ବହୁତ୍ ବଢିଆ କାମ କରୁଛନ୍ତି ଲବ ଭାଇ......ଆମ ସଂସ୍କୃତି କୁ bancheiki ରଖୁଛନ୍ତି ଆମ future generations ପାଇଁ....👏🏻.... you are a responsible citizen of our country🇮🇳......we are proud of you❤
Lobo bhai apan mo dream fulfil karidele bahut Bahut dhanyabad ❤manisa gote janma paichi au sabu manisa world tour kariparantini apan mo ichha ku purana karidele God bless u 🙏
ଆପଣ ଙ୍କ ବେଷ୍ଟ୍ ଫ୍ରେଣ୍ଡ୍ ର ନା କମେଣ୍ଟ୍ କରନ୍ତୁ ❤❤ Friendship Day ❤❤
Raju ❤️ and laba hansda ❤️❤️
My small brother chiku is my bestfriend and your big fan my small brother ❤
Happy friendship day
@@kalpana4502 kalpana mo best friend
Sugriv
ଲବ ଭାଇ ତୁମ ମାଧ୍ୟମରେ ମୋର ସବୁ ଇଛା ଆଜି ପୁରଣ କରିଦେଇଛ ଏମିତି କି ପୁରାଣ ଶାସ୍ତ୍ର ରାମାୟଣର ସ୍ଵପ୍ନ ପୁରଣ କରିଥିବାରୁ
ତୁମକୁ ହୃଦୟରୁ ଧନ୍ୟବାଦ ଭାଇ
❤ good
Hn😊
Han bhai😊
ଯିଏ ବି ମୋ କମେଣ୍ଟ ପଢ଼ୁଛ ଭଗବାନ ତାଙ୍କ ବାପା ମା ଘର ପରିବାର ଙ୍କୁ ସବୁବେଳେ ଭଲରେ ରଖନ୍ତୁ ❤❤❤
ମୁ ଆପଣ ଙ୍କ କମେଣ୍ଟ ପଡ଼ିଲି ଭାଇ
I love mom 😊😊
Tama bapa maa nku bi Bhagaban bhalare rakhantu
❤❤❤❤
❤❤❤
ବହୁତ ଭଲ ଲାଗିଲା.. ରାମାୟଣ ର କିଛି part ତୋ ଦେଖିଲୁ ସେମିତି କିଛି ମହାଭାରତ ର part ଦେଖି ବାକୁ ମିଳିଲେ ଅତ୍ୟନ୍ତ ଖୁସି ହୁଅନ୍ତେ.. Love ୟୁ ବ୍ରୋ 🥰
ରାବଣ ର ଲଙ୍କା କୁ ଦେଖେଇ ଥିବାରୁ ବହୁତ୍ ଧନ୍ୟବାଦ୍,
God bless you
ଶ୍ରୀଲଙ୍କା ର ଗାଁ ର ଦୃଶ୍ୟ ଦେଖିବାକୁ କୋଉମାନେ ଚାହୁଁଛନ୍ତି❤
ମୁଁ ଚାହୁଁଛି
Didi ମୁଁ ଚାହେଁ
Ravan ro hatiar dekhibaku ichha houchi
Tme eka dekha kahaku dekhso ni sarijiba
Srilanka re gaan nahi 😅
ବହୁତ୍ ବଢିଆ କାମ କରୁଛନ୍ତି ଲବ ଭାଇ......ଆମ ସଂସ୍କୃତି କୁ bancheiki ରଖୁଛନ୍ତି ଆମ future generations ପାଇଁ....👏🏻.... you are a responsible citizen of our country🇮🇳......we are proud of you❤
କିଏ କିଏ ମୟୂରଭଞ୍ଜ ରୁ ଦେଖୁଛ ଲାଇକ୍ ଗୋଟିଏ ହେଇଯାଉ 👍❤❤
ମ ପାଇଁ ଶ୍ରୀଲଙ୍କା ନୋଟ୍ ଆଣି ଦେବେକି ମୁଁ ଅପେକ୍ଷା ରେ ଅଛି ଜୟ ଜଗନ୍ନାଥ
Love from bisoi (mayurbhanj)
ଲବ ଭାଇ ତୁମକୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଯାହା ସ୍ବପ୍ନ ବଳିଆ ଲାଗୁଛି ତାହା ତୁମକୁ ବାସ୍ତବିକ ତୁମର ଜୀବନ ଧନ୍ୟ ଜୟ ଶ୍ରୀ ରାମ 🙏🙏
ବହୁତ ବହୁତ ଧନ୍ଯବାଦ...କାରଣ ଏତେ ସ୍ମୁତିକୁ ଦେଖିବାଟା ବହୁତ ମୁସ୍କିଲ
ଦେଖିବା ଆଜି କେତେଜଣ ପ୍ରଭୁ ଜଗନ୍ନାଥଙ୍କ ଭକ୍ତ ଅଛନ୍ତି.. ପ୍ରଭୁ ଜଗନ୍ନାଥଙ୍କ ପାଇଁ ଗୋଟେ👍🙌🙏ଆଉ ଜୟ ଜଗନ୍ନାଥ ଲେଖନ୍ତୁ ପ୍ଲିଜ୍😢ଲବ ଭାଇ ଙ୍କୁ ପ୍ରଭୁ ସବୁବେଳେ ଭଲରେ ରୁହନ୍ତୁ ଜୟ ଜଗନ୍ନାଥ ❤️🙏
Jai Jagannath 🙏
ଜୟ ଜଗନ୍ନାଥ ❤
Jay jagannath
Murti pratima suska katha se ki neba baikuntha re pagal
Jay Jagannath
Jay shree Ram ବାଇ ଆପଣ ଯାଇ ଥିବା ରୁ ବହୁତ୍ ବହୁତ୍ ଧନ୍ୟବାଦ୍
ପଶ୍ଚିମ ଓଡ଼ିଶାର କିଏ କିଏ ଦେଖୁଛ ଲବ ଭାଇ ର ଭିଡିଓ❤❤❤❤❤❤❤❤❤❤❤
ମୁଁ ସୋନପୁର ରୁ ଦେଖୁଛି
Sambalpur ru mu dekhuchi❤❤
mui dekhuchhe ho
At-Sambalpur
ପଶ୍ଚିମ ଓଡ଼ିଶାର କୋଉ ଡିଷ୍ଟିକ୍
ମୋ ଜୀବନରେ ଏମିତି ଜାଗା କୁ ଦେଖି ନଥିଲି ଲବ ଭାଇ ଆଜି ପ୍ରଥମ ଥର ପାଇଁ ଦେଖିକି ବହୁତ ଖୁସି ଲାଗିଲା..... 🙏... ଜୟ ଶ୍ରୀରାମ, ଜୟ ରାବଣ
ଭାଇ ତମକୁ ବହୁତ୍ ବହୁତ୍ ଧନ୍ୟବାଦ୍ । ଆମକୁ ସୁନ୍ଦର ସୁନ୍ଦର ଜାଗା ଦେଖଉ ଥିବାରୁ ❤ God bless you
Waoowww 🤗ସତରେ ଲବ ଭାଇ ବହୁତ୍ ସୁନ୍ଦର୍ ଭିଡ଼ିଓ ବନଉଛନ୍ତି 😊👌👌👌😊 ଆଚ୍ଛା କାହା କାହାକୁ ଲବ ଭାଇ ଙ୍କ ଭିଡ଼ିଓ ଦେଖିବକୁ ଭଲ ଲାଗେ ଲାଇକ୍ କର👍👍👍👍👍👍
ଲାଇକି କଲେ ମତେ କଣ ମିଳିବ
@@bibhutimuduli2318 ବହୁତ୍ ସାରା comment ଦେଖିବାକୁ ମିଳିବ🤗
❤
Mate bhala lage
ହଁ ସରୋଜ୍ ଭାଇ@@SarojMj1
ଲବ ଭାଇ ରାବଣର ମହଲ ବିଷଯରେ ବହୁତ କିଛି କହିଲେ ଆପଣଙ୍କୁ ବହତ୍ ବହୁତ୍ ଧନ୍ୟବାଦ❤❤❤
ଲବ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ରାବଣ ରାଜ୍ୟ ଦେଖାଇ ଥିବାରୁ 🙏❤️
ସୁନ୍ଦର ଭିଡିଓ ସହିତ ସୁନ୍ଦର comment ପଢ଼ିବା ର ମଜା ହିଁ କିଛି ଅଲଗା😊🌿🌺
Jay shree Ram bhai❤
Good
ଲବବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, କାରଣ ଆପଣ ଏତେ ସୁନ୍ଦର ଭାବରେ ଲଙ୍କାର ରାବଣର ମହଲ ଦେଖେଇଲେ, ବହୁତ ବହୁତ ସୁନ୍ଦର ଲାଗିଲା, ଆମେ ଘରେ ଥାଇ ଶ୍ରୀଲଙ୍କା ରାବଣର ମହଲ ଦେଖିଲୁ, ଆପଣ ଏତେ ପରିଶ୍ରମ କରି ଆମ ମାନଙ୍କୁ ଭିଡ଼ିଓ ଦେଖାଉ ଥିବାରୁ ବହୁତ ବହୁତ ଧନ୍ୟବାଦ l 🙏ଜୟ ଜଗନ୍ନାଥ, ସବୁବେଳ ଆପଣଙ୍କ ଯାତ୍ରା ସଫଳ ହେଉ l 🙏
ଭାଇ ବହୁତ ପରିଶ୍ରମ କରୁଛ, ଆମର ପୁରାଣ ଯୁଗକୁ ନେଇଗଲ, ବହୁତ ବଢ଼ିଆ ଲାଗିଲା, ଆହୁରି ଯାହା ସବୁ ଅଛି ସବୁ ଦେଖେଇବ, ଜୟ ଶ୍ରୀରାମ, ଜୟ ଜଗନ୍ନାଥ
କିଏ କିଏ କେନ୍ଦ୍ରାପଡ଼ା ରୁ ଦେଖୁଛ?? ❤❤❤
Mu
ମୁଁ ବି
Kie Kie ama Sanatan dharma ❤
@@Saixpt bhai kouthi ghara?
@@System19017 bhai kouthi ghara?
ରାମାୟଣ ର ପ୍ରମୁଖ ପାତ୍ର ଥିଲେ ରାବଣ ଓ ଲବ କୁଶ ମଧ୍ୟ ରାମାୟଣ ରେ ଥିଲେ।
ଏଠି ଲବ ଭାଇ ଆମର ରାମାୟଣ ରେ ବର୍ଣ୍ଣିତ ସ୍ଥାନ ଭ୍ରମଣ କରିବା ସହ ଅନେକ ତଥ୍ୟ ଦେଉଛନ୍ତି।
ଏହା ଏକ ସୁନ୍ଦର୍ ସଂଯୋଗ ଯେ ଆମକୁ କହୁ ଥିବା ଲୋକ ଟି ଲବ ....❤
Good
ଲଙ୍କା ର ରାଜ୍ୟ ଦେଖାଇଥିବା ରୁ ବହୁତ୍ ଖୁସି ଲାଗିଲା ଲବ ଭାଇ❤
ଲବ ଭାଇ ଅଶୋକା ବାଟି ର Video କର। ଯେଉଁଠି ରାବଣ ମାତା ସୀତାଙ୍କୁ ନେଇ ରଖିଥିଲେ।
ଜୟ ଜଗନ୍ନାଥ 🙏💐🌺
ଧନ୍ୟବାଦ ଭାଇ ମୁଁ ସିପୁନ ତୁମରୀ ଶକାସେ ଆମ ବ୍ୟସ୍ତବହୁଳ ଜୀବନ ରେ ରାବଣର ଲଙ୍କା ଦେଖିପାରୀଲୁ ଜୟ ଜଗନ୍ନାଥ ❤
ଶ୍ରୀଲଙ୍କା ବହୁତ ସୁନ୍ଦର ଜାଗା,,ଦେଖିକି ବହୁତ ଭଲ ଲାଗିଲା,,thank you ଭାଇ,,❤
ରାବଣର ଲଙ୍କା ଦେଖେଇ ଥିବାରୁ ବହୁତ ବହୁତ ଧନ୍ୟବାଦ ଲବ ଭାଇ
Jaha kahilu re bhai ghare basi basi lanka ra darsan kalu
#minifarmbyrk
Please channel ku support karantu
ପାପିଷ୍ଠ ରାବଣ କିଛି ବୁଝି ନପାରିଲା,
ହନୁ ଲାଙ୍ଗୁଡରେ ଅଗ୍ନି ସଂଯୋଗ କରିଲା,
ଚାହୁଁ ଚାହୁଁ ଲଙ୍କା ପୁରୀ ଭସ୍ମ ହେଇଗଲା,
ଅତି ଜ୍ଞାନି ରାବଣ ଯେ ପାନେ ପାଇଗଲା,
🙏ବୋଲ ଶ୍ରୀ ରାମ ଜୟରାମ ଜୟ ଜୟ ରାମ🙏
It is a learning session for me. Highly informative. Keep going to bring out unseen pages from the past.
ଧନ୍ୟ ବାଦ ଭାଇ ଏତେ ସୁନ୍ଦର ସୁନ୍ଦର place ଆମେ ଆପଣଙ୍କ ପାଇଁ ଦେଖି ପାରୁଚୁ
Mor channel re b asiba imdonesia vlog
ଯାହା ହଉ ଭାଇ ଆମେ ଘରେ ଥାଇକି ସବୁ କିଛି ଜାଣିପାରିଛୁ କେବଳ ତମ ପାଇଁ ଭାଇ ଭଗବାନ ଆପଣ ଙ୍କର ସବୁ dream fulfill କରନ୍ତୁ
❤❤❤❤❤ very nice bhi
ସୁନ୍ଦର ଉପସ୍ଥାପନା ଭାଇ....Keep it up. All India love you...
ଲବ ଭାଇ I like it videos and ମୋ ତରପରୁ ଆପଣଙ୍କୁ Thanks ଏବଂ ରାମାୟଣ ଜଢୀତ ରାବଣର ସହର ଦେଖୀ ପାରିଲୁ 🙏🙏👍👍❤❤
ଲବ ଭାଇ ଆପଣ ଯେତିକି ବର୍ଣ୍ଣନା କରି କହିଛନ୍ତି, ଆମ ପାଇଁ All the best ଅନ୍ୟ TH-camr ମାନଙ୍କ ଠାରୁ, ବହୁତ ସୁନ୍ଦର ଭାବରେ ବୁଝିପାରିଲେ, ଆଉ interesting ଲାଗିଲା ଧନ୍ୟବାଦ, ପରବର୍ତ୍ତୀ ଭିଡ଼ିଓ ଅପେକ୍ଷା ରେ, ଆମେ ଅଛୁ,ଅଶୋକ ଭାଟିକାନ, ଧନ୍ୟବାଦ ❤❤❤❤❤❤❤❤❤❤❤❤❤❤❤❤❤ ବହୁତ ସାରା ଭଲ ପାଇବା ❤❤❤❤❤
ଧନ୍ୟବାଦ ଭାଇ ଆମ ଓଡ଼ିଶାର ଗର୍ବ ତୁମେ ଓଡ଼ିଆ ପୁଅ ହୋଇ ଶ୍ରୀ ଲଙ୍କାରେ ପାଦ ଦେଇଛ I am really proud of you Dil se Thankyou
ନମସ୍କାର ପ୍ରିୟ ଭାଇ ଭଉଣୀ ମାନେ 🙏🏻🥰🥰🥰
ଅତି ଉତ୍ତମ, ବହୁତ ସୁନ୍ଦର ହେଇଛି ରାବଣ ରାଜାଙ୍କର ଦେଶ...❤❤❤
Pura world ame ghare basi dekhi paruchu thanks bhai
ଭାଇ ତମେ ଆଜି ଯୋଉ t shirt ପିନ୍ଧିଛ ।। ସେମିତି t shirt ମୋର ବି ଅଛି।। Emiti video baneiba pai thank you so much bro ❤❤❤...
ମୟୁରଭଞ୍ଜ ଟୋକା ❤❤❤
Like କର ମୋ ଭାଇ ଦିଲ ସେ ମୟୂରଭଂଜିଆ 💕💕💕💕💕 Love You bro I love you
Very good Bhai ରାବଣ ର ଟଙ୍କାଗଡ ଦେଖେଇଥୀବାରୁ👍
ଲବ ଭାଇ ପୁରା ଦିଲ୍ ଦାର ଲୋକ ଟେ ଯିଏ ମିଶିଚି ସିଏ ଜାଣିଛି ଲବ ଭାଇ କୁ ❤❤❤❤
Sri Lanka re bahut pauranika bisayre janibaku miliba . Ramayan ra shree Ram nkara mukhya judhya point thila srilanka..video ru bahut kichhi janibaku pauchhu. Bahut sundar video....Jai shree Ram 🙏🏿🙏🏿🙏🏿🙏🏿
The best indian youTube Blloger in the Asia.
Love you brother from kupari khaira
କୋଉ ମାନେ ଖୋର୍ଦ୍ଧା ଜିଲ୍ଲା ରୁ ଲବ ଭାଇ ଙ୍କ ଭିଡିଓ ଦେଖୁଚ! ❤❤👍
କିଏ କିଏ ଦେଖୁଛନ୍ତି ଆମ ଠାକୁରମୁଣ୍ଡା ରୁ ଲଭ ଭାଇ ର ଭିଡିଓ ❤❤❤ ଜୟ SHRI ରାମ୍ ❤❤❤
ଅତି ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳୁଛି ଜୟ ଶ୍ରୀ ରାମ 😊🚩🙏🙏
ହନୁମା ର ଜନ୍ମ ଥାଳି ଶେରେ କର ଲଭ ଭାଇ 🥰🥰Thank you ଲଭ ଭାଇ
Jai sri ram ❤❤lab bhai odisa ra no1 vloger dil se
ଅତି ସୁନ୍ଦର୍ ଭାଇ ଶ୍ରୀଲଙ୍କା ର ଦୃଶ୍ୟ ଦେଖିବାକୁ ମିଳିଥିଲା ବହୁତ ସୁନ୍ଦର ହେଇଛି ଭାଇ ଭିଡିଓ ❤❤ଜୟ ଜଗନ୍ନାଥ 🙏🙏
ଅତି ସୁନ୍ଦର ଭିଡିଓ। ଜୟ ଶ୍ରୀ ରଘୁନାଥ । ତାଙ୍କ କୃପାରୁ ଆପଣଙ୍କର ଇଛା ପୂରଣ ହେଉ।
Film styile re Dron shotting heichi mast laguchi 👌👌👌 jay shree raam🙏🙏🙏
କନ୍ଧମାଳ ରୁ କିଏ କିଏ ଦେଖୁଚ ଲାଇକ କର👍🥰😍
Odisha re best vlogger laba bhai❤
Right
Thank you
ଭାଇ ବହୁତ ଭଲ ଲାଗିଲା video ଦେଖିକି ମୁ ଯେମିତି ରାମାୟଣ ର ପୂର୍ବତନ ଯୁଗରେ ଅଛି ଭଳିଆ ଲାଗିଲା ଭାଇ jaldi Aanantu next episode , I wait for next episode 👍
ବହୁତ ଭଲ ଲାଗିଲା ଲବ ଭାଇ ଭିଡିଓ ଦେଖି ଧନ୍ୟ ବାଦ୍... ଜୟ ଶ୍ରୀ ରାମ୍ 🙏🙏🙏
ଜୟ ଶ୍ରୀ ରାମ 🚩
Sri ram
ଯେଉଁମାନେ ରାମଙ୍କ ଅସ୍ତିତ୍ବ କୁ ନେଇକି ପ୍ରଶ୍ନ କରୁଥିଲେ ବା ସନ୍ଦେହ ଘେରରେ ଥିଲେ ୟା ଠାରୁ ବଡ଼ ପ୍ରମାଣ ମିଳିବନି। ଜୟ ଶ୍ରୀ ରାମ। ଜୟ ଜଗନ୍ନାଥ।
Right 👍
କିଏ କିଏ କେନ୍ଦ୍ରାପଡ଼ା ରୁ ଦେଖୁଛ like ଗୋଟିଏ ହେଇଯାଉ 🥰🥰
ସମସ୍ତ ଭାଇ ମାନଙ୍କୁ ମୋର ତରଫରୁ Happy freindship day ❤
କଟକ ଜିଲ୍ଲା ରୁ କେଉଁ ମାନେ ସବୁ ଭିଡ଼ିଓ ଦେଖୁଛ ଲାଇକ କର ସାଙ୍ଗ ମାନେ ❤️❤️
Bahutu sundor lagila dada
ଲବ ଭାଈ ଆପଣଙ୍କ ପାଈଁ ଆମେ ମାନେ ସବୁ ଦେଖିପାରୁଚୁ thanks 🙏 love you laba bhai❤❤
We r always with u brother....Lard Jagannath and Marangburu aleays help u in your goal...
Bahut sundar naba bhai
Ae video thankyou
ମୁଁ ଶୁଣି ଥିବା କିଛି ରାମାୟଣ ଗପ ରୁ :-ରାବଣ ସୀତା ଙ୍କୁ ଓପୋହରଣ କରିବା ତାଙ୍କର କିଛି ଖରାପ ଉଧ୍ୟେଷ ନଥିଲା l ଭଗବାନ ରାମ ଙ୍କ ହାତ ରୁ କେମିତି ମରି ରାକ୍ଷସ ବଂଶ ରୁ ଉଦ୍ଧାର ପାଇବେ ସେଇୟା ରାବଣ ଙ୍କ ଉଧ୍ୟେଶ ଥିଲା l ଯାହାକୁ ଭଲ ଲାଗିଲେ like କରନ୍ତୁ l
Right
Valmiki Ramayana bohi podho....sunile semiti hin sunibaku mile
@@sunilsoren8562 au time nahi vai podhibaku internet jugo re 😁😁😁
ଅତି ଉତ୍ତମ ,ବହୁତ ସୁନ୍ଦର ହୋଇଛି ରାବଣ ରାଜାଙ୍କର ଦେଶ❤❤❤❤❤
Hii ❤❤❤
@@PankajSahu-v5e hlw
Very nice picture and videos 🤩🤩🤩
ରାବଣ ମହଲ ନାଁ ରେ tourist ଙ୍କ ପାଇଁ ତିଆରି ହୋଇଛି | ଜଳ ସଂରକ୍ଷଣ ପାଇଁ ଏ ସବୁ କରିଛନ୍ତି |ଏମିତି ଆଫଗାନିସ୍ତାନ, ବାଂଲାଦେଶ,ନେପାଳରେ ମନ୍ଦିର ସହ ବୁଦ୍ଧ ଙ୍କ ସାମଞ୍ଜସ୍ୟ ରହିଛି |ଭିଡ଼ିଓ ପାଇଁ ଧନ୍ୟବାଦ |
Buddhist vihar not ravan palace
@@Priyadarshimishrgote b budhha murti milinahi ...
ରାବଣ ମାତା ସୀତା ଙ୍କୁ ଯୋଉଠି ଲୁଚା ଇ ରାଖୀ ଥିଲା ଭାଇ ସେଠାକୁ ଜା ଅ
Lobo bhai apan mo dream fulfil karidele bahut Bahut dhanyabad ❤manisa gote janma paichi au sabu manisa world tour kariparantini apan mo ichha ku purana karidele God bless u 🙏
କିଏ କିଏ ଯାଜପୁର ଜିଲ୍ଲା ରୁ ଦେଖୁଛ ❤
ଭାଇ ଆଜି friendship day । କଣ ଏହି ପରିକା ଦିନ ରେ ମୋ comment ରେ like ❤❤ମିଳିବନି
ଶ୍ରୀଲଙ୍କା ର ଗାଁ ର ଧୃଶ୍ୟ ଦେଖିବାକୁ ବହୁତ ବହୁତ ଧନ୍ୟବାଦ ❤
ସମସ୍ତ ବଡ ଭାଇ ଓ ଭଉଣି ମାନଙ୍କୁ ମୋର ହୃଦୟ ରୁ ପ୍ରଣାମ
Thank you.. ଭାଇ ରାବଣ ରୋ episode ଆଣିଥିବାରୁ ❤❤❤❤❤❤❤❤
Laba Bhai na apana nka ra Laba kintu video dekhile apana nka ra sabu hejibe love
Jay Jagannath
ରାବଣ ର ମହଲ ଦେଖି ବହୁତ୍ ଖୁସି ପ୍ରକୃତ ରାବଣ ରହୁଥିଲେ ସେଇଟାଦେଖିବାପାଇଁ ଅପେକ୍ଷା ଲବଭାଇ ଜୟ ଶ୍ରୀରାମ 🙏
❤❤❤ଭାଇ ମୁଁ ଆଗ ଲାଇକ କରିଛି ❤ ଜୟ ଜଗନ୍ନାଥ ⭕‼️⭕
Bhai Tamaku Bahut Bahut Dhanyawad,Kahiki na Bahut Samasyara Samukhina Kariki Amaku Kichi Drusya Show Karucha .
Tenukari Apana Nku Bahut Bahut Dhanyawad.
❤❤Jay jagannath ⭕❗⭕
Love u ଲବ bhai ମର ମା ବାପା ବହୁତ ପସନ୍ଦ କରୁଛନ୍ତି ତମର video🥰❤️❣️
ଭାଇ ତୁମର ଭିଡିଓ ଵହୁତ ଭଲ ଲାଗୁଛେ ଧନ୍ଯବାଦ ଭାଇ ଆମକେ ଦେଖାବାର ଲାଗି ମୁଁ କଲାହାଣ୍ଡି ରୁ ଦେଖୁଛେ
Bahaut Bahut Sundar bhabare sabu jaga dekhaila Bahut bhala lagila ❤❤❤
ଆମେ ଯା ହା ଶୁଣିଛେ ଯାଣିଛେ ସେ ସବୁ ସତ କଥା ଜୟ ଶ୍ରୀ ରାମ
ଭାଇ ସେ ରାବଣର ପାହାଡ଼ ହିଁ ସୁନା ଏ କଳିଯୁଗରେ ଆମକୁ ଦେଖାଯାଏ ନାହିଁ 😊ମୋ ଜେଜେ କୁହନ୍ତି😊 ସୁନ୍ଦର ହୋଇଛି ଭିଡିଓ 👍❤️🤗
Bhai bahutu vala laguchi dekhibKu thank u very much 🎉🎉🎉❤❤❤
Kendujhor. Wala like koro---->>>>>❤
ଜୟ ଶ୍ରୀ ରାମ 🙏🙏 ଲବ ଭାଇ ❤️❤️❤️
ବହୁତ ଭଲ ଭିଡ଼ିଓ ଭାଇ ତମ ପାଇଁ ରାବଣର ଲଙ୍କା ଦେଖିଲୁ 👍❤️🙏
କିଏ କିଏ କେନ୍ଦ୍ରାପଡ଼ା ରୁ ଦେଖୁଛ ଲାଇକ ଗୋଟେ ହେଇଯାଉ 🙏🙏🙏👍
ଆମର ଭାଇ ତମ ର ଭାଇ ଲବ ଭାଇ ଜିନ୍ଦାବାଦ 🙏🙏🙏
Good morning All' ଆରେ ଭାଇ ଏ ରାମାୟଣ କଥା ହେଲା ତ୍ରେତୟା ଯୁଗର କଥା,, ତ୍ରେତୟା ଯୁଗ ପରେ ଦୂୟାପର ଯୁଗ ତାପରେ କଳି ଯୁଗ ର ଶେଷ ଅବସ୍ଥା,, ଶ୍ରୀ ରାମ ଆସିଥିଲେ ତ୍ରେତୟା ଯୁଗରେ ତା ମାନେ ଲକ୍ଷ୍ୟ ଲକ୍ଷ୍ୟ ବର୍ଷ ପୂର୍ବ ର କଥା,, ତାର ଚିର୍ଣ୍ଣ ବର୍ଣ୍ଣ ମିଳିବା କଷ୍ଟକର, ଭାଇ ବହୁତ୍ ବହୁତ୍ ଧନ୍ୟବାଦ୍ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤
Love bhai apan kemeti bahar desh ku jau chanti apan jiban ku dar nahi apan bhut damdar lok thenks
First like first comment , ଲବ ଭାଈ ❤ ୟୁ
Jai shree Ram 😊
Mu kendrapara ru dekhuchi broooo.... Niceee
12.53 ଜଉ ଭିଡ଼ିଓ କରିଚ ଡ୍ରୋନ୍ ରେ ସେଇଟା କୋଉଠୁ ଆଣିଲ ତମର ପରା ହଜି ଯାଇଥିଲା 😮😮😮😮😮😮😮
ଜୟ ଜଗନ୍ନାଥ
Thanku ,sri lanka supar,& Beautiful country ,