ไม่สามารถเล่นวิดีโอนี้
ขออภัยในความไม่สะดวก
Panikoili ( ଓଡ଼ିଆଣୀ ) Odianee Hotel
ฝัง
- เผยแพร่เมื่อ 30 ก.ย. 2023
- ଓଡ଼ିଆଣୀ : Highly recommended ✅
Location : Odianee Hotel , NH-16, NEAR TOLL PLAZA, Panikoili, Odisha
A must visit place for all of us ! You will experience Authentic and lost recipes of Odisha ✅
💥 Friendly Staff
💥 Hygienic Kitchen
💥 Homely Food
💥 Lost Recipes of Odisha
You can get 50+ recipes just for Rs 180/- and every item is delicious 🤤
You can also add Nonveg items like Patrapoda , Chuna Macha , Mutton and Desi chicken 🍗
I absolutely loved their amazing effort and the intention behind this wonderful place ❤️
#odianee #odiareels #odiafood #odiacusine #odiacreator #unlimitedfood #thali #foodlover #rosyskitchen #bhubaneswar #odiafoodblogger #mutton #muttonlover #nonvegetarian #nonvegrecipes #hotel #jajpur #panikoili
ଜୟ ଜଗର୍ନାଥ
ମାଗି ଅଣା ତରକାରୀ ଦୁଇ ସଡକା।
ହୋଟେଲ ତରକାରୀ ପାଟିକୁ ସୁଆଦ ।
ଦିହକୁ ଖରାପ ।🌷🌷🌷🌷
Really..eithi jaha khauchanti taha ghare baneiki maa nka hata ra khaiba khaile yaku bhulijiba
ଘର ର ଖାଇବାଟା ଘରେହିଁ ମିଳିବ Mam Ji 🙏 ୧୦୦୦ ହୋଟେଲ ହେଲେବି ଘର ଖାଇବା ତଳେ
Wah kn kahila ma bhai 🙏
Right
Ok j Bhai sea khaibha bahare milibo toh odia khaibha popular hebo😊😊
@@gamelover016 but unhygienic
Thik katha
Love from panikoili JAJPUR ♥️
ୟା ଠାରୁ ପାଣିକୋଇଲି ରେ ବିରଜା ଢାବା ଭଲ ଖାଇବାକୁ ଦଉଚି, ହଁ ଆଉ ଗୋଟିଏ କଥା ଓଡିଆଣୀ ରେ ରୋଜି କିଚେନ୍ ଠାରୁ ବହୁତ ଭଲ, ରେଟ୍ ବି ଠିକ୍ ଠାକ୍
Seithipaing to khaite jaithila 😂😂😂
Moye moye😂😂
Correct bhai
@@bismipriya1273please subscribe my channel
Excellent... thanks for promoting Odiya food
Jama unlimited dau nahanti . Ame b khaichu.
Ghoroi khaiba sabubele Shanti dayaka.kintu epari hotel open kariba dwara Odisha ra ete sabu Sundar khaiba bisayare Visitors mane kicchi janibaku pauchanti and baharaku bulijauthiba local lokanka paain bi affordable bi heichi.Hats off to the great initiative 👍👍🙏🙏 All the best to the entire unit 💐💐👍👍
A
Jaa heu kehi ta gote positive katha kahuchi!
@@Deepankar_swainright, jaha hele bi hotel nihati darkar, Hotel jadi na rahiba... Baharaku gale keunthi ame khaiba.
R . R. R full fil kara
ମା ହାତ ରନ୍ଧା ଆଗେରେ ହୋଟେଲ ରନ୍ଧା ଫେଲ
ସତ କଥା ହେଉଛି ଖାଇବାରେ କିଛି ବି ଟେଷ୍ଟ ନାହିଁ ଖାଲି ଗୋଟିଏ ମସଲା କୁ ପକେଇକି ସବୁ ଖାଇବା କରୁଛନ୍ତି ।
th-cam.com/users/shortsAzoBnWzUP4I?si=l0imdHn2it7WaUwk
Mu b test karichii ama ghara pakhare best hotel ama jajpur ra💕
ସେଇଟା ଓଡ଼ିଆଣୀ ନୁହଁ ପୁରା ବୁଢିଆଣୀ. ସବୁ କଦର୍ଯ୍ୟ ଟେଷ୍ଟ,
😀
😂😂😂😂
Right chammache chhamachhe dei 180 mutton plate paisa neijauchi
ଜୟ ଜଗନ୍ନାଥ ସ୍ଵାମୀ କି ଜୟ 🕉️❤🙏🏽🚩🚩🚩
Magana khaele sabu vala lagiba
ଜୀବ ମାରି ଖାଉଚ... ଏଗୁଡ଼ା ଭଲ କଥା ନୁହଁ 😢😢
Tu bhari bhadra ghia ta
This is Kaliyoug bro
ମଥା ଖରାପ କର୍ ନା କହିଦଉଛି
Tate aaga mariki khaibu
@@Bibek200 to matha kahiki katuchi be??
ଜୟ ଜଗନ୍ନାଥ ଜୟ କଳିଙ୍ଗ ଓଡ଼ିଶା ❤ କେବଳ ଓଡ଼ିଆ
ଓଡ଼ିଆଣୀ ଖାଇବା କେବଳ ଘରେ ହିଁ ମିଳିବ ହୋଟେଲ ରେ ନୁହଁ ଦିଦି ଘର ଘର ,ହୋଟେଲ ହୋଟେଲ କେବେବି ଘର ଖାଇବା ହେଇ ପାରିବନି
😊😊
😊😊😊
😊😊
😊
😊
ଓଡ଼ିଆଣୀ ହୋଟେଲ ପାଖରୁ ଆମ ଘର 2 କିଲୋ ମିଟର ମୁ ସତ କୋହୁଚି ସୁନ , ଯାହା ବି ଖାୟେବ ସବୁ ଆକାଶ ଛୁଆଁ ଦାମ, ଖାଲି ସେ ହୋଟେଲ୍ ଟା ନା ହେଇ ଯାଇଛି ବୋଲି ଲୋକ ଏମିତି ହୋୟୁ ଛନ୍ତି
Tahele ae madam pura tela mara galua katha kahuchanti
Jo khaya oh pastaya
Yes bhai mu Jajpur town ru. 4/5 yrs agaru taste aau price bht bhala thila but ebe taste pura kam aau price bht high hei jaichi.
@@sanjaynandi6633 Naima Madam nku free re se plate ta khaibaku milichi sethi pain one type of advertisement chalichi
@@satyajitbarik5095hmm vai 💯💯💯💯
Ghara khaayiba best❤❤❤
One of my favourite place to eat.
Wow bhari badhiya khaiba aau! Gale mu khaibi nischita, Odisha, ethu Kolkata ru!
Home made food is always preferable
I always love everything about her.. i hope you remembered when we met in sisira sarasa mela❤😊
ଆପଣ ଏତେ ଆମିଷ ପ୍ରିୟ କଣ ପାଇଁ
କଣ ଜଗନ୍ନାଥ ଙ୍କ ପାଖରେ ମଟନ ଭୋଗ ହୁଏ କି
Jaganatha Jaha khaouchhanti aapana bodhe seia khaouchhanti.jadi khaounahanti tahele aama Jaganatha kna saha a sabu ku kn pani saman karuchhanti.aama Jaganatha samastakna Thu alaga.
@@dashsinu ସବୁ ତ ସମାନ ହୋଇ ପାରିବ ନାହିଁ
କିନ୍ତୁ ସାତ୍ଵିକ ଭୋଜନ ଉପରେ ନିହାତି ଧ୍ୟାନ ଦେବା ଦରକାର.
ଜୟ ଜଗନ୍ନାଥ
@@igouttampatro6300 ଓଡ଼ିଶାର ଦେବୀ ମନ୍ଦିର ମାନଙ୍କରେ ମାଛ ଭୋଗ ଲାଗେ..,ଦୁର୍ଗାପୂଜାରେ ବି ଲାଗେ .. ଓଡ଼ିଆମାନେ ଆମିଷ ପ୍ରିୟ, ତାହାଲେ ଜଗନ୍ନାଥ କାହିଁକି ଓଡ଼ିଶାକୁ ଆସିଲେ..?
ଅନ୍ଧଭକ୍ତ !!!!!! କିଛି ଜାଣେ ନା....
@@igouttampatro6300 ସ୍ବାତ୍ତିକ ଭୋଜନ ଉପରେ ହିଁ ଧ୍ଯାନ ଦେବା ଦରକାର କହିଲେ ତ ଆଉ ଚ଼ଳିବନି, ତତେ କେବଳ ସ୍ବାତ୍ତିକ ଭୋଜନ ଭଲ ଲାଗେ ବୋଲି, ଅନ୍ୟର ଖାଦ୍ୟ ପ୍ରସ୍ତୁତିକୁ ନିନ୍ଦା କରୁଛୁ, କାହିଁକି ବେ ? ତତେ ଶାକାହାରୀ ଭୋଜନ ଭଲ ଲାଗେ ତ ଅନ୍ୟକୁ କାହିଁକି ବାଧ୍ଯ କରିବୁ ଶାକାହାରୀ ଖାଇବା ପାଇଁ ??? ହେଇଟି ଓଡ଼ିଆ ଲୋକ ଆମିଷ ପ୍ରିୟ ଜାତି , ଓଡ଼ିଆ ଘରେ ସପ୍ତାହରେ ୨ ଦିନ ଆମିଷ ଦେବାଟା ନିଶ୍ଚିତ..! ତୁ ଗଧ ସେଇଟା ଜାଣିନୁ କି?
Rosy madam nkara smile ....au Rosy's kitchen ra parcel....just wow😂
ଦିଦି ଆପଣ କହୁଛନ୍ତି ଓଡ଼ିଆଣୀ କିନ୍ତୁ ଦେଖିଲା ବେଳକୁ ଜୀବ ହତ୍ୟା କରି ନୃଶଂସ ଏବଂ ହିଂଶ୍ର ହୋଇକି ଖାଇକି ଭିଡ଼ିଓ ପୋଷ୍ଟ କରୁଛନ୍ତି ! ଆପଣ ବା ଜଗନ୍ନାଥ ଦେଶର ଲୋକ ସମାଜକୁ ଇଏକି ବାର୍ତା ଦେଉଛନ୍ତି ! ଜୟ ଶ୍ରୀଜଗନ୍ନାଥ 🙏🙏🙏
Kain aga kala re kn odisha loka nonveg khaunathile??Bhasana ta sabuthi dia haba....
ଓଡ଼ିଶାରେ ଅଧିକାଂଶ ଲୋକ ଆମିଷ ଖାଆନ୍ତି.., ଏମିତି କି ଦେବୀ ମନ୍ଦିର ମାନଙ୍କରେ ମାଛ ଭୋଗ ବି ଲାଗେ..! ଜାଣିଛୁ ଟି?
ତୋର ଯଦି ଜଗନ୍ନାଥ ଦେଶକୁ ବଂଚେଇବାର ଅଛି ତାହେଲେ ଚିକେନ୍ ଦୋକାନ ମଟନ ଦୋକାନ ଆଗରେ ଧାରଣା ଦେ... ତ ଦେଖି..
ତୁ ଅନ୍ଧଭକ୍ତ ବେଶି ଢ଼ଙ୍ଗ ଦେଖାନି... ତୋର ପାଖଣ୍ଡ ସଂସ୍କାରୀ ଦେଖାଣିଆ ଜ୍ଞାନ ତୋ ପାଖରେ ରଖେ.. ,
ଭାଇ ଏ ମାନଙ୍କୁ ବୁଝାଇ ହବନି ...
କିଛି ବି ...?? ଅନ୍ଧଭକ୍ତ କୋଉଠିକାର ତୁ କିଛି ବି ଇଆଡ଼ୁ ସିଆଡ଼ୁ ଗପୁଛୁ 😂 .. ଜଗନ୍ନାଥଙ୍କ ଦେଶର ଲୋକେ ହିଁ ଅଧିକ ଆମିଷ ପ୍ରିୟ, ମାଛ ଆମ ଓଡ଼ିଆ ଲୋକଙ୍କ ପ୍ରିୟ.. ଛାଡ଼ଖାଇ ଲୋକେ ଏଠି ଧୂମ୍ ଧାମରେ ପାଳନ୍ତି ..!
ଜଗନ୍ନାଥ ଯାହା ଯାହା ଖାଆନ୍ତି ତାହା ସମସ୍ତ ତୁ ବି ଖାଉ କି ବେ? ତୁ ବିନା ପିଆଜ, ରସୁଣ, ବିଲାତିଆଳୁ ରେ ଖାଉଛୁ କି ରେ.? ନା ତୁ ତ ପିଆଜି ପକୁଡ଼ି ଗିଳୁଥିବୁ.. ଅତି ଭଦ୍ର ଶାକାହାରୀ ଦେଖେଇ ହଅନା
ସବୁ ଜିନିଷକୁ ଜଗନ୍ନାଥଙ୍କ ସହ ଯୋଡ଼ିବା ତୋ ଭଳି ବୋକାଚ଼ୋଦା ମୂର୍ଖ ମାନେ ହିଁ କରିବେ.
Right best items love it
ଯେତେଥର ଖାଇଛି ମଟନ ସିଝି ନଥିବ. ବେକାର ଖାଇବା ବି ସେଠି
ସବୁଠୁ ଫାଲତୁ ମୁ ଯାଇଥିଲି କିଛି ବି ଖାଇବା ଖାଇଲିନି ସବୁ ସେ ଥାଳି ରେ ରହିଲା ସ୍ଵାଦ ହିନ ଖାଦ୍ୟ
Pura thik katha mun family ku neiki jaithili..pura bekar
Right right 😂😂😂...... Pura faltu
Satare na kn
@@mamapihusmile68 hh pura bekar thare jaiki dekhuna
Mu bi
A video dekhile ta Bijar laguchi
I have gone there many times while on the way to Panikoili for Audit at Aditya Group (Automobiles ) . Homely food and behaviour of staff is good 👍
Super hit bunty Bhai dil garden garden haeigala❤
ଅସୁର ଖାଦ୍ୟ
Aama gara jajpur panikoli aapana ku dekhi khusilagila❤❤❤
VERY Well Advertised by Dear MADAM👩 ✌👌👌👌💯💃💃💃😀😆😆😆
Mu jajpuria (panikoil)
Mahima alekha 🙏🙏🙏
🙏😊
Berhampur ra khaiba tale Berhampur khaiba world re milibani kam dam re au tasty khaiba
Odisha ra no. 1 thaka hotel
Han...bahut Sundar item sabu sethi mile
Congratulations ❤
ମୁଁ ଯାଇଥିଲା ଯେ ମୋତେ ସାରୁ ପତ୍ର ରେ ପୋଡିକି ଦେଇଥିଲେ ସେଥିପାଇଁ ମୋ ଗଳା ରେ କଫ ଜାମ ହୋଇଗଲା
A mane odia lokanku vakua vabi lutuchanti
😂😂
😆😆
❤❤❤ very so proud i am odiaa❤❤❤
Hmm Odianee Hotel is just 12 km far from my house. Very nice hotel 😗😗😋😋
ବୁଢ଼ୀ ଖାଲି ବୁଲି ବୁଲି promotion କର
😂😂😂
Se 22 budhi kahile badhiba 😃😃😃😃🤣🤣🤣
Shut up idiot
😂😂😂
Bahut Badhiya ❤😊
Best hotel in odisha
Mu bi mam khaichhi bohut bhala besi kari mandia recipe bohut bhala🎉
Advertisement apart and real apart.
Unlimited,jetay magilay setay tamaku debay!!!
Nice, thanks for info.
Jai Jagannath 🙏
Awesome ❤❤❤❤
Definitely trying 😮
Go on mam.all the best 🤞👍
Yummy 😋
Beautiful video ❤
ବହୁତ୍ ବଢିଆ
Mu bi 2 thara khaichhi odiani hotel re
ସବୁ ଠାରୁ ଫାଲତୁ ଖାଇବା madam pls ଏମିତି advertising କାହିଁକି କରୁଛନ୍ତି ଆପଣ ମାନଙ୍କ ପାଇଁ ବହୁତ୍ ଲୋକ ହଇରାଣ ହଉଛନ୍ତି ଲୋକଙ୍କୁ ପଚାରନ୍ତୁ
Absolutely correct
The worst hotel. ଏ ମାଡ଼lମ ଙ୍କୁ ମାଗଣା ଖାଇବା ପାଇଁ ମିଲିଛି। ସେଥି ପାଇଁ ଚିକ୍କଣl କଥା କହୁଛନ୍ତି
Right thanku Bró 👍👍👍
ବାଳ ହୋଟେଲ ,
@@krupasindhuswain5082 ସିଧା ତ ଲେଖିବୁ ବାଣ୍ଡ ହୋଟେଲ ବୋଲି...! କଟକିଆ, ଉପକୂଳିଆମାନଙ୍କୁ ବାଣ୍ଡ ଲେଖି ଆସେନିନା କ'ଣ ? 😂 ବାଣ୍ଡ ଲେଖିଲେ ତୋର ଭାଷା ସଂସ୍କାର ମଳିନ ହେଇଯିବ କିନ୍ତୁ ବାଳ ଲେଖିଲେ ହେବନି..? କି ରେ.. ସେୟା ତ? 😂
Very nice ❤️
ATI sundar..
ଦକ୍ଷିଣ ଭାରତ ରୁ ଶିକ୍ଷ୍ୟା କଦଳୀ ପତ୍ର ରେ ଆମିଷ ଭୋଜନ
U should visit khanti odia hotel in berhampur
ପଶୁ ପକ୍ଷୀ ନିରୀହ ଜୀବ ମାରି କି ଖାଇ ବା ଭୁଲ ନା ଠିକ?
I have tried here it's nice
Sabu bhala achi jee madam apanka tone ta pura andira bhalia
Saree super
Very beautiful video
ଏହି ସବୁ ଆଢବ୍ଟାଇଜି ସବୁ ସୁଣି ଆପଣ ଜାଆନ୍ତୁ ନାହିଁ।ମୁଁ ଜାଇଛି ବେକାର ସୋଦହିନ।
Yeeee ama ghara pakha hotel ....😊😊😊😊😊
Ama panikoili jaithibaru thanks
Beautiful 🎉🎉🎉
ଓଡ଼ିଆ ❤
ବେଧ ଟୁ କାର୍ତିକ ମାସ ରେ ମାଂସ କାହୁଚି
Ham,tume hei thile180 re emtika khadya dei thanta?a pain bodhe 500 tanka charge Kari thanta 😂😂😂
Kadali katha, asabu aama ghare daily khauchhu
Wow❤❤🎉🎉🎉😮😮
Khaiki payment karile na promotion babad ku free of cost re ?? Kindly respond 😂
Proud to be nonvageterian❤
Mu bujhi paruni aa odia mane kn nann odia heigala ni ki kadali patara re Amisha 😢
Hn mu b sunichi kadali Patra re nonveg khantini
@@alfasonali4698bht kharap kadali patra re Prasad badha jae Amisha nuha😢
Western culture effect ta bht jor se padilani south ra effect ta b...sepai odisha b abe dhire dhire South Indian style apnei lani
❤❤❤❤❤❤❤❤❤❤❤❤
Satare mam very tasty 😋
Yummy yummy yummy
ଓଡ଼ିଆଣୀ ର ଖାଇବା ଭଲ ନୂହେଁ ତାର ପ୍ରୋମୋସନ କରି ନିଜର ପରିଚୟ ଖରାପ କରନ୍ତୁ ନାହିଁ
Ame helu jajapuria ,khaibare compermrize nahi
Nokho to dekhile Baya laguchi😂
Mu khaichi...bhala lage..
Mu bi Sethi khaichi😅😅😅
Ete item hele kan hela. Khaibare kintu Shanti nahi. Shanti khali achi tah ghara rah usuna bhata bahalia harada dali aau aalu bharta. Bas. Nothing else. 🤤
Very nice 🙏👌 👍
"Naam bada darshan chotta"
Good promotion of hotel. Better way earn money and eat of free. 😊
Joy Jagannatho ❤
Myam mun bi aeithi khaic6ii
କଦଳୀ ପତ୍ର ଭଳି ପବିତ୍ର ପତ୍ର ଯାହାକୁ ସୁବର୍ଣ୍ଣ ଥାଳି କୁହାଯାଏ ,ସେହି ଥାଳି ରେ ସାତ୍ତ୍ୱିକ ଖାଦ୍ୟ ଭୋଜନ କରାଯାଏ ! କିନ୍ତୁ ଆମିଷ ନୁହଁ
South re ta khanti
Jaunu South re rahibu
Super ❤❤❤😊
❤❤❤🎉🎉🎉om namas sivaya
Pura kangali bhojan
ନିଜର income ଦେଖ ଆଗ... ତାପରେ କହିବୁ.. ମାଙ୍କଡ଼ କହୁଛି ଅଦାର ସ୍ବାଦ ପିତା
To sala kukura kiese ,Asunu puri tike,sala penda munha aa mo income dekhibu,to puri aa Tate thia fadidebi
ଆଙ୍ଗୁଟି ଟେକି ଖାଆନ୍ତି ନାହିଁ
Best test
Faltu khaiba pura bekar au ଆପଣ ଟଙ୍କା ପାଇଁ ଏମିତି ଭିଡିଓ କରନ୍ତୁନି