ଏକ ନିଶ୍ୱାସରେ ଗାଇଲେ ସୋନୁ କାନ୍ଦିଲେ ଦର୍ଶକ |Jagannath Bhajan | Sonu Nigam Rocks the Bali Yatra Stage |OR

แชร์
ฝัง
  • เผยแพร่เมื่อ 21 ธ.ค. 2024
  • ବାଲିଯାତ୍ରାରେ ଭଜନ ଗାଇ କନ୍ଦେଇଦେଲେ କଣ୍ଠଶିଳ୍ପୀ ସୋନୁ ନିଗମ। ଗୀତ ଶୁଣି ନିଜ ଜାଗାରୁ ହଲି ନଥିଲେ ଦର୍ଶକ, ମନଧ୍ୟାନ ଦେଇ ସୋନୁ କଣ୍ଠରୁ କାଳିଆର ଭଜନ ଶୁଣୁଥିଲେ। ସୋନୁଙ୍କ ଲୋକପ୍ରିୟ ଭଜନ `ତୋ ଆଗରେ କିଛି ଧୂପ' ଗୀତ ଶୁଣି ସମସ୍ତ ଦର୍ଶକଙ୍କ ଆଖିରେ ଥିଲା ଲୁହ...
    ଏକ ନିଶ୍ୱାସରେ ଗାଇଲେ ସୋନୁ କାନ୍ଦିଲେ ଦର୍ଶକ | Jagannath Bhajan | Sonu Nigam Rocks the Bali Yatra Stage |Odisha Reporter | Sonu Nigam’s Stellar Performance at Bali Yatra 2024
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #sonunigam #Balijatra #odisha #news #update #song #OdishaReporter

ความคิดเห็น • 1.4K

  • @santoshkudas25
    @santoshkudas25 หลายเดือนก่อน +1212

    90s ଗାୟକ ଗାୟିକା କୋହିନୂର ହୀରା
    ଆଉ ସେଥିରୁ ସୋନୁ ନିଗମ ସବୁଠୁ ଅଧିକ ଦାମିକା ହୀରା❤

  • @niranjannayakkaliakalia3764
    @niranjannayakkaliakalia3764 หลายเดือนก่อน +643

    ସୋନୁ ନିଗମ ସାର ଙ୍କୁ ମୁଁ ଓଡ଼ିଆ ହିସାବ ରେ ଶତ ଶତ ପ୍ରଣାମ ଜଣାଉଛି

    • @BijayMahakud-rh2gk
      @BijayMahakud-rh2gk หลายเดือนก่อน +4

      ହିରାଵି ଫାକା ପଡିଜିଵ ସୋନୁ ନିଗମ ଠୁ 👌🙏🙏❤️❤️🇮🇳💯✨🚩🚩

    • @KajalSenapati143
      @KajalSenapati143 หลายเดือนก่อน +1

      👍🙏😊

  • @shubhamsahu6582
    @shubhamsahu6582 หลายเดือนก่อน +571

    ଏମିତି ତିଳେ ମାତ୍ରେ ଅନୁଭବ ହେଉନାହିଁ କି ଭଜନ ଟି ଜଣେ ଅଣ ଓଡ଼ିଆ କଳାକାର ଙ୍କ ଦ୍ଵାରା ପରିବେଷଣ କରାଯାଇଛି।❤

    • @vishnucreationr
      @vishnucreationr หลายเดือนก่อน +13

      Mana re bhakti thile jana padibani

    • @debasmitabhuyan5808
      @debasmitabhuyan5808 29 วันที่ผ่านมา +2

      ✅✅

    • @swarnalatasarangi2715
      @swarnalatasarangi2715 29 วันที่ผ่านมา +8

      First thing he is legend , make every song special
      Secondly he sung it before 30yr ago and it can't be happen without blessings of our Mahapravu

    • @UmakantaNayak-ww9or
      @UmakantaNayak-ww9or 29 วันที่ผ่านมา +2

      Right sir

    • @mrutyunjayapanda1343
      @mrutyunjayapanda1343 29 วันที่ผ่านมา

      ​@@swarnalatasarangi2715true

  • @sushreesangita4827
    @sushreesangita4827 29 วันที่ผ่านมา +80

    ଏତେ ସ୍ପଷ୍ଟ ଓଡ଼ିଆ ଉଚ୍ଚାରଣ। ଅସାଧାରଣ ଦକ୍ଷତା ତାଙ୍କର ଭାଷା ଉପରେ। 🙏

  • @chakradharapati4080
    @chakradharapati4080 หลายเดือนก่อน +498

    ସମସ୍ତ ଓଡିଆ ସିଂଙ୍ଗର ମାନେ କିଛି ସିଖ ସୋନୁ ନିଗମ ଜଗନ୍ନାଥ ଙ୍କ ଗାଇଵା ପୂର୍ବରୁ ପାଦରୁ ଜୋତା କାଢି ଗୀତ ଗାଇଲେ ସେହି ପୁରୁଣା ଶୋର ଯେମିତି ଶୁଣିଥିଲୁ କ୍ୟାସେଟ ରେ,,,,

    • @jhillinayak7054
      @jhillinayak7054 หลายเดือนก่อน +9

      Mu chotabele sunuthili aaji sunili

    • @Rajaji-26
      @Rajaji-26 หลายเดือนก่อน +5

      Right

    • @puja2696
      @puja2696 หลายเดือนก่อน +5

      Odia singer mane foreign style re ebe vajan gaileni but jane anaodia ethi mana ku chui dele Ae song gaiki

    • @dashpapu7582
      @dashpapu7582 26 วันที่ผ่านมา

      Right 👍 odia sanskruti ku sanman janeichhanti sunu nigam ji. Jay jagannath 🙏🙏

  • @worldnewexpert8455
    @worldnewexpert8455 หลายเดือนก่อน +176

    ଏମିତି ଗାୟକଙ୍କୁ ମୋର କୋଟି କୋଟି ପ୍ରଣାମ 🙏🙏🙏

  • @hiddensparkler4952
    @hiddensparkler4952 หลายเดือนก่อน +405

    ଶବ୍ଦ ନାହିଁ ସତରେ କେତେ ସୁନ୍ଦର 😮ଶ୍ରୀ ଜନ୍ନାଥଙ୍କର ଏମିତି ସୋନୁ ଜୀ ଙ୍କ ପରି ପ୍ରତିଭା ଙ୍କୁ ବହୁତ୍ ଆଗକୁ ନିଅନ୍ତୁ ।

    • @MrDhirajpal
      @MrDhirajpal หลายเดือนก่อน +3

      Kahin aau se Pratibha

  • @dhaneswarmallik8150
    @dhaneswarmallik8150 หลายเดือนก่อน +160

    ଏହାକୁ କହନ୍ତି ପ୍ରକୃତ ଭକ୍ତର ଭଜନ ସୋନିଗମ ସାରଙ୍କୁ ହୃଦୟରୁ ଧନ୍ୟବାଦ ❤❤❤ ଜୟ ଜଗନ୍ନାଥ 🙏❤️🙏

  • @fakirmohansahoo2079
    @fakirmohansahoo2079 หลายเดือนก่อน +283

    ସୋନୁ ସାର୍ ଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏🥲🥲🥲

  • @hemasini4188
    @hemasini4188 29 วันที่ผ่านมา +73

    ସାର୍ ଆପଣଙ୍କୁ କୋଟି କୋଟି ଓଡିଆଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ସମ୍ମାନର ସହ 🙏🙏🙏🙏

  • @raghunarhkarjee947
    @raghunarhkarjee947 หลายเดือนก่อน +362

    ସୋନୁ ନିଗମ, ମହମଦ ଅଜିଜ଼, କୁମାର ସାନୁ, ବାବୁଲ ସୁପ୍ରିୟ, ସୁରେଶ ୱାଡେକର, ଉଦିତ ନାରାୟଣ ", ଏଇମାନେ ଯେଉଁସବୁ ଗୀତ ଗାଇଛନ୍ତି ସେଇ ଗୀତ ଗୁଡିକ ଆଗାମୀ 1000ବର୍ଷ ପରେ ଶୁଣିଲେ ବି ଲୋକେ ପସନ୍ଦ କରିବେ !କିନ୍ତୁ ଆଜିକା ଦିନରେ ଯେଉଁମାନେ ଗୀତ ଗୁଡିକୁ ଗାଉଛନ୍ତି 2ଦିନ ଶୁଣିଲା ପରେ ତାର ସତା ହଜିଯାଉଛି !କହିବାକୁ ଗଲେ ଉକ୍ତ ଗାୟକ ମାନଙ୍କ ସମସ୍ତ ଗୀତ ମନ ଲୋଭା !ଆଜିକା ଦିନରେ ଯେଉଁ କଣ୍ଠଶିଳ୍ପୀ ମାନେ ଗୀତ ଗାଉଛନ୍ତି, 100%ରୁ ଗୋଟିଏ ଗୀତ ଲୋକେ ପସନ୍ଦ କଲେ ସେମାନେ ନିଜକୁ ମହାନ ଭାବୁଛନ୍ତି !କିନ୍ତୁ ସେଇ ଗୋଟିଏ ଗୀତକୁ ଥରେ ଶୁଣିଦେଲେ ଆଉ ଶୁଣିବାକୁ ଇଛା ହୁଏନାହିଁ !

    • @biswanathsahu4477
      @biswanathsahu4477 หลายเดือนก่อน +6

      Right Mohammad Aziz sir nka bhajan sunile mana Santi lage

    • @rajkishorbiswal1456
      @rajkishorbiswal1456 หลายเดือนก่อน +4

      Also udit narayana

    • @karanmishra3290
      @karanmishra3290 หลายเดือนก่อน +1

      Wow g bilkul

    • @SunitaBabu-f3q
      @SunitaBabu-f3q หลายเดือนก่อน

      Right

    • @khageswarkhamari3390
      @khageswarkhamari3390 หลายเดือนก่อน +1

      Alka udit sanu golden singer golden era.❤together

  • @banamalirana4379
    @banamalirana4379 หลายเดือนก่อน +79

    ସତରେ ଏ ଭଜନ ଟି ଶୁଣି ଦେଲେ ନା ରୁମ ଛିଡା ହୋଇି ଯାଏ ଜଗନ୍ନାଥ ମହା ପ୍ରଭୁ ଆପଣଙ୍କୁ ଭଲ ରେ ରଖନ୍ତୁ ସୋନୁ ସାର୍... ଜୟ ଶ୍ରୀ ଜଗନ୍ନାଥ...❤❤❤

  • @Sumitrabehera6353
    @Sumitrabehera6353 หลายเดือนก่อน +144

    You are the great singer sir ପ୍ରଭୁ ଜଗନ୍ନାଥ କରନ୍ତୁ ଆପଣ ସବୁ ବେଳେ ଖୁସି ରେ ରୁହନ୍ତୁ ଆଉ ଏମିତି ସୁନ୍ଦର ସୁନ୍ଦର ଭଜନ ମହାପ୍ରଭୁ ଙ୍କ ଉଦ୍ଧେଶ୍ୟରେ ଗାଇ ଚାଲନ୍ତୁ

  • @KalparutaKalparutasahoo
    @KalparutaKalparutasahoo หลายเดือนก่อน +252

    ସୋନୁ ନିଗମ ସାର ଙ୍କ ଗୀତ ବୋହୁତ ଫେମସ

    • @prasantajena1509
      @prasantajena1509 หลายเดือนก่อน +4

      Jay Jagannath 🙏🙏🙏🙏🙏

    • @JSP373
      @JSP373 หลายเดือนก่อน +3

      Love you sonu bhai ❤ , really u great.. Jay Jagannath 🙏🙏🙏

  • @zindagipurty
    @zindagipurty หลายเดือนก่อน +43

    ବହୁତ ସୁନ୍ଦର ଭଜନ ଓଡିଶା ବାସୀ ସବୁବେଳେ ତମ ମଙ୍ଗଳ କାମନା କରୁଛୁ।।।। ଜୟ ଜଗନ୍ନାଥ

  • @sauravdas567
    @sauravdas567 หลายเดือนก่อน +34

    ସୋନୁ ନିଗମଙ୍କ କାଳିଆ ସୁରରେ ଭକ୍ତି ଭାବ ସ୍ପଷ୍ଟ ଭାବେ ଅନୁଭବ ହୋଇପାରୁଛି। ଆଶା କରେ ଏବେର ଗୀତିକାର କିଛି ଶିଖିବେ। ଅତି ସୁନ୍ଦର।❤❤

  • @MahanandaBiswal
    @MahanandaBiswal หลายเดือนก่อน +20

    ବହୁତ ସୁନ୍ଦର ଗୀତ.... Always my favorite... ଆମ ଓଡ଼ିଆ singer କିଛି ଶିଖିବା କଥା. କେମିତି ଭଜନ ବୋଲା ଯାଏ.....

  • @bikashbehera9280
    @bikashbehera9280 หลายเดือนก่อน +56

    ବହୁତ୍ ହୃଦୟ ସ୍ପର୍ଶି ଗୀତ। ଆଖିରେ ଲୁହ ଆସିଗଲା 🙏🙏🙏

  • @santoshgurujuli
    @santoshgurujuli หลายเดือนก่อน +32

    ସୋନୁ ନିଗମ ଙ୍କ ଏହି ଜଗନ୍ନାଥ ମହାପ୍ରଭୁ ଙ୍କ ଗୀତକୁ ଶୁଣି ମୁ ଓ ମୋ ପରିବାର ସତରେ ଭାବୁକ ହୋଇ ଆଖିରୁ ଅଶ୍ରୁ ବାହାରିଆସିଳା ଜୟ ଜଗନ୍ନାଥ

  • @amaganamaduniaodiavlogs_0495
    @amaganamaduniaodiavlogs_0495 หลายเดือนก่อน +95

    କୃପା କର ହେ ଦୀନବନ୍ଧୁ କୃପାସିନ୍ଧୁ ହେ ନିଳାଦ୍ରୀ ନାଥ ଶ୍ରୀଜଗନ୍ନାଥ ସ୍ବାମୀ 😢

  • @funnyboy0788
    @funnyboy0788 27 วันที่ผ่านมา +10

    ଆପଣଙ୍କୁ ହୃଦୟ ରୁ ମୋର ପ୍ରଣାମ ମୋ ଜଗା ପାଇଁ ଗୋଟେ ଅତି ସୁନ୍ଦର ଭଂଜନ ଗାଇ ଥିବାରୁ ଜୟ ଜଗନ୍ନାଥ 🥺 ମହା ପ୍ରଭୁ

  • @durgaharishbabu3892
    @durgaharishbabu3892 หลายเดือนก่อน +52

    ପ୍ରଭୁ ଯେ ସଦା ସର୍ବଦା ବିଚାରପତି ସେ ଠାରିବେତ ଜୀବନ ଧନ୍ୟ ହେଇଯିବ।

  • @subashmishra5616
    @subashmishra5616 หลายเดือนก่อน +15

    ❤କାଳିଆର କୃପା ପ୍ରାପ୍ତ ଗାୟକ ସନୁ ନିଗମ ଚମତ୍କାର ଭଜନ ପାଇଁ ଅଭିନନ୍ଦନ ଶୁଭ କାମନା ଜୟ ଜଗନ୍ନାଥ

  • @swarnaprabhadiwedi4787
    @swarnaprabhadiwedi4787 หลายเดือนก่อน +27

    ଈଶ୍ବର ଏକ ଅଦୃଶ୍ୟ ଅନୁଭବ
    ସଙ୍ଗୀତ ର କୌଣସି ରଙ୍ଗ ନାହିଁ
    You are great Sir
    We are proud as lndian❤

  • @Odisha246
    @Odisha246 หลายเดือนก่อน +15

    ଜଗା ଦୟା sonu ଭାଇ ଙ୍କ ଉପରେ ସବୁବେଳେ ଅଛି, ସେଇଥିପାଇଁ ସେ ଆଜି ଏତେ ବଡ ଲୋକ 🙏🙏

  • @munubehera6260
    @munubehera6260 หลายเดือนก่อน +1111

    ଦେଖ ରେ ଓଡ଼ିଆ ମାନେ ୟା ଠୁ କିଛି ଶୀଖ

    • @sushantakumar3045
      @sushantakumar3045 หลายเดือนก่อน +69

      Odiya mane kichi sikhiben khali goda tanibe .

    • @SelinaMaharana
      @SelinaMaharana หลายเดือนก่อน +15

      Yes bro not odia song but Bollywood singer so nigam

    • @Suchitra4173
      @Suchitra4173 หลายเดือนก่อน +11

      Right 🥲

    • @pabitrabhatara9502
      @pabitrabhatara9502 หลายเดือนก่อน +12

      Tme kn Bangali

    • @KOBITA5559
      @KOBITA5559 หลายเดือนก่อน +1

      😂😂😂😂😂

  • @t.n.timepass9800
    @t.n.timepass9800 หลายเดือนก่อน +35

    ଏହି ଗୀତ ରେ ମୁଁ ସମ୍ପୂର୍ଣ ହଜିଗଲି ମୁଁ ବାରମ୍ବାର ଶୁଣୁଛି..... ଜୟ ଜଗନ୍ନାଥ 🙏🙏🙏🙏🙏🙏🙏❤️❤️❤️❤️❤️

  • @prasantajena1509
    @prasantajena1509 หลายเดือนก่อน +48

    ଜୟ ଜଗନ୍ନାଥ ସୁଆମି ନୟନ ପଥ ଗାମୀ ଭାବତୁମେ 🙏🙏🌾🌾🌾🌾🌾 love you sir

  • @smileboysukanta
    @smileboysukanta 25 วันที่ผ่านมา +7

    ଯେତେ ଶୁଣିଲେ ବି ଆହୁରି ଶୁଣିବା ପାଇଁ ଇଛା ହଉଛି ।❤

  • @ShyamPrasadmallick
    @ShyamPrasadmallick 29 วันที่ผ่านมา +5

    ସତରେ ଏମିତିକା ଭଜନ ହୃଦୟକୁ ଛୁଇଁ ଥାଏ ସୋନୁ ସାର ଆପଣକୁ କୋଟି କୋଟି ପ୍ରଣାମ

  • @jayjagannathstainlessworky6450
    @jayjagannathstainlessworky6450 หลายเดือนก่อน +16

    ଅତି ସୁନ୍ଦର ଗିତ ପୁଣି ଶୁଣିବାକୁ ମିଳିଲା ସୋନୁ ଭାଇ ଜୟ ଜଗନ୍ନାଥ ସ୍ବାମୀ 🙏🪔🌼⭕‼️⭕🙏🙏💯👌

  • @piyushkeshri2632
    @piyushkeshri2632 หลายเดือนก่อน +39

    This Bhajan became so popular since then that even I used to sing during my childhood times. Literally it's lyrical meaning gives us goosebumps. So touchy lines ❤

  • @hrusikeshmallik3221
    @hrusikeshmallik3221 27 วันที่ผ่านมา +12

    ସୁସ୍ବାଗତ ନିଶ୍ଚୟ,ଏ ହୃଦୟର ଓଡ଼ିଆ ଭାଷା ❤❤❤❤❤

  • @kanhannanyacrn.4897
    @kanhannanyacrn.4897 หลายเดือนก่อน +9

    ଆମେ ଓଡ଼ିଆ ଭାରି ବଢିଆ । ଆମ ପ୍ରଭୁ ଜାଗା କାଳିଆ । ଜୟ ଜଗନ୍ନାଥ ମହା ପ୍ରଭୁ । ❤❤❤❤😢

  • @Dev_biswal123
    @Dev_biswal123 หลายเดือนก่อน +14

    ମୋ ପାଖେ କିଛି ଭାଷା ନାହି ବ୍ୟାକ୍ଷା କରିବା ପାଇଁ
    କେବଳ କହିବି
    ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🙏🙏🙏🙏

  • @Kc.Goudask
    @Kc.Goudask หลายเดือนก่อน +22

    ଏ ଭଜନ ଶୁଣିଲେ ମନକୁ ବହୁତ୍ ଶାନ୍ତି ଲାଗେ

  • @umeshpradhan8680
    @umeshpradhan8680 หลายเดือนก่อน +20

    ଏଇ ହେଲା ଭଜନ କାହିଁକି ନା ଏଇଠି ଭାବ ଅଛି ଶାନ୍ତି ବି ଲାଗୁଛି ଆଉ ଏବର ଭଜନ ରେ ସେମିତି ଭାବବିହୋଳ କି ହଜାର ବାର ଶୁଣି ମଧ୍ୟ ଶାନ୍ତି ଲାଗୁନି

  • @nanditasingh9216
    @nanditasingh9216 29 วันที่ผ่านมา +4

    କାଳିଆ ରେ....... Heart touching 🙏🙏🙏

  • @metawavesyt
    @metawavesyt 27 วันที่ผ่านมา +3

    He represented entire india 🎉
    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🏻🕉️

  • @luck624
    @luck624 หลายเดือนก่อน +7

    ସାର୍ ଆପଣଙ୍କୁ ଆମ ସମସ୍ତ ଓଡ଼ିଶାବାସି ଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ୍ । ଏବଂ ଏହା ଆମ ଓଡ଼ିଶା ର ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଏକ ଅତ୍ୟନ୍ତ ଉଚ୍ଚ କୋଟୀର ଭଜନ ଆମେ ଏହାକୁ ସବୁଦିନ ମନେରଖିବୁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଆଉ ଏକ ଏମିତି ସୁନ୍ଦର ଭଜନ ଟିଏ ପରିବେଷଣ କଲେ ଓଡ଼ିଶା ବାସି ଆପଣଙ୍କୁ କେବେ ଭୂଲିବେନି।

  • @ommsaielectricalengineeringwor
    @ommsaielectricalengineeringwor 29 วันที่ผ่านมา +7

    ଧନ୍ୟବାଦ ସୁନି ଭାଇ ଙ୍କ ଓଡ଼ିଆ ଗୀତ ପାଇଁ ❤❤❤❤ଜୟ ଜଗନ୍ନାଥ 🙏🙏🙏ଦେଖ ଓଡ଼ିଆ ଭାଇ ମାନେ 😂😂😂😢😢😢🎉🎉🎉🎉🎉❤❤❤❤❤🌹🌹🌹🌹🙏🙏🙏🙏🙏🙏🙏🙏🙏🌹🙏🙏🙏🙏🙏🌹🌹🌹🌹🌹🌹🌹🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹🌹♥️♥️🌹🌹

  • @rakshikhamari5124
    @rakshikhamari5124 28 วันที่ผ่านมา +2

    You can't control your tears after listening to this..goosebumps is for sure! 😊❤Jay Jagannath 🙏🥺
    Respect++ to sonu nigam sir for this heart melting performance✨🤗

  • @minatirout7523
    @minatirout7523 หลายเดือนก่อน +11

    Great sir 👍👍👍ଓଡିଆ ଭାଷା ବହୁତ ବଢିଆ ଜୟ ଜଗନ୍ନାଥ 🙏🙏🙏

  • @RajakumarDehury-k3i
    @RajakumarDehury-k3i 27 วันที่ผ่านมา +4

    Garba laguchhi apananka bhali singer nku pai❤ i salute you

  • @pujasanuvlogs5385
    @pujasanuvlogs5385 26 วันที่ผ่านมา +4

    ଆପଣ ବହୁତ୍ ଭାଗ୍ୟବାନ sir ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏତେ ସୁନ୍ଦର୍ voice ଟେ ପାଇଛନ୍ତି🥹🙏🥰🎉

  • @gourcharanmahapatra295
    @gourcharanmahapatra295 29 วันที่ผ่านมา +5

    ଧନ୍ୟ ସୋନୁ ନିଗମ ଧନ୍ୟବାଦ ତୁମକୁ। ବହୁତ ବଢିଆ ଲାଗିଲା।

  • @Smileykingsuren
    @Smileykingsuren หลายเดือนก่อน +41

    ସୋନୁ ସାର good ❣️ ସିଙ୍ଗର 👑ଆମ ଓଡ଼ିଆ ମାନଙ୍କର ବହୁତ୍ ଭାଉ ନା ଆମେ ସିଙ୍ଗର ତାଙ୍କ ପାଖରୁ କିଚିଛି ଶିଖରେ

  • @moviereview475
    @moviereview475 21 วันที่ผ่านมา

    ସେ କାଳିଆ ର ଯୋଉ ପ୍ରଥମ ଲମ୍ଭା ଆଳାପ ଦେଲେ। ସେତିକିରେ ଲୁହ ଆସିଗଲା। ଲାଗିଲା କେହି ଜଣେ ଜଗା ର ଭକ୍ତ ତାକୁ ଦୁଃଖରେ ଡାକୁଛି। ସୋନୁ ସାର୍ ଆପଣଙ୍କ ଗୀତ ଏଇ ଓଡ଼ିଆ ମାଟିରେ ଚିର ଦିନ ଯାଏଁ ରହିବ। ଅପଙ୍କାୟୁ ପ୍ରଭୁ ଜଗନ୍ନାଥ ଦୀର୍ଘାୟୁ କରନ୍ତୁ। ଜୟ ଜଗନ୍ନାଥ 🙏

  • @tapubably3899
    @tapubably3899 หลายเดือนก่อน +49

    Evergreen bhajan....my favourite bhajan ❤

  • @Aridhyaprasadshortvideo
    @Aridhyaprasadshortvideo หลายเดือนก่อน +13

    ହରେ କୃଷ୍ଣ ଧନ୍ୟବାଦ୍ sonu ଭାଇ 🙏

  • @munamishra9760
    @munamishra9760 หลายเดือนก่อน +61

    One and only Sonu Nigam.Nobody can copy him

  • @PramadakumarTatada
    @PramadakumarTatada หลายเดือนก่อน +7

    ଆଜି ଯଦି ଓଡ଼ିଆ ରେ ଭଜନ ଦିଆ ଯାଏ କିମ୍ବା ଓଡ଼ିଆ ଫିଲ୍ମ ରେ ଗାଇବାକୁ ଦିଆଯାଏ ତାହା ହେଲେ ସବୁ ଓଡ଼ିଆ କଣ୍ଟ ଶିଲ୍ଫି ସାଇଯିବେ ❤ଯାଇ ଜଗନ୍ନାଥ

  • @subhrajitpradhan9109
    @subhrajitpradhan9109 หลายเดือนก่อน +71

    Human sagar କୁ ସୋନୁ ସାରଙ୍କ ଠାରୁ କିଛି ଶିଖିବାର ଅଛି, କେମିତି ଓଡ଼ିଆ ଭଜନକୁ ସମ୍ମାନ ଦିଆଯାଏ।

  • @JyotsnaraniGuru
    @JyotsnaraniGuru 14 วันที่ผ่านมา

    Mo na pa sonu nigam jay jaganath❤❤❤❤

  • @rameshwar4742
    @rameshwar4742 หลายเดือนก่อน +27

    ସୋନୁ ନିଗମ ❤️❤️❤️🙏

  • @prasantapanda1703
    @prasantapanda1703 หลายเดือนก่อน +47

    ଯେତେ ହିନ୍ଦୀ ଗାୟକ ସେମାନେ ସବୁ ଓଡ଼ିଆ ଗୀତ ଅତି ପ୍ରାଞ୍ଜଳ ଭାବରେ ଗାଇଛନ୍ତି କିନ୍ତୁ ସୋନା ମହାପାତ୍ର ଓଡ଼ିଆ ହେଇକି ଓଡ଼ିଆ ଗୀତକୁ ଅତି କଦର୍ଯ୍ୟ କରି ଗାଇଛି ପୁଣି ସେ ଗୀତ ପ୍ରଭୁ ଜଗନ୍ନାଥଙ୍କ ଭଜନକୁ, ଛି ଛି ଛି ଲୋ ବେଧେଇ ସୋନା, କିଛି ଶିକ୍ଷା ଲାଭ କର ଏଭଳି ଗାୟକ ମାନଙ୍କ ଠାରୁ

    • @tapasswain3231
      @tapasswain3231 หลายเดือนก่อน +1

      Odia language ta melodious so kichi similarity achi Asamess,Hindi,Marathi bhali

    • @religionofpeace782
      @religionofpeace782 หลายเดือนก่อน

      Exactly!

  • @ItsSahuSpeaking
    @ItsSahuSpeaking 10 วันที่ผ่านมา +1

    My favourite songs ❤❤ ସତରେ ହୃଦୟ ସ୍ପର୍ଶି❤

  • @Ranjita43
    @Ranjita43 หลายเดือนก่อน +3

    ଶବ୍ଦ ନାହିଁ କିଛି ଯାହା ବି କହିଲେ କମ୍ ପଡ଼ିବ ଏତେ ସୁନ୍ଦର୍ ❤ Jay Jagannath ❤❤❤

  • @jagabandhupattanayak5782
    @jagabandhupattanayak5782 8 วันที่ผ่านมา +1

    ପ୍ରାୟପଚିଶ ତିରିଶ ପୂର୍ବେ ଏ ଗୀତ ମୁଁ ଦୋକାନ ବଜ଼ାର ରେ ଓ ପର୍ବ ପର୍ବାଣି ରେ ବାଜୁ ଥବାର ଶୁଣି ଥିଲି ଆଜି ସେ ପିଲା ଦିନ ର ସ୍ମୃତି ମନେ ପଡ଼ିଗଲା

  • @Puja_pujarani_puja_sp
    @Puja_pujarani_puja_sp 22 วันที่ผ่านมา +2

    Jay shree jagannath 🙏⭕‼️⭕🙏

  • @radhashyamjena2792
    @radhashyamjena2792 22 วันที่ผ่านมา +1

    Jay jaga

  • @Mamalifestyle946
    @Mamalifestyle946 หลายเดือนก่อน +27

    Wow❤❤😢Jay shree Jagannath ❤️🙏🙏

  • @rajendrasatpathy7043
    @rajendrasatpathy7043 27 วันที่ผ่านมา +1

    Really & literally you will cry while listening this song. Lyrics sunila pare, ahuri heart touching feeling asuchi. Great Sonu dear.

  • @raghunarhkarjee947
    @raghunarhkarjee947 หลายเดือนก่อน +18

    ସୋନୁ ନିଗମ 👍👍👍👍🇮🇳

  • @tupulubadatya7854
    @tupulubadatya7854 หลายเดือนก่อน +4

    जय जगन्नाथ 🙏🙏 सोनू जी मेरे fevrite singer है इतिनी सालो बाद भी song को याद kr के गाना बहुत बहुत मुसीकील है ये song को सुन kr मे भाबुक भी हो गया जय जगन्नाथ 🙏🙏

  • @pinkilatamajhi8172
    @pinkilatamajhi8172 27 วันที่ผ่านมา +1

    Bhagaban au vakta nka samparka ku nija swara re jibanta karidele aapan..🙏🙏🙏🙏 ei Geeta sunu sunu akhiru luha jhari padila
    What a precious and heart touching voice...

  • @pintujenapupun7215
    @pintujenapupun7215 หลายเดือนก่อน +27

    Heart touching song..

  • @tanayatanishadofficial9927
    @tanayatanishadofficial9927 หลายเดือนก่อน +2

    Just speechless Sir!! ଆପଣଙ୍କୁ କୋଟି କୋଟି ପ୍ରଣାମ!! 🙏🙏🙏🙏 ❤❤❤❤

  • @chhabindramansingh73
    @chhabindramansingh73 หลายเดือนก่อน +31

    କେତେସୁନ୍ଦର ଓଡ଼ିଆ ଭଜନ ଗାଉଛନ୍ତି, ହିନ୍ଦୀ କି ଇଂରାଜୀ ରେ ଲେଖା ଥିବ, କିନ୍ତୁ 25/27ବର୍ଷ ନିର୍ଲଜ ନବିନା ଲେଖାଦେଖିବି ନିରୋଳା ଓଡ଼ିଆ କହିପାରିଲାନି ଖାଲି ଅୟସ କରି ଲୁଟିଲା ଓଡ଼ିଆଙ୍କୁ

    • @devdas2631
      @devdas2631 หลายเดือนก่อน +2

      Bartaman gujirat lutiba aaramb hela

    • @ommprakash2018SR
      @ommprakash2018SR หลายเดือนก่อน +4

      Odia kahiki loka nku lutiba apekhya odia na kahi kama re kari dekheichanti nabin babu....

    • @Foodiestravels
      @Foodiestravels หลายเดือนก่อน

      Lutiki tate deyichi maribu raha sabu neyi ki 😂😂

    • @jayprakashsahoo1592
      @jayprakashsahoo1592 หลายเดือนก่อน +1

      Mohan ku ta kehi basi bala re pacharu nahanti...gote bula kukura ku ta thu adhika respect miluthiba

    • @pandabsahu2254
      @pandabsahu2254 หลายเดือนก่อน

      ​@@devdas2631tamaku gandi marilani sala behiaaa 4mnth ru Tama gandi fati Lani ahuri 5yrs sambhala

  • @BisuKatia-t5o
    @BisuKatia-t5o หลายเดือนก่อน +2

    ବହୁତ ସୁନ୍ଦର ହେଇଛି ଗାୟକ ଅଭିନେତା ସନୁ ନିଗମ 😢😊😮😢ଆଇ ଲଭ ୟୁ ସାର୍ ଜଗନ୍ନାଥଙ୍କ ଆଶିର୍ବାଦ ସଦାସର୍ବଦା ଆପଣଙ୍କ ଉପରେ ରହୁ।🙏🏻🙏🏻🙏🏻🙏🏻🙏🏻

  • @suryakantamahalik3462
    @suryakantamahalik3462 หลายเดือนก่อน +16

    ଜୟ ଜଗନ୍ନାଥ 🙏🙏🙏🙏🙏

  • @jagannath345
    @jagannath345 3 วันที่ผ่านมา

    ଯେଉଁ ମାନେ ଏହି ପବିତ୍ର ଭାରତରେ ଜନ୍ମ ହୋଇଛନ୍ତି ସେମାନେ ବହୁତ ଭାଗ୍ୟବାନ। ଜୟ ଜଗନ୍ନାଥ 🙏

  • @botanylover7772
    @botanylover7772 หลายเดือนก่อน +4

    Even our odia singers can't sing like this but you sang it so nicely salute to Sonu Nigam sir my favourite ❤❤❤

  • @ashokkumarprusty6251
    @ashokkumarprusty6251 26 วันที่ผ่านมา +1

    Excellent Sir🙏🙏 ଜୟ ଜଗନ୍ନାଥ 🙏🙏 କିଛି ଶବ୍ଦ ନାହିଁ ପ୍ରଶଂସା କରିବାକୁ ❤❤

  • @Chittaranjan2001-p2t
    @Chittaranjan2001-p2t หลายเดือนก่อน +8

    Environment re pura postive vive kheli gala ❤❤❤❤.Jay Jagannath 🎉🎉

  • @arjentinapradhan7083
    @arjentinapradhan7083 12 วันที่ผ่านมา +1

    Jay jagannath 🙏🙏🙏🙏🙏🙏

  • @pratisyasahoo2079
    @pratisyasahoo2079 หลายเดือนก่อน +215

    ଏ ଥୁରୁ ହିମାନ୍ ସାଗର କିଛି ସିକିବା କଥା

    • @hrushikeshsabar4597
      @hrushikeshsabar4597 หลายเดือนก่อน +6

      Mental human Sagar Naa ta human Sina kicchi nahin...

    • @souravapradhan3155
      @souravapradhan3155 หลายเดือนก่อน +9

      Seta Param magia

    • @JSP373
      @JSP373 หลายเดือนก่อน +3

      Right

    • @rsagarkumar5503
      @rsagarkumar5503 หลายเดือนก่อน +1

      Right 👍

    • @Souvagyalifestyle
      @Souvagyalifestyle หลายเดือนก่อน

      Se maghia banda sikhiba

  • @thepama9411
    @thepama9411 28 วันที่ผ่านมา

    ଏତେ ସୁନ୍ଦର ଭାବେ ଗୀତ ଏତେ ବର୍ଷ ପରେ ଗାଇଛନ୍ତି ଜଣା ପଡୁନି କି ଜଣେ ଅଣ ଓଡ଼ିଆ ଲୋକ ଗୀତ ଗାଉଛନ୍ତି। ସତରେ ଆମ ଓଡ଼ିଆ ସିଙ୍ଗର ମାନେ କିଛି ଶିଖିବା ଦରକାର ଏଇ ଭଳି legend ସିଙ୍ଗର ଠାରୁ

  • @punabisoi2816
    @punabisoi2816 หลายเดือนก่อน +3

    ଜୟ ଜଗନ୍ନାଥ 🙏 ସୋନୁ ନିଗମ ସାର୍ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ 🙏

  • @SandhyaNayak-k1v
    @SandhyaNayak-k1v 28 วันที่ผ่านมา +1

    This is wow wala performance....❤ really heart touching.....jay Jagannath 🙏🏼🙏🏼

  • @rahulk934
    @rahulk934 หลายเดือนก่อน +13

    We should not forget the legendary music director of this song late Saroj Nanda who is a proud of west odisha

  • @mamunibehera5237
    @mamunibehera5237 28 วันที่ผ่านมา +1

    A person with pure vaoice and vibing the bhajan with pure feelings 💗jay jaganath... touchwood 🥺

  • @startutu4619
    @startutu4619 หลายเดือนก่อน +7

    Sonu all feb old singer but naya jadu dene wala singer i salut sunu sir😊

  • @Sommy98
    @Sommy98 10 วันที่ผ่านมา +1

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ 🙏💝

  • @jyotiranjandash8121
    @jyotiranjandash8121 หลายเดือนก่อน +9

    Dhanya he mahaprabhu Dhanya tuma lila . Jay Jagannath 🙏

  • @Bisleri1435
    @Bisleri1435 29 วันที่ผ่านมา

    I ❤ Sonu Sir......Jay Jagannath 🙏❤️🙏

  • @RajaRaja-pq7ud
    @RajaRaja-pq7ud หลายเดือนก่อน +12

    Jay Jagannath Swami Nayana pathagami bhaba tume 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏😭😭😭😭😭😭😭

  • @raghupati8531
    @raghupati8531 29 วันที่ผ่านมา +1

    Wow Very Nice perfomance...❤❤❤
    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

  • @baazigardewana9193
    @baazigardewana9193 หลายเดือนก่อน +4

    Evergreen masterpiece song 👌♥️
    Jay jagannath 🙏

  • @motivationalfact6683
    @motivationalfact6683 28 วันที่ผ่านมา +1

    ସୋନୁ ସିର ଗୀତ ସୋନି ମୋତେ ସତରେ କଦା ଆସି ଗଲା😭😭🥺🥺😢😢❤❤ ଜୟ ଜଗନ୍ନାଥ

  • @AmitaNayak-cx5xz
    @AmitaNayak-cx5xz หลายเดือนก่อน +8

    Jay Jagannath 🙏 🙏 🙏 🎉🎉

  • @RajakumarDehury-k3i
    @RajakumarDehury-k3i 27 วันที่ผ่านมา +1

    Really i proud of you

  • @harashchandraswain
    @harashchandraswain หลายเดือนก่อน +9

    Sonu Nigam ki jai ho

  • @SandhyaDas-xp9xf
    @SandhyaDas-xp9xf หลายเดือนก่อน +2

    ସୋନୁ ନିଗମଙ୍କୁ ମୋର କୋଟି କୋଟି ପ୍ରଣାମ🙏🙏🙏ବହୁତ ସୁନ୍ଦର ଗାଇଛନ୍ତି👌🙌

  • @SwadhinSahara
    @SwadhinSahara หลายเดือนก่อน +5

    Pure original 🔥🔥🔥🔥🔥🔥👌👌👌

  • @mamatanayak4635
    @mamatanayak4635 26 วันที่ผ่านมา +1

    Bahut Sundar... Jay shree Jagannath Swami Sanu Nigam sir nku sabubele Bhalore Rakhantu

  • @srikantrout7633
    @srikantrout7633 หลายเดือนก่อน +5

    Sonunigam is a uncomparble golden voice

  • @salakrishna5738
    @salakrishna5738 23 วันที่ผ่านมา +1

    Jay jagannath🙏🙏🙏

  • @shaitansingh9698
    @shaitansingh9698 หลายเดือนก่อน +4

    Goosebumps ❤

  • @lipasnaik1303
    @lipasnaik1303 หลายเดือนก่อน +1

    What a voice man and perfect adaptation of odia accent ...feel bhi helani Jane non odia gita gauchi...Sonu sir has to be in the list of worlds greatest singer list... Missed the bali jatra this time but Hope will see ur live concert one day❤️🙏