Lava bhai tama video dekhi bahut khushi laguchi ao alaga desha bisaya re janibaku miluchi se thi pain ba hut bhala laguchi tame madya bhala re ruha ebang tuma jatra sabu bele subha maya heo jay jagarnath
Laba Bhai tame Odisha Ra hero Abe heroine mane bi Tama bisayare news re kahu chanthi😊Tama paiki ame bahut garbita tama bapa and maa bahut lucky tama bhali gote pua paichanthi pua nuha ta hira❤
ବହୁତ ଭଲ ଲାଗିଲା ଖାସ୍ କରି ଏଇ ଭିଡିଓ ଟି ❤❤ ଲବ ଭାଇ ଏମିତି ଖୁସି ରେ ରୁହ ❤❤ ଆମକୁ ଏମିତି ଦେଶ ଦୁନିଆ ଦେଖାଉ ଥାଅ ❤❤❤ love you 🎉❤🎉
❤
Love you Gajapati Bhai ❤😊😅😊
❤
Jay jagannatha gajapati bhai
@@MGRAMDASth-cam.com/video/X4JBOURk1SI/w-d-xo.htmlsi=7QytKIGcmEYsE0Sf❤❤❤
Bro tumaku ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ ତମକୁ ପ୍ରସନସନା କରୁଥିବା ର ମୁଁ ଟିଭି ରେ ଦେଖିଲି ବହୁତ ଖୁସି ଲାଗିଲା❤
ଭାଗ୍ୟ ରେ ଥିଲେ ଏମିତି ଜାଗା ଦେଖିବାକୁ ମିଳେ.... ଯା ହେଉ ଲୋବ ଭାଇ ତୁମ ମାଧ୍ୟମରେ ହେଲେ ବି ଆମେ ଦେଖିବାକୁ ପାଇଛୁ.... ଥେଙ୍କ୍ ୟୁ ❤
ଭାଗ୍ୟ କର୍ମ ଅଧୀନ ରେ ଥାଏ, ଭଲ କର୍ମ କରିଲେ ଭାଗ୍ୟ ଖୋଲିଯାଏ,, ତେଣୁ ଆପଣ ଭଲକର୍ମ କରନ୍ତୁ ବିଦେଶ ଯାଇପାରିବେ
ସେ ସେତିକି କଷ୍ଟ କରିଛି ବୋଲି ଆଜି success ପାଇଛି.... ଆଶୀର୍ବାଦ ଦିଅ ଭାଇକୁ ଆହୁରି ଆଗକୁ ଯାଉ ସେ
Tanka thile miliba
www.youtube.com/@RajuDas69Kalandi
I am from jajpur (Panikoili) .... One and only real hero and also my favourite❤️❤️❤️❤️❤️❤️❤️❤️❤️
ଲବ ଭାଇ ଜଣେ ଆଦିବାସୀ ପିଲା କିନ୍ତୁ ଏତେ ଗୁଡାଏ ଦେଶ ବିଦେଶରେ ବୁଲି ଆମକୁ ଖୁସି କରାଉଛନ୍ତି ଧନ୍ୟବାଦ|; କେବଳ ଧନ୍ୟବାଦ ଦେଲେ
କମ୍ ହେବ । ଭଗବାନ ତାଙ୍କର ଉତ୍ତରତର ଉନ୍ନତି କରନ୍ତୁ । ଏହାହିଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ।
Yes sata katha
Bro india pm b bulinothibo
India PM gote chora
www.youtube.com/@RajuDas69Kalandi
ଲବ ବାବୁ ତୁମ ପାଇଁ adisha ବାଷି ଗର୍ବିତ .ତୁମ ଙ୍କୁ
ଭାଗବାନ ସାହ ହୁଏ ନ୍ତୁ ❤ଜୟ ଜଗନ୍ନାଥ
ଲବ ଭାଇ ର ଭିଡିଓ ପୁରା sauth movie ପରି ଲାଗେ ମୋତେ ସବୁ ବେଳେ ଦେଖିବାକୁ ଇଚ୍ଛା କରେ ମୁଁ ଆଜି କାଲି movie ଏତେ ଦେଖୁନି ଖାଲି ଲବ ଭାଇ ର ଭିଡିଓ ଦେଖୁଛି i love you ଲବ ଭାଇ
😂😂
Mu b bhai ❤😊
Hnnn mu bi
Satare yrr
I am also bro..
ଲବ ଭାଇ ର video ଆଉ ମୋବାଇଲରେ ମୁଁ ଦେଖୁନି LED TV full HD quality ରେ ହିଁ ଦେଖୁଛି କାରଣ ଭାଇ ର video quality mind blowing😊😊😊
www.youtube.com/@RajuDas69Kalandi
ଆଜିର ଭିଡ଼ିଓ ଟି ଦେଖି ବହୁତ୍ ଭଲ ଲାଗିଲା, ସବୁବେଳେ ଏମିତି ଖୁସିରେ ରୁହ, ଭଗବାନ୍ ଙ୍କ ଦୟା ରୁ ଆହୁରି ଆଗକୁ ମାଡି ଚାଲ, ଜୟ ଜଗନ୍ନାଥ ❤❤❤❤❤❤❤❤❤❤❤❤❤
ଜୟ ଜଗନ୍ନାଥ
www.youtube.com/@RajuDas69Kalandi
ଭାଇ ତୁମର ବହୁତ୍ ସାହସ ,ଏମିତି ତୁମେ ସାହସ କରି ଆମ ମାନକୁ ଭିଡିଓ ଦେଖାଅ ତୁମକୁ ବହୁତ୍ ଆର୍ଶିବାଦ ଜୟଜଗନ୍ନାଥ ❤❤❤
ଲବ ଭାଇ ଓଡ଼ିଶା ର no 1 TH-cam ra
Yes
Yes
Yes 👍
Yes
କାଲି ଓଡ଼ିଶା ର ନୁହଁ ଇଣ୍ଡିଆ ର no 1 ବାଇ
ବହୁତ୍ ଭଲ ଲାଗିଲା ❤
ଚମତ୍କାର ପରିବେଷଣ ଭାଈ ଆପଣ ଆପଣଙ୍କ ଠାରୁ କିଛିଜାଣି ଥିବାରୁ ଆପଣଙ୍କୂ ଧନ୍ୟବାଦ ❤❤❤
Hii ❤❤❤❤❤❤❤ miss u
ବହୁତ ସୁନ୍ଦର ପ୍ରାକୃତିକ ଜଳପ୍ରପାତ,, ବହୁତ ବହୁତ ଧନ୍ୟବାଦ ଲଵ ଭାଇ ଆମ ଦର୍ଶକ ମାନଙ୍କ ପାଇଁ ଆପଣ ହିଁ ଆମ ଓଡ଼ିଶାର ବିର ପୁତ୍ର ଜୟ ଜଗନ୍ନାଥ 🙏
ଲବ ବାବୁ ଏମିତି ସୁନ୍ଦର ସମୁଦ୍ର ସହର ଦେଖେଇ ଥିବାରୁ ବହୁତ ଧନ୍ୟବାଦ୍
ଲବ ଭାଇ ଙ୍କର ଭିଡ଼ିଓ ଦେଖିବା ପାଇଁ ବହୁତ ଭଲ ଲାଗେ ମୁଁ ସବୁବେଳେ ଦେକେ
ଅନୁ ଚୌଧୁରୀ....ହୀରୋ ହୀନ... ତୁମୁକୁ example ଆଉ ପ୍ରଶଂସା କରିଛନ୍ତି.. Recently
Right Bhai 😊
@@sushilchakisushil557th-cam.com/video/X4JBOURk1SI/w-d-xo.htmlsi=7QytKIGcmEYsE0Sf😊😊
Ho bhai mubi dekhichi
Yes
Hn
🙏ଜୟ ଜଗନ୍ନାଥ 🙏ଲବବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ମାଳଦୀପ ବିଷୟରେ ବହୁତ କିଛି କହିଲେ ଆଉ ବହୁତ ସୁନ୍ଦର ଜାଗା ଦେଖାଇଲେ l
Odisar no 1 TH-camr, so you are great
Maldip is the beautiful place,, ମୁଁ ଭିଡିଓ ଦେଖି ବହୁତ ଖୁସି, keonjhar, Odisha
ମୋତେ ସ୍ୱପ୍ନ ବଳି ଲାଗିଲା ବହୁତ ଭଲ ଲାଗୁଛି ଦେଖିକି
Proud of bhadrak district 👍
Bahut icha thila Eie jaga dekhiba pain but aji video re lava Bhai tome dekheidelo...😊😊 thanks 🙏👍
Bhai ame bhautu khusi e sabu dekhiki❤❤❤
Waoooo😊ଲବ ଭାଇ ସତରେ ବହୁତ୍ ଭଲ ଭିଡ଼ିଓ ଟେ finally ଆଣିଛ 🥰🎉🎉କାହା କାହାକୁ ସବୁ ଆଜିର ଭିଡ଼ିଓ ଭଲ ଲାଗିଲା❤ ଲାଇକ୍ କର😊👍🏻👍🏻
Hii
Very nice
ଲବ ଭାଇ ସତରେ ଜୀବନକୁ ଉପଭୋଗ କରୁଛ, ଭାଗ୍ୟରେ ଥିଲେ ଏମିତି ଜୀବନଟି ମିଳେ,
Love you Laba bhai❤
This years 1 millions gone ❤️❤️laba hansda ❤️😍🎊
ଲବ ଭାଇ ତମେ ଏତେ ବିଷୟ ସବୁ କେମିତି ମନେ ରଖୁଚ ମାନିଗଲି ତମକୁ,this god gifted ❤❤❤❤❤
www.youtube.com/@RajuDas69Kalandi
Sabu videore kichi nua place kichhi nua shikhibaku miluchhi thank you labha bhai 🙏
Joy Indian Laba Hansda Joy Jagannath God bless u❤❤❤❤
ଲବ ଭାଈ ଭିଡ଼ିଓ ଅତି ସୁନ୍ଦର ହେଇଛି super ଜୟ ଜଗନ୍ନାଥ
ସତରେ ଲବ ଭାଇ ଓଡିଶାରେ ନୋ 1 youtuber
1 million complete kar idia bhai mane 😊
ସତରେ ଲବ ଭାଇ ଓଡ଼ିଶାରେ no1 youtuber
ଜୟ ଜଗନ୍ନାଥ ଲବ ଭାଇ ଆପଣଙ୍କ video ବହୁତ ଭଲ ଲାଗୁଚି,,, ମହା ପ୍ରଭୁ ଜଗନ୍ନାଥ ଙ୍କ କୃପା ରୁ ଆପଣଙ୍କ ଆଶା ଶୀଘ୍ର ପୁରା ହେଉ, 🙏
I like your every videos. all videos are very interesting... thanks Laba Bhai ...God bless you
Bohut bohut dhanyawad bhai❤❤ Tuma pain bohut kichhi sikhiba pain miluchhi ❤❤ Bohut agaku jao.....jay jagannath 🙏🙏
Wow super Bowl biutiful picture and watar flait laba hansda to enjoy all the best nambar 1youtubar mu travels laba👍 Jai jagannath
ବହୁତ ସୁନ୍ଦର ଜାଗା ଅଶେଷ ଅଶେଷ ଧନ୍ୟବାଦ ତୁମକୁ l
Bahut Ananda laguchi pratyeka desa re vdo saha ama odia bhasa suna gala❤
ଲବ ବାବୁ ଏ କଣ ଆମକୁ ସପ୍ନ ପରି ଲାଗୁଛି । କିନ୍ତୁ ମୁଁ ତୁମକୁ ବିଶ୍ବାସ କରେ ସବୁ ଠିକ୍ ଦେଖାଉଛନ୍ତି ।
ଆମ ଓଡ଼ିଶା ତମ ପାଇଁ ଗର୍ବ କରୁଛି ଭାଇ😊 ଜୟ ଜଗନ୍ନାଥ ସ୍ବାମୀ ❤ ତମକୁ ସବୁଦିନ ଖୁସିରେ ରଖିଥାଉ love you bhai
th-cam.com/video/8uj5vQo2hKo/w-d-xo.htmlsi=_cmh_z8dMUp1WLP_
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ସୁଦର ଭିଡିଓ ଖୁବ୍ ଭଲ ଲାଗିଲା । ଏମିତି ନୂଆ ନୂଆ ଭିଡିଓ ଆଣିବା ପାଇଁ ଅନୁରୋଧ କରୁଅଛୁ । ଯାହା ବି କରୁଛ ଆମ ପାଇଁ ଆମେ ତ ଜିବନ ଥିବା ଯାକେ ଦେଖି ପାରିବୁ ନାହିଁ ।
ଭାଇ ❤heart❤ ରୁ ତମକୁ ଧନ୍ୟବାଦ ଏହି video ପାଇଁ...✅
ବହୁତ୍ କିଛି ଶିଖିବାକୁ ମିଳିଲା ମୁଁ କେବେ ବୁଲିବାକୁ ଯିବି ମୁଁ ଜାଣିନି ହେଲେ video ଦେଖିକି ଭଲ ଲାଗିଲା thank u bro..🎉
ଜୟ ଜଗନ୍ନାଥ...🚩
Bhai mind-blowing seen
Manigali bro
😊ଜୟ ଜଗନ୍ନାଥ ମୋ vlog ଦେଖନ୍ତୁ କେମିତି ଲାଗୁଛି Comment କରନ୍ତୁ❤
Namaskar bhai 🙏🙏🙏🙏❤❤❤❤ best vedeo maldips vedeo
ଆଜିର ଏହି ଭିଡିଓ ଦେଖି ପୁରା ମୁଣ୍ଡ ଖରାପ୍ ଲବ ଭାଇ। Thank u
Jay Jagannath laba bhai❤❤❤❤❤❤
Bhai ei video taa sabu thu bhala lagila au bahut kichhi sikhibaku mila❤
😊ଜୟ ଜଗନ୍ନାଥ ମୋ vlog ଦେଖନ୍ତୁ କେମିତି ଲାଗୁଛି Comment କରନ୍ତୁ 😘❤
Jahu Bhai Sara duniya amoku dekhouchho sethipain heartly thank you
ଲବ ଭାଇ ଭିଡିଓ ବହୁତ ଭଲ ହେଇଛି ।ଆମ କୁ ଏତେ ସୁନ୍ଦର ଭିଉ ଦେଖେଇ ଥିବାରୁ ଧନ୍ୟବାଦ୍ ।
Thanq lava bai dhuniya dekei thibaru bagaban mangala karu
ବହୁତ ସୁନ୍ଦର ହେଇଛି ବ୍ଲଗ୍😮
ବହୁତ୍ ଭଲ ଲାଗିଲା ଭିଡିଓ ଦେଖି😊 ⭕❗⭕ଜୟ ଜଗନ୍ନାଥ🙌ଜୟ ଶିବ ଶମ୍ଭୁ 🙏ଜୟ ଶ୍ରୀ ରାମ 🚩
❤ ମୟୂରଭଞ୍ଜ
Lava bhai tama video dekhi bahut khushi laguchi ao alaga desha bisaya re janibaku miluchi se thi pain ba hut bhala laguchi tame madya bhala re ruha ebang tuma jatra sabu bele subha maya heo jay jagarnath
ବହୁତ୍ ସୁନ୍ଦର୍ view ହେଇଛି ଭାଇ🙌👌.... ଧନ୍ୟବାଦ୍ ଲବ ଭାଇ ଏତେ ସାରା ଭଲ ଭଲ ଭିଡ଼ିଓ ଆମ ମାନଙ୍କ ପାଇଁ ଆଣୁଛନ୍ତି😍🥰😍👍🏻 Lord Jagannath Bless You 🙏🏻😊...👍🏻👍🏻
ମାଲଦୀପ ବିଷୟରେ ବହୁତ କିଛି ଜାଣିବାକୁ ପାଇଲୁ,ଆଉ ବହୁତ ସୁନ୍ଦର ଯାଗା ଦେଖିବାକୁ ପାଇଲୁ, ଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ଯାତ୍ରା ମଂଗଳ ମୟ ହେଉ,ଜୟ ଜଗନ୍ନାଥ,
www.youtube.com/@RajuDas69Kalandi
So intresting video. Laba bhai thank you
❤ଜୟ ଜଗନ୍ନାଥ ମୋ vlog ଦେଖନ୍ତୁ କେମିତି ଲାଗୁଛି Comment କରନ୍ତୁ 😘
ଭାଇ ତମ ଭିଡିଓ ଦେଖି ମନ ପୁରା ଖୁସି ହେଇଯାଉଛି 😊
Ajira video mate bahut bhala lagila❤❤❤❤
Bahut maja agaya laba hasta bhai yah video dekhkar mein enjoy Kiya Dubai ka information ke liye thanks ❤❤❤❤❤❤
Very beautiful mind setup and thinking laba bhai❤
ଜୟ ଜଗନ୍ନାଥ ମୋ vlog ଦେଖନ୍ତୁ କେମିତି ଲାଗୁଛି Comment କରନ୍ତୁ 😘..
Jay jagannath Bhai 🙏 Bhai Tama muhara sa hasa dakhaiki ausa paniki dakhi bout khusi laghuchi amiti ama manaku khusi doutaa au nija khusi houaa
Laba Bhaii ❤❤❤DIL SE SUPER love from keonjhar
I like you bhai laba handsda ,badia scenery dekhailo .thank you ,enjoy yourself
ଧନ୍ୟବାଦ ଲବ ଭାଇ ଜୟ ଜଗନ୍ନାଥ ଭାଗ୍ୟ ରେ ଥିଲେ ଏମିତି ଜାଗା ଦେଖିବାକୁ ମିଳେ ❤❤❤
Bhai ...apana nka video ru bahut kichi janibaku miluchi...tq bhai🙏
ମୁଁ ଆଜି ଜାଣିଲି କମେଣ୍ଟ ରେ dubble tap କଲେ like ହୁଏ 👍👍
mu b tuma comment pare try karili n janili.
Mb bhai ❤️😂😂 thank you
Maldeep so beautiful location and sea plane so excellent 👌🌹🌹🌹🌹🌹🌹
Ajira video bahut bhola lagila bhai ❤️
ଅତି ସୁନ୍ଦର ଭାଇ ଧନ୍ୟ ତୁମ ଜୀବନ
Jay jaganath,
Tomo vedio ro moja hi olaga ❤❤🎉🎉🎉🎉
Jaldi 1 million hei jau bhagban ku pray koruchi....😊
Hii
ବହୁତ ସୁନ୍ଦର ଲାଗୁଛି ଭାଇ
Odisha proud of you dear Laba Bhai 💕
YT WORLD
ଜୟ ଜଗନ୍ନାଥ ମୋ vlog ଦେଖନ୍ତୁ କେମିତି ଲାଗୁଛି Comment କରନ୍ତୁ 😘😊😊
Bhai tike kahibaki laba bhai sahita kemiti dekha haba pliz kahiba
Bahut sundar lagila bhai Maldives ❤🎉 Very nice explanation about Maldives 👍
Odisha proudly say lobo Bhai great
... youtuber
Anu choudhury madam tuma katha ku bhai kahi bhut khusi heu thile ❤❤ very beautiful 🥰😍💕🥰🥰 video brother jai jagannath ❤❤❤❤❤
Tooo much looking most beautiful...... pictures❤
Congratulations❤
କେନ୍ଦୁଝର ଜିଲ୍ଲାର କିଏ କିଏ ଦେଖୁଛ ❤
ମୁଁ
ମୁଁ ❤
I am in Keonjhar ❤
Mu😊
❤
Love from ନବରଙ୍ଗପୁର ଜିଲ୍ଲା ❤❤❤
ଆଜିର ଭିଡିଓ ରେ ବହୁତ ଭଲ ଲାଗିଲା ଇଶ୍ଵର ଆଶୀର୍ବାଦ କରନ୍ତୁ ଧନ୍ୟବାଦ ଲବ ଭାଇ
May god bless you
Maldip is the beautiful place (God bless you) Kendra pada,odisha
ମୟୁରଭଞ୍ଜ କୁ କିଏ କିଏ ଭଲ ପାଅ like କରନ୍ତୁ
Jay Murugan dev❤
Bhai tume keuthu kahucha
www.youtube.com/@RajuDas69Kalandi
@@AkashSing-b6dwww.youtube.com/@RajuDas69Kalandi
Good video bro, Thank you ❤❤
Very nice Laba bhai sea beach in beautifull
ଜୟ ଜଗନ୍ନାଥ ମୋ vlog ଦେଖନ୍ତୁ କେମିତି ଲାଗୁଛି Comment କରନ୍ତୁ 😘😊❤
Real fan ମୁଁ ଲବ ଭାଇଙ୍କର 😊❤❤❤❤❤
ଏତେ ସୁନ୍ଦର ହେଇଚି ଭାଇ ଭିଡିଓ ଦେଖି ମନ ଖୁସି ଲାଗିଲା
Laba Bhai tame Odisha Ra hero Abe heroine mane bi Tama bisayare news re kahu chanthi😊Tama paiki ame bahut garbita tama bapa and maa bahut lucky tama bhali gote pua paichanthi pua nuha ta hira❤
Love From ❤️ Bhubaneswar
Very nice and very beautiful sea ⛵😍😍😊😊😊❤❤❤
Jai jagannath
Jay jagannath 🙏 Laba bhai tama akhira aama dunia dakhuchu thank you bhai ❤👍
Bahut sundar Bhai
Mast view lova bhai super mind blowing
Very Beautiful ❤️ laba bhae
ଭାଇ ଆପଣଙ୍କ ର ponit of view ବହୁତ ସୁନ୍ଦର. Thank you. Best of luck. May God Bless you
ମୟୂରଭଞ୍ଜ ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤