self acclaimed ସନ୍ଯାସୀ ଜଣକ ।
ମୋହନ ସରକାର ଯଦି ପାଣ୍ଡିୟାନ କୁ ଏରେଷ୍ଟ କରିପାରିବ ନାହିଁ । ତାହୀହେଲେ ଓଡିଶା ଲୋକ ଯେଉଁ ଭଳି କ୍ଷମତା ଦେଇଥିଲେ , ଠିକ୍ ସେହିଭଳି ବିଦା କରିଦେବେ, ଠିକ୍ ସମୟରେ।
@PratapchandraSahu-i5f ୫ବର୍ଷ କାଳ ମୋହନ ଭାଇ, ପାନ ଖାଇ, ଦେବ ବିତେଇ ଲାଗିଲାଣି ।
ପ୍ରମିଳା ଭୁଲ୍ କହୁଛନ୍ତି,147 M.L,A ଜିତିବେ
ଡାଲି ନାନୀ ପାଖରେ ବିଞ୍ଜାରପୁର ସିଟ ତ ଅଛି ପ୍ରଥମେ ସେ ଇସ୍ତଫା ଦେଇ ବାଇ ଇଲେକ୍ସନକୁ ଯାଆନ୍ତୁ ବଳେ ଜଣା ପଡ଼ିଯିବ କିଏ କେତେ ପାଣିରେ ଅଛି
ଜୟ ଜଗନ୍ନାଥ 🙏🙏🙏
You are absolutely correct.
ଡାଲି ଦିଦି ଇସ୍ତଫା ଦେଇ ଆଉଥରେ ବୋଟ କରାନ୍ତୁ। ନବୀନ ବାବୁ ଇସ୍ତଫା ଦିଅନ୍ତୁ। ଆଉ ହାତ ହଲାନ୍ତୁ।
Nice presentation sir
ସାର୍ ନମସ୍କାର ଏ ଗୋଟିଏ ବଡ ଅଭିନୟ କରୁଥିଲେ ପୂର୍ବତନ ଛାମୁ
Thanks for your valuable information.
ନିରପେକ୍ଷ ତଥା ଅପ୍ରିୟ ସତ୍ୟ ଉପସ୍ଥାପନା ଅନେକ ଅନେକ ଅଭିନନ୍ଦନ।
ଡାଲି ଚୋରଣୀ କୁ କଣ ଲାଜ ଅଛି ନା ସରମ ଅଛି l
Godbles. You. Forever
ଆଜ୍ଞା ବିଜେଡି ଦଳ ଯେଉଁ ଅବସ୍ଥାରେ ରହିଛି କେବଳ ମିଛ ମାୟା ଓ ନାକାରାତ୍ମକ ଚିନ୍ତାଧାରାକୁ ବଞ୍ଚାଇ ରଖିଛି । ଆଗକୁ ଆଉ କେହି ତାକୁ ଧ୍ୱଂସ ଲୀଳା ରୁ କେହି ବଞ୍ଚାଇ ପାରିବେ ନାହିଁ । ସ୍ୱଚ୍ଛ ଭାରତ ।😊
ପ୍ରମିଳା ମଲ୍ଲିକ ଏଲିୟନ୍
ନବୀନ ପଟ୍ଟନାୟକ କେବେ ବିଜେଡି ଛାଡୁଛନ୍ତି ????
ଏଇଟା ହିଁ ରାଜନୀତି. କିଏ କେତେବେଳେ କଣ କହୁଛି କଣ କରୁଛନ୍ତି ସେ ସରକାର ହେଉ କି ବିରୋଧୀ ଦଳ ର ବିଧାୟକ ହେଉ. ସମଷ୍ଟିଙ୍କୁ ଅଜଣା
ପ୍ରମିଳା ମଲ୍ଲିକ କଥା ଅନୁସାରେ , ବିଜେଡ଼ି ର କୌଣସି ବିଧାୟକ ଇସ୍ତଫା ଦେଇ ସେଇ ଜାଗାରେ ନବୀନ ପଟ୍ଟନାୟକଙ୍କୁ ପାର୍ଥୀ କରାଯାଉ ଦେଖିବେ ବର୍ତ୍ତମାନର ପୋଜିସନ କଣ ଅଛି।
Jay jagannath
ଆପଣ ମଧ୍ୟ ଜଣେ ଭଲ କମେଡିଆନ
ନବୀନ ବାବୁ ନଭେମ୍ବର ରେ ହାତ ହଲେଇ ବାକୁ ବାହାରିବେ, ଗ୍ରସ୍ଥ ସନ୍ଦେହ ରେ, ଯଦିକୌଣସି ମତେ ଆସନ୍ତି ତେବେ ତାଙ୍କର ଲୋକପ୍ରିୟତା ପ୍ରମାଣିତ ହେବ।
Perfect sir
ନେତା ମାନେ ଯୁଆଡେ ପଇସା ସେ ନେତା ମାନେ ପଇସା ପାଇ ବିକି ହେବେ
ବିଜେଡ଼ି ଛାଡ଼ୁଥିବା ନେତା ମାନଂକୁ ଦଳକୁ ଆଣିବା ଭାଜପା ପାଇଁ ଅନ୍ତର୍ଘାତୀ ହବନି ତ ?
Thank you for your information about Nabin and B J D.
Currect
ଏବେ ଯଦି ଇଲେକ୍ସନ ହୁଏ ତାହାଲେ ଡାଲି ଚୋରଣି madam ନିଜେ ଜିତିବେତ?
ମାନ୍ୟବର ମୁଖ୍ୟମନ୍ତ୍ରୀ ତୀକ୍ଷ୍ଣ ନିଷ୍ପତ୍ତି ଗ୍ରହଣ କରନ୍ତୁ , ସବୁ ଟାଇଟ୍ ହେଇଯିବେ
Sir , ନବୀନ ପଟ୍ଟନାୟକଙ୍କ ସରକାର୍ କଣ ଛ ମାସ ରେ ସବୁ ଉନ୍ନତି ମୂଳକ କାର୍ଯ୍ୟ କରିଦେଇଥିଲେ ....?
ପ୍ରମିଳା ନାନୀ ବୋଧହୁଏ ପାଣ୍ଡିଆନ ର ପଦାଙ୍କ ଅନୁସରଣ କରିବାକୁ ଯାଉଛନ୍ତି। ନୂଆ ପାଣ୍ଡିଆନ ରୂପେ ଉଭା ହେବେ ।
Right ❤
Right. Assessment
5 ତ ନାୟକ ବିଜେପି ଉଚ୍ଚ ମହଲ ରେ ସହ ସହ କୋଟି ଦେଇ ଶରଣ ନେଇଛି l
117ଆସନ ଅଧା ବି ହେଲାଣି...
ରାଜନୀତି ବାୟାଣୀ
ଏମିତି କଥା କହି କହି ୫ ବର୍ଷ ସରିଯିବ । ତା ପରେ ବିଜେପି ଓଡ଼ିଶା ରେ ସ୍ୱାହା ହୋଇଯିବ।କେବଳ କଥା କୁହା ସରକାର!!!!!
ଜୟ ଶ୍ରୀ ଜଗନ୍ନାଥ 🙏
ଅତି ପରିଚୟେ ଗୌରବ ନଷ୍ଟ ହେଇଥାଏ ଯୋଉଥି ପାଇଁ ବିଜେଡିର ଶୋଚନୀୟ ପରାଜୟ ହେଲା କିନ୍ତୁ ପ୍ରମିଳା ମ୍ୟାଡାମ୍ କଂର ମୁହଁଜୋର କଥା ଶୁଣି ତାଙ୍କ ର ମନର ଆଶା ଓ ବିଶ୍ବାସ ଉପରେ ପୁରା ଦୁସ୍ଥ ଆସ୍ଥା ଅଛି ବୋଲି ଲାଗୁଚି......
Aapananka bichara mahan nirbhaya gumara chanel ❤❤❤❤❤❤❤❤❤❤
JAI JAI SHREE JAGANNATH
ଯେପରି ଆଗରୁ ଓଡ଼ିଶାରେ ବିଜେପି ସଭାପତି କିଏ ହେବ. ବିଜେଡି ନବୀନ ଠୀକ କରୁଥିଲେ. ଏବେ ସେହିପରି କଂଗ୍ରେସ ଓଡିଶା ରାଜ୍ୟ ସଭାପତି କିଏ ହେବ ତାକୁ ଚୂଡାନ୍ତ କରୁଛନ୍ତି ସେହି ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ.
ଆଜ୍ଞା ବିଜେପି ହିଁ ପାଣ୍ଡିଆନ କୁ ସୁରକ୍ଷା ଦେଉଛନ୍ତି, ସେଥିପାଇଁ ଦମ୍ଭରେ କହୁଛନ୍ତି ଅମିତ୍ ଶାହା ହୁଇସିଲ୍ ମାରିଲେ ବିଜେଡି ବୁଡ଼ିଯିବ । ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡି ଏବଂ ବିଜେପି ଉଭୟ ଦଳ ଓଡ଼ିଶାରୁ ବୁଡିବାକୁଯାଉଛି ।
ଆପଣ ଆଉ ଫିଲ୍ମ କଥା କହନ୍ତୁନି
Both Party' need for Odisha. So both Party' try for their better survice to people ❤
Good
ରାଜନୀତି ରେ ପଟୁ ନୁହେଁ ଗାଲୁଆ ମହିଳା
ଗଲୁଆଙ୍କ ବାରବାଟି ଚାଷ ।
ଜନାଦେଶ ବିଜୁ ଜନତା ଦଳକୁ ପ୍ରତ୍ଯାଖ୍ଯାନ କରିବା ସତ୍ତ୍ବେ ଦଳର ପରାଜୟକୁ ଆଜି ଯାଏ ସ୍ବୀକାର କରି ପାରି ନାହାନ୍ତି ,ପ୍ରମିଳା ମାଡାମଙ୍କ କଥାରେ କଣ ଆଉଥରେ ନିର୍ବାଚନ କରାଯିବା ବକ୍ତବ୍ଯ ଏକ ପାଗଳ ର ପ୍ରଳାପ ବୋଲି ମନେ କରାଯାଇ ପାରେ ।
ତମେ ବିଜେଡି ବିରୋଧୀ ଚ୍ୟାନେଲ। ବିଜେପି ଠାରୁ ବହୁତ ପଇସା ପାଇଛ ।ଆମକୁ ଭଲଭାବରେ ଜଣା।ଏ ବୟସ ରେ ଏତେ ଚାମଚାଗିରି କରନି
ତମେତ ବିଜେଡିର ବଡ ଚାମଚା ଭଳି ଉତ୍ତର ରଖିଛ
🎉🙏
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ କିଛି ଦିନ ତ ଲାଗିବ study କରିବାକୁ, ଆଉ ଏ BJD ବାଲା ରାଜ୍ୟ କୁ ଭଲ ପାଉଥିଲେ, ଏମିତି ଅରାଜକତା ପରିସ୍ଥିତି ସୃଷ୍ଟି କରୁଛନ୍ତି କାହିଁକି ?
ଆମ ବର୍ତ୍ତମାନ ର ଆଇନ ମନ୍ତ୍ରୀ ବହୁତ ବଡ ବଡ ଭାଷଣ ଦେଉଥିଲେ କଣ ଛାଟ ବାଜିଲା କି ଉପରୁ ତେଣୁ ଚୁପ୍ ହୋଇଗଲେ ।
N
Sp
ଓଡିଶା ଜନସାଧାରଣଙ୍କ ମଧ୍ୟରୁ ଅନେକ ଚବିଶ ବର୍ଷ ମଧ୍ୟରେ ଏମିତି ମାଗଣା ଖିଆ ହୋଇଯାଇଛନ୍ତି ସେମାନେ ନିଶାଗ୍ରସ୍ତ ରହି ରାଜ୍ୟ ବିଷୟରେ ଚିନ୍ତା କରୁନାହାନ୍ତି /ଏହାର ସୁଯୋଗ ନେଇ ପ୍ରତି ରାଜନୈତିକ ଦଳ ନେତାମାନେ ସେମାନଙ୍କ 114 (ଶହେ ଚଉଡ ପୁରୁଷଙ୍କ ପାଇଁ ରାଜକୋଷ ଲୁଣ୍ଠନକରି ରଖୁଛନ୍ତି / ତେଣୁ ଏଥିରୁ ଯଦି ରାଜ୍ୟକୁ ପ୍ରଭୁ ଜଗନ୍ନାଥ ମୁକୁଳାଇବେ ତେବେ ରାଜ୍ୟ ରହିବ, ନଚେତ ରାଜ୍ୟ ଧ୍ବଂସ ହୋଇଯିବ /
ମୋର ଜଣେ ସାଙ୍ଗ ପଚାରିଲେ ତାଙ୍କ ଆଊ ଜଣେ ସାଙ୍ଗ ଙ୍କୁ ଯେ ପ୍ରମିଳା ଅପା କିଏ। ଉତ୍ତର ପାଇଲେ ଡାଲି। ସେ ହସି ହସି ଫାଟି ପଡିଲେ । କହୁଥିଲେ।
Before GP. Election Odisha Government should take severe action against all corruptions
Pramila Mallick is a day dreamer
Nabinbabu is an unchallengeable journalist odisha has ever seen so far.
ପ୍ରମିଳା ଙ୍କ ଏହା ନିର୍ବୋଧତା ନା ମୁର୍ଖତା ଏବେ ନିର୍ବାଚନ ହେବାର ନାହିଁକି bjd 140 ସିଟ ଜିତିବାର ନାହିଁ ଏହା କେବଳ କ୍ଷମତା ବିହୁନେ ପାଗଳୀର ପ୍ରଳାପ ସାହା ଙ୍କ ହୁଇସିଲ ପରେ ବାଜିଲେ ବି ଚଳିବ କିନ୍ତୁ ଜୟ ବାବଙ୍କୁ ଅନୁରୋଧ ଏ ଓଡିଶାର ଲୁଟେରା ସନ୍ୟାସୀଙ୍କୁ ପ୍ରଥମେ ଜେଲ ପଠାନ୍ତୁ ତେବେ ଓଡିଶାବାସୀ ଦେଖିବେ ସନ୍ୟାସୀ ପ୍ରତି bjp ର ଆଭିମୁଖ୍ୟ କଣ ଯଥା ଶୀଘ୍ର କାର୍ଯ୍ୟକରି କରନ୍ତୁ
ଡାଲି ଚୋରଣୀ ଓଡ଼ିଶା ରେ ନିର୍ବାଚନ କରିବେ କି ?
ମୁହଁ ଇସ୍ପାତ ------ ସନ୍ନିପାତ,,,,,,,
ଲୋକେ ଚାହୁଁଛନ୍ତି ସର୍ଦ୍ଦାର କୁ ଜେଲ୍ ରେ ପୁରେଇବା ପାଇଁ,,,,,,bjp ନେତା କଣ କରୁଛନ୍ତି ଖାଲି କଥା କୁହା କପିଳା,,,,,,,,
ବଡ କୁହାଲିଆ |
Nirbhaybabu, aapananka upasthaapana o aalochana nihaati pranidhaana jogya.
ଯେତେବେଳେ ପାଣ୍ଡିଆନ ଦେଖିଲେ ସେ ଓଡ଼ିଶାର ମୁଖ୍ୟ ସଚିବ ହୋଇ ପାରିବେ ନାହିଁ, ସେଥିପାଇଁ ସେ ରଚନା କଲେ 5t ଯାହାଦ୍ଵାରା କି ସବୁ ବିଭାଗ ରେ ତାଙ୍କର କର୍ତ୍ତୃତ୍ୱ ରହି ପାରିବ ଏବଂ ସମ୍ପୂର୍ଣ୍ଣ ଓଡ଼ିଶା କୁ ଲୁଟି ପାରିବେ।
ଆପଣ ଙ୍କ ର କିଛି କାମ ନାହିଁ ସରକାର ତ ଅନିଲ କିଛି କର ଗାଲୁମାରୀ କେତେଦିନ
ରତ୍ନ ଭଣ୍ଡାର
କାହିଁକି ଖୋଲା ହେଲା?
କିଛି ବୁଝି ହେଉନି...