@@bharatipanigrahy9155 Maa aaponko asirbad thau....bhai jaha kohile hrudayaku chuingola...goribi jie dekhichi sie hin bujhi paribo goriboro dukho kan...bodo bodianko 1000 rupo maa
May God bless you my dear son. Go ahead to achieve your goal. Do never forget your grief. Be a good doctor. Don't exploit the patients. Be an extraordinary doctor. First of all be a good son, then be a good doctor. Thanks your mother to make a good son like you.
ଏମିତି ପୁଅ କୁ ଯୋଉ ମା ଜନ୍ମ କରିଛନ୍ତି ଧନ୍ୟ ସେ ମା
Good reply.
🙏🙏🙏🙏
ଦୁଃଖ ପରେ ସୁଖ ଅଛି 🙏🏻😭ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ 😢
ଭାଇ ଆପଣଙ୍କ ସହିତ ଭଗବାନ ଅଛନ୍ତି .
ଜୀବନରେ ବହୁତ ଭଲ ମଣିଷ ହେବେ .GOD bless you 🙏 brother
ବାପା ତୁମ କଥା ବହୁତ ଭଲ ଲାଗିଲା, କାହିଁକି ନା ଶେଷରେ ଯେଉ ବୋଉ କଥା କହିଲ ସବୁଠୁ ହୃଦୟ ସ୍ପର୍ଶୀ ଥିଲା, ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ😢😢
ଭାଇ ଆପଣଙ୍କର କାହାଣୀ ଶୁଣି ଆଖିରେ ଲୁହ ଆସିଗଲା... ଭଗବାନ ତୁମର ମଙ୍ଗଳ କରନ୍ତୁ
God helps needy,have courage and fight
ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ ଆପଣଙ୍କ ଚଲାପଥ କୁସୁମିତ ହେଉ
ଆପଣ ଆପଣଙ୍କର ଲକ୍ଷ୍ୟସ୍ଥଳରେ ପହଞ୍ଚନ୍ତୁ
ଏତିକି ମୋର ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା 🙏🙏🙏🙏🙏
Mo bhai lo God always with you
ଭାଇ ଆପଣଙ୍କୁ ଅନୁରୋଧ .. ଯେବେ ଡାକ୍ତର ହେଇ ବାହାରିବ...ବଡ଼ ବଡିଆଙ୍କୁ ଲୁଟିବ କିନ୍ତୁ ଗରିବ ଲୋକଙ୍କୁ ସାହାଯ୍ୟ କରିବ....
Bahut manja katha te kahila bapa God bless you
@@bharatipanigrahy9155 Maa aaponko asirbad thau....bhai jaha kohile hrudayaku chuingola...goribi jie dekhichi sie hin bujhi paribo goriboro dukho kan...bodo bodianko 1000 rupo maa
Apana deithiba comment padhi atma Santi,best comment,very 👍 nice.
ତମେ ଯୋଉ କଥା କହିଲ ସେ ତମ କଥା କଣ ମାନିବେ ସବୁ ଡାକ୍ତର ମାନେ ସେ ଗରିବ ହୋଉ କି ଧନୀ ଶୋଷଣ କରନ୍ତି
ତୁମେ କିନ୍ତୁ ଏ କଥା ଭୁଲିବ ନାହିଁ ଗରିବ ଙ୍କୁ ସାହାଯ୍ୟ କରିବ
ପୁଅ ରେ ଦୁନିଆରେ ସବୁ ହାତ ଛାଡ଼ିଦେବେ ମା କିନ୍ତୁ ହାତ ଛାଡ଼ିବନି ମାଆ ପରା ଦୁନିଆରେ ନିଶ୍ୱର୍ଥାପର
Right
Absolutely correct.
Mor maa bapa kehinahanti 😭😭😭😭😭😭
Miss you maa 😢😢😢
@@anjankumar7649😢😢😢😢
ଭଗବାନ ଆପଣକୁ ସବୁବେଳେ ଆଶୀର୍ବାଦ କରନ୍ତୁ,କାନ୍ଦ ବି ଲାଗିଲା,such a genuine soul ❤
Dhanyabad sir
@@kanhucharanpanda7241 can we contribut this charity
ପ୍ରଥମ ଧନ୍ୟବାଦ୍ ପ୍ରତିଦିନ TV କୁ. ଏମିତି NEWS ଆଣନ୍ତୁ. ରୁମ ଟାଙ୍କୁରି ଉଠୁଛି.
ଦିତୀୟ ରେ, ମା ହେଉଛନ୍ତି ଶକ୍ତି
ତାଙ୍କ ପାଦ ତଳେ ଭକ୍ତି ରହିଲେ ମଣିଷ ଅସମ୍ଭବକୁ ସମ୍ଭବ କରି ପାରିବ🙏
ଯାହା ହଉ ଭାଇ ଆପଣଙ୍କୁ ଭଗବାନ ବହୁତ ଆଗକୁ ନେବେ ଆପଣ ନିଶ୍ଚିତ ଗୋଟେ ଭଲ ଡାକ୍ତର ହେବେ, କିନ୍ତୁ ଆଜିକାଲି ଯେଉଁ ଭଳି ଭାବରେ ଡାକ୍ତର ମାନେ ଲୁଟୁଛନ୍ତି ସେଭଳି ଜୀବନରେ କେବେବି କରିବେନି,, 🙏
Thanks 🙏 brother
Dhanyabad sir.... bohutt bohutt dhanyabad apananku...bass mate bohutt sara ashirwad karantu 🙏
Etiki kahibar achhi.nije kasta karicha Manisha ra ka sta bujhiba au maa nka akhire luha denaku chesta b karibani
Tamara sabu asa purana haba pua.prabu jagannath au Tama maa nkara asirbada achhi Tama upare.God bless you
Prabhu Jagannath bless you in every moment in your life. Only I am requesting you bhai you will be help the poor peoples.
ଜଗନ୍ନାଥ ଆପଣଙ୍କୁ ସୁସ୍ଥ ରଖିଥାନ୍ତୁ,ହୃଦୟ କୁ ଛୁଇଲା ଆଖି ବି ଭିଜିଗଲା । ଏବେ ବି ଯେମିତି ମାଆ ଙ୍କୁ ଭଲ ପାଉଛନ୍ତି ସେଇ ଭଲପାଇବା ଚୀର ଜୀବନ ଥାଉ । ଜୟ ଜଗନ୍ନାଥ।
Didi aakhiri Pani asigolaa....didi goribi thu bodo doso au kichi nai...bahut kosto se stiti
ସତ୍ୟ ସବୁବେଳେ କଷ୍ଟ ଦିଏ, ଏକୁ ସବୁବେଳେ ମନେ ରଖି ଥିବେ
ଜଗନ୍ନାଥ ସହାୟକ ହେବେ।
ଯାହାର କେହି ନାହିଁ ତାହାର ଭଗବାନ ଅଛନ୍ତି
ତୁମ ମନରେ ଏହି ବିରାଟ ଭାବନା କୁ ଭଗବାନ ପୂରଣ କରୁନ୍ତି , ଦୁନିଆରେ ସବୁଠାରୁ ବଡ଼ ଆଶିର୍ବାଦ ହେଉଛି ମା ର ଆଶିର୍ବାଦ , ନିଶ୍ଚିନ୍ତ ରୁହ 😊😊😊
Dhanyabad sir
Thank you
ଭାଇ ସଫଳ ହେଲା ପରେ, ଏଇ କଥା ମନେ ରଖି ଜନସେବା କରିବ ବୋଲି ଆଶା ।। ଜୟ ଜଗନ୍ନାଥ
ଯିଏ କଷ୍ଟ କରି ଉପରକୁ ଉଠିଛି ସେ ଜାଣିଛି ଗରିବ ର କଷ୍ଟ।
😭👍ଭଗବାନ ଆପଣଙ୍କୁ ସବୁବେଳେ ସାହାଯ୍ୟ କରିବେ l ଜୟ ଜଗନ୍ନାଥ 🙏🙏🙏
ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସବୁବେଳେ ଆଶୀର୍ବାଦ କରନ୍ତୁ।
ମୋ ପାଖରେ ଭାଷା ନାହିଁ ତମକୁ ଉଲ୍ଲେଖ କରିବା ପାଇଁ ଭଗବାନ୍ ତୁମର ମଙ୍ଗଳ କରନ୍ତୁ ଭାଇ
ଜଗନ୍ନାଥଙ୍କ ହୃଦୟ ଯେପରି ନରମ , ମହା ମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଦି ଙ୍କ ହୃଦୟ ମଧ୍ୟ ଖଲା
ଭାଇ ମା ଙ୍କୁ କେବେ ବି ଭୁଲିବେନି। ସେ ମା ଙ୍କୁ କୋଟି ସଲାମ🙏
Marriage pare maa ku nei problm naasu
ଆପଣଙ୍କ କଥା ଶୁଣି ଆଖିରେ ଲୁହ ଆସିଗଲା। ଭଗବାନ ନିଶ୍ଚୟ ଆପଣଙ୍କ ଦୁ଼ଃଖ ଶୁଣିବେ ।
ଆପଣଙ୍କ ମା ଙ୍କ ଜୀବନର ତପସ୍ୟା ର ସୁଫଳ ଆପଣ ପାଇଛନ୍ତି. ଜୟ ଜଗନ୍ନାଥ.
ଆପଣଙ୍କୁ କେମିତି ପ୍ରଶଂସା କରିବି ଭାବି ପାରୁନି ,ଈଶ୍ୱର ଈଶ୍ୱର ଆପଣଙ୍କୁ ଭଲ ଜାଗାରେ ରଖିଛନ୍ତି ଆପଣ ଜଣେ ମହାନ ବ୍ୟକ୍ତି
ଭାଇ ପଙ୍କ ରୁ ପଦ୍ମ ତୁମେ 🙏 ଭଗବାନ ଆପଣଙ୍କୁ ସବୁ ଖୁସି ଦିଅନ୍ତୁ ❤
ପୁଅ ମୋର ଧନ ମୋର ,ତୁମକୁ କାଳିଆ ସାହାଯ୍ୟ କଲା ,ହେଲେ ତୁମେ ଗରିବ ଲୋକଙ୍କୁ ସାହାଯ୍ୟ କରିବ । ତୁମେ ଆମର କାଳିଆ ,କେବେ ଭୁଲି ଯିବନି ମୋର ବିଶ୍ୱାସ।ଜଗନ୍ନାଥ ତୁମକୁ ଶକ୍ତି ଦିଅନ୍ତୁ ।
Bohut bohut dhanyabad mam...bass apana mananka bhalapaiba auu ashirwad emti thau mo upare 🙏
Sir new Lunch website name kn...emiti bahut pila achanti Paisa abhab ru padhiparu nahanti...May God bless you..bhala doctor heiki baharantu...
ଆଖି ଭିଜିଗଲା ଭାଇ, ଭଗବାନ ଆପଣଙ୍କୁ ସହାୟ ହୁଅନ୍ତୁ l ଆପଣ ଆପଣଙ୍କ ଲକ୍ଷସ୍ଥଳରେ ପହଞ୍ଚନ୍ତୁ 🙏
Dhanyabad sir
@@kanhucharanpanda7241 bhai tomo pori mo suchition v thila hele mu har mani goli mu abe pvt re delivery boy kamo koru chhi
Pq
ମହାପ୍ରଭୁ ଜଗନ୍ନାଥଙ୍କ କୃପା ରୁ ସବୁ ମଙ୍ଗଳ ହେବ ଭାଇ 🙏
u r great. God bless u always. ଯାହାର କିଏ ତାହା ପାଇଁ ପରା ଭଗବାନ ଅଛନ୍ତି . 🙏🏼🙏🏼🙏🏼.. do good n b good.
Dhanyabad sir
God bless you brother
ଆପଣଙ୍କ ଲକ୍ଷ୍ୟ ମାନବ ସେବା ହିଁ ମାଧବ ସେବା ହେଉ।
ଜୟ ଜଗନ୍ନାଥ ।
ପୁଅ ତମ ସହିତ ଭଗବାନ ଙ୍କ ଆଶ୍ରିବାଦ ଅଛି ଆଗକୁ ତୁମର୍ ସ୍ବପ୍ନ ପୁରା ହେଉ ❤❤
ପୁଅ, ଭଗବାନ ଆପଣଙ୍କ ପାଇଁ ସର୍ବଦା ସହାୟ ହୁଅନ୍ତୁ
ଏମିତି କାମ କରନ୍ତୁ ଭଗବାନ ଯେମିତି ଖୁସି ହେବେ
Bhai God bless you କେହି ନଥାନ୍ତୁ ଭାଇ ମା ଅଛି ଏ ଓଡ଼ିଶା ବାସୀ ଅଛନ୍ତି ଆପଣ ଆଗେଚାଲ👍👍👍👍
,ଭାଇ ବଡ଼ବଡ଼ିଆ ଲୋକଙ୍କୁ ଭରସା ନାହିଁ ସେମାନଙ୍କ , proud more bhai
ଅତି ସୁନ୍ଦର କଥା ଭାଈ ଭଗବାନ ତମଙ୍କୁ ବହୁତ ଆଗକୁ ନିଅନ୍ତୁ 🙏🙏👍👌❤️
You are a wonderful soul.. Go high.. The sky is the limit.. God bless your mom and you too❤
ଭାଗ୍ୟରେ ଥିଲେ ଗୋଟେମା କୁ ତୁମପରି ପୁଅମିଳେ
ଭାଇ ଆପଣଙ୍କ ଚିନ୍ତାଧାରା ଭଲ ଅଛି । ମୋର ଜଗନ୍ନାଥଙ୍କ ପାଖରେ ପ୍ରାଥନା ଆପଣଙ୍କୁ ଆଗକୁ ବଢ଼ିବାରେ ବାଟ ନିହାତି କରିବେ।
ଭଗବାନ ତୁମର ମଙ୍ଗଳ କରନ୍ତୁ। ତୁମର ସବୁ ଇଚ୍ଛା ପୂରଣ ହେଉ l ଭାଈ ତୁମେ ଚିନ୍ତା ନ କରି ଆଗେଇ ଚାଲ, । 🙏🙏🙏 ଜୟ ଜଗନ୍ନାଥ 🙏🙏🙏🙏
God bless you brother ଏମିତି ଆଗକୁ ବଢ଼ିଚାଲ ଭଲ ଡକ୍ଟର ଟେ ହୁଅ ରୋଗୀ ସେବା ଠୁ ବଡ଼ ସେବା କିଛି ନାହିଁ
ଭାଇ ଙ୍କ କଥା ଶୁଣି ଆଖିରେ ଲୁହ ଆସିଗଲା, ଭଗବାନଙ୍କୁ ପ୍ରାର୍ଥନା କରଛି ତୁମେ ତୁମର ଲକ୍ଷ୍ୟ ହାସଲ କର।
ମାଉସୀକୁ ସାତ କୋଟି ପ୍ରଣାମ।
ଏପରି ପ୍ରେରଣା ଦାଇ ଖବର ପ୍ରସାରଣ ଲାଗି ପ୍ରତିଦିନ କୁ ଅନେକ ଅନେକ ସାଧୁବାଦ୍....🙏🙏🙏🙏
ଜୟ ଜଗନ୍ନାଥ ଭଗବାନ ତୁମକୁ ଭଳରେ ରଖନ୍ତୁ ଗରିବ ଲୋକ ଙ୍କ ଦୁଃଖ ବୁଝି ବ ଭାଇ
Sure sir and thank you so much
Vagabn tumar mangal karantu vai 😭
ପୁଅ, ପ୍ରଥମେ ତୁମ ମାଆଙ୍କୁ ପ୍ରଣାମ କାରଣ ତୁମ ଭଳି ଜଣେ ପୁଅକୁ ସଂସାରକୁ ଦେଇଛନ୍ତି ଏବଂ ଏଭଳି ସଙ୍ଘର୍ଷ କରି ବଡ କରିଛନ୍ତି। ଆଉ ଆଜିର ଦିନରେ ପୁଅ ପାଖରୁ ଏତକ କଥା ଶୁଣି ତାଙ୍କର ଶ୍ରମ ସାର୍ଥକ ହୋଇଯିବ ।
ଭାଇ କିନ୍ତୁ ଭୁଲି ଯିବେନି, ଦୁଖଃ କଷ୍ଟ ଅନୁଭବ କରୁଥିବା ଲୋକ ମାନଙ୍କ କେବେ ପଇସା ପାଇଁ ଅବହେଳିତ କରିବେ ନାହିଁ ପ୍ଲେସ 🙏🙏🙏
I will try to do my best..sir 🙏
ପଣ୍ଡାବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣଙ୍କ ଦୃଦ୍ଧତାହିଁ ଆପଣଙ୍କୁ ଗୋଟେ ଭଲ ମଣିଷ ହେବା ସହିତ ସେବାହି ପରମ ଧର୍ମ ବୋଲି ଗ୍ରହଣ କରିବେ ବୋଲି ଆଶା, ଧନ୍ୟବାଦ୍
ସେଇ ଜଗନ୍ନାଥଙ୍କ ଆଶୀର୍ବାଦ ସର୍ବଦା ତୁମ ସହିତ ରହିଛି ଆଉ ଆଗକୁ ରହିବ ବି ଭାଇ। ସେଇ ଜଗନ୍ନାଥଙ୍କୁ ଡାକି ଆଗକୁ ବଢ । ତୁମ ଜୀବନ ଆଗକୁ ଆହୁରି ଉଜ୍ଜ୍ବଳମୟ ହେବ। ଭଗବାନ ତୁମର ମଙ୍ଗଳ କରନ୍ତୁ।
ଭାଇ ଭଗବାନ ଆପଣଙ୍କୁ ଭଲରେ ରଖିଥାନ୍ତୁ
ଭଗବାନ ଙ୍କ ଅଶ୍ରିବlଦ ତୁମ ଉପରେ ଅଛି ତୁମେ ନିଶ୍ଚୟ ବଡ଼ ମଣିଷ ହେଇ ଲୋକଙ୍କୁ ସାହାଯ୍ୟ କରିବ ଜୟ ଜଗନ୍ନାଥ
ଯାହା କହୁଛ ଭାଇ ତାକୁ ସତ କର ଜୟ ଜଗନ୍ନାଥ🙏
ଭଗବାନ ତୁମକୁ ସବୁ ବଳେ ଖୁସି ରେ ରଖି ଥାଆନ୍ତୁ
ସବୁ କରିବ ହେଲେ ସେଇ ମା କୁ କେବେ ଭୁଲି ନ ଯିବ🙏🏻ଭଲ ମଣିଷ ଆପଣ ଆପଣଙ୍କ କଥା ରୁ ଜଣl ପଡୁଛି ସେମିତି ସବୁ ବେଳେ ସତ କୁହ 🌹ଆଉ ଗର୍ବ ରେ କୁହ ଛାତି ଫୁଲେଇକି କୁହ ମୋ ମା schhol ରେ ରୋଷେଇ କରିକି ମତେ ପାଠ ପଢାନ୍ତି 🙏🏻thanks great 🎉🎉❤❤
ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ । ଜୟ ଜଗନ୍ନାଥ
ଭାଇ କେବଳ ଭଗବାନଙ୍କ ଉପରେ ବିଶ୍ବାସ ରଖନ୍ତୁ ।🙏🏻🙏🏻🙏🏻ଜୟ ଜଗନ୍ନାଥ 🙏🏻🙏🏻🙏🏻
ଭଗବାନ ତୁମର ମନସ୍କାମନା ପୂର୍ଣ୍ଣ କରନ୍ତୁ
ଭଗବାନ ଆଶ୍ରିବାଦ ଦିଅନ୍ତୁ । ଆପଣଙ୍କର ଆଶା ପୂରଣ ହେଉ। ଜୟ ଗୁରୁ।
ଭଗବାନ ସହାୟ ହୁଅନ୍ତୁ ତୁମକୁ 🙏 ବହୁତ ଆଗକୁ ଯାଅ
ଯିଏ ମାନବ ସେବା ରେ ନିଜର ଜୀବନ ବିତେଇବାକୁ ଚାହୁଁଛି, ଭାଗବାନ ତମକୁ ବହୁତ ଆଗକୁ ନେବେ ଦିନେ ନା ଦିନେ ବଡ଼ ଡାକ୍ତର ବନିବ ଆଉ ଗରିବ ଲୋକଙ୍କ ଦୁଃଖ ବୁଝିବ ବୋଲି ମୋର ଆଶା!!
So proud of you👍Your Mother is one of the strongest women🙏
❤ ତୁମ ସଫଲତା ପାଇଁ ଏ ଓଡ଼ିଆ ଜାତି ଗର୍ବିତ 🎉 ତୁମର ମଙ୍ଗଲ ହେଉ 🎉🎉🎉🎉
ଭାଇ ତମେ କର୍ମ କରି ଚାଲ ଉପର ବାଲା ସବୁ ଦେଖୁଛି ନିଶ୍ଚୟ ଫଳ ଦେବେ 🙏🙏🙏
ଭଗବାନ ତୁମକୁ ସହାୟ ହୁଅନ୍ତୁ ମୁଁ ଚାହେଁ ତୁମ ଭଳି ଅସହାୟ ପିଲା ଙ୍କୁ ମୋ ବଳ ଅନୁସାରେ ସହାୟତା ଦେବାକୁ ❤❤❤
Really we are so proud for u .u are the jewel of our village .
MBBS ବ୍ୟତୀତ ଅନ୍ୟାନ୍ୟ ପାଠ୍ୟକ୍ରମ ଯଥା CS, CA କୁ ମଧ୍ୟ ପ୍ରୋତ୍ସାହନ ଦେବା ଉଚିତ
ଡାକ୍ତର ହେବା ପରେ ଟଙ୍କା ପିସ୍ ନେବ ନାହିଁ ତ ଗରିବ ଲୋଙ୍କ ମାନଙ୍କ ଠାରୁ
କାହିଁକି କୋଉ ଗରିବ ଲୋକ ତାକୁ ସାହାର୍ଯ୍ୟ କରି ନାହାନ୍ତି। ସିଏ ଯେଉଁ ସଂସ୍ଥା ଠୁ ସାହାର୍ଯ୍ୟ ପାଇଛନ୍ତି ସେହି ଭଳି ସଂସ୍ଥା କୁ donation କରିବେ
@@anupmahapatra2391 ଜଣେ ଦିନ ମଜୁରୀଆ ଯଦି ରୋଗରେ ଆକ୍ରାନ୍ତ ସେ କୁଆଡୁ ଫିସ୍ ଆଣିବ ସେତ ଦିନ ମଜୁରୀଆ କଣ ସବୁ ଦିନ କାମ କରେ କି ପୁଣି ତାର ପରିବାର ପତ୍ରିପୋଷଣ କରି ଆସିଥିବ ଏ ଯୁଗରେ
ଆପଣ ଏବେ ନିଜର ଗରିବ ବୋଲି କହିପାରୁଚ କିନ୍ତୁ ଜଣେ ଡାକ୍ତର ହେଲା ପରେ ଆପଣ ସେହି ଗରିବ ଲୋକମାନଙ୍କୁ ଭଲ ବ୍ୟବହାର ଓ ଉତ୍ତମ ଚିକିତ୍ସା ଦେବାକୁ ପ୍ରାୟାସ କରିବ । ଆଶା କରୁଛି ଆପଣ ଅନ୍ୟ ଡାକ୍ତରଙ୍କ ଭଳି ଦଲାଲ ହେବନି। ଜୟ ଜଗନ୍ନାଥ 🙏🙏🙏
ବାବୁ ଭଗବାନ ତୁମର ମଙ୍ଗଳ କରନ୍ତୁ
ପୁଅ ତମ କଥା ଶୁଣି ବହୁତ ଖୁସି ଲାଗିଲା ।ଭଗବାନ ଙ୍କ ଆଶିର୍ବାଦ ରୁ ଅଧିକ ରୁ ଅଧିକ ଉନ୍ନତି ହେଉ ।ତୁମର ସବୁ ସପ୍ନ ପୂରଣ ହେଉ ।ଭଲ ଡ଼ାକ୍ତର ହୋଇ ସମାଜ ର ମଙ୍ଗଳ କର ।ଯେଉଁ ଡ଼ାକ୍ତର ଙ୍କ କଥା କହିଲ ତୁମେ ବି ସେହିପରି ଦୁଖୀ ଲୋକଙ୍କ ସେବା, ସାହାଯ୍ୟ କର । ଏବେ ତ ଠିକ୍ କହୁଛ ଡ଼ାକ୍ତର ହେଲା ପରେ ଯେମିତି ଏକଥା ଭୂଲି ଯିବନି ପୁଅ ।ମା ଙ୍କର ଯଶ ରଖିବ ।ମା କେତେ ସଙ୍ଘ ଷ୍ କରିଛନ୍ତି ତୁମ ପାଇଁ ।ସେହି ବଡ଼ ଠାକୁର ଜଗନ୍ନାଥ ଙ୍କ କୃପା, କରୁଣା, ଆଶୀର୍ବାଦ ସବୁ ବେଳେ ଥାଉ ।ଜୟ ଜଗନ୍ନାଥ ସ୍ୱାମୀ
Jay Jagannath Bhai 🙏❤
U r great 👍
God bless U 🙏👍
ଆଖି ରୁ ଲୁହ ଆସିଗଲା ଭାଇ...
Dhanyabad sir 🙏
ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଖୁସିରେ ରଖନ୍ତୁ।।
ଭଗବାନ ତୁମର ମଙ୍ଗଳ କରନ୍ତୁ , ଚରମ ଉନ୍ନତି ଲାଭ କର , ଭଗବତ୍ ମୁଖୀ ହୁଅ , ଦୀନ ଆର୍ତ୍ତ କ୍ଳୀଷ୍ଟ ମାନଙ୍କୁ ନାରାୟଣ ଜ୍ଞାନରେ ସେବା କର ବାବା ।
Dhanyabad sir
ଭାଇ ଭଗବାନ ତୁମକୁ ସହାୟ ହୁଅନ୍ତୁ 😢
You will become a competent Doctor like Dr Ramakanta Panda... But be humble and helping like Dr S. ରାମଚନ୍ଦନି. 👍
god bless you good doctor
ଭଗବାନ ତୁମକୁ ଭଲରେ ରଖନ୍ତୁ
ଭାଇ ଭଗବାନ ତୁମ ପଛରେ ମା ରୂପରେ ଛିଡା ହୋଇଛନ୍ତି, ଗରିବ ମା କଥା ମନେ ରଖିଥିବାରୁ ଖୁସି ଲାଗିଲା, 🙏ଜୟ ଶ୍ରୀଜଗନ୍ନାଥ 🙏
ଶ୍ରୀ ଜଗନ୍ନାଥ ତୁମକୁ ଆଶୀର୍ବାଦ କରନ୍ତୁ !
ଆପଣ ସମସ୍ତଙ୍କ ପାଇଁ ଆଦର୍ଶ 🙏🏻ଭଗବାନ ଆପଣଙ୍କୁ ସହାୟ ହୁଅନ୍ତୁ।
May God bless you my dear son. Go ahead to achieve your goal. Do never forget your grief. Be a good doctor. Don't exploit the patients. Be an extraordinary doctor. First of all be a good son, then be a good doctor. Thanks your mother to make a good son like you.
Dhanyabad mam
Your heart touching experience will impact on society.may God bless you and your mom.
ପୁଅ, ଦୁଃଖ ପରେ ସୁଖ ଅଛି , କଷ୍ଟ କଲେ କୃଷ୍ଣ ମିଳେ, ଯାହାର ହୃଦୟ ଅଛି, ସେ ସାହାର୍ଯ୍ୟ କରିବେ , କେହି ନ କଲେ ଈଶ୍ୱର ଅଛନ୍ତି , ସେ ହିଁ ସାହାଯ୍ୟ କରିବେ l ଧର୍ଯ୍ୟ ହିଁ ମୂଳମନ୍ତ , ଯେତିକି କଷ୍ଟ ସହିଲଣି ଭବିଷ୍ୟତ ସୁଖମୟ ହେବ l ଜୟ ଜଗନ୍ନାଥ 🙏
ଧନ୍ୟବାଦ kanhu ମୁ ଛୋଟ ପ୍ରୟାସ କରି ଥିଲି, ତମେ ଆଗକୁ ପଢ଼
Bohut bohut dhanyabad sir 🙏
ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ
ମା ଙ୍କୁ ଆଜି ଯେମିତି ଭଲ ପାଉଛନ୍ତି ସବୁଦିନ ସେମିତି ଭଲପାଇବା ଦେବେ ଗରିବ ଲୋକଙ୍କୁ କେତେ ବେଳେ ଅନାଦର କରିବେ ନାହିଁ ଠିକ୍ ସେ ଚିକିତ୍ସା କରିବେ ଡାକ୍ତର ବିଦ୍ବ୍ଯତ୍ ଦାଶଙ୍କୁ ଅନୁକରଣ କରିବେ
Beautiful ❤️ your thoughts sir 🙏
Dhanyabad sir
ଭଗବାନ ବହୁତ୍ ଆଗକୁ ନେବେ 🙌God Bless You Beta👍
ସାର ଗର୍ବ ଅହଂକାର ,ଟଙ୍କା ବିପଥଗାମୀ କରାଏ ,ସେଥିପ୍ରତି ସତର୍କ ରହିବେ ,ମାଆଙ୍କୁ ସର୍ବଦା ପାଖରେ ରଖିବେ 🙏.
han emiti asanka bahut stanare sata hoi jauchhi , aasa karuchhi ethare semiti kichhi na heu o heba nahi
ଆଖି ଭିଜିଗଲା ବାବା , ପ୍ରଭୁ ଜଗନାଥ ତୁମ। ମା ପୁଅଙ୍କୁ ସାହା ହୁଅନ୍ତୁ । ସର୍ବଦା ଦେଇଥିବା ବଚନକୁ ପାଳନ କରିବ ।
Babu tuma upare kebal bhgabanka asrribad agagakumadichala mu tuma pain parthana karucchi
You are the great son of your mother 🥰.
Dhanyabad sir
Dhanyabad sir
ଭାଇ ଭଗବାନ କରନ୍ତୁ ମୋତେ ଟିକିଏ ଆପଣଙ୍କ ସହ ଦେଖା କରାଇଦିଅନ୍ତୁ 🙏🏻🙏🏻🙏🏻🙏🏻🙏🏻😭😭😭😭
You Should Always Remember This Thing... People Totally Forget after Achieving their GOALS.
Sabu bele bhagoban tumaku sahay huantu
Respect for mom...❤❤❤
ଜୟ ଜଗନ୍ନାଥ 🙏ଭଗବାନ ଗରିବଙ୍କ ବନ୍ଧୁ। ନିଶ୍ଚୟ ସାହାଯ୍ୟ କରିବେ। ମୋର ଠାକୁରଙ୍କ ପାଖରେ ପ୍ରାର୍ଥନା ତୁମେ ଜଣେ ଭଲ ଡାକ୍ତର ହୁଅ ମାଆ ଙ୍କ ନାଆଁ ରଖ।👍👌
Thanks brother for your valuable thought in this age.
❤U Bhai,, ଭଗବାନ୍ ଆପଣଙ୍କ ପାଇଁ ଅଛନ୍ତି,, ଆଉ ଆମର ଅସୀମ ଶୁଭେଚ୍ଛା,,,,
Every Struggle ends with a great victory.
ଭଗବାନ ଆପଣଙ୍କୁ ସାହସ ଆଉ ଧୈର୍ଯ୍ୟ ଦିଅନ୍ତୁ ଭଲ ମଣିଷ ହେଇ ରୋଗୀ ଙ୍କ ସେବା ରେ ନିୟୋଜିତ ରୁହନ୍ତୁ
Welcome to our medical field 🎉🎉 Always Remember YOU CAN DO IT 👍 BEST OF LUCK 🤞 ALL THE BEST 🎉
Thank you so much mam 🙏
ଭାଇ ତମ ଠୁ ଆହୁରି ଅଧିକ ଗରିବ ପିଲା ଅଛନ୍ତି । ଆଉ ତମେ ଏତେ ବି ଗରିବ ନୁହେଁ ଯେ ଆପଣ ପାଠ ପଡ଼ିନ ଥାନ୍ତେ । ପୁଣି ଗୋଟିଏ ଡକ୍ଟର ପାଠ କେତେ ଟଙ୍କା ଦରକାର ଆପଣ ଭଲ ଭାବରେ ଜାଣିଛନ୍ତି। ଯଦି ଆପଣ ଦୁଃଖ ରେ ପଡ଼ି ଡକ୍ଟର ହେଇଛନ୍ତି ମୁଁ ବି ବହୁତ୍ ଖୁସି । କିନ୍ତୁ ମୁଁ ଆଶା କରୁଛି ଆପଣ ବି ଦୁଃଖୀ ମଣିଷ ର ମନ ବୁଝି ପାରିବେ thanks 🙏
Really Heart touching fact... God maha prabhu jagannath fulfill all wishes 🙏
ଏହି ବିଷୟ ସମସ୍ତେ ଜାଣିବା ଦରକାର,thank you ଭାଇ,।