My Son is 'Kalki' Avatar of Lord Vishnu, Claims a Family in Odisha

แชร์
ฝัง
  • เผยแพร่เมื่อ 31 ธ.ค. 2024

ความคิดเห็น • 894

  • @AmitKumar-ny4zr
    @AmitKumar-ny4zr หลายเดือนก่อน +40

    ଏହି ମାନେ ହିଁ, ଆମ ଧର୍ମ ପାଇଁ କାଳ, ହିନ୍ଦୁ ଧର୍ମ ଗୁରୁ ଏ ବିଷୟ କିଛି କହିବା ଦରକାର, 🙏

  • @dipumaharana2222
    @dipumaharana2222 หลายเดือนก่อน +234

    ଯାହା ହେଉ ଭଲ ବ୍ୟବସାୟ ଆରମ୍ଭ କଲେଣି ' ସାରଥୀ ଆଶ୍ରମ 2 ' 😂

    • @abinashnanda4057
      @abinashnanda4057 หลายเดือนก่อน +3

      Apana kete tanka deichanti. Micha abhijog re nindaa karibaa apekhya sastra ku follow karantu.

    • @MITHUNDAS-bj7st
      @MITHUNDAS-bj7st หลายเดือนก่อน +6

      ​@@abinashnanda4057😂😂😂kouthi sabu auchha

    • @jagabandhudakua9592
      @jagabandhudakua9592 หลายเดือนก่อน

      ​​@@abinashnanda4057
      କୋଉ ଶାସ୍ତ୍ରରେ ଲେଖା ହେଇଛି ବାପା ଟିକେ କହିଲୁ କହିଲୁ ମୁ ବି ଟିକେ ଦେଖିବି ଆଉ ଜାଣିବାକୁ ଚେଷ୍ଟା କରିବି😂😂😂😂
      ମୂର୍ଖ ବୋକା ଚୋଦା ସାରଥି କୁ ଭଗବାନ ବନେଇଥିଲ ଏବେ ପୁଣି ଆଉ ଗୋଟାକୁ ବନେଇବାକୁ ବସିଛ କୋଉଠୁ ସବୁ ଆସୁଛ କେଜାଣି 😂😂😂😂

    • @nirmalupadhyay7960
      @nirmalupadhyay7960 หลายเดือนก่อน +1

      Bhai kahiba purbaru Proof deiki kuhantu
      Bina Proof re kuhantuni

    • @mynameisnew3783
      @mynameisnew3783 หลายเดือนก่อน

      Kau Baba ki​@@abinashnanda4057

  • @kalkicreations9459
    @kalkicreations9459 หลายเดือนก่อน +57

    କଳି ଯୁଗ ଶେଷ ହେଇନି, କଳ୍କୀ ଅବତାର ବାହାରି ପଡିଲେଣି. କାମ ଧନ୍ଦା କିଛି ନାହିଁ ଏଇ ଭଳିଆ ଲୋକଙ୍କର.

    • @SubhasriPrusty-tf9li
      @SubhasriPrusty-tf9li หลายเดือนก่อน

      Aapana janichhanti Bhai ...? Kichhi na janiki amiti kuhantini

    • @madhavbhakt02
      @madhavbhakt02 หลายเดือนก่อน

      ରାମସେତୁ 7,000-11,000 ବର୍ଷ ପୂର୍ବରୁ ନିର୍ମିତ ହୋଇଥିଲା, ଏବଂ ଦ୍ୱାରକା ଭଗବାନ କୃଷ୍ଣଙ୍କ ନଗରୀ 5,000-6,000 ବର୍ଷ ପୂର୍ବରୁ ଥିଲା। ତାହେଲେ ମୁଁ ଏହା କୁହନ୍ତି, ତ୍ରେତା ଏବଂ ଦ୍ୱାପର ମଧ୍ୟରେ ଏତେ କମ ସମୟର ତଫାତ କାହିଁକି? ଭଗବାନ ସବୁବେଳେ ଯୁଗର ଶେଷରେ ଜନ୍ମ ନେଇଥାନ୍ତି। ଯେପରିକି ରାମଭଗବାନ ତ୍ରେତା ଯୁଗର ଶେଷ ସମୟରେ ଆସିଥିଲେ, ଯଦି ସେହି ସମୟକୁ ଆଧାର କରି ବିଚାର କରିବା, ତେବେ ଦ୍ୱାପର ଯୁଗ କେବଳ 7,000-8,000 ବର୍ଷର ହୋଇଥାନ୍ତା। ଏହା ସହ ଯଦି ଦେଖାଯାଏ, କଳିଯୁଗ କାହିଁକି କେବଳ 5,000 ବର୍ଷର ହୋଇପାରେ ନାହିଁ?

    • @Rajatrajput-e2s
      @Rajatrajput-e2s หลายเดือนก่อน

      Kaliyug ka aant ho chuka hai malika ke anusar aur hindu shastro ke anusar 1943 mai

    • @madhavbhakt02
      @madhavbhakt02 หลายเดือนก่อน

      @@Rajatrajput-e2s ji bhai 1 August 1943

    • @Rajatrajput-e2s
      @Rajatrajput-e2s หลายเดือนก่อน

      @@madhavbhakt02 prabhu ji ki kripa se malum hai bhai hum malika premi hai jai shree madhav

  • @kalkicreations9459
    @kalkicreations9459 หลายเดือนก่อน +57

    ଠାକୁର କେବେ କାହାକୁ ଦୃଶ୍ୟମାନ ହେବେନି ରେ ନିର୍ବୋଧ. ମାଳିକା ବହି ଘୋଷି ଦେଇ ଗୋଟେ ବ୍ୟବସାୟ ଚଳେଇଛୁ

    • @adyasatyayug6848
      @adyasatyayug6848 หลายเดือนก่อน +1

      Nirbodh Tu bidharmi

    • @kalkicreations9459
      @kalkicreations9459 หลายเดือนก่อน +1

      @adyasatyayug6848 ହେ ଯା ବେ, ତୁ ବେଶୀ ଧର୍ମ କଲା ଵାଲା ଟା

    • @Jagannathmahaprabhu22
      @Jagannathmahaprabhu22 หลายเดือนก่อน

      Tuuu jaaa padha Malika kahaku kahuchu

    • @Sanatani-c6v
      @Sanatani-c6v หลายเดือนก่อน +1

      ପଣ୍ଡିତ କାଶୀନାଥ ମିଶ୍ର ଜୀଁ ସଠିକ୍ କହୁଛନ୍ତି, କଳ୍କି ଅବତାର ହୋଇଛି। ଆପଣ ପ୍ରଥମେ ଭବିଷ୍ୟ ମାଳିକାର ଅନୁସରଣ କରନ୍ତୁ।

    • @kalkicreations9459
      @kalkicreations9459 หลายเดือนก่อน +2

      @Sanatani-c6v ହେଇଥିଲେ ତମେ ତାକୁ ପୂଜା କର, ଆମେ ଯାହାକୁ ପୂଜା କରୁ ସିଏ ପୁରୀ ଶ୍ରୀମନ୍ଦିର ରେ ଅଛନ୍ତି. ଆଉ କାହାକୁ ଆମେ ଜାଣିନୁ. ଇଏ କୋଉ ପ୍ରକାର କଳ୍କୀ ଅବତାର, ଯଦି ସତରେ କଳ୍କୀ ଅବତାର ଆସିବେ ତା ପୂର୍ବ ଆଭାସ ତମେ ସମ୍ଭାଳି ପାରିବ ତ.

  • @rajanikantabiswal2669
    @rajanikantabiswal2669 หลายเดือนก่อน +99

    ପଇସା ପାଇଁ ଏତେ ତଳକୁ ଖସି ଗଲେଣି ଏମାନେ ଧର୍ମ ସହିବ ନାହିଁ

    • @nirmalupadhyay7960
      @nirmalupadhyay7960 หลายเดือนก่อน +2

      Paisa tame deithila ki

    • @madhusmitasahoo4465
      @madhusmitasahoo4465 หลายเดือนก่อน

      ଭଗବାନ ଥିଲେ ଏବେ ନାହାନ୍ତି କି manegment ବି କରୁନାହାଂତି
      7ଦିନ ଭିତରେ ଜଣେ ଲୁଟେରା ବେକ ରୁ ଚେନ ଝିଙ୍କୁ ଥିଲା bike ରୁ ପଡି ଲୋକଟି
      ମରିଗଲା ଭଗବାନ ଥିଲେ ଏମିତି ହୋଇ ନଥାନ୍ତା

    • @madhavbhakt02
      @madhavbhakt02 หลายเดือนก่อน

      ପଇସା ପାଇଁ ପଣ୍ଡିତ କାଶୀନାଥ ମିଶ୍ର ଜୀ ଏହା କରୁନଥାନ୍ତି। ଆପଣ ନିଜେ ଦେଖିପାରିବେ: ସେ କେବେ ପଇସା ନେଇନଥିଲେ କୌଣସି କାମ ପାଇଁ। ସେ ମୁଫ୍ତରେ ଭାଗବତ କଥା କରନ୍ତି, କେବେ ମଧ୍ୟ କାହାକୁ ଡୋନେସନ ପାଇଁ କହିନଥିଲେ। ଯେତେବେଳେ ସେ ଦିଲ୍ଲୀ କିମ୍ବା ଅନ୍ୟାନ୍ୟ ସହରକୁ ସଭା କରିବାକୁ ଯାଆନ୍ତି, ତେବେ ଆଧିକାଂଶ ଲୋକ କହନ୍ତି ଆଉଥରେ ଆସନ୍ତୁ, ଆମେ ପଇସା ଦେବୁ। ତଥାପି ସେ ପଇସା ନେଇ କାହାକୁ ନାହିଁ। ସେ କହନ୍ତି, ଯେଉଁଠାରେ ଭକ୍ତ ଥିବେ ଓ ପ୍ରଭୁ ଯେଉଁଠାରେ ନେଇଯିବେ, ସେଠାରେ ସଭା ହେବ।

  • @hemantakumar007
    @hemantakumar007 หลายเดือนก่อน +43

    ଆରେ ଭାଇ ମିଡ଼ିଆ ଵାଲା ଆଗ ସେ ପ୍ରଭୁ ଙ୍କୁ ଡାକନ୍ତୁ କ୍ୟାମେରା ଆଗକୁ ଟିକେ ଦେଖିବା

    • @SubhasriPrusty-tf9li
      @SubhasriPrusty-tf9li หลายเดือนก่อน

      Bhai Prabhu nku amiti kuhantini angya
      Kichhi na janiki amiti lekhantuni pls ...

    • @pradhananu4930
      @pradhananu4930 หลายเดือนก่อน

      ye sare news wale sampurna jhut prachar prasar karte hai । inke pas koi thos sabut nehin

    • @nagarjunsardar7722
      @nagarjunsardar7722 หลายเดือนก่อน

      Yes

  • @deepakbehera988
    @deepakbehera988 หลายเดือนก่อน +35

    ଏହା ମିଛ ପ୍ରଭୂ ଜଗନ୍ନାଥ କଳକୀ ଅବତାର ଏବେ ନେହି ନାହିଁ ସାର୍

    • @bhumikavashistha7197
      @bhumikavashistha7197 หลายเดือนก่อน +2

      ସତ୍ୟକୁ ସ୍ୱୀକାର କର, ଯେତେବେଳେ ଏହା ବିଳମ୍ବିତ ହେବା ପୂର୍ବରୁ।

    • @madhavbhakt02
      @madhavbhakt02 หลายเดือนก่อน

      Deepak behera , then please say why did blood was found in jagannath Puri temple ? Why was there fire in the flag ? Why was eagle sitting of flag ? How did enormous stone fall from jagannath temple ? Why are there cracks in temples walls ? Why are there many clashes between the workers of jagannath Puri temple ? Why did bal bhadra bhaiya fall ?
      Answer this !! → this is clear sign that prabhu jagannath is showing us clearly that kalyuga has ended

    • @biswajitdash-d7i
      @biswajitdash-d7i หลายเดือนก่อน +1

      Are sabu micha, kalki micha kali yuga micha Malika b micha😂😂😂Kain pagal valia haucha. Tk scientific temperament ta rakha.😂😂

    • @biswajitdash-d7i
      @biswajitdash-d7i หลายเดือนก่อน

      ​​@@madhavbhakt02blood found near maa bimala in every durgapuja due to bali. Fire in the flag, dwipa ru vul re lagijaithila. Au eagle gote bird se udiba ni ta kan Kariba. Hmm😅😅😅kan kan kahucha je
      Mandira ete puruna hela kan crack haba ni. Pathara padiba ni ki😅😅hmm

    • @madhavbhakt02
      @madhavbhakt02 หลายเดือนก่อน

      @@biswajitdash-d7i Please talk in english I don't understand odia

  • @ritishsharma8035
    @ritishsharma8035 หลายเดือนก่อน +3

    Pandit ji has never said anything wrong to any devotee and Pandit Kashinath Mishra ji calls all the women as mother and even small girls as maa. His character is so beautiful and clean and he is friendly to everyone. They talk as if they are all their own but the news channel are Making His Negative Image because of TRP.
    JAI SHREE MADHAV

  • @kabudas8617
    @kabudas8617 หลายเดือนก่อน +17

    ଯାହା ବି ଘଟୁଛି ତୁମରି ଇଚ୍ଛାରେ
    ଆହେ ପ୍ରଭୁ ଦୟାମୟ
    କେତେ ଏହା ମିଛ କେତେ ଏହା ସତ
    ତୁମେ ଜାଣ ନିରାମୟ....!!
    🙏🏿ଜୟ ଜଗନ୍ନାଥ🙏🏿

    • @queenashiq_
      @queenashiq_ หลายเดือนก่อน +1

      ଦୟାମୟ କେବଳ ଯୀଶୁ, ତାହାଙ୍କ ବିନା କେହି ଦୟାଵାନ ନୁହଁନ୍ତି

    • @bikashtandi4781
      @bikashtandi4781 หลายเดือนก่อน

      ​@@queenashiq_dayamaya kemiti hele Jisu

    • @queenashiq_
      @queenashiq_ หลายเดือนก่อน

      @@bikashtandi4781 ବାଇବଲ ପଢ଼ ଜାଣିବ,ଆଉ ସବୁ ପ୍ରଶ୍ନ ର ଉତ୍ତର ମିଳିବ, ବିଶେଷ କରି ଏହି ପରି ବାବା ମାନଙ୍କ ବିଷୟରେ

    • @bikashtandi4781
      @bikashtandi4781 หลายเดือนก่อน

      @queenashiq_ ate mota bahi kia padhiba,shortcut re bujhei dauna

    • @queenashiq_
      @queenashiq_ หลายเดือนก่อน

      @@bikashtandi4781କଲେଜ ର ବହି ଗୁଡ଼ା ବହୁତ ମୋଟା 1ରୁ 10କ୍ଲାସ ଆହୁରି କଲେଜ ଆହୁରି ଅନେକ books ସେସବୁ ତ ପଢୁଛ, ବାଇବଲ ଏତେ ବି ମୋଟା ନୁହେଁ ତା ଠୁ ଆହୁରି ବି ମୋଟା ବହି ଥିବ

  • @subhransusekhar7774
    @subhransusekhar7774 หลายเดือนก่อน +57

    ପାଠ ପଢେଇ ଭଲ ମଣିଷ କରାଅ।
    ଏମିତି ଫୁଲ ମାଳ ପକେଇ ପାଦରେ ତୁଳସୀ ରଖିଦେଇ କଳ୍କୀ ଅବତାର ର ଭ୍ରାନ୍ତି ପ୍ରଚାର କରନ୍ତୁ ନାହିଁ।

    • @superdragonchannel429
      @superdragonchannel429 หลายเดือนก่อน +3

      Income ra bhal rasta

    • @user-Abhilashjenamani
      @user-Abhilashjenamani หลายเดือนก่อน +1

      ​@@superdragonchannel429 ଆପଣ କେମିତି ଜାଣିଲେ ସେ ପାଠ ପଢୁନାହାନ୍ତି ବୋଲି ?

    • @MRINDIA-sf3tk
      @MRINDIA-sf3tk หลายเดือนก่อน +3

      ​@@user-AbhilashjenamaniApana kemiti janike sie patha padhuchhanti 😂

    • @user-Abhilashjenamani
      @user-Abhilashjenamani หลายเดือนก่อน

      @@MRINDIA-sf3tk ନିଜେ ଯାଇ ଚେକ୍ କରନ୍ତୁ ଜାଣି ପାରିବେ ।

    • @tapanjena7120
      @tapanjena7120 หลายเดือนก่อน +2

      Patha padhi kana kare ba paesa kamae ba ... au aba kana karu chi ki??

  • @amritashmishra2719
    @amritashmishra2719 หลายเดือนก่อน +8

    Jai Jagannath !
    ପ୍ରତି ଯୁଗରେ ପ୍ରଭୁ ଏହି ପୃଥିବୀରେ ଅବତାର ଗ୍ରହଣ କରନ୍ତି, କିନ୍ତୁ ସେ କେବେ ମଧ୍ୟ ତାଙ୍କ ଆଗମନ ବିଷୟରେ ଘୋଷଣା କରନ୍ତି ନାହିଁ। କେବଳ ତାଙ୍କ ସତ୍ୟ ଭକ୍ତମାନେ, ପ୍ରଭୁଙ୍କ କୃପାର ମାଧ୍ୟମରେ, ତାଙ୍କୁ ପରିଚୟ କରିପାରନ୍ତି ଏବଂ ତାଙ୍କ ଅଦ୍ଭୁତ ଲୀଳାର ସାକ୍ଷୀ ହୋଇପାରନ୍ତି। ସେ ହେଲେ ବ୍ରହ୍ମାଣ୍ଡ ନାୟକ, ସମସ୍ତ ବ୍ରହ୍ମାଣ୍ଡର ମହାପ୍ରଭୁ, ଏବଂ ତାଙ୍କର ଲୀଳାଗୁଡ଼ିକ ମାନବ ମନ ଦ୍ୱାରା ବୁଝିବା କିମ୍ବା ପଚା ହୋଇବା ସମ୍ଭବ ନୁହେଁ।
    ବହୁ ନମ୍ରତା ସହ ମୋର ବିନମ୍ର ଅନୁରୋଧ ଯେ, ପଣ୍ଡିତଜୀ ଏବଂ ତାଙ୍କ ପୁତ୍ର ବିଷୟରେ କେଉଁ ମଧ୍ୟ ଅପ୍ରତିଷ୍ଠା କଥା କହିବାରୁ ସତର୍କ ରୁହନ୍ତୁ। କାହାର ଜୀବନରେ କଣ ଆଶୀର୍ବାଦ କିମ୍ବା ଅଭିଶାପ ଆଣିବ, ତାହା କେହି ପୂର୍ବାନୁମାନ କରିପାରେ ନାହିଁ। ମହାପ୍ରଭୁ କିମ୍ବା ତାଙ୍କ ପିତାଙ୍କୁ ଅପମାନ କରିବା ଗଭୀର ପାପ ଓ ସତ୍ୟ କର୍ମ ହୋଇଥାଏ।
    ଏହା ପରିବର୍ତ୍ତେ, ଭବିଷ୍ୟ ମାଳିକାକୁ ପଢ଼ିବା ଏବଂ ବୁଝିବାକୁ ଚେଷ୍ଟା କରନ୍ତୁ। ଆମେ ଓଡ଼ିଆ ମାନେ ଯେପରି ଆମ ପିତୃପୁରୁଷ ଓ ପବିତ୍ର ପୁସ୍ତକଗୁଡ଼ିକୁ ଅବହେଳା କରୁଛୁ, ତାହା ଦୁଃଖଦ ଘଟଣା। ଅନ୍ୟାନ୍ୟ ରାଜ୍ୟର ଲୋକମାନେ ଏହାକୁ ରୁଚି ସହ କୁବି ମୁଖ୍ୟ ସୂତ୍ର ଭାବେ ନେଉଛନ୍ତି। ଏହା ମଧ୍ୟ ମହାପ୍ରଭୁଙ୍କର ଲୀଳା ଅଟେ।
    ଆସନ୍ତୁ, ଆମର ଆତ୍ମିକ ଉତ୍ତାଧିକାରକୁ ସମ୍ମାନ ଏବଂ ସୁରକ୍ଷିତ କରିବାରେ ଏକତା ଦେଖାଉ।
    ଜୟ ଜଗନ୍ନାଥ! ଜୟ ଶ୍ରୀ ମାଧବ!🙏🙏🙏

    • @queenashiq_
      @queenashiq_ หลายเดือนก่อน

      ପ୍ରଭୁ ଯୀଶୁ ଆସିବେ ବୋଲି କହିଛନ୍ତି, ଆଉ ସେ ନିଜର ବିଶ୍ୱାସୀ ମାନଙ୍କୁ ଦର୍ଶନ ଦ୍ୱାରା ଭବିଷ୍ୟତ ର ଘଟଣା ମାନ ଜଣାନ୍ତି,,

  • @dibyalochanbehera3012
    @dibyalochanbehera3012 หลายเดือนก่อน +2

    ଛୋଟ ଛୁଆଟି ଆଜ୍ଞା, ଆପଣ କେମିତି ଜାଣିଲେ ଏ ପିଲାଟି କୋଲକି ଅବତାର, ଏ ସବୁ ଡ୍ରାମା ତା ଛୋଡ଼ା କିଛି ନୁହଁ

  • @Sanatani-c6v
    @Sanatani-c6v หลายเดือนก่อน +1

    Pandit kashinath Mishra ji is Right Kalki Avatar has been born he is doing great for our Sanatan Dharm whenever he never asked or Take money from anyone insect he distribute free food in His sabha it is very shameful to see that news channels spread false allegation toward him

  • @tikkupatel4161
    @tikkupatel4161 หลายเดือนก่อน +1

    Jai shree madhav 🙏🏻

  • @sambitkumardas8801
    @sambitkumardas8801 หลายเดือนก่อน +4

    ମାଲିକା ରେ ଏହା madhya ଲେଖା ହୋଇଥିଲା ଅନେକ ପାଖଣ୍ଡୀ ବାବା ଆସିbe.. ଜାହା କଳୀ ଯୁଗ୍ ର ଲକ୍ଷଣ

  • @shankardora7055
    @shankardora7055 หลายเดือนก่อน +1

    ଆରେ ଭାଇ ବେଲପତ୍ର ହେଉଛି ମହାଦେବ ଙ୍କର ଆଉ ତୁଳସୀପତ୍ର ହେଉଛି ପ୍ରଭୁ ଜଗନ୍ନାଥ ଙ୍କର 🙏🙏

    • @BHPLegend
      @BHPLegend หลายเดือนก่อน

      Mahadev au jagarnath alaga nuhanti ସେହି ଜଣେ parambrahma

  • @drashtivashistha3349
    @drashtivashistha3349 หลายเดือนก่อน +5

    This is to completely stop the false accusation against Pandit Kashinath Mishra. I have visited the ashram, and they never ask for money... And yes, it is true, the Lord Kalki will be unparalleled, and this is absolutely true. You must offer them to God, and you will experience it yourself.

  • @NabinMajhi-q2f
    @NabinMajhi-q2f หลายเดือนก่อน +10

    ଏ ଶଳା ବାପା ପୁଅଙ୍କୁ ମେଣ୍ଟାଲ ଡାକ୍ତରଖାନାରେ ବିଳମ୍ବ ନ କରି ପଠାଯାଉ

    • @aakashbehera5861
      @aakashbehera5861 หลายเดือนก่อน

      To gandi re ge mg

    • @sukantakumarBadnaik
      @sukantakumarBadnaik หลายเดือนก่อน +1

      Andhra re bhala mental hospital achi sethi ku potaiba darkar

    • @madhavbhakt02
      @madhavbhakt02 หลายเดือนก่อน

      If you think kalyuga hasn't ended , then please say why did blood was found in jagannath Puri temple ? Why was there fire in the flag ? Why was eagle sitting of flag ? How did enormous stone fall from jagannath temple ? Why are there cracks in temples walls ? Why are there many clashes between the workers of jagannath Puri temple ? Why did bal bhadra bhaiya fall ?
      Answer this !! → this is clear sign that prabhu jagannath is showing us clearly that kalyuga has ended

  • @JagannathSwamiBhavishyaMalika
    @JagannathSwamiBhavishyaMalika หลายเดือนก่อน +7

    There is no value of F.I.R without any proof. Earlier Babaramdev & Dhirendra Sastri also have faced such type of situation. Media blames only for TRP. Today Baba Ramdev and Drirendra Sastri (baba bageshwar) are famous personality of Hindu Dharm and India. Similarly Pandit Kashinatha Mishra will come out from this defame situation like a winner.

  • @santoshkumarmishra2620
    @santoshkumarmishra2620 หลายเดือนก่อน +35

    ସୁନ୍ଦରୀ ଝିଅ ସେ ଭିତରକୁ କେତେବେଳେ ଯାଆନ୍ତି ଓ ରାତ୍ରି ଯାପନ ପାଇଁ ସୁବିଧା ସବୁ କଣ କଣ ଅଛି ?

    • @nitesh4483
      @nitesh4483 หลายเดือนก่อน +5

      ଆପଣଙ୍କ ଘରେ ଟିକେ ଶିକ୍ଷା ଦେବାକୁ କୁହନ୍ତୁ। ନହେଲେ ଏମିତି କଥା କେବଳ ଅଶିକ୍ଷିତ ମାନେ ହିଁ କରିଥାନ୍ତି

    • @user-Abhilashjenamani
      @user-Abhilashjenamani หลายเดือนก่อน +3

      କିଛି ନଜାଣି କାହା ବିରୁଦ୍ଧରେ କୁହନ୍ତୁ ନାହିଁ,

    • @SuchitraSahoo-f7w
      @SuchitraSahoo-f7w หลายเดือนก่อน +3

      Tama ghare kou jhia jibe ki ??

    • @keepsmiling2847
      @keepsmiling2847 หลายเดือนก่อน +1

      😂😂😂😂😂😂

    • @akashmishra60
      @akashmishra60 หลายเดือนก่อน +1

      ଦୟାକରି ବୁଝି ବିଚାରି କଥା କୁହନ ଅସୁର ଭଳି କୁହନ୍ତୁନି

  • @NILU-t7l
    @NILU-t7l หลายเดือนก่อน +1

    Koun hai ye log kahan se aate hai?

  • @santoshkumarmishra2620
    @santoshkumarmishra2620 หลายเดือนก่อน +11

    କୁଷ୍ଠ ରୋଗ ହେବ ରେ ପାପୀ ମଣିଷ . ୨ୟ ସାରଥୀ. ଗୁରୁଣ୍ଡୁ ଗୋପାଳ ହୋଇ କ୍ଷୀର ପିଇବା ଓ ପଲଙ୍କ ସେବାପାଇଁ ମନ ବଳେଇବା ନୂଆ କଥା ନୁହେଁ.

  • @Devikaaush123
    @Devikaaush123 หลายเดือนก่อน +9

    Bina sachai jane ek brambhan k bare me ulta sidha comment kar k khud apne vinash ka nimantran na de ..... Bas sahi samay ka intezar kijiye sabko sachai ka pata chal hi jayega prabhuji khud dikhayenge sabko sach kya hai..... Jai shree madhav 🙏🚩

  • @devidasganechary5949
    @devidasganechary5949 หลายเดือนก่อน +2

    भगवान् का जन्म हुआ है। आपको भगवान् का जन्म के संबंध में हर प्रणाम दिया जाएगा।
    यह तो ओडिशा के लोग बहुत सौभाग्यशाली है, आप के राज्य में साक्षात श्री वैकुण्ठ के नाथ जगन्नाथ मानव शरीर लेकर गुप्त में लीला कर रहे हैं।
    हो सकेतो धारा में जुडकर धर्म स्थापना कार्य में जूडकर प्रभु जी संग में योगदान दे।

  • @Satyug-n3t
    @Satyug-n3t หลายเดือนก่อน

    ଆଜି ସୋସିଆଲ ମିଡିଆ, ନ୍ୟୁଜ୍ ଚ୍ୟାନେଲ ଏବଂ ପ୍ରିଣ୍ଟ ମିଡିଆ ମାଧ୍ୟମରେ ପ୍ରସାରିତ କାହାଣୀଗୁଡ଼ିକ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ମିଥ୍ୟା ଅଟେ | ଗଣମାଧ୍ୟମ, ଯାହା ସତ୍ୟ ଏବଂ ଧାର୍ମିକତାକୁ ପ୍ରୋତ୍ସାହିତ ଏବଂ ଆଲୋକିତ କରିବା ପାଇଁ ଉଦ୍ଦିଷ୍ଟ, ଜ

  • @Sanatani-c6v
    @Sanatani-c6v หลายเดือนก่อน

    ପ୍ରଭୁ ରାମ ଓ କୃଷ୍ଣ KTM ଚଲାନ୍ତି ନଥିଲେ, କିନ୍ତୁ ରାମ ଜୀ ସେ ସମୟରେ ପୁଷ୍ପକ ବିମାନରେ ଆସିଥିଲେ। କଲ୍କି କଲିଯୁଗରେ KTM ଚଲାଇ ପାରିବେ ନାହିଁ। କଲ୍କି ଆପଣଙ୍କ ଚିନ୍ତାଧାରା ଅନୁଯାୟୀ ରୂପ ଧାରଣ କରିବେ ନାହିଁ।
    Remember pandit kashinath Mishra ji is Right 👍

  • @lingarajpatra5242
    @lingarajpatra5242 หลายเดือนก่อน +10

    ଭିତର କୁ ଯାଆ ଓ ଇଣ୍ଟର୍ ଭ୍ୟୁ ନିଅ

  • @amardeepsharma7209
    @amardeepsharma7209 หลายเดือนก่อน

    काग भूषण जी गरुड़ जी से कहते हैं निज अनुभव में कहूं खगेश बिन हरे भजन ना मिटे कलेशा माधव नाम के बिना कोई क्लेश नहीं मिट सकता सभी से विनम्र निवेदन है आप भी माधव नाम जब करिए प्रभु के आगमन का पता आपको भी पता लग जाएगा आपका हृदय प्रमाण दे देगा जय श्री माधव जय श्री माधव❤❤

  • @muralidharbeheraadhamtikch4082
    @muralidharbeheraadhamtikch4082 หลายเดือนก่อน +2

    ଭାଇ କ୍ଷମା କରିବେ ତୁମ କଳ୍କୀ ଅବତାର ଙ୍କୁ ପଚାରିବେ ତାଙ୍କ ନିଜର ନାମ କଣ ଏବଂ ଛପନାକୋଟି ଜୀବଙ୍କର ନାମ କଣ ଏବଂ ଷୋଳନାମ ବତିସ ଅକ୍ଷର କଣ କଣ ଯଦି କହିଦେଲେ ତାହେଲେ ଆମେ ମାନିବୁ ସେହି ହେଲେ ପ୍ରକୁତରେ କଳ୍କୀ ଅବତାର ବୋଲି (ଅଚ୍ୟୁତ ଶରଣ 🙏)

  • @subhamsahu1322
    @subhamsahu1322 หลายเดือนก่อน +12

    ସବୁ ଲୋକଙ୍କ ଭୁଲ୍ ଏ ମାନଙ୍କୁ ଭଗବାନ ବୋଲି ଭାବୁଛନ୍ତି ବୋଲି ଏମିତି ହେଉଛି, ସବୁ ଟଙ୍କା ପାଇଁ ଏମିତି ଚାଲିଛି.

    • @madhavbhakt02
      @madhavbhakt02 หลายเดือนก่อน

      ଭବିଷ୍ୟମାଳିକାରେ ଲେଖାଯାଇଛି ଯେ କଳିଯୁଗ ଶେଷ ହୋଇଯାଇଛି। ଦୟାକରି ଏହାକୁ ଦର୍ଶନ କରନ୍ତୁ କିମ୍ବା ଆପଣଙ୍କ ଗୁରୁଙ୍କ ସହ ପରାମର୍ଶ କରନ୍ତୁ।

    • @Rajatrajput-e2s
      @Rajatrajput-e2s หลายเดือนก่อน

      Tum phele malika ko padho usko jano phir phir baat karo tum ko khud pata chal jayenga

  • @सेवक_1111
    @सेवक_1111 หลายเดือนก่อน

    My Krishna is so merciful. Everytime he sees His people need Him, He comes. A few months back when my mother slept saying to God that there are so many Kalkis today. But where are you. She dreamt of a school going child saving her daughter. She woke up and said, Lord Kalki is in His teenage, and He goes to school.

    • @सेवक_1111
      @सेवक_1111 หลายเดือนก่อน

      I myself had seen the sign of Hari-Har in my experience. He is so merciful. Madhaba.. Madhaba..

  • @jbsing4348
    @jbsing4348 หลายเดือนก่อน

    ଭଗବାନଙ୍କ ଅବତାର ଆସିଲେ ବହୁତ୍ ଚମତ୍କାର ଲୀଳା ଖେଳା କରନ୍ତି। ଏ ଅବତାର କ'ଣ ସବୁ ଚମତ୍କାର କଲେଣି ଟିକେ କହି ଦିଅନ୍ତୁ।

  • @SuvamsrikantaBehera
    @SuvamsrikantaBehera หลายเดือนก่อน +1

    ମହାପ୍ରଭୁ ନାମନେ ଇ କେହି ମହାପ୍ରଭୁ ଙ୍କୁ ଅପମାନ କରନ୍ତୁ ନାହିଁ ଯେତେବେଳେ ପ୍ରଭୁ ଅବତାର ନେବେ ସେନିଜ ଇ ଛାରେ ଅଲ୍ଲୋକିକ ଲିଳା ପ୍ରକାଶ କରି ବେ ଜୟ ଜଗନ୍ନାଥ ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତୁ

  • @adarshkar3701
    @adarshkar3701 หลายเดือนก่อน

    ଏକ ନଂ କଲ୍କି।।।। ପ୍ୟାଣ୍ଟ୍ ସାଟ୍ ବାଲା।। ଏମିତି ଗୋଟିଏ ବ୍ୟବସାୟ କରିବା ପାଇଁ ଭାବୁଛି।।। ଖୁବ୍ ପଇସା 😂😂😂😂😂😂

  • @suryakantamahalik3462
    @suryakantamahalik3462 หลายเดือนก่อน +2

    ପ୍ରଭୂ mba କରୁଛନ୍ତି...😂
    ଜଗନ୍ନାଥ ଙ୍କୁ ନେଇକି ମିଛ ପ୍ରଚାର କରନାହିଁ ରେ ଧ୍ୱଂସ ହେଇଯିବରେ...

  • @rajlaxmipatro4370
    @rajlaxmipatro4370 หลายเดือนก่อน +1

    Sabubele satya ra Jaya heu prabhuuu 🙏

  • @bhagabanadas1
    @bhagabanadas1 หลายเดือนก่อน +4

    ପ୍ରଭୁ ତ ସବୁ ଜାଣନ୍ତି +2 ରେ କେତେ persent mark ଥିଲା ......?

  • @Ranjitkumarmalik6067
    @Ranjitkumarmalik6067 หลายเดือนก่อน

    ନିଉଜ୍ ଚ୍ୟାନେଲ ବା ପ୍ରିଣ୍ଟ ମିଡ଼ିଆ ଯାହା ବି ଆଜି ସେମାନଙ୍କ ବିଷୟ ପ୍ରଚାର କରୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା କାଳ୍ପନିକ ଯେଉଁ ମିଡ଼ିଆ ସତ୍ୟ ଧର୍ମର ପ୍ରଚାର ଓ ପରିପ୍ରକାଶ କରିବା କଥା ଆଜି ମାୟା ଜାଲ ରେ ପଡ଼ି ବ୍ୟବସାୟ ଅର୍ଥ ଉପାର୍ଜନ ଏବଂ ସ୍ବାର୍ଥ ମୋହ ରେ ପଡ଼ି ମିଥ୍ୟା ପ୍ରଚାର ଚଲେଇଛନ୍ତି ସେମାନେ ସତ୍ୟ କୁ ଖୋଜି ସତ୍ୟ ର ପରିପ୍ରକାଶ କରିବା ପାଇଁ ଅନୁରୋଧ

  • @Michelle_David100
    @Michelle_David100 หลายเดือนก่อน +5

    ଘଟଣା ର ସତ୍ୟାସତ୍ୟ ତଦନ୍ତ କରା ଯାଉ

  • @satyabratananda4815
    @satyabratananda4815 หลายเดือนก่อน

    ସନାତନ ଧର୍ମ ସବୁ ଠୁ ପୁରୁଣା ଆଉ ଶ୍ରେଷ୍ଠ ଧର୍ମ , କିନ୍ତୁ ଧର୍ମ ଅନ୍ଧ ହେବା ବହୁତ୍ ଖରାପ । ବିଶ୍ୱାସ କରିବା ପୂର୍ବ ରୁ ସବୁ ଆଡୁ ଚିନ୍ତା କରିବା ଦରକାର...

  • @98rathore
    @98rathore หลายเดือนก่อน

    ସେମାନଙ୍କ ସହିତ ଲ fighting ିବା କିମ୍ବା ସେମାନଙ୍କ କଥା ଶୁଣିବା ଏବଂ ନିଜକୁ ଏବଂ ପରିବାରକୁ ସୁରକ୍ଷା ଦେବା ତୁମର ପସନ୍ଦ | ମୁଁ ସେମାନଙ୍କୁ ବାଛିଛି, ସେଥିପାଇଁ ମୁଁ ପଣ୍ଡିତ ଜୀ ଜୟ ଶ୍ରୀ ମାଧବଙ୍କ ଉପରେ ବିଶ୍ୱାସ କରି ସୁରକ୍ଷିତ ଅଛି
    It is your choice to waste your time fighting them or to listen to them and protect yourself and your family. I have chosen them, that is why I am protected by trusting pandit ji jay shri madhaw 🙏

  • @ayushityagi3003
    @ayushityagi3003 หลายเดือนก่อน +2

    Jai Shree Madhav 🙏🏻

    • @featbapunakumar2262
      @featbapunakumar2262 หลายเดือนก่อน

      Brhmna bideshi DNA r1a1. Sala mane andhabiswas pakhandi 6743 jati bane touch untouch baneichi shudra samaj ku sosna kariba pain

  • @Satyaspritual2000
    @Satyaspritual2000 หลายเดือนก่อน

    ଅଳ୍ପ ବିଦ୍ୟା ଭୟଙ୍କରୀ ହୋ ଭାଇନା ଗୁପ୍ତ ଖଣ୍ଡଗିରି କହୁଚ ।। ତାହେଲେ କହିଲ ଗୁପ୍ତ କ୍ଷେତ୍ର କୋଉଟା ? ଧନ୍ଦା କରୁଛ !! ଏସବୁ ଠିକ୍ ନୁହ ଲକ୍ଷେ ଭକ୍ତ ଚାତକ ଭଳି ଅନେଇ ରହିଛନ୍ତି ପ୍ରଭୁ ଆସିବେ ।। ଆଉ କଳ୍କୀ ଅବତାର ଯେବେ ଆସିବେ ଖାଲି ଭକ୍ତ ହିଁ ଜାଣିପାରିବେ ।।
    ଛପନ କୋଟି ଜୀବ ଜନ୍ତୁ ।। ତେତିଶ ଦେବ।।
    କହେ ଅଚ୍ୟୁତ ବିଷ୍ଣୁ ଭକ୍ତ ଯାର ବାସନା ଥିବ ❤

  • @prasad_advait
    @prasad_advait หลายเดือนก่อน +2

    କଳ୍କୀ ଆମ ଭିତରେ ଅଛନ୍ତି ଏବଂ କଳି ମଧ୍ୟ ଆମ ଭିତରେ। ଯେବେ ଆମେ ଅହଂ ର କେନ୍ଦ୍ରରୁ କାର୍ଯ୍ୟ କରୁ, ତାହା କଳି ଏବଂ ଯେବେ ଆମେ ନିଜ ଅହଂ କୁ ନେତି ନେତି ଦ୍ୱାରା କାଟି ଚାଲୁ, କାଟିବା ଵାଲା କୁ ହିଁ କାଟି ଚାଲୁ, ତାହା ହିଁ କଳି। ଅହଂ ହିଁ ସମୟ ଏବଂ ସମୟ ହିଁ କଳି। ଶାସ୍ତ୍ର କେବଳ ହେଉଛି ଉପନିଷଦ ତଥା ଦର୍ଶନ। ନିଜର କାଳିମା କୁ ଦେଖିବା ତଥା କାଟିଚାଲିବା ହିଁ କଳ୍କୀ ଅବତାର। ବାହ୍ୟ ଭଗବାନ ଙ୍କ ପଛରେ ଧାଇଁବା ତଥା ଜିଜ୍ଞାସାହୀନ ବିଶ୍ୱାସ ପ୍ରାର୍ଥନା ନୁହେଁ। ଜୀବନ ରେ ଅହଂ ର ନିସାରତା କୁ, ଭ୍ରମ କୁ ପ୍ରତି ମହୁର୍ତ୍ତ ରେ ଦେଖିବା ତଥା ଦେଖିବା ଵାଲା ଅହଂ କୁ ଦେଖିବା ହିଁ "ଆତ୍ମଜ୍ଞାନ"। କଥା, କାହାଣୀ, ପରମ୍ପରା ଧର୍ମ ନୁହେଁ। ଭକ୍ତି ତଥା ଆତ୍ମଜ୍ଞାନ ରୁ ଆସୁଥିବା ନିଷ୍କାମ କର୍ମ ହିଁ ଏକମାତ୍ର ଧର୍ମ। ଏହା ଭଗବତଗୀତା, ଉପନିଷଦ, ବାଇବେଲ, କୁରାନ ର ତହିଦ, ବୌଦ୍ଧ ଅନାତ୍ମ, ପାର୍ସି ଜରାଥୁଷ୍ଟର ଏବଂ ଓଶୋ, ରମଣ ମହର୍ଷି ତଥା ଜିଦ୍ଦୁ କୃଷ୍ଣମୂର୍ତ୍ତି ଙ୍କ ଶିକ୍ଷା। ଏବଂ ଏହା ହିଁ ପ୍ରକୃତ ସୁନ୍ଦରତା, ନିଜକୁ ପ୍ରତି ମୁହୂର୍ତ ରେ ଦେଖିବା। ଅହଂ ର ଅନୁପସ୍ଥିତି ହିଁ, ସରଳତା ଏବଂ ଭଗବତ୍ତା।

  • @narayannahak575
    @narayannahak575 หลายเดือนก่อน +3

    ଆମ ଦେଶରେ ଲୋକମାନେ Logic ନାହିଁ ବେଶୀ magic ଉପରେ ବିଶ୍ୱାସ କରନ୍ତି। ତେଣୁ ଆଜି ଦେଶର ଅବସ୍ଥା ଏମିତି।

    • @manojakumarsahoo1169
      @manojakumarsahoo1169 หลายเดือนก่อน

      Correct

    • @BHPLegend
      @BHPLegend หลายเดือนก่อน

      It is correct but God is really exist.ehi loka micha kahuchi,kintu bhagwan heiuchanti ama bujhiba sakti ra baharara science

  • @MrSnm-gr1ge
    @MrSnm-gr1ge หลายเดือนก่อน +1

    ଭଗବାନଙ୍କ ଉପରେ ଅପ ପ୍ରଚାର କରୁଥିବାରୁ ତୁମ୍ଭେ ନର୍ଦମାରେ କୀଟ ଜନ୍ମ ପାଇବ।
    ଜୟ ଜଗନ୍ନାଥ ସ୍ବାମୀ

  • @Malikavani123
    @Malikavani123 หลายเดือนก่อน +2

    महाप्रभु की महिमा महाप्रभु ही जाने।
    जय श्री माधव 🙏🙏

  • @prasad_advait
    @prasad_advait หลายเดือนก่อน +2

    ପୁଣିଥରେ କହିବାକୁ ଚେଷ୍ଟା କରିବି, କଳି ନିଜ ଭିତରେ କଳ୍କୀ ନିଜ ଭିତରେ। ଯେବେ ଆମେ ସତ୍ୟ କହୁଛେ, ସେବେ ହିରଣ୍ୟକଶିପୁ ତ କଳି ରେ ବଞ୍ଚୁଥିଲେ, ଯାହାକୁ ଆମେ ତ୍ରେତୟା କହୁଛେ, ରାମ ତ ସତ୍ୟ ରେ ଥିଲେ ଏବଂ ରାବଣ କଳି ରେ, ଦ୍ୱାପର ରେ କୃଷ୍ଣ ସତ୍ୟ ରେ ଥିଲେ ଏବଂ କଂସ ତଥା ଦୁର୍ୟୋଧନ କଳି ରେ, ଏବଂ ଏବେ ଯିଏ ନିଜକୁ ଅର୍ଥାତ ଅହଂ କୁ ମିଟାଇବାକୁ ଚେଷ୍ଟା କରୁଛି, ସେ ସତ୍ୟ ରେ ଅଛି ଏବଂ ଯିଏ ଅହଂକାର କୁ ପୋଷଣ ଦେଇଚାଲିଛି, ସେ କଳି ରେ ଅଛି। ତତ୍ତ୍ବ ଅଥବା ମର୍ମ ବୁଝିବାକୁ ଚେଷ୍ଟା କରିବା ଉଚିତ। ଶାସ୍ତ୍ର କୁ ଶସ୍ତ୍ର ବନାନ୍ତୁ ନାହିଁ, ମୁନି ଅଷ୍ଟବକ୍ର କହିଥିଲେ। ଅଷ୍ଟବକ୍ର ଗୀତା, ଅବଧୂତ ଗୀତା, ଜୀବନମୁକ୍ତି ଗୀତା, ରିଭୁ, ଜଡଭରତ - ଏମାନଙ୍କୁ ପଢନ୍ତୁ, ଯୀଶୁ, ମୋହମ୍ମଦ, ରୁମୀ, ବୁଦ୍ଧ, ସନ୍ତ ନାଗାର୍ଜୁନ, ରମଣ ମହର୍ଷି, ଜିଦ୍ଦୁ କୃଷ୍ଣମୂର୍ତ୍ତି, ଓଶୋ, ଅନେକ ପାଶ୍ଚାତ୍ୟ ଦାର୍ଶନୀକ, କବୀର, ରହିମ, ଗୋରଖ ଏମାନଙ୍କ ସହ ବସନ୍ତୁ, ଉଠନ୍ତୁ, ଜୀବନ ବନାନ୍ତୁ। କଦର୍ଥ ର ପ୍ରଚାର କରନ୍ତୁ ନାହିଁ। ଅନୁରୋଧ।

    • @queenashiq_
      @queenashiq_ หลายเดือนก่อน

      ଯୀଶୁ ହିଁ ସତ୍ୟ ଓ ଜୀବନ

  • @nitesh4483
    @nitesh4483 หลายเดือนก่อน +4

    ସବୁ ଅଧର୍ମରେ ରହି ଧର୍ମ କଥା କହୁଛ....ସାଧାରଣ ଜ୍ଞାନ ବି ନାହିଁ କିଭଳି ଭାବରେ କାହାକୁ ବ୍ୟବହାର କରିବା କଥା ମଧ୍ୟ ଜଣାନାହିଁ ଆଉ ଏଇଠି ନିଜର ଭାଷା ଦ୍ଵାରା ବଡ଼ ବଡ଼ କଥା କହୁଛ ସବୁ....ବିଚାର ତ ହେବ ଆଉ ସେ ସମୟ ରେ କହିବ କା ମୁହଁରୁ କେତେ କଥା ଅଛି

  • @RamaRabari-e7h
    @RamaRabari-e7h หลายเดือนก่อน +2

    *ओडिशा के संबल में है कल्कि महाप्रभु की जन्मस्थली*
    आज से लगभग 600 वर्ष पूर्व जन्मे भगवान विष्णु के नित्य पंचसखाओं में एक, महापुरुष अच्युतानंद दास ने अपने मालिका ग्रंथ 'भबिष्यजातिपाटक गीता' में बताया

  • @omprakashrawdiya907
    @omprakashrawdiya907 หลายเดือนก่อน +2

    कल्कि ढूंढने में चला, कल्कि मिला ना कोई। नकली नकली कल्कि में ही असली कल्कि होई।। according to bhavishya Malika he is a real kalki Avatar

  • @prasad_advait
    @prasad_advait หลายเดือนก่อน +1

    ରହିମ ବାତ ଅଗମ୍ୟ କି, କହତ ସୁନତ କି ନାହିଁ,
    ଜୋ କହତ ଜାଣତ ନାହିଁ, ଜୋ ଜାଣତ କହତ ନାହିଁ।
    ଜ୍ଞାନୀ ପ୍ରକାଶ କରେ ନାହିଁ ସେ ଅନ୍ତର୍ଯ୍ୟାମୀ ବୋଲି ଏବଂ ଅଜ୍ଞାନୀ କହି ବୁଲୁଥାଏ। ଯେତେବେଳେ କି ସତ୍ୟ ଅନିର୍ବଚନୀୟ।

  • @dullabhasa5371
    @dullabhasa5371 หลายเดือนก่อน

    ଆମେ ପଣ୍ଡିତ କାଶୀନାଥ ମିଶ୍ର ଏବଂ ମହା
    ପ୍ରଭୁଙ୍କୁ ଭଳ ଭାବରେ ଜାଣିଛୁ ମେଡିଆ ଯାହା ପ୍ରଚାର କରୁଛି ସମ୍ପୂର୍ଣ୍ଣ ମିଥ୍ୟା ଏହା ର କୋୖଣସି ସତ୍ୟତା ନାହିଁ ମେଡିଆ ମୋହ ରେ ପଢ଼ି ମିଥ୍ୟା ପ୍ରଚାର କରୁଛି ମେଡିଆ ସତ୍ୟତା କୁ ଖୋଜି ପରିପ୍ରକାଶ କରିବାକୁ ଅନୁରୋଧ

  • @mukundagarwal7610
    @mukundagarwal7610 หลายเดือนก่อน +3

    ପରମ ପୂଜ୍ୟ ପଣ୍ଡିତ କାଶୀନାଥ ଜୀଙ୍କୁ ବିରୋଧ କରୁଥିବା ସମସ୍ତ ଭକ୍ତଙ୍କ ପାଇଁ ଭବିଷ୍ୟ ମାଳିକାର ସଚେତନ ବାଣୀ |
    **କିଆ ପଣ୍ଡିତଜୀ ଛାଡ଼ା କେହି ଏହାର ସତ୍ୟ ଅନୁସାରୀ ଅଟିବେ?**
    👉ତିନି ଅବ୍ଦେ ତାର ହୋଇବ ପ୍ରଚାର ଏକତା ଭାବ ହେ ବୀର
    ଭକ୍ତମାନେ ମୋର ବିଦେଶେ ଭ୍ରମିବେ ହୋଇ ସାତ ସିଂଧୁପାର ।
    ସେ ସମୟରେ ସମସ୍ତ ସମୁଦ୍ରରେ (ପୃଥିବୀରେ) ଏକ ସମାନ ମୋର ପ୍ରଚାର ଚଲିବ | ମୋର ଭକ୍ତ ସାତ ସମୁଦ୍ର ପାର ଭିତରେ ବିଦେଶ ଯାଇ ପ୍ରଚାର କରିବେ |
    👉ସର୍ବ କର୍ମ ତେଜି ନିଷ୍କାମ ଭାବରେ ଭ୍ରମିବେ ଜଣେ ମୋ ଭକ୍ତ
    ତାର ରୂପ ବେଶ ଦେଖି ଲୋକ ହାସ୍ୟ କରିବେ ପାଖେ ବହୁତ |
    ମୋର ଏକ ଭକ୍ତ ସମସ୍ତ କର୍ମ ଛାଡ଼ି ନିଷ୍କାମ ଭାବରେ ଲୋକଙ୍କ ମଧ୍ୟରେ ଭ୍ରମଣ କରିବେ | ସେମାନେ ତାଙ୍କୁ ଦେଖି ତାଙ୍କର ହସ୍ୟ କରିବେ |
    👉ମାଗି ନ ଖାଇବ ଦେଲେ ସେ ଖାଇବ କାହାକୁ କିଛି ନ କହି
    ବ୍ରହ୍ମାଣ୍ଡ ମଧ୍ୟରେ ଭ୍ରମି ସ୍ଥାନେ ସ୍ଥାନେ ଅବଧୂତ ନାମ ବହି |
    ସେ କେବେ କିଛି ଯାଚନା କରିବେ ନାହିଁ, ଯେଉଁଥିରେ ଭକ୍ତ ଦେଖିବେ ସେହିଠାରେ ଭୋଜନ ନେବେ | ଅବଧୂତ ଅର୍ଥାତ୍ 'ଶିବ' ନାମ ଧରି ସେ ବ୍ରହ୍ମାଣ୍ଡରେ ଭ୍ରମଣ କରିବେ |
    👉ସବୁ ଜୀବକୁ ସେ ସମାନ ଦେଖିବ ଭେଦ ନ ଥୁବ ମନରେ
    ଭୋଜନ ସମୟରେ ଶ୍ବାନମାନେ ମିଳି ଖାଇବେ ତାର ସଙ୍ଗରେ |
    ସେ ଭକ୍ତ ସମସ୍ତ ଜୀବକୁ ସମାନ ଭାବେ ଦେଖିବେ ଏବଂ ତାଙ୍କର ମନରେ କୌଣସି ଭେଦ ନହେବ | ଭୋଜନ କରୁଥିବା ସମୟରେ ଯଦି ଶ୍ବାନ ଆସିବେ, ସେ ତାଙ୍କ ସହ ଭୋଜନ କରିବେ |
    👉ଘୃଣାରୁ ବାହାର ହୋଇଥିବ ସେହି ମୋ ପାଦରେ ଚିତ୍ତ ରଖି
    ଉପଦେଶ ଦେଉଥିବ ସ୍ଥାନେ ସ୍ଥାନେ ସ୍ବଚ୍ଛ ହୃଦୟ ଲୋକ ଦେଖୁ |
    ପ୍ରଭୁଙ୍କର ପଦରେ ମନ ରହି ସେ ଘୃଣାରୁ ଉପରେ ଥାଇବେ, ସ୍ଥାନ ସ୍ଥାନରେ ଯାଇ ଉପଦେଶ ଦେବେ ଏବଂ ଶୁଦ୍ଧ ହୃଦୟ ଲୋକ ତାଙ୍କୁ ଶୁଣିବେ |
    👉ରାଜ୍ୟ ରାଜ୍ୟରେ ମହୋତ୍ସବ କରାଇବେ ବହୁତ ଲୋକ ମିଳିବେ
    ମୋର ପାଦରେ ଚିତ୍ତ ଦେଖି ମୋର ସଙ୍କୀର୍ତ୍ତନ ଆରମ୍ଭବେ |
    ସେ ସମସ୍ତ ରାଜ୍ୟରେ ମହୋତ୍ସବ କରିବେ ଏବଂ ବହୁତ ଭକ୍ତଙ୍କୁ ଏକତ୍ର କରିବେ | ପ୍ରଭୁଙ୍କର ପଦରେ ମନ ଦେଖି ସେ ସେଠାରେ ସଙ୍କୀର୍ତ୍ତନ ଆରମ୍ଭ କରିବେ |
    👉ଅଡାଇ ରାନ୍ଧିଲେ ବଢାଇ ହୋଇବ ମୋର ଭକ୍ତ ଦେଲେ ଛୁଇଁ
    ସହସ୍ର ସହସ୍ର ଲୋକ ଖାଉଥିଲେ ତାହା ଶେଷ ହେବନାହିଁ |
    ସେ ଭକ୍ତ ଯଦି ଛୁଁବେ, ଅଡାଇ (ଏକ ବହୁତ ସାଧାରଣ ପରିମାଣ) ଭୋଜନ ବି ଅଧିକ ହେବା ସହିତ, ସହସ୍ର ଲୋକ ଭୋଜନ କରିବେ ବେଳେ ବି ସେ ସମାପ୍ତ ହେବେ ନାହିଁ |
    👉ଅଗ୍ନିକୁଣ୍ଡେ ଘୃତ ଢାଲୁଥିବ ସେହି ଦୃଢ଼ରେ ଧ୍ୟାୟି ମୋ ନାମ
    କେତେବେଳେ ଷ୍ଟିରୀ କେତେବେଳେ ପୁଣି ହେବ ପୁରୁଷ ଉତ୍ତମ |
    ମୋର ନାମକୁ ଧ୍ୟାନ କରି ସେ ଅଗ୍ନିକୁଣ୍ଡରେ ଘୃତ ହବନ କରିବେ ଏବଂ ସେ କେବେ ସ୍ତ୍ରୀ ଭାବରେ କେବେ ପୁରୁଷ ଭାବରେ ପ୍ରଭୁଙ୍କର ଭକ୍ତି କରିବେ |
    👉କେତେବେଳେ ଷ୍ଟିରୀ ପୁରୁଷ ବୋଲିଁ କିଛି ଜଣା ନ ପଡ଼ିବ
    ଏମନ୍ତ ବେଶରେ ମୋର ଭକ୍ତ ବ୍ରହ୍ମାଣ୍ଡ ମଧ୍ୟରେ ଭ୍ରମିବ |
    ସେ କେବେ ସ୍ତ୍ରୀ ଭାବରେ ହେବେ, କେବେ ପୁରୁଷ ଭାବରେ ହେବେ, ଏହା କେହି ଜାଣିପାରିବେ ନାହିଁ | ଏହି ବେଶରେ ସେ ମୋର ଭକ୍ତ ସମସ୍ତ ପୃଥିବୀରେ ଭ୍ରମଣ କରିବେ |
    👉ହୃଦୟେ ଥିବା ଜ୍ଞାନ ଏପରି ଏ ଜଣ ତାହାର ସେବା କରିବେ
    ଏ ଏଉଁ ଆଦେଶ ଦେବ ମସ୍ତକର
    Jai Jagannath

    • @amritashmishra2719
      @amritashmishra2719 หลายเดือนก่อน +3

      ଜୟ ଜଗନ୍ନାଥ! ଶେଷରେ କେହି ଏହା ବୁଝୁଛନ୍ତି ଯେ ଏହା ସବୁ ମହାପ୍ରଭୁଙ୍କ ଲୀଳା ଏବଂ ଭବିଷ୍ୟ ମାଳିକାର ଭବିଷ୍ୟବାଣୀ ଯାହା ସତ୍ୟ ଅଟେ ଏବଂ ନିଶ୍ଚିତ ଭାବେ ଘଟିବ। ଏହା ପୂର୍ବରୁ ଘଟିଛି, ବର୍ତ୍ତମାନ ଘଟୁଛି, ଏବଂ ଭବିଷ୍ୟତରେ ମଧ୍ୟ ଘଟିବ।🙏🙏🙏🙏🙏

  • @DhruvKumar_jaiMAAvaishnodevi
    @DhruvKumar_jaiMAAvaishnodevi หลายเดือนก่อน +2

    Media is wrong , kalki avtar has come

  • @bibekanandaswain3404
    @bibekanandaswain3404 หลายเดือนก่อน +1

    ମିଡିଆ ର ଜଦି ପ୍ରକୃତ ସତ୍ୟ କୁ ପ୍ରକାଶ କରିବା ପାଇଁ ସାମର୍ଥ୍ୟ ନାହିଁ ଏ ଭଳି ଅପ ପ୍ରଚାର ବନ୍ଦ କରୁ.

  • @kisubanki6564
    @kisubanki6564 หลายเดือนก่อน +6

    ଭଗବାନ ଙ୍କ ନା ରେ କାହିଁକି ଲୋକ ଙ୍କ ବିଶ୍ୱାସ ସହ ଖେଳୁଛ ରେ....

    • @Rajatrajput-e2s
      @Rajatrajput-e2s หลายเดือนก่อน

      Tum phele malika ke bare mia jano usse samjho phir baat karo

    • @kisubanki6564
      @kisubanki6564 หลายเดือนก่อน

      @@Rajatrajput-e2s mu kebala mo bapa maa au jagat ra natha jagannatha nku hni janichi... Mo pain emane hni bhagaban

  • @puspalatabeherapuspalatabe4970
    @puspalatabeherapuspalatabe4970 หลายเดือนก่อน +2

    ମିଡ଼ିଆ ଵାଲା ଙ୍କ କଥା ରେ ଟିକେ ବି ସତ୍ୟତା ନାହିଁ

  • @TheSonOfSoil.
    @TheSonOfSoil. หลายเดือนก่อน +25

    ମାଡ଼ ଅଭାବ

  • @HemantBehera-ve7mu
    @HemantBehera-ve7mu หลายเดือนก่อน +5

    ଯିଏ ଅପଢା ପାଠ ପଢ଼ିଚି ତାଙ୍କର ପାଠ ପଢା ଦରକାର ନାହିଁ ତାଙ୍କ ର ସବୁ ପାଠ ମାତୃ ଗର୍ଭରୁ ସରିଯାଇଥାଏ

  • @ajitsahu7423
    @ajitsahu7423 หลายเดือนก่อน +1

    ଏ ସଲା ଚନ୍ଦା ର
    କଥା ବାର୍ତ୍ତା ଠିକ୍ ନାଇଁ ଆଉ

  • @niranjanpatrapatra8418
    @niranjanpatrapatra8418 หลายเดือนก่อน

    ଅନ୍ଧ ବିଶ୍ବାସ ଛାଡ଼, ଅମାନଙ୍କୁ ଦରକାର ମାଡ଼

  • @-hp7et
    @-hp7et หลายเดือนก่อน

    ଏ ନାଟକ ର ଗୋବର୍ଦ୍ଧନ୍ ଏଇ ହିଁ ହେଇ ଥିବ

  • @Sanatani-c6v
    @Sanatani-c6v หลายเดือนก่อน

    ପଣ୍ଡିତ କାଶୀନାଥ ମିଶ୍ର ଜୀ କେବେ ବି କାହାପାଖରୁ ଟଙ୍କା ନେଇନି ଓ ମାଗିନି। ସେ ସଭାରେ ସମସ୍ତଙ୍କୁ ମାଗଣାରେ ଭୋଜନ କରାନ୍ତି ଏବଂ ସମସ୍ତଙ୍କ ରହିବାର ବ୍ୟବସ୍ଥା ସେ ନିଜେ କରନ୍ତି। କିଛି ଜାଣିବା ବିନା କାହାକୁ ଭୁଲ କହିବେ ନାହିଁ, ପ୍ରଥମେ ସେଙ୍କ ବିଷୟରେ ଜାଣନ୍ତୁ।
    Remember pandit kashinath Mishra ji is Right 👍

  • @ATripathy-328
    @ATripathy-328 หลายเดือนก่อน +4

    ଆମେ ଭଲ ଭାବେ ଜାଣିଚୁ ଯେ ଆଶ୍ରମ ମହାପ୍ରଭୁ ଆଉ ବାବା ସମ୍ପୂର୍ଣ୍ଣ ସତ୍ୟ Media ଯାହା ପ୍ରଚାର କରୁଛି ସମ୍ପୂର୍ଣ୍ଣ ମିଥ୍ୟା ସେଥିରେ କୋୖଣସି ସତ୍ୟତା ନାହିଁ media ସତ୍ୟତା ଜାଣିବାକୁ ଚେଷ୍ଟା ମଧ୍ୟ କରୁନି media ସତ୍ୟ ଲୁଚେଇ ମିଥ୍ୟା ପ୍ରଚାର କରୁଛି କେବଳ ପଇସା ରୋଜଗାର ପାଇଁ।

  • @MadhavDas-n9c
    @MadhavDas-n9c หลายเดือนก่อน +1

    ଟାହି ଟାପରାରେ ସଂସାର ପୂରିବ, ଟୋକାଏ ମାରିବେ ତାଳି ଦେଉଳ ଦୁଆରେ କଣ୍ଟା ବାଡ଼ ପୋତି ବୋଲିବେ ନଗଡ଼ାମାଳି।
    टाहि टापरारे संसार पूरिब, थोकाए मारिबे ताकि देउळ दुआरे कण्टा बाड़ पोति बोलिबे नगड़ामाळि।।
    ~ शिव कल्प निर्घंट (द्वितीय निर्घंट)
    महापुरुष अच्युतानंद कहते हैं कि निंदा और परिहास से संसार परिपूर्ण हो जाएगा। भक्तों की बहुत निंदा होगी। अधर्मीगण भक्तों के भक्तिभाव का मजाक उड़ाएंगे। उनके द्वारा प्रभुभक्ति किये जाने का प्रतिरोध करेंगे और उनका धर्म नष्ट करने के पूरे प्रयास करेंगे।

  • @subhampadhan4893
    @subhampadhan4893 หลายเดือนก่อน +4

    ସନାତନ ଧର୍ମ ନାମରେ ଏମାନେ କଳଙ୍କ। ଓଡ଼ିଆ ର ଜଗନ୍ନାଥଙ୍କ ସଂସ୍କୃତି କୁ ଏଇ ପରି ଲୋକ ମାନେ ଅପମାନ କରୁଛନ୍ତି।

  • @himanshunayak194
    @himanshunayak194 หลายเดือนก่อน +36

    +2 ପଢୁଚି MBA କରିବେ ପ୍ରଭୁ 😂😂😂😂😂😂

    • @hrushibarik4034
      @hrushibarik4034 หลายเดือนก่อน +2

      Pita bhai prvhu ra bapaku

    • @rakshyakarmahanta4227
      @rakshyakarmahanta4227 หลายเดือนก่อน +1

      @@himanshunayak194 this is business 🤣🤣

    • @pradhananu4930
      @pradhananu4930 หลายเดือนก่อน

      ​@@hrushibarik4034କାହିଁକି ଭଗବାନ ଶ୍ରୀକୃଷ୍ଣ କଣ ଗୁରୁକୁଳ ରେ ପାଠ ପଢି ନଥିଲେ କି ।ସେୟା ନୁହଁ ଏ ଚ୍ୟାନେଲ ମାନେ ମିଥ୍ୟା ପ୍ରଚାର କରୁଛନ୍ତି

    • @educationtutorial456
      @educationtutorial456 หลายเดือนก่อน +2

      Puni 18 barsa kahuchie

    • @shantiswarupapati8366
      @shantiswarupapati8366 หลายเดือนก่อน

      Right bro,moha Prabhu abidya grahana karibe kahinki ? Beda re lekha achhi," ja bidya ,sa bimuktaye"", tenu mo mohaprabhu kebe abidya (asura bidya) grahana karibe nahin,Jay Jagannath,dhongi mana nku bhagaban danda debe,wait Kara.......

  • @AnilkumarSahoo-qs6et
    @AnilkumarSahoo-qs6et หลายเดือนก่อน +18

    Michha ta re kuha hue ki Jajpur loka sabu Pabana boli

  • @bibekanandaswain3404
    @bibekanandaswain3404 หลายเดือนก่อน +1

    ମିଡିଆ ଦ୍ୱାରା ଜାହା ପ୍ରଚାର କରାଯାଉଛି ତାହା ସମ୍ପୂର୍ଣ୍ଣ ରୂପେ ମିଥ୍ୟା.ସମ୍ପୂର୍ଣ ସତ୍ୟ କୁ ନ ପ୍ରକାଶ କରି କେବଳ ଅନ୍ଧାର ରେ ବାଡି ବୁଲୋଉଛି.ସତ୍ୟ କୁ ଜାଣିବାକୁ ମଧ୍ୟ ଚେଷ୍ଟା କରୁନି

  • @UniverseSecrets
    @UniverseSecrets หลายเดือนก่อน

    POV: Pandit Ji's name and Jajpur address are clearly mentioned in the 600-year-old Bhavishya Malika. He is a highly revered personality who has selflessly dedicated his life to Dharma and the service of devotees. I kindly request everyone not to spread false information or blame him without understanding his true contributions. 🙏🙏🙏

  • @RSRanjan754
    @RSRanjan754 หลายเดือนก่อน +3

    ପାଇଷା କମେଇବା ର ସରଳ ବାଟ ଏ ମାନଙ୍କୁ ଖାଲି ମାଡ ଦରକାର

    • @JyotirmayeeParida-tt3ky
      @JyotirmayeeParida-tt3ky หลายเดือนก่อน

      ସେ ତ ପଇସା ନେଉ ନାହାଁନ୍ତି। ଆପଣ କିଛି ନ ଜାଣିକି ମିଛରେ ଏମିତି କଥାବାର୍ତ୍ତା କରୁଛନ୍ତି 🙏

  • @Sanatani-c6v
    @Sanatani-c6v หลายเดือนก่อน +1

    Pandit kashinath Mishra ji is Right he is spreading truth kalki Avtar is born and yes he is real kalki Avtar

    • @Lee2....
      @Lee2.... หลายเดือนก่อน

      Kashinath mishra ଏକ number ଢୋଙ୍ଗୀ 😂 ନିଜେ ବହି ଲେଖିକି ଲୋକଙ୍କୁ ବୋକା ବନାଉଛି ।😂

  • @brundabanbehera1195
    @brundabanbehera1195 หลายเดือนก่อน

    ଇଏ ଏକ ନମ୍ଵର ଠକ ଶଳାକୁ ଛେଚିବା କଥା😢😢😢

  • @sudhanwasundarsundaray5595
    @sudhanwasundarsundaray5595 หลายเดือนก่อน +1

    3:28 Chhaadibaa paain manaa karaa heichhi 😆😆😆. Kanthe bije Saraswati maataa.

  • @luckychaturvedi6132
    @luckychaturvedi6132 หลายเดือนก่อน

    why did blood was found in jagannath Puri temple ? Why was there fire in the flag ? Why was eagle sitting of flag ? How did enormous stone fall from jagannath temple ? Why are there cracks in temples walls ? Why are there many clashes between the workers of jagannath Puri temple ? Why did bal bhadra bhaiya fall ?
    Answer this !! → this is clear sign that prabhu jagannath is showing us clearly that kalyuga has ended

  • @DrRituDave
    @DrRituDave หลายเดือนก่อน

    Hohi wahi jo Madhav Prabhu rachi rakhaa🙏🙏🙏

  • @PrashantKumarPrusty-o4r
    @PrashantKumarPrusty-o4r หลายเดือนก่อน +3

    Second sarathi jajpur

  • @biswajitsahoo9607
    @biswajitsahoo9607 หลายเดือนก่อน

    କଳ୍କୀ ନା କଦଳୀ ଅବତାର. ଶଳା କୋଉ ଶାସ୍ତ୍ର ପୁରାଣ ରେ ଲେଖା ହଇଛି ବେ! ଭୁଆଁ ବୁଲାଉଛି.
    ୟାକୁ ଗୋଟେ

  • @AnantaMulekmajhi
    @AnantaMulekmajhi หลายเดือนก่อน

    ହିନ୍ଦୁ ଧର୍ମରେ ହିଁ ସବୁ ଦେବତା

  • @AjaySharma-bv4zb
    @AjaySharma-bv4zb หลายเดือนก่อน +1

    Prabuji ji avtar le chuke ha bhavisya malika k anusar us pr vishwas kre aur madhav naam k jap kre prabuji khudh anubhab denge k me aagya hu dharti pr
    Jai shree madhav

  • @Reenabehera0
    @Reenabehera0 หลายเดือนก่อน +1

    ❤❤❤❤❤❤❤❤❤❤❤❤❤❤❤❤❤❤❤❤papara kalasa bharigale ape tale padi jibe kachadi debe

  • @payal1988
    @payal1988 หลายเดือนก่อน

    Pandit ji Never ask anyone for money. Even he cook his own food wherever he go .
    Jai shree madhav

  • @cscorner6368
    @cscorner6368 หลายเดือนก่อน

    Pandit Ji made everyone sing the name of the God. He asked everyone to come to path of righteousness. He made people serve water to people around the world at the time of severe heat wave. He made everyone serve food and clothes to the needy. He made everyone chant the name Madhab. He made everyone quit drinking, smoking and non-vegetarian food. He made everyone read Shreemad Bhagwatam. He did everything that a true saint must do. What did he not have? Why did he had to do it? He did all this just so people can build up good karma, and come to the right path. He did not have to waste his days and nights for a thankless society, which can be allured by false narratives.

  • @suneelsonparewa5830
    @suneelsonparewa5830 หลายเดือนก่อน

    पंडित काशीनाथ जी ने धर्म और सनातन संस्कृति पर महान कार्य किया है। वह लोगों को सच्चे और सही मार्ग पर मार्गदर्शन करते हैं। पूरी जानकारी के बिना कुछ लोगों को ताराहुडा की सच्चाई समझ नहीं आती. तब, यह अनिवार्य हो जाता है कि हम सही मार्ग को चिह्नित करें और उसका प्रचार करें🙏

  • @SudamBariha-ck7ic
    @SudamBariha-ck7ic หลายเดือนก่อน +3

    Jay jaganath Jay Pancha Sakha Malika satya satya Prabhu aasi sari leni 🙏🙏🙏🇮🇳

    • @commonman5937
      @commonman5937 หลายเดือนก่อน

      Tote gandi marileni prabhu

  • @sukeshgoswami1803
    @sukeshgoswami1803 หลายเดือนก่อน +1

    Bhai jaha kahuchanti sabu satya. Midia sampurna mithya prachar karuchanti

  • @jyotiranipradhan2014
    @jyotiranipradhan2014 หลายเดือนก่อน +3

    ଏଇ ଧର୍ମ ଯୁଦ୍ଧରେ ଆମେ ବି ତମ ସହ ଅଛୁ। ପ୍ରଭୂ ବି ଆମ ସହ ଅଛନ୍ତି। ଆମେ ଡରିବୁ କାହା ପାଇଁ। ବାନର ସେନା ଯେମିତି ରାବଣ ଙ୍କୁ ଦେଖି ଦରି ନଥିଲେ ଆମେ ବି ଠିକ୍ ସେମିତି ତମ ସହ ଅଛୁ ଜଗନ୍ନାଥ୍ ଆଶୀର୍ବାଦ ସବୁବେଳେ ଅଛି

  • @anitabehera8756
    @anitabehera8756 หลายเดือนก่อน

    Should inquiry & take strict action.

  • @drashtivashistha3349
    @drashtivashistha3349 หลายเดือนก่อน

    This is true, the Lord Kalki will be unparalleled, and according to the future prophecy, He will reside on Mount Kandgiri... and He will perform His divine leelas (pastimes)... If you have any doubts, then chant the name of Madhava and always pray to the Lord. Whether this is true or not, you will receive the answer.

  • @Sanatani-c6v
    @Sanatani-c6v หลายเดือนก่อน

    We are with pandit Kashinath Mishra ji he is right Kalki Avatar has been born

  • @prasad_advait
    @prasad_advait หลายเดือนก่อน

    ଅହଂ ନିଜକୁ କେବେ ନ ଦେଖି, ଅନ୍ୟକୁ ହିଁ ମିଥ୍ୟା ଏବଂ ନିଜକୁ ସତ୍ୟ କହିଥାଏ, ଏହାକୁ ହିଁ ମାୟା କିମ୍ବା ଭ୍ରମ କୁହାଯାଏ।

  • @SatyabrataPatra-r8r
    @SatyabrataPatra-r8r หลายเดือนก่อน

    ଯେତିକି ନକ୍ସଲ ମାନଙ୍କୁ ଖୋଜିବା ଦାୟିତ୍ୱ ଦିଅନ୍ତୁ ୟାଙ୍କୁ ଦିଅ ପୋଲିସ ଵାଲା ଆଉ କିଛି ଦରକାର ନାହିଁ, ୟା ଠୁ ମୂର୍ଖ ଆଉ ନାହିଁ ଜଗନ୍ନାଥ ବୋଲି ନିଜକୁ ଭାବୁଛି ମୂର୍ଖ ଏମିତି ପ୍ରହସନ କରି କେତେ ଟଙ୍କା ଦିନକୁ କେତେ ଆଦାୟ କରୁଛ ଏ ବର୍ଷ ଠୁ ରଥଯାତ୍ରା କର, ତୋର ମୁଣ୍ଡରେ ଵାଲା ନାହିଁ ତୁ ଶଳା ବେଈମାନ ତା ପରିଷ୍କାର ଦେଖାଯାଉଛି ତୋ ନମ୍ବର ଦେଲୁ ବାଳ

  • @jyotiranjannayakvlogs367
    @jyotiranjannayakvlogs367 หลายเดือนก่อน

    ଆଗରୁ ସବୁ ଲେଖା ହେଇକି ଥୁଆ ହେଇଥିଲା 😃ଏବେ ତାହେଲେ ମାନ୍ୟବର ୨ ବି ଅଙ୍ଗନବାଡି ପଢିକି ହାଇସ୍କୁଲ ପଢିକି +2 ପଢ଼ିଲେଣି MBA BBA ହଉ Btech ବି admission କରିଦିଅ 😀😆😉

  • @jayjagannathchannel2702
    @jayjagannathchannel2702 หลายเดือนก่อน

    ଯାଜପୁର ନୁହଁ ସମ୍ବଳ ଗ୍ରାମରେ ଆଉ ଗୋଟିଏ କଥା ଗୁପ୍ତ ରେ ରହି ଲିଳା କରିବେ ଆଉ ରୁପ ଦେଖେଇ ହେଇ କଣ ପାଇଁ ଆପଣ ଙ୍କ ମୋବାଇଲ ନମ୍ବର ଦିଅନ୍ତୁ

  • @jayashreepatro
    @jayashreepatro หลายเดือนก่อน

    ସମସ୍ତେ ଯୁକ୍ତି ଯୁକ୍ତ ପ୍ରମାଣ ସହ କମେଣ୍ଟ କରନ୍ତୁ ,କିଛି ନ ଜାଣି କୁହନ୍ତୁ ନାହିଁ, ପଣ୍ଡିତ ଜି ଙ୍କ ବାଣୀ ରେ ବହୁତ୍ ସତ୍ୟ ଅଛି , ମାଳିକା ହେଉଛି ଏହା ର ପ୍ରମାଣ,ଜୟ ଶ୍ରୀ ମାଧବ

  • @harekrushnabehera3138
    @harekrushnabehera3138 หลายเดือนก่อน +2

    ତୁ ଯେବେ ନିଜେ ଭଗବାନ
    ଦେଖାତୋ ଶଙ୍ଖ, ଚକ୍ର,ଚିହ୍ନ

  • @amardeepsharma7209
    @amardeepsharma7209 หลายเดือนก่อน

    पूज्य पंडित जी माधव नाम जप त्रिकाल संध्या भागवत पठन के लिए कह रहे हैं आप भी यह सब करके देखिए प्रभु आपको स्वयं प्रमाण दे देंगे कि वह पृथ्वी पर आ गए हैं जय श्री माधव जय श्रीमाधव❤❤

  • @ramakrushnadalai2497
    @ramakrushnadalai2497 หลายเดือนก่อน

    Beautiful, ସବୁ ଘରେ ସାଧୁ ବାହାରିବେ

  • @gobindanayak3215
    @gobindanayak3215 หลายเดือนก่อน

    ଅତୀତରେ କିଛି ବ୍ୟକ୍ତି ଏହି ବେପାର କରି ଜେଲ୍ ରେ ଥିଲେ।ଯେଉଁ ବେପାରରେ CGST କି SGST ଦେବାକୁ ପଡେନି। ଯେଉଁ ଭକ୍ତମାନେ ଅତୀତରେ ପଲଙ୍କ ସେବା କରିପାରିନାହାନ୍ତି ଏବେ ସେ ଯାଇପାରିବେ କାରଣ ପ୍ରଭୂ 18 ବର୍ଷର ହେଇଗଲେଣି। ଆଉ ହଁ ଛୁଟି ଦିନରେ ଆସିବାକୁ ଅନୁରୋଧ କାରଣ ପ୍ରଭୁ ବିଦ୍ୟା ଅଧ୍ୟୟନ କରୁଛନ୍ତି।