ଆଉ ଗୋଟେ ନୂଆ ଦେଶରେ ମାଳଦ୍ବୀପ ରେ ପହଞ୍ଚି ଗଲି || Maldives Odia vlog

แชร์
ฝัง
  • เผยแพร่เมื่อ 20 ก.ย. 2024

ความคิดเห็น • 1K

  • @MuTraveller
    @MuTraveller  หลายเดือนก่อน +742

    ଆଜି ମୁଁ MALDIVES ଆସିଛି ଆଗକୁ ମଦିଜୀ ବି ଆସିବେ! କିଛି ବଡ କାରଣ ନେଇ ମୁଁ MALDIVES ଆସିଛି ରାଗନ୍ତୁ ନାଇ ମୁଁ NEXT ଭିଡିଓ ରେ ସବୁ କହିଦେବି

    • @sarbeswarasisa1810
      @sarbeswarasisa1810 หลายเดือนก่อน +15

      କିଛି କତା ନାହିଁ ଭାଈ

    • @srikantamishra713
      @srikantamishra713 หลายเดือนก่อน +18

      ଭାଈ ଲୋ ଯା କିନ୍ତୁ ମାଲଦୀପ ପାଇଁ ପ୍ରୋମସନ କରିବ ନାହିଁ ଦୟାକରି..

    • @indian_army_ak47
      @indian_army_ak47 หลายเดือนก่อน +21

      Bhai Tama sister saha tike setting Kari dauna 😊mor

    • @Saudamima
      @Saudamima หลายเดือนก่อน +8

      Bhai kie raguchi😢 tame emti kn kahucha.....are bhai china bi ama satru heiki jadi loka buli Baku jauchanty ....tahale Maldives ta khali hate speech deithila ta loka kn buli jibeni na kn.......kichi katha nahi bhai tame aaram se bula❤❤❤

    • @somanathnayak7135
      @somanathnayak7135 หลายเดือนก่อน +9

      Ok laba bhai long journey ❤❤❤

  • @rakeshbarik948
    @rakeshbarik948 หลายเดือนก่อน +13

    ଘରେ ବସି ମୋବାଇଲ ମାଧ୍ୟମରେ ବିଭିନ୍ନ ଦେଶର ସଂସ୍କୃତି, ସଂସ୍କାର, ପରମ୍ପରା, ଖାଦ୍ୟ, ଘର, ବିଦେଶୀ ମାନଙ୍କ ଚେହେରା, ଭାଷା ଆମେ ସବୁ କିଛି ଦେଖିପାରୁଛୁ ଏହା କେବଳ ଜଣେ ଓଡ଼ିଆ ଆଦିବାସୀ ପାଇଁ ସମ୍ଭବ, ଦ୍ରୌପଦୀ, ମୋହନ, ଲବ ହାଁସଦା, ଓଡ଼ିଆ ଙ୍କ ହୃଦୟ ଜିତୁଛନ୍ତି ସଦା ସର୍ବଦା 🙏ଜୟ ଜଗନ୍ନାଥ 🙏

  • @hoknowledgeodisha
    @hoknowledgeodisha หลายเดือนก่อน +164

    କୁଆଡେ ଗଲ ରେ ଭାଇ ମୟୂରଭଞ୍ଜ ଟୋକା ଗୋଟେ ଗୋଟେ ଲାଇକ୍ ❤Dill ସେ ହେଇଯାଉ 👍👍 ଲବ ଭାଇ ପାଇଁ

  • @bibhutimuduli2318
    @bibhutimuduli2318 หลายเดือนก่อน +115

    ଆରେ ଲବ ଭାଈ ମୁକେଶ ଅମ୍ବାନୀ ଏତେ ବଡ ଧନୀ କିନ୍ତୁ ସେ ଏତିକି ଦେଶ ବୁଲିନଥିବ ମାଡ଼ିଚାଲ

    • @mbjdebashis9734
      @mbjdebashis9734 หลายเดือนก่อน +2

      ଅମ୍ବାନୀ ଭିକାରି ଟା

    • @TilottamaJena-yl4ll
      @TilottamaJena-yl4ll หลายเดือนก่อน +2

      you are right bro ❤❤

    • @HimadriPatra-rp1ko
      @HimadriPatra-rp1ko หลายเดือนก่อน

      Murkha bhalaliya kn Katha barta karucha

    • @HimadriPatra-rp1ko
      @HimadriPatra-rp1ko หลายเดือนก่อน

      ​@@mbjdebashis9734kain se kn to Ghar ku asiki tote kahi thila se bhikhari ta boli

  • @satyabrata254
    @satyabrata254 หลายเดือนก่อน +256

    କିଏ କିଏ ଚାହୁଁଛନ୍ତି ଲବ ଭାଇର 1 million subscriber ଅଗଷ୍ଟ ମାସ ଶେଷ ସୁଦ୍ଧା ହେଇଯାଉ ବୋଲି❤❤❤❤

    • @dhanirambeg7820
      @dhanirambeg7820 หลายเดือนก่อน +1

      ତୁମେ କେତେ ଲୋକ ଙ୍କୁ ସେୟାର କରିଛ

    • @satyabrata254
      @satyabrata254 หลายเดือนก่อน +1

      @@dhanirambeg7820 status deithili

    • @nahakkanhu1997
      @nahakkanhu1997 หลายเดือนก่อน +1

      I AM

    • @uttamscreativity1436
      @uttamscreativity1436 หลายเดือนก่อน +1

      ମୁଁ

  • @BABUKORA938
    @BABUKORA938 หลายเดือนก่อน +4

    କିଏ କିଏ ଚାହୁଁଛନ୍ତି ଲବ ଭାଇର 1 million subscriber ଅଗଷ୍ଟ ମାସ ଶେଷ ସୁଦ୍ଧା ହେଇଯାଉ ବୋଲି

  • @simplelifewithranu
    @simplelifewithranu หลายเดือนก่อน +50

    କୋଉମାନେ ଚାହୁଁଛ ଲବ ଭାଇ ଙ୍କ ର ଅଗଷ୍ଟ 15 ପୂର୍ବରୁ 1m ହେଇଯାଉ❤

    • @Jayapal115
      @Jayapal115 หลายเดือนก่อน +1

      Nuakhai purba ru heba❤❤ sambalpuria like thoka😊❤

    • @lalitmeher9692
      @lalitmeher9692 หลายเดือนก่อน

      Jay maa samalei​@@Jayapal115

  • @Odia_Jhia_Puja_9692
    @Odia_Jhia_Puja_9692 หลายเดือนก่อน +75

    You are great person Broo 👍🔥ଆଜି ମାଳଦ୍ଵୀପ ର view ଦେଖି କାହାକୁ ପସନ୍ଦ୍ ଆସିଲା😊ଲାଇକ୍ କର❤👍🏻👍🏻

  • @Madhusmita787
    @Madhusmita787 หลายเดือนก่อน +39

    ଆଜିର ଭିଡ଼ିଓ ଟି ଦେଖି ବହୁତ୍ ଭଲ ଲାଗିଲା, ସବୁବେଳେ ଏମିତି ଖୁସିରେ ରୁହ, ଭଗବାନ୍ ଙ୍କ ଦୟା ରୁ ଆହୁରି ଆଗକୁ ମାଡି ଚାଲ, ଜୟ ଜଗନ୍ନାଥ ❤❤❤❤❤❤❤❤❤❤❤❤❤❤❤❤

  • @SarojMj1
    @SarojMj1 หลายเดือนก่อน +112

    Odisha ra best vloger laba bhai❤

  • @KhiramatiMD
    @KhiramatiMD หลายเดือนก่อน +86

    ଦଶମାସ ଯିଏ ଗର୍ଭେ ଧରିଥିଲା
    ଜାଣିଛକି ତାର ନାଁ
    ନିଜ ସ୍ତନ ଖିର ଯିଏ ଖୋଇଥିଲା
    ଜାଣିଛଜି ତାର ନାଁ,,
    ରାତି ଉଜାଗର ଯିଏ ହୋଇଥିଲା
    ଜାଣିଛକି ତାର ନାଁ
    ତୁମ ଗୁହ ମୁତ ଯିଏ ପୋଛିଥିଲା
    ଜାଣିଛକି ତାର ନାଁ,,,
    ନିଜେ ନଖାଇ ଯିଏ ଖୋଇ ଥିଲା
    ଜାଣିଛକି ତାର ନାଁ
    ମୁହଁ ଦେଖି ଯିଏ ମନଜାଣୁ ଥିଲା
    ଜାଣିଛକି ତାର ନାଁ,,
    ସ୍ନେହ ମମତାର ଯିଏ ବାନ୍ଧିଥିଲା
    ଜାଣିଛକି ତାର ନାଁ
    ସବୁବେଳେ ଭଲ ଯିଏ ଚାହୁଁଥିଲା
    ଜାଣିଛକି ତାର ନାଁ,,
    ନିଜେ ଦୁଃଖ ଭୋଗି ସୁଖ ଦେଉଥିଲା
    ଜାଣିଛକି ତାର ନାଁ
    ତୁମର ପେଟ କୁ ଯିଏ ଦେଖୁଥିଲା
    ଜାଣିଛକି ତାର ନାଁ,,
    ତୁମ ପାଇଁ ଯିଏ ପୂଜାକରୁଥିଲା
    ଜାଣିଛକି ତାର ନାଁ
    ତୁମ ପାଇଁ ଯିଏ ଉପବାସେ କରୁଥିଲା
    ଜାଣିଛକି ତାର ନାଁ,,,
    ତୁମ ସୁଖେ ସୁଖୀ ଯିଏ ହେଉଥିଲା
    ଜାଣିଛକି ତାର ନାଁ
    ତୁମ ଦୁଃଖେ ଦୁଃଖୀ ଯିଏ ହେଉଥିଲା
    ଜାଣିଛକି ତାର ନାଁ,,,
    ତମେ ବି ଜାଣିଛ ମୁଁ ବି ଜାଣିଛି
    ସିଏ ହେଉଅଛି ମାଆ
    ମମତା ଯାହାର ଅମୂଳ ମୂଲ
    ସିଏ ହେଉଅଛି ମାଆ
    ଯାହା ପାଇଁ ତୁମେ ଦୁନିଆଁ ଦେଖିଲ
    ସିଏ ହେଉଅଛି ମାଆ
    ଯାହା ପାଇଁ ଆଜି ମଣିଷ ହେଇଛ
    ସିଏ ହେଉଅଛି ମାଆ
    ମାଆ ନାହିଁ ଜାର ଶାହା ନାହିଁ ତାର
    ଗୀତାରେ ଲେଖାହୋଇଛି
    ମାଆ କୁ ଯିଏ ଅବହେଳା କରେ
    ସର୍ବଦା ଦୁଃଖ ସେ ପାଇଛି,,,
    ମାଆ ତ୍ୟାଗ କୁ ହୃଦୟଙ୍ଗମ କରି
    ମାଆର ସେବା କରିବ
    ମଣିଷ ଜନମ ପାଇବାଟା ତୁମ
    ଜୀବନ ସାର୍ଥକ ହେବ,,,,

    • @srsmedia6672
      @srsmedia6672 หลายเดือนก่อน +1

      ବହୁତ୍ ବହୁତ୍ ବଢିଆ କବିତା। ଆଗକୁ ଏମିତି ଆହୁରି ଭଲ ଭଲ କବିତା ରଚନା କରନ୍ତୁ। ଜୟ ମା ସମଲେଇ।❤

    • @chandrasekharmajhi7795
      @chandrasekharmajhi7795 หลายเดือนก่อน +1

      Excellent

    • @aratikarua3885
      @aratikarua3885 หลายเดือนก่อน +1

      ବହୁତ୍ ସୁନ୍ଦର୍ କବିତା 🎉

    • @Dilsearuntv
      @Dilsearuntv หลายเดือนก่อน +1

      Very nice

    • @youngG_bgmi_
      @youngG_bgmi_ หลายเดือนก่อน +1

      Very,very,very.......good.

  • @pabitramohandandia274
    @pabitramohandandia274 หลายเดือนก่อน +22

    ଜୟ ଜଗନ୍ନାଥ ଭାଇ,ଆପଣଙ୍କ ଯାତ୍ରା ଶୁଭମୟ ହେଉ ❤❤❤

  • @hrudanandasankhua5824
    @hrudanandasankhua5824 หลายเดือนก่อน +9

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @Odia_Jhia_Puja_9692
    @Odia_Jhia_Puja_9692 หลายเดือนก่อน +88

    HAPPY JOURNEY🤞👍BROO❤ପ୍ରଭୁ ଜଗନ୍ନାଥ ତମକୁ ସବୁବେଳେ ଭଲରେ ରଖନ୍ତୁ ଭାଇ🙏🏻😍
    ଦେଖିବା ପ୍ରଭୁ ଜଗନ୍ନାଥଙ୍କ⭕‼️⭕ପାଇଁ କିଏ କେତେ ଲାଇକ୍ କରୁଛନ୍ତି🙏...👍🏻👍🏻👍🏻

    • @bloodyscalpers
      @bloodyscalpers หลายเดือนก่อน

      Hey puja

    • @benimadhabsarangi2334
      @benimadhabsarangi2334 หลายเดือนก่อน +1

      Thank you. Urmila. Congratulations bhai nku 1M subscriber pain
      .. all

  • @NandakiswarMallick
    @NandakiswarMallick หลายเดือนก่อน +11

    ଜୟ ଶ୍ରୀ ରାମ ନିଳସମୁଦ୍ର ଦେଖି ବହତ ଭଲ ଲାଗିଲା ଏମିତି ସୁନ୍ଦର ସୁନ୍ଦର ଜାଗି ଦେଖାଉ ଥାଅ କନ୍ଧମାଳରୁ ଧନ୍ଯବାଦ

  • @subham1954
    @subham1954 หลายเดือนก่อน +36

    ବହୁତ୍ ଭଲ ଲାଗିଲା ଭିଡିଓ ❤❤❤❤ ଜୟ ଜଗନ୍ନାଥ ❤❤❤ ଲବ ଭାଇ ସବୁ ବେଳେ ଭଲରେ ରୁହ ❤❤❤

  • @duniyarangamancha230
    @duniyarangamancha230 หลายเดือนก่อน +230

    କେନ୍ଦୁଝର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤

    • @jbadra3053
      @jbadra3053 หลายเดือนก่อน +4

      From Harichandanpur

    • @purusottamnaik5110
      @purusottamnaik5110 หลายเดือนก่อน +4

      Jhumpura

    • @rajaonblow87
      @rajaonblow87 หลายเดือนก่อน +2

      ❤Barbil❤

    • @sibasismohanta3923
      @sibasismohanta3923 หลายเดือนก่อน +2

      Dhanabeni 🎉

    • @aratijena9
      @aratijena9 หลายเดือนก่อน +5

      ❤ Anandpur ghasipura

  • @SanandaPanda-y1f
    @SanandaPanda-y1f หลายเดือนก่อน +2

    ଲବ ବାବୁ ! ତୁମେ ଭଉଣୀକୁ ଏତେ ଭଲପାଇଛ ଯେ, ଯେତେ ବେଳେ ବାହା ଦେବ ଦୁହେଁ ବହୁତ କାନ୍ଦିବ । ବହୁତ ଭଳ । ପ୍ରକୃତରେ ଭାଇ ଭାଇ, ଭାଇ ଭଉଣିର ରକ୍ତସମ୍ପର୍କ ଭଗବାନଙ୍କ ମହାଦାନଅଟେ। ଯ।' ବି ହେଉ ଆମକୁ ବିଦେଶ ବହୁତ ଦେଖାଉଛ । ମୁଁ ସଂସ୍କୃତ ରାମାୟଣର ଭାଷ୍ୟ କରୁଛି । ତୁମର ଶ୍ରୀଲଙ୍କା ଭ୍ରମଣ ମତେ ବହୁତ ଭଲଲାଗିଲା ।ବହୁତ ପ୍ରତ୍ୟକ୍ଷତା ପରି ଶିକ୍ଷିଲି । ବହୁତ ଧନ୍ୟବାଦ ।🌹 ନରୱେ ଏବଂ ସ୍ଵିଡେନ କୁ ଭୂବୈକୁଣ୍ଠ ବୋଲି ଅଧ୍ୟାତ୍ମ ଏବଂ ଭୌଗୋଳିକ ସ୍ଥିତି ହେତୁ କୁହାଯାଉଥିଲା । ଥରେ ଭ୍ରମଣ କଲେ ଭଲହୁଅନ୍ତ। ।🌹

  • @ChandanDehury-kg1bj
    @ChandanDehury-kg1bj หลายเดือนก่อน +46

    ଅନୁଗୋଳ ରୁକିଏ କିଏ ଦେଖୁଛ

    • @DillseOdia
      @DillseOdia หลายเดือนก่อน

      ମୁଁ ଦେଖୁଛି

    • @s.khesatecth5157
      @s.khesatecth5157 หลายเดือนก่อน

      Mu b

    • @jkbai57
      @jkbai57 หลายเดือนก่อน

      ❤❤❤❤

    • @RustamPurty
      @RustamPurty หลายเดือนก่อน

      Mu❤❤❤❤❤

    • @nareshng5486
      @nareshng5486 หลายเดือนก่อน +1

      Mu

  • @anupamadas6512
    @anupamadas6512 หลายเดือนก่อน +5

    ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ । ପୁଣି ଥରେ ନୂତନ ଭିଡିଓ ଦେଖି ବାକୁ ମିଳିବ ମାଲଦିପ୍ ।

  • @srsmedia6672
    @srsmedia6672 หลายเดือนก่อน +10

    ମାଡି ଚାଲ, ତମ ଦ୍ଵାରା ଆମେ ଏତେ ସୁନ୍ଦର ସୁନ୍ଦର ଜାଗା ଦେଖି ପାରୁଚୁ। ଜୟ ଜଗନ୍ନାଥ।

  • @AdityabarnaSahu
    @AdityabarnaSahu หลายเดือนก่อน +21

    1st like and comment ❤❤🎉love you Laba bhai❤❤

  • @ManoranjanDhir-gv9yn
    @ManoranjanDhir-gv9yn หลายเดือนก่อน +24

    Laba bhai ro channel re joldi 1million like koridio re loveu laba bhai❤❤❤❤

  • @Surinsurin336
    @Surinsurin336 หลายเดือนก่อน +1

    Love ❤ ବରଗଡ distric ଭାଇ..... ଆମକୁ ଦୁଃଖ ଲାଗୁଛି ଆଦିବାସୀ ଦିବସ ର ସ୍ପେସିଆଲ ଭିଡ଼ିଓ ଉପଲୋଡ କରିଲେ ନାହିଁ..

  • @simple_girl_sushre
    @simple_girl_sushre หลายเดือนก่อน +9

    Odisha no 1 vlogger laba bhai all the best bro

  • @JagadishSahoo-m1s
    @JagadishSahoo-m1s หลายเดือนก่อน +5

    ଅନୁଗୋଳ ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ 🙏💖

  • @judhisthiranaik2503
    @judhisthiranaik2503 หลายเดือนก่อน +3

    🙏ଜୟ ଜଗନ୍ନାଥ 🙏ବହୁତ ହଇରାଣ ହୋଇ ଆମ ମାନଙ୍କୁ ସୁନ୍ଦର ସୁନ୍ଦର ସ୍ଥାନ ଦେଖାଉ ଥିବାରୁ ବହୁତ ବହୁତ ଧନ୍ୟବାଦ l

  • @Nandita809
    @Nandita809 หลายเดือนก่อน +1

    Angul ru mu rinky. sabu bale tama vdo dekhe bhai.,bohut khusi lage tama vdo dekhile❤ thanks

  • @ABUSANTALCHANNELJHARKHAND0021
    @ABUSANTALCHANNELJHARKHAND0021 หลายเดือนก่อน +16

    Loba Hansda ka vlog video kon kon pasand karte hai like ❤

  • @RukshanRefrigeration
    @RukshanRefrigeration หลายเดือนก่อน +7

    ଅନୁଗୋଳ ଜିଲ୍ଲାର କିଏ ଅଛନ୍ତି ଲାଇକ କରନ୍ତୁ ଜୟ ମା ହିଂଗୁଳା କମେଟ ବକ୍ସ ରେ ଲେଖନ୍ତୁ ❤❤❤❤

  • @dulumho2772
    @dulumho2772 หลายเดือนก่อน +6

    ବହୁତ୍ ବଢିଆ ଲାଗିଲା ଭାଇ ❤❤❤❤ଜୟ❤❤ ଜଗନ୍ନାଥ ❤❤❤❤❤ ଲବୋ ❤❤ ଭାଇ ❤❤

  • @thirdeye9492
    @thirdeye9492 หลายเดือนก่อน +13

    Congratulations to MALDIVES trip... wish u a happy n safe journey.... Thanks Lab da ❤️💚👍

  • @lakshmiMajhi-zu3tb
    @lakshmiMajhi-zu3tb หลายเดือนก่อน +5

    ନବରଙ୍ଗପୁରରୁ କିଏ କିଏ ଦେଖୁଛ❤❤❤ ହେ ଜାଗା ଵହୁତ ସୁଦର thank you

  • @brundabanjambeka7789
    @brundabanjambeka7789 หลายเดือนก่อน +1

    Great laba bhai toma jagun ame sabu area dekhi paruchu

  • @9787music
    @9787music หลายเดือนก่อน +8

    ଜୟ ଜଗନ୍ନାଥ ❤️🙏 ପୁରୀ ରୁ କିଏ କିଏ ଦେଖୁଛ ❤❤

  • @HUMTRAVELLER-u9f
    @HUMTRAVELLER-u9f หลายเดือนก่อน +1

    bhai Maldives super island

  • @PadhuriaSipun
    @PadhuriaSipun หลายเดือนก่อน +8

    Mayurbhanj distic ru kia kia dekhucha like karo laba Bhai nku

  • @uttamscreativity1436
    @uttamscreativity1436 หลายเดือนก่อน

    Happy journey Laba bhai, we are with you, keep it up, you may 1m subscriber soon... ଜୟ ଜଗନ୍ନାଥ ⭕❗⭕

  • @GhasiRamHembram-qq5fo
    @GhasiRamHembram-qq5fo หลายเดือนก่อน +6

    ମଲଦୀପ ଜାଗା ଟି ବହୁତ ସୁନ୍ଦର l ᱟᱹᱰᱤ ᱱᱟᱯᱟᱭ ᱫᱤᱥᱚᱢ ᱞᱚᱵᱚ ᱵᱟᱵᱩ l jaj pur (sukinda) ᱵᱩᱨᱩ ᱨᱟᱯᱩᱫ (ବୁରୁ ରାଃପୁଦ୍ ଟଲା )

    • @hansdahram1271
      @hansdahram1271 หลายเดือนก่อน

      ᱥᱟᱨᱦᱟᱣ ᱵᱚᱭᱦᱟ

  • @sewaniguria7332
    @sewaniguria7332 หลายเดือนก่อน

    "Maldives" is one of the best country for explore..❤ mostly i like "Maldives Island"❤..eager to see ur new videos bro,,keep growing ,stay blessed ,stay safe❤❤❤❤❤

  • @SonuRav-gc3w
    @SonuRav-gc3w หลายเดือนก่อน +6

    😮jay jagntha❤❤❤love you laba bhi❤❤

  • @BhimaGadabaa
    @BhimaGadabaa หลายเดือนก่อน

    ଭଲରେ ଯାଇକି ଆସ, ଭଗବାନ ଆଶୀର୍ବାଦ।

  • @UGPMaster
    @UGPMaster หลายเดือนก่อน +49

    କେନ୍ଦୁଝର ଜିଲ୍ଲାର କିଏ କିଏ ଦେଖୁଛ ❤

  • @SmbGkPoint-sh3bn
    @SmbGkPoint-sh3bn หลายเดือนก่อน +4

    ସମ୍ବଲପୁର ରୁ କିଏ କିଏ ଦେଖୁଛ Like କର❤

  • @RabilochanMurmmu-pv8he
    @RabilochanMurmmu-pv8he หลายเดือนก่อน +4

    Nice journey to Maldives

  • @kirankumarbehera3817
    @kirankumarbehera3817 หลายเดือนก่อน

    Brother keep it up.....wish you a happy nd safe journey

  • @MotiramBhatra-et7lk
    @MotiramBhatra-et7lk หลายเดือนก่อน +15

    Khali mo bada bhai arapari re chali gale miss you bhai😭😭😭😭😭

  • @jitendrapradhan4430
    @jitendrapradhan4430 หลายเดือนก่อน

    Maldives my favourite place wao❤❤❤❤❤❤❤❤❤❤❤❤❤❤

  • @rahitking6384
    @rahitking6384 หลายเดือนก่อน +4

    Koraput dist ru kia kia dekucha ❤❤❤❤

  • @kunahembram6321
    @kunahembram6321 หลายเดือนก่อน +2

    ଦେଖିକି ସ୍ବପ୍ନର ଦୁନିଆ ଭଳି ଲାଗୁଛି ❤❤❤

  • @sameertadingi229
    @sameertadingi229 หลายเดือนก่อน +13

    କୋରାପୁଟ ଜିଲ୍ଲାରୁ କିଏ କିଏ ଦେଖୁଛ like କର ଭାଇ ମାନେ ❤️❤️❤️

  • @mamatasoren8469
    @mamatasoren8469 หลายเดือนก่อน +1

    Maldive is very beautiful ❤❤

  • @ranjanpradhan1124
    @ranjanpradhan1124 หลายเดือนก่อน +7

    Very Good bhai

  • @PriyaSunilVlogs-rb3sv
    @PriyaSunilVlogs-rb3sv หลายเดือนก่อน

    ଭାଈ ଭିଡ଼ିଓ ଟା ଫୁଲ୍ ବିବଲ୍ ଓ ଏଣ୍ଟର୍ମେଣ୍ଟ ହେଇଛି 🕺🕺

  • @Biswajitofficialboudh
    @Biswajitofficialboudh หลายเดือนก่อน +3

    Laba Bhai r 1M complete heu kie chahucha ❤❤❤ kara

  • @mrsusilff4905
    @mrsusilff4905 หลายเดือนก่อน +1

    Love from bolangir ❤

  • @marsaltudu2410
    @marsaltudu2410 หลายเดือนก่อน +5

    Johar gi dada

  • @Shreecharankpngok
    @Shreecharankpngok หลายเดือนก่อน

    Kandhamal toka 100 100 ru like kara laba bhainka vdo 👌👍👍👍👍👍❤️❤️❤️❤️

  • @angaming8065
    @angaming8065 หลายเดือนก่อน +6

    Jay Jagannath ❤❤

  • @AlibhaRajput
    @AlibhaRajput หลายเดือนก่อน +1

    Love you love bhai have a great time ❤

  • @lingarajpatra5242
    @lingarajpatra5242 หลายเดือนก่อน +3

    ଲବ ଭାଇ ଥରେ ଛତିଶଗ଼ର ରାଇଗଡ ର ବାବା ଧାମ ଥରେ ଦେଖାଅ

  • @Sibaram12370
    @Sibaram12370 หลายเดือนก่อน +1

    ଓଡ଼ିଶା ରୁ କିଏ କିଏ ଦେଖୁଚ ଭାଇ ଲବ ଭାଇ କୁ ହେଲ୍ପ୍ କର❤❤❤👍

  • @Lipsa6236
    @Lipsa6236 หลายเดือนก่อน +3

    Jay jagannath,, Good morning bhai

  • @SumanSutar-t6n
    @SumanSutar-t6n หลายเดือนก่อน +1

    Bhai namaskar mu video dekhi khusi hauthili but Urmila didi ku chhadila kasta laguchi bahut bhala sister bahut Santa so beautiful didi tanka sahita tamara video bhala laguthila bhalare ruha khusire ruha god bless you

  • @antakumarmajhi6363
    @antakumarmajhi6363 หลายเดือนก่อน +4

    Mayurbhanj ru kiye kiye dekhucho like kara

  • @hatiahatia9298
    @hatiahatia9298 หลายเดือนก่อน

    brother maladipa very nice place

  • @tusarcreater
    @tusarcreater หลายเดือนก่อน +4

    ଓଡ଼ିଆ ଭାଇ ମାନେ ଗୋଟେ LIKE👍 ❤

  • @PokemonUnitemaster-lv8cf
    @PokemonUnitemaster-lv8cf หลายเดือนก่อน

    😅mala Dipa gote v village v nhi😅..bas sabu city achi 🎉❤nice....but pura Pani achi

  • @sagarmilikhusi
    @sagarmilikhusi หลายเดือนก่อน +5

    Wow superlabha bhai

  • @DEVMEDIA2
    @DEVMEDIA2 หลายเดือนก่อน +2

    First vew

  • @jyotiranjannayak102
    @jyotiranjannayak102 หลายเดือนก่อน +3

    Bahut sunder

  • @MahendraGolari-xf9vj
    @MahendraGolari-xf9vj หลายเดือนก่อน +1

    Laba bhai❤❤ view most ochi👌

  • @LalitNaik-l3u
    @LalitNaik-l3u หลายเดือนก่อน +3

    Kalahandi ❤❤❤❤

  • @SadaKhara-ck2ru
    @SadaKhara-ck2ru หลายเดือนก่อน +2

    Maldives re mo dada ochi

  • @sumitradehury2601
    @sumitradehury2601 หลายเดือนก่อน +8

    Very nice video bro ❤️❤🎉🎉

  • @sahadebmajhi2871
    @sahadebmajhi2871 หลายเดือนก่อน +2

    ବହୁତ୍ ଭଲ ହୋଇଛି

  • @benudharanti5195
    @benudharanti5195 หลายเดือนก่อน +3

    ମାଲଦୀପ ରୁ ମାଲ ମାନେ ନେଇ ଆସ ଭାଇ ଓଡିଶାକୁ.😂😂

  • @BhimasinBaske
    @BhimasinBaske หลายเดือนก่อน +12

    Nice video

    • @hara_rata_kola
      @hara_rata_kola หลายเดือนก่อน +2

      ଲବ ଭାଇ କୁ କିଏ କିଏ ପସନ୍ଦ କର ଲାଇକ କର ୧୦୦-୧୦୦ ରେ 👑🌼❤👍

  • @barakudatokarinkudsg154
    @barakudatokarinkudsg154 หลายเดือนก่อน +1

    Pura Attractive jaga brother ❤️❤️

  • @odiareelsofficial2024
    @odiareelsofficial2024 หลายเดือนก่อน +3

    ବଡ଼ମ୍ବା ନରସିଂହପୁର ରୁ କିଏ କିଏ ଦେଖୁଚ like କର ❤

  • @JagannathMurmu-u1d
    @JagannathMurmu-u1d หลายเดือนก่อน

    No 1 vlger in odissa loba hansdah

  • @kanhubehera4592
    @kanhubehera4592 หลายเดือนก่อน

    Happy journey Bhai Jai jagannath 🙏♥️♥️♥️

  • @suryakantaparamanik5389
    @suryakantaparamanik5389 หลายเดือนก่อน +2

    ବାଲେଶ୍ୱର ରୁ କିଏ କିଏ ଦେଖୁଚ like କର

  • @MRSUSANTAYT19
    @MRSUSANTAYT19 หลายเดือนก่อน

    Thank you so much for your lovely wishes and blessings to you and your family and your family members and 🎉❤❤❤

  • @user-yh8jf2ss7w
    @user-yh8jf2ss7w หลายเดือนก่อน

    Bahut Sundar heichi

  • @deepshikhamahanta2486
    @deepshikhamahanta2486 หลายเดือนก่อน +1

    Miss u urmila

  • @Shortvideoviral-fn9eg
    @Shortvideoviral-fn9eg หลายเดือนก่อน

    ବଲାଙ୍ଗୀର ରୁ ଦେଖୁଛନ୍ତି ବଏଲେଁ ଲାଇକ୍ କର❤❤❤

  • @Indian_creator_999
    @Indian_creator_999 หลายเดือนก่อน +1

    ଅରେ ଭାଇ ଲବ ଭାଇ ଙ୍କ ଜିଲ୍ଲା ରୁ କିଏ?from Mayurbhanj

  • @Dasrajib143
    @Dasrajib143 หลายเดือนก่อน

    ATI sundar laba brother

  • @surendradungdung6744
    @surendradungdung6744 หลายเดือนก่อน

    We are very proud to say that you are a ODIA Vloger🎉🎉🎉🎉and you are near 1 million subscribers congratulations 🎉🎉🎉bro

  • @JagmohanPurty-vp1ti
    @JagmohanPurty-vp1ti หลายเดือนก่อน

    Happy journey for Maldip tour all' the best of my wishes from ending of the country father of RAJ KUMAR PURTY ok bye bye

  • @pradeepkumardeuri4510
    @pradeepkumardeuri4510 หลายเดือนก่อน

    ଭାଇ ମାଲଦୀପ କୁ jaeiki ବହୁତ ବଡ ଭୁଲ୍ କରିଦେଲ ତମେ ଜାଣିକି ସବୁ ଏମିତି କଲ ତମେ ଆମ ଭାରତ ର lax ଦୀପ ଯାଇଥାନ୍ତ

  • @purihuika2898
    @purihuika2898 หลายเดือนก่อน

    କୋରାପୁଟ ରୁ ଦିଲ ସେ like bro 🎉

  • @manojtx3
    @manojtx3 หลายเดือนก่อน +2

    Jay jaganath ❤️

  • @AbhimanyoSenapati
    @AbhimanyoSenapati หลายเดือนก่อน +1

    ଭାଇ ଦଶ ରୁପିୟା ଇଣ୍ଡିଆ ଟଙ୍କା କେତେ ତୁମେ ଟିକିଏ କହିବ ❤❤❤

  • @harishchandrahikaka4751
    @harishchandrahikaka4751 หลายเดือนก่อน

    Love from Rayagada odisha ❤

  • @saritaraniachary2261
    @saritaraniachary2261 หลายเดือนก่อน

    Luckiest man from Odisha 👌👌🫡🫡

  • @HariGouda-ym1cv
    @HariGouda-ym1cv หลายเดือนก่อน +1

    Laba Bhai mu Tamara fan❤❤

  • @dhanmanimajhi8766
    @dhanmanimajhi8766 หลายเดือนก่อน

    Very nice lobo bhai🙏🙏🙏 👍👍👍👍

  • @suchitrasabat5096
    @suchitrasabat5096 หลายเดือนก่อน

    Bhagana sada tumaku sahaya huantu🎉